Це відео не доступне.
Перепрошуємо.

ଝାଡଖଣ୍ଡିଠୁ ମାଡ଼ ଖାଇବା ହେଉଛି ଓଡିଆ ଅସ୍ମିତା | ASPN News

Поділитися
Вставка
  • Опубліковано 12 лип 2024
  • ଝାଡଖଣ୍ଡିଠୁ ମାଡ଼ ଖାଇବା ହେଉଛି ଓଡିଆ ଅସ୍ମିତା | ବାପା ଗଭର୍ଣ୍ଣର ବୋଲି ପୁଅ ବି ଗଭର୍ଣ୍ଣର
    #aspnnews #odishabjp #odishanews #odishacongress
    Advance system for public News
    This is an Official Channel of ASPN NEWS Channel.
    Odisha's Most Growing Digital News web Portal...
    This is one of the leading Digital News Platforms of the Odisha & is Coming up with various Objectives and Issues of Human intrests since last 3 year.
    ASPN NEWS delivers reliable information across including Television, Internet, Newspaper
    A news channel for the People.
    Not Owned by any Politician, Businessman or any other's.
    A Digital news Channel of True Journalists..
    Subscribe our Channel / aspn news to get latest news and Updates.
    Please follow up page facebok.com/Aspn news to watch Social issues, Special Story, Political issues with the latest videos added every hour.
    Please visit our website www.aspnnews.in, www.aspnnews.live for latests Opinion and Detailed news coverage.

КОМЕНТАРІ • 504

  • @avayjena9238
    @avayjena9238 Місяць тому +147

    ରାଜ୍ୟପାଳ ଙ୍କୁ ହଟେଇବା ଦରକାର୍

    • @user-go4hd8kt5v
      @user-go4hd8kt5v Місяць тому +4

      Na tanku fasi dar kar

    • @littoncool
      @littoncool Місяць тому +1

      Kan pua bhul kariba pua danda paiba na bapa. Tame chori kale tama bapa nku mada hue ki ?

    • @narendrahembram4495
      @narendrahembram4495 Місяць тому

      Modiji nka hastakhep jaruri ......

    • @pramodkumarnayak2720
      @pramodkumarnayak2720 Місяць тому

      ନିଶ୍ଚିତ

    • @deepess_deepu83
      @deepess_deepu83 Місяць тому

      Narendra khan abe Ambani pua bahaghar re mooj karuchi,.... Narendra khan abe busy achhi, gujrati chamcha ama odisha BJP ra neta...... Narendra khan hatao hindu bachao, BJP hatao desh bachao​@@narendrahembram4495

  • @CaptainMithun10
    @CaptainMithun10 Місяць тому +114

    BJP ଯେଉଁଠି ଦଙ୍ଗା ସେଇଠି

  • @KunalBarik-uv7jh
    @KunalBarik-uv7jh Місяць тому +90

    ବିଜେପି ସରକାର ଯେଉଁଠି ଅଛି, ସେଇଠି ଦଙ୍ଗା ହେବା ଏ ହେଉଛି ମୋଦି ଗ୍ୟାରେଣ୍ଟି......

  • @prabodhapanda5184
    @prabodhapanda5184 Місяць тому +113

    ଓଡ଼ିଆ ଅସ୍ମିତା ର ପ୍ରଭାବ ଆରମ୍ବ ହେଲା. ଓଡ଼ିଆ ଲୋକ ମାଡ଼ ଖାଇଲେ ବାହାର ଲୋକଙ୍କ ଦ୍ଵାରା, କିନ୍ତୁ ସରକାର ନିରବ.

  • @mks5547
    @mks5547 Місяць тому +116

    ଓଡିଆ ମାଡ଼ ଖାଇଲା ଝାଡ଼ଖଣ୍ଡ ଠାରୁ

    • @Siyaan2021
      @Siyaan2021 Місяць тому +7

      Odisha basi parivartan chahu thile.....

    • @thessworld
      @thessworld Місяць тому +8

      Power of Odia asmita 😁🤣

    • @narendrahembram4495
      @narendrahembram4495 Місяць тому

      Rajyapalanka pua Ine ra Urdha re
      nuhanti . Tanku danda miliba darkar . nahele B J P Sarkar Upare lokan ka Astha rahiba nahi .

