JEEBANA DEEPA | ଜୀବନ ଦୀପ | PROMO VIDEO | SHASANK SEKHAR | NEW ODIA CHRISTIAN SONG | AMIT BADANAYAK

Поділитися
Вставка
  • Опубліковано 28 вер 2024
  • JEEBANA DEEPA || ଜୀବନ ଦୀପ || PROMO VIDEO || SHASANK SEKHAR || NEW ODIA CHRISTIAN SONG || AMIT BADANAYAK
    Praise The Lord...AB Music ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର ।
    ଶଶାଙ୍କ ଶେଖର କଣ୍ଠଦାନ କରିଥିବା ସରଗ ରାଇଜ ଓ ନରକ ଦଣ୍ଡ ଗୀତର ଅପୂର୍ବ ସଫଳତା ପରେ ପରେ AB Music ତରଫରୁ ପୁଣି ଥରେ ତାଙ୍କ କଣ୍ଠରୁ ଭେଟି ଦେଉଛୁ "ଜୀବନ ଦୀପ " ନାମକ ଏକ ଭିନ୍ନ ସ୍ୱାଦର ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ । Promo Video ମୁକ୍ତିଲାଭ ହୋଇଅଛି ଶୁଣନ୍ତୁ ଏବଂ ଜୀବନ ଦୀପ ଲିଭିବା ପୂର୍ବରୁ ନିଜର ପୁରାତନ ସ୍ୱଭାବକୁ ସଜାଡନ୍ତୁ।
    ସାରା ବିଶ୍ବକୁ ଦୋହଲାଇ ଦେଇଥିବା ବାହାନଗା ଠାରେ ମର୍ମନ୍ତୁଦ କରମଣ୍ଡଳ Express ରେଳ ଦୁର୍ଘଟଣାରେ ଅନେକ ଯାତ୍ରୀମାନଙ୍କ ଜୀବନ ଦୀପ ଲିଭି ଯାଇଛି। ବାସ୍ତବରେ ଏହା ଦେଶ ବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଦିନେ ଆମ ସଭିଙ୍କର ମଧ୍ୟ କେବେ ନା କେବେ ଜୀବନ ଦୀପ ଲିଭିବ। ଆମେ ଏ ଦୁନିଆକୁ ଏକା ଏକା ଆସିଛୁ ପୁଣି ଏକା ଏକା ଏ ଜଗତକୁ ଛାଡ଼ି ଯିବାକୁ ହେବ। ଏଣୁ ଆମ ଜୀବନ ଦୀପ ଜଳୁଥିବା ସମୟରେ ଯିହିଜିକଲ ୩୩ : ୧୩,୧୪,୧୫ ଅନୁସାରେ ପାପରୁ ଫେରି ଯଦି ନ୍ୟାୟ ଧର୍ମାଚରଣ କରିବା ତେବେ ନିଶ୍ଚୟ ଆମ ପାପ ସବୁ ଗଣନା କରାଯିବ ନାହିଁ ପ୍ରଭୁଙ୍କ ଦୃଷ୍ଟିରେ ସନ୍ତୋଷ ପାତ୍ର ହେଇ ପାରିବା। ଆଉ ଯଦି ମାଥିଉ ୧୬:୨୬ ଅନୁସାରେ ପ୍ରଭୁ ଯୀଶୁଙ୍କୁ ହୃଦେ ଧାରଣ ନ କରି ସମୁଦାୟ ଜଗତକୁ ଜିଣି ଯେବେ ଆମ୍ଭ ମାନଙ୍କର ଜୀବନ ହରାଇ ଦେବା ତେବେ କ'ଣ ଲାଭ ହେବ।
    SONG CREDITS :
    * Song : Jeebana Deepa (Promo Video)
    * Singer : Shasank Sekhar (Ollywood Singer)
    * Lyrics : Amit Badanayak
    * Music Composition : Amit Badanayak
    * Arrangement & Programming : Bapi Samal
    * Record & Mixing : Smruti Studio, BBSR
    * Mastering by : Smruti Ranjan Samal
    * Camera ,Edit & Poster - Biswo
    * Banner : AB Music
    * Prayer Supported By : Dn.Fr. Daniel Badanayak
    * Special Thanks : Premanidhi Singh, Julu Badanayak and Byasadev Digal
    * Production : AB Music
    * WhatsApp : 8895583382,7978601423
    * Contact : 7978601423,8895583382
    #jeebanadeepasong
    #jibanadipasong
    #newodiachristiansong
    #latestodiachristiansongs
    #shasanksekhar
    #amitbadanayak
    #amitbadanayakchristiansongs
    #shasanksekharchristiansongs
    #odiachristiansong
    #abmusic
    #latestodiachristiansongs
    #humanesagarchristiansongs
    #amitpanichristiansongs
    #newodiajisusong
    #odiajesussongs
    ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
    ତଳେ ଦିଆଯାଇଛି ଦେଖି ନିଅନ୍ତୁ
    ଆହେ ଦୁଃଖହାରୀ (Studio Version)
    • AHE DUKHAHARI || ଆହେ ଦ...
