Vigilance raid samàyare ED O Income tax Dept ku samil karajau.Ehachhada Raid pare 30 ru 45 dina madhyare Court forward pare Charge Sheet diajau o durnitimukta Sasan heu.Samasta anadhikar sampatiku Rajya rajkosaku diajau, Garib lokank hataku tanka bantidiajau.falare arthaniti re sudhar asib
Sri ❤jagannath ❤maha ❤parbhu ❤ Sri ❤jagannath ❤maha ❤parbhu ❤ Sri ❤jagannath ❤maha ❤parbhu ❤ Sri ❤jagannath ❤maha ❤parbhu ❤ Sri ❤jagannath ❤maha ❤parbhu ❤
Mohan Sarkar Jeendabad (pl seize and chake the desi and foriggn liquor computer and rregister to detect how many amount take the govt officer & political leader per month as monthly PC
This a great dicission fore gvt.
Right 👍
କେବଳ ଜୟନାରାୟଣ ମିଶ୍ର ଙ୍କୁ ହୋମ ବିଭାଗ ଦିଆଯାଇ ଅପନେ ଆପ ଠିକ୍ ହେଇଯିବ।
ଜୟଜଗନ୍ନାଥ
Odisha re bahut sarakari babu Mane hi odisha luti chhanti seti pai. Odisha re gariba dadana jao chhanti🎉🎉🎉
Sir nabin patanaik dhrutarastra
ବିନା ନେତା, ମନ୍ତ୍ରୀଙ୍କ ପ୍ରୋତ୍ସାହନରେ କୌଣସି ସରକାରୀ ଅଧିକାରୀ ଦୁର୍ନୀତି କରିପାରନ୍ତିନାହିଁ. କାରଣ ସେମାନେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଠାରୁ ଭାଗ ପାଇଥାନ୍ତି. ମୋହନ ସରକାର ଯଦି ପୂର୍ବ ସରକାରର ଦୁର୍ନୀତିଗ୍ରସ୍ତ ନେତା ଓ ମନ୍ତ୍ରୀ ମାନଙ୍କୁ vigilance ଜାଲରେ ଧରିପାରିଲେ ତେବେ ଜାଣିବା ଯେ ମୋହନ ସରକାର ପ୍ରକୃତରେ ଦୁର୍ନୀତି ବିରୋଧୀ.
ସବୁ ଦୃନୀତି ମୂଳ ବିଜୁ ଜନତା ଦଳ 👍
ଏହା ନବୀନ ପଟ୍ଟନାୟକ ଙ୍କର ଅବଦାନ।
BJD Gonda party
ସମସ୍ତ ସମ୍ପତ୍ତିକୁ ରାଜ କୋଷରେ ମିଶାଇ ଦିଆ ଯାଉ। ଯେଉଁ ମାନଙ୍କୁ ଧରା ଯାଇଛି, ସେମାନଙ୍କ ବିଭାଗୀୟ ମନ୍ତ୍ରୀଂକ ଦରମା ବାଦେ ଯେତିକି ଅଧିକ ସମ୍ପତ୍ତି ରଖିଛନ୍ତି ତାକୁ ବି ତଦନ୍ତ କରି ରାଜ କୋଷରେ ମିଶାଇ ଦିଆ ଯାଉ।
❤supar
Sri Hota will defend BJD , he should clarify about today's topic. Curruption was the main aim of BJD govt
ଠିକ୍ କଥା ବିଜେପି ରହିଲେ ଭଲକାମହବ
Argos News channel sir please Odisha rajiyo ro vrosto Chari pray police officer byesi matara re milibye Balasore, joleswar, O Odisha borod ku lagi ki jetiko police officer sovu vrosto Chari heijai chanti,, Odisha rajiyo prathame 56 years Congress+24,3 manth BJD Sarkar Mili misi maha druniti kyelankari hoithila
ଚବିଶ ବର୍ଷ ଧରି ବିଜେଡି ର ଗାଡିଆ ମରା ଚାଲିଥିଲା !
Do against IAS,IPS,OAS and clerks.
