Bhaina apanaka samasta paribar nku dekhilu kintu apanka bhauja mane dhana ra bsdama nku eparjnta dekhibaku pailu nahi plz next video re tike darsan kareibe.
Jaya Jagannath.... nice chat with Dhana to start the vlog... looks nice greens all around the rice field...good to see Budhia and Tuku in the vlog...after long time a non veg vlog in Kendrapara town.. great yummy food and honest review by Budhia....Keep it up and have fun..... Jaya Jagannath...
Bhai apananka gaan ra pua mane great.. Chasa kama karuchhanti.. Aji kalira pua mane esabu karunahanti.. But chasa nakale loko khaibe kn.. Service kou miluchi... Chasa kale ame upas rahiba nai kebe.. Thanks bhai.. 🙏🙏
ଭାଇ ଆପଣଙ୍କ ସାଥିରେ ବୁଦ୍ଧିଆ ଭାଇ ରହିଲାଠୁ ବହୁତ ମଜା ଲାଗୁଚି ବୁଦ୍ଧିଆ ଭାଇ ଙ୍କ ମନରେ ଗର୍ବ ଅହଂକାର ବୋଲି କିଛି ନାହିଁ ସବୁସମୟରେ ବୁଦ୍ଧିଆ ଭାଇ ଙ୍କୁ ପ୍ରଭୁ ସୁଖରେ ରଖନ୍ତୁ 🙏🙏🙏
👍
Bhaina apanaka samasta paribar nku dekhilu kintu apanka bhauja mane dhana ra bsdama nku eparjnta dekhibaku pailu nahi plz next video re tike darsan kareibe.
You don't take it negative demand it's just a request . I follow u last 2 years
Budhia Bhai bahut bhala laganti
Right 👍
ଜୀବନରେ ବା କ'ଣ ଅଛି
ଖାଇବା ପିନ୍ଧିବା କଥା
ଛୋଟ ଘରଟିଏ ଆବଶ୍ୟକ ପଡ଼େ
ଘୋଡେଇବା ପାଇଁ ମଥା
ଖାଇବାକୁ ଗଣ୍ଡେ ପିନ୍ଧିବାକୁ ଖଣ୍ଡେ
ରହିବାକୁ ଖଣ୍ଡେ ଘର
ଶରୀରଟା ଯଦି ସୁସ୍ଥ ରହିଛି
ଆଉ କ'ଣ ଦରକାର
ଅଧିକ ଚାହିଁଲେ ମିଳିବନି ଜମା
ଯଦି ଭାଗ୍ୟରେ ନାହିଁ
ଅଶାନ୍ତି ବଢିବ ଶରୀର ଛିଡିବ
ସୁଖ ମିଳିବ ନାହିଁ
ଯେତିକିବି ଅଛି ସେତିକିରେ ଖୁସି
ଯେଉଁ ମାନେ ହେଉଛନ୍ତି
ଏଇ ଦୁନିଆଁରେ ସେମାନେ ହିଁ ବନ୍ଧୁ
ଖୁସିରେ ହିଁ ବଞ୍ଚିଛନ୍ତି
ଧନୀ ମରିଯିବ ଗରିବ ମରିବ
ମରିବ ମଧ୍ୟମ ଲୋକ
କେହି ରହିନାହିଁ ରହିବେ ନାହିଁଟି
କହିଛନ୍ତି ବଡ଼ ଲୋକ
ଆପଣଙ୍କ ଲେଖା ମନ କୁ ଛୁଇଁଗଲା ଭାଈ ।
Bahut sundar bhai bahut sundar
ବଡ଼ ହେଲେ ତମେ କବି ଗଙ୍ଗାଧର ମେହେରଙ୍କ ପରି ନା ରଖିବ
