DJ Gana Disco Gana || DJ ଗାନା ଡିସ୍କୋ ଗାନା || Singer Jagadash Nachika

Поділитися
Вставка
  • Опубліковано 30 вер 2024
  • #Rayagada_Kuwi_Muzic
    Happy New Year 2022
    ଓଡ଼ିଶାର ଅଗଣିତ ସଙ୍ଗୀତ ପ୍ରେମୀ ମାନଙ୍କୁ “ରାୟଗଡା କୁୱି ମ୍ୟୁଜିକ” ତରଫରୁ ଇଂରାଜୀ ନବ ବର୍ଷ ୨୦୨୨ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା | କୋଭିଡ ମହାମାରୀ ଯେପରି ସାରା ବିଶ୍ୱକୁ ଭୟଭୀତ କରିଛି ଆମେ ଏହି ସମୟରେ ଆମେ ଆମ ନିଜ ନିଜ ପରିବାର ପରିଜନଙ୍କୁ ହୋରେଇଛେ ଓ ଆମେ ଦୁଃଖରେ ଭାଙ୍ଗିନ ପଡ଼ି ଆମେ ସାହାସରେ ପୁଣି ମୁଣ୍ଡ ଟେକିଛେ ଓ ପ୍ରତି ମୂହୁର୍ତ୍ତରେ ସେହି ମହାମାରି ସହ ଲୋଢିଛେ | ଆମର ବିଶ୍ୱାସ ଦିନେ ନା ଦିନେ ଏହି ମହାମାରି ଆମ ଧରାପୃଷ୍ଠରୁ ବିଦାୟ ନେବ | ଏହି ନୂତନ ବର୍ଷ ଆପଣଙ୍କ ପାଇଁ ଓ ପରିବାର ପାଇଁ ଅସରନ୍ତି ହସ, ଖୁସି ଏବଂ ପ୍ରେମ ଭରିଦେଉ ଏହା ହିଁ ଆମର କାମନା | ବିଦାୟ ୨୦୨୧ ବର୍ଷରେ ଆପଣ ମାନେ ଯେପରି ଆମର ପ୍ରତିଟି ଭିଡିଓ କୁ ଭଲପାଇବା ଦେଇଛନ୍ତି ଏହି ବର୍ଷରେ ମଧ୍ୟ ଢେର୍ ସାରା ଭଲପାଇବା ଦେବେ ଏବଂ ଆମେ ମଧ୍ୟ ଆପଣମାନଙ୍କୁ ଢେରସାରା ମନରୋଞ୍ଜନ କରିବୁ | ଆମର ଆଶା ଓ ବିଶ୍ୱାସ ଆମ ଦ୍ୱାରା ପ୍ରସ୍ତୁତ ଭିଡିଓ ଓ ଗୀତ ସମସ୍ତ ସଙ୍ଗୀତ ପ୍ରେମୀ ମାନଙ୍କ ନିକଟରେ ନିଶ୍ଚୟ ଆଦୃତ ଲାଭକରିବ |
    ନୂତନ ବର୍ଷର ୨୦୨୨ ସମସ୍ତଙ୍କୁ ଅଭିନନ୍ଦନ
    ଧନ୍ୟବାଦ
    🎧 Song Credits:
    ♪ Song: Disco Gana || ଡିସ୍କୋ ଗାନା ||
    🎤Singer | 🖋Lyrics : Jagadas Nachika
    ♪ Music: Bapi Samal
    ♪ Camer & Editing: Trimurty Bidika
    ♪ Recording: BK Studio, Rayagada
    ♪ Producer : N’ Brothers (Paraya Nachika,Muna & Raaj)
    ♪ Choreography: Vishal & Sunil
    ♪ Poster- Padman Nachika
    ♪ Star Cast- Gurutuli Dance Group
    ♪ Special Thanks- R.B Himirika, Manash Majhi, Om Prakash Majhi, Jinu & Dilip.
    ⚠ANTI PIRACY WARNING
    This content is copyright to Rayagada Kuwi Muzic official UA-cam channel. any unauthorized reproduction, redistribution, DJ version video or re-upload is strictly prohibited of this material. Legal action will be taken against those who violate the copyright of the following material presented.
    Thank You...!!!
    ⚠ ବିଶେଷ ସୂଚନା
    ଏହି ଭିଡ କେବଳ ରାୟଗଡ଼ା କୁୱି ମ୍ୟୁଜିକ୍ ୟୁଟ୍ୟୁବ ଚ୍ୟାନାଲ (Rayagada Kuwi Muzic UA-cam) ପାଇଁ। ଏହାକୁ ଅନ୍ୟକେହି ଆମର ବିନାନୁମତିରେ ତାଙ୍କ ୟୁଟ୍ୟୁବ (UA-cam) ଚ୍ୟାନାଲରେ ଛାଡ଼ି (Upload) ପାରିବେ ନାହିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତାହା ହେଲେ ଆମେ ନ ଜଣେଇ copyright strike କରିବୁ।
    ଧନ୍ୟବାଦ...!!!
    👉 Join this channel to get access to perks:
    / @rayagadakuwimuzic
    ________________________________________________________
    Enjoy & stay connected with us!
    👉 Subscribe to Rayagada Kuwi Muzic:
    / rayagadakuwimuzic
    👉 Like us on Facebook:
    / rayagad.kuwi
    👉Follow us on Twitter:
    / kuwimuzic
    👉 Follow us on Instagram:
    / rayagadakuwimuzic
    👉 Official Mail us: (rayagadakuwimuzicofficial@gmail.com)
    mail.google.co...
    Official Contact No: -
    +91-76848 66014 | +91-74369 70143
    Rayagada Kuwi Muzic!
    Thanks for listening & enjoying. "Heading Home," check out the official music video here: / rayagadakuwimuzic
    ▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬
    @Rayagada_Kuwi_Muzic
    🔷❤ Support / rayagadakuwimuzic
    * © All Copyright Reserve @Rayagada Kuwi Muzic.
    © 2019 Rayagada Kuwi Muzic “ରାୟଗଡ଼ା କୁୱି ମ୍ୟୁଜିକ”
    ℗ 2019 Rayagada Kuwi Muzic “ରାୟଗଡ଼ା କୁୱି ମ୍ୟୁଜିକ”
    Like | Share | Subscribe
    🙏 SUPPORT🙏
    ▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬

КОМЕНТАРІ • 472