Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Jay jagannath 🙏😌 ସକାଳ ଭଜନ ଶୁଣିବା ପାଇଁ ବହୁତ ଭଲ ହେଇଛି ଆଉ singer Ira mohanty ଙ୍କ voice super 😊😊😊
ମୁଁ ଜାଣିପାରୁନି ରେ କାଳିଆ ମୁଁ ତତେ ଭଲ ପାଉଛି ବୋଲି ତୁ ମୋ ପରୀକ୍ଷା ନେଉଛୁ କି ସତ କଥା କହିଲେବି ମୋତେ କେହି ପସନ୍ଦ କରୁନାହାନ୍ତି. 🙏ଜୟ ଜଗନ୍ନାଥ 🙏❤️
Hn bhai mote bhi😢
Lol 😂😂😂😂. Kon he ye log 😅kahan se aate hen😂
ଯେବେ ମନ ଦୁଃଖ ଲାଗୁଛି ତୋ ଗୀତ ଶୁଣିଲେ ମନକୁ ଶାନ୍ତ ଲାଗୁଛି❤
Tome think kahicha miss
ଦୁଃଖ ଦବା ଲୋକ ବି ସିଏ ସୁଖ ଦବା ଲୋକ ବି ସିଏ କଥା ଏଇଆ ଯେ ଦୁଃଖ ଟିକେ ଅଧିକ ଦେଇ ଦଉଛି ଆଉ 😂😂😂😢😢😢😢😢😢ଦୁଃଖ 60%ସୁଖ 40%ଏମିତି କାହିଁ କରୁଛ ପ୍ରଭୁ 😢😢😢
Heart touching singing, and back ground tabla music mind blowing, ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 👏👏👏👏👏
ଏ ଗୀତ ମୋର ଅତି ପ୍ରିୟ... ଛୁଆଟି ବେଳୁ... ଏ ଗୀତ ଶୁଣିଲେ ଆପେ ଆପେ ମୁ ନାଚି ଉଠେ... ଓଃ କି ସୁନ୍ଦର ଭାବପୂର୍ଣ୍ଣ ଗୀତ 1:53 2:00
ଜଗାରେ ତୋ ଭରସାରେ ମୁଁ ବାଟ ଚାଲୁଛି.... ବାଟବଣା ହେଇ ଯାଇଛି କାଳିଆ.... ବାଟ ଦେଖେଇ ଦେ ମୋତେ😭 🙏🙌
Take proper sleep Exercise 30min minimum Diet healthy khao Nija Aim uppare focus karantu God will u only when u will help urself believe sister
ହୃଦୟ କୁ ଛୁଇଁ ଯାଉଛି ଭଜନ ଓ ଗୀତ ର ଅର୍ଥ ଶୁଣିଲେ 😘 ଜୟ ଜଗନ୍ନାଥ 🙏🙏
ଭଜନ ଟି ଅତି ସୁନ୍ଦର, ଲେଖା , ଅର୍ଥ, ସ୍ଵର ସବୁ ହୃଦୟକୁ ଛୁଇଁ ଯାଉଛି। ❤❤
ସବୁଦିନ ସକାଳ ସମୟ ରେ ଏହି ଗୀତ ଶୁଣି ମନ ଶାନ୍ତ ଲାଗୁଚି। ଜୟ ଜଗନ୍ନାଥ
ବହୁତ ଶାନ୍ତି ଲାଗୁଛି ଏ ଗୀତ ଶୁଣି...... ବାରମ୍ବାର ଶୁଣିବାକୁ ଇଛା ହୋଉଛି
ମୋ ଜଗା ପରି କିଏ ହେବ 😭😭
Satare ama jaganath pari kie haba
ହେ ଜଗନ୍ନାଥ ତୋ ବିନା ମୁ କିଛିବି ନୁହଁ ⭕️‼️⭕️.......🙏.....💙......