  • @sandeshdas1690
    @sandeshdas1690 Місяць тому +96

    ଓଡିଶା ରେ ବିହାରୀ ପଂଜାବୀ ଶାସନ
    ଧନ୍ୟରେ ଓଡିଶା ଭୋଟର

    • @littoncool
      @littoncool Місяць тому

      Tamil ru asi ebe bihar re pahanchile. Atleast pakha pakhi odisha ra

    • @bbsenapati2245
      @bbsenapati2245 Місяць тому +1

      Agaku odia ku Gujurati bi pitibe. Se dina bi odisha dekhiba

    • @himanshupradhan7039
      @himanshupradhan7039 26 днів тому

      100% correct kahichhonti

  • @prasannakumarnayak2278
    @prasannakumarnayak2278 Місяць тому +62

    ଏଠି ସରକାର ଅଛନ୍ତି ବୋଲି ଜଣା ପଡୁନି

  • @KashinathaSethi-i1y
    @KashinathaSethi-i1y Місяць тому +42

    ଏଥିପାଇଁ ରାଜ୍ୟ ପାଳ ଆଇନିର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାରାଜ ,,ଓଡ଼ିଶାର ମାନ ରଖନ୍ତୁ

  • @avayjena9238
    @avayjena9238 Місяць тому +56

    କୁଆଡେ ଗଲେ ଅନ୍ଧ ଭକ୍ତ ମାନେ,ତାଙ୍କ ଘରେ ପଶିଯିବେ ଝାଡଖଣ୍ଡି ବିହାରୀ,
    ଅଣଓଡ଼ିଆ ବିହାରୀ ଆସି ଓଡ଼ିଶାରେ ପସି ବାଡେଇଲା ପରେବି ଏମାନେ ଆଜି ମୁହଁ ବନ୍ଦ୍ କରି ବସିଛନ୍ତି,
    ଛି ଛି ଛି ରେ ତମ ବ୍ୟବସ୍ଥା

  • @mihirranjan5004
    @mihirranjan5004 Місяць тому +39

    ବିଜେପି ସରକାର ଆସିଲା ଭାଇ ଏହା ତ ଆରମ୍ଭ ମାତ୍ର...

  • @mihirranjan5004
    @mihirranjan5004 Місяць тому +23

    ଓଡିଶାର ଜଣେ ସରକାରୀ କର୍ମଚାରୀ ଦେହରେ ହାତ ଦେବାକୁ ସେ କିଏ ??? ରାଜ୍ୟପାଳଙ୍କ ପୁଅ ହେଉ କି ଯାହା ପୁଅ ହେଉ ତୁରନ୍ତ ଏଭଳି ଲୋକ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏହା ଆମ ଓଡିଆ ଅସ୍ମିତାର ପ୍ରଶ୍ନ । 😡😡😡

    • @nuelbaa8392
      @nuelbaa8392 Місяць тому +1

      Jaha jana poduchi amo sarkari karmachari jananku iti madhyare home deptt.ku transfer kara jaichi,eita hi nyaya. Mar mar bhandari ku maro. Sei governor puoro kie bal upadi parile ki ?

  • @rajanikantarout9491
    @rajanikantarout9491 Місяць тому +9

    Thanks for raising your voice.