ଏତେ ଦିନ ପରେ ମାଉସୀଙ୍କୁ ଦେଖି ବହୁତ୍ ଖୁସି ଲାଗିଲା... 🥰🥰
ସାଥିରେ ରଖିଛ ବୁଦ୍ଧିଆ ଭାଇ
ଭାତ ସାଙ୍ଗରେ ମଟନ ଦିଅନ୍ତି ଖାଇ
ବୁଦ୍ଧିଆ ଭାଇ ଟି ଭାରି ସୁନ୍ଦର
ଗୁଲୁ ଗୁଲୁ କଥା କେଡେ ମଧୁର
🤪🤪😂😂👌👌👌
ବହୁତ ସୁନ୍ଦର କବିତା ଟିଏ 👌
ଅତି ମଜାଦାର କବିତା ଓଃ beautiful 😍😍
ଗରାପୁର ଛକ କେନ୍ଦ୍ରାପଡ଼ା ର ବିଷ୍ଣୁ ହୋଟେଲ ରେ ଯେଉଁ ଆଇଟମ ଖାଇବେ ସବୁ ଯାକ ଟେଷ୍ଟି।ବହୁତ୍ ସୁନ୍ଦର ଲାଗେ।
ଭାତ ସଙ୍ଗକୁ ମଟନ ଥିଲେ ଅନ୍ୟ କୌଣସି ତରକାରୀ ଦରକାର ନାହିଁ, ପୁଣି ସାଙ୍ଗ ମାନଙ୍କ ସହିତ ହୋଟେଲରେ ଖାଇବା, ଖାଦ୍ୟର ସ୍ୱାଦ ଆହୁରି ବଢ଼ିଯିବ |ଜୟ ଜଗନ୍ନାଥ, ଧନ୍ୟବାଦ |
ବୁଦ୍ଧିଆ ଭାଇ, ପୁଅ, ରୋଷେଇଆ ନନା ମାନେ ସମସ୍ତେ ବହୁତ ସୁନ୍ଦର ଲାଗୁଛନ୍ତି 🙏 love you all 💞 ବୁଦ୍ଧିଆ ଭାଇ ର ହସ ଓଃ ଚମତ୍କାର
ସାଙ୍ଗ ମାନଙ୍କ ସହିତ ହୋଟେଲ୍ ରେ ଖାଇବାର ମଜା କିଛି ଅଲଗା ଆଜ୍ଞା । ଜୟ ଜଗନ୍ନାଥ ।
ବୁଦ୍ଧିଆ ଭାଈ ଆପଣଙ୍କ video ରେ ରହିଲେ ବହୁତ୍ ଭଲ ଲାଗେ ।।। ବୁଧ ଭାଈ ବହୁତ୍ ଭଲ ଲୋକ ।।।।
ଭେରୀ ନାଇସି ମଟନ ଗୌରାଙ୍ଗ୍ ଭାଇ ସୁପର
You tube କେବଳ ଖୋଲୁଛି excited ହୋଇ ଆପଣଙ୍କ ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ଭାଇ 🥰😘ଓଃ ସତରେ ନିଜ କୁ ଗାଁ ଜୀବନରେ ହଜେଇଦେଲା ଭଳି ଅନୁଭବ କରେ 💞
ମାଉସୀଙ୍କୁ ପ୍ରଣାମ 🙏😍
ବହୁତ ଭଲ ଲାଗିଲା,ଆପଣଙ୍କର ବାର୍ତ୍ତାଳାପ ବହୁତ୍ ସୁନ୍ଦର୍,ବୁଦ୍ଧିଆ ଭାଇ ବହୁତ୍ ଭଲ ଲୋକ,
ଜୟ ଜଗନ୍ନାଥ ।
ସୁଦୂର Germany ରୁ ବହୁତ୍ ବହୁତ୍ ଶୁଭେଚ୍ଛା। ବ୍ଲଗ୍ ଗଡିକ ଅତ୍ୟନ୍ତ Natural , ଜୀବନ୍ତ ହେଉଛି। ବୁଦ୍ଧିଆଙ୍କୁ ବିଶେଷ ଧନ୍ୟବାଦ୍, ସେ ବ୍ଲଗ୍ ରେ ରହିଲେ , ବହୁତ୍ ମଜା ଲାଗୁଚି । ତାଙ୍କର ମନଖୋଲା କଥା ଯେମିତି ଏକ ଅଜଣା ଆକର୍ଷଣ।
ଭାରତ ବା ଓଡ଼ିଶା ଫେରିଲେ, ନିଶ୍ଚୟ ଆପଣଙ୍କୁ ତଥା ବୁଦ୍ଧିଆଙ୍କୁ ଦେଖା କରିବି ।
ଆମ ଘର ତ ଆପଣଙ୍କ ଗାଁ ପାଖରେ, ପାଟକୁରା।
ପୁନର୍ବାର ଧନ୍ୟବାଦ୍ ସୁଦୂର ଇଉରୋପ ( ଜର୍ମାନୀ) ରୁ।
ଯା ହଉ ବିଷ୍ଣୁଦା ହୋଟେଲ୍ ର ନା ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରସିଦ୍ଧ ।
ନାୟକ ବାବୁ ଜୁହାର ବର୍ଷ। ହଉ ଚାଷ ପାଇଁ ଉପଯୋଗୀ କାମ କରିବ ବହୁତ ଦିନ ରୁ ହୋଇ ନଥିଲା , ଓଃ ନମଃ ଶିବାୟଃ
👌
ବୁଦ୍ଧିଆ ଭାଇ ସତରେ ଜଣେ ବହୁତ୍ ମଜାଳିଆ ଲୋକ ❤️❤️❤️❤️❤️❤️❤️❤️❤️❤️❤️❤️❤️
Many many thanks Bhai for explore bisnu mutton.
