@@susilalkm7590tumaku dharya saha agaku badhibaku haba kasta dei dei samste ape ape thik bataku asibe bhari... Kintu amanku bhagabn nka upare bharasha rakhiba
@@dinasubham2988Hmm ma sabubele ta jhia ra khali bhul aau. Jadi same katha gote puo asiki kahe bahar jhia birodh re setebele ta tame puomane kuhani opposite side ra lokanka interview pai
dhono dekhi baha hele chhua kori chhadi dele....jhio ro value sasu ghore au nahi....only money dorkar...no hele use & throw...bonchile boncho no hele moro🔥...✍️
Bhauni apana nka sangare samaste achhanti shree jagannath achhanti au apana nku bahut sundar re rakhibe bhala re rakhibe❤❤🙏🙏🙏🙏🙏🙏🙏🙏🙏🙏🙏🙏👌👌👌👌👌👌👌👍👍👍👍👍🌹🌹🌹🌹♥️♥️♥️♥️♥️♥️😭😭😭😭
Sabuthu dukha lage jetebele chota jhia ta luha poche ,se janini ta maa kou situation re achi,eita maa hi Jane,aaji male kali ki nahi,kai semiti haucha ,prabhu hi saha😢
ଝିଅ ଜନ୍ମ କରି ଧନ୍ୟ ହୋଇଗଲେ ଆପଣ 🙏🙏🙏🙏
ହେ ମହାପ୍ରଭୁ ଭଗବାନ ଜଗତର ରକ୍ଷା କର
ଧନୀ କେବଳ ଧନୀ ଙ୍କୁ ହିଁ ଚିହ୍ନି ଥାଏ .
ଗରିବ କେବଳ ଗରିବ ଙ୍କୁ ହିଁ ଚିହ୍ନି ଥାଏ.
ତେଣୁ ତୁମର ପ୍ରଥମ ଭୁଲ ଯେ ତୁମେ ଗରିବ ହେଇକି ବଡ ଘର ଦେଖି ବାହା ଦେବାଟା .
Mu bada ghare baha heini kintu mo sasu ghara loka mote bahuta kasta dele
ଭାଇ କଣ କହିଲାମ absolutely right 👍❤❤❤
@@susilalkm7590bhai re amiti kandibu kehi sunibeni Tama maa ka chata
@@susilalkm7590tumaku dharya saha agaku badhibaku haba kasta dei dei samste ape ape thik bataku asibe bhari... Kintu amanku bhagabn nka upare bharasha rakhiba
R8 bhai ama pari gariba ku kie cinhuni
ଭ ଉଣି ତମେ ଦୁଃଖ କରନି ମୋର ବିଶ୍ବାସ ସାଇବାବା ତୁମଦୁଖ ଦୁର କରି ଦେବେ ଓମ୍ ସାଇ ରାମ୍
ମୋ life b same situation
Bhgaban ଅଛନ୍ତି ଯିଏ ଯୋଉ କର୍ମ କରିବ ଭଗବାନ
ନିଶ୍ଚୟ ଦଣ୍ଡ ଦେବେ 😭😭😭😭😭😭
HE BHAGABAN .MO BABA MAMI BOHUKU ATE ADHARA KARUCHHANTI ..BISWASA KARIBANI
God bless you didi
Ame standard bandiba ama samaskanda bhitare nahele aei sabu asubidha haba
Right bada bhauni
Kandani bhauni
ସେ ଭଉଣୀ ଙ୍କୁ ଭଗବାନ ଭଳରେ ରଖନ୍ତୁ ଜୟ ଜଗନ୍ନାଥ
😢😮😅😢 17:54 17:55 17:56
Beautiful ladly.....
