ବିଜେପି ଯେଉଁଠି ଥିବ, ଦଙ୍ଗା ନିଶ୍ଚୟ ହେବ !

Поділитися
Вставка
  • Опубліковано 7 лип 2024
  • ବିଜେପି ଯେଉଁଠି ଥିବ, ଦଙ୍ଗା ନିଶ୍ଚୟ ହେବ ! sanghamitra jena | BJP | Khati
    #bjd #odisha #arvindkejriwal #mohanmajhi #bjp #laxmibus #naveenpatnaik #vkpandian #newsheadlines #trendingnews #odishanews #breakingnews #latestnews #rahulgandhi #narendramodi #congress #shankaromsharan #shankarmada #odianews #khati

КОМЕНТАРІ • 1,1 тис.

  • @ramachandrasahoo7067
    @ramachandrasahoo7067 18 днів тому +207

    ଧନ୍ୟ ଧନ୍ୟ ଝିଅ ତୁମକୁ ଏମିତି ବୁଦ୍ଧି ଭଗବାନ ଦେଇଥନ୍ତୁ ଲୋମା ତୁମର ଦିର୍ଘ୍ ଆୟୁଷ୍ ଦିଅନ୍ତୁ ।

    • @khantiodia4412
      @khantiodia4412 18 днів тому +2

      😂mariba ei😂

    • @sujitparichha5838
      @sujitparichha5838 18 днів тому

      ​@@khantiodia4412tu maribu magia

    • @sujitparichha5838
      @sujitparichha5838 18 днів тому +2

      ​@@khantiodia4412 kn magia tu kn bjp wala nko theka neichhu ki be

    • @user-yr1hq5ei7d
      @user-yr1hq5ei7d 18 днів тому

      Dhanyavaad. Dhanya. Ta. Saghea. Ku. Kahi. Dalu. Ara. Maghea. Bedhachua. To. Bau. Bia. Maghea. Jeta. Bela. Desh. Birodha. Ra. Kauchi. Pathan. Ku. Sapat. Karuchi. Pathanku. Taki. Hinduku. Ninda. Karuchi. Sauda. Kon. Dakha. Hauni. Akhira. Maghea. Kon. Nia. Khunta. Madike. Akhi. Phutai. Daichu. Jeta. Bela. Kauchi. Pathanku. Bhala. Hindu. Ku. Ninda. Tata. Kon. Subha. Jauni. Kanara. Kon. Pathan. Ka. Banda. Midi. Thilu. Maghea. Pathan. Chua. Badha. Chua. Rahl. Chua. Congresh. Chua. Badha. Chua. Desh. Drohi.

    • @Naiksushantakumar
      @Naiksushantakumar 18 днів тому

      ​Neichibe maagihaa

  • @DebendraBehera-km1rb
    @DebendraBehera-km1rb 18 днів тому +278

    ଭଉଣୀ ଠିକ କଥା କହିଛନ୍ତି

  • @abhimanyudash8360
    @abhimanyudash8360 18 днів тому +111

    ବେଜିପି ହେଉଛି ମନୁବାଦୀ, ବ୍ରାହ୍ମଣଦାବୀ ର ରାଜନୈତିକ ଦଳ.. ସେମାନେ ମନୁବାଦ, ବ୍ରାହ୍ମଣବାଦ ରେ ଭାରତକୁ ଶାସନ କରିବାକୁ ଚାହୁଁଛନ୍ତି.. କିନ୍ତୁ ଆମେ ଭାରତକୁ ସମ୍ବିଧାନରେ ଚଳେଇବାକୁ ଚାହୁଁଛୁ. ତେଣୁ ଏପରି ଦଳ ଓ ଚିନ୍ତାଧାରାକୁ ବର୍ଜ୍ୟ କରନ୍ତୁ..

    • @bibhutijena3383
      @bibhutijena3383 18 днів тому +4

      ମନୁ ଵାଦୀ , ବ୍ରାହ୍ମଣ ବାଦୀ ମାନେ କ'ଣ ? ମୁଁ ବ୍ରାହ୍ମଣ ନୁହେଁ ଜଣେ ହୀନ୍ଦୁ ।

    • @khantiodia4412
      @khantiodia4412 18 днів тому

      😂tu sala biriyanibadi😂

    • @khantiodia4412
      @khantiodia4412 18 днів тому +2

      Badipoda maribu kukura hebu

    • @bhagbatclick
      @bhagbatclick 18 днів тому

      tu sambhidha sanbidha kaouna hauchhu jaou dina tora khatna karidebe Jabardasti tor Dharma paribartan kari debe se dina au kichhi kariparibu ni re murkha

