ନୂଆ ଓ ପୁରୁଣା ମଧୁ ବର୍ଣ୍ଣବୋଧ ଭିତରେ ଆକାଶ ପାତାଳ ଫରକ୍! Book review of New Barnabodha Book, Bhubaneswar.
Вставка
- Опубліковано 8 лют 2025
- ନୂଆ ବର୍ଣ୍ଣବୋଧ ଓ ପୁରୁଣା ମଧୁ ବର୍ଣ୍ଣବୋଧ ଭିତରେ ଆକାଶ ପାତାଳ ଫରକ୍! Book review of New Barnabodha Book, #bhubaneswar #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our UA-cam Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
ପୁରୁଣା ବହି ସବୁଠୁ ସୁନ୍ଦର
ଭାଇ,,ନୂତନ ଆଡ଼କୁ ଟିକେ ଦୃଷ୍ଟି ଦିଅନ୍ତୁ,ପୁରୁଣା କୁ ଭୁଲିବାକୁ ଚେଷ୍ଟା କରନ୍ତୁ
ଅ. ଆ. ପାଣିକିଆ ଚେଞ୍ଜ କରି ହେବକି sir ପୁରୁଣା ଭୁଲି ବାକୁ ପଡିବ ନୂଆ ପଡି ବାକୁ ପଡିବ
@@PrashantaKumar-rf3eh ଵୋଧେ ମୋ କଥା ବୁଝି ପାରିଲେନି ,,,ମୁ କହିଲି ନାହିଁ ଯେ ଅ ଆ ବଦଳେଇବାକୁ,,ମୁ କହୁଛି ବହି ର ରଙ୍ଗ ଆଉ ଚିତ୍ର ଗୁଡ଼ିକୁ ଟିକେ ଆହୁରି ଆକର୍ଷଣୀୟ କରିବା ଉପରେ ।
Right
ହଁ ଯେମିତି ଆଜି କାଲି ପିଲା ବାପା ମା କୁ ଭୁଲି ଶାଶୁ ଶଶୁର ଙ୍କୁ ଧରୁଛ.@@mmproduction7485
ପୁରୁଣା ବର୍ଣ୍ଣବୋଧ All Time Blockbuster ❤❤
ନୂଆ ଅପେକ୍ଷା ପୁରୁଣା ଅତି ସୁନ୍ଦର ❤
ଭାଇ,, ପୁରୁଣା ଜିନୋଷୋ କୁ ନୂଆ କରି
ଆମ ସୃତି କୁ ଭୁଲି ଯିବେ ସେ ବିଲେଇ କୁ
ସବୁଠୁ ପୁରୁଣା ଭୋଲୋ
,,, ଭୋଲ ଲାଗିଥିଲେ 👍👍👍 କରିବେ
Old Is Gold=Cong/Bjd Is Gold
5 ଟଙ୍କା ରେ ମିଳୁଥିଲା
😅😅😅@@MrutyunjayaPattanaik-t1j
Amo pain puruna bholo thila ajika pila pain nua bholo
Old is gold..... Puruna book📕📕📕 bhala thila....
କେହି ବି ଭାଇ ଯଦି ମୋ କମେନ୍ଟ ପଢୁଥାନ୍ତି ତାହାଲେ ସେମାନଙ୍କୁ ଅନୁରୋଧ 🙏 କେହି ବି ଏ ନୂତନ ବର୍ଣବୋଧ କୁ କିଣନ୍ତୁ ନାହିଁ ନିଜ ପିଲା ମାନଙ୍କୁ ସେଇ ପୁରୁଣା ବର୍ଣବୋଧ ହିଁ ଦିଅନ୍ତୁ ପଢିବା ପାଇଁ || ଆଉ ଗୋଟେ କଥା ଏ ନୁଆ ବର୍ଣବୋଧ ଏବେ ବଜାରକୁ ଆସିଲାଣି ପୁରୁଣା ବର୍ଣବୋଧ ଲୋପ ପାଇଯିବ ଆପଣ ମାନ ଙ୍କ ପଖରେ ଯଦି ପୁରୁଣା ବର୍ଣବୋଧ ଅଛି ତାହାଲେ ଆହୁରି ଅଧିକା କିଣି ରଖନ୍ତୁ ନଚେତ ସେଇ ବର୍ଣବୋଧ କୁ ଜ୍ୟାରେକ୍ସ୍ କରି କଲର ପ୍ରିଣ୍ଟ କରି ଘରେ ରଖନ୍ତୁ 🙏 ଆଉ ନୁଆ ବର୍ଣବୋଧ କୁ ପରିତ୍ୟାଗ କରନ୍ତୁ 🙏 ତାପରେ ଯାଇ ଏ ରଙ୍ଗ ବଦଳା ସରକାର ସାଇଜ ହେବ ||
ବିଜେପି କଲର୍ କରି ଦେଉଚି । ବିଜେପି କଲର୍ ରାଜନୀତି ଚଳିବନି ।।
Colour change koriba emanko kamo...
