ହାତ ପାଦ ଥାଇ ମା' ସୁଭଦ୍ରା ଦେଖିଛନ୍ତି କେବେ ? Dr. Ashutosh Prasad Mishra | Hata Pada Thai Maa Subhadra

Поділитися
Вставка
  • Опубліковано 31 тра 2024
  • ଦେଖିଛନ୍ତି କେବେ ହାତ ପାଦ ଥାଇ ମା' ସୁଭଦ୍ରା ?
    Jagannath Mahima Quiz 21 at the end of this video.
    ଆମ ଜଗନ୍ନାଥଙ୍କୁ ଆମେ କେତେ ଜାଣିଛେ ୨୧
    ----------------
    Hata Pada Thai Maa Subhadra Dekhichanti Kebe ?
    Maa Subhadra With Hand & Leg |
    ---------------
    Dr. Ashutosh Prasad Mishra
    Ama Jagannathanku Ame Kete Janiche 21
    Odisha 365
    ----------
    ଭିଡ଼ିଓଟିକୁ ଆପଣଙ୍କ ବନ୍ଧୁ ପ୍ରିୟଜନ ଓ ପରିବାରବର୍ଗଙ୍କୁ ସେୟାର କରିବାକୁ ଭୁଲିବେନି |
    If You Like Our Content
    Join this channel to Support our work:
    / @odisha365
    #odisha365 #AmaJagannathankuAmeKeteJaniche #drashutoshprasadmishra #jagannath #jagannathmahimaquiz #subhadra #srimandira #shreemandira #puri #jagannathpuri #maasubhadra

КОМЕНТАРІ • 92

  • @bhalchandramishraxf1747
    @bhalchandramishraxf1747 28 днів тому +7

    ଶ୍ରୀ କ୍ଷେତ୍ରରେ *ଜଗନ୍ନାଥ ବଲ୍ଲଭ ମଠରେ* କୃଷ୍ଣ ଙ୍କର ଚାରି ହାତ ଥିବା ମଣି ବିଗ୍ରହ ରହିଛି ।ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏

  • @sunita30022
    @sunita30022 27 днів тому +4

    ଜୟ ଶ୍ରୀ ଜଗନ୍ନାଥ
    ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ବଲ୍ଲଭ ମଠ ରେ ଶ୍ରୀକୃଷ୍ଣଙ୍କର ଚାରି ହାତ ଥିବା ମଣି ବିଗ୍ରହ ରହିଛି।
    🙏

  • @lababehera6765
    @lababehera6765 27 днів тому +2

    ଜଗନ୍ନାଥ ବଲ୍ଲଭ ମଠରେ କୃଷ୍ଣ ଙ୍କ ଚାରି ଭୁଜ ଥିବା ମଣି ବିଗ୍ରହ ରହିଛି ❤❤❤❤❤ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ରାମ ଲକ୍ଷ୍ମଣ ଜାନକୀ ଜୟ ବୋଲ ମହାବୀର ହନୁମାନ କି ଜୟ 🙏🙏🙏

  • @karamjitsatpathy5404
    @karamjitsatpathy5404 27 днів тому +1

    ଆଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲାରେ ବଳରାମ ମନ୍ଦିର ରେ ମା ସୁଭଦ୍ରାଙ୍କ ହସ୍ତ ଅଛି

  • @subhrajitswain8904
    @subhrajitswain8904 26 днів тому +1

    🙏ଓଁ ଶ୍ରୀ ମା ଶୁଭଦ୍ରା ମହାମାୟା 🙏

  • @priyankamohapatra1647
    @priyankamohapatra1647 26 днів тому +1

    ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ ଅନନ୍ତ କୋଟି କୋଟି ପ୍ରଣାମ

  • @manjulapatro2183
    @manjulapatro2183 27 днів тому +1

    Jay maa subhadra 🫶👣🪷🚩🚩🚩🌿💕🙏🙏🚩🚩 Jay shri jagannath Swami 🚩🙏

  • @puspalatanayak3246
    @puspalatanayak3246 28 днів тому +3

    ପ୍ରଣାମ ଆଜ୍ଞା 🙏
    ଜଗନ୍ନାଥ ବଲ୍ଲଭ ମଠ ରେ ପ୍ରଭୁ ଶ୍ରୀ କୃଷ୍ଣ ଚତୁର୍ଭୁଜ ବେଶରେ ପୂଜା ପାଉଛନ୍ତି 🙏🌹🙏