Chopa haithila
Durgasis bhai kuade gale ????
Kishore hotanku debete Ku kanhiki dakuchhanti jahapakhare kichhi tathyanhin galuankapari jukti karuchhanti
Sabudurniti,bhastachar,muladua,Bjd,Dola,Sabulancha Tanks,Rajkosaremisantu ❤🎉🎉🎉
ଦୁର୍ନୀତିର ଚରମ ସୋପାନ
Congress, BJD ya pare BJP asiba currption re.
ଲାଗୁଛି ନବୀନ ପଟ୍ଟନାୟକ ଅଧିକାରୀ ମାନଙ୍କୁ ଭ୍ରଷ୍ଟାଚାର କରିବାପାଇଁ କର୍ମଶାଳା ଖୋଲିଥିଲା ପୁଣି କେତେ ବାହାସ୍ଫଟ ଓ ଟାଣକଥା, ଓ ଯୁକ୍ତି. କଣ କୁହାଯିବ ଏ Advertisement party ku.
🙏👍❤
Right
Sambadik Bhai mo thick asha kea kea duruniti karichanti mu sabu kahibi vigilance soithila
ବଡବଡ ସରକାରୀ ଚାକିରିଆ ମାଧ୍ୟମରେ ବିଜେଡି ନିର୍ବାଚନ ଲଢୁଥିଲେ।
ଚିଟ ଫଣ୍ଡ ଦୁର୍ନୀତି କଥା ସହ , କେମିତି ଲୋକେ ଟଙ୍କା ଫେରି ପାଇବେ ସେ ସଂପର୍କରେ କୁହନ୍ତୁ
Vigilance raid samàyare ED O Income tax Dept ku samil karajau.Ehachhada Raid pare 30 ru 45 dina madhyare Court forward pare Charge Sheet diajau o durnitimukta Sasan heu.Samasta anadhikar sampatiku Rajya rajkosaku diajau, Garib lokank hataku tanka bantidiajau.falare arthaniti re sudhar asib
Congratulations to Mohan Sarkar.
Andhakanun chalithila .khani durniti Bali durniti aau PC adaya ......!!
Sri ❤jagannath ❤maha ❤parbhu ❤
Sri ❤jagannath ❤maha ❤parbhu ❤
Sri ❤jagannath ❤maha ❤parbhu ❤
Sri ❤jagannath ❤maha ❤parbhu ❤
Sri ❤jagannath ❤maha ❤parbhu ❤
Kanhiki.bhai.alochana.karucha.yemanku.kebe.eswar.khyamadebeni
ଭାଇ ଦୁର୍ଗାସିସ ଭାଇ କୁଆଡେ ଗଲେ କଣ ପାଇଁ ଡିବେଟକୁ ଆସୁନାହାନ୍ତି
Vigilance raid re jou koti koti baharuchi taha kuade jauchi, BJP neta nka gharaku?
କିଶୋର ବାବୁ ତମ ଜ଼ୀରୋ tolorance ରେ ଖାଲି ବାବୁ ମାନଙ୍କୁ ଛାଡି ଗରିବ ଗୁରୁବା ଙ୍କୁ ଲାଗୁ ହଉଥିଲା
Jay shree ram jay bjp
Bhadrak hospital visit karantu please sir
କହିବାକୁ ହେଲେ କାହିଁ ଚବିଶ ବର୍ଷ,ଆଉ କାହିଁ ଚବିଶ ଘଣ୍ଟା।tafat ଦେଖନ୍ତୁ।ବିଲକୁଲ ଉଲଂଘନ ହୋଇ ନାହିଁ।ଖାଲି ଦୁଇ କୁଲ ଲଂହିଛି ମାତ୍ର।
Public ra Tanti chipichanti
ଦେଏ ତ ଜୋତା ଟା ଏ ୯Bନ କୁର୍ତ୍ତା କୁ...........
