Natia Comedy Part 513 || Neula Ra Birthday

Поділитися
Вставка
  • Опубліковано 5 лют 2025
  • Bhuta Pokhari - • Bhuta Pokhari || Nati...
    Ting Ting bajuchi song - • Dhana Ting Ting bajuch...
    Natia New T-shirt - www.sofikart.c...
    Order new Women saree collections - www.sofikart.c...
    Order more T-shirt - www.sofikart.c...
    Mail us at - utkalcartoonworld18@gmail.com
    For brand promotion mail us at - utkalcartoonworld18@gmail.com
    Danda Balunga - Musa Basanti Jhagada - • Danda Balunga Part 11...
    Danda Balunga Musara Dipabali - • Danda Balunga Part 10...
    Bagha kahinki ghasa khaeini - • ବାଘ କାହିଁକି ଖାଲି ମାଂସ ...
    DJ wala Bhuta - www.youtube.co...

КОМЕНТАРІ • 1,5 тис.

  • @Odia.Jhia_Puja
    @Odia.Jhia_Puja Місяць тому +600

    ନବ କାକା ଙ୍କ ବାହାଘର ଭିଡ଼ିଓ ଦେଖିବା ପାଇଁ କିଏ କିଏ ସବୁ exited ଅଛ ଲାଇକ୍ କର👍👍

  • @satyabhamagiri7982
    @satyabhamagiri7982 Місяць тому +287

    ବାପା ଙ୍କୁ କିଏ କିଏ ଭଲ ପାଅ like ଙ୍କର 🥰😍☺️😘

  • @ELSoumyaranjansahoo
    @ELSoumyaranjansahoo Місяць тому +29

    ନଟିଆ ଆଉ ପୂଜାର ଲଭ ଷ୍ଟୋରୀ କିଏ ଦେଖିବାକୁ ଚାହୁଚ ଲାଇକ ଏଣ୍ଡ comment karantu❤❤❤😊😊😊

  • @Official_Chandan-o4m
    @Official_Chandan-o4m Місяць тому +147

    ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ନେଉଳ🙌🏻🎂🍫🍭❤🎉

  • @cutebhumi-br4ej
    @cutebhumi-br4ej Місяць тому +22

    Happy birthday ନେଉଳ 🎂🎂🎂

  • @Gugulifestyle6162
    @Gugulifestyle6162 Місяць тому +247

    Mo pari କେଉଁମାନଙ୍କର natia କମେଡୀ dekhi mind fresh ହେଇଗଲା ❤❤କର

  • @SRcreation365
    @SRcreation365 Місяць тому +11

    ନବ ବାହାଘର ପାର୍ଟ କୁ କିଏ କିଏ wait କରିଛ 🥰🥰

  • @sashmita949
    @sashmita949 Місяць тому +20

    ଜୟ ଜଗନ୍ନାଥ ⭕‼️⭕ ଜନ୍ମ ଦୀନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା happy birthday 🎂 ନେଉଳ ଭାଇ🎉🎉🎉🎂

  • @Odia.Jhia_Puja
    @Odia.Jhia_Puja Місяць тому +78

    ବିନା ଷ୍କିପ୍ ରେ କୋଉ ମାନେ ସବୁ ନଟିଆ କମେଡି ଦେଖୁଛ ଲାଇକ୍ କର👍👍

  • @ChinaMalik-gc7ex
    @ChinaMalik-gc7ex Місяць тому +180

    Happy birthday 🎈🎂 ନେଉଳ ❤🎉 ମୋର ବି ଆଜି ଜନ୍ମ ଦିନ 🎉🎉🎉

  • @rupa1073
    @rupa1073 Місяць тому +1213

    100% COMMENTS PEOPLE କୋଉ ମାନେ ପାରା ଲାଲ୍ ୟୁନିଭର୍ଷ PART 4 ଦେଖିବାକୁ ଅପେକ୍ଷା କରିଛନ୍ତି🤩😅👍😮

    • @DoremonSipu
      @DoremonSipu Місяць тому +70

      ସବୁ episode ରେ ଏଇ ଗୋଟେ coment ପଢି ପଢି ବିରକ୍ତ ଲାଗିଲାନି ଏ madam କୁ ଆଉ କିଛି ଆସୁନି ସେଥି ପାଇ ଗୋଟେ କମେଣ୍ଟ କୁ ଦସ ଥର ଦଉ ଛନ୍ତି😂😂😂😂

    • @krupamajhi5742
      @krupamajhi5742 Місяць тому +14

      Sis 😂..pary ନାଁ part 😅...ଏତେ ତରବର ରେ cmt 🤣🤣....