ଡକ୍ଟର ନିର୍ମଳ ନାୟକ ଙ୍କ ରଚିତ ଓ ଅଭିଜିତ ମଜୁମଦାର ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଇରା ମହାନ୍ତି ଙ୍କ ଅତ୍ୟନ୍ତ ସୁଲଳିତ କଣ୍ଠରେ ପରିବେଷିତ ଏ ଗୀତଟି ମନ ପ୍ରାଣ କୁ ଛୁଇଁ ଗଲା। ବାରମ୍ବାର ଶୁଣିବାକୁ ଇଛା ହେଉଛି, ପ୍ରକୃତରେ!
ଆପଣଙ୍କ କମେଣ୍ଟ ପଢ଼ିବା ପରେ ଖୁସି ଲାଗିଲା। ଆପଣ ମଧ୍ୟ ଓଡ଼ିଆ ଭାଷାକୁ ଏତେ ଭଲ ପାଉଛନ୍ତି। ସତରେ ଏ ଭଜନ ର ପ୍ରତି ଶବ୍ଦ ରେ ମଧୁରତା ଭରି ରହିଛି, ତା ପରେ ଇରା ମହାନ୍ତି ମ୍ୟାମ୍ ଙ୍କ ସୁମଧୁର ସ୍ଵର ଆହୁରି ମାଧୁର୍ଯ୍ୟକୁ ବଢାଇ ଦେଉଛି। ଧନ୍ୟବାଦ ❤
@@sidhantabehera6875, ମୁଁ ଜଣେ ଓଡ଼ିଆ, ତେଣୁ ଓଡ଼ିଆ ଭାଷା କୁ ଭଲ ପାଇବା ସ୍ବାଭାବିକ। ଏ ଭଜନ୍ ମୁଁ ନିୟମିତ ଶୁଣେ। ଆପଣ ଠିକ୍ କହିଛନ୍ତି। ତେଣୁକରି ତ ଏତେ ଲୋକପ୍ରିୟ। ଧନ୍ୟବାଦ୍।
@@sidhantabehera6875, ମୁଁ ଜଣେ ଓଡ଼ିଆ, ତେଣୁ ମୋତେ ଓଡ଼ିଆ ଗୀତ ଭଲ ଲାଗିବା ସ୍ଵାଭାବିକ। ଏ ଗୀତର ଅର୍ଥ, ସଙ୍ଗୀତ ଓ ପରିବେଷଣ ସବୁ ଉଚ୍ଚକୋଟୀର ହୋଇଛି। ଇରା ମହାନ୍ତି ଙ୍କ କଣ୍ଠରେ ଭାବ, ମାଧୂର୍ୟ୍ଯ, ବିବିଧତା, ଶକ୍ତି ସବୁ ଭରପୁର ଅଛି, ତେଣୁ ଶୁଣିବାକୁ ବାରମ୍ବାର ଇଛାହେଉଛି। ଆପଣ ବି ଠିକ୍ କହିଛନ୍ତି। ଧନ୍ୟବାଦ୍ ଓ କୃତଜ୍ଞତା।
😊😊😊😊😊😊😊
Kuch kuch samjh aaraha mujhe language par bhajan bahot pyara hai . . 🥰 Aur awaj bhi . . 🎉 Jai Jagannath swami🥰🙏🥰
😮😅😮
Welcome to our beautiful culture songs are the best things in the world if it can't be understood it could be felt and it can touch direct to heart
ଏ ଭାଜନ ଯେତେ ଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହଉଚି....❤
Right 👍
Ei song sunile akhiru luha asijauchi satare ei song re bahut bhakti bhaba achhi 🙏🙏🙏🥺🥺🥺⭕‼️⭕
Right
Hi puja u form??