Ata gharaku cbi lagaidele sabu sata bahariba
ନେତା ରାଜନେତା ମନ୍ତ୍ରୀ ଠକ୍ ମାନ୍ୟବର ମାନ କୁ କେବେ ଧରାଯିବ ପାଇଁ ବ୍ୟବସ୍ଥା ସରକାର ସିଧା ସଳଖ କରିବେ।ଏ ସବୁ ଗାଲୁଆ କଥା ଗୁଡ଼ିକ ଶିଳ୍ପ କାରଖାନା ପ୍ରତିଷ୍ଠା ବଦଳରେ ବନ୍ଦ ବିକାଶର ପରପନ୍ଥିଏହା କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇବେକାର କର୍ମ ନିଯୁକ୍ତି ଯୋଜନାର ମାଗଣା ଯୋଜନା ଗୁଡିକ ବିକାଶର ପ୍ରତିବନ୍ଧକ
Love you Santosh mnu tuma gan aruha betada ra
ଯାହାକୁ ଧରା ହଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ କାହିଁ?କାରଣ କଣ।
ପ୍ରଥମେ ନବୀନ ପଟ୍ଟନାୟକ ଏବଂ କୁକୁର ପାଣ୍ଡିଆ କୁ ଧର।ଯାଉ।
କିଶୋର ହୋତା ବାବୁ ଓଃ ଚମତ୍କାର ମାଡିଚାଲ 🤦♂️କି କଥା ଏଗୁଡା 😄.. ଡାହା ମିଛ କଥା ଖାଲି 😄
ସତ୍ କହିଲେ ଶତ୍ରୁ ମିଛ କହିଲେ ମିତ୍ର।ଆହେ ପ୍ରଭୁ ଜଗନ୍ନାଥ କଳା ଠାକୁର ଏମାନଙ୍କୁ ସଦବୁଦ୍ଧି ଦିଅ।
ସମସ୍ତ ନେତା ଓ କର୍ମଚାରୀ ମାନଙ୍କ ସମ୍ପତ୍ତିର ଆକଳନ କରାଯାଇ ପର୍ଦ୍ଦାଫାଶ କରାଯାଇ ଉଚିତ ପଦକ୍ଷେପ ନିଆଗଲେ ହୁଏତ ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ଆସି ବିକାଶ ହୋଇ ପାରିବ। ଏହା ବ୍ୟକ୍ତିଗତ ମତାମତ ଓ ସରକାରଙ୍କ ପାଖରେ ଅଭିଯୋଗ ଓ ଅନୁରୋଧ।
Hota babu thik muda r ans deunahanti karana se thire involve thile
ମା ତତେପଚାରୁଛୁ ଖାଇବୁ ତୁକହୁଛୁ ଖାଇବି।
Mohan Sarkar Jeendabad (pl seize and chake the desi and foriggn liquor computer and rregister to detect how many amount take the govt officer & political leader per month as monthly PC
କିଶୋର ହୋତା ଟା ମାଗି୍ହା ନା ଭଉଣୀ ଗିହା ନା jhia ଗିହଟା ଲୋକ ଜାଣିଛନ୍ତି. ସେ ଶଳାକୁ ଲାଜ ନାହିଁ ଡିବେଟକୁ ଆସୁଛି. ମାଗି୍ହା ଚୋରକୁ ଲାତ ମାରି ବାହାର କର. ଜୟ ଜଗନ୍ନାଥ.
କଷ୍ଟ ଲାଗୁଛି କି ?ଏତେ ଖରାପ ଭାଷା କାହିଁକି ?ପରୀକ୍ଷା ଦେଲାବେଳେ କଣ ସବୁ ଉତ୍ତର ଠିକ୍ ହେଇଥାଏ କି ???ନବିନ ସରକାର ଯାହା ଯେମିତି କରି ଓଡ଼ିଶାକୁ ଛାରଖାର କରିଛି ,ସେ ସବୁର ତ ଖୁଲାସା ହେବ ,ନବିନକୁ ଓଡ଼ିଶା ବାସୀ ଚିହ୍ନିବେ ,,ଡର ଭୟ କାହିଁକି ମନରେ ଆସୁଛି ???ନବିନ କୁ କ୍ଷମା ମିଳିବ ନାହିଁ,,,,
Dr😊
Hota sir, why are you sitting on the debate ?