    • @sanjayYT-dj6bg
      @sanjayYT-dj6bg Місяць тому +6

      Asijiba

    • @Sikha-488
      @Sikha-488 Місяць тому +5

      Kie kie natia comedy dekhibaku bhala pao😊😊

    • @Pintudas-fx9hq
      @Pintudas-fx9hq Місяць тому +8

      କାଇଁ ଅତି ଛୋଡ଼ି ହଉଛୁ

  • @BishnuPriyaMallick-uq7ro
    @BishnuPriyaMallick-uq7ro Місяць тому +20

    Good morning ସାଙ୍ଗମାନେ ❤ ଜୟ ଜଗନ୍ନାଥ 😊😊

  • @OfficialJx-143
    @OfficialJx-143 Місяць тому +86

    Many many happy returns of the day ନେଉଳ ଭାଇ ଜନ୍ମ ଦିନର ଅଭିନନ୍ଦନ🎉

  • @Kirancreation01
    @Kirancreation01 Місяць тому +8

    ନଵ କାକା ଙ୍କ ଵାହାଘର ଭିଡ଼ଓ ଦେଖିଵା ପାଇଁ କିଏ କିଏ ସଵୁ Exited ଅଛ ଲାଇକ୍ କର ❤

  • @Odia.Jhia_Puja
    @Odia.Jhia_Puja Місяць тому +250

    କୋଉ ମାନେ ସବୁ ସଂସ୍କାରି ପୁଅ , ଝିଅ ଅଛ ହାତ ଟେକ🙋😁😆

  • @odiasong6918
    @odiasong6918 Місяць тому +157

    ନେଉଳ Happy birthday ଅନେକ ଓ ଶୁଭେଚ୍ଛା ଓ ଶୁଭ କାମନା ଅଭିନନ୍ଦନ 🎉 😅😊। ନଟିଆ କମେଡି ବହୁତ ସୁନ୍ଦର ଲାଗୁଛି ଆଜି

  • @baisakhisahu9923
    @baisakhisahu9923 Місяць тому +129

    ନବ କାକା ର ବାହାଘର କୁ🥳👰🏻‍♀️🤴🏻🎥🎶 କିଏ କିଏ ଅପେକ୍ଷୀୟା କରିଚ 🤔🤔🤔🤔

  • @satyabhamagiri7982
    @satyabhamagiri7982 Місяць тому +77

    ନବ କାକା ଙ୍କ ବାହାଘର ଙ୍କୁ କିଏ କିଏ ଅପେକ୍ଷା କରିଛ 🥰😍👌💛

    • @DeepakKumar-zj9es
      @DeepakKumar-zj9es Місяць тому

      Mu

    • @BirajWarrior
      @BirajWarrior Місяць тому

      @@satyabhamagiri7982 ମୁ ତୁମ ବାହାଘର ପାଇଁ ଅପେକ୍ଷା କରିଛି। ନିମନ୍ତ୍ରଣ ରହିବ ତ?

    • @bantidslr4821
      @bantidslr4821 Місяць тому +1

      ମୁଁ ସୁଟିଙ୍ଗି କରିବାକୁ ଯିବି 😂😂😂

    • @satyabhamagiri7982
      @satyabhamagiri7982 Місяць тому

      @bantidslr4821 ସତରେ କି 😂

    • @NarayanBehera-m9h
      @NarayanBehera-m9h Місяць тому

      ନବ କାକା ବାହାଘର ହବ କଣ ସତରେ କୀ

  • @ChinmaySahoo-tl8yf
    @ChinmaySahoo-tl8yf Місяць тому +16

    Bahuta sundar video heichi thank you utakal gourab sir ❤❤❤❤❤❤❤

  • @Gugulifestyle6162
    @Gugulifestyle6162 Місяць тому +23

    Keun mane ନଟିଆ comdey dekhiba pain wait 🫸 କରିଥିଲ ❤❤କର ସକାଳୁ ସକାଳୁ natia comedy dekhi mind fresh ହେଇଗଲା ❤❤