Jay Jagannath sir 🙏🙏🙏🙏🙏
ଭାଇ ଜୟ ଜଗନ୍ନାଥ ଆପଣ ଙ୍କ ଆମିଷ ଭୋଜନ ନିଷେଧ
Love and respect from kendrapada, garapur
Tama video dekhile muhare smile ase, maa nku video re first time pain dekhili
Jaya Jagannath.... nice chat with Dhana to start the vlog... looks nice greens all around the rice field...good to see Budhia and Tuku in the vlog...after long time a non veg vlog in Kendrapara town.. great yummy food and honest review by Budhia....Keep it up and have fun..... Jaya Jagannath...
ବୁଦ୍ଧିଆ ଭାଇ ଏକ ନମ୍ବର ❤️
ଯାହା ହେଉ ଆପଣଂକ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ହେଉଛି ଯାହା ବହୁତ୍ ଭଲ କିନ୍ତୁ ଆମ ଭୁବନେଶ୍ୱର ରେ ବର୍ଷା ର ନା ଗନ୍ଧ ନାହିଁ ଖାଲି ପାଗ ମେଘୁଆ,,,
ଆପଣ ମାନଙ୍କୁ ହୁର୍ଦୟ ରୁ ପ୍ରଣାମ
❤❤❤❤❤❤❤
Bahut Bhala lagila, Jai jagannath swami from Hyderabad
Aji ra video pura mast....... Sanga saha jou maza au kouthi achi......
ଭାଇନା ପ୍ରଣାମ 🙏ବୁଦ୍ଧିଆ ଭାଇନା ଙ୍କ କଥା ବଢ଼ିଆ ଲାଗେ ❤️🙏
Bishnu hotel always best 👍✌️
Satare video ti bahut bhala lagila bhai
Bhai tama video bahut bhala laguchi
Best hotel in kendrapara . Sabubele bhida
Video bhala lagila
ବୁଧିଆ ଭାଇ ବହୁତ୍ ଭଲ ଲୋକୋଟିଏ
ଆପଣଙ୍କ କଥାବ ସୁତ,ଭଲ, ଗଏ, ଭଗବାନ, ଆପଣଙ୍କୁ। ଭଲରେ, ରଖନ୍ତୁ,ବୁଦ୍ଧିଆ,ହସ, ବହୁ ଭଲ, ଜଗନ୍ନାଥ
ବୁଦ୍ଧିଆ ଭାଇ ଭିଡିଓ ରେ ଥିଲେ ବହୁତ ସୁନ୍ଦର ଲାଗେ ତାକ ହସ ହସ ମୁହଁର କଥା ବହୁତ ଭଲ 🙏🙏 (ଅନୁଗୋଳ)
ଜୟ ଜଗନ୍ନାଥ 🙏🙏🙏🙏🙏 ସାର୍
ବନ୍ଧୁତା ର ଉତ୍ତମ ବୁଝାମଣା ଆଉ ଉତ୍ତମ ଭାବନା ର ଉଦାହରଣ .....ବୁଦ୍ଧିଆ ଭାଇ-ଗୌରାଙ୍ଗ ସାର-ଟୁକୁ ଭାଇ.... Lots of Love from Bangalore❤❤❤❤❤❤❤🤗🤗🤗🤗🤗
Bhai apananka gaan ra pua mane great.. Chasa kama karuchhanti.. Aji kalira pua mane esabu karunahanti.. But chasa nakale loko khaibe kn.. Service kou miluchi... Chasa kale ame upas rahiba nai kebe.. Thanks bhai.. 🙏🙏
Nice vlog gauranga bhai
Bhai bahut Dina pare gote emti eka video chadila mun bahut khushi 🙏
ବୁଦ୍ଦିଆ ଭାଇ ହୃଦୟରୁ ପୁରା ଖୋଲା ଲୋକ।
Hotel Vishnu best of kendraparaa hotel.....Mutton special...I love it....
ଭାଇ ବୁଦ୍ଧିଆ ଭାଇ ଙ୍କୁ ସବୁବେଳେ ସାଥିରେ ରଖିବେ, ଭଲ ଲୋକ ଟି 🙏
Dhana & little so cute
Nice mutton .
Bhai apananka sangamane bahut bhala ... namaskar
Ate Dina pare mousha ku dekhi Khushi lagila
Bahut. Bhala. Lagila. Sir. Thakyou
Baa Bhai Badhia laguchhi
Jay Jagannath......nice food vlog.... really, friend like Budhiya babu....