Durga kuade gale 🎉🎉
Kishor hota faltu discus kara nahi kichi najani discus re kaahi aasa nabin babu ta tu ma manaka guru guru chora ta chella kemiti hebe
B.j.d
Chora.hota.sir
Nabin babu daku manke rakhuthile bhal log ke police re phasei deuthile andha nabin
Hota Hatas Heijachhi,
50kg machha kebe dhara heba
Sir ea kishor hota bjd ra bad baiman
👍👁️👁️
ଦୁର୍ନୀତି ଆଗ ସରକାରରେ ହେଉଥିଲା, ବର୍ତ୍ତମାନ ସରକାରରେ ହଉଛି ଏବଂ ଆଗାମୀ ସରକାରରେ ମଧ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି କାରଣ ଏହି ଦୁର୍ନୀତି ପାଇଁ ସରକାର, ପ୍ରଶାସନ ଏବଂ ଲୋକଙ୍କ ମଧ୍ୟ ସଂପୃକ୍ତି ରହିଛି। ବର୍ତମାନ ଏପ୍ରକାର ମାନସିକତା ପ୍ରାୟ ସମସ୍ତଙ୍କର ରହିଛି। ଏଣୁ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ ନାହିଁ।
Public cheetfund ଖଣିଖାଦାନ PC lootera ଦଳ ଓଡିଶା ର ଦୁଃଖ.
ନିର୍ଲଜ ବିଜେଡି ପ୍ରବକ୍ତା ମାନଙ୍କୁ କଣପାଇଁ ଡାକି,,,,, ମାନସ ବସ୍ତିଆ ଙ୍କୁ ଛାଡ଼ି ଏମାନେ ସବୁ ଗlଲୁଆ ମାନସ ବାବୁ କିଛି ମାନୁଛନ୍ତି l
ପୁଲିସ୍ କ'ଣ କରିବେ ମନ୍ତ୍ରୀ ବଡ଼ ଦାମୀ ପାଓଉୟାର ଅଧିକାରୀ ମାନଙ୍କୁ ଜଗିବା କାମରେ ନିୟୋଜିତ ହୋଇଥାନ୍ତି। ମିଷଟର ହୋତା କିଛି ଜାଣୁ ନା ।ଫିରିଙ୍ଗି ଶାସନ ବନ୍ଦ କର ଭବିଷ୍ୟତରେ ନିଜ ନାଆଁ କୁ ସବୁଦିନ ପାଇଁ ମନେରଖିବା ପାଇଁ ଭଲ କାର୍ଯ୍ୟ ନିର୍ବାହ କରିବା ଆବଶ୍ୟକ।ନହେଲେ ସମୟ ସହିତ ସଂସାରରୁ ବିଦାୟ ପରେ ଲୋକମାନେ ଛେପ ପକାଇଲେ। 5tମାନେ 5ପରକାର ବାଟମାରଣା ଯୋଜନା।
Galuankar.barabati.chasa
ବାଡ଼ ହୋଇ କ୍ଷତ ଖା ଇ ଗଲେ
Thanksodissanowsarbaswantkarannetamantriandkarmacharisabulutineichantibjdsabusafakarichantiamankusabubandhaheuntu.
ଚିଠି ଫଣ୍ଡ ଦୁର୍ନୀତି ନେଇ ଆଲୋଚନା କରନ୍ତୁ
ଚିଠ ଫଣ୍ଡ ଦୁର୍ନୀତି ତାହା ଚାପି ହୋଇ ରହି ଜିବନିତ
ନବୀନ ବାବୁ ସୁନା ପିଲା।
Kan heba kholile????emane b arambha karideleni😅😅
sabu lo ka paisa
Banda.biaa..kahuchu.bjd
ଚୁର ମୁଁହ ଟାଣ
Hota_jesa_gabagandu_animal_koo__kyon_partycipet_kartehein.
?
.
26:30 26:30 26:30
Hotababuapanakakharaplagunahibodhabhalijuktikarauchanti