ପୁରୁଣା ନୂଆ ର ଫରକ ବିଜେପି ହିଁ ବାଛିବାରୁ ଏ କଥାଟି ଉଠିଛି. କିଛି ଦୁନିଆ ବିଷୟ ରେ ଜାଣିପାରୁଛ ନା ନାହିଁ
Genda dala kan Kari pakeile 24 barsa kala re 😂
Chabil book toh narangi aagru thila narangi kala mu jani thili bjp ku dosh debe sei comment khoju thili mili gala
ତାମିଲ ପେଳଚଟା ମଗୀଆ
ଆମ ମୁଖ୍ୟ ମନ୍ତ୍ରୀ ସବୁ ଯାଗା ରେ ତାଙ୍କ ନାଁ କୁ ଉପରେ ରଖିବାକୁ ଚାହୁଁଛନ୍ତି ,ଏମିତିକି ମଧୁବାବୁ ଙ୍କ ନା ବି ବଦଳାଇ ତ।ଙ୍କ ଯାଗାରେ ନିଜ ନା ରଖିବେ ମୋହନ ବର୍ଣ୍ଣବୋଧ ,ଆଉ କିଛି ଦିନ ଗଲେ ସେ ନୋଟ୍ ଉପରୁ ଗାନ୍ଧୀଜୀ ଙ୍କ ଫଟୋ ଯାଗାରେ ନିଜ ଫଟୋ ରଖିବେ , ମୋତେ ଯାହା ଲାଗୁଛି ଏ ବର୍ଣ୍ଣବୋଧ ଚାଲିଲେ ଆମ ମଧୁବର୍ଣ୍ଣ ବୋଧ ର ଅପମାନିତ ହେବ ,
ଆଗରୁ ଯେତେ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଏ ବହିକୁ କାଇଁ change କରିନଥିଲେ ତାହା ଆଜି ଜଣାପଡିଯାଉଛି, କାରଣ ସେ ବହି ର ଜାଗା କେହି ନେଇପାରିବେନି, ସିଏ ଗୋଟେ imotion..
ଆପଣଙ୍କୁ ଧନ୍ୟବାଦ ଏହି ପରି ଭିଡ଼ିଓ ଲେକଲୋଚନକୁ ଅଣିଥିବାରୁ ଆଉ ଆଶା କରିବି ସରକାର ଏହାର ଉପଲବ୍ଧିକୁ ବୁଝି. ଉପଯୁକ୍ତ ପଦକ୍ଷେପ ନେଇ ଯଥାଶୀଘ୍ର ଏକ ଅତି ଶିକ୍ଷିତ ବଡ଼ବଡ଼ ପାଣ୍ଡିତଙ୍କୁ କେବଳ ସ୍ଥାନ ନ ଦେଇ କଛି ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ଅଲେଚାନାରେ ସାମିଲ କରାଯାଉ . ନୂତନ ବହିରେ ଛୋଟ ପିଲାଙ୍କ ପଢିବାକୁ ଆଗ୍ରହ ଆଣିଲା ଭଲି କୌଣସି ବିଷୟ ପ୍ରତି ଧ୍ୟାନ ଦିଆଯାଇନାହିଁ ଦୟାକରି ସରକାର ଏହାର ଉଚିତ ସଠିକ ପଦକ୍ଷେପ ନେବା ହେବେ !
Harina chinha t deba ra tatparya jie janichhanti janaebe.Bodh hue symbol of listening jemiti biradi t symbol of looking (baka dhyana).
