Political scenario in Kendrapara after Anshuman Mohanty and Arabinda Mohapatra join BJD || KalingaTV

Поділитися
Вставка
  • Опубліковано 10 бер 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 9

  • @user-rd3os7fl6s
    @user-rd3os7fl6s 2 місяці тому +3

    ବାପା କୁ ଯୋଉ ଦଳ ଧକା ଦେଇ ବାହାର କରିଥିଲା ସେ ଦଳର ଗୋଡ ଧରିଲା l ବେଲଜ୍ୟା ବାପାର ବେଲଜ୍ୟା ପୁଅ l

  • @user-gv4mh8xh2t
    @user-gv4mh8xh2t 2 місяці тому

    Vary good 🎉🎉🎉🎉🎉

  • @user-rd3os7fl6s
    @user-rd3os7fl6s 2 місяці тому +1

    ବୋପା ପୁଅ ଗୋଟିଏ ପାଲା ଚଳେଇଛ, ବାକି ଲୋକ ଯାହା ଭକୁଆ, ତୁମକୁ ଏଇଥର ପାଟକୁରା ଲୋକ ତୁମକୁ ନାମ ଦେବେ l

  • @bishnuprasadsahoo9237
    @bishnuprasadsahoo9237 2 місяці тому

    Lajya nahi. Nahi jhara niti o adarash se neta. Nahanti Gopabandhu nahanti Gandhi. Semanakara Atama aji kandu chhi. Paribara rajaniti ku samalochana kare se paribara rajaniti ku apanau chhanti.

  • @user-rd3os7fl6s
    @user-rd3os7fl6s 2 місяці тому

    କଣ କରିଛ ବୋପା ପୁଅ ପାଟକୁରା ପାଇଁ, ଲଜ୍ୟା ନାହିଁ ନିଜ ସ୍ୱାର୍ଥ ପାଇଁ ବିଜେଡି ପୁଅକୁ ବିଜେଡି କୁ ପଠାଇଲ, ତୁମକୁ ଯେଉଁ ଲୋକ 2019 ରେ ଭୋଟ ଦେଇଥିଲେ ସେମାନଙ୍କ କଥା କେବେ ଭାବିଛ,

  • @user-rd3os7fl6s
    @user-rd3os7fl6s 2 місяці тому

    ପ୍ରଭାତ ବାବୁ ଗୋଟିଏ news କରୁନା ବିଜୟ ମହାପାତ୍ର କୁ କେମିତି ନବୀନ ବାବୁ ଧକା ଦେଇ ଦଳରୁ ବାହାର କରିଥିଲେ, ଆଉ ତାଙ୍କ ପୁଅ ଯାଇ କେମିତି ବିଜେଡି ଗୋଡ ଧରି ଦଳରେ ମିଶିଲେ l

  • @user-rd3os7fl6s
    @user-rd3os7fl6s 2 місяці тому

    କଣ ହେବ ତାହା ତ ଅଲଗା କଥା କିନ୍ତୁ ତୁମ ରିପୋର୍ଟର ପ୍ରଭାତ ପରିଡା କୁ ଅରବିନ୍ଦ ତାକୁ କିଣି ଦେଇଛନ୍ତି l କୋଉଠି ଅରବିନ୍ଦ କାଶୀଲା, କୋଉଠି ଛିଙ୍କିଲା ସବୁ news କରୁଛ l ଅରବିନ୍ଦ କେତେ ସମୟ ବାଥରୁମ ରେ ରହିଲା ସେ news ଗୋଟେ କର ଭଲ view ଯିବ l 🤣

  • @user-rd3os7fl6s
    @user-rd3os7fl6s 2 місяці тому

    ତୁମେ ବୋପା ପୁଅ ପାଟକୁରା କଳଙ୍କ, ଏହି ନିର୍ବାଚନ ରେ ତୁମ କଥା ହିଁ ଜନତା ବୁଝିବେ ଅପେକ୍ଷା କର

  • @user-rd3os7fl6s
    @user-rd3os7fl6s 2 місяці тому

    ତୁମ ରିପୋର୍ଟର ପ୍ରଭାତକୁ କଣ ସାଲାରୀ ଦଉନା, ସେ 15 ଦିନ ହେଲା ଅରବିନ୍ଦ ଘରେ ପଡିକି ରହିଛି l ଏମିତିଆ ରିପୋର୍ଟର କୁ କାହିଁକି ରଖୁଛ new ଚାନେଲ ପାଇଁ ଏ ପ୍ରଭାତ କଳଙ୍କ