  • @itsexposed8644
    @itsexposed8644 Місяць тому +17

    ସେ ରାଜ୍ୟପାଳ କୁ ହଟାଅ |

  • @nareshchandra4193
    @nareshchandra4193 Місяць тому +19

    ଏ ବାପ ପୁଅ କୁ ଧକ୍କା ମାରି ଓଡ଼ିଶାରୁ ବାହାର କର।

  • @mihirranjan5004
    @mihirranjan5004 Місяць тому +19

    Perfect କଥା କହିଛ ଭାଇ

  • @friend9449
    @friend9449 Місяць тому +18

    ଓଡିଶାରେ ତାମିଲ୍,ବିହାରୀ,ପଞ୍ଜାବୀ ଏବଂ ଝାରଖଣ୍ଡୀ ଶାସନ କରିଲେ

  • @trinathsethi5036
    @trinathsethi5036 Місяць тому +17

    Right Sir

  • @dillipkumarsatapathy2574
    @dillipkumarsatapathy2574 Місяць тому +14

    ସିଏ ତଃ ଦିଲ୍ଲୀରୁ କଣ୍ଟ୍ରୋଲ ହେଉଥିବା କଣ୍ଢେଇ,ସେ କଣ ସମ୍ବିଧାନ କଥା ଓଡିଶାରେ କହିବେ 😄😄😄😄

  • @vladimirputin6530
    @vladimirputin6530 Місяць тому +15

    ତୁରନ୍ତ ରାଜ୍ୟପାଳଂକୁ ବହିସ୍କାର କରାଯାଉ ।

  • @bibekanandamurmu6167
    @bibekanandamurmu6167 Місяць тому +9

    ଏହାପରେ ଅପେକ୍ଷା କରି ରହି ଥାନ୍ତୁ ଓଡ଼ିଆ ମାନଙ୍କୁ ହାତରେ ନ ମାରି ଭାତରେ ମାରା ଯିବ ।

  • @prahaladsahu5406
    @prahaladsahu5406 Місяць тому +7

    ରାଜ୍ୟପାଳ ଓଡିଶା ତୁରନ୍ତ ପଦକ୍ଷେପ ନିଅନ୍ତୁ, ଆଇନ ରୁ ଉର୍ଦ୍ଧ ରେ ପୁଅ ନାହିଁ,

  • @friend9449
    @friend9449 Місяць тому +32

    ବିଜେପି ଯେଉଁ ରାଜ୍ୟରେ କ୍ଷମତାକୁ ଆସିଛି ଦଙ୍ଗା ହେଇଛି

  • @sarojpati7274
    @sarojpati7274 Місяць тому +10

    ଓଡ଼ିଆ ପୁଅ ମାଡ଼ ଖାଇଲା ।।।। ଛି ଛି ଛି

  • @premdanlakra6417
    @premdanlakra6417 Місяць тому +10

    ସତ କଥା ଯେଉଁ ରାଜ୍ଯ ରେ ବଜେପି ସେହି ରାଜ୍ଯ ରେ ସେତେ ଅରାଜକତା ା ବିଜେଡି ଥିଲା ଠିକ୍ ା

  • @MadhabBhola-oo9ud
    @MadhabBhola-oo9ud Місяць тому +16

    Right

  • @rajendraprasadmahakur4712
    @rajendraprasadmahakur4712 Місяць тому +16

    Governor and Chief Minister... Rajyabasinku.. Uttar.. Diantu.

  • @NabaNayak-rv8xk
    @NabaNayak-rv8xk Місяць тому +16

    ଜେଲପଠାଇବାଦରକାର

  • @RabiNarayanSadangi
    @RabiNarayanSadangi Місяць тому +5

    Strong action should be taken

  • @bhabanisankardas8641
    @bhabanisankardas8641 Місяць тому +2

    ଜଗନ୍ନାଥ ଙ୍କ କ୍ଷେତ୍ର ରେ ଓଡ଼ିଆ ପୁଅ କୁ ବାହାର ରାଜ୍ୟ ର ପୁଅର ଆକ୍ରମଣ ପ୍ରଭୁ ନିଶ୍ଚୟ ଖୁବ ଶୀଘ୍ର ପ୍ରତିକାର କରିବେ 🙏

  • @RasmitaSwain-ke4tt
    @RasmitaSwain-ke4tt Місяць тому +11

    ରାଜ୍ୟ ପାଳ କୁ ହଟେଇ ଦେବା ଦରକାର ପଦବୀ ରୁ ...

  • @ranajitkumarmohanty9740
    @ranajitkumarmohanty9740 Місяць тому +12

    ଇଏ ଏମିତି ଅଭଦ୍ରାମି କଲେ ବୋଲି ତାଙ୍କୁ ଝାରଖଣ୍ଡର ସବୁ ବିଜେପି ନେତା ମିଶି ଯୋଜନାବଦ୍ଧ ଭାବେ ତାଙ୍କୁ ରାଜ୍ୟରୁ ବାହାର କଲେ ll ରାଜ୍ୟପାଳଙ୍କର ଟିକେ ବି ନୈତିକତା ଥିଲେ ସେ ଆଜି ତ୍ୟାଗପତ୍ର ଦେଇଦେବା ଦରକାର ll
    ଆପଣଙ୍କୁ ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ପାଟିରୁ କେଉଁଠିବି କଥା ବାହାରିବ ll ବିହାରୀଙ୍କୁ ଉଚିତ ଶିକ୍ଷା ନ ଦେଲେ ଓଡ଼ିଆ ଏଇଭଳି ମାଡ଼ ଖାଇବେ ll