  • @suryakantjena008
    @suryakantjena008 Місяць тому +18

    ଆଜି କଉ ମାନଙ୍କର ଜନ୍ମ ଦିନ କିରେ☺️🤗👋👋

    • @Lovestory-w7g
      @Lovestory-w7g Місяць тому +1

      🙌🙌🎉🎉🎉🎉 happy birthday to you 🎉🎉🎉🎉❤❤Mera ajji birthday 🎈🎈🎈🎈🎈🎂🎂🎂🎂

  • @satyabhamagiri7982
    @satyabhamagiri7982 Місяць тому +14

    ଜୟ ଜଗନ୍ନାଥ 🙏🥰😍ଜୟ ମା ଲଷ୍ମୀ 🙏🥰😍

  • @SUBHAMGAMINGyt-e5r
    @SUBHAMGAMINGyt-e5r Місяць тому +15

    Jou mane bada heiki natia comedy dekhucha like kara❤❤❤❤😊

  • @meghamegha5025
    @meghamegha5025 Місяць тому +24

    Happy birthday🎂🎂 neula party hau mooo 🥰🥰🥰🥰 aaji kaha birthday kuha he gote👍👍👍👍 hau paa🎉🎉🎉🎉 bhaji deba ku kia amiti kar kuha😂😂😂😂so funny🤣🤣🤣

  • @Odia.Jhia_Puja
    @Odia.Jhia_Puja Місяць тому +76

    ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ନେଉଳ ଭାଇ🥳🎉🎂🎊

  • @SurendraJani-c1j
    @SurendraJani-c1j Місяць тому +8

    Happy barth🎉day nehula bhai🎉🎉🎉 jia mane puspa2 natia cartune dekiba ku chahucha like kora

  • @JyotiraniSahoo-kp4em
    @JyotiraniSahoo-kp4em Місяць тому +14

    ନବାର ବାହାଘର ଦେଖିବାକୁ କେଉଁ ମାନେ ଅପେକ୍ଷା କରିଛ ଗୋଟିଏ ଗୋଟିଏ ଲାଇକ୍ ହେଇଯାଉ ଜୟ ଜଗନ୍ନାଥ ଶୁଭ ସକାଳ ଭଗବାନଙ୍କ ଦୟାରୁ ସମସ୍ତେ ଭଲରେ ଆଉ ଖୁସି ରେ ରୁହନ୍ତୁ🙏❤👌👍ନେଉଳ happy birthday 🍰🎂

  • @chandanapatachandu389
    @chandanapatachandu389 Місяць тому +8

    ଗଞ୍ଜାମ ରୁ କିଏ କିଏ ଅଛ ❤ କର

  • @Odia.Jhia_Puja
    @Odia.Jhia_Puja Місяць тому +114

    ସକାଳୁ ସକାଳୁ ନିଦ ଭାଙ୍ଗିବା ମାତ୍ରେ କୁ କିଏ କିଏ ସବୁ ଫାଷ୍ଟ୍ ଫୋନ୍ ଦେଖୁଛ ହାତ ଟେକ🙋🤭

  • @UGPMaster
    @UGPMaster Місяць тому +7

    କୋଉ ମାନେ ନେଉଳର ଜନ୍ମ ଦିନ ରେ କେକ୍ କାଟିବା ପାଇଁ ଯିବ ବୋଲି ଭାବିଛ 😃👍👍

  • @no1creation335
    @no1creation335 Місяць тому +6

    ନଟିଆ କମେଡି ପାଇଁ ଗୋଟିଏ ଗୋଟିଏ Like 👍 👍 ହେଇଯାଉ

  • @Natiyacomedy
    @Natiyacomedy Місяць тому +12

    କିଏ କିଏ ନିଜ ର birth day କୁ wait କରିଛ 😅

  • @jhulimandal8049
    @jhulimandal8049 Місяць тому +25

    ଶୁଭ ସକାଳ ସାଙ୍ଗମାନେ 🎉😮ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ନେଉଳ❤🎆👍🎂