Old is gold 😊❤️ ଏକ ଏମତ like କରିବାକୁ ଯମlବି ଭୁଲିବେନି 👍
ନିଜର identification କରୁଛନ୍ତି,,,,,,ଚାହିଁଥିଲେ ଆଉରି design ଆଉ colourfull ହେଇଥାନ୍ତା ।
Old is gold. Politics is at everywhere.
Right
ଏହାର ଆବଶ୍ୟକତା କଣ ଥିଲା ସରକାର। ଆଗରୁ ବହିଟି ଶିଶୁ ମାନଙ୍କ ପାଇଁ ଉପଯୋଗୀ ଥିଲା।
ନୁଆ ବର୍ଣ୍ଣବୋଧ ମୋହନ ମାଝିଙ୍କୁ ପଢିବାକୁ ଦେଲେ ବହୁତ ଭଲ ହେବ ।
ପ୍ରଥମେ ମୂଖ୍ୟମନ୍ତ୍ରୀ ସେ ବହି ପଢ଼ି ନିଜର ଜ୍ଞାନ ଵଢାନ୍ତୁ ପରେ ବାହାରକୁ ଛାଡ଼ନ୍ତୁ
ଛୋଟ ପିଲାମାନେ ଚିତ୍ର ଦେଖି କେବଳ ପଢ଼ି ପାରୁଥିଲେ ଯେ ସେଥିରେ କଣ ଲେଖା ହେଇଛି ଏବଂ ବହୁତ ସହଜ ହେଉଥିଲା.. ନୂଆ ରେ ସେମିତି କିଛି ନାହିଁ
Puruna barna bodha book ti bahut bhala👌🏻👌🏻👌🏻
ଏଥିରେ ହରିଣ ବଦଳରେ ପଦ୍ମଫୁଲ ରଖିଥିଲେ ନିର୍ବାଚନ ସମୟରେ ପୋଷ୍ଟରରେ ବିଜେପି କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ି ନଥାନ୍ତା ଧନ୍ଯ ରେ ରଙ୍ଗ ବଦଳା ସରକାର
Absolutely right bro
😂😂😂😂
😂😂😂😂
Yes right
Right bhai
ବିଜେପି ପାଗଳ ହେଇ ଗଲାଣି ରଙ୍ଗ ମାରିବା ଭଲ ଜାଣିଛି ନୁଆଁ କିଛି କରି ପାରିବ ନାହିଁ
ଉଚିତ୍ କଥା କହିଲେ ଭାଇ।ଆମ ଓଡ଼ିଆ ଭାଷା ପିଲା ମାନଙ୍କ ପାଇଁ ଉନ୍ନତ କରିବା କୁ ଯାଇ ବଡ଼ ପିଲାଙ୍କ ବହି ଭଳି କମ୍ ଛବି ଆଉ ଅଧିକ ଲେଖା ରଖା ଯାଇଛି। ଯେଉଁଟା କି ଛୋଟ ପିଲାଙ୍କ ପାଇଁ ଆକର୍ଷଣୀୟ ହେବ ନାହିଁ।
ଦୟାକରି ଏହାକୁ ଯଥାଶୀଘ୍ର ବନ୍ଦ ପାଇଁ ସରକାରଙ୍କୁ ଦାବି କରନ୍ତୁ । ଏହା ଜମା ଠିକ୍ ହେଇନି । ଏହା କରିବା ପୂର୍ବରୁ କାହାର ପରାମର୍ଶ ନିଆଯାଇଛି । ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।
Change karibar n thila.. puruna best thila❤
Old book best 👌
ମୋହନ ମାଝି ମୁଖ୍ୟମନ୍ତ୍ରୀ ଜଣେ ନିକମା ମଣିଷ last କୁ ବର୍ଣ୍ଣବୋଧ କୁ Change କରିଦେଲା ଏମିତି ନିକମା ଲୋକ ଏ ନୂଆ ବର୍ଣ୍ଣବୋଧ କୁ ମୁଁ ଦୃଢ଼ ନିନ୍ଦା କରୁଛି
Ea purbaru decision hoi thila
Tu haunu mukhya mantri tu kete kan karibu dekhiba😂
@@Kb.chulha-7791 hau...