  • @biswamberbhutia3280
    @biswamberbhutia3280 Місяць тому +8

    ମୁଖ୍ୟମନ୍ତ୍ରୀ ମାଝୀ, ଗଭନର ମାଝି ଯାହା ହେଲେ ଵି ଜାତି ଭାଇ

  • @Deva5577-i3c
    @Deva5577-i3c Місяць тому +32

    ବିଜେପି ସରକାର ରାଜ୍ୟ ପାଇଁ ଅଶୁଭ
    ସରକାର ଆସିବା ଦିନ ଠାରୁ ଆମ ଶାନ୍ତି ପ୍ରିୟ ଓଡ଼ିଶା ଅଶାନ୍ତ ରହି ଆସୁଅଛି

  • @p_coolls
    @p_coolls Місяць тому +2

    କୁଆଡେ ଗଲା ଓଡ଼ିଆ ଅସ୍ମିତା

  • @surathaswain9356
    @surathaswain9356 Місяць тому +4

    ବିଜେପୀୟ ଓଡ଼ିଆ ଅସ୍ମିତା

  • @user-ts1wk7pr3h
    @user-ts1wk7pr3h Місяць тому +2

    ରାଜ୍ୟ ପାଳ କୁ ହଟାଇବା ଦରକାର୍

  • @mrsahuhk1972
    @mrsahuhk1972 Місяць тому +2

    ଗୁଜରାଟୀ, ବିହାରୀ, ପଞ୍ଜାବୀ ଶାସନ ଚାଲିବ । କିଏ କଣ କରି ପାରିବ କର । ଏଇଟା ଓଡ଼ିଆ ଅସ୍ମିତା ।

  • @ramachandranaik5812
    @ramachandranaik5812 Місяць тому +17

    BJD thila thik thila

  • @prasannakumarsahoo4067
    @prasannakumarsahoo4067 Місяць тому +5

    ବିଜେଡି କଣ ପାଇଁ ଶୋଇ ରହିଛି, ମୁଖ୍ୟ ବିରୋଧୀ ଦଳ.

  • @chandrakantabehera6550
    @chandrakantabehera6550 Місяць тому +5

    ମା ଗିହା ଅନ୍ଧ ଭକ୍ତ ସବୁ ଚୁପ୍ କାହିଁକି , କମେଣ୍ଟ ଗୁଡା ଟିକେ ଦେଖ ବେ ଶଳା ମାନେ

    • @PreviewEdu
      @PreviewEdu Місяць тому

      ସେମାନଙ୍କ ଅସ୍ମିତା ହେଲା ଏମିତି ମାଡ଼ ଖାଇବା ଝାଡ଼ଖଣ୍ଡ ଗୁଣ୍ଡା ମାନଙ୍କ ହାତରୁ।😂😂

  • @drnrusinghaojha55
    @drnrusinghaojha55 Місяць тому +4

    ଏଇ ମାତ୍ର ଆରମ୍ଭ। ଯେଉଁ ଦିନ ଗଣେଶି ଲାଲ ଗଲେ ଓ ରଘୁବର ଦାଶ ଆସିଲେ ସେବେଠାରୁ ଓଡ଼ିଶା କୁ ବିପଦ ଆସିଲା କାରଣ ସେ ରାଜ୍ୟ ପାଳଙ୍କ ଗାରିମା ଠାରୁ ଦୁରେଇ ଯାଇ ରାଜନିତୀ କରୁଥିଲେ। ଆଗକୁ ଆହୁରି ଖରାପ ହଵ

  • @jaybharat7162
    @jaybharat7162 Місяць тому +4

    Istafa deba uchit❤

  • @umakantamohanty36
    @umakantamohanty36 Місяць тому +9

    Take immediate step against Governors son.