    • @jhulimandal8049
      @jhulimandal8049 Місяць тому

      @Odisha_LoverBoy ସ୍ବାଗତମ ପ୍ରଣାମ 🙏🙏🙏

  • @sunilnath123
    @sunilnath123 Місяць тому +6

    ହାପି ବାର୍ଥଡେ ନେଉଳ ବ୍ରୋ 🎉🎉

  • @satyabhamagiri7982
    @satyabhamagiri7982 Місяць тому +13

    Happy birthday 🎂🎂🎂🎂ନେଉଳ ଭାଇ 😍🥰🥰

  • @BarsharaniroutBarsharani-dz8hq
    @BarsharaniroutBarsharani-dz8hq Місяць тому +5

    Natia comedy part 514 NUA BARSA ଆସିବାକୁ ଚାହୁଁଛ 👍 କର

  • @SandhyaRanipalatasingh
    @SandhyaRanipalatasingh Місяць тому +4

    Happy Birthday Neula❤❤🎉🎉

  • @Krishnadasbls180
    @Krishnadasbls180 Місяць тому +21

    ଆଜି ଜନ୍ମଦିନ ରେ ନେଉଳ ର Party ନ ଦବା ଦୌଡ଼ି ଦୌଡ଼ି ହବା 😁ଆଉ ନଟିଆ ଆଉ ତା ସାଙ୍ଗମାନେ ନେଉଳ କୁ ମାରିବା 😂ଆଉ last ରେ ହୋଟେଲ ଵାଲା ସିନ ପୁରା Funny ଥିଲା 😂ମୋତେ ତୋ ବହୁତ ମଜା ଲାଗିଲା ଏଇ Episode ଦେଖି 😁କିନ୍ତୁ Happy Birthday ନେଉଳ 🎉🎉

  • @AJAYAREMIX
    @AJAYAREMIX Місяць тому +17

    Jay Jagannatha

  • @Cuty_reena758
    @Cuty_reena758 Місяць тому +4

    99% PEOPLE ARE WATING PARALLEL UNIVERSE ପାର୍ଟ 4 କିଏ କିଏ ଚାଁହୁଛ କି ନୁଆ ବର୍ଷ ରେ ଆସୁବୋଲି 👍👍👍👍କର୍

  • @rkmcreations21.22
    @rkmcreations21.22 Місяць тому +17

    ଦିନେ na ଦିନେ ମୋ କମେଣ୍ଟ viral ହବ 😂😂😂

    • @soumyaranjansahoo8513
      @soumyaranjansahoo8513 Місяць тому +1

      ଦିନେ ନା ଦିନେ ତୋ bp ବି viral ହେବ

    • @rkmcreations21.22
      @rkmcreations21.22 Місяць тому

      @soumyaranjansahoo8513 family ନମ୍ବର 1🙏🏻🙏🏻🙏🏻

  • @theanimal3153
    @theanimal3153 Місяць тому +6

    Happy birthday neula🎉🎉🎉🎉🎉🎉🎉🎉 1ooo ,congratulations ❤❤❤❤

  • @himansurout6204
    @himansurout6204 Місяць тому +4

    Happy birthday neula vai❤🎂🎉🎊🎊🎊

  • @babbyMeher-bm
    @babbyMeher-bm Місяць тому +3

    happy birthday 🎉🥳 neula😅😅

  • @ganeswarpatra9276
    @ganeswarpatra9276 Місяць тому +11

    Happy birthday neula
    ଧର୍ମା ର ଗୋଟେ ଭିଡିଓ ବନାନ୍ତୁ please
    ବହୁତ ଦିନ ହେଲା ନି ଧର୍ମା ଆସିନି❤❤
    କେବେ ଆସିବ ଧର୍ମା? 😥🤔

  • @Gugunu123
    @Gugunu123 Місяць тому +4

    Happy birthday neula mamu 🎉🎉🎉😂❤

  • @Krishnadasbls180
    @Krishnadasbls180 Місяць тому +11

    7:03 ଯାହାକୁହ ୟେ ମସ୍ତ ଥିଲା 😂😂😂

  • @pareshkumarbehera1483
    @pareshkumarbehera1483 Місяць тому +58

    ଜୟ ଶ୍ରୀଜଗନ୍ନାଥ* 🙏
    💐 ଶୁଭ ସକାଳ 🌅
    Happy birthday 🎂🎈 Neula
    Awesome 😂👌 episode.
    Thanks to UCW team.....👍