ଜାଗା ରେ ତୁ ମୋତେ ଏତେ ଅନ୍ଧ କରି ସାରିଲୁଣି ଯେ ମୁଁ ସମସ୍ତଙ୍କ ପକରୁ ନିନ୍ଦା ସୁନୁଚି ପରିବାର ଲୋକେ କେତେ କଣ କହିଲେ ବି ମୁଁ ଆଉ ତତେ ଛାଡ଼ି ପାରୁନି ରେ କିନ୍ତୁ ସମସ୍ତେ ପଛେ ମୋ ଠୁ ଦୂରେଇ ଜନ୍ତୁ କିନ୍ତୁ ତୁ ମୋ ପାଖରେ ଥିବୁ ରେ
Ninda ta tara upahara
3
Mo kalia dhana tama pakhare thiba
Jay Jagannath
Jay jagannath 🙏❤️🥰♥️❤️🙏
ବହୁତ ସୁନ୍ଦର ଗୀତ ମନକୁ ଶାନ୍ତି ମିଳିଥାଏ ❤
He jagnatha mate sabu bipadaru rakhya kara prabhu 🙏🙏🙏🙏🙏😭😭😭😭😭
Ati sundar bhajan mana hrudaya atma jhumi jauchi aau mana prana atma parambrahma nka pada tale samarpana kari deba ku iccha hauchi 🙏
ଜଗା ତୁ ବହୁତ ସୁନ୍ଦର ନା ଯେତେ ଦେଖିଲେ ସୁନ୍ଦର ଲାଗୁଚି
Jai jagannath jai best voice best lyrics best music thanks from RUKMINI PRODUCTION jai jagannath jai srikrishna subscribe done
Prabhu janini kebe tuma saha dekha haba 😔 mu anei basichi sei dina ku 🙇⭕‼️⭕🙌
ସତରେ ଜଗା ତୁ ଗୋଟେ ଏମିତି ବସିକରଣ ମନ୍ତ୍ର ମୁ ପୁରା ବାସିକରଣ ହେଇ ଯାଇଛି ଆଉ ଏମିତି ହେଉଥିବ
Jay Jagannath 🙏🏻
ସତରେ ଇରା ମହାନ୍ତି ଙ୍କ ପାଖରେ ଏତେ ଭାବ ଗୀତ ପୁରା ହୃଦରେ.....❤
Jaga re mo dhana ❤❤❤❤❤❤
"Mu je premomayee chokorimichhe molini taku jhuri akasoro chandoki kebe dhora delani........sajani sajani"this line was epic i litteraly crying😭😭😭😭
Jay Jagannath ⭕️ ‼️ ⭕️ ହେ ପ୍ରଭୁ କାଳିଆ ଜଗତର ନାଥ ହେ ପ୍ରଭୁ ଜଗନ୍ନାଥ ମୋ କାଳିଆ ଜଗନ୍ନାଥ ଜଗତର ନାଥ 4:58 ଓଡ଼ିଆ ବାସୀ ଙ୍କ ପ୍ରାଣ ତା ପାଖକୁ ଯିବାକୁ ହେଲେ ଧରିଥିବ ତାର ନାମ ❤Jay Jagannath ❤
Jaga ❤️
Ha jagnatha mo puaku Sabu bipadaru rakhya Kara prabhu
ରାଧେ ରାଧେ 🙏🙏🙏
ଜାଗା ଆର ଜନ୍ମ ରେ ତୋ ସେବା କାରି ବାକୁ ସୁଯଗ ଦବୁ
Satare prabhu tamaku jie thare dekhichi jibanata sara khali ta akhire tame hin disucha
H। Jai jagannath 🙏🏼
Jai jagannath 🙏🏼
Kala Chanda premi Kala suruja kalashola sehi chakadola Taara suraksha pain khadagahastha kalkinatha chhatia bata amuhan deulia jagannathia
ହେ ଜଗା ମୋ ମାଡେଇ କୁ ସବୁବେଳେ ଭଲ ରେ ରଖିବ ❤😊❤
ହେ ପ୍ରଭୁ ⭕❗⭕🙏🙏
ଧନ୍ୟ ତୁମେ ଇରା ମ୍ୟାମ୍ 🥹 ଜୟ ଜଗନ୍ନାଥ 🙏
Satare kete Sundar Laguchi iramony voices ❤
Jaga ra Lila ku aji jae kehi jani parinahanti jay Jagannath
E song ku mu jebe sune mo akhire luha asijae nice voice and song ❤❤❤❤❤lovely voice mu pura ହଜିଯାଏ ଏଇ ଗୀତ ଶୁଣିଲେ
Shree Radhekrishna🙏🙏🙏❤❤
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ 🙏🙏🙏ପ୍ରାଣ ଆକୁଳ ନିବେଦନ ସ୍ୱୀକାର କରନ୍ତୁ ହରି 🙏😭😭😭😭😭