  • @ashisswain8499
    @ashisswain8499 Місяць тому +6

    ମୁଖ୍ୟମନ୍ତ୍ରୀ ତମେ ଇସ୍ତପା ଦିଅ

  • @user-xf7et1rh6x
    @user-xf7et1rh6x Місяць тому +2

    ଓଡ଼ିଆ ଅସ୍ମିତା କୁଆଡେ ଗଲା

  • @giridharisarjal4799
    @giridharisarjal4799 Місяць тому +7

    ଶଳା କୁ ଜେଳ ରେ ପୁରାଅ, ରାଜ୍ୟ ପାଳ ଙ୍କୁ ବହିଷ୍କାର କରାଯାଉ।

  • @sahadevrath5304
    @sahadevrath5304 Місяць тому +1

    ଆଇନ୍ ସମସ୍ତଙ୍କ ପାଇଁ ସମାନ ଓ ନିରପେକ୍ଷ ହେବା ଦରକାର ।

  • @rajendrarajput8469
    @rajendrarajput8469 Місяць тому +10

    Good Statement Sir it is correct and true fact that I am Proud of you Sir Jay Congress Party Madi Chale Mr Rahul Gandhi Jindabad

  • @gobindachandrafarak3874
    @gobindachandrafarak3874 Місяць тому +1

    ନିନ୍ଦନୀୟ ଘଟଣା

  • @jaydebmajhi236
    @jaydebmajhi236 Місяць тому +18

    BJP AND OTV OUT KARA ODISHA RU 🦴💀💀🦴🐻‍❄️🐻‍❄️🐻‍❄️🐻‍❄️🤐🤐🤐🤐🤐🤐🤐

  • @ghanashyambehera4763
    @ghanashyambehera4763 Місяць тому +2

    ଶଳା ରାଜ୍ୟପାଳର ପୁଅ ବି କଣ governor ଭାବୁଛି ନିଜକୁ l

  • @user-bd8nu5iy6i
    @user-bd8nu5iy6i Місяць тому +3

    ଭାରତ ବର୍ଷରେ ଆଇନ୍ କ'ଣ ଭିନ୍ନ। ସାଧାରଣ ଲୋକ ପାଇଁ ଗୋଟାଏ ଓ ରାଜ୍ୟପାଳ ‌ଭଳି ଉଚ୍ଚ ପଦାଧିକାରୀ ମାନଙ୍କ ପାଇଁ ଆଉ ଗୋଟାଏ ଆଇନ୍ ଅଛି କି।ଏହା ମହାମହିମ ରାଜ୍ୟପାଳ ହିଁ ବିଚାର କରନ୍ତୁ।

  • @user-sf2rn3ts1i
    @user-sf2rn3ts1i Місяць тому +2

    ଜଲ୍ଦି ଆରେଷ୍ଟ କରାଯାଉ

  • @user-iy9kt9nr9c
    @user-iy9kt9nr9c Місяць тому +4

    ଓଡିଶା ବନ୍ଦ କରାଜାଉ

  • @srisaidesignvastu9209
    @srisaidesignvastu9209 Місяць тому +1

    ରାଜ୍ୟ ପାଳ ଇସ୍ତଫା ଦିଅନ୍ତୁ

  • @pravakarpradhan1571
    @pravakarpradhan1571 Місяць тому +2

    ରାଜ୍ୟପାଳ ଇସ୍ତଫା ଦେଇ ନିଜ ରାଜ୍ୟକୁ ପକାନ୍ତୁ

  • @rabinarayansahoo3877
    @rabinarayansahoo3877 Місяць тому +3

    ପୁତ୍ରମୋହ ଖାଇଲା ଦେଶକୁ ସୋନିଆ ପୁଅ ରାହୁଲ ଷ୍ଟା ଲିନି ତେଯୋଷି raghubir akhiles sadbudhi ଦିଅ

  • @user-fb8fb5qc2n
    @user-fb8fb5qc2n Місяць тому +1

    ରାଜ୍ୟପାଳ ମହୋଦୟ ନିଜ ଆଡୁ ଇସ୍ତଫା ଦେବା ଉଚିତ୍।

  • @ghanashyambehera4763
    @ghanashyambehera4763 Місяць тому +2

    ତାକୁ immediate arrest କରାଯାଉ l ବିଜେପି ସରକାର ଏବେ କଣ ସୋଇଛି କି?

  • @BrundabanSahoo-ty6vq
    @BrundabanSahoo-ty6vq Місяць тому +1

    ରାଜ୍ୟପାଳ ପୁଅ ଜାରଜ ସନ୍ତାନ ଵିଜେପି ସରକାର ଯେଉ ରାଜ୍ୟର ଅଛି ସେ ରାଜ୍ୟର ହିସା ଵଢିଚାଲିଛି

  • @japanirout8102
    @japanirout8102 Місяць тому +2

    ନିନ୍ଦନୀୟ ଘଟଣା, ଏ ସରକାର ବିକା୍ୱ ସରକାର ଛି ଛି

  • @chandansahoo2464
    @chandansahoo2464 Місяць тому +1

    ସେ ଶଳା ମାଗିହାକୁ ଫାସୀ ଦିଆ ଯାଉ ସେ ରାଜ୍ୟ ପାଳକୁ ମଧ୍ୟ୍ୟ ଫାସୀ ଦିଆ ଯାଉ

  • @santoshkumarsatapathy3528
    @santoshkumarsatapathy3528 Місяць тому +1

    Excellent narration.

