Natia Comedy Part 185 || Natia Hela Landa

Поділитися
Вставка
  • Опубліковано 10 вер 2024

КОМЕНТАРІ • 1,9 тис.

  • @smtoonturkce
    @smtoonturkce 3 роки тому +128

    ନଟିଆ ପୁଜା ର love story ଆଗକୁ ବଢ଼ାଅ

  • @Dibyanshimohapatra6281
    @Dibyanshimohapatra6281 3 роки тому +2

    1:55 correct ✅✔☑

  • @Madhaba_Dora
    @Madhaba_Dora 3 роки тому +77

    ଆଗକୁ ସ୍ୱାଧିନତା ଦିବସ 🇮🇳🇮🇳ଆସୁଛି ତ କିଏ କିଏ ନଟିଆ ର ସ୍ୱାଧିନତା ଦିବସ ର କମେଡି ଭିଡିଓ ଦେଖିବାକୁ ଅପେକ୍ଷା ରେ ଅଛ ??😘😘

  • @saumyaranjanmuduli2454
    @saumyaranjanmuduli2454 3 роки тому +1

    Thanks for Utkal cartoon 🌎🌎

  • @phrmukeshodia
    @phrmukeshodia 3 роки тому +206

    ହେ ଈଶ୍ୱର...🙏🙏 ସୁଖ ଏତିକି ଦିଅ ଯେ ମନରେ ଅହଂକାର ନ ଆସୁ ଆଉ ଦୁଃଖ ଏତିକି ଦିଅ ଯେ ତୁମ ଉପରୁ ଯେମିତି ଭରସା ନ ତୁଟ ଆଜିର ଦିନଟି ଆପଣ ମାନଙ୍କ ପାଇଁ ମଙ୍ଗଳ ମୟ ହେଇ.....😍
    🙏ଜୟ ଜଗନ୍ନାଥ🙏 🌄ଶୁଭ ସକାଳ

  • @lilinayak1304
    @lilinayak1304 3 роки тому +2

    Very very nice natia🤣🤣🤣🤣🤣🤣

  • @Madhaba_Dora
    @Madhaba_Dora 3 роки тому +504

    ଅଲମ୍ପିକରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତାଇଲେ 🏅🏅ନିରଜ ଚୋପ୍ରା 🎉
    ତ ଆମେ ସମସ୍ତେ ମିଶି ତାଙ୍କୁ ଅଭିନନ୍ଦନ ଜଣାଇବା ଉଚିତ୍ 🏅🏅🇮🇳🇮🇳🇮🇳

    • @sushreesangitasahoo6106
      @sushreesangitasahoo6106 3 роки тому +12

      Yes ,

    • @sushreesangitasahoo6106
      @sushreesangitasahoo6106 3 роки тому +14

      Mirabai chanu [ silver ]🥈🥈( 🏋️🏋️ ) PV Sindhu [bronze ]🥉🥉 ( 🏸🏸). Lovlina [bronze] 🥉🥉(🥊🥊). India men's hockey team [bronze] 🥉🥉(🏑🏑). Ravi Kumar [silver] 🥈🥈 (🤼🤼). Bajrang punia[ bronze] 🥉 🥉 (🤼🤼). Neeraj chopra [gold]🥇🥇 ( athletics ) (🎽🎽)

    • @jharanarout5055
      @jharanarout5055 3 роки тому +1

      @@sushreesangitasahoo6106 🥰🥰🥰😍😍😍

    • @puspitapanda5265
      @puspitapanda5265 3 роки тому +1

      Happy birthday Preity the cjyufhk the cjyufhk u r my offer the same IP or in regards with OOO t shirt 🎽🎽🎽 the same IP

    • @Madhaba_Dora
      @Madhaba_Dora 3 роки тому +2

      @@sushreesangitasahoo6106 thank you

  • @dhirendraswin4137
    @dhirendraswin4137 2 роки тому +2

    The camede is the best ❤️❤️❤️❤️👍

  • @Text_Talks
    @Text_Talks 3 роки тому +313

    ଆପଣ ମାନେ ବହୁତ କଷ୍ଟରେ ଆମମାନଙ୍କ ପାଇଁ ଏତେ ସୁନ୍ଦର ଭିଡିଓ ପଠଉ ଥିବା ରୁ ନଟିଆ କମେଡି ର ସବୁ ସଦ୍ୟସ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ.

