mahamayi jatra 1st day ଏହି ଦିନରେ ମାଙ୍କ ଅସ୍ଥାୟୀ ଗୃହ ପ୍ରତିଷ୍ଠା,ମାଙ୍କ ଆଗମନ ସକାଶେ ଆଜ୍ଞାମାଳ ନିଅ ଯାଇ ଥାଏ

Поділитися
Вставка
  • Опубліковано 16 вер 2024
  • #mahamayijatra2022 #boiraniJatra2022
    ଜଗତଜନନୀ ମା ମହାମାୟୀ ଙ୍କର ବାର ବର୍ଷକୁ ଥିବା ବିଶ୍ୱପ୍ରସିଦ୍ଧ ଯାତ୍ରା ଆଜି ଆରମ୍ଭ ହୋଇଛି ସେଥି ପାଇଁ ସମଗ୍ର କବିସୂର୍ଯ୍ୟନଗର ଚଳଚଞ୍ଚଳ ହୋଇ ପଡିଛି . ଓ ତା ସହ ଆଖପାଖ ଅଞ୍ଚଳର ଲୋକଙ୍କ ମନରେ ବହୁତ ଖୁସି ଦେଖାଦେଇଛି .
    ମହାମାୟୀ ଯାତ୍ରାର ପ୍ରଥମ ଦିନ ଏହି ଦିନରେ ମାଙ୍କ ଅସ୍ଥାୟୀ ଗୃହ ପ୍ରତିଷ୍ଠା ସହ ମାଙ୍କ ଆଗମନ ସକାଶେ ମନ୍ଦିରକୁ ଆଜ୍ଞାମାଳ ନିଅ ଯାଇ ଥାଏ
    ମା ମହାମୟୀଙ୍କ ନୀତି ଅନୁସାରେ ଦେସିବେହେରା ସାହି ମାଙ୍କ ଗୃହରୁ ଆଜ୍ଞା ମାଳ ନେଇ ମନ୍ଦିର କୁ ଆସିବା ପରେ ଜଗତ ଜନନି ମା ମହାମାୟୀ ମନ୍ଦିରରରୁ ନିଜଘରକୁ ବା ଦେସିବେହେରା ସାହି ମାଙ୍କ ଗୃହକୁ ଆଗମନ କରିବେ । ଏହି ସବୁ କାର୍ଯ୍ୟକ୍ରମ ମହାମୟୀ ମନ୍ଦିର ରେ ଅନୁଷ୍ଠିତ ହେବ ।ସେହି ସମୟରେ ମାଙ୍କ ଘଣ୍ଟ ବାଦ୍ୟ ସହପୂଜାର୍ଚ୍ଚନା କରି ମାଙ୍କୁ ଅଣାଯିବ।

КОМЕНТАРІ • 7