  • @balavadramishra6877
    @balavadramishra6877 Місяць тому +1

    Good comments Sir

  • @chandrakantibehera9413
    @chandrakantibehera9413 Місяць тому +5

    Right katha

  • @sadasivadash1713
    @sadasivadash1713 Місяць тому +1

    ଏହା ହିଁ ଓଡ଼ିଆ ଅସ୍ମିତା,

  • @baidyanathmallick9985
    @baidyanathmallick9985 Місяць тому +4

    ଓଡ଼ିଆ ଲୋକ କୁ ଝାରଖଣ୍ଡ ଗୁଣ୍ଡା ମାରୁଛନ୍ତି ଛିଛିଛି

  • @banshidharpatra5160
    @banshidharpatra5160 Місяць тому +3

    ଆରମ୍ଭରୁ BJP ର ଶାସନ କଳଙ୍କ ମୟ ହେଲlଣି

  • @sandeshdas1690
    @sandeshdas1690 Місяць тому +4

    ବିଜେପି ଓଡିଶା କୁ ବରବାଦ କରିବାକୁ ଲାଗିଛନ୍ତି ପୁଣି 10ବର୍ଷ ଓଡିଶା ପଛକୁ ଫେରି ଯିବ

    • @sukantadalapati3845
      @sukantadalapati3845 Місяць тому

      10 Year nahin Bhai 30 barasa pachhaku jiba odisha pandian thik katha kahithile.

  • @amayeekasahoo-piku4410
    @amayeekasahoo-piku4410 Місяць тому +3

    Should be jail...

  • @prafullakumarraut8835
    @prafullakumarraut8835 Місяць тому +2

    ସଂସ୍କାର ଶିଖିନଥିବା ରୁ

  • @prasantamalla7895
    @prasantamalla7895 Місяць тому

    Righte sir

  • @biswanathsahoo1568
    @biswanathsahoo1568 Місяць тому +1

    ମୋହନ ବାବୁ ତମେ CM ହେବା ପାଇଁ ଯୋଗ୍ୟ ନୁହଁ କାରଣ ଓଡିଶା ଲୋକଙ୍କୁ ଜଣେ ଝାରଖଣ୍ଡି ବାଡାଉଛି ତମେ କାଇଁ ଚୁପ ରହିଛ ତମେ କଣ ଓଡ଼ିଆ ନୁହଁ

  • @nigamparibar7573
    @nigamparibar7573 Місяць тому +5

    Jahar pua amiti tar bopata kemiti ?

  • @-susantmesonworka8249
    @-susantmesonworka8249 Місяць тому +3

    ଛି ଛି ଲାଜ ଲାଗୁଚି ଏମିତି ଶାସନକୁ

  • @Sknoo59480
    @Sknoo59480 Місяць тому +3

    ରାଜ୍ୟପାଳ କ'ଣ କରୀବେ ପୁଅ କରୀଛ ପୁଅ କୁ ଆରଷ୍ଟ କରାଯାଓ

  • @sorotoka9717
    @sorotoka9717 Місяць тому +2

    ଅର୍ଗସ ର ଦୁର୍ଗାଶିଷ ଟିକେ news ଚଲା ଦେଖି ବା କେତେ ବଡ଼ ସାମ୍ବାଦିକ ଟିକେ ଓଡିଶା ବାସି ଦେଖି ବା

  • @sahadebkhilar8156
    @sahadebkhilar8156 Місяць тому +7

    Lajya

  • @rabinarayanmohapatra4733
    @rabinarayanmohapatra4733 Місяць тому +4

    This honourable governor should go out of odisha.