    • @puspitapanda5265
      @puspitapanda5265 3 роки тому +1

      Help and support the attached resume for the cjyufhk a daily email quota no inventory management studies mohammad ali Khan and apu r maal ber kore anlam ar the same to you a e you may be e

    • @prasantabehera7705
      @prasantabehera7705 3 роки тому +1

      Right

    • @criminal0928
      @criminal0928 3 роки тому

      Rite

    • @crazy440voltkajhatka9
      @crazy440voltkajhatka9 3 роки тому +2

      199 likes to you

    • @Text_Talks
      @Text_Talks 3 роки тому +1

      @@crazy440voltkajhatka9 Thanks my friend! Nice to meet you! Have a good day

  • @niranjanasahu2600
    @niranjanasahu2600 3 роки тому +2

    ପୂଜା ପାଇଁ ନଟିଆ ନଣ୍ଡା ହୋଇଗଲା
    କିନ୍ତୁ ପୂଜା ନଟିଆର ଭଲପାଇବା ବୁଝିପାରିଲା ନାହିଁ
    ଏବଂ ନଟିଆ ନଣ୍ଡା ହୋଇଥିବାରୁ ତା ବାପା ତାକୁ ବାଡାଇଲା ଓ ସ୍କୁଲରେ ପଢୁଥିବା ପିଲାମାନେ ନଟିଆର ମଜା ଉଡାଇଲେ

  • @subhambro8235
    @subhambro8235 3 роки тому +113

    ଯେଉଁ ମାନେ ଛୁଆ ବେଳେ ନଟିଆ ଭଳି କୁଞ୍ଚୁକୁଞ୍ଚିଆ ଚୁଟି ଥିଲା । ଆଉ ଯେଉଁ ମାନେ ଛୁଆ ବେଳେ ନଣ୍ଡା ହେଇ school 🏫🏫🏫 ଗଲା ବେଳେ ସାଙ୍ଗ ମାନେ ମଜାକ କରୁଥିଲେ ଗୋଟିଏ Like 👍👍👍 କର ।

  • @yashdeeppradhan5031
    @yashdeeppradhan5031 3 роки тому +2

    So happy comedy

  • @legendrider800
    @legendrider800 3 роки тому +28

    ନଟିଆ ଭଳି କିଏ କିଏ ଲଣ୍ଡା ହେଇଛ ଲାଇକ କର 😂 ଆଉ କିଏ ତମ ଲଣ୍ଡା ମୁଣ୍ଡକୁ ଦେଖି ହାତ ମାରିଛନ୍ତି 👍🏻 ଲାଇକ କର 😊 ଜୟ ଜଗନ୍ନାଥ 🙏

  • @abinashjenaofficial287
    @abinashjenaofficial287 2 роки тому +2

    ମୁଁ ସବୁବେଳେ ଦେଖେ ନଟିଆ କମେଡି, ବହୁତ୍ ଭଲ ଲାଗେ ମୋତେ,❤️❤️❤️❤️❤️❤️❤️❤️❤️❤️❤️❤️❤️

  • @Gamerz.516
    @Gamerz.516 3 роки тому +2

    This is the best cartoon

  • @phatphapradio868
    @phatphapradio868 3 роки тому +205

    ଅଲମ୍ପିକରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତାଇଲେ 🏅🏅ନିରଜ ଚୋପ୍ରା 🎉
    ତ ଆମେ ସମସ୍ତେ ମିଶି ତାଙ୍କୁ ଅଭିନନ୍ଦନ ଜଣାଇବା ଉଚିତ୍ 🏅

