Ashis Singh,D S Kutey & Ravi Kant in OSD Club... || Show(EP-256) || ODISHA PULSE
Вставка
- Опубліковано 23 сер 2024
- #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #landscam #bhubaneswar #ashishsingh #dskutey #ravikant #ipsofficer
ଏମାନଙ୍କୁ ଓଡିଶା ସାରା ବୁଲେଇ ବୁଲେଇ ପ୍ରତି ଗ୍ରାମପଞ୍ଚାୟତ ରେ ଝାଡୁ କରେଇଲେ ସଠିକ ଦଣ୍ଡ ମିଳିବ ଏମାନେ IAS କିମ୍ବା IPS ପାଇଁ ଯୋଗ୍ୟ ନୁହନ୍ତି.
ଏମାନଙ୍କୁ ପ୍ରଥମେ ଚାକିରୀ ରୁ ବହିଷ୍କାର୍ କରାଯିବା ଉଚିତ୍, ଆଉ ତାପରେ ସରକାର ଯାହା କରିବେ କରନ୍ତୁ।
ହରିଲୁଟ ମାଲ୍ ବି ଆଦାୟ କରା ଯାଉ, ତା ପରେ kick out।
ଏମାନଙ୍କୁ କଠୋର ଦଣ୍ଡ ଦବା ଉଚିତ
ଏମାନଙ୍କ ଉପରେ ଦୃଢ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।
ଧନ୍ୟବାଦ
ଏ ଦାଗ ଲିଭିଵ ନାହିଁ, ସେମାନଙ୍କୁ ଚାକିରୀ ରୁ ବାହର କରିବା ଦରକାର,
ପ୍ରତ୍ୟେକ ଗାଁରେ ହୋଇଥିବା ଆବର୍ଜନା କୁଣ୍ଡ ଓଡିଶା ର ସଫାକରିବା ପାଇଁ ଅଯୋଗ୍ୟ, ଏସଳାଙ୍କୁ କୌଣସି ପଦବିରେ ଓଡ଼ିଶାରେ ରଖିବା କଥା ନୁହେଁ ଆଙ୍କୁ ପଞ୍ଚାୟତ ଅଫିସି ସଫାକରିବା ଦାଇତ୍ୱରେ ରଖୁ bjp, bjd ର ଆଉ bjd ଅମଳ ଅଫିସରଙ୍କ ଦୁର୍ନୀତି କୁ cbi କୁ ଦେଉ bjp କାରଣ bjp ପାରିବନି ଜଣାପଡୁଛି, ଆଙ୍କ ସମ୍ପତି ବ୍ୟାଯାପ୍ତ କରୁ bjp, ନଚେତ 29ରେ ଲୋକ ନାମ ଦେବେ bjp କୁ
ସେମାନେ ଦରମା ପାଇବେ, କିନ୍ତୁ 15C, Rule ବେଶ କରି proceedings ଧାରାରେ ଲାଗୁ କରିବା ନିଶ୍ଚିତ ଦରକାର 🙏
ଏମାନେ ସମସ୍ତେ କେଳେଙ୍କାରୀ ଏବଂ ପାଣ୍ଡିଆନ ର agwnt.
ଅତି ସୁନ୍ଦର ଭାବରେ ବୁଝେଇ ଦେଲେ ସାର୍। କଥା ଟା ପ୍ରାୟ ଲୋକ ବୁଝିପାରି ନଥିଲେ।
Good news sir pranam
ନିଲମ୍ବନ ଓ ବଦଳି କେବେ ମଧ୍ୟ ଦଣ୍ଡ ପରିସର ଭୁକ୍ତ ନୁହେଁ ବରଂ ବିନା କାର୍ଯ୍ୟ ରେ ଦରମା ।
Bhai I am a fan of of ur conspicuous comment Congratulations
100% correct ଏମାନେ ଓଡ଼ିଶା କୁ ଲୁଟି ନେଲେଣୀ ପୁରା
ସେମାନଙ୍କୁ encounter କରାଯାଉ
Jay Jagannath.
କିନ୍ତୁ ସେମାନଙ୍କ ଉପରେ ଦୃଢ଼ କାରଯ୍ୟାନୁଷ୍ଠାନ ନେବା ଉଚିତ୍।
ଖାଲି, ବଦଳି କରିଦେଇ କାମ ସରିଗଲା ଭାବିଲେ, ଜନତା କ୍ଷମା ଦେବନି।
ଆହୁରି ଯଥେଷ୍ଟ କଡା ପଦକ୍ଷେପ ଦରକାର
Right. Essement
ବେକାର ପ୍ରହସନ, ଦେଶ ରେ କେବଳ ରବିଶ କୁମାର ଶ୍ରେଷ୍ଠ ଆଉ ନିର୍ଭୀକ ସାମ୍ୱାଦିକ
Delhi palla setharea dalal rubbish mahasaya nku dekhibu.