  • @pradipkumardasdas7184
    @pradipkumardasdas7184 Місяць тому +5

    Odia beaten up by non odia... Is this odia asmita of Mohan govt

  • @Upcomingvideoworld
    @Upcomingvideoworld Місяць тому +3

    BJP sarkar pain odisha Loka marijibe

  • @frafulanayaknayak6970
    @frafulanayaknayak6970 Місяць тому +3

    Immediate suspension

  • @papumohanty1609
    @papumohanty1609 Місяць тому +3

    ସେ ରାଜ୍ୟପାଳ ନୁହେଁ ଗୋଟେ ସୈତାନ୍ bjp ର ନେତା

  • @user-gv4mh8xh2t
    @user-gv4mh8xh2t Місяць тому

    ରାଜ୍ୟପାଳ କୁ ବହିସ୍କାର କରାଯାଉ

  • @samirpattanaik7789
    @samirpattanaik7789 Місяць тому

    RIGHT STATEMENT. ALL ODISHA PEOPLE'S APPRECIATE YOUR STATEMENT.

  • @sadanandasahoo3707
    @sadanandasahoo3707 Місяць тому +2

    3:05 ମୂଖ୍ୟମନ୍ତ୍ରୀ ବୈକୁଣ୍ଠ ବାବୁଙ୍କ ସ୍ତ୍ରୀ ଙ୍କୁ ଡାକିଛନ୍ତି କଣ ପାଇଁ? ଯେନ‌ ତେଣ ପ୍ରକାର ଚପାଇ ଦେବା ପାଇଁ?

  • @nakulabehera8456
    @nakulabehera8456 Місяць тому +2

    ସେ ଶଳା ନାଲି ଗାମୁଛା କୁଆଡେ ଗଲା

  • @sanjeevpaikray977
    @sanjeevpaikray977 Місяць тому +4

    Governor should step down

  • @sarojbabu4809
    @sarojbabu4809 Місяць тому

    Thanks sir ji

  • @rajarambehera6741
    @rajarambehera6741 Місяць тому

    exactly 💯

  • @pratapsethy9775
    @pratapsethy9775 Місяць тому

    ସେ ମଘିଆ ପ୍ରକାଶ ସୋସିଆଲ ଟକ୍ କୁଆଡେ ଗଲା ଆଗ ସେ ଭଉଣୀ ଘିଆକୁ ମାଡ଼ ଦରକାର ସେ ବହୁତ୍ କୋହୁଥିଲା ଓଡ଼ିଆ ଅସ୍ମିତା ଆଉ ସେ ରାଜ୍ୟପାଳ ପୁଅକୁ ରାସ୍ତାରେ ଘୋଷଡିକି ମାରିଥାନ୍ତି ଯଦି ସେ ଅଫିସର ଜାଗାରେ ମୁଁ ହେଇଥାନ୍ତି

  • @alokkumarsingh111
    @alokkumarsingh111 Місяць тому +4

    Thik kahi chanti ahi ama re asmita

  • @user-nr1oy1nt4p
    @user-nr1oy1nt4p Місяць тому +4

    Odisha ru bjp hatao

  • @bipracharanjena2736
    @bipracharanjena2736 Місяць тому +2

    ରାଜ୍ୟପାଳ ଘଟାନର ସତ୍ୟାସତ୍ୟ ତାଦନ୍ତ୍କରରି ଉପଯୁକ୍ତ କାର୍ଯ୍ୟ ନୁଷ୍ଟାନ ଗ୍ରହଣ କଲେମର୍ଯ୍ୟାଦା ବୃଦ୍ଧି ପାଇବ

    • @sukantadalapati3845
      @sukantadalapati3845 Місяць тому

      Governor kichi karibeni karana se haichanti BJP ra gote party member,Dhanyare Odia Asmita

  • @Rnkinfo626
    @Rnkinfo626 Місяць тому

    Right sir ,

  • @brahmanand7584
    @brahmanand7584 Місяць тому +4

    Arrest him immediately sir

  • @rameshdas9755
    @rameshdas9755 Місяць тому

    ଝାଡଖଣ୍ଡ ଲୋକ ଓଡ଼ିଶା ର ଲୋକ କୁ ମାରିବେ ଏହି ହେଇଛି ଓଡ଼ିଶା ର ବିଜେପି ସରକାର

  • @suryakantadash277
    @suryakantadash277 Місяць тому +3

    Chora goverment

  • @purnasahoo7859
    @purnasahoo7859 Місяць тому +4

    Jaya nabin

  • @sukantchandraroutray2435
    @sukantchandraroutray2435 Місяць тому

    Correct