  • @SitaHembram-h1e
    @SitaHembram-h1e Місяць тому +3

    ନେଉଳ ଜନ୍ମ ଦିନର ଶୁଭେଚ୍ଛା❤❤❤

  • @kirtieditingzone55
    @kirtieditingzone55 Місяць тому +6

    Graduation pare bi ନଟିଆ comedy କିଏ କିଏ ସବୁ ଦେଖୁଛ ଲାଇକ୍ କର👍😍😊

  • @LitanShortsVideo
    @LitanShortsVideo Місяць тому +2

    ଜୟ ଜଗନ୍ନାଥ ସାଙ୍ଗ ମାନେ ⭕‼️⭕🙏🙏🙏❤

  • @Cuty_reena758
    @Cuty_reena758 Місяць тому +7

    ସକାଳୁ ସକାଳୁ କିଏ କିଏ ନ ଗାଧେଇକି ନଟିଆ ର Comedy ଦେଖୁଛ 😅😂😅😂😅😂 👍👍👍କର୍😅

    • @lalitapatra5197
      @lalitapatra5197 Місяць тому

      vidieo subscribe karideichhi l more vidieo tike plg subscribe 13:45 karidebe #Divya sunuku 2

  • @ManaBariha-fs8cf
    @ManaBariha-fs8cf Місяць тому +6

    ଶୁଭ ସକାଳ,,,, ଜୟ ଜଗନ୍ନାଥ 🙏🙏❤❤❤

  • @SoumyaRanjan-ke4xc
    @SoumyaRanjan-ke4xc Місяць тому +3

    Happy birthday party🎂🎉🎈🎂🎉🎈🎂🎉🎈 ନେଉଳ ମୋର ବି ଆଜି ଜନ୍ମଦିନ

  • @dipenofficialyt
    @dipenofficialyt Місяць тому +2

    Maja asi gala 😂😂😂

  • @niagupta676
    @niagupta676 Місяць тому +2

    Happy Birthday Neula😂🎉

  • @SidhuEntetainment
    @SidhuEntetainment Місяць тому +2

    ଜୟ ଜଗନ୍ନାଥ ⭕‼️⭕ 👏 ସାଙ୍ଗମାନେ ❤❤❤

  • @nilamanibehera6308
    @nilamanibehera6308 Місяць тому +3

    ମୁଁ ସବୁବେଳେ ଦେଖୁଛି, ମୋତେ ଭଲ ଲାଗେ,.... ଅନୁଗୋଳ... ଛେଣ୍ଡିପଦା ବ୍ଲକ.... ଗ୍ରାମ ପରଙ୍ଗ....,

  • @Subhashreei8a
    @Subhashreei8a Місяць тому +3

    ୨୪ ରେ ମୋର ଜନ୍ମ ଦିନ ମତେ ଲାଇକି କରିବନି❤❤❤

  • @Gugulifestyle6162
    @Gugulifestyle6162 Місяць тому +3

    Neula pain gote ❤❤haei jau aji neula ra 🎂🎈 Birthday

  • @x-lv4no
    @x-lv4no Місяць тому +5

    𝐎𝐦𝐦 𝐍𝐚𝐦𝐚𝐡 𝐒𝐡𝐢𝐯𝐚𝐲❣️🙏

  • @SumitraSahu-c8o
    @SumitraSahu-c8o Місяць тому +1

    Many many happy returns of the day happy birthday to you neula ........❤😊🎂🎂🎂🎈🎈🎈🍫🍫🍫🥰🥰