  • @jyosnaranibehera4649
    @jyosnaranibehera4649 3 роки тому +2

    Mo na natia. Bujhilu..... So funny🤣😝😜

  • @sovanmohanty49
    @sovanmohanty49 3 роки тому +50

    ଏଇ କାହାଣୀ ରୁ ଶିକ୍ଷା ମିଳିଲା ଯେ ନିଜର natural look ଠାରୁ best au କିଛି ବି ନୁହଁ

  • @evenkatrao8129
    @evenkatrao8129 3 роки тому +2

    So beautiful comedy

  • @mr_abhi_creation689
    @mr_abhi_creation689 3 роки тому +7

    ମୋ ହୃଦୟର କଥା...
    #HeyPrabhu
    *ମୋତେ ସୁଖ ଏତିକି ଦିଅ ଯେ ମୋ ମନରେ ଅହଙ୍କାର ନ ଆସୁ..*
    *ଆଉ ଦୁଃଖ ମୋତେ ଏତିକି ଦିଅ ଯେ ତୁମ ଉପରୁ ଯେମିତି ଭରସା ନ ତୁଟୁ....*
    🙏😍#JayJagannath 🙏🙏

  • @_._saanvi___269
    @_._saanvi___269 3 роки тому +10

    Jaha kuha pachake, puja ra ego achi 🤣

  • @mrchikul4357
    @mrchikul4357 3 роки тому +253

    ଜୀବନରେ କିଛି ମିଳୁ କି ନ ମିଳୁ ବାସ ନଟିଆ ଆଉ ଗେଣ୍ଡୁ ଭଳି ସାଗ ଦରକାର 😎😎😎

    • @iswarkanjia1085
      @iswarkanjia1085 3 роки тому +1

      🛀🏼🛀🏼☃️🛀🛀🏼☃️🌨️🌨️🌃🌃🌃🌃🌃🌃🌃🌃🌃🌃🌃🌃🌨️🌨️🌨️🌨️

    • @miliparida699
      @miliparida699 3 роки тому +3

      Hn sata katha

    • @mrchikul4357
      @mrchikul4357 3 роки тому +1

      @@miliparida699 hmmm

    • @puspitapanda5265
      @puspitapanda5265 3 роки тому +1

      🌃🌃🌃🌃🌏🌑✨🌨️💫✨🌠

    • @prasantabehera7705
      @prasantabehera7705 3 роки тому +1

      Hmmmm

  • @purusottamnayak3764
    @purusottamnayak3764 3 роки тому +2

    ଅତି ସୁନ୍ଦର
    ବର୍ତ୍ତମାନ ସବୁଆଡେ ଡେଙ୍ଗୁ ର ଆତଙ୍କ
    ତାକୁ ନେଇ ଗୋଟିଏ ସଚେତନତା କାହାଣୀ ହେଉ ।

  • @bikrampradhan3527
    @bikrampradhan3527 3 роки тому +166

    ପୂଜା ପାଇଁ ନଟିଆ ନଣ୍ଡା ହେଇଗଲା ରେ 😂😂😂😂

  • @biswajitsahoo07
    @biswajitsahoo07 3 роки тому +7

    Natia help landa part 2
    Please, please

  • @Ranjankumar-vl5bs
    @Ranjankumar-vl5bs 3 роки тому +15

    ଖୁର ରେ ଲଣ୍ଡା ହେବା କଥା ସମସ୍ତେ ଜାଣନ୍ତି,
    କଇଁଚି ରେ ଲଣ୍ଡା ହେବା କଥା ନଟିଆ comedy ରୁ ଦେଖିଲି।

