Asal Katha : ଆମେରିକା ରାଜନୀତିରେ ବଡ଼ ହଇଚଇ | USA Election | America news| Political News |N18G

Поділитися
Вставка
  • Опубліковано 21 лис 2024

КОМЕНТАРІ • 6

  • @pinkysethi7537
    @pinkysethi7537 15 днів тому +2

    ନବୀନ ଓଡିଶା ନୁତନ ଉନ୍ନତ ଓଡିଶା ସମାନ ଆମେରିକୀୟ ଭଳି...... କାରଣ ନବୀନ ଆମେରକା, ଲନଡନ ଭଳି ଦେଶ କୁ ଛାଡି ଓଡିଶା କୁ ପସନ୍ଦ କଲେ।

  • @cuty_mama9801
    @cuty_mama9801 15 днів тому +1

    ଜୟ ଜଗନ୍ନାଥ

  • @Justview766
    @Justview766 16 днів тому +5

    ଆମେରିକାରେ ହେତୁବାଦି ଲୋକ ଅଛନ୍ତି, ଶିକ୍ଷିତ ଲୋକ ଅଛନ୍ତି, ଶିକ୍ଷା କୁ ଗୁରୁତ୍ବ ଦେଉଛନ୍ତି। ସେଠାରେ ଅନ୍ଧଭକ୍ତ କିଏ ନାହାନ୍ତି, ସେମାନଙ୍କୁ ରାଶିଫଳ, ଭାଗ୍ୟଚକ୍ର, ଜୌତିଷ ଶାସ୍ତ୍ର, ବାବା, ମନ୍ଦିର, ହିନ୍ଦୁ ମୁସଲିମ ଦରକାର ନାହିଁ, ସ୍କୁଲ, କଲେଜ, ମେଡିକାଲ, ଚାକିରି ଦରକାର ।
    ଆଉ ଭାରତରେ ଅନ୍ଧଭକ୍ତ ଅଛନ୍ତି, ଶିକ୍ଷିତ ଅନ୍ଧଭକ୍ତ ବି ଅଛନ୍ତି, ଏମାନଙ୍କୁ ମନ୍ଦିର, ଭଗବାନ ଦରକାର, ରାଶିଫଳ, ଭାଗ୍ୟଚକ୍ର, ଜୌତିଷ, ଶାସ୍ତ୍ର, ଭଣ୍ଡ ବାବା ଦରକାର, ଏଠାରେ ହେତୁବାଦି ନାହାନ୍ତି ।
    ଏହି ସବୁ ଲୋକ ଏମିତି ସବୁ ବିଚାରଧାରା ରେ ଭୋଟ ଦେଇ ସରକାର ବାଛି ଥାଆନ୍ତି ।

  • @Rahulaanagre
    @Rahulaanagre 13 днів тому

    Very nice sir

  • @nrusinghcharanpalei8938
    @nrusinghcharanpalei8938 13 днів тому

    Bharatare voteranku pratarana karajae o lutajae jae mantri mananka dwara .

  • @KeshabP-p7l
    @KeshabP-p7l 15 днів тому

    Aam batata Ra nahe