    ଧନ୍ୟ ଧନ୍ୟ (Amit Pani)
    • DHANYA DHANYA || ଧନ୍ୟ ...
    ଅଛି ଦିନେ ମରଣ (Humane Sagar)
    • ACHI DINE MARANA || ଅଛ...
    ବଡ଼ଦିନର ଅଭିନନ୍ଦନ ( Humane Sagar)
    • BADADINARA ABHINANDANA...
    ନରକ ଦଣ୍ଡ (Studio Version)
    • NARAKA DANDA | ନରକ ଦଣ୍...
    ସଙ୍ଗୀତର ସାତ ସୂରେ (Asima Panda)
    • SANGITARA SATA SURE ||...
    ଫେରିଆ ଫେରିଆ (Humane Sagar)
    • PHERIA PHERIA || ଫେରିଆ...
    ନାଉରୀ (JYOTIRMAYEE NAYAK)
    • NAURI | ନାଉରୀ | NEW OD...
    ରେ ମନ (HUMANE SAGAR)
    • RE MANA | ରେ ମନ | HUMA...
    ସରଗ ରାଇଜ (SHASANK SEKHAR)
    • SARAGA RAIJA | ସରଗ ରାଇ...
    ଅଳପ ଆୟୁଷ (Ananya Sritam Nanda)
    • ALAPA AYUSHA || ଅଳପ ଆୟ...
    ଆସିଛି ବଡ଼ଦିନ Asima Panda (Studio Version)
    • ASICHI BADADINA | ଆସିଛ...
    ମହାମାରୀରୁ ରକ୍ଷା କର (Asima Panda)
    • MAHAMARIRU RAKHYA KARA...
    ପ୍ରଶଂସା ହେଉ ତୁମର (Amit Pani)
    • PRASANGSA HEU TUMARA |...
    ଆରାଧ୍ୟ ଈଶ୍ୱର (Ira Mohanty)
    • ARADHYA ESWARA | ଆରାଧ୍...
    ଲହୁ ଭିଜା ଲଲାଟ (Studio Version)
    • LAHU BHIJA LALATA || ଲ...
    ମୁଁ ଯେ ଅକିଞ୍ଚନ (Studio Version)
    • MU JE AKINCHANA || ମୁଁ...
    ହେ ପ୍ରଭୁ (Full HD Video)
    • HE PRABHU || ହେ ପ୍ରଭୁ ...
    ହେ କ୍ରୁଶଧାରୀ (Studio Version)
    • NEW ODIA GOOD FRIDAY S...
    କମ୍ପିଉଠେ ଏ ଧରା ଧାମ (Studio Version)
    • KAMPIUTHE | କମ୍ପିଉଠେ |...
    କେତେବେଳେ ଚାଲିଯିବ ଜୀବନ (Full Video)
    • KETEBELE CHALIJIBA JEE...
    କେତେ କାଳରେ ମନ (Studio Version)
    • KETE KALA RE MANA || କ...
    ସତର୍କ ଟିକେ ରୁହ (Studio Version)
    • Satarka Tike Ruha || S...
    ଶେଷ ଘଣ୍ଟି ( Full Video)
    • SESHA GHANTI || ଶେଷ ଘଣ...
    ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
    • JISU MU TUMAKU HRUDE R...
    !!* ANTI-PIRACY WARNING *!!
    This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

КОМЕНТАРІ • 150