Radhe radhe🙏🙏🙏🙏
ॐ नमः शिवाय 🙏💞🙏💞🙏💞
Jay Shree radhe Krishna , nice song
ଭଜନ ଟି ମୋ ହୃଦୟ ଛୁଇ ଯାଉଚି ❤❤❤
satare
Super kantha era mam❤❤❤❤❤❤😮😮
If you are listening to this masterpiece then you have such a best bhajan test ❤
Aau kete porikhya debi Prabhu tumo pakhoku neijao Prabhu aau sakti nahni mo dehore
Kala Chanda Prema mate ...Bai kalani❤❤❤
Hee jaga samasatanku khushi re rakha hee mahabahu 🙏🙇🏻🙏❤️🙏🙇🏻
ଜଗା ରେ ଆଉ କେତେ ଦୁଃଖ ଦବୁ 😢😢😢
Jay Jagannath swami😊. Satare mu tomaku. Dekhibaku ahuri. Echa. Prabhu
କଳା ଚାନ୍ଦ ର ପ୍ରେମ ହିଁ ନିଆରା😊😊
Kaicha nani
ଜୟ ଜଗନ୍ନାଥ 🙏🙏🙏
Ira mahanti legend singer 🎉
Mun jaga pain pageli❤
ସତରେ ଗୀତ ଟି ମନକୁ ଛୁଇଁଲା
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ, ❤️🙏❤️
Old is gold jai jagannath Prabhu 🙏
Jay shree Krishna🙏
This voice is God gifted and spech less
Jay jagannath Swami Nayana patha gami vaibha tume ❤❤❤
He kaliya saanta tumanku dekhilapare kn pain kejani mate kichi bi bhalalaguni aau prabhu ki jaadu karila kejani❤❤❤❤❤tuma bina aau kichi bhalalaguni kaliya😢😢😢😢😢😢😢😢😢tumanku dekhila pare a sansharare mohamaya tyaaga karidabaku ichha hauchi prabhu jete jaldi parucha tuma pakhaku neijao mate prabhu😢😢😢❤❤❤❤❤❤❤❤❤❤❤❤❤jay🙏🙏🙏 jagannath swami nayanapatha gami bhaba tume❤❤❤❤❤❤❤❤❤❤❤
❤❤❤❤❤❤
🙏🙏🙏🙏
Jay jagannath🙏
Jay Jagannath 🌹🌹🙏🙏
Jay shree krishna🙏🏻❤
ଅତି ସୁନ୍ଦର
ଜୟ ଜଗନ୍ନାଥ 😇🙏
ଜୟ ଶ୍ରୀ କୃଷ୍ଣ
One of the best bhojan songs directed by the great musician Abhijeet Majumdar
What a voice amazing❤️🥰😍
Extraordinary song with all moment and all platform
Bahut sundar song ta
Radhe radhe
Heart touching❤
Jay Shree jagannath ❤❤❤
Loma tankuri uthuchi gita sunile ete vaba purna aau hrudaya sparshi gita aakhiru luha jhari jauchi 😭😭🙏🙏🙏🙏🙏
Souk touching Bhajan of Mahaprabhu Jagannath 🙏
Jay Jagannath Swami Nayana Patha Gami Bhaba Tume🙏🙏🙏🙏🙏⭕‼️⭕❤️❤️❤️❤️❤️
Mo Jaga ❤
Jai jagannath pravu
Krishnay gobindaya ବାସୁଦେବାୟ
Jay shree jaganath
Jay jagannath love you re mo jaga❤❤
Jay Jagannath...
ହେ ଜଗା 🙏
Wow beautiful ❤❤❤
What a song i like this ❤
❤❤❤❤❤Jay Jagannath Swamy❤❤❤❤
heart touching song sung by Ira mohanty.