@@Kb.chulha-7791 aeta bhala kama nuha bedja
Pelhei pua, nabina ku kahiba sikhichhi na nahi
ବିଜେପି ଏତେ ତଳକୁ ଖସି ଗଲା ଶଳା ଓଡ଼ିଆ ଜଣା ନାହିଁ ଖାଲି ବହି change କରି ଦେଲେ
ଛୋଟ ପିଲାମାନେ ଏହି ବହି ପଢିବାକୁ ଆକୃଷ୍ଟ ହେବେ ନାହିଁ ସାର୍ ଏହାପ୍ରତି ଆହୁରି ଧ୍ୟାନ ଦେବାକୁ ପଡିବ !!! ଗେରୁଆରଙ୍ଗ ବେଳିକି ରାଜନୀତି କରିବା ଉଚିତ ହେବନାହିଁ । ଏହି ବହିକୁ ନୂଆ ସଂସ୍କରଣ କରିଲେ ଚଳିବନାହିଁ ପିଲାଙ୍କୁ ଆକୃଷ୍ଟ କରିଲା ଭଳି ବହି କରିବା ଆବଶ୍ୟକ ରହିଅଛି। ନୂତନ ପ୍ରକାଶିତ ବହିରେ ପିଲାପାଇଁ ବହୁତ ଶିଖିବା ଭଳି ଦୃଷ୍ଟି ଆକର୍ଷଣ ହେଉନାହିଁ !!! ଏହା ପ୍ରତି ଓଡିଆ ଛୋଟ ପିଲାଙ୍କ ଶିକ୍ଷାର ଆରମ୍ଭ ଅଟେ ଏହାକୁ ଦୃଷ୍ଟିରେ ରଖି ବହିରେ ନୂତନତ୍ବ ପ୍ରଦାନ କରିବା ଆବଶ୍ୟକ ରହିଛି ।।। ❤ବନ୍ଦେ ଉତ୍କଳ ଜନନୀ ❤
Bastabik new government kebala colour change karuchhi nutanatwa kichhi nahin.
Definitely sir I agree with you 💯,
I also analysed this book and compromised The Basic Knowledge
So old is Gold and the best book
ମୁର୍ଖ ମାନଙ୍କର ଏ ମୂର୍ଖମୀ କାମ ,
ଅତି ସୁନ୍ଦର ଭାବେ ବିଶ୍ଳେଷଣ କରିଛନ୍ତି,,, ନୂତନ ବର୍ଣ୍ଣବୋଧ ଆଉ ପୁରୁଣା ବର୍ଣ୍ଣବୋଧ ଭିତରେ ନିଶ୍ଚୟ ଭାବେ ସାମଞ୍ଜସ୍ୟ ରହିଛି,,,
ପୁରା ବେକାର ନିଷ୍ପତି ..... ବର୍ଣ୍ଣବୋଧ ପୁସ୍ତକକୁ ବଦଳେଇବା।।।
ଅସ୍ମିତାର କଥା କହୁଥିବା ଲୋକେ ଶ୍ମଶାନଗାମୀ ହେଉଛନ୍ତି..........
ପୁରୁଣା ଭଲ ଥିଲା
Old is gold ❤🎉❤🎉
Old is always Gold 👍
ପୁରୁଣା ବହୁତ ଭଲ,ନୂଆ ବେକାର
Old is gold. GOLD ISOLD
ପୁରୁଣା ଜିନିଷ ଆଉ ପୁରୁଣା ଚିତ୍ର ସବୁବେଳେ ମନଲୋଭ ଥିଲା.... ନୁଆ ଏତେ ବି ସୁନ୍ଦର୍ ନୁହଁ.... ଦୟା କରି ପୁରୁଣା ବହୁତ୍ ଭଲ ଥିଲା....❤❤❤❤
Old not only gold,but also emotion.
Right.