    • @sradhamihir5552
      @sradhamihir5552 17 днів тому +5

      ସମ୍ବିଧାନ କଥା କହିଲେ ମୋଦି ମୂତି ମୂତି ଦୌଡ଼ି ପଳେଇବ 😂😂

  • @user-pu9qo1sg6p
    @user-pu9qo1sg6p 18 днів тому +154

    ଦଙ୍ଗାକାରୀ ଦଳ ବିଜେପି ଦଳର ଅନ୍ୟନାମ।

    • @khantiodia4412
      @khantiodia4412 18 днів тому

      😂😂tu sala navina kukura 😂

    • @sanatani-gd4rv
      @sanatani-gd4rv 18 днів тому +1

      Bala na😂

    • @parsuramsahoo7509
      @parsuramsahoo7509 18 днів тому

      ତୁମେ ତ ସେଇ ଗୋଟିଏ ଜିନିସ ଜାଣିଛ,,ତୁମର ସେଇଟା ବେପାର।​@@sanatani-gd4rv

    • @bhabanishankarpati466
      @bhabanishankarpati466 16 днів тому +2

      That's name only congress creating disturbances between two

    • @bhabanishankarpati466
      @bhabanishankarpati466 16 днів тому +2

      Bjp now & forever..Joy Hind

  • @davidpahad3
    @davidpahad3 18 днів тому +105

    BJP, RSS ର ସରକାର।
    RSS ଗୋଟେ ଆତଙ୍କବାଦୀ ସଂଗଠନ, ଏହା UN କହିଛି।
    ମୋହନ ମାଝି RSS ର ଏଜେଣ୍ଟ।

    • @khantiodia4412
      @khantiodia4412 18 днів тому +6

      😂😂tu bala ta jinichu😂

    • @khantiodia4412
      @khantiodia4412 18 днів тому

      Kouthu padilu madrasa ru na bedhei sonia thu😂

    • @bapujeedas5140
      @bapujeedas5140 18 днів тому +4

      Tume ate katha jaanicha tathape BJP ku kemiti jeteila ta mane tume sabu doghal Congress ra khaiba BJP ku vote daba

    • @bairagibehera6011
      @bairagibehera6011 18 днів тому +4

      ନିଜ ଦେଶ କୁ ବଞ୍ଚେଇବା

    • @davidpahad3
      @davidpahad3 18 днів тому

      @@bapujeedas5140 ନାଇଁ ସାର୍, ମୁଁ BJD କୁ ଓ ମୋ wife Congress କୁ ଭୋଟ ଦେଇଥିଲୁ

  • @user-hq2zw2pw4j
    @user-hq2zw2pw4j 18 днів тому +386

    ଭଉଣୀ ସମ୍ପୂର୍ଣ 100% ସତ କହିଛନ୍ତି ଏହି କଥାକୁ ଆଦୌ ପ୍ରତ୍ୟାଖାନ କରାଯାଇ ନ ପାରେ

    • @khantiodia4412
      @khantiodia4412 18 днів тому +5

      😂😂banda

    • @biprasideaexecutionsuccess4795
      @biprasideaexecutionsuccess4795 18 днів тому

      Tu ହିଁ BJP ଦଙ୍ଗା କାରି ହିଂସ୍ର ପଶୁ ତ comment ଜଣାପଡୁଛି​@@khantiodia4412

    • @kumarnitu4203
      @kumarnitu4203 18 днів тому +10

      Fake katha kahibare bhauni nka agaru history achhi..Fake katha sunantu nahi

    • @kumarnitu4203
      @kumarnitu4203 18 днів тому +5

      Fake katha

    • @sujitparichha5838
      @sujitparichha5838 18 днів тому

      ​@@khantiodia4412 Ta maa bia bujhilu

  • @subashpatra6528
    @subashpatra6528 18 днів тому +109

    You are hundred percent right

  • @khusirajalaxmidiptiexpress5041
    @khusirajalaxmidiptiexpress5041 18 днів тому +163

    ନିରାଟ ସତ୍ୟ କଥା....

    • @khantiodia4412
      @khantiodia4412 18 днів тому

      Bala na

    • @user-yr1hq5ei7d
      @user-yr1hq5ei7d 18 днів тому

      To. Bau. Bia. Na. Nirat. Satha. Katha. Sala. Desh. Drohi.

    • @ramakantabhuyan1863
      @ramakantabhuyan1863 14 днів тому

      ​@@khantiodia4412 Pagala ta kire tu , tu I'd re Jou photo Rakhichu Sehipari Murkha pila tu , Andhabhakat Sabu

  • @AjitKumarBehuraAjit
    @AjitKumarBehuraAjit 18 днів тому +180

    Bjp pati Jumula pati

    • @user-yr1hq5ei7d
      @user-yr1hq5ei7d 18 днів тому +2

      Maghea. Badhachua. Toghara. Pashike. B. J. P. Bala. To. Gheaku. Gahiki. Jhamala. Kari. Thila. Ki. Mota. Agha. Maghea. Badha. Chua. To. Bau. Bia. Comit. Madhyam. Ra. Kahilu.