Mote ta pura andha klani🙏🙏
Beautiful song yet ❤❤❤❤
ଜୟ ଜଗନ୍ନାଥ 🙏🙏🙏🙏😭😭😭😭
jay jagnnath🙏🙏🙏🙏
Jay jagannath 🙏😌 ସକାଳ ଭଜନ ଶୁଣିବା ପାଇଁ ବହୁତ ଭଲ ହେଇଛି ଆଉ singer Ira mohanty ଙ୍କ voice super 😊😊😊
ମୁଁ ଜାଣିପାରୁନି ରେ କାଳିଆ ମୁଁ ତତେ ଭଲ ପାଉଛି ବୋଲି ତୁ ମୋ ପରୀକ୍ଷା ନେଉଛୁ କି ସତ କଥା କହିଲେବି ମୋତେ କେହି ପସନ୍ଦ କରୁନାହାନ୍ତି. 🙏ଜୟ ଜଗନ୍ନାଥ 🙏❤️
Hn bhai mote bhi😢
Lol 😂😂😂😂. Kon he ye log 😅kahan se aate hen😂
ଯେବେ ମନ ଦୁଃଖ ଲାଗୁଛି ତୋ ଗୀତ ଶୁଣିଲେ ମନକୁ ଶାନ୍ତ ଲାଗୁଛି❤
Tome think kahicha miss
ଦୁଃଖ ଦବା ଲୋକ ବି ସିଏ ସୁଖ ଦବା ଲୋକ ବି ସିଏ
କଥା ଏଇଆ ଯେ ଦୁଃଖ ଟିକେ ଅଧିକ ଦେଇ ଦଉଛି ଆଉ 😂😂😂😢😢😢😢😢😢
ଦୁଃଖ 60%
ସୁଖ 40%
ଏମିତି କାହିଁ କରୁଛ ପ୍ରଭୁ 😢😢😢
Heart touching singing, and back ground tabla music mind blowing,
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ
👏👏👏👏👏
ଏ ଗୀତ ମୋର ଅତି ପ୍ରିୟ... ଛୁଆଟି ବେଳୁ... ଏ ଗୀତ ଶୁଣିଲେ ଆପେ ଆପେ ମୁ ନାଚି ଉଠେ... ଓଃ କି ସୁନ୍ଦର ଭାବପୂର୍ଣ୍ଣ ଗୀତ 1:53 2:00
ଜଗାରେ ତୋ ଭରସାରେ ମୁଁ ବାଟ ଚାଲୁଛି.... ବାଟବଣା ହେଇ ଯାଇଛି କାଳିଆ.... ବାଟ ଦେଖେଇ ଦେ ମୋତେ😭 🙏🙌
Take proper sleep
Exercise 30min minimum
Diet healthy khao
Nija Aim uppare focus karantu
God will u only when u will help urself believe sister
ହୃଦୟ କୁ ଛୁଇଁ ଯାଉଛି ଭଜନ ଓ ଗୀତ ର ଅର୍ଥ ଶୁଣିଲେ 😘 ଜୟ ଜଗନ୍ନାଥ 🙏🙏
ଭଜନ ଟି ଅତି ସୁନ୍ଦର, ଲେଖା , ଅର୍ଥ, ସ୍ଵର ସବୁ ହୃଦୟକୁ ଛୁଇଁ ଯାଉଛି। ❤❤
ସବୁଦିନ ସକାଳ ସମୟ ରେ ଏହି ଗୀତ ଶୁଣି ମନ ଶାନ୍ତ ଲାଗୁଚି। ଜୟ ଜଗନ୍ନାଥ
ବହୁତ ଶାନ୍ତି ଲାଗୁଛି ଏ ଗୀତ ଶୁଣି...... ବାରମ୍ବାର ଶୁଣିବାକୁ ଇଛା ହୋଉଛି
ମୋ ଜଗା ପରି କିଏ ହେବ 😭😭
Satare ama jaganath pari kie haba
ହେ ଜଗନ୍ନାଥ ତୋ ବିନା ମୁ କିଛିବି ନୁହଁ
⭕️‼️⭕️.......
🙏.....
💙......
ଡକ୍ଟର ନିର୍ମଳ ନାୟକ ଙ୍କ ରଚିତ ଓ ଅଭିଜିତ ମଜୁମଦାର ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଇରା ମହାନ୍ତି ଙ୍କ ଅତ୍ୟନ୍ତ ସୁଲଳିତ କଣ୍ଠରେ ପରିବେଷିତ ଏ ଗୀତଟି ମନ ପ୍ରାଣ କୁ ଛୁଇଁ ଗଲା। ବାରମ୍ବାର ଶୁଣିବାକୁ ଇଛା ହେଉଛି, ପ୍ରକୃତରେ!
