#10ମିନିଟ
Вставка
- Опубліковано 20 вер 2024
- 10ମିନିଟ ରେ ପ୍ରସ୍ତୁତ କରନ୍ତୁ#ବିସ୍କୋଟ ଗୁଲାବ ଜାମୁନ 👌#biscuit gulab jamun recipe odia🙏.
#viral
#odia
#odisha
#odiarecipe
#gulapjamun
#sweet
#gulabjamun
#10minutesrecipe
#1000
#10minutes
Wellcome to my channel, @odia bohu jhilis cooking 🙏,
ନମସ୍କାର 🙏
ଆପଣ ସମସ୍ତଙ୍କୁ odia bohu jhilis cookingରୁ ବହୁତ ବହୁତ ସ୍ୱାଗତ 🙏, ଆଶା କରୁଛି ଆପଣ ସମସ୍ତେ ଭଲ ରେ ଥିବେ ||ଆଜି ର ଭିଡ଼ିଓ ଟି ଆପଣ ମାନଙ୍କୁ ଭଲ ଲାଗିଲେ ||pls ଭିଡ଼ିଓ କୁ like, share au ଚାଁନେଲ କୁ subscribe କରିବାକୁ ଜମା ଭୁଲିବେନି 🙏
*******************************************
*******************************
******************
ବିସ୍କୋଟ ଗୁଲାବ ଜାମୁନ recipe
Ingredients :
1.marriegold biscuit
2.milk /milk powder
3.sugar
4. baking soda-2pinch
*************************
***************
• #5ମିନିଟ ରେ ପ୍ରସ୍ତୁତ‼️ବ...
• #ରଜ ସ୍ପେସିଆଲ #ତୁଲ୍ ତୁଲ...
• #ଉଷୁନା ଚାଉଳ ଜନ୍ତା ପୋଡପ...
• #ନୂଆ ପ୍ରକାର ପିଠା ବନାନ୍...
• #ଛେନାପୋଡ଼ ପରି ଲାଗିବ ଅତି...
• 🔥ଘରେ ଅତି ସହଜରେ ବନାନ୍ତୁ...
• ଥରକରେ ବନିବ💯 perfect 👌ଆ...
• ବିନା ଛାଞ୍ଚରେ ବି ବନିବ ମ...
• 🔥ବଜାର ପରି ଗୁଲାବଜାମୁନ👌ମ...
• 🔥ବାହାରୁ Crispy ଓ ଭିତରୁ...
ଅଟା ରେ ତିଆରି ସହଜ ବିସ୍କୁଟ :- • 🔥ଅଟାରେ ତିଆରି ସହଜ ବିସ୍କ...
ସବୁଠୁ easy ଚକୋଲେଟ ବିସ୍କୁଟ ରେସିପି :- • 🔥ଗୋଟେ ଥର ବନେଇ 2ମାସ ଖାଇ...
Instant ସୁଜି ଗୁଲାବଜାମୁନ recipe :- • 🔥ବିନା ସୋଡ଼ା,ବିନା କ୍ଷୀର...
• ଛେନା ଭଳି ଅତି କଅଁଳିଆ "କ...
• #ଛତୁ ପତ୍ରପୋଡ଼ା/Chhatu ...
For ଅତି ସହଜ କୁ ସ୍ୱାଦିଷ୍ଟ ସୁଜି ରସମଲେଇ recipe :- • #ଘରେ ଅତି ସହଜରେ😲ସୁଜିରେ ...
For ଘରେ ଥିବା 2-3ସାମଗ୍ରୀରେ ପ୍ରସ୍ତୁତ ଗୁଲାବଜାମୁନ ରେସିପି :- • 🔥ଗୋଟେ କପ୍ ଅଟାରେ ବନାନ୍ତ...
For suji ଗୁଲାବଜାମୁନ recipe :- • ଅତି କଅଁଳିଆ ସୁଜି ଗୁଲାବ ...
For instant ଅମୃତ ଭଣ୍ଡା podapitha recipe :-
• #10-15ମିନିଟ ରେ ଅତି ସହଜ...
, • #ଥରେ ତିଆରି କରି ବର୍ଷେ ଯ...
,
,
,
,
,
,
,
,
,
,
,
,
,
,
,
,
,
,
,
,
,
,
Thanks for watching 🙏
Bahut badhiya 😊😊😊😊😊
Thank you 😀😀
Vala karicha
@@BharatiBehera-vn7tr Thank You ♥️
Looking delicious 👌 👌
Thank you so much
Super it very very nic❤❤❤❤❤
Thank you so much ☺️
❤️🌹🌹👍
gulab jamun re sira bhala bhabe bhedi nahi
Sira ku bhala bhabe garam kari gulabjamun add kari, 1 minutes pain futei diantu,tapare 2hours rest diantu.. Nischya gulabjamun re sira bhedi jiba.
𝑫𝒊𝒊 𝒕𝒂𝒎𝒂 𝒗𝒐𝒊𝒄𝒆 𝒕𝒂 𝒎𝒂𝒔𝒕 𝒍𝒂𝒈𝒖𝒄𝒉𝒊❤❤
Thank You ♥️
👌👌
Ghia naa pakeile kichhi asubidha achhi kii please reply diaa
@@padmalayamahapatra3576 ନାଇଁ କିଛି ଅସୁବିଧା ନାହିଁ, ଘିଅ ବଦଳରେ Refind oil ବ୍ୟବହାର କରିପାରିବେ.
କିନ୍ତୁ ଘିଅରେ ବହୁତ ବଢିଆ flavor ଦେଇଥାଏ.
@@odiabohujhiliscooking4487 thanks 😊
Mora bhala helani chakata narama heethila kintu had hela
@@realvideo7492 chakata re 2pinch ଖାଇବା ସୋଡ଼ା ଦିଅନ୍ତୁ, ମିଠା ଜମା ବି hard ହେବନି.
Nice
Thank You
❤❤❤❤❤soo
Thank you so much ☺️
Amul re kale kichhi asubidha achhiki
Na
Tk kuha plz dd
Sry, mu tuma comments ebe dekhili
ua-cam.com/video/NVkoKEHxbeE/v-deo.htmlsi=XjbdrbWWT_k6UAPv
E link ta bread gulabjamun, bahut simple ku easy posses, bahut tasty gulabjamun baniba..
Kali post karichi pls tke cheak kara,
Jadi bhal lagila gote thara try ନିଶ୍ଚୟ kariba. 👌👌
Kukurlangudakebesidhahuakiretordihetojhupemachilokeketejauchubachirangenmaekulagarmane
Apana eta kan lekhichhnti pls kuhantu, bujhi hauni.
Michha hera hauni
Sister, ତମ ଗୁଲାବ ଜାମୁନ ରେ କଣ ଅସୁବିଧା ହେଲା, pls କୁହ ‼️
ମୋର perfect ଗୁଲାବ ଜାମୁନ ବନିଥିଲା, ତମ ଗୁଲାବ ଜାମୁନ ରେ ଯାହା ବି ଅସୁବିଧା pls ଜଣାଅ.