  • @Pramila428
    @Pramila428 Місяць тому +3

    Happy birth day neula🎉🎉

  • @rajindrarana7414
    @rajindrarana7414 9 днів тому +2

    Happy birthday neula

  • @Radhekrushna999
    @Radhekrushna999 Місяць тому +3

    Jay Jagannath 🙏🙏❤️
    ନେଉଳ କୁ କେଉଁ ମାନେ ଜନ୍ମଦିନ ର ଶୁଭେଚ୍ଛା ଜଣେଇଛ 👍

  • @Debatraveller
    @Debatraveller Місяць тому +2

    Jay jagannath bhai mane ❤

  • @sikhalifestyle1332
    @sikhalifestyle1332 Місяць тому +5

    Many many happy returns of the day dear ନେଉଳ 🎉🎉😅😅😅😅😅😅

  • @Elinayggh
    @Elinayggh Місяць тому +2

    କୋଉ ମାନେ ମାଣିଆବନ୍ଧ ରୁ ଦେଖୁଛ ଲାଇକ କର ❤

  • @bijayakumarpanda4383
    @bijayakumarpanda4383 Місяць тому +9

    Good morning 🌅🌄 everyone,mu କେତେ ନମ୍ବର coment କରିଛି।

  • @smrutirekhaparida9596
    @smrutirekhaparida9596 Місяць тому +3

    Natia comedy bahut bhala Lage ❤❤

  • @DilipkumarJena-sy4eu
    @DilipkumarJena-sy4eu Місяць тому +4

    Happy birthday 🎈 Neula Bhai 😂

  • @souradrofficial
    @souradrofficial Місяць тому +2

    Many many happy returns of the day neula 😂🎉😂🎉

  • @Odia.Jhia_Puja
    @Odia.Jhia_Puja Місяць тому +9

    ଏବେ ତ ଗୋଟେ କଥା ଆଉ parallel Universes ପାର୍ଟ୍ 4 କେବେ ଆସିବ❓🤔🫣

    • @niharkuldeep4297
      @niharkuldeep4297 Місяць тому

      Mu b toma kotha re eko mota 👍

    • @Armylover-8917
      @Armylover-8917 Місяць тому

      ଆର ବର୍ଷ କୁ କାହିଁକି ନା alien ଯାକ ତାଙ୍କ ମାମୁଁ ଘରକୁ ବୁଲି ବାକୁ ଯାଇଚେ ତ। ସେଥିପାଇଁ ଆର ବର୍ଷ କୁ ସେମାନେ ଆସିଲେ ହେବ 4 no ଟା 😊😊

    • @BabitaDeep-iw8ye
      @BabitaDeep-iw8ye Місяць тому

      Sate ta kebe aasiba

  • @NarendraPrasadBhuyan
    @NarendraPrasadBhuyan Місяць тому +1

    Happy.Birthday.Neula❤❤❤❤❤

  • @SAi_Roja
    @SAi_Roja Місяць тому +5

    Happy birthday 🎂💖 ନେଉଳ ଜନ୍ମ ଦିନର ଅନେକେ ଅନେକ ଶୁଭେଚ୍ଛା ଓ ଶୁଭକାମନା ନେଉଳ 🎉🥳

    • @SAi_Roja
      @SAi_Roja Місяць тому

      @Odisha_LoverBoy 💕

  • @BanamaliNayak-q6d
    @BanamaliNayak-q6d Місяць тому +1

    Happy birthday neula😮😮😮😮😮😮

  • @9xm50
    @9xm50 Місяць тому +3

    🌻🌞Good Morning Everyone 🌄🐓🙏
    🪷Jay Shree Jagannath Swamy 📿⭕❗⭕🚩🛕🔔🙇🙏
    ❤Lot Of Love From PuriDham 🚩🛕🔔🙇🙏

  • @satyabhamagiri7982
    @satyabhamagiri7982 Місяць тому +4

    ମୁଁ ଦିନେ ନା ଦିନେ ଭାଇରାଲା ହେବି 🥰

  • @bebilatabarik3886
    @bebilatabarik3886 Місяць тому +1

    Happy birthday neula❤❤❤❤❤❤❤❤❤❤❤ kolkata

  • @Ms_Sony_2.0
    @Ms_Sony_2.0 Місяць тому +5

    99% People Comments Are - କୋଉ ମାନେ ନବ କାକାଙ୍କ Marriage କୁ Wait କରିଛ..!! 👀❤

  • @swarnalatasahoo9515
    @swarnalatasahoo9515 Місяць тому +3

    Wishing you happy birthday neula😂😂

  • @Krishnadasbls180
    @Krishnadasbls180 Місяць тому +9

    8:16 20 ଟଙ୍କିଆ Party 😂😂😂

  • @laxmipriya7230
    @laxmipriya7230 Місяць тому +4

    Happy birthday to you Neula 🥳🩷ଭିଡ଼ିଓ ଟି ବହୁତ ସୁନ୍ଦର ହୋଇଛି 💙ମୂଷା କୁ ଦେଖିକି ବହୁତ ଖୁସି ଲାଗିଲା ☺️❤️