ବଡ଼ ଲୋକ ନୁହେଁ ଧନୀ କୁହ
ବଡ଼ ଲୋକ ସିଏ ଯାର ହୃଦୟ ବଡ଼
ଭଉଣୀ ଯଦି ନ୍ୟାୟରେ ଥିବେ
ତାହାଲେ ଏ ଲୁହରେ ସେ ଧନୀଲୋକ ମାନେ ଭାସିଯିବେ ।
ଦେବାଂଶୀ ଦେବ କନ୍ୟା ମାନଙ୍କ ସାଂସାରିକ ସୁଖ ମିଳି ନ ଥାଏ, ଈଶ୍ୱର ତାଙ୍କୁ ଜଗତ ପାଇଁ ସୁରକ୍ଷିତ ରଖନ୍ତି, ବଡ଼ ଲୋକ ଏ ନିହାତି ଛୋଟ ଲୋକଙ୍କୁ କହୁଛନ୍ତି, ଆଦର୍ଶ ସଂସାରର ଦୀନ ଦରିଦ୍ର ହେଲେବି ସେହି ମାନେ ବଡ଼ ଲୋକ ବାସ୍ତବରେ
🙏🙏
ସମସ୍ତ ଙ୍କ ଆଶୀର୍ବାଦ ତୁମ ଉପରେ ତୁମ ଝିଅ ଆଉ ତମେ ବହୁତ୍ ଖୁସିରେ ରହିବ ଭଗବାନ ତୁମ ଦୁଇ ଜଣ ଙ୍କୁ ଭଲରେ ରଖନ୍ତୁ
ଧର୍ମ ସହିବନି ସେ ଶାଶୁକୁ।ବ୍ୟୋମକେଶ କୁଆଡେ ଗଲା ?ବୋହୁତ ଓକିଲାତି କରେ ଶାଶୁ ଶଶୁର ଙ୍କ ସପକ୍ଷ ରେ।ଏଥି କାହାକୁ ସିଏ ଦୋଷ ଦେବ? Mousa ଙ୍କୁ ପ୍ରଣାମ🙏🙏🙏କୁନି ଝିଅ କୁ ଦେଖିଲେ ଦୁଃଖ ଲାଗୁଚି।😭😭
Sir, khali jhia ra interview neicha, kintu pua ra interview nia, ta pare janiba kia thik kia bhul
@@dinasubham2988Hmm ma sabubele ta jhia ra khali bhul aau. Jadi same katha gote puo asiki kahe bahar jhia birodh re setebele ta tame puomane kuhani opposite side ra lokanka interview pai
Hmm ai duniyare gote jhia sabubele hni harithaya kathare achhi ba jhia mati handi pua pitala kansa 😭😭
Life ରେ ଯିଏ ସରଳ ବିଶ୍ବାସୀ ହେଲା society ତାର ଭଲ ସେ ମଜlକ udeiba ମୋ ନନା mama b amti mediator katha ରେ pdiki ଗୋଟେ ଭୁଲ୍ loka କୁ mrg kriki Mo life kharap ହେଲା thanks God ମୋତେ govt. Job miligal a Mo ନନା mama bhut ସରଳ ବିଶ୍ବାସୀ ସେ thakigale ajika date ରେ ଗୋଟେ jhia ଶାଶୁ ଘରୁ ଆସିଲେ ତାର କିଛି b ଭୁଲ ନ ଥାଉ bt society ସର୍ବପ୍ରଥମେ jhia କୁ hin ଭୁଲ ଦବ ପୁରୁଷ ପ୍ରlଧlନ୍ୟ ଦେଶ
Ajika date ରେ ମୋ ମତ ରେ ସବୁ ଝିଅ indipendent ହେବା nihati ଜରୁରୀ 🙏🙏🙏🙏
U r right 💯
Right
Yrs sister mo bhai ra yemiti hei chi
ଭଉଣୀ ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ
ଆରେ ଭାଇ ମାନେ, ଭଲ ସ୍ୱାମୀ ହବାକୁ ହେଲେ, ସ୍ତ୍ରୀ ର ସବୁ ପରିସ୍ଥିତି ରେ ପାଖରେ ରଖିବା ଦରକାର 🙏
ଆଉ ଭଲ ସ୍ତ୍ରୀ କେମିତି ହେବ
ସ୍ତ୍ରୀ ଚରିତ୍ର ବାନ ହେବା ଦରକାର
ବଡ଼ ଘରେ ବାହା ଦେବା କଥା ନୁହଁ ସେ ମାନେ ପଇସା କୁ ଭଲ ପାଆନ୍ତି
R8
👍👌
Absolutely right
Didi u'r doing good job nothing to worry about. i will salute to you.
