Jete Kahile Tote (Bagesri) | ଯେତେ କହିଲେ ତୋତେ | Dhananjaya Satpathy | Odissi Music (ଓଡ଼ିଶୀ ସଙ୍ଗୀତ)

Поділитися
Вставка
  • Опубліковано 19 вер 2024
  • Rare archival Odia radio recordings, primarily with a focus on traditional Odissi classical music : Odissi, Chhanda, Champu, Chautisa, Gitagobinda, Bhajana, Janana, Koili, Charjyapada and more written by ancient Odia poets such as Mahakabi Jayadeba, Kabi Samrat Upendra Bhanja, Kabisurjya Baladeba Ratha, Kabi Kalahansa Gopalakrusna Pattanayaka, Banamali Dasa, Dinakrusna Dasa, Bhakta Charana Dasa, etc.
    #OdissiMusic #ଓଡ଼ିଶୀସଙ୍ଗୀତ

КОМЕНТАРІ • 6

  • @odissimusic3308
    @odissimusic3308  2 роки тому +3

    ଓଡ଼ିଶୀ ସଙ୍ଗୀତ
    କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ
    ଯେତେ କହିଲେ ତୋତେ କିଶୋରୀ ମଣି
    ପ୍ରତେ ନ କରି ବୋଇଲୁ ଯେ କେ ଜାଣି । ଘୋଷା ।
    ସର୍ବଦା ସୁପ୍ରସନ୍ନ ସଜ କଞ୍ଜ ଲପନ
    ଶୁଖାଇ ନୟନରୁ ପୋଛିଲୁ ପାଣି । ୧ ।
    ସୁନ୍ଦର ପୁରନ୍ଦର ମୁକୁଟ ଅଳଙ୍କାର
    ହେଲେ କି ପଦେ ସତ ନାହିଁ ତା ବାଣୀ । ୨ ।
    ଅଦ୍ୱିତୀୟ ବିଦଗ୍ଧ ଧୀର ଶୀଳ ସୁସ୍ନିଗ୍ଧ
    ହୋଇ କି ହେବ ଜାର ବର ଅଗ୍ରଣୀ । ୩ ।
    ଆଉ ସେ ପରସଙ୍ଗ ବୋଲି ଦମ୍ଭରେ ଅଙ୍ଗ
    ଭାଙ୍ଗି ଦେଲୁ ନାହୁଁ କି ଜୃମ୍ଭାକୁ ଆଣି । ୪ ।
    ମନକୁ ନ ଆସିଲେ ଅସାର ଭଲ ହେଲେ
    ବୋଲୁ ଉଠିଗଲୁ ରେ ପ୍ରାଣ ମିତଣୀ । ୫ ।
    ଆସ ଆସ ଉଛୁର ହେଲାନି ଅଭିସାର
    କାଳ ଆଗ ସଜାଡ଼ିଦେବି ମୁଁ ବେଣୀ । ୬ ।
    ହେଲାନି ହେଲା କଥା ହୋଇବ କି ଅନ୍ୟଥା
    ଗୋପାଳକୃଷ୍ଣ ଶ୍ରୀ ଲଳିତାଙ୍କୁ ଭଣି । ୭ ।

  • @bibhutiparida4601
    @bibhutiparida4601 2 роки тому +3

    ଯେତେ କହିଲେ ତୋତେ
    କିଶୋରୀ ମଣି
    ଯେତେ ଗାଇଲେ ସବୁ
    ବସିବି ଶୁଣି ।
    ଆମ ଭାଷା ଆଉ ସାହିତ୍ୟ ର ମଧୁର ସ୍ଵର ସମ୍ଭାର ।
    ଏତେ ସଂକ୍ଷିପ୍ତ ରେ ସନ୍ତୋଷ ମିଳିଲାନି । ତେବେ ପରିବେଷଣ ନିମନ୍ତେ ଅନେକ ଅନେକ ଧନ୍ୟବାଦ ।

  • @pravatjena4046
    @pravatjena4046 Рік тому +1

    Beautiful singing

  • @rgudduu
    @rgudduu 2 роки тому +1

    Slow pleasing radio feel

  • @ashokkumarsahu463
    @ashokkumarsahu463 2 роки тому +1

    For FB friends

  • @forestswaras
    @forestswaras Рік тому

    Which year is this recording from?