  • @dipugiri773
    @dipugiri773 3 роки тому +2

    ବୁହତ ଭଲ ଲଗିଲା👍😢💐

  • @bikrampradhan3527
    @bikrampradhan3527 3 роки тому +34

    ଆଜି କାଲିର ପିଲାମାନେ girlfriend ପାଈଁ କ'ଣ କ'ଣ କରିବସିଲେଣି । 😂🤣😂🤣😅🤣

  • @SMToonSurprise
    @SMToonSurprise 3 роки тому +15

    This is the most beautiful look on natia......gd .....keep it up.......as possible quickly upload new natia comedy.......👍👍👍👍👍

  • @Sonic-BOM
    @Sonic-BOM 3 роки тому +34

    Thank you for making our day better🤗🤗

  • @guddydipa1924
    @guddydipa1924 Рік тому +13

    Thank bhai ate Sundar cartoon bahar kala samaste nkara fevorite heigala natia comedy my favorite cartoon natia comedy mate bahut bahut bahut bhala laguchi a cartoon ❤️❤️❤️

  • @Abhi-panda
    @Abhi-panda 3 роки тому +5

    ବହୁତ ଭଲ ଲାଗିଲା।

  • @hirankumarbehera5298
    @hirankumarbehera5298 3 роки тому +12

    ନଟିଆ ଆଉ ଗେଣ୍ଡୁ ଭଳିଆ ସାଂଗ ଆଜିକାଲି ବିରଳ । Natia comedy ଅତି ସୁନ୍ଦର କେମଡି ।👌💐💐💐

    • @sssrinath7908
      @sssrinath7908 3 роки тому

      ua-cam.com/video/EM4f9fbMVdg/v-deo.html।

  • @jharanachandanvlog
    @jharanachandanvlog 3 роки тому +79

    ଜୟ ଜଗନ୍ନାଥ 🙏🙏
    ମୋର ପ୍ରିୟ ଓଡ଼ିଆ ଭାଇ ଭଉଣୀ
    ମାନଙ୍କୁ ମୋର ପ୍ରଣାମ 🙏🙏

  • @marvelfan8569
    @marvelfan8569 3 роки тому +10

    ନଟିଆ ଲଣ୍ଡା ହେଲା part ପରେ ନଟିଆ ର ନୂଆ haircut part ଗୋଟିଏ ବନଉନ ଯେଉଁଥିରେ ନଟିଆ ବାଳ ଲମ୍ବା ଓ ସୁନ୍ଦର ଥିବ

    • @sssrinath7908
      @sssrinath7908 3 роки тому

      ua-cam.com/video/EM4f9fbMVdg/v-deo.html।

  • @kshyamanidhirout6199
    @kshyamanidhirout6199 3 роки тому +59

    ମୁଁ ବି ଛୋଟ ବ୍ରଳେ ଲଣ୍ଡା ହେଇଥିଲି ଆଉ ସାଙ୍ଗ ମନେ ବି ମତେ ବହୁତ ଚିଡ଼େଇ ଥିଲେ ,, ବଡ଼ ସ୍ମୁର୍ତୀ ଗୋଟେ ମନେ ପଡ଼ିଗଲା😄😄

  • @kajal5785
    @kajal5785 3 роки тому +2

    ନଟିଆ ପୂଜାର ଲଭ୍‌ ଆଗକୁ ବଢୁ Switz

  • @susantakumar7601
    @susantakumar7601 3 роки тому +37

    ନଟିଆ କୁ ସେମିତି ନଣ୍ଡା କରିଦିଅନ୍ତି ନଟିଆ ନଣ୍ଡା ହେଲେ ଭଲ ଦେଖା ଯାଉଛି 😘😘

  • @biswajitbehera8706
    @biswajitbehera8706 3 роки тому +8

    ସାର୍ ନଟିଆ ର ଗୋଟେ ବୋଲ୍ ବମ୍ ଭିଡିଓ କରନ୍ତୁ ବହୁତ ମଜା ଲାଗିବ

  • @sipunRRM
    @sipunRRM 3 роки тому +29

    ନଟିଆ ର ମାମୁଁ ଘର content ରେ କୌଣସି ଗୋଟେ ହେଲେ video ନାହିଁ କଣ ନଟିଆ ର ମାମୁଘର ନାହିଁକି?