ମୁଁ କୌଣସି ରାଜନୀତି ସପକ୍ଷରେ କହୁ ନାହିଁ। ସରକାରଙ୍କୁ ଲାଜ ଲାଗିବ କଥା ବହିରେ କାନ ପାଈଁ କମଳା ରଙ୍ଗ ଦିଆଯାଇଛି ରଙ୍ଗ ପରିବର୍ତ୍ତନ କରିଦେଲେ ହେବ ନାହିଁ କାମ କରିବା କଥା ବହି ଏତେ ଖାସ ନାହୀ
ପୁରୁଣା ବହି ଭଲ ଅଛି
ଭାଇ comment' କୁ pin କର
Orange border adhe jaga neigala.. Artist ku kama dele sina vala heba.. Officer nka choice re amiti heba.. Chhi..
puruna ✅ ❤️
ରାଜନୀତିର ରଙ୍ଗ କେବଳ ଭରି ଦିଆଯାଇଛି 😁
Puruna barnabodh bahut sundar ,lekha pranjala .
Murkha mantri ro murkha kamo 😂
ଏଠାରେ ନୂଆ ପୁରୁଣା କଥା ନାହିଁ,ଅବିକଳ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ପ୍ରକାଶିତ ହେବା ଉଚିତ।
1912sanskarana ebe prakasita hele se vasa bujhiba kastakara hei jiba. Bada loko mane ta thik se bujhi paribeni. Aau chhota pila kemti bujhibe? Ebe ra prachalita vasa re prakasita heba katha.
New addition not expect.But Old is gold.thanks
ବହୁତ ସୁନ୍ଦର ଭାବରେ ବର୍ଣ୍ଣବୋଧ କୁ ବ୍ୟାଖ୍ୟା କରିଛନ୍ତି SIR ॥ସରକାର ପୁଣି ଥରେ ଏ ବିଷୟରେ ଛାତ୍ର,,ଛାତ୍ରୀ॥ଙ୍କ ଠାରୁ ମତାମତ ନେବା କଥା....ଛୋଟ ଛୁଆ ର ମନ କୁ ପାଇବ ନାହି.....
ସବୁ କଣ ଗେରୁଆ ରଙ୍ଗ କଲେଣି :
ପୁରୁଣା ପୁରୁଣା 🙏🏾🙏🏾🙏🏾🙏🏾🙏🏾
Puruna book ... Sabuthu bhala
ମୋହନ ମାଝୀ ତୁମେ ବହୁତ ବଡ ଭୁଲ କରୁଛ
Puruna chhabil madhu barna bodha Sabu tharu best koti koti pranam Madhusudan Rao❤❤❤
Old is gold 🥇
ପୁରୁଣା ପୁସ୍ତକ ସଠିକି ଢଙ୍ଗ ରେ ଛପା ହୋଇଥିଲା ଯଦି ପରିବର୍ତ୍ତନ କରିବାର ଥିଲା ସେହି ଢଙ୍ଗରେ କରିବାର ଥିଲା ଯାହା ଆଦୃତ ଲାଭ କରିଥାନ୍ତା ।
ରଙ୍ଗ ବଦଳା ସରକାର୍ ଜାଣିବାର ଅଛି ସେହି ପୁରୁଣାକୁ ପଢିକି ନୁଆ ସିଖିଛ କଥାରେ ଅଛି Old is gold
ସତରେ ଏ ସରକାର ସବୁ ନିଜର ପ୍ରତିଷ୍ଠା ପାଇଁ କରୁଛି. ଲୋକମାନେ ସମୟ ଆସିଲେ ଏହାର ଉପଯୁକ୍ତ ଜବାବ ଦେବେ. ଜୟ ଜଗନ୍ନାଥ