  • @ShradhanjaliMohapatra-nz5pi
    @ShradhanjaliMohapatra-nz5pi 28 днів тому +2

    ଜଗନ୍ନାଥ ବଲ୍ଲଭ ମଠରେ ଶ୍ରୀକୃଷ୍ଣଙ୍କ ଚାରି ହାତ ବିଶିଷ୍ଟ ବିଗ୍ରହ ଅଛି।

  • @milansahu8713
    @milansahu8713 28 днів тому

    Jai maa subadhara Jai maa 😀😀🎉🎉❤️💕🪷🌹🌹💓😂😅😅🏆🏆

  • @manoramadakua127
    @manoramadakua127 28 днів тому

    ଜଗନ୍ନାଥ ବଲ୍ଲଭ ମଠରେ ଜୟ ଜୟ ଶ୍ରୀ ଜଗନ୍ନାଥ

  • @adityadr9982
    @adityadr9982 28 днів тому

    Jai maa subhadra jai jagannath mahaprabhu 🙏🙏

  • @Subhrasweta882
    @Subhrasweta882 28 днів тому

    ଜୟ ମହାପ୍ରଭୁ 🙏🌷🙏🙏🌷 ଗୋବର୍ଦ୍ଧନ ମଠରେ 🌷🌷🌷

  • @bibhutiroul1506
    @bibhutiroul1506 28 днів тому

    JAI jagannath 🪔🪔🙏... Laxmi maa🪔🙏🙏🙏.......

  • @bhikargouda4056
    @bhikargouda4056 28 днів тому

    ଜୟ ଜଗନ୍ନାଥ ଜଗନ୍ନାଥ ବଲ୍ଲଭ ମଠ ରେ କୃଷ୍ଣଙ୍କର ଚାରିହାତ ଥିବା ବିଗ୍ରହ ରହିଛନ୍ତି

  • @srijagannath2871
    @srijagannath2871 28 днів тому

    ଜଗନ୍ନାଥ ବଲ୍ଲଭ ମଠ 🙏 ଜୟ ଜଗନ୍ନାଥ ସ୍ଵାମୀ🙏

  • @subhrajitswain8904
    @subhrajitswain8904 26 днів тому

    ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ 🙏

  • @jyotiranjansingh6909
    @jyotiranjansingh6909 28 днів тому

    ଜଗନ୍ନାଥ ବଲ୍ଲଭ ମଠରେ ଶ୍ରୀ କୃଷ୍ଣ ଙ୍କ ର ଚତୁର୍ଭୂଜ ମଣି ବିଗ୍ରହ ଅଛି
    ଜୟ ଜଗନ୍ନାଥ

  • @JyotiSahoo-zi5bv
    @JyotiSahoo-zi5bv 28 днів тому

    ଶ୍ରୀକ୍ଷେତ୍ର ର ଜଗନ୍ନାଥ ବଲ୍ଲଭ ମଠ ରେ କୃଷ୍ଣଙ୍କ ର ଚାରି ହାତ ଥିବା ମଣି ବିଗ୍ରହ ରହିଛି । ଜୟ ଜଗନ୍ନାଥ🙏

  • @prakasinidas8188
    @prakasinidas8188 28 днів тому +1

    ଶ୍ରୀ ଜଗନ୍ନାଥ ବଲ୍ଲଭ ମଠରେ ଚତୁର୍ଭୁଜ ଶ୍ରୀକୃଷ୍ଣ ଙ୍କର ମଣି ବିଗ୍ରହ ରହିଛି... ଜୟ ଜଗନ୍ନାଥ 🌹🙏🌹

