Bargarh tv:- କ୍ୱାରାନଟାଇନ ସେଣ୍ଟର ଭିତରେ ଲଭ ମେରେଜ ଦେଖୁନ ପୁରା ଖବର :-sambalpuri news

Поділитися
Вставка
  • Опубліковано 8 жов 2024
  • Love marriage in quarantine center,
    କୋରୋନା ଲକଡାଉନରେ ପ୍ରେମୀ ଯୁଗଳଙ୍କ ନିଆରା ବିବାହ । ପୋଲିସ ଓ ପ୍ରଶାସନିକ ଅଧିକାରୀ, ଗ୍ରାମବାସୀଙ୍କ ଉପସ୍ଥିତିରେ କ୍ୟୁରେଣ୍ଟାଇନ ସେଣ୍ଟରରେ ଆୟୋଜନ ହୋଇଥିଲା ଏହି ନିଆରା ଆଦର୍ଶ ବିବାହ । ବିବାହରେ ବାଜିନଥିଲା ବାଜା, କି ଫୁଟି ନଥିଲା ବାଣ । ଆସିନଥିଲେ ବରଯାତ୍ରୀ କି ହୋଇନଥିଲା ଭୋଜିଭାତ ଆସର । ନଥିଲା ଯାନି ଯୌତୁକ ଚିନ୍ତା । ପ୍ରେମୀ ଯୁଗଳ ପରସ୍ପର ଫୁଲମାଳ ଦେଇ ଜନ୍ମ ଜନ୍ମର ସାଥି ହୋଇଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଳକ କୁମ୍ଭାରୀ ଗାଁର ମହାନନ୍ଦ କଲେତ ଓ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଗ୍ରାମର ସୁମନ କଲେତ । କ୍ୟୁରେଣ୍ଟାଇନ ସେଣ୍ଟରରେ ପ୍ରଶାସନର ଏଭଳି ଆଦର୍ଶ ବିବାହ ସମଗ୍ର ରାଜ୍ୟରେ ବେଶ ପ୍ରଂଶସନୀୟ ହୋଇଛି....

КОМЕНТАРІ • 81