ବିଜେପି ସରକାର ଙ୍କୁ ଅନୁରୋଧ ପୂର୍ବତନ ଶିକ୍ଷା ପଦ୍ଧତି ଓ ପୁସ୍ତକ କୁ ଯଥାଚିତୋ ଭାବେ ପ୍ରଚଳିତ କରନ୍ତୁ । ପୁରୁଣା ମଧୁ ବର୍ଣ୍ଣବୋଧ ପୁସ୍ତକ ଟି ଅତ୍ୟନ୍ତ ଆକର୍ଷଣୀୟ ଥିଲା। ବଡ଼ ବଡ଼ ଅକ୍ଷର ସାଙ୍ଗକୁ ଅନେକ ଚିତ୍ର ଥିଲା ଯାହା ପିଲାଙ୍କୁ ଉତ୍ସାହିତ କରୁଥିଲା ପଠନ କରିବା ନିମନ୍ତେ ।
ପିଲାଙ୍କ ପାଇଁଏହା ପ୍ରଥମ ବହି । ସେଥିପାଇଁ ଏଥିରେ ରଂଗ, ଅକ୍ଷର , ଚିତ୍ର ଗୁଡ଼ିକ ଆକର୍ଷଣୀୟ ହେବ। ଉଚିତ୍ ।
ନୂଆଁ ବହି ଦ୍ବାରା କେବଳ ଛୁଆ କୁ ଗଧ କରିବା ସରକାରଙ୍କ ଏକମାତ୍ର ଚେଷ୍ଟା । ଚିତ୍ର ଓ ରଙ୍ଗ ବିନା ଛୋଟ ଛୁଆମାନେ ପଢିବା ଓ ତାଙ୍କୁ ପଢାଇବା ସମ୍ଭବ ନୁହଁ । ଏହା କେବଳ ସରକାରଙ୍କର ଫାଜେଲାମି । *ଛବିଳ ମଧୁ ବର୍ଣ୍ଣବୋଧ ପୁନଃ ବ୍ୟବହାର କରାଯାଉ*। ଏତେ ସୁନ୍ଦର ବହି ଥାଉଥାଉ ଖାଲି ନାଟ କରୁଛନ୍ତି ।
ମୋ ଜେଜେମା ସାଇତି ରଖିଥିଲା ମୋ ବାପାଙ୍କ ବର୍ଣ୍ଣବୋଧ ମୋ ପାଇଁ,ଆଉ ମୋ ମା ବି ସାଇତି ରଖିଛି ଆଗାମୀ ବର୍ଷ ପାଇଁ❤
Compare with old Barnabodha is as good as new one...ur compilation is more appreciated those who touched with old book they mostly choice well creative to children, so old is gold... thanks
ଛୋଟ ପିଲା ପାଈଁ ଏହି ବହି ଜମା ଠିକ୍ ନୁହେଁ
Chhabila Madhu Barnabodh old wala bahut bhala aama childhood memories 😊😊😊🥺🥺
ନୂଆ cm ର କିଛି କାମ ନାହିଁ ଖାଲି ରଙ୍ଗ ବଦଳିଵା ଜାଣିଛି 😅😅😅😅🤣🤣🤣🤣
ଯେତେ ନୂଆ ବାହାର କଲେ ବି ପୁରୁଣା ବର୍ଣ୍ଣବୋଧ ସମସ୍ତ ଓଡ଼ିଆ ମାନଙ୍କ ହୃଦୟରେ ଚିର କାଳ ପାଇଁ ରହିବ ତାକୁ କେହି ଓଡ଼ିଆଙ୍କ ହୃଦୟରୁ ଲିଭେଇ ପାରିବେ ନାହିଁ. ଆଉ ଗୋଟେ କଥା ହେଲା ବର୍ଣ୍ଣବୋଧ କଥା ଯେତେବେଳେ ଉଠିବ ଲୋକଙ୍କ ଆଖି ଆଗରେ ପୁରୁଣା ବର୍ଣ୍ଣବୋଧ ଛବି ହିଁ ଆସିବ. ମୋ କଥାରେ ଏକମତ ଥିଲେ ଗୋଟେ ଲାଇକ କର. ଧନ୍ୟବାଦ 🙏🙏🙏
Old book was emotion to all of us. The government didn't do the right thing.
ଏମିତି କଣ ଆବଶ୍ୟକତା ଥିଲା change କରିବାର , ଭଲ ଥିଲା ବହି କୁ ମନ ଇଚ୍ଛା ପରିବର୍ତ୍ତନ କରା ହେଇଛି |ପୁରୁଣା ବହି ହିଁ ସମସ୍ତଙ୍କର ମନରେ ସବୁଠୁ ଭଲ ଥିଲା, ଅଛି, ଥିବ | ଆପଣ ମାନଙ୍କର ମତାମତ¿??comments
puruna bahi oti sundar chitra❤❤
Very nice comparison.
Old was good.