  • @maataravivideo
    @maataravivideo 6 місяців тому +2

    Ilovefrombharat

  • @mama-pm6tf
    @mama-pm6tf 3 роки тому +7

    Fresh morning with natia comedy..🌄👍👍

    • @phatphapradio868
      @phatphapradio868 3 роки тому

      Hi
      Sasmita Dey! Has someone ever told you: You are very beautiful?

    • @mama-pm6tf
      @mama-pm6tf 3 роки тому +1

      @@phatphapradio868 no....

    • @ramanisahu5979
      @ramanisahu5979 3 роки тому

      Hii

    • @phatphapradio868
      @phatphapradio868 3 роки тому

      @@mama-pm6tf Do you want to hear the truth? 😊

    • @mama-pm6tf
      @mama-pm6tf 3 роки тому +1

      @@phatphapradio868 yes.what is the truth?

  • @henaranimohanty275
    @henaranimohanty275 3 роки тому

    This is the best vedio rather than all 184 episodes of utkala cartoon world

  • @chandanpadhankalapathar6129
    @chandanpadhankalapathar6129 3 роки тому +8

    Natia and puja ର love ଆ ଗକୁବଢୁ

  • @ayashkant7680
    @ayashkant7680 3 роки тому +1

    Natia to pai Nanda heichi this part heart 💖💖 tochuhing

  • @kamallochansahoo756
    @kamallochansahoo756 3 роки тому +115

    ସବୁବେଳ ପରି ଏଥରଭି ବହୁତ୍ ଭଲ ହୋଇଛି ଷ୍ଟୋରୀ, ନଟିଆକୁ ଦେଖିକି ସତରେ ପିଲା ଦିନ କଥା ଆଉ ଆମ ଗାଁ ପରିବେଶ ସବୁବେଳେ ଆଖି ଆଗରେ ଆସିଯାଏ। Thank You all for this Beautiful Story with amazing animation.
    Always Natia Animation is Best 👍

  • @babitasahoo2323
    @babitasahoo2323 3 роки тому +1

    Mote natia comedy bahut bhala lage 🥰❤️❤️❤️❤️❤️❤️ I love natia comedy ❤️❤️

  • @dambarutitisilet4476
    @dambarutitisilet4476 3 роки тому +46

    ନଟିଆ ତୁମକୁ ଏତେ ଭଲ ପାଉଛି ପୂଜା ତୁମେ ଆଉ କେବେ ବୁଝିବ ନଟିଆ ର ଭଲ ପାଇଁବାର

  • @rakeshkumarswain1980
    @rakeshkumarswain1980 3 роки тому +13

    This is the most wonderful moments...tali tali....sanga tali...la lae

    • @sssrinath7908
      @sssrinath7908 3 роки тому

      ua-cam.com/video/EM4f9fbMVdg/v-deo.html।

    • @sssrinath7908
      @sssrinath7908 3 роки тому +1

      ua-cam.com/video/EM4f9fbMVdg/v-deo.html।

  • @senapatilyricsstatus1711
    @senapatilyricsstatus1711 3 роки тому +45

    ମୁଁ ଜ୍ୟୋତିଷ ନୁହେଁ କିନ୍ତୁ ଏବେ କହିପାରିବି ଯେ
    ନଟିଆ ପୂଜା ପାଇଁ କିଛି ବି କରିପାରିବ
    😂😂😂😂😂😂