  • @Odia.Jhia_Puja
    @Odia.Jhia_Puja Місяць тому +8

    ଆଜି କାହାର ଜନ୍ମ ଦିନ ଅଛି କୁହରେ - ମୁଁ ୱିସ୍ କରିବି🎉❤😊👍

  • @kumarprahllada6197
    @kumarprahllada6197 Місяць тому +4

    ମୂଷା ❌ ଚୁଚୁନ୍ଦ୍ରା ✅ 😂

  • @raazreacts2.O
    @raazreacts2.O Місяць тому +2

    Satare video dekhila pare pila dino katha mone padi jauchhi ❤❤❤❤

  • @dadaff4701
    @dadaff4701 Місяць тому +3

    ନେଉଳ ର ଘର କିଏ କିଏ ପ୍ରଥମ ଥର ଦେଖୁଛ କମେନ୍ତ କର😅😅😅

  • @chintu1765
    @chintu1765 Місяць тому +13

    ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎉🎉 ନେଉଳ ଭାଇ 🎉🎉💐💐

  • @pitambarbhoi587
    @pitambarbhoi587 Місяць тому +1

    Happy birthday day neula🎉🎉😂🎂 party neula🎂

  • @Cuty_reena758
    @Cuty_reena758 Місяць тому +12

    PARALLEL UNIVERSE ପାର୍ଟ 4 ❤🎉ଦେଖିବା ପାଇଁ କୋଉ ମାନେ ବହୁତ ଦିନରୁ ଆପେକ୍ଷା କରିଛ 👍👍👍👍କର୍ 😅😅😅🎉

  • @SujataSahoo-z1i
    @SujataSahoo-z1i Місяць тому +2

    ସୁକୁଟା ର ବାହାଘର ଭୋଜି ଖାଇବା ପାଇଁ ready 👍❤ Ta Guy's 😅 cmt kara

  • @ReyalBaha
    @ReyalBaha Місяць тому +1

    ❤❤❤

  • @RajalaxmiTripathy-h3h
    @RajalaxmiTripathy-h3h Місяць тому +1

    ନେଉଳ ଭାଇ ଆମ party ରହିଲା....

  • @AYUSH__YT-9M
    @AYUSH__YT-9M Місяць тому +1

    Wow nice to video

  • @falgunifalgujhara7739
    @falgunifalgujhara7739 Місяць тому +1

    Mu Naba kaka nka bahaghara bhoji khaibaku basichi😂

  • @Gudy945
    @Gudy945 Місяць тому +2

    Beautiful 😍🎉

    • @Gudy945
      @Gudy945 Місяць тому +1

      @_Mr__Somu sm to uhh 🙂

  • @OP_ALEKHA
    @OP_ALEKHA Місяць тому +3

    ମୁଁ ବି ଦିନେ ମୋ ଜନ୍ମ ଦିନରେ ଏହି ଭଳି କରି ଥିଲି ହେଲେ ନଟିଆ ଆଉ ଗେଣ୍ଡୁ ଭଳି ମୋ ସାଙ୍ଗ ମାନେ ମଧ୍ୟ ଏହି ଭଳି କରି ଥିଲେ। ଯାହା ହେଉ ନେଉଳ ର ଜନ୍ମ ଦିନ ଦେଖି ମୋର ସେଦିନର କଥା ମାନେ ପଡ଼ି ଗଲା। ହେଲେ ଆଉ କଣ ସେ ପିଲା ଦିନ ଫେରିବ ଯେ😔😢 ❤❤❤❤

  • @ukngaming1133
    @ukngaming1133 Місяць тому +1

    Happy Birthday neula...❤

  • @ranjitSahoo-l8k
    @ranjitSahoo-l8k Місяць тому +4

    Happy birthday ନେଉଳ ❤🎉🎉❤😊😊

    • @RajRana-rx3ks
      @RajRana-rx3ks Місяць тому

      🎉🎉🎉🎉🎉🎉🎉🎉

  • @Odiatechteachers
    @Odiatechteachers Місяць тому +2

    Ae 16re mo birthday thila