ଆହୁରି ସୁନ୍ଦର ହୋଇ ପାରିଥାନ୍ତା। ଜାଣି ଜାଣି କରିଲେ ନାହିଁ ପରି ଅନୁଭଵ ହେଲା।
Old is gold 🎉❤🎉Amara puruna bhala thila 🎉but change hele bi chaliba😮
ବାକି ରହିଲା ଗଛ ର ପତ୍ର କଲର change କରିବାର 😂😂
Old is gold
Seithu ame sikhi bada heuchi
OLD Is Gold 🥇
ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ବହିଟି ଦେଖିନାହିଁ କିନ୍ତୁ ଆପଣଙ୍କ ଭିଡ଼ିଓ ଦେଖି ଯାହା ଜଣାପଡୁଛି ନୂତନ ବହିଟି ର ମୂଲ୍ୟ ଅଧିକ ଥିବ ଏବଂ ପୂର୍ବ ପୁସ୍ତକ ଟି ବହୁତ ଭଲ ଥିଲା । ଲାଗୁଛି ତରବରରେ ଏହା ପ୍ରକାଶିତ ହୋଇଛି ଏଣୁ ଅନୁରୋଧ ଏହା ଆମ ଓଡ଼ିଆ ର ପ୍ରାରମ୍ଭିକ ବିଦ୍ୟା ହୋଇଥିବାରୁ ଅନେକ ଗବେଷଣା କରି ଉପସ୍ଥାପିତ କରାଯାଉ
ଏହି ବହିଟି ଓଡ଼ିଶା ରେ ଚାଲିବ ନାହିଁ
Old one is Emotion ❤❤❤
ବହୁତ୍ ଦୁଃଖର ବିଷୟ କୌଣସିପଟୁ ଛାଡ଼ିଲାନି ବିଜେପି ଦ୍ରବ୍ୟ ରାସନ ସାମଗ୍ରୀରେ TAX ଶାରୀରିକ ଦୁଃଖ ଏବେ ଜ୍ଞାନ ଉପରେ ପରିବର୍ତନ ମାନସିକ ଦୁର୍ବଳ କରୁଛି। ପୁରୁଣା ବର୍ଣ୍ଣବୋଧ 110%ସହଜ ସରଳ ଥିଲା। ବିଜେପି ଏମିତି ନଥିଲା ମୋଦି ଆସିବା ଆଗରୁ, ମୋଦିମୁକ୍ତ ବିଜେପି/ଭାରତ ଦରକାର। ଜୟ ହିନ୍ଦ୍🇮🇳
ମତେ ସେ ବିଲେଇ ବହୁତ୍ ସୁନ୍ଦର୍ ଲାଗେ । 😊
ପୁରୁଣା all ways gold ❤
Puruna Bahi pura Sundar anang bhala laguchhi❤❤
old is gold
ପୁରୁଣା ସବୁଠୁ ସୁନ୍ଦର।
ବ୍ୟବସାୟ ଲକ୍ଷ ରେ ପ୍ରସ୍ତୁତ ହୋଇଛି
Old Odia barnabodha is emotions
Old is Gold
"Uchha haba pain kara jebe asha "
"Uchha kara agha nija matru bhasa"👍👍🙏🙏😊💪🏻
ତୁମେ ଯେଉଁଟା କୁ ପୁରୁଣା କହୁଛ ସେଇଟା ମଧ୍ୟ ପୁରୁଣା ନୁହେଁ। ମୋ ଛୁଆ ବେଳେ ସେଇଟା ରଂଗୀନ ନଥିଲା। ଆଉ ଶିକ୍ଷକମାନେ ତୁମେ ଯାହା କହୁଛ ସେୟା ହିଁ କହୁଥିଲେ।
ପୁରୁଣା ବହି ଭଲ ଥିଲା ❤❤❤❤❤❤
Old is gold..
OLD IS GOLD
Old is gold
ପୁରୁଣା ବହୁତ୍ ସୁନ୍ଦର
Well advice Sir
କଲର୍ ବହି ହେଲେ ହିଁ ଭଲ ହୁଅନ୍ତା
Old is gold 🥇 puruna book the best
ପୁରୁଣା ବହୁତ୍ ଭଲ ଲାଗୁଥିଲା
Puruna barnabodha bahuta bhala
Old is gold Majhi babu jaa kaiba ready helani
Barnabodha is not only a book it's a emotion of all odisha people ❤️❤️🫡
Sr aapana jaha kahelay100%satya.old is gold
Puruna best bornnabodha👌👌
Sir old is gold