Sir 🙏 really really really perfect analysis 👌👌👍
ଏହି IPS ଅଫିସର ମାନଙ୍କୁ CRPF, BSF, CISF ଓ ITBP ଭଳି ଅର୍ଦ୍ଧ ସାମରିକ ସଂସ୍ଥା କୁ ବଦଳି କରାଯାଉ। ଏମାନଙ୍କ ପାରିବାର ପଣିଆ ଜଣା ପଡିଯିବ।
Absolutely true 💯
OSD 3 Jana Kirtan karibe au Hare ram Hare Krishna Gita gai nachibe.Jai ho Pandyan jai ho Pandyan.
ସରକାରୀ ଚାକିରୀ କରି ରାଜନୀତି କରିବା ପାଇଁ ଉଚିତ୍ ପୁରସ୍କାର ଦିଆଯାଇଛି କ ନକରି ଦରମନେବେ
What is the position of Puri SP. Is he honest and impartial. Why FIR on Rajbhavan issue not accepted.All the high police officials are loyal to Govt.
Only action odisha ra kalanka
It is great regrate that our new govt try to forgive the corrupt officers
New type of presentation with crystal clear facts. Highly appreciable
Good analysis
ଆଜ୍ଞା ରାଜ୍ୟପାଳଙ୍କ ସୁପୁତ୍ରଙ୍କ ବିଷୟରେ କିଛି କୁହନ୍ତୁ ନା କେବଳ ଖାଲି ବିଜେଡି ବିଷୟରେ କହିବେ ।
Good news sir ❤
ଭାଗ୍ୟ ଭଲ ପାଣ୍ଡିଆନ୍ ଚାକିରି ଛାଡ଼ି ଦେଇଛି
Yes 👍sir
କଳା ଦାଗ କଣ୍ ଆଉ? ବସି ବସି କି ଦରମା😢 ନବ ଆଉ ଲୁଟ୍ ପଇସା ରେ ମସ୍ତି କରିବ ବାକି ଜୀବନ।
After retirement Pension bi achhi😂
I P S ର କଳଂକ ଏ ତିନିଜଣ ବୁଲା କୁକୁର
ଏମାନଙ୍କ ର ଗୋଡ଼ ହାତ କୁ କଟାଯାଇ ନନ୍ଦ ନକାନନ ବାଘ କୁ ଖାଇବାକୁ ଦିଆଯାଉ।
ଏମାନଂକୁ ଲଣ୍ଡା କରି ବୋଲାଇବା କଥା
Absolutely true
ଏଗୁଡାଙ୍କୁ ଡିସମିସ କରିବା ଉଚିତ୍ ।
ଏମାନଙ୍କ ଵିରୁଦ୍ଧରେଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ନହେଲେ କିଛି ଲାଭ ନାହିଁ
Transfer is not a punishment
ଏମାନଙ୍କୁ J&K ସୀମା ଜଗିବାକୁ ପଠାଇ ଦେବା ଦରକାର
ସେଠାକୁ ଗଲେ ଆତଙ୍କବାଦୀ ସହ ମିଶି ଦେଶ କୁ ବର୍ବାଦ କରିଦେବେ
Jhadu maribe
Action is quite fit for them
ଏମାନେ କୀର୍ତ୍ତନ କରିବେ
Not being apolitical theses senior officers trespassed the conduct rules. An unbiased enquiry by a competent authority should be conducted to award action.
Kalankita Officer
Nichita Abhali officernku punishment miliba uchit ,Jadi Rajaniti karibara ichha chakiri chhadi dei Nirbachana Ladhantu ,?
These three should be compulsory dismissed from job.
