😢😢kote emithi jarnalism ...Atul case ebe hoichi...kintu emithi bahuth puruna bodo bodo case hoijaichi...posco act re bhi emithi gote case re bahuth loko pisijaichanti...❤❤
Monalisha madam ate dine equality katha kahile, aau purusha nirjatita huanti boli manile.tenu sabu bele samaste thik ra sath deba uchit se purusha hau ki nari .
ସେଥି ପାଇଁ ପୁରୁଷ କମିଶନ ନିହାତି ଦରକାର୍
ପୁରୁଷ କମିଶନ ଜିନ୍ଦାବାଦ..ବ୍ୟୋମୋକେଶ ଭାଇ ଜିନ୍ଦାବାଦ , ଅନୁଭବ ଭାଇ ଜିନ୍ଦାବାଦ, ଅତୁଲ ସୁଭାଷ ଜିନ୍ଦାବାଦ..କୁହୁଡ଼ି movie ଜିନ୍ଦାବାଦ ❤❤❤
ପୁରୁଷ କୁ ନ୍ୟାୟ ମିଳୁ.... ଆଇନ ସଭିଙ୍କ ପାଇଁ ସମାନ ହେଉ.... ଲିଙ୍ଗ /ବର୍ଣ୍ଣ ଭେଦରେ ଆଇନରେ ଥିବା "କାହା ପାଇଁ ଖଡୁ ଗଡ଼ୁ... କାହା ପାଇଁ କରୁଣା ବାରିଧି " ବ୍ୟବସ୍ଥା ର ଅନ୍ତ ହେଉ.. ନହେଲେ
ଏମିତି କେତେ ହତଭାଗା ଜୀବନ ସାରା ପ୍ରତିକ୍ଷଣ ମରି ମରି ବଂଚିବେ... ଅଥବା ସେଥିରୁ ମୁକ୍ତି ପାଇବାକୁ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ...
ମହିଳା ମାନେ ଭଲ ବ୍ରହ୍ମା ଅସ୍ତ୍ର ପ୍ରୟୋଗ କରିବାର ଜାଣିଛନ୍ତି
Atul ମୃତ୍ୟୁ ପାଇଁ ଦାୟୀ ଆମ ଇଣ୍ଡିଆର ଆଇନ ବ୍ୟବସ୍ଥା।
ଯେତେବେଳେ ଆମ୍ବେଦକର ଆଇନ ଲେଖି ଥିଲେ ସେତେବେଳେ ର ସମାଜ କୁ ନେଇ ଲେଖି ଥିଲେ।
ଆଜି ର ସମାଜ କୁ ନେଇ ଆଇନ ବନିବା ନିହାତି ଜରୁରୀ କିନ୍ତୁ ସେଇ ଆଇନ ଥିବାରୁ କିଛି ଅସାମାଜିକ ଲୋକୋ ଅସାମାଜିକ ଅଧିକାରୀ ମାନେ ଫାଇଦା ମିଳୁଚି ସେଥି ପାଇଁ ଆଇନ ବ୍ୟବସ୍ଥା ବଦଳୁ ନାହି।
ଉଚିତ ନ୍ୟାୟ ମିଳିବା ଦରକାର
ଏହି ଘଟଣା ପରେ ଓଡ଼ିଶା ହାଇକୋର୍ଟର ଆଡଭୋକେଟ ଶ୍ରୀଯୁକ୍ତ ବ୍ୟୋମକେଶ ବାବୁଙ୍କର ପୁରୁଷ କମିଶନ ପ୍ରତିଷ୍ଠା ଦାବି ନେଇ ଯେଉଁ ସଂଗ୍ରାମୀ ପଦକ୍ଷେପ ନେଉଛନ୍ତି ତାହା ଯଥାର୍ଥ ନୁହେଁ କି ? ଏହାକୁ ଗମ୍ଭୀରତା ସହ ଗ୍ରହଣ କରି ପଦକ୍ଷେପ ନେବା ଆବଶ୍ୟକ।
Thanks to NEWS18 media. ❤❤❤
ନ୍ୟାୟ ବ୍ୟବସ୍ଥା ଦାୟୀ
Law କୁ ଭାଗବାନ ଆସି ଦେଖିନାହାନ୍ତି Law କୁ ଆଜିର ନେତା ମାନଙ୍କ ଦ୍ଵାରା ରାଷ୍ଟ୍ରପତି ଙ୍କ ଅଧ୍ୟକ୍ଷତାରେ ବଦଳାଇ ପାରିବେ କିନ୍ତୁ ନେତାମାନେ ପରସ୍ପର କୁ ଦୋଷ ଧରିବା ରେ ରହିଲେ ଲୋକଙ୍କ କଥା କିଏ ବୁଝିବ
Rip Indian Judiciary system 👎
Rip Gender Equality in India 👎
Justice for Atul, and equal justice for men and women,,
ଏହିପରି ନିର୍ଯାତନା ବଢିଲେ, ସମୟ ଆସିବ ପୁରୁଷ ମାନେ ହିଂସ୍ର ହୋଇଯିବା ଅସମ୍ଭବ ନୁହେଁ। ଆଇନର ଜାଲରେ ଛନ୍ଦି ହୋଇ ବର୍ଷ ବର୍ଷ ଧରି ମାନସିକ ଯନ୍ତ୍ରଣା ଭୋଗିଲା ପରେ , ସେ ଯେ କୌଣସି ସ୍ତରକୁ ଯିବା କୁ ଅସ୍ବୀକାର କରି ହେବନାହିଁ। ମିଛ କେଶ୍ ରେ ପୁଅ, ପୁଅର ମା ବାପା ଭାଇ ଭଉଣୀ ସମସ୍ତଙ୍କୁ ମାନସିକ ଯନ୍ତ୍ରଣା ଜଣେ କେତେଦିନ ସହିପାରିବ। ଏହିସବୁ କାରଣରୁ ଆଜିକାଲି ଅନେକ ଯୁବକ ବିବାହ କରିବାକୁ ରାଜି ହେଉନାହାଁନ୍ତି। ଏହା ଭବିଷ୍ୟତ ସମାଜ ପାଇଁ ଶୁଭଙ୍କର ନୁହେଁ।
Beamokes s 11:06 ir,କୁ ଟିକେ ଡିବେଟ ରେ କଥା ହେଲେ ଭଲ ନ୍ୟାୟ ଦେବେ
Odisha ର ନିୟମ ଉଇ ଖାଇଗଲା
ନ୍ୟାୟାଧୀଶ ଅନ୍ୟାୟ କରି ଚାଲିଲା
ନ୍ୟାୟ ବନ୍ତ ଏଠି ମଲା.....