  • @AbhiKumar-do3rr
    @AbhiKumar-do3rr 6 днів тому

    ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଲଭ ମଠ ରେ କୃଷ୍ଣଙ୍କର ଚାରି ହାତ ଥିବା ମଣି ବିଗ୍ରହ ରହିଛନ୍ତି ।

  • @Trupti-Sahoo235
    @Trupti-Sahoo235 28 днів тому

    ଜୟ ଜଗନ୍ନାଥ 🙏
    ଶ୍ରୀକ୍ଷେତ୍ରର ଜଗନ୍ନାଥବଲ୍ଲଭ ମଠରେ କୃଷ୍ଣଙ୍କର ଚାରି ହାତ ଥିବା ମଣି ବିଗ୍ରହ ରହିଛନ୍ତି ।

  • @odiatokabapun2523
    @odiatokabapun2523 27 днів тому

    ଶ୍ରୀ କ୍ଷେତ୍ରରେ ଜଗନ୍ନାଥ ବଲ୍ଲଭ ମଠରେ କୃଷ୍ଣ ଙ୍କର ଚାରି ହାତ ଥୂବା ମଣି ବିଗ୍ରହ ରହିଛି ।ଜୟ ଜଗନ୍ନାଥ 🙏🙏🙏

  • @sabitasahoo714
    @sabitasahoo714 28 днів тому +2

    ଜୟ ବଡ ଠାକୁରଙ୍କର ଜୟ,,ଜୟ ଜଗନ୍ନାଥ,, ଜୟ ଶୁଭଦ୍ରା ମା ଙ୍କର ଜୟ🙏🙏

  • @swadhinmishra9440
    @swadhinmishra9440 28 днів тому

    ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଲଭ ମଠରେ କୃଷ୍ଣ ଙ୍କର ଚାରି ହାତ ଥିବା ବିଗ୍ରହ ରହିଛି।। ଜୟ ଜଗନ୍ନାଥ

  • @lopamudrabehera5809
    @lopamudrabehera5809 27 днів тому

    ଜୟ ଜଗନ୍ନାଥ🙏
    ପ୍ରଣାମ🙏
    ଜଗନ୍ନାଥ ବଲ୍ଲଭ ମଠ ରେ ପ୍ରଭୁ ଶ୍ରୀ କୃଷ୍ଣ ଚତୁର୍ଭୁଜ
    ବେଶରେ ପୂଜା ପାଉଛନ୍ତି।

  • @aloknayak8826
    @aloknayak8826 28 днів тому

    JAY MAA SUBHADRA 🙏🌺🙏

  • @user-xi8eb8tz3g
    @user-xi8eb8tz3g 27 днів тому

    Om Jay shree Jagannath Swami Nayana Patha gami bhaba Tume 🙏🙏🙏🙏❤️♥️❤️❤️

  • @peacepoint3
    @peacepoint3 28 днів тому +2

    ଚତୁର୍ଭୁଜ ଗୋପାଳ ଭାବରେ ନିମ୍ନ ଦୁଇ ହସ୍ତ ରେ ବଂଶୀ ଏବଂ ଉର୍ଦ୍ଧ ଦକ୍ଷିଣ ହସ୍ତ ରେ ଚକ୍ର ଓ ବାମ ହସ୍ତ ରେ ଶଙ୍ଖ ଧାରଣ କରି ଛନ୍ତି। ଏହି ଚତୁର୍ଭୁଜ ମଣୀ ବିଗ୍ରହ ମହାପ୍ରଭୂ ଙ୍କ ନନ୍ଦୀ ଗ୍ରାମ ଭାବରେ ଖ୍ୟାତ ଜଗନ୍ନାଥ ବଲ୍ଲଭ ମଠ ମଧ୍ୟ ରେ ରେ ଅବସ୍ଥିତ। ଏହି ମଠ ସହିତ ଶ୍ରୀ ମନ୍ଦିର ଓତ ପ୍ରତ ଭାବରେ ଜଡ଼ିତ। ଜୟ ଜଗନ୍ନାଥ 🙏🏻

  • @trilochanrout219
    @trilochanrout219 27 днів тому

    ଜୟ ଜଗନ୍ନାଥ, ମଣିମା ମହାବାହୁ ବିଶ୍ଵକର୍ତ୍ତା ବିଶ୍ଵପାଳକ ତ୍ରିଭୁବନ ପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣ କମଳରେ ଏ ଦାସ ର ଅନନ୍ତ କୋଟି ପ୍ରଣାମ 🙏🙏🙏🙏, ସାର୍ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିର ନିତିକାନ୍ତି ସହିତ ଜଗନ୍ନାଥ ବଲ୍ଲଭ ମଠ ଓତପ୍ରୋତ ଭାବେ ଜଡ଼ିତ, ମହାପ୍ରଭୁଙ୍କ ନବକଳେବର ସମୟରେ ଜଗନ୍ନାଥ ବଲ୍ଲଭ ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ, ଜଗନ୍ନାଥ ବଲ୍ଲଭ ମଠ ରେ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଶିଳା ନିର୍ମିତ ଅପୂର୍ବ ରୁପକାନ୍ତି ଖଚିତ ଚତୁର୍ଭୁଜ ମଣି ବିଗ୍ରହ ରହିଅଛନ୍ତି, ଏହି ମଣି ବିଗ୍ରହ ଉର୍ଦ୍ଧ୍ବ ଦୁଇ ଭୁଜରେ ଶଙ୍ଖ ଚକ୍ର ଧାରଣ କରିଛନ୍ତି ଓ ନିମ୍ନ ଦୁଇ ଭୁଜରେ ବଂଶୀ ଧାରଣ କରିଅଛନ୍ତି ସ୍ଵୟଂ ଜଗନ୍ନାଥ ମହାପ୍ରଭୁ ଶ୍ରୀଗୋପାଳଜୀ ସ୍ଵରୁପରେ ଏଠାରେ ପୂଜା ପାଇଥାନ୍ତି, ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ଭୋଗ ପ୍ରସ୍ତୁତି ନିମନ୍ତେ ଏହି ମଠ ତରଫରୁ ଖଞ୍ଜା ଯାଇଥାଏ, ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ,ଜୟ ଜଗନ୍ନାଥ 🙏🙏🙏🙏।

  • @user-ww5zj6jb6x
    @user-ww5zj6jb6x 28 днів тому

    Jai shree jagannath 🙏⭕‼️⭕🙏🕉️

  • @SibaprasadSathua
    @SibaprasadSathua 28 днів тому

    ଜଗନ୍ନାଥ ବଲ୍ଲଭ ମଠ ରେ

  • @sudhansuranjanmohapatra6429
    @sudhansuranjanmohapatra6429 17 днів тому

    Jai Jagannath 🙏 🙏 🙏

  • @mahaprasadnath5210
    @mahaprasadnath5210 27 днів тому

    ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ବଲ୍ଲଭ ମଠରେ କୃଷ୍ଣ ନକର ଚାରି ହାତ ବିଶିଷ୍ଟ ମଣି ବିଗ୍ରହ ରହିଛି

  • @saritapanda4814
    @saritapanda4814 28 днів тому

    Jagannath ballavha matha❤❤
    Jay jagannath jay jagannath jay jagannath🌹🙏🙏⭕❗⭕🙏🙏🌹

  • @smitamishra2599
    @smitamishra2599 26 днів тому

    Jagannath Natha Swami
    Nayana Patha Gami Bhabatume 🙏🏻
    Pranam Bhaina 🙏🏻

  • @sonali6763
    @sonali6763 28 днів тому

    ଶ୍ରୀକ୍ଷେତ୍ରର ଜଗନ୍ନାଥ ବଲ୍ଲଭ ମଠରେ କୃଷ୍ଣଙ୍କର ଚାରି ହାତ ଥିବା ମଣି ବିଗ୍ରହ ରହିଛନ୍ତି ।

  • @girijashankarnayak8282
    @girijashankarnayak8282 27 днів тому

    ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ବଲ୍ଲଭ ମଠ ମଧ୍ୟରେ କଳା ମୁଗୁନି ଶିଳା ଚତୁର୍ଭୁଜ ଥିବା କୃଷ୍ଣ ଙ୍କ ମଣି ବିଗ୍ରହ ରହିଛି।

  • @abhinashbehera8434
    @abhinashbehera8434 28 днів тому

    ଜଗନ୍ନାଥ ବଲ୍ଲଭ ମଠ

  • @manassahoo41_something_new.
    @manassahoo41_something_new. 27 днів тому

    ପୁରୀ ଶ୍ରୀ କ୍ଷେତ୍ରର ଜଗନ୍ନାଥ ବଲ୍ଲଭ ମଠରେ ଶ୍ରୀକୃଷ୍ଣ ଙ୍କ ଚତୁର୍ଭୁଜ ମଣିବିଗରହ ମୂର୍ତ୍ତି ଅଛନ୍ତି

  • @maheswarparida8745
    @maheswarparida8745 28 днів тому

    Jay Jagannath Swami nayan path grami bhava tume 👏👏👏🙏🥥💐

  • @asishkumarmahapatra975
    @asishkumarmahapatra975 27 днів тому

    ମହାପ୍ରଭୁ

  • @bibhuprasad955
    @bibhuprasad955 27 днів тому

    Jay jagannath Swami Nayan Pathagami Bhaba tume 🙏

  • @RudraprasadMaharana-jw9wc
    @RudraprasadMaharana-jw9wc 28 днів тому +1

    ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ " ଜଗନ୍ନାଥ ବଲ୍ଲଭ ମଠ "(ମହାପ୍ରଭୁ ଙ୍କ ପ୍ରମୋଦ ଉଦ୍ୟାନ ) ରେ କଳା ମୁଗୁନି ଶିଳା ନିର୍ମିତ କମାନୀୟ ଚତୁର୍ଭୁଜ କୃଷ୍ଣ ବିଗ୍ରହ।
    ପ୍ରଭୁ ବିଷ୍ଣୁ ଓ କୃଷ୍ଣ ଙ୍କ ସମ୍ମିଶ୍ରଣ, ଯାହା ଙ୍କ ଉର୍ଦ୍ଧ ଦକ୍ଷିଣ ହସ୍ତ ରେ ଚକ୍ର ଓ ବାମ ହସ୍ତ ରେ ଶଙ୍ଖ ଓ ନିମ୍ନ ଦୁଇ ହସ୍ତ ରେ ବଂଶୀ। ପ୍ରଭୁ ଗୋପାଳ ଜୀଉ ନାମ ରେ ପ୍ରସିଦ୍ଧ 🙏🙏🙏

  • @biswambarnayak361
    @biswambarnayak361 28 днів тому

    Jay Shree Jagannath 👏 🙌

  • @adityadr9982
    @adityadr9982 28 днів тому

    Govardhana jai jagannath mahaprabhu 🙏🙏

  • @rashmitapanda3166
    @rashmitapanda3166 28 днів тому

    Jai jagannath jai jagannath 🙏🙏🙏🙏

  • @pramilapani9960
    @pramilapani9960 27 днів тому

    JAY JAGANNATH🙏❤🙏❤

  • @sasmitadatta8819
    @sasmitadatta8819 28 днів тому

    ଜୟ ଜଗନ୍ନାଥ 🙏

  • @bharatirana3192
    @bharatirana3192 28 днів тому

    Jagannath balava matha

  • @tapankumar50
    @tapankumar50 28 днів тому

    Jagannath ballava matha

  • @leezabehera5539
    @leezabehera5539 28 днів тому

    Jagannath balabha matha

  • @NayanaSahoo-vi5xb
    @NayanaSahoo-vi5xb 28 днів тому

    Jaganatha balava mathare

  • @rojismitaroul89
    @rojismitaroul89 27 днів тому

    Jay jagannath ♥️

  • @mamatahantal1386
    @mamatahantal1386 28 днів тому +1

    🎉🎉🎉 jai jagannathaswami nayanapathagami bhabatume

  • @Ayushvlog988
    @Ayushvlog988 28 днів тому

    Jay Shree Jagannath ❤️🙏

  • @biswajitnaik7337
    @biswajitnaik7337 26 днів тому

    Jay sri jagannath

  • @pramilabarik3626
    @pramilabarik3626 28 днів тому

    Jay Jagannath babe🙏🙏🙏🙏

  • @bandanaseth5985
    @bandanaseth5985 28 днів тому

    Jay Jagannath 🙏🥰

  • @dinabandhubhatta9108
    @dinabandhubhatta9108 28 днів тому

    Jay jaganath

  • @sabitaprusty5240
    @sabitaprusty5240 28 днів тому

    ପୁରୀ ଗୋବର୍ଦ୍ଧନ ମଠ

  • @piyushranjanmeher4181
    @piyushranjanmeher4181 28 днів тому +1

    Jay Jagannath 🙏🙏🙏
    Jagannath ballava matha

  • @anjanamishra5544
    @anjanamishra5544 28 днів тому

    Jay jagannath👏👏👏.Ans is jagannath ballabha matha.

  • @dynamo2299
    @dynamo2299 28 днів тому +1

    ଜଗନ୍ନାଥ ବଲ୍ଲଭ ମଠରେ ପ୍ରଭୁ ଶ୍ରୀକୃଷ୍ଣ ଚତୁର୍ଭୁଜ ସ୍ବରୂପ ରେ ପୂଜା ପାଉଛନ୍ତି।

  • @JamunaPradhan-mw7rl
    @JamunaPradhan-mw7rl 28 днів тому

    Jay jagannath

  • @shaktirupa9
    @shaktirupa9 28 днів тому

    ଶ୍ରୀକ୍ଷେତ୍ର ର ଜଗନ୍ନାଥ ବଲ୍ଲଭ ମଠ ଠାରେ ଚତୁର୍ଭୁଜି କୃଷ୍ଣ ବିଗ୍ରହ ଅଛନ୍ତି।

  • @anantabiswal3516
    @anantabiswal3516 28 днів тому

    Jay jagannath🙏🙏🙏

  • @anusayamohanty1775
    @anusayamohanty1775 28 днів тому

    Sir pranm Am mahaprabhu

  • @priyankamohapatra1647
    @priyankamohapatra1647 26 днів тому

    ମା ଶୁଭଦ୍ରାଙ୍କ ଶ୍ରୀ ଚରଣ କମଳ ତଳେ କୋଟି କୋଟି ପ୍ରଣାମ

  • @mausumiswain7569
    @mausumiswain7569 28 днів тому

    ଜୟ ଜଗନ୍ନାଥ 🙏..ଜଗନ୍ନାଥ ବଲ୍ଲଭ ମଠ ରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ର ଚାରିହାତ ଥିବା ମଣି ବିଗ୍ରହ ରହିଛି... ଜୟ ଜଗନ୍ନାଥ 🙏

  • @UpendraNaik-et6lt
    @UpendraNaik-et6lt 26 днів тому

    Horibol

  • @papumajhi5541
    @papumajhi5541 28 днів тому

    Jagannath ballabha math
    Dui hate bansi
    Upara bama hate -sankha
    ' ' dakhina hate - chakra
    Dhari gopala jiu birajita

  • @rahaskumar19
    @rahaskumar19 28 днів тому

    ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ବଲ୍ଳଭ ମଠ ରେ କୃଷ୍ଣଙ୍କର ଚାରି ହାତ ଥିବା ମଣି ବିଗ୍ରହ ରହିଛି 🙏

  • @purnachandramallik4875
    @purnachandramallik4875 28 днів тому

    ଶ୍ରୀକ୍ଷେତ୍ରରେ ଅବସ୍ଥିତ ମଠ ମାନଙ୍କ ମଧ୍ଯରେ ଅନନ୍ଯ "ଜଗନ୍ନାଥ ବଲ୍ଲଭ" ମଠରେ ଚର୍ତୁଭୂଜ କୃଷ୍ଣଙ୍କର କମନୀୟ ମଣିବିଗ୍ରହ ଦଣ୍ଡାୟମାନ।
    ମଣିବିଗ୍ରହ (ଶ୍ରୀ ଗୋପାଳ ଜୀଉ) ସ୍ବତନ୍ତ୍ର ଭାବେ ଉର୍ଦ୍ଧ୍ବ ହସ୍ତ ଦ୍ବୟରେ ଶଙ୍ଖ, ଚକ୍ର ଏବଂ ନିମ୍ନ ହସ୍ତ ଦ୍ବୟରେ ସୁ-ମୋହନ ବଂଶୀକୁ ସ୍ବତନ୍ତ୍ର ଭଙ୍ଗୀରେ ଧାରଣ କରିଅଛନ୍ତି, ଯାହାଙ୍କର ରୂପକାନ୍ତି ଅତ୍ଯନ୍ତ ମନଲୋଭା।
    😘😘ଶ୍ରୀ ଜଗନ୍ନାଥ😘😘

  • @KaminiRao-lx4ll
    @KaminiRao-lx4ll 22 дні тому

    Hello sir, I'm from bengal, ap plz swapna sastra lekar kuch speech dijiye,,,, bhagwanke swapna ke ware main kuch boliye

  • @banditadalai4532
    @banditadalai4532 28 днів тому

    Pranam sir 🙏 Ame ghare prbhunka bigraha ku Puja kariparibu .

  • @ArunKumar-nx3kr
    @ArunKumar-nx3kr 28 днів тому

    Jay Jagannath mahabahu

  • @purnachandrapanda5044
    @purnachandrapanda5044 23 дні тому

    ଭଣ୍ଡାର ଘର ପାଖରେ ତାର ଘର, ତାକୁ ନ ପୂଜିଲେ ନିଦ ଆସେନାହିଁ ଶ୍ୟାମଘନ କଳାମଣି ଠାର 😊

  • @PriyanshaMohanty-hr5wi
    @PriyanshaMohanty-hr5wi 28 днів тому

    Ballabha matha

  • @binitatripathy1990
    @binitatripathy1990 28 днів тому

    Jaggarnath ballav matha re

  • @chetansharma-vt9pr
    @chetansharma-vt9pr 26 днів тому

    Hindi me batana Bhai

  • @kalicharanbehera1399
    @kalicharanbehera1399 28 днів тому

    Raghunatha besa re bi Padma kadhi dharanti se katha kahilani😅

  • @socialvision6771
    @socialvision6771 28 днів тому

    ଜଗନ୍ନାଥ ବଲ୍ଲଭ ମଠ ରେ

  • @rajiblochanpanigrahi2814
    @rajiblochanpanigrahi2814 28 днів тому

    ଜଗନ୍ନାଥ ବଲ୍ଲଭ ମଠ

  • @user-ob6fu6sm8z
    @user-ob6fu6sm8z 27 днів тому

    Jay jagannath ❤

  • @rajeshpradhan3591
    @rajeshpradhan3591 28 днів тому

    Jay Jagannath 🙏

  • @rakeshkumarkhatua1200
    @rakeshkumarkhatua1200 28 днів тому

    Jagannath ballabh matha

  • @bhagyalatapanda2910
    @bhagyalatapanda2910 27 днів тому

    Jay jagannath 🙏🏼🙏🏼

  • @SudamSwain-oy9iw
    @SudamSwain-oy9iw 28 днів тому

    Jay Jagannath
    Gobardhana matha

  • @cluenesspartha7791
    @cluenesspartha7791 27 днів тому

    ଜଗନ୍ନାଥ ବଲ୍ଲଭ ମଠ ରେ

  • @badriprasadsarangi2843
    @badriprasadsarangi2843 28 днів тому

    ଜଗନ୍ନାଥ ବଲ୍ଲଭ ମଠ ରେ