  • @prabhatsahu143bhanjangar
    @prabhatsahu143bhanjangar 3 роки тому +4

    Good morning all friends Jay jagannath 🙏🙏🙏🙏

  • @biswajitbadalb.d2846
    @biswajitbadalb.d2846 3 роки тому +25

    Moral of the story many more boys faced hair losing problems 😔😔

    • @Banaja-xv6wv
      @Banaja-xv6wv 8 місяців тому +1

      Jgrhfheyuydyywyteuhxfyw6dyksgxjs😅😮😢ejyyejx5ieysky😅jhwusj64o63iruu3ur😮🎉😂❤

  • @Betterversion09
    @Betterversion09 3 роки тому +15

    Hello Natia ! Hello everybody! Happy new week everyone 😊✨✨💲💲

  • @chitrasenagouda7767
    @chitrasenagouda7767 3 роки тому +5

    ପୁଜା ଆଉ ନଟିଆ ଲଭ ଷ୍ଟୋରି କେବେ ଆସିବ ଉକ୍ତଳ କମେଡି ଜୋକ୍ ଜୟ ଜଗନ୍ନାଥ ଓଡ଼ିଶା

    • @sssrinath7908
      @sssrinath7908 3 роки тому

      ନିଶ୍ଚୟ ଆଗକୁ ଆସିବ

    • @sssrinath7908
      @sssrinath7908 3 роки тому

      ua-cam.com/video/EM4f9fbMVdg/v-deo.html। ।।।

  • @tarakantgiri3326
    @tarakantgiri3326 3 роки тому +36

    I know this video & story is jst for fun but why to chase before a person who don't even care about u & ur feelings (pooja & natia)
    Anyway nice creation 👍

  • @swarnaprabha3960
    @swarnaprabha3960 3 роки тому +4

    Beautiful comedy 😆😆

  • @kanhucharan5487
    @kanhucharan5487 3 роки тому +110

    ବିଚାରି ନଟିଆ ପୂଜା କଥାରେ ପଡିକି ସୁନ୍ଦର ଦେଖାଯିବ ବୋଲିକି ଲଣ୍ଡା ହେଇଗଲ, ଆଉ ନଟିଆ ତା ଭଲ ପାଇବା ପାଇଁ କେତେ କଣ କରୁଛି ପୂଜା ପାଇଁ ଆଉ ବିଚାରି ପୂଜା ଟିକେ ହେଲେ ନଟିଆ ର ଭଲ ପାଇବାକୁ ବୁଝିପାରୁନି 😄😄

  • @LARVAenEspanol
    @LARVAenEspanol 3 роки тому +29

    ଏହାକୁ ପ reading ୁଥିବା ବ୍ୟକ୍ତିଙ୍କ ପାଇଁ: ଯଦିଓ ମୁଁ ତୁମକୁ ଜାଣେ ନାହିଁ | ମୁଁ ଚାହେଁ ତୁମର ଜୀବନର ସର୍ବୋତ୍ତମ ଅଛି |

  • @kainatparween7821
    @kainatparween7821 3 роки тому +8

    Plz plz natia story ra episode daily 2/3 ta upload karantu mote bahut bholo lage daily dekhi baku mu daily old episode guda dekhi mind fresh karuchi

    • @FATEGARHTOKA
      @FATEGARHTOKA 4 місяці тому

      Skip Gote Story Kale Kete Time lagiba janichha 😢😢 Kathare Kahile Habani 😅

  • @uhujhfhhgh8
    @uhujhfhhgh8 3 роки тому +1

    ବଇଁଶୀ ର ସ୍ଵର ଜୟୀ Sir ଙ୍କ ପରି କରl ଯାଇଥିବାରୁ ବହୁତ୍ ଭଲ ଲାଗୁଚି..

    • @sssrinath7908
      @sssrinath7908 3 роки тому

      ua-cam.com/video/EM4f9fbMVdg/v-deo.html।

  • @sweetyvideocreation229
    @sweetyvideocreation229 3 роки тому +55

    ଆଗକୁ ସ୍ୱାଧୀନତା ଦିବସ ଆସୁଛି....... Utkal ଗ୍ରୁପ ku ଅନୁରୋଧ ପୁରା ବୋବାଲ comedy ପାଈଁ prepair ହେଇ ଯାଇ ଥାନ୍ତୁ.........ଯେମିତି ନ ହସିକି ରହି hebo ନାଇଁ....... Especially ପୂଜା ଆଉ ନୋଟୁ ପାଈଁ ଯେମିତି comedy ହେବ........