Good father and good daughter. Jay Jagannath state ❤️
❤ u sister god bless you
"କଲା କର୍ମ ଫଳ ଥୁଆ ",ବ୍ଯସ୍ତ ହୁଅନି ମଉସା ସେମାନେ କେବେ ଶାନ୍ତିରେ ରହିବେନି
ଭଉଣୀ ପ୍ରଥମ ଥର ପାଇଁ ଶୁଣି ମୁଁ ଆହୁରି ଖୁସି ଲାଗିଲା ତମେ ଗ୍ରେଟ୍ ବହୁତ ସୁନ୍ଦର ବହୁତ ଭଲ ❤❤❤❤
ଧନ ରେ ଧନୀ ଲୋକ ବୋଲି ଜାଣି ସୁଦ୍ଧା ଆପଣ କାହିଁକି ଝିଅ ବାହାଘର କରୁଥିଲେ
ବଡ଼ଘର ବଡ଼ ଗୁମର କଥା, ସତ କହିଦେଲେ ଲାଗିବ ବ୍ୟଥା।। ଧନ ଦେଖି ଯମା କରନି ବଂଧୁ, ଜକେଇବ ଲୁହ ସାଗର ବିନ୍ଦୁ ।।😢😢
ଅତ୍ୟନ୍ତ ଦୁଃଖଦ ଖବର ।। ଜଗନ୍ନାଥ ମଙ୍ଗଳ କରନ୍ତୁ ।।🙏
ବାସ୍ତବରେ ଯେଉଁମାନେ ସତ୍ଯ ଓ ନ୍ଯାୟ ପଥରେ ଚାଲନ୍ତି, ସେମାନଙ୍କୁ ଜୀବନରେ ଅନେକ କଷ୍ଟ ଆସେ ମଉସା।
ଚାକିରୀ ଘର,, ରାଜନୀତି ଘର ଭାବି କେବେ ଝିଅ କୁ ଦେବ ନାହିଁ.... ପୁଅର ଚରିତ୍ର ଦେଖି ଦେବ.... କାହିଁ କି ନା ସେ ପୁଅ ମାନ ଙ୍କୁ ଉଚିତ ଶିକ୍ଷା ଦିଆ ଯାଇ ନଥାଏ.. ନା କୁ ମାତ୍ର ପଢ଼ନ୍ତି ପଇସା ଦେଇକି ମାର୍କ ଆଣନ୍ତି... ପଇସା ଦେଇକି job କରନ୍ତି.......... ଦାମୀ bike ରେ ବୁଲନ୍ତି ସୁନ୍ଦର ଝିୟ କୁ ପଟେଇବା ତାଙ୍କର କାମ,,, ପଟିଗଲେ enjoy କରିବେ..... ଅଲଗା ବଡ ଘର ଝିଅ କୁ ପ୍ରସ୍ତବ ଦେଇକି ବାହା ହେବେ......90%case ଦେଖା ଯାଉଛି.......
ଝିଅ ଯଦି ଲୁଭରେ ଯାଉଛି ଲାଷ୍ଟରେ ହଇରାଣ ହେଲେ କାହାର ସାହାଯ୍ୟ ନେବା ଦରକାର ନାହିଁ... ନିଜେ ମରୁ...... Ok
Right ✅️
ଭ ଉଣୀ ଧନ୍ୟବାଦ ତୁମର ମଙ୍ଗଳ ହଁ ଉ
ବଡ଼ ଲୋକ ଦେଖି ବାହାଘର କରିବା କଥା ନୁହେଁ , ଭଲ ଲୋକ ଦେଖି ବାହାଘର କରିବା କଥା , କଥାରୁ ଜଣା ପଡ଼ୁଛି ସେ ଲୋକ ଗୁଡ଼ାକ ଭଲ ଲୋକ ନୁହଁନ୍ତି
ତମ ଆଖିରୁ ଯେମିତି ଲୁହ ଝରୁଛି, ଦିନ ଆସିବ ନିଶ୍ଚିତ ସେହି ମାନଙ୍କ ଆଖିରୁ ବି ଲୁହ ଝରିବ, ତୁମେ କାନ୍ଦନି ନାନୀ pls 🙏🙏🙏🙏🙏🙏💐💐💐💐 ସୁଖ ନିଶ୍ଚୟ ଆସିବ, ସମୟ ଖରାପ ଚାଲିଛି ଧର୍ଯ୍ୟ ଧର ❤❤❤❤
Sure🙏🙏ଭଗବାନ ନିଶ୍ଚୟ 🙏🙏ଶୁଣିବେ but ଚାକିରୀ କରିବାର ଥିଲା. ନିର୍ଭରଶୀଳ ହେବାର thila
Tame maa jhia bahut khusire rahiba eita gote maa ra asirbad jhia,
ପ୍ରଭୁ ତୁମକୁ ଭଲରେ ରଖନ୍ତୁ ,ତୁମେ ଠାକୁରଙ୍କର ଚଳନ୍ତି ପ୍ରତିମା ର ସେବା କରୁଛ😢🙏🏼
Best Daughter Best father God bless u sister
I can understand your situation.God bless you ❤
ବାପା ଆଊ ମା ଦାୟୀ ବାହାଘର ପାଇଁ ବ୍ୟସ୍ତ ହେବେ ବଡ଼ ଘର ଦେଖିବା ଆଗରୁ ଭଲ ଲୋକ କୁ ଦେଖନ୍ତୁ
Beautiful decision , God bless you ,
ଭଉଣୀ ତୁମେ ଆଉ କିଛି ଚିନ୍ତା ନକରି ନିଜ ପିଲାଟିକୁ ଦେଖି ଖୁସିରେ ରୁହ
ଭଗବାନ ତୁମର ମଙ୍ଗଳ କରନ୍ତୁ. 🙏🙏. ତମେ ସବୁ ବେଳେ ଖୁସି ରେ ରୁହ.