Budhia Bhai is great man 🙏🏼🙏🙏
Bhai bhala,achha
Jay jagaanath gouranga Bhai bhlo laguchi video aue bhlo sikya bi miluchi aponnka video ru
Bahut sundar video sir emiti sabu bele video asuthau ❤️
Bhala thila vidio👌
Bahut badhia vlog
ବହୁତ ବଢିଆ blog 🙏👌
My favourite hotel in kendrapara.I always go with my friend in every Sunday .ummmy 😋😋😋 mutton curry taste is fabulous.
budhia bhai ki dekhile bahut khusi lage🥰
I m from kendrapara but i stay at bbsr...i watch your videos regularly...excellent vlog...next time kendrapara gale sei hotel re mutton try karibi.
Dhan my sweet guade gal 😃
Aji video ta maja asigala👍🏻👍🏻👍🏻💯💯💯
2 sanga saha maja bhai super
କେତେ ସୁନ୍ଦର ଧାନ ଫସଲ
gauranga sir....Cong..83k
wow mutton curry 🥰🥰😋😋😋
Mast lagila👌
Maa sumudei dhaba 1 no ,mana dhaba panchupandab
Jay Jagannath Bhai....
Many many likes 👍👍👍👍👍👍👍👍👍
Bisnu hotel is good but rudra mutton its outstanding
Bahut sunder
Prabala pabana bhai
Super blogs love you so much ❤️
Nana brishnu dadankara hotel ra ama Kendrapara ra super number 1 mutton cury garapur chaka tuma vlg bahut sundar Vry nice Jay sidha baldevjew
Big fan from jagatsinghpur sir
ଗାଁ ରେ ବର୍ଷା ହେଲେ ମଜା ନିଆରା
Brother ❤️ your video is imagine 😉 love you Big brother ❤️ and your Village land enjoy your Village Life and keep always happens..
Mote apnaka personality bhuta bhl lagila .
Are a ta mo femous hotel 🙋 college time ra aji dekhichi bahare rahiki bahut khusi laguchi bhai.
❤️ from Odisha 🙏🇮🇳 Ganjam ❤️ Nice video 🇮🇳🙏
Love from jajpur ❤️
ଜୟ ଜଗନ୍ନାଥ,,, ଭାଇ,,,, ଆମକୁ ଟିକେ ଦବକି😉
Jai jagannath
Ehipari mutton chicken Bala video tike dekhauthantu sir.
I love you Bhai Tamara sabu video 1no super jay budhia bhai 😊☺️😂☺️
Bisnu bhai motton No11
Super episode ❤❤❤
Another very nice vlog........ Thank you .....
Very good mutton with rice
Vala laguchi Bhai continue karantu
Desi mutton curry 👌👌
ଆଜି ଅଫିସ ରୁ ଫେରିବା ସମୟ ରେ ମନେ ମନେ ଭାବୁଥିଲି ଆମ କେନ୍ଦ୍ରାପଡ଼ା ରେ ରସାବଳି famous , କିନ୍ତୁ ନଦୀ କୁଳିଆ ଜିଲ୍ଲା ଆମର , ପ୍ରଚୁର ମାଛ ମିଳେ, ଦୁଇ ଦିନ ତଳେ ଛୋଟ ମାଛ ତରକାରି ଦେଖାଇ ଥିଲେ। ଆଜି mutton ତରକାରି ବ୍ଲଗ୍ ଦେଖାଇଲେ ଭଲ ଲାଗିବ। ସତକୁ ସତ ମଟନ ତରକାରି। ଭାରି ଭଲ ଲାଗିଲା।
ଜୟ ଜଗନ୍ନାଥ। ନଟ ବିଷୟ ରେ କାଲି ଆପଣ ଯାହା କହିଲେ ଖରାପ ଲାଗିଲା। ସେ ସୁଧୁରି ଯିବା କଥା। ଆଉ ଥରେ ବୁଝାନ୍ତୁ। ଭଲ ପିଲା, କିନ୍ତୁ mobile ରେ game ବେଶି ଆଗ୍ରହ ଭଲ ନୁହେଁ।
ଗରାପୁର ବିଷ୍ଣୁ ହୋଟେଲ ରେ ଥରେ moton try କରନ୍ତୁ
Beutiful vlog .
Jay Jagannath
Jay Jaganatha
Bhai budha bhai no1
ଭାଇ ଆପଣଙ୍କ ବହୁତ ବଢିଆ ଭିଡିଓ ବନାଆଉଛନ୍ତି,❤️🙏🙏🙏