BHALA LOKA DUKHARE KANHIKI RUHANTI ? AAU PAPI LOKA SUKHARE KANHIKI RUHANTI ? ||

Поділитися
Вставка
  • Опубліковано 26 лис 2024

КОМЕНТАРІ • 876

  • @sanatanmaharanasana8590
    @sanatanmaharanasana8590 Рік тому +329

    ଭଲ ଲୋକ ଯଦି ଦୁଃଖରେ ରହିବ ବଢେ ଅନ୍ତରରେ ଭକ୍ତି । ପାପକର୍ମ କରି ସୁଖରେ ରହିଲେ କ୍ଷିଣହୁଏ ତାର ଶକ୍ତି । ପାପକର୍ମ କଲେ ଅବେଳରେ ଜାଣ ଝଡ଼ିତ ପଢିବେ ଟୋକା । ଧର୍ମର ଦମ୍ଭରେ ବୁଢା ଚାଲୁଥିବେ ମୁଣ୍ଡରେ ଭିଡ଼ିଣ ଠେକା । ପାପ କର୍ମ କଲେ ମନେ ଭୟ ଥିବ କେତେବେଳେ କଣ ହେବ । ବାରହାତଖଣ୍ଡା ବାହାରିକି ସତେ କଳିର ପାପନାଶିବ । ଜୟ ମାଳିକା ବାଣି ।

  • @rajendrasahoo9293
    @rajendrasahoo9293 Рік тому +5

    Ati sundar, ehi message ta samaja panyi gourab👏👏👏

  • @bikaskandi5622
    @bikaskandi5622 Рік тому +112

    ଦୁଃଖ ର ବୋଝ ଏତେ ଯେ ଆଖିରେ ଲୁହ ଆସି ଖାଦ୍ୟରେ ପଡେ,ସହି ହେଉନି, ଭଗବାନ ଦୁଃଖ ଦୂର କରନ୍ତୁ,ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ramkrishnagouda9086
    @ramkrishnagouda9086 Рік тому +10

    ଏହି କାହାଣୀ ଟି ସମ୍ପୂର୍ଣ୍ଣ ସୁଣିଲା ପରେ ବହୁତ ଖୁସି ଲାଗିଲା ଆଉ ବହୁତ ଭଲ ଶିକ୍ଷା ଆଉ ପ୍ରେରଣା ମିଳିଲା ବହୁତ ଧନ୍ୟବାଦ ଏହି ଭଳି କଥା କୁ ସମସ୍ତେ ଶୁଣନ୍ତୁ ଆଉ ବୁଝନ୍ତୁ ବୋଲି ମୋର ଆଶା

  • @sushilsahoo3172
    @sushilsahoo3172 Рік тому +5

    ଗୁରୁଜୀ ପ୍ରଣାମ ଅତି ସୁନ୍ଦର୍

  • @narayandalai9799
    @narayandalai9799 Рік тому +26

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

  • @gajipabiofficel
    @gajipabiofficel Рік тому +5

    ati Sundar ❤🎉

  • @anupamamohapatra8342
    @anupamamohapatra8342 Рік тому +7

    ବାବା ଭିଡ଼ିଓଟି ବହୁତ ଭଲ ଲାଗିଲା ପ୍ରକୃତରେ ଭଲ ଲୋକଙ୍କ ଭାଗ୍ୟରେ ବହୁ ଦୁଃଖ ଅଛି ଭଗବାନ ନିଞ୍ଚୟ ଡାକ ଶୁଣିବେ ଆପଣଙ୍କ ତୁଣ୍ଡ ଶ୍ରୀ ତୁଣ୍ଡ ହେଉ ଜଗନ୍ନାଥ ଆପଣଙ୍କୁ ସଦା ଭଲ ରଖନ୍ତୁ ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ମା ବୁଦ୍ଧି ବାମନ 🙏🙏🙏

  • @swayambehera793
    @swayambehera793 Рік тому +42

    ବାବା ପ୍ରଣାମ 🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻 ବାବା ଆପଣଙ୍କ ଭିଡିଓ ମତେ ବହୁତ ଭଲ ଲାଗିଲା ଆଜି ପିଲା ମାନଙ୍କ ପାଇଁ ବହୁତ ସୁନ୍ଦର କଥା କହିଲେ ଜୟପଞ ଶାଖା,

  • @kabita7736
    @kabita7736 Рік тому +14

    ବାବା ପ୍ରଣାମ ଆପଣଙ୍କ କଥା ଶୁଣି ବହୁତ୍ ଖୁସି ଲାଗିଲା ଜୟ ଜଗନ୍ନାଥ 🙏🙏🙏

  • @susantasenapatisen4524
    @susantasenapatisen4524 Рік тому +18

    ବାବା ପ୍ରଣାମ ଜୟ ଜଗନ୍ନାଥ🙏 ଜୟ କେଶବ ଠାକୁର ଜୟ ପଞ୍ଚସଖାଙ୍କ ପାଦ ତଳେ କୋଟି କୋଟି ପ୍ରଣାମ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ

  • @DharmendrasahooSahoo-hm7gc
    @DharmendrasahooSahoo-hm7gc Рік тому +43

    ମୁଁ ବହୁତ ମାନସିକ ଦୁଶ୍ଚିନ୍ତା ରେ ଥିଲି, ଆପଣଙ୍କ କଥା ଶୁଣି କିଛି ମାତ୍ରାରେ ମନକୁ ଅଶୋସ୍ତି ମିଳିଲା 🙏🙏🙏, ତଥାପି ବହୁତ କଷ୍ଟ ଅନୁଭବ କରୁଛି

  • @Pradhan-Julie
    @Pradhan-Julie Рік тому +4

    Jay Jagannath 🙏♥️🙏

  • @prabhatapradhan7513
    @prabhatapradhan7513 Рік тому +12

    ବାବା ଆପଣଙ୍କ ଭଳୀ ସବୁଲୋକ ହୋଇଯାନ୍ତେକୀ ସତ୍ୟଯୁଗ ଆରମ୍ଭ ହୁଅନ୍ତା

  • @sandhyaranipatra9221
    @sandhyaranipatra9221 Рік тому +4

    ବାବା ଆପଣଙ୍କୁ କୋଟି ପ୍ରଣାମ 🙏 ଜୟ ଜଗନ୍ନାଥ 🙏 ଜୟ ପଞ୍ଚସଖା 🙏 ଜୟ ମାଳିକା 🙏 ମୁଁ ବି ଏଇ କଥା ବେଳେ ବେଳେ ଭାବେ ଆଜି ତା ଉତ୍ତର ପାଇ ଯାଇଛି🙏👌👍

  • @akashayabehera1405
    @akashayabehera1405 Рік тому +4

    Apanka katha re mitha achhi. Apana jou katha kahu chhanti jadi bi voka lagu thiba e katha suni peta puri jauchhi. ❤n

  • @Kailashpatel-v5i
    @Kailashpatel-v5i 3 місяці тому +2

    ଜୟ ଜୟ ଶ୍ରୀ ରାମ 🙏
    ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ

  • @soumyaranjanpradhan9645
    @soumyaranjanpradhan9645 Рік тому +22

    ଜୟ ଜଗନ୍ନାଥ 🙏🙏
    ଅତି ଉଚ୍ଚକୋଟୀର କାର୍ଯ୍ୟକ୍ରମ

  • @munabiswal6715
    @munabiswal6715 6 місяців тому +4

    ଗୁରୁ ସ୍ଵାମୀ 🙏 ଜୟ ଜୟ ଚରମ ନାଥ

  • @pravaschandrarout9237
    @pravaschandrarout9237 Рік тому +8

    ଆପଣ ଆମ ପାଇଁ ଗର୍ବ ଓ ଗୌରବ
    ପ୍ରଣାମ ବାବା
    Love you ❤
    Jai jagannath 🙏🙏🙏

  • @barberbarber8895
    @barberbarber8895 Рік тому +3

    He Mahaprabhu 👏👏👏 He Chakanayana Prabhu Tume Kebala Bharasa

  • @sumantanayak30
    @sumantanayak30 Рік тому +1

    ଅତି ସୁନ୍ଦର ଭିଡିଓ ବହୁତ୍ ଭଲ ଲାଗିଲା

  • @pradipswain683
    @pradipswain683 Рік тому +3

    ଅତି ସୁନ୍ଦର ଲାଗିଲା
    କଥାର ମିଠାସ ଥିଲା 🙏🙏

  • @niranjanmahanty-2119
    @niranjanmahanty-2119 Рік тому +3

    Jay Jagannath Jay panchasakha Jay sree Achyutananda Jay Gurudev Aapanku Koti Koti Namaskar baba

  • @rokikumarkara9025
    @rokikumarkara9025 Рік тому +1

    ବାବା ପ୍ରଣାମ 🙏🙏🙏ବହୁତ ଭଲ ଲାଗିଲା ଭିଡ଼ିଓ ଟା ଦେଖି ବହୁତ କିଛି ସିଖୀ ବାକୁ ମିଳିଲା ଜୟ ଅଚୁତ ନନ୍ଦ ମହାପୁରୁଷ 🙏🙏🙏

  • @prabhatapradhan7513
    @prabhatapradhan7513 Рік тому +5

    ଜୟ ଜଗନ୍ନାଥ ଵାବା ଆପଣଙ୍କ କଥା ଶୁଣିମୁ ବହୁତ ଖୁସୀ ଲାଗିଲା ମରିଵାରୁ ମୁକ୍ତି ପାଇଗଲୀ

  • @keshabchandradalei651
    @keshabchandradalei651 Місяць тому

    ଗୁରୁଜୀ, ସୁନ୍ଦର ବ୍ୟାଖ୍ୟା ସହିତ ଜୀବନ କୁ ସରସ ସୁନ୍ଦର ଗଢି ତୋଳିବାର ଅମୁଲ୍ୟ ଶିକ୍ଷ୍ୟା ଶିଖିବାକୁ ମିଳିଲା
    🙏🙏 ଧନ୍ୟବାଦ

  • @sunitasarkar1262
    @sunitasarkar1262 Рік тому +1

    Nice episode👌👌👌👌 dibakar babake amar koti koti pronam🙏🙏🙏🙏 jay jagannath🙏🙏🙏🙏 jay panchasakha🙏🙏🙏🙏 love you vakti dibakar channel ❤❤❤❤❤❤❤❤❤❤❤❤❤❤❤❤❤❤

  • @narayandalai9799
    @narayandalai9799 Рік тому +21

    ଜୟ ମାଁ ତାରା ତାରିଣୀ 🚩🚩🚩
    ଜୟ ମାଁ ଡାଳ ଖାଇ 🚩🚩
    ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
    ଜୟ ମାଁ ସୁଭଦ୍ରା 🚩🚩
    ଜୟ ମାଁ ଗ୍ରାମଦେବୀ 🚩🚩🚩

  • @bichitrapradhan-sb8tx
    @bichitrapradhan-sb8tx Рік тому +9

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏକଥା ଶୁଣି ମୋ ଆତ୍ମା ସାତୀହେଇଗଲା

  • @sanatanvlog6041
    @sanatanvlog6041 Рік тому +3

    Jay jagannath Jay panchasakha🙏🙏🙏🙏🙏

  • @Ajaysahoo.Rajanikanta.SitaRam
    @Ajaysahoo.Rajanikanta.SitaRam 5 місяців тому +2

    ❤ JAYSITARAM JAyHANUMANA ❤ JayJaganatha ❤ Ajaysahoo ❤ SURUKABADI Ranapura nayagada ❤❤❤❤❤❤❤❤❤❤❤

  • @dibakarharijan5748
    @dibakarharijan5748 Рік тому +2

    ଜୟ ଶ୍ରୀ ଜଗନ୍ନାଥ ବୋହୁତ୍ ବୋହୁତ୍ ସୁନ୍ଦର୍ ଭୋହୁତ୍ ଭୋଳ 🙏🙏🙏🙏🙏

  • @udit194
    @udit194 Рік тому +3

    🙏🙏🙏🙏Baba bahuto bhal lagila🙌🙌🙌👌👌❤❤❤ dil see love you baba akhiru luha asigala😢😢

  • @bramhanandabehera6911
    @bramhanandabehera6911 11 місяців тому +1

    ବହୁତ୍ ସୁନ୍ଦର୍, ଜୟ ଜଗନ୍ନାଥ

  • @narayandalai9799
    @narayandalai9799 Рік тому +3

    ଅଲେଖ🚩🌴 ମହିମା 🚩🌴ଶରଣଂ🚩🌴🌿🍀🚩ॐ 🚩🌹ସାଇ 🚩🌹ରାମ🍀🚩🌱🌿🍀🚩☘️🌴🍀🚩🌿🍀🌺🌱🌹🌿🍀🚩ଜୟ🌴🚩 ମାଁ🌴🚩 ତୁଳସୀ🚩🌴🍀🌱ଜୟ 🚩☘️ହନୁମାନ🚩🌴🚩🌴

  • @KanhucharanLenka-gz7op
    @KanhucharanLenka-gz7op Рік тому +1

    Jay jaganath ଅତି ସୁନ୍ଦର 🙏🙏🙏🙏🙏

  • @prasannanayak9705
    @prasannanayak9705 Рік тому +1

    Jay jagannath Swami Jay panchasakha Jay baba Dibakar Das maharaj Jagataku udhar kara prabhu

  • @Reenabehera0
    @Reenabehera0 Рік тому +2

    Guruji nku koti koti pranam Jay jagannath guruji 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Lagnadipamallick
    @Lagnadipamallick 6 місяців тому +4

    Jaymaatarini 🙏🙏🙏🙏🙏🙏🙏🙏🙏🙏

  • @manirajanpatra130
    @manirajanpatra130 Рік тому +1

    Jaygurujayjagannath

  • @lichapradhan5569
    @lichapradhan5569 Рік тому +1

    Jay jaganatha swami Nayan patha gami 🙏 jay panchasakha 🌺🕉️ baba apannku Kati Kati pranam gurudev 🌺🙏 bhauta Sundar ktha baba 🙏🪔🚩

  • @deepikamajhi2876
    @deepikamajhi2876 Місяць тому +1

    Jai jagannath 🙏♥️🙏🙏🙏

  • @Reenabehera0
    @Reenabehera0 Рік тому +3

    Guruji nku koti koti pranam Jay guru deba 🙏🙏🙏🙏🙏🙏🙏🙏🙏🙏

  • @saniamohapatra7426
    @saniamohapatra7426 Рік тому +13

    🙏🙏🙏 jay shree jagannath 🙏🙏🙏 jay shree pancha Sakha 🙏🙏🙏 baba apananku koti koti naman 🙏🙏🙏

  • @prashanthkumar1683
    @prashanthkumar1683 Рік тому +1

    ବାବା ବହୁତ ଭଲ ଲାଗିଲା 👌👌👌👌
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🏻🙏🏻🙏🏻🙏🏻🙏🏻🙏🏻

  • @sulochanasamal9783
    @sulochanasamal9783 Рік тому +1

    Bahut bhala lagila suni ki 😌🙏 jay jaganntha 🙏samistiku bhala bata dekhao ntu prabhu

  • @sonalipatra7909
    @sonalipatra7909 Рік тому

    Seriously baba bahut bhala lagila 🙏👍🙏

  • @balaramswain5573
    @balaramswain5573 Рік тому +1

    Jay jagannath Jay pancha sakha. Baba apanka Katha mo hrudayaku chhuigala. Bahuta sundar Katha kahile mana bala ku majhbut karaile. Bahut dhanyavad 🙏🙏🙏🙏.

  • @BidyadharBhatra-uh3ew
    @BidyadharBhatra-uh3ew Рік тому +1

    Jay Jagannath

  • @jyotimayeesahoo8698
    @jyotimayeesahoo8698 Рік тому +7

    Pranam baba Jay Jagannath jay panchasakha ⭕‼️⭕🙏

  • @nilakanthadalai3458
    @nilakanthadalai3458 Рік тому

    ବାବା ପ୍ରଣାମ 🙏 ଠିକ କଥା କିନ୍ତୁ ଏ କଳିଯୁଗରେ ଏ ସବୁ ବୁଝୁଚି କିଏ.... ଜୟ ଜଗନ୍ନାଥ..... ଜୟ ମା ସାରଳା,......ଜୟ ପଞ୍ଚସଖା...... ଜୟ ଜଗନ୍ନାଥ 🙏🙏🙏

  • @sikharout4472
    @sikharout4472 Рік тому +1

    Baba tamaku koti koti 🙏🙏🙏amti bhala bhala video dekhei sachetana karantu Jagannath tamaku bhalare rakhantu

  • @urmilasenapati3106
    @urmilasenapati3106 Рік тому +9

    ବାବା ନମସ୍କାର ଆପଣଙ୍କୁ ଜଗନ୍ନାଥ ସମସ୍ତ ଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ🙏🙏🙏

  • @joshnananda4320
    @joshnananda4320 Рік тому +1

    Mo hrudaya ra sahita pranama karuchhi baba aapanku. Kichhi dukha thila .Mo mana tama bani suniki khusi lagila

  • @sasmitasamal3578
    @sasmitasamal3578 Рік тому +1

    🙏🙏 you are right

  • @shrutimotivation578
    @shrutimotivation578 4 місяці тому +1

    ହର ହର ମହାଦେବ 🙏🙏🙏🙏🙏

  • @mayadharacharya375
    @mayadharacharya375 Рік тому +1

    ହେ ଦିବାକର ବାବା ଆପଣଙ୍କୁ ଗୋଟିଏ କଥା କହିବାକୁ ବାଧ୍ୟ ହେଉଛି ।ଏ ଅଧମ ବୟସ ବର୍ତ୍ତମାନ 66ବର୍ଷ ।ଆପଣ ଯାହା କହିଲେ ଶୁଣିଲି । ଗୋଟିଏ ସାଧାରଣ ମଣିଷଟିଏ । ଛୋଟ ପରିବାରରେ ଥାଇ ଅଶେଷ ଦୁଃଖ ଯନ୍ତ୍ରଣା ଭୋଗିବାକୁ ପଡ଼ିଲାଣି ।ଏଇ ସାଧାରଣ ରକ୍ତ ମାଂସ ର ଦେହ ଧାରଣକରି ଥିବା ବ୍ୟକ୍ତିର ସହିବାର ସୀମିତ ଅଛି ।ଦୁଖକୁ ସହିଯାଅକହିବା ଆଉ ନିଜେ ପ୍ରତ୍ୟେକ ମୁହୂର୍ତରେ ମରି ମରି ବଞ୍ଚିବା ଯେ କେତେ କଷ୍ଟ କେବଳ ଅନୁଭବି ହିଁ ଜାଣିପାରିବେ ।ଏ ଅଧମ ସ୍ୱର୍ଗସୁଖ, ଇନ୍ଦ୍ରପଦ,ଅଥବା ପ୍ରଭୁଙ୍କ ସହିତ ମିଶିବାକୁ ମଧ୍ୟ ଚାହେଁ ନାହିଁ।ଜନ୍ମେ ଜନ୍ମେ ତାର ସେବା କରିବାକୁ ଚାହେଁ। ପତ୍ନୀ ଗଲାଣି ଗଲା ,ପୁତ୍ରକୁ ଯଦି ପ୍ରଭୁ ଓ ମାଆ ଭଲ ନକରିବେ ତେବେ କିଏ ତାକୁ ସେବା କରିବ ।ଆପଣ କହିବେ ଏ ଅଧମ ମାୟାରେ ଅଛି ବୋଲି।ନା ନା ଏଇ ପରିବାରରେ ଥାଇ ସବୁରି ଭିତରେ ତାକୁ ଦେଖି ସୁଖରେ ମରିଯିବା କୁ ଚାହେଁ ।ବୋପାଆଗରେ ପୁଅ ଯଦି ଦୁଃଖ ପାଏ, ତେବେ ପ୍ରଭୁ ସିନା ଡେରି କରିବେ ,ମାତା କଲ୍ୟାଣ ମୟୀ ସେ ସିନା ଦୁଃଖ ଦୂରୀଭୂତ କରି ସୁଖ ଦେଲେ ସିନା ପ୍ରାଣକୁ ଶାନ୍ତି ଲାଗିବ ।ନହେଲେ ପ୍ରତ୍ୟେକ ମୁହୂର୍ତରେ ମରି ମରି ବଞ୍ଚିବା କେତେଯେ ଯନ୍ତ୍ରଣା ଦାୟକ ,ଥରେ ମାଆ ହୋଇ ସନ୍ତାନର ଦୁଃଖକୁ ଅନୁଭବ କରନ୍ତୁ ଜାଣି ପାରିବେ। ‌‌ 2ୟ କଥାଏହିକିଯେ-ବାପା ମାଆ ଚାଲିଗଲେ ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି। ପତ୍ନୀ ଚାଲିଗଲା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି। ଏକମାତ୍ର ସନ୍ତାନ ଶାରିରୀକ ପ୍ରବଳ ଦୁଃଖ ପାଇଲା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ଘରେ ଏଇ ବୁଢା କାଳକୁ ରୋଷେଇ କରି ଖାଉଥା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ଏ ସବୁର ମାନେ ଏ ଦାସ କିଛି ବୁଝେନା।କଣ ମଲାପରେ ପାଟିରେ ଅମୃତ ଦେବାର ମାନେ କ'ଣ ଅଛି । କେତେ ଦିନ ଆଉ କେତେ ଦିନ ଏ ସବୁ ଯନ୍ତ୍ରଣାର ଅବସାନ ହେବ,କଣ ଏହା ମଧ୍ୟ ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ସେ ଯେମିତି ତାର ନିଜ ବଂଶକୁ ମାରି ବଂଶ ବୁଢା ଡାହୁକ ସାଜିଛି ,ଭାବିଛି ସେହିପରି କରି ବଡ଼ ପଣ ବୋଲାଇବ ।ତାକୁ ଦୀନବନ୍ଧୁ ଆର୍ତ୍ତତ୍ରାଣ ବୋଲି କିଏ କାହିଁକି ଡାକିବ ।ଦୁଇ ଭୁଜ ମେଲେଇ ବସିବାର ମାନେ କ'ଣ ଥାଇପାରେ।ତାକୁ କହିଦେବ ଏ ସବୁ ଏ ଦାସରେ ଚଳିବନି ।ଦାସ ପାଇଁ ତାକୁ କରୁଣାର ବାରି ଢାଳି କେବଳ ମଙ୍ଗଳ ହିଁ ମଙ୍ଗଳ କରିବାକୁ ପଡିବ।କାହିଁକି ନା ସମୟ ବହୁତ ଅତୀତ ହୋଇଗଲାଣି । ରହୁଛି ଦୋସୋଽହମ୍ । ଯୋଗାଯୋଗ -9438507252

  • @ramkrishnagouda9086
    @ramkrishnagouda9086 Рік тому +2

    ଗୁରୁଜୀ ପ୍ରଣାମ ଆପଣଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ ବହତ ଭଲ ଉପଦେଶ ଦେଉଛନ୍ତି ଶିକ୍ଷା ଦେଉଛନ୍ତି,ବିଧିର ବିଧାନ ବିଷୟରେ କହିଥିବାରୁ ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା |👋👏

  • @debasmitamallik4670
    @debasmitamallik4670 Рік тому +1

    ବହୁତ ଭଲ କଥା କହିଲେ ବାବା ଆପଣଙ୍କୁ କୋଟି କୋଟି ନମସ୍କାର 🙏 ବହୁତ ଭଲ ଲାଗିଲା ଆଜିର ଭିଡିଓ ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏

  • @rgiri2155
    @rgiri2155 Рік тому

    Bahut bhala lagila baba... Apana mora confusion dura karidele... Jagannatha apananku bhala re rakhantu

  • @laxmidharnayak2150
    @laxmidharnayak2150 Рік тому +2

    🙏🌿Jai jagannatha 🌿🙏jai shree radhe krishna 🌿🙏

  • @dininaik4309
    @dininaik4309 Рік тому

    Danyabad guru ji 🙏 apanka kotha satya hau😢 volo lagila

  • @sudhanshusipu8348
    @sudhanshusipu8348 Рік тому +2

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ଜୟ ଅଚ୍ୟୁତ ଶରଣ ଜୟ ପଞ୍ଚସଖା💐💐💐💐💐

  • @sudeshnadash362
    @sudeshnadash362 Рік тому +1

    ଦିବାକର ବାବା ପ୍ରଣାମ 🙏🙏 ମୁଁ ବରଗଡ଼ ଡିସ୍ଟିକ୍ ଭେଡେନ ବ୍ଲକ ଉଦେପୁର ଗ୍ରାମ ରୁ ସୁଦେଷ୍ଣା ଦାଶ ଦେଖୁଛି ଜୟେ ଜଗନ୍ନାଥ 🙏🙏🌺🌺 ଜୟେ ପଞ୍ଚସଖା 🙏🙏🌺🌺 ଜୟେ ଅଚ୍ୟୁତ 🙏🙏🌺🌺 ଜୟେ କଲ୍କୀ ରାମ 🙏🙏🌺🌺

  • @GourishankarMajhi-do8zo
    @GourishankarMajhi-do8zo Рік тому

    Mote bahut kasta dianti bhagaban hele mudrma achi baba 🙏🙏🙏🙏🙏🌹🌹😭😭😭😭😭😭😭😭😭😭😭😭

  • @somanatsomanat8440
    @somanatsomanat8440 Рік тому +1

    Baba namaskare 🙏 Jay jagannath 🙏🙏🙏🙏🙏 Jay panchasakha 🙏🙏🙏🙏🙏🙏🙏🙏🙏🙏 Jay guru deb

  • @krishnameher4472
    @krishnameher4472 Рік тому

    Dhanyabad baba .....emiti video sabu bele upload karantu ............jay jagannath

  • @tapankumarsahoo9302
    @tapankumarsahoo9302 10 місяців тому

    ବାବା ପ୍ରଣାମ ଆପଣଙ୍କ କଥା ଅତି ସୁନ୍ଦର ଲାଗିଲା 🙏 ଜୟ ଜଗନ୍ନାଥ 🙏🙏

  • @kushadhwaj9689
    @kushadhwaj9689 Рік тому +1

    Jay 🙏 jagannath jay panchasakha

  • @Twins_Lifestyle
    @Twins_Lifestyle Рік тому

    ଜୟ ପଞ୍ଚସଖା 🙏🙏🙏ଜୟ ଜଗନ୍ନାଥ 🙏🙏🙏

  • @ajayakumarsahu7596
    @ajayakumarsahu7596 Рік тому

    Baba bhaut sundar katha

  • @gayatriparida5578
    @gayatriparida5578 Рік тому +7

    ମୋ ବାପା ହାତୀ ଆକ୍ରମଣରେ ପ୍ରାଣ ତିନି ଦିନ ହେଲା ପ୍ରାଣ ହରାଇଛନ୍ତି ,ଘରେ ୩ ଭଉଣୀ ଏବଂ ବୋଉ ,ମୁ ଘରର ବଡ଼ ଝିଅ , ବର୍ତ୍ତମାନ ଘର ଚଳେଇବା ପାଇଁ ବି କେହି ନାହିଁ ସେଥି ପାଇଁ ମୁଁ ବହୁତ ଚିନ୍ତା ରେ ରହୁଛି କିନ୍ତୁ ଏହି ଭିଡିଓ ଦେଖିବା ପରେ ମୋ ମନ ପରିବର୍ତ୍ତନ ହେଇଛି ଧନ୍ୟବାଦ୍ 🙏 ଦୁଃଖ ପରେ ସୁଖ ନିଶ୍ଚିତ ଆସିବା . ଜୟ ଜଗନ୍ନାଥ 🙏

  • @balarampradhan5760
    @balarampradhan5760 Рік тому +1

    ଓଁ ନମଃ ଭଗବତେ ବାସୁଦେବାୟ

  • @nirmalranasingh5117
    @nirmalranasingh5117 Рік тому +2

    ଆପଣ ଙ୍କ କଥା ଶୁଣି ମନ କୁ ଶାନ୍ତି ମିଳୁଛି।ଜୟ ଜଗନ୍ନାଥ ଆପଣ ସବୁବେଳେ ଏମିତିହିଁ ସୁନ୍ଦର ପ୍ରବଚନ୍ ଦେଉଥାନ୍ତୁ।ଜୟ ଜଗନ୍ନାଥ।

  • @AjitBehera1999
    @AjitBehera1999 Рік тому

    ବାବା ପ୍ରଣାମ 🙏🙏🙏 ବାବା ଆପଣଙ୍କ ଭିଡିଓ ମତେ ବହୁତ ଭଲ ଲାଗିଲା ଆଜି ସୁନ୍ଦର କଥା କହିଲେ 🙏🙏🙏🙏

  • @SMSTARSTUDIO
    @SMSTARSTUDIO Рік тому +1

    କୋଟି ପ୍ରଣାମ ଗୁରୁ ଦେବ 🙏🙏🙏
    ଜୟ ଶନିଦେବ

  • @sunitajenamani3598
    @sunitajenamani3598 Рік тому +2

    ପ୍ରଣାମ ବାବା 🙏 ଆଜିର କଥା ଶୁଣି ଭଗବାନଙ୍କ ବିଧାନ ର ଭଗବତ୍ ସତ୍ତାର ବିଧାନ ପାଇଗଲି... ଜୟ ପରମଗୁରବେ ନମଃ 🙏 ଧନ୍ୟବାଦ 🙏

  • @mini5884
    @mini5884 Рік тому

    Thank you baaba nice vedio 👌👌👍

  • @sandhyaranisahoo5359
    @sandhyaranisahoo5359 Місяць тому

    Dhanyabad,, baba,, vagbankarantu,, appanka, kathasatahau,, jayjagannath, baba,, mudukha, bahut, vagbanku,, asitbadru, banchi

  • @samit143
    @samit143 Рік тому +1

    Jay jagannath 🙏🏻 Jay panchasakha

  • @jyotirmayeemohanty9549
    @jyotirmayeemohanty9549 Рік тому +1

    Jay jagannath🙏🙏🙏

  • @MadhusmitaMohanty-m1c
    @MadhusmitaMohanty-m1c 2 місяці тому

    Sir aapana satakahile matebhala lagila mu aapankara sabu prabachana Suruchi bahutabhala

  • @dineshpatra5193
    @dineshpatra5193 Рік тому +1

    Jay Jagannath Jay Panjaskha Jay Achhutanda mahapurush baba Jay Jagannath

  • @laxmidharsahoo2431
    @laxmidharsahoo2431 Рік тому +2

    ହେ ମହାନ୍ ପୁରୁଷ ଆପଣଙ୍କ ଉପଦେଶ ଇଶ୍ୱରଙ୍କ ଉପଦେଶ, ଜୟ ଜଗନ୍ନାଥ...

  • @bibhishanajena7408
    @bibhishanajena7408 Рік тому

    Bahut bhala lagila baba jay jagannath

  • @kagajinayak9823
    @kagajinayak9823 Рік тому

    Baba mora apanku hrudayaru pranam baba apanankara e video ra pratyakati katha bohut mulyaban so bohut bhala lagila video suniki agaku ahuri emiti video please diantu🙏🙏🙏🙏🙏

  • @MamaliNayak-et4cm
    @MamaliNayak-et4cm Рік тому +1

    Jay jagannath🙏🙏🙏🙏🙏🙏

  • @Jugbalgond7777
    @Jugbalgond7777 10 місяців тому

    ବାବା ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି 🌅🏹 ଜୟ ଶ୍ରୀ ରାମଚନ୍ଦ୍ରଙ୍କର ଜୟ ହେଉ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @saraswatidas4385
    @saraswatidas4385 3 місяці тому

    Jay Shree Jagannathnka 🙏 jay panchasakha 🙏 baba pranam 🙏❤❤❤

  • @sanjaysubhalaxminewshorts9660
    @sanjaysubhalaxminewshorts9660 Рік тому +2

    ବହୁତ ସୁନ୍ଦର ଭାବେ ବୁଝାଇଲେ thank you sir 🙏

  • @premalatamahanand5410
    @premalatamahanand5410 8 місяців тому

    Bahut vala lagila baba mu bi gute bada dukhhi 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭

  • @homefilms9689
    @homefilms9689 Рік тому

    Jay Panchasakha Jay Jagannath Jay Baba Dibakar ❤️❤️❤️💕💕💕💖💖💖

  • @NirupamaBirgathia-ep2pt
    @NirupamaBirgathia-ep2pt Рік тому +2

    Jay jagannath🙏🙏🙏🙏🙏🙏🙏

  • @missbhutia9270
    @missbhutia9270 Рік тому

    Bahut bhala lagila au bahut kichhi sikhi baku paili dhanyabad guruji ♥️🙏♥️

  • @narayandalai9799
    @narayandalai9799 Рік тому +1

    🚩🌴ମାଳିକା 🚩🌿preminku 🌿🚩🌿🚩କୋଟି 🚩🌿କୋଟି 🌿🚩pranam🌿🚩🙏🙏🙏...

  • @lizinamaharana9695
    @lizinamaharana9695 Рік тому

    Baba pranam 🙏 Jay jagannath 🙏 Jay panchasakha 🙏

  • @news99odisha
    @news99odisha Рік тому +3

    ଜୟ ଜଗନ୍ନାଥ ଗୁରୁଜୀ 🚩🙏

  • @Jaganatha72
    @Jaganatha72 Рік тому +1

    Jay jagannatha swami nayna patha gami bhaba tume 🙏🙏🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌺

  • @rashmitripathy5417
    @rashmitripathy5417 Місяць тому +1

    Guruji pranam 🙏🙏🙏🙏