ଆଜ୍ଞା ଆପଣଙ୍କ ଝିଅ ଆତ୍ମହତ୍ୟା କରିବା ପୂର୍ବରୁ,ସେ ନର୍କରୁ ଉଦ୍ଧାର ହେଇ ଯାଇଛନ୍ତି।ଲୋକଙ୍କୁ ଚିନ୍ହ ପ୍ରଥମ ଲୋକ ସେ ମଧ୍ୟସ୍ଥି।
Thank u bhauni gote pua aji jaha na kari parichi tame kari dekheicha God bless my sister
ମହାନ ବାପା ବୋଲି ଝିଅ ଭଲ ସଂସ୍କାର ପାଇଛନ୍ତି 🙏
Jay jagannath
Very nice maa beti ka pyaar.god bless u beta.
Great father and daughter. God bless you
Bahut bhala Katha kahichhanti uncle aapana. .mate bahut khusi lagila. .
God bless you sister You are great sister
U r best papa in the world 🌍👍&
U r 💯 beleive your daughter
ସର୍ବ ପ୍ରଥମେ ଆପଣଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଆଜ୍ଞା🙏ଏଇ ସବୁ ଭଲ ଘର ଭଲ ବର ଭଲ ଶାଶୁ ଭଲ ଶଶୁର ଭଲ ପରିବାର ଦେଖିଲେ କଣ ହେବ ଆଜ୍ଞା ସର୍ବ ପ୍ରଥମେ ସେ ଭଲ ଗୁଡ଼ିକ ଆମକୁ ଆମ ଭାଗ୍ୟରେ ଅଛି ନା ନାହିଁ ଦେଖିକି କାର୍ଯ୍ୟ କରିବା ଦରକାର ଆଜ୍ଞା ସେ ସବୁ କେମିତି ଜାଣିବା ଝିଅ ହଉ କି ପୁଅ ହଉ, ସେ କୋଟି ପତି ହୁଅନ୍ତୁ ସମସ୍ତ ଙ୍କ ପାଇଁ ସତେଇସି ନକ୍ଷତ୍ର ଆଉ ବାର ରାଶି ସମାନ ଆଜ୍ଞା ସେମିତି ଜନ୍ମ ଡେଟ୍ ଜନ୍ମ ମାସ ଜନ୍ମସମୟ ଜନ୍ମ ସ୍ଥାନ କୁ କେନ୍ଦ୍ର କରି ଲଗ୍ନ ନିର୍ଧାରଣ କରି ସୂଜେଇବା ଦରକାର ଖାଲି ସେତିକି ନୁହେଁ ତା ସହିତ ରାଶି ନକ୍ଷତ୍ର କୁ ପର୍ଫେକ୍ଟ୍ ସୂଜା ସୁଜି କରି ପୁଅ ଓ ଝିଅ ମାନ ଙ୍କୁ ବିବାହ କରିବା ଉଚିତ୍ ଆମେ କଣ କରୁଛେ ନା ମଙ୍ଗଳ ବାରେ ପିଲା ଜନ୍ମ ହେଇଛି ତାକୁ ମଙ୍ଗୁଳୁ ବୋଲି ଆମେ ଦେଇଛୁ ଜାତକ ନାମ ନ ସୂଜୁ ଡାକନାମ ମଙ୍ଗଳୁ ନା ରେ ସୂଜେଇ ଦବା କିନ୍ତୁ ସେଇଠି ହିଁ ବନ୍ଧୁ କରିବା ତା ମାନେ ସବୁ ଏମିତି ହିଁ ହେବ ଆଜ୍ଞା..🙏🙏
କିଛି ଯଦି ମୋର ଭୁଲ୍ ଥିବ ମତେ ଦୟାକରି କ୍ଷମା କରିଦେବେ
Sister ,you are a strong personality and proud of you for your social activities which will be the milestone to society. God bless you.Jai Jagannath.