ରାବିଶ କୁମାର ଭଲ ଜଣେ ସାମ୍ବାଦିକ ନ ଥିଲେ ସେ କେବଳ congress ର ଚାଟୁକାରିତା କରି ରିମୋଟ କଂଟ୍ରୋଲ PM ମନମୋହନ ସିଂ ସମୟରେ ସାମ୍ବାଦିତା ରେ ପୁରସ୍କାର ପାଇଥିଲେ, OSD ନ କରି ଏ ତିନି ଜଣକୁ ସିଧା ତାଙ୍କର ଚାକିରୀ ଗୋଲ କରି ଦିଅନ୍ତୁ ନୂଆ ସରକାର, ସାଧାରଣ ଜନତାଙ୍କ ଟ୍ୟାକ୍ସ ଟଙ୍କାରେ ଦରମା ପାଇବେ କାମ କରିବେ ଏକ ନିର୍ଦ୍ଧିଷ୍ଟ ଦଳର
ଏ କୁତେ ଗୋଷ୍ଠୀ କୁ କୌଣସି ଏକ ଫାଣ୍ଡି ରେ ହୋମଗାର୍ଡ କରିଦେବା ଉଚିତ।
ଦୁର୍ନୀତି ବିରୋଧରେ ତଦନ୍ତ ହୋଇ ଦଣ୍ଡ ବିଧାନ ହେବା ଦରକାର।
ଯାହା ହେଉଛି ଠିକ୍ ହେଉଛି ଆଉ ଯାହା ହେବ ଠିକ୍ ହେବ
ଅଣଓଡ଼ିଆ ମାନଙ୍କୁ ଓଡିଶାରୁ ତଡ଼......
A tini Jana nkra photo Sankha vhabana buliding re bandhi BJD party kirtan karibe.
ଆ ପଣ ଟିକି କହିଛନ୍ତ ସାର୍ 😢
E mananku prathame bahiskara karaniba darakara ❓nachet sabu officers e vali jaghanya vulu karibe ebanga osd club re samili hebe asubidha kichhi nanhi karana ghare basile bi darama miliba aau ta pare odisare 2029 re BJP out bjd in karana se jaha e bi seiaa🙏🙏🙏jay jagannath🚩🚩🚩🚩
The said trio must be dismissed from services with immediate effect...
Ashish sir nijo karjo kolalap rajya basinku desarichonti tanku kounsi adhikaro nahi jonota ro seba re apobyobahar koribaku..,?
The three musketeers.
Ashish Singh nijoku bonchai ba pain kamo koruthile rajya ku nuhe..?ips artha odisha basi jani nahanti..
ଏ ସବୁ ଚଷୁକୁଟା ଆଲୋଚନା
🎉🎉
Amanaku kichhi danda milinahi EC karjyaru antar kale mohan sarakara kolei nele
Aee officer manaku tanka bibhagar karya prati. Gawn kujaee tadarakh kale bhala huanta
Odisha special dagi
Biswasghatakanku sujoga dele semane kebal kshati hin karibe sadhu sabadhan
Angua rajyapalanka pua keunthsre achhnti. Tikekshibeki.
Jetaka vaduanku B J D Odisa ku anithila .
Daga lagilea kn heaba bjd emanku jeatki deichi eanka 7 generation khilea saribani
Mohan sarakr emanku badali karidele heba nai, emane jeun durniti karichanti taku tadanta Kari jail pathajau,taha hele sala pandian ku bhaya asiba se Odisharu paleiba.
Au duijan panian au ,Manas mangaraj kuade gale
Tini jana misiki chuguli karibe😂😂
Sabu political drama chalichi.. Odia lokaku bhakuaa banei vote nei Odia ka bhavishyata saha khela khela jaauchi..
What sorry figures.pandu
Raghubir das ?
Pandu chatukar amane aji maganakhiare list ed
Amane khasigale odisaku lut karile fala suna
Padian sir great work odissa
Ye Ma Gihanku.Nanda Kari Bulao.
Tamey setebeley janma heithila naa?
Banda channel b.j.p supporting
Gute kathake kahchha bhal ni lagbar
Useless content. 2 min ka content ko 12 min bana diya 😂😂😂
ରାଜ୍ୟପାଳ ଏବଂ ତାଙ୍କ ଗୁଣ୍ଡା ପୁଅ ଦ୍ୱାରା ପୀଡିତ ଓଡ଼ିଆ କର୍ମଚାରୀଙ୍କ ଖବର ଯେତେବେଳେ ଜାତୀୟ ଗଣମାଧ୍ୟମରେ ମୁଖ୍ୟ ଖବର ହୋଇଛି ସେହି ସମୟରେ ତୁମେ ବିଜେପିର କ୍ରୀତଦାସ ସାମ୍ବାଦିକ ହୋଇ ଏହି ଖବରକୁ ପ୍ରସାରଣ କରୁନ ନିର୍ଲଜ
😂
Faltu news
A sabu IPS IAS adhikari maney BJD raa agent bhabey kama karuthhiley. A mananko sabu thana rey centry bhabey posting karajaoo. Jyogiji bhali.
Apananka bislesana raa kichhi diga mililani.