Sri Sudhir Dash BSKYB Adviser। ଜିନ୍ଦାବାଦ୍ ସୁଧୀର ଦାସ ଗୀତ। MAA Majhighariani Entertainment
Вставка
- Опубліковано 24 тра 2021
- A Song for State Biju Swasthya kalyana Yojana Adviser- Sri Sudhir Das.
Song- Zindabad- Sudhir Das
Singer- Tapan Batra
Jayashree Tripathy
Music/Lyrics- Geet Panigrahy
Arrangement- Subham Samal
Recording- Studio SB Record Inn
Mix/Master- Er. B.K. Mohanty
Producer- Pramod Kumar Dash
Mix - mastered - Er.B K Mohanty
DOP Edit- Byoms'ClickGlanza
Special Thanks to- Anand Kumar
Like || Share || Comment || Subscribe || Support ||
TURN ON THE BELL ICON on the channel! 🔔 SUBSCRIBE to Maa Majhighariani Entertainment
................................................................................................................
Gmail - multistarsuprit@gmail.com
................................................................................................................
Our Social Links
UA-cam - / maamajhigharianientert...
Twitter- / supritsantoshbacha
instagram- / supritsantoshbachaoffi...
LinkedIn- / suprit-santosh-bacha-7...
Facebook- / supritsantoshbacha
Facebook Page- / maamajhighariaanienter...
...............................................................................................................
................................................................................................................
ବିଶେଷ ସୂଚନା
ଏହି ଭିଡ଼ିଓ କେବଳ ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ( MME Odia ) ୟୁଟ୍ୟୁବ ଚ୍ୟାନାଲ ପାଇଁ। ଏହାକୁ ଅନ୍ୟକେହି ଆମର ବିନା ଅନୁମତିରେ ତାଙ୍କ ୟୁଟ୍ୟୁବ (UA-cam) ଚ୍ୟାନାଲରେ ଛାଡ଼ି (Upload) ପାରିବେ ନାହିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତାହାହେଲେ ଆମେ ବିନା information ରେ copyright strike କରିବୁ।
................................................................................................................
#SudhirDash
#ZindabadSudhirDash
#BijuSwasthyaKalyanYojonaAdviser
#NewOdiaSadSong
#MmeOdia
#MaaMajhigharianiEntertainment - Розваги
Super song Sudheer Bahana jindabad
Bahuta badia bhala Gita heichi
Excellent 👌👍 Tapan sir god bless you sir super,👌🙏🙏🙏🙂
So nice song sir 🙏🙏🙏🙏🙏
Very helpful person Mr Sudhir das
nice song 😃
Exlent
Great singer my friend Tapan carry on sanga ♥️
A born leader.. Sushir Das.
Wonderful nice singing Tapan bhaina
Tapan bapa excellent 👍💯 voice bapa.. God bless u
Nice my brother's 😍😍😍😍😍😍😍
Sidhir Das my all time favourite leader 🙏🌹👌🥰
Excellent yrr Super 👌❤️
Super song babu
Jay Jagannath
Superb little...💖
Nice lyrics and composition
Nice song
He is one of the Silent person our Rayagada District. All program will be presented 🙏🙏🙏 and music is to good.
Congratulations Guys 💐
Nice . Jayashree..
I am waiting
👌
Nice development my Rayagada all the best to all👍👍❤❤
geet sir nice lyrics ..tapan and jayshree ur work so nice.. bapi bhai bk ur work always outstanding ..
He loves me too much for my educational development programme and social work activities. Love you sir for🙏
nice arrangement... Love u all
Nice Tappan Bhaina
Superb
Excellent Song
Mast song
I like the bjd song
👌👌🎉
Superb Song
Nice voice Subhashree 👌
Sango khatarnak re ❤️ I am proud of you
Most heichhi
Beautiful song🎤
nice singing
Waiting for full song
Nice
Nice pic
V nice in all respect
Wow super beautiful
Super voice
Sudhir das jindabad
🙏🙏🙏🙏🙏
Nice one ❤️
Ok
❤️
Good song 👍
Bjd ♥️💕♥️🙏
Se ଜଣେ ଫାଲତୁ ଲୋକ
Jai sudhir dash 🙏🏽🙏🏽🙏🏽
Bjd Jindabad...
