Exclusive: There Will be a Dedicated Route for Ambulance in Bada Danda: Puri Gajapati Maharaja

Поділитися
Вставка
  • Опубліковано 28 вер 2024

КОМЕНТАРІ • 35

  • @narayansahoo4118
    @narayansahoo4118 3 місяці тому +3

    ଗଜପତି ମହାରାଜାଙ୍କୁ ମୋର କୋଟିକୋଟି ପ୍ରଣାମ । ଜୟ ଜଗନ୍ନାଥ

  • @ganeshkarua8813
    @ganeshkarua8813 3 місяці тому +3

    ବହୁତ ଭଲ ମହାରାଜାଙ୍କ ବାକ୍ଯ ବୋଧହୁଏ ଆଉ କିଛି ବୁଝିବା ପାଇଁ କାହାର ବି ବାକୀ ନଥିବ,,,, ଯୟ ଜଗନ୍ନାଥ,,,, ଯୟ ଜଗନ୍ନାଥ,,, ରାଧେ ରାଧେ ରାଧେ ରାଧେ ରାଧେ ରାଧେ😇😇😇❤❤❤

  • @samirkumarmohanty3278
    @samirkumarmohanty3278 3 місяці тому +8

    ପୂର୍ବ ସରକାର ଙ୍କ ଭବିଷ୍ୟତ ଯୋଜନା ଗୁଡିକୁ ଗଜପତି ସୁନ୍ଦର ଭାବରେ ବର୍ଣନା କଲେ,

  • @raghumaninayak9593
    @raghumaninayak9593 3 місяці тому +2

    🙏🙏🙏ଜୟ ଜଗନ୍ନାଥ ଜୟ ଗଜପତି ମହାରାଜ🙏🙏🙏

  • @AshokPanda-qt4qn
    @AshokPanda-qt4qn 3 місяці тому +2

    Jai Jagannath Gajapati Maharaj 💐🙏💐

  • @Parshuram-xe9hj
    @Parshuram-xe9hj 3 місяці тому +3

    Jai jagannath

  • @akshaya_education
    @akshaya_education 3 місяці тому +2

    Jay shree jagannath

  • @bigdady1281
    @bigdady1281 3 місяці тому +1

    Pandu au kamiyazani katha tk pacharantu bhai

  • @jagatmohannayak6509
    @jagatmohannayak6509 3 місяці тому +1

    ସବୁ କ୍ଷେତ୍ରରେ ଜଗନ୍ନାଥ ଙ୍କୁ ନେଇ ରାଜନୀତି କରନ୍ତୁ ନି...

  • @monajsabat8383
    @monajsabat8383 3 місяці тому +2

    Puri Raja pura b j d party Loka katha Ru Jana paduachie

  • @snigdhasorenofficial863
    @snigdhasorenofficial863 3 місяці тому +2

    Modi Jay Sri ram bhuligale,

    • @bigdady1281
      @bigdady1281 3 місяці тому +1

      Tame tk modee nku call kari pachara 😂

  • @haraprasadpanda45
    @haraprasadpanda45 3 місяці тому

    Slot booking is the wrong process. So free and no slot is good. If free and slot is allowed then the bhakta shouldn't take phone so he/she might take a hard copy which is print with some cost . Illetrate persons are not aware about these processes. so my humble request to gajapati doesn't use this slot booking system. The free system is very helpful to the bhakta .

  • @saradasahoo2409
    @saradasahoo2409 3 місяці тому

    ମୋର ବ୍ଯକ୍ତିଗତ ମତାମତ ଏବେକାର ଯୋଉ ସୁବିଧାବାଦୀ ଭକ୍ତ କୋଉ ଭଳିଆ ଭକ୍ତ ବଡ଼ଦାଣ୍ଡରେ ଟିକେ ଖାଲିପାଦରେ ଚାଲିପାରେବେନି ଟିକେ ଗରମ ସହିପାରିବେନି ଘଣ୍ଟାଏ କି ଦୁଇଘଣ୍ଟା ଭିଡ ସମୟରେ ଲାଇନରେ ଛିଡାହୋଇ ପାରିବେନି ମହାପ୍ରଭୁଙ୍କ ନିତୀକାନ୍ତିର ନିତୀନିୟମ ନିଷ୍ଠା ସେବାୟତମାନଙ୍କର ସେବାର ମହତ୍ତ୍ବ ନଜାଣି ଅସହଯୋଗ କରିବା ବାରମ୍ବାର ପୂର୍ବ ସରକାର ଏବେକାର ସରକାରଙ୍କୁ ଦୋଷ ଦେବାର ଫଳ ସ୍ୱରୂପ ସକାଳୁ ସଞ୍ଜ ଯାଏ ଏସିରେ ବସି ଜଗନ୍ନାଥ ଦର୍ଶନ କୁ ଅପେକ୍ଷା
    ହଉ ପ୍ରଭୁ ତମ ଇଛା ଏବେଠାରୁ ପ୍ରକୃତ ଭକ୍ତ ପରୀକ୍ଷାର ସମୟ ଆସିଗଲା