    • @jaindk5432
      @jaindk5432 18 днів тому +3

      @@user-yr1hq5ei7dta mane to ghare pasiki pelichanti bjp bala😅😅😅😅

    • @sradhamihir5552
      @sradhamihir5552 17 днів тому +1

      ​@@jaindk5432ସେଥିପାଇଁ ସେ ଡରିକି bjp କୁ ସପୋର୍ଟ କରୁଛି 😂

    • @Royalking75912
      @Royalking75912 16 днів тому

      @@user-yr1hq5ei7d ନାଇ ରେ ପେଲେଇ ପୁଅ ....ଧରମା ବାଣ୍ଡ କୁ ଧରିକି ତୋ ବୋଉ ସୋଇଥିଲା....ବାପା ବାହାରେ ଜଗିଥିଲା...ସେଇଥିପାଇଁ ତୋ ଭଳି ଜାରଜ ଜନ୍ମ ନେଇଛନ୍ତି ଏ ଧରପୃଷ୍ଟ ରେ....ନ ହେଲେ ତୋ ବାପା ତୋ ବୋଉ କୁ ଚୋଦିଲା ବେଳେ କଣ୍ଡୋମ ଫାଟିଯାଇଥିବ ସେଇ ଫଟା କଣ୍ଡମ୍ ପାଇଁ ତୋ ଭଳି ଅନ୍ଧଭକ୍ତ ଜନ୍ମ ନିଅନ୍ତି......ଛୋଡ଼ି ପୁଅ ବିଜେପି କେତେ ଛୋଡ ଜଣା ପଡିସାରିଲିଣି.......24 ବର୍ଷ ଶାସନ ରେ କେବେ ଦେଖିଛୁ ପୁରୀ ରେ ଏ ଭଳି ଅଘଟଣ ,,ତୋ ସାତ ଜନମ୍ ରେ କେବେ ଦେଖିଛୁ ପରିବା ଦରଦାମ କଥା....ଛୋଡ଼ି ଅନେଇଲୁ ବିଜେପି ବିଜେପି ହଉନୁ ଦେଖିବୁ ରେ ପୁଅ ଯେତବେଳେ ସେଇ ବିଜେପି ଅନ୍ଧଭକ୍ତ ଘରେ ପଶି ତୋ ଆଖି ଆଗରେ ତୋ ଝିଅ ...ମାଈପ କୁ ଗେହିଁବେ ସେତବେଳେ ଜାଣିବୁ

    • @user-yr1hq5ei7d
      @user-yr1hq5ei7d 16 днів тому

      Ara.. Maghea. Badhachua. Tusai. Andha. Bhakta. Bhitru. Jana. Andha. Bhakta. Nuha. Ki.

  • @reetap4008
    @reetap4008 18 днів тому +135

    ସବୁ ଜାଣି ବୁଝି ବି ଓଡ଼ିଶାକୁ BJP କୁ ଆଣି ବହୁତ୍ ବଡ଼ ଭୁଲ୍ କରିଛନ୍ତି ଓଡ଼ିଆ ମାନେ 😢
    ମୁଁ ପ୍ରଥମ ଦିନ ରୁ ହିଁ ଏହା କହି ସାରିଛି
    ଓଡିଶା ବହୁତ୍ ଶାନ୍ତି ରେ ଥିଲା😢
    ଅନ୍ଧ ଭକ୍ତ ମାନଙ୍କ ପାଇଁ ଆଜି ଏଇ ଦୁର୍ଦ୍ଦଶା😠
    ନୂଆଁ ନୁହଁ ନା 10ବର୍ଷ ହେଲା ଦେଖି ଆସିଛୁ

    • @bhagbatclick
      @bhagbatclick 18 днів тому

      tu ODISHA chadi Chali Ja Rahul Gandhi Ra Gajar Dhari rahibu

    • @premkumarmohanty2444
      @premkumarmohanty2444 16 днів тому +3

      @@reetap4008 ଓଡ଼ିଶା କି ଭାରତ ସାରା ଲୋକେ ଅନ୍ଧଭକ୍ତ ନୁହଁନ୍ତି, ତୁମ ଭଳିଆ କିଛି ଛତୁକାର ଜଉ ମନେ ଓଡିଶା ର ଖଣି,ଖଦାନ, ପାଣି ପବନ କୁ ବାହାର ଲୋକ କୁ ବିକ୍ରୀ ଓ ଦୁର୍ନୀତି କରୁଥିବା ସରକାର କୁ ଆନ୍ଧ ଭଳିଆ ସମର୍ଥନ କରିଆସୁଥିଲେ, ତାହା ସମାପ୍ତ ହେଇଥିବାରୁ ସାହି ପାରୁନାହାନ୍ତି, ତେଣୁ ଆହିପାରି ମତ