  • @stmaker2874
    @stmaker2874 3 роки тому +1

    ନଟିଆ 🤣🤣🤣🤣 ,ତମର ତାହେଲେ କଥା ବାର୍ତ୍ତା ଠିକ୍ ନାହିଁ । ବିଚାର ନଟିଆ, ଲଣ୍ଡା ହୋଇ ସାଙ୍ଗ ହସା ଲଣ୍ଡା ନ ହୋଇ ଵି ସାଙ୍ଗ ହସା 🤣🤣🤣। ନଟିଆ ପାଇଁ ଅପେକ୍ଷାର ଫଳ କଟା ହୋଇଗଲା 😂😂😂😂 ।

  • @vaidyasamuha3793
    @vaidyasamuha3793 3 роки тому +12

    Moral of the story-Jhia manaku varosha karibani...tanka katha barta thik nai(chankya)

  • @asishkumar5935
    @asishkumar5935 3 роки тому +3

    Beautiful Story 🙂🙂

  • @akashsamad8612
    @akashsamad8612 3 роки тому +4

    Good morning natia family. ...

  • @divyakathamrita3868
    @divyakathamrita3868 3 роки тому

    ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।
    🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻
    ଶ୍ରୀ ରବିନ୍ଦ୍ର ନାରାୟଣ ମିଶ୍ର
    ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ//////////////////////////

  • @rajeshofficial74388
    @rajeshofficial74388 3 роки тому +6

    ନଟିଆ ହେଲା ଲଣ୍ଡା ବହୁତ୍ ବଢିଆ ଲାଗିଲା

  • @soumyagaming3257
    @soumyagaming3257 3 роки тому +12

    Utkal cartoon is legend ❤️❤️❤️❤️

  • @B.K035
    @B.K035 3 роки тому +6

    Gandu is real friend for Natia ..

  • @rkplife
    @rkplife 3 роки тому

    Superb Story Natia Bhai. Namaskar.

  • @Trueloveyouth
    @Trueloveyouth 3 роки тому +26

    ବହୁତ ବଢିଆ ମୁଁ ବି ନଣ୍ଡା ହେଇଥିଲି😁😊

  • @gamingwithlipun9685
    @gamingwithlipun9685 3 роки тому +2

    Wahh kya scene Haa. . . . . .

  • @senapatilyricsstatus1711
    @senapatilyricsstatus1711 3 роки тому +30

    Love From ଢେଙ୍କାନାଳ ❤❤

  • @adv.snehasishjagadeb1287
    @adv.snehasishjagadeb1287 3 роки тому +2

    Beautiful 💐👌👍😆

  • @cutiesuman3376
    @cutiesuman3376 3 роки тому +42

    This is the 1st comedy chaneel which always give a messege to society 😊keep it up👍

  • @Priya_Dreamy_Life
    @Priya_Dreamy_Life 3 роки тому +3

    🤣🤣🤣🤣👏👏👏👏👏👏👏..wow
    Very nyc episode

  • @LarvaTubaShow
    @LarvaTubaShow 3 роки тому +34

    This is the most beautiful look on Natia...keep it up.......as possible quickly upload new natia comedy

  • @sadasibprasadnayak2251
    @sadasibprasadnayak2251 3 роки тому +1

    Very very very very much excellent story🥰🥰🥰🥰🥰🥰🥰🥰

  • @priteshmangaraj1790
    @priteshmangaraj1790 3 роки тому

    Mu natia comedy na dekhu dekhu prathame like kare tapare vdo dekhe I love it ❤️❤️❤️

  • @smileboynilanchalabehera2952
    @smileboynilanchalabehera2952 3 роки тому +9

    Morning 🌅

  • @jasomatipatra4902
    @jasomatipatra4902 3 роки тому +36

    After a long time I'm back to natia comedy I'm so happy and thank you very much natia comedy team....new new episode post karithibaru.....

    • @sssrinath7908
      @sssrinath7908 3 роки тому

      ua-cam.com/video/EM4f9fbMVdg/v-deo.html।

    • @pixelTales-LS
      @pixelTales-LS 2 роки тому

      Hello.Jasomati.Hope You are well

  • @Staranantacreator
    @Staranantacreator 3 роки тому +5

    Oyy.taklu..natiya. ❤️❤️❤️❤️gote cricket upore hou. S.sir 🙏🏻🙏🏻

  • @dillipkumarnayakdillip4053
    @dillipkumarnayakdillip4053 3 роки тому +1

    Super comedy 👌👌👌

  • @anjankumarnayak3482
    @anjankumarnayak3482 3 роки тому +13

    Today's is a great day to smile and be happy.... Good🌞 morning natia....

  • @satpathyns5367
    @satpathyns5367 3 роки тому +30

    ଓଡିଶା olympic ଖେଳ ରେ hockey ଟିମ କୁ sponsor କରି ଓଡିଶା ର ନାମ କୁ ବିଶ୍ୱ ରେ ଲୋକପ୍ରିୟତା ଦେଇପାରିଛି

  • @astrom330
    @astrom330 3 роки тому +8

    Bahut sunder ❤️❤️❤️❤️

  • @jasmine73338
    @jasmine73338 3 роки тому +60

    Don't change your originality for the sake of others always be happy what you have 👍👍👍😀😀

  • @sanubagh2516
    @sanubagh2516 3 роки тому

    Friends forever ❤️👥👥👥

  • @bijaykumardas3001
    @bijaykumardas3001 3 роки тому +26

    Now natia looks so cute

  • @pinkynayak5559
    @pinkynayak5559 3 роки тому +1

    Gote Din Natia Na Dekhile Bhala Laguni Sehithi pain Please early episode Chadhantu

  • @kumarmaniboita2014
    @kumarmaniboita2014 3 роки тому +6

    God amaku jaha deichhanti setikire santosta haba.... Taku badalai pariba nahi... Natia my favorite hero before natia Hritikroshan style karithila bahut badhia....

  • @swastikranjansethi8643
    @swastikranjansethi8643 3 роки тому +175

    Moral of the show: Never lose your identity for others. Be happy with what u are.☺️

  • @shantanupanda1017
    @shantanupanda1017 3 роки тому +8

    ଦଶହରା ଛୁଟି ରେ 2ଗ୍ରାମ ଭିତରେ ଗୋଟେ ଜୋରଦାର କବାଡି ପ୍ରତିଯୋଗିତା କରାଯାଉ

  • @gitikanayak8176
    @gitikanayak8176 3 роки тому +1

    Thanks natia ra all family

  • @sandhya3346
    @sandhya3346 3 роки тому +5

    Puja don't understand natia feelings 😡🤣

    • @pabitrasahoo302
      @pabitrasahoo302 3 роки тому

      Mu b triggered insaan ra bahut bada fan

    • @sandhya3346
      @sandhya3346 3 роки тому

      @@pabitrasahoo302 instagram hai apka?

  • @sushreepriyadarshanimahapa1766
    @sushreepriyadarshanimahapa1766 3 роки тому +1

    Ooo...my natia....💓💓💓💓

  • @gobindaediting708
    @gobindaediting708 3 роки тому +6

    Good morning

  • @freestyleavidancer4373
    @freestyleavidancer4373 6 місяців тому +1

    Love form odisha ❤ panchelingeswar toka 😊

  • @mrnihar3603
    @mrnihar3603 3 роки тому +4

    Nice ଭିଡ଼ିଓ ❤❤❤

  • @nirojpradhan5075
    @nirojpradhan5075 3 роки тому +1

    Mind blowing