Ati sundar Video Tia
Jay Jagannath
ଦିଦି ତମେ ସବୁବେଳେ ଖୁସି ରେ ରୁହ ❤😊
ଭଗବାନ ଏହାର ବିଚାର ନିଶ୍ଚୟ କରିବେ ।
ଝିଅ ତମେ ସାହାସ ବାନ୍ଧ ଆଗକୁ ବଢ଼ିଚାଲ ଭଗବାନଙ୍କ ଆଶୀର୍ବାଦ ଅଛି ତମ ଦ୍ଵାରା ବୋହୁତ ଭଲ କାମ ହେଇପାରିବ
ଭଉଣୀ ଆପଣ କହିଛନ୍ତି ଠିକ କଥା କିନ୍ତୁ ବାପା ଭଲନୁହଁନ୍ତି କାରଣ ଅଳସୁଆ ଗୁଣ ଠକିଖାଇବା ସହଜରେ ବଂଚିବା ଉପାଅ ଭଗବାନଙ୍କ ନାମକହି ଲୋକଙ୍କୁ ଠକିବା ଭଲନୁହେଁ ତେଣୁକରି ସେହିପ୍ରଭାବ ଆଜି ଝିଅ ଉପରେ ପଡୁଛି କିନ୍ତୁ ଝିଅଟି ଭଲ ସେ ବାପାର ସବୁ ଭୁଲ ସେ ଅଳସୁଆର ଗୁରୁଅଟନ୍ତି
God bless you , may god prey to you , every success in your life
ଦିଦି ଭଗବାନ ତୁମକୁ ମୋ ଆୟୁଷ ଦେଇଦିଅନ୍ତୁ ଜୟ ଜଗନ୍ନାଥ🙏
Thank you sister
God bless you.
Baba nku mora bhumista pranam Jay jagannath Jay jagannath 🙏🙏🙏🙏🙏🙏🙏
ଏତେ ଖରାପ ଲୋକ ଛି. ଛୁଆଟା ମୁହଁ କୁ ତ ଟିକେ ଦେଖ.କେତେ ସୁନ୍ଦର ଲାଗୁଚି. ତମେ ଭଉଣୀ . ଦେଖିବ ତମେ ଆଗକୁ ବହୁତ ଭଲରେ ରହିବ.
dhono dekhi baha hele chhua kori chhadi dele....jhio ro value sasu ghore au nahi....only money dorkar...no hele use & throw...bonchile boncho no hele moro🔥...✍️
Thiki kahile Bapa,Se Ani Aasithile Gala bele Dhari ki jibe Very Nice Bapa Good 👍
Bahut sundar bichardharA jhi ku dekhile jana paduchhi jhia time bahut bhala heithiba God bless🙏 her n her daughter❤😍
କେହି ନିଜ ଦୋଶ କେହି ଦେବେନି ନିଜେ ହିଁ ଶିଖିବା ଦରକାର ।
ଅଭଦ୍ର ଶାଶୂଘର.. ବେଶି ଅଭଦ୍ର ସେ ସ୍ୱାମୀ ଟି
ଜୟ ଜଗନ୍ନାଥ
ଆଗ ଯୁଗରେ ଧନୀଘର ଝିଅ ଗରିବ ପୁଅକୁ ବାହା ହେଉଥିଲେ ଏବେ ଝିଅମାନେ ଶିଖିବା କଥା। କଣ ମୁଁ ଭୁଲ କହିଲି କି।
Han be bhul କହିଲୁ 😂😂
Bada kuhani mausa....sia choto loka
Gariba loka Hrudaya bada sia bada loka🎉
Sister tumaku jagannath tumaku Asirbada miliba
God bless you sister ❤❤❤❤❤
ତମ ଝିଅ କୋଉ ଭଲ ସେବା କରୁଥିବ, ସେ ନିଜ ସ୍ବାମୀ ସହିତ ଅଲଗା ରହିବା ପାଇଁ ଚାହିଁ ଥିବ ଆଉ ଝିଅ ର ବାପା ଟଙ୍କା ଟେ ଦଉ ନ ଥିବ। ଯେଉଁଠି ରହିବ patience ଦରକାର
Madam nku koti pranam.apana nka jatra mangala Maya heu .jaganatha apana au chhua jhia nku samaja re pratistita karantu
Bhauni apana nka sangare samaste achhanti shree jagannath achhanti au apana nku bahut sundar re rakhibe bhala re rakhibe❤❤🙏🙏🙏🙏🙏🙏🙏🙏🙏🙏🙏🙏👌👌👌👌👌👌👌👍👍👍👍👍🌹🌹🌹🌹♥️♥️♥️♥️♥️♥️😭😭😭😭
Vagaban tumaku bahut vala re rakhantu,,🙏
Tik katha kahila bhai...