  • @sanjaybehera363
    @sanjaybehera363 3 місяці тому +1

    ଗଜପତି ଗଞ୍ଜିଗଳିଆ

    • @saradasahoo2409
      @saradasahoo2409 3 місяці тому +2

      ଗଜପତି ମହାରାଜାଙ୍କୁ ଏଭଳି ଭାଷା ଠିକ୍ ନୁହେଁ କଣ ଅପରାଧ ମହାରାଜ କଲେ କି?ଭାଇ

  • @Sandeep-zq7tp
    @Sandeep-zq7tp 3 місяці тому +2

    ଜୟ ଜଗମୋହନ

  • @bhagyabhusanmahapatra2457
    @bhagyabhusanmahapatra2457 3 місяці тому +1

    Koti koti pranam gajapati maharaj ki jay.
    Jay Jagannath.

  • @harishmallck2
    @harishmallck2 3 місяці тому +1

    ଏ ପାଣ୍ଡିଆନ ଏବଂ ତାଙ୍କର ସହଯୋଗୀ ମାନେ ଯେପରି ଆମ ମହାପ୍ରଭୁ ଜାଗନାଥ ଏବଂ ଆମ ସଂସ୍କୃତି କୁ ଯେପରି ଭାବେ ଅପମାନିତ କରିଛନ୍ତି ତାଙ୍କୁ କେବେହେଲେ ମହାପ୍ରଭୁ କ୍ଷମା କରିବେ ନାହିଁ
    ସଂସ୍କୃତ ରେ ଗୋଟାଏ ଶୋଳ୍କ ଅଛି
    Ati darpe hata Lanka, ati manescha Kourava, ati dane Balirbaddha, ati sarbatra

  • @narayanparida9519
    @narayanparida9519 3 місяці тому +3

    Gajapati maharaj nkara Jay heu🙏

  • @samirkumarmohanty3278
    @samirkumarmohanty3278 3 місяці тому +1

    ନିର୍ଦିଷ୍ଟ ରାଜନୈତିକ ଦଳ ମହାପ୍ରଭୁ ଙ୍କୁ ନେଇ ରାଜନୀତି ବନ୍ଦ କରୁ & TV ରେ ଭଲ ଖବର ଦିଅନ୍ତୁ

  • @lilibagh6059
    @lilibagh6059 Місяць тому

    ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🌻🙏🌻👍👍👍😊😊😊

  • @NiranjanSatapathy-b6u
    @NiranjanSatapathy-b6u 3 місяці тому +2

    ଓମ୍ ଦଧିବାମନାୟ ନମଃ

  • @nirupama1964
    @nirupama1964 3 місяці тому +1

    Jay Jagannath gajapati Maharaja nka ichha prabhu turanta purna karantu .🙏🙏

  • @subasnayak1510
    @subasnayak1510 3 місяці тому

    ଏଇଟା ଗୋଟେ ବିଜେଡି ର ଦଲାଲ
    ସରକାରୀ ଭତା ଖିଆ ଚାଁହୁଥିଲା ବୋଧେ ୟାକୁ ରାଜ୍ୟସଭା ଟିକଟ ମିଳିବ

  • @asishbabu342
    @asishbabu342 3 місяці тому

    jay jagannath .....jay gajapati maharaj ki jay

  • @santoshkumarmishra2620
    @santoshkumarmishra2620 3 місяці тому +5

    ଗଜପତି ଙ୍କୁ ଆମର ପ୍ରଣାମ🙏🙏

    • @baikunthabehera3971
      @baikunthabehera3971 3 місяці тому

      rathjatra lagi raja badhallibe ki . cm paribartan hele ta .sethilagi kahuthili .tanka papa tanku gochar

    • @PrabirDas-u8p
      @PrabirDas-u8p 3 місяці тому

      Gaja pati 700 years history, kuaade gala , you're abjd heppcretice,

  • @snigdhasorenofficial863
    @snigdhasorenofficial863 3 місяці тому +1

    ଗଜପତି କେବେ ମିଛ କୁହନ୍ତି ନାହିଁ , ଏଇଟା ekdam ସତ କଥା ଯେ ପରିକ୍ରମା ପ୍ରକଳ୍ପ ତିଆରି ଲାଗି କୌଣସି ମଠ ଭଙ୍ଗା ଯାଇନାହିଁ ,ଏଇଟା ହିଁ ସତ , ଜୟ ଜଗନ୍ନାଥ

  • @bhupindrasahu8567
    @bhupindrasahu8567 3 місяці тому +2

    Jay Jagannath 🙏🙏🙏

  • @LaxmanJena-f5g
    @LaxmanJena-f5g 3 місяці тому +1

    Jay jagannath

  • @niranjan1432rout
    @niranjan1432rout 3 місяці тому +1

    Jay jagannath

  • @pabitranath5075
    @pabitranath5075 3 місяці тому

    Vaktaku running karao thiaa habaku kahantuni kauthi tahele vida habanahi auu sata pahacha pakhare jau bariked achi taku hatao gote jagare thiaa hele vida haba