ନ୍ୟାୟା ଳୟ ଆଜି ଚୁଲିକି ଗଲା
ଯିଏ ଏଠି ସତ କହିବ ସିଏ ମଲା
ପୁରୁଷ ନାରୀ ବିନା ସଂସାର ନୋହିଲା
ଚତୁର୍ଥ ସ୍ତମ୍ଭ ମାନେ କହି ଚାଲିଲା.
ଆଇନ ସମସ୍ତଙ୍କ ପାଇଁ ସମାନ
ଆମ ଭାରତବର୍ଷରେ ଆଇନି ବେବସ୍ତା ଏମିତି ବାଗରେ ଖଞ୍ଜା ଯାଇଛି ଯେ। ଯେଉଁଥିରେ କେବଳ ପୁରୁଷ ମାନେ ହିଁ ଦୋଷୀ ସାବ୍ୟସ୍ତ ହେଉଛନ୍ତି। ମହିଳା ମାନେ ଦୋଷୀ ଥିଲେ ବି ଆମ ଆଇନ ସେମାନଙ୍କୁ ନିରଦୋଷ ସାବ୍ୟସ୍ତ କରିଦେଉଛି। କେତେ ଦିନ ଏମିତି ଚାଲିବ।
ତେଣୁ ବିଚାର ବିଭାଗୀୟ ତଦନ୍ତ କରୁଥିବା ଆଇନିଯିବି ଅଥବା ବିଚାରପତି ମାନେ ଏଥିପ୍ରତି ଧ୍ୟ୍ୟନ ଦେବା ଦରକାର........👍👍🙏
Justice for man🙏🙏🙏🙏
ମା ବାନ୍ଦ ସେଇଟା ତା ୱାଇଫ ଫଟୋ ନୁହେଁ ମେନ୍ଧାଗିହା news୧୮
Equity, equality,Justice beyond gender,
Ei Monalisa ebe women support re argument karuthila Byomkesh babu saha...
Bichara karuthiba JUDGE nku PHAASI diajau. ❤❤❤❤
😢😢kote emithi jarnalism ...Atul case ebe hoichi...kintu emithi bahuth puruna bodo bodo case hoijaichi...posco act re bhi emithi gote case re bahuth loko pisijaichanti...❤❤
Atul Amar rahe...rahe
Justice for pratadita purusa
Purus commission are required in india 🙏🙏🙏🙏🙏🙏
Kichi haba nahi jete parjarjyanta law change na heichi.....
Cort re nyaya Nahin ...
ଅପରାଧି ଦର୍ଣ୍ଡିତ୍ କରା ଯାଉ
Law is very poor in india, justice for man🎉
Time limits all cases fixed by sc
Shame on India judiciary 😡
Atulbeta Amar rahe
Purusa nku nyaya milu, justice for Atul.
Lawyer Mane Paisa pai kichi b lekhiparanti we are facing this type case
Purusha commission darkar
The chief culprit is not wife, but judge.
Purusa commission nihati darkar
Se judge ku suspend kara..
Purusa nku nya dia jau
Atul Subhash nka jiban narka jantrana thila ,2019 ru 2024 jaye sahi sahi seshare atmahatya kale, Jane highly educated AI engineer emiti seshare ladhi ladhi harijibe tike chinta karantu jane sadharan purusha saha kn ghatuthiba.Tenu indian law only for ladies.Gender equality athi kahin , Rip Atul G.🎉
Joutuka delabele government document hele bhal heba
Purusa commission paine kety au purasa chilyeki kahiby
Purusa mananku nyaay miliba nihati jaruri
Purusaku nyaya milu.
Low charge haba nihati jaruri kichi nari gote sunder saral Manish ku apradhi sajeibaku badhya karuchinti
Aainku badal na chahia
Se jhiaku bagha agare chhada jau
Male commission. Gathana karajau
Monalisha madam ate dine equality katha kahile, aau purusha nirjatita huanti boli manile.tenu sabu bele samaste thik ra sath deba uchit se purusha hau ki nari .
Sabu police ra bhul
😅 ok
Mrg karanahin kehi purusha mane sabu nari sudhurijibe.
Ea odisha re students manka mentality sa exam ku neiki b kheluchnti..ame kn suicide kale hai govt bujhiba ama katha
Puamanka paine law nai jaha Jana pdila
Kanun dhila
Se nikita ra bhai b bhogiba..ta pua b bhogiba....au ta bohu taku lata mariki gharu kadhiba