ଆପଣଙ୍କ କମେଣ୍ଟ ପଢ଼ିବା ପରେ ଖୁସି ଲାଗିଲା। ଆପଣ ମଧ୍ୟ ଓଡ଼ିଆ ଭାଷାକୁ ଏତେ ଭଲ ପାଉଛନ୍ତି। ସତରେ ଏ ଭଜନ ର ପ୍ରତି ଶବ୍ଦ ରେ ମଧୁରତା ଭରି ରହିଛି, ତା ପରେ ଇରା ମହାନ୍ତି ମ୍ୟାମ୍ ଙ୍କ ସୁମଧୁର ସ୍ଵର ଆହୁରି ମାଧୁର୍ଯ୍ୟକୁ ବଢାଇ ଦେଉଛି। ଧନ୍ୟବାଦ ❤
@@sidhantabehera6875, ମୁଁ ଜଣେ ଓଡ଼ିଆ, ତେଣୁ ଓଡ଼ିଆ ଭାଷା କୁ ଭଲ ପାଇବା ସ୍ବାଭାବିକ। ଏ ଭଜନ୍ ମୁଁ ନିୟମିତ ଶୁଣେ। ଆପଣ ଠିକ୍ କହିଛନ୍ତି। ତେଣୁକରି ତ ଏତେ ଲୋକପ୍ରିୟ। ଧନ୍ୟବାଦ୍।
@@sidhantabehera6875, ମୁଁ ଜଣେ ଓଡ଼ିଆ, ତେଣୁ ମୋତେ ଓଡ଼ିଆ ଗୀତ ଭଲ ଲାଗିବା ସ୍ଵାଭାବିକ। ଏ ଗୀତର ଅର୍ଥ, ସଙ୍ଗୀତ ଓ ପରିବେଷଣ ସବୁ ଉଚ୍ଚକୋଟୀର ହୋଇଛି। ଇରା ମହାନ୍ତି ଙ୍କ କଣ୍ଠରେ ଭାବ, ମାଧୂର୍ୟ୍ଯ, ବିବିଧତା, ଶକ୍ତି ସବୁ ଭରପୁର ଅଛି, ତେଣୁ ଶୁଣିବାକୁ ବାରମ୍ବାର ଇଛାହେଉଛି। ଆପଣ ବି ଠିକ୍ କହିଛନ୍ତି। ଧନ୍ୟବାଦ୍ ଓ କୃତଜ୍ଞତା।
😊😊😊😊😊😊😊
Kuch kuch samjh aaraha mujhe language par bhajan bahot pyara hai . . 🥰 Aur awaj bhi . . 🎉 Jai Jagannath swami🥰🙏🥰
😮😅😮
Welcome to our beautiful culture songs are the best things in the world if it can't be understood it could be felt and it can touch direct to heart
ଏ ଭାଜନ ଯେତେ ଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହଉଚି....❤
Right 👍
Ei song sunile akhiru luha asijauchi satare ei song re bahut bhakti bhaba achhi 🙏🙏🙏🥺🥺🥺⭕‼️⭕
Right
Hi puja u form??
ଜାଗା ରେ ତୁ ମୋତେ ଏତେ ଅନ୍ଧ କରି ସାରିଲୁଣି ଯେ ମୁଁ ସମସ୍ତଙ୍କ ପକରୁ ନିନ୍ଦା ସୁନୁଚି ପରିବାର ଲୋକେ କେତେ କଣ କହିଲେ ବି ମୁଁ ଆଉ ତତେ ଛାଡ଼ି ପାରୁନି ରେ କିନ୍ତୁ ସମସ୍ତେ ପଛେ ମୋ ଠୁ ଦୂରେଇ ଜନ୍ତୁ କିନ୍ତୁ ତୁ ମୋ ପାଖରେ ଥିବୁ ରେ
Ninda ta tara upahara
3
Mo kalia dhana tama pakhare thiba
Jay Jagannath
Jay jagannath 🙏❤️🥰♥️❤️🙏
ବହୁତ ସୁନ୍ଦର ଗୀତ ମନକୁ ଶାନ୍ତି ମିଳିଥାଏ ❤
He jagnatha mate sabu bipadaru rakhya kara prabhu 🙏🙏🙏🙏🙏😭😭😭😭😭
Ati sundar bhajan mana hrudaya atma jhumi jauchi aau mana prana atma parambrahma nka pada tale samarpana kari deba ku iccha hauchi 🙏
ଜଗା ତୁ ବହୁତ ସୁନ୍ଦର ନା ଯେତେ ଦେଖିଲେ ସୁନ୍ଦର ଲାଗୁଚି
Jai jagannath jai best voice best lyrics best music thanks from RUKMINI PRODUCTION jai jagannath jai srikrishna subscribe done
Prabhu janini kebe tuma saha dekha haba 😔 mu anei basichi sei dina ku 🙇⭕‼️⭕🙌
ସତରେ ଜଗା ତୁ ଗୋଟେ ଏମିତି ବସିକରଣ ମନ୍ତ୍ର ମୁ ପୁରା ବାସିକରଣ ହେଇ ଯାଇଛି ଆଉ ଏମିତି ହେଉଥିବ
Jay Jagannath 🙏🏻
ସତରେ ଇରା ମହାନ୍ତି ଙ୍କ ପାଖରେ ଏତେ ଭାବ ଗୀତ ପୁରା ହୃଦରେ.....❤
Jaga re mo dhana ❤❤❤❤❤❤
Right
"Mu je premomayee chokori
michhe molini taku jhuri
akasoro chandoki kebe dhora delani........sajani sajani"
this line was epic i litteraly crying😭😭😭😭
Jay Jagannath ⭕️ ‼️ ⭕️ ହେ ପ୍ରଭୁ କାଳିଆ ଜଗତର ନାଥ ହେ ପ୍ରଭୁ ଜଗନ୍ନାଥ
ମୋ କାଳିଆ ଜଗନ୍ନାଥ ଜଗତର ନାଥ 4:58 ଓଡ଼ିଆ ବାସୀ ଙ୍କ ପ୍ରାଣ
ତା ପାଖକୁ ଯିବାକୁ ହେଲେ ଧରିଥିବ ତାର ନାମ ❤Jay Jagannath ❤
Jaga ❤️
Ha jagnatha mo puaku Sabu bipadaru rakhya Kara prabhu
ରାଧେ ରାଧେ 🙏🙏🙏
ଜାଗା ଆର ଜନ୍ମ ରେ ତୋ ସେବା କାରି ବାକୁ ସୁଯଗ ଦବୁ
Satare prabhu tamaku jie thare dekhichi jibanata sara khali ta akhire tame hin disucha
H। Jai jagannath 🙏🏼
Jai jagannath 🙏🏼
Kala Chanda premi Kala suruja kalashola sehi chakadola Taara suraksha pain khadagahastha kalkinatha chhatia bata amuhan deulia jagannathia
ହେ ଜଗା ମୋ ମାଡେଇ କୁ ସବୁବେଳେ ଭଲ ରେ ରଖିବ ❤😊❤
ହେ ପ୍ରଭୁ ⭕❗⭕🙏🙏
ଧନ୍ୟ ତୁମେ ଇରା ମ୍ୟାମ୍ 🥹 ଜୟ ଜଗନ୍ନାଥ 🙏
Satare kete Sundar Laguchi iramony voices ❤
Jaga ra Lila ku aji jae kehi jani parinahanti jay Jagannath
E song ku mu jebe sune mo akhire luha asijae nice voice and song ❤❤❤❤❤lovely voice mu pura ହଜିଯାଏ ଏଇ ଗୀତ ଶୁଣିଲେ
Shree Radhekrishna🙏🙏🙏❤❤
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ 🙏🙏🙏ପ୍ରାଣ ଆକୁଳ ନିବେଦନ ସ୍ୱୀକାର କରନ୍ତୁ ହରି 🙏😭😭😭😭😭
Radhe radhe🙏🙏🙏🙏
ॐ नमः शिवाय
🙏💞🙏💞🙏💞