jay bjd
Nice song Tapan bhaina super voice
Special thanks to MMG to make this music video for his excellency. 🙏
Bjd jindabad
Nice
ହେଇଛି ପୁରା ପୁରି ଗୁଣ୍ଡ 👌
sudhir das video dekhla ki nae
Barsha dina bhai tike thini jaa libhijiba😂😂
ଏଇ SB STUDIO ରୁ ଆଦିବାସୀ ଗୀତ ଗୋଟେ record ହଉ,,,, ନିଶ୍ଚିତ unique ହବ
ସେ କୌଣସି ସମାଜ ସେବୀ ନୁହନ୍ତି। ସେ ଜଣେ ରାଜନୀିଜ୍ଞ ତା ପାଇଁ କୌଣସି ପ୍ରକାରେ ରାୟଗଡ଼ା ର ବିକାଶ କି ସୁଧୀର ଦାସ କହିଲେ ରାୟଗଡ଼ା ଉନ୍ନତି କିମ୍ବା ରାୟଗଡ଼ା ର ଛବି କୁ ବିକାଶ କଥା କହି ହୁଏ ନାହିଁ l
ଯିଏ lyrics ଲେଖିଛି ଥରେ ଜଣେ ଆଦିବାସୀ କୃଷକ ପାଇଁ lyrics lekha, ରାୟଗଡା ରହି କି ବି ନେତା ମାନଙ୍କ ପଛେ ହି ଥାଳି ଧରି ବୁଲୁଛ । ଛି ଛି ରେ ମଣିଷ
ଶୁଣିଛି, ଥାଳି ଧରି ବୁଲିବା ଲୋକ କୁ ହିଁ ଥାଳି କଥା ହଠାତ୍ ମନେପଡେ । କୃଷକ ଆମ ଦେଶ, ରାଜ୍ୟ, ଜିଲ୍ଲା ଓ ଅଞ୍ଚଳ ପାଇଁ ଗର୍ବ । ଯଦି ସେଇ କୃଷକମାନଙ୍କ ପାଇଁ ଗୀତଟିଏ ଲେଖାଯାଏ, ତାହା ହେଲେ ଆପଣ ଖର୍ଚ୍ଚ କରି କି ତାହା ସମସ୍ତଙ୍କ ସାମନାକୁ ଆଣିପାରିବେ କି ? ଜଣେ ଗୀତିକାର ହିସାବରେ ମୁଁ ଲେଖିବା ପାଇଁ ପ୍ରସ୍ତୁତ ଅଛି । ଆପଣଙ୍କ ଜବାବ୍ ଅପେକ୍ଷାରେ ରହିଲି 🙏🙏🙏
@@GeetGunjanCreation Yes, Sudhira Das ପାଇଁ ହିଁ କାହିଁକି ଲେଖା ହୋଇଛି । ଆଉ କିଏ ମିଲୁ ନାହିଁ କି । ରାୟଗଡା ର ପ୍ରସିଦ୍ଧ ମାଆ ମଝିଗୌରି ଙ୍କ ବିଷୟରେ ବି ଲେଖି ପରିଥାନ୍ତ।
ଗୋଟେ କଥା ମନେ ରଖ ମୁଁ କୃଷକ ଘର ର ପିଲା ଖରା ବର୍ଷା ରେ କାମ କରି ଶିଖିଛି ।
ପରିବାର ପାଇଁ ଦରକାର ପଡିଲେ ଥାଳି ଧରି ଭିକ ମାଗିବି ।
ଆପଣମାନଙ୍କ ପରି କାହାର ଗୁଣ ଗାନ କରି, ତାଙ୍କୁ ଶୀର୍ଷ ରେ ନେବା ପାଇଁ ଲୋକମାନଙ୍କୁ ମନରେ ତାହାର ଛବି ଆଣିବାକୁ ଚେଷ୍ଟା କରିବିନାହି ନାହିଁ ।
ତାହା ବି ପୁଣି ଜଣେ ରାଜନେତା ର
Sorry for That,
ଯିଏ ଲେଖି ଜାଣେ ସେ ସମସ୍ତଙ୍କ ପାଇଁ ଲେଖିଥାଏ । ମା ମଝିଘରଆଣୀ, ଶ୍ରୀ ଜଗନ୍ନାଥ, କୋରୋନା ଯୋଦ୍ଧା, କଳାକାର, ଆଲବମ୍, ପାକିସ୍ତାନ ପଙ୍ଗପାଳ, ଚାଇନା against ରେ ଗୀତ, ବିଜୟ ମହାନ୍ତି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୀତ, YuoTube ପାଇଁ, Film ପାଇଁ ଇତ୍ୟାଦି ଏମିତି ଅନେକ ଗୀତ ମୋର ମୁକ୍ତିଲାଭ କରିସାରିଛି । ଆପଣ ଯଦି ଖର୍ଚ୍ଚ କରିପାରିବେ, ଆପଣଙ୍କ ଭଲମନ୍ଦ ଉପରେ ବି ଗୀତ ହେଇପାରିବ । ରାଜନେତାଙ୍କ ପଛରେ ଥାଳି ଧରି ବୁଲିବା କଥା କହିଲେ ତ, reply ଦେବାକୁ ବାଧ୍ୟ ହେଲି । ଗୀତିକାର ଏତେ ଶସ୍ତା ନୁହନ୍ତି । ଲେଖିବାଟା ମୋର proffetion ନୁହଁ, hobby । ଏଥିରୁ ମୁଁ ପଇସା କମାଉନି । ମୋ proffetion ଅଲଗା । ଢ଼ିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ । ଜଣେ ଲେଖକ ଯାହା ପାଇଁ ବି ଲେଖିପାରିଵ ।
RB Himirika bhai sudhir das prathame jane bhala manisha duthiyare jane politician tha gote bhala manisha bishayare lekhiba kichhi kharap nahi jadi apananku hajam hauni thahale ENO pidiyanu hajam bhala see heijiba 😁😁
Khaliprahasana au kichhi nuhen
Gariba😂lakanku pain kichi kara
Rayagada bikash 😆😆😆
😂😂😂😂😂😂
ରାୟଗଡ଼ା ଆଜି ଗର୍ବିତ N.Bhaskar Rao ପାଇଁ, ରାୟଗଡ଼ା ବିକାଶ ଆଡ଼କୁ ଆଗେଇ ଯିବାରେ ପ୍ରଥମେ ରାମଚନ୍ଦ୍ର ଉଲାକା, ତାପରେ N.Bhaskarao ପାଇଁ ରାୟଗଡ଼ା ବିକାଶ ହୋଇଛି,
ରାୟଗଡ଼ା ଜିଲ୍ଲାର 15 ବର୍ଷର ବିକାଶ N.Bhaskar Rao ନାମରେ ପରିଚିତ, rayagada king 👑 is N.BhaskarRao, ସୁଧୀର ଦାସଙ୍କୁ ଏହିଭଳି ନାମରେ ପରିଚିତ ହେବାକୁ ଆଉ 10ବର୍ଷ ଲାଗିବ
Just okkk but i don't like sudhir das🙋
Gote thara meet kara atometic like kariba
Nice
Nice song
Super vice