Sister dt cry.jaha heichi bhala heichhi. Sabu bele god Ashanti.
ଜୟ ଜଗନ୍ନାଥ 🙏🏻🙏🏻🙏🏻
Mausa tume kete support karucha...very good 👍👍👍👍👍👍👍👍👍👍👍👍👍👍
ଭଉଣୀ ତମକୁ ଦେଖି ବହୁତ୍ କଷ୍ଟ ଲାଗୁଚି ଠାକୁର ତମକୁ ଆଉ ତମ ଝିଅ କୁ ଖୁସି ରେ ରଖନ୍ତୁ
Jhia pura thank baba photo re jemiti semiti dekhajauchi sundar ❤❤❤
Jay shree jagannath 🙏❤️
Jay jagannath....
God bless you 🙏
Your thinking is so good
So thanks as a best father & those person must be punished by God
Sita Ram Bhagaban Achanti
Jay Jaganatha you are example for many womans
Thik katha
Salute sister mu achi aau rahibi Tama sahita sabu samaya re Jai hind
God bless you beta ❤❤
God bless you.good time will comeing for you.
Bahut badhiya ...padakshypa.neichhanti. Jhia ra Bapa..jou jhia mananku turcher karuchhanti sasughara loka ..jhia nkar Bapa mane emiti Kariba Katha ..jhia mananku zabardasti sasughare rahiba paien advice Deba apekshya aniki nija ghare ashrya dele bahut jhia safe rahijayanti....
Bhagaban tamaku khusire rakhantu
ଭଉଣୀ ତମକୁ ସମସ୍ତଙ୍କ ଅଶ୍ରିବଦ ଅଛି ।।।ସମୟ ସବୁ ଠିକ୍ କରିଦେବ
Jay Jagannath jhio ku aau didi ku khusire rakhanta
ମୋ ସୁନା ଭଉଣୀ କାନ୍ଦନା ତୁ ମୋ ମା ଝିଅ ସାତିରେ ମା ମଙ୍ଗଳା ଅଛନ୍ତି ଜୟ ମା 🌺🌺🌺🌺🌺🌺🌺🙏🙏🙏🙏🙏🙏🙏👍👍👍👍👍👍👍
❤❤❤ହେ ଭଗବାନ ସହାୟ ହୁଅନ୍ତୁ ❤❤❤
Sabuthu dukha lage jetebele chota jhia ta luha poche ,se janini ta maa kou situation re achi,eita maa hi Jane,aaji male kali ki nahi,kai semiti haucha ,prabhu hi saha😢
Right
ଭଲ ଲୋକଙ୍କୁ ସମସ୍ତେ କାଇଁ ହଇରାଣ କରନ୍ତି,,😢😢 ତାଙ୍କ ପରିବାର ଭାଗ୍ୟରେ ନାହିଁ ଏମିତି ବହୁ ଟେ ପାଇବାର,,
Best sister, best beti,best maa
good bless u bhauni tame bahut bhala
Bhauni Ghogaban tumaku khushire Rakhibe God bless you
Best daughter good father God bless you
ଭଊଣୀ ପଭୁ ସବୁ ଠିକ୍ କରିଦେବେ
God bless your family
Mo baba mami nku thanks .bohu ku are adhara
Bhauni tume bahut jhia mankara sahas.God bless you
Sister you Great ❤
God bless you sister.jay jagannath.
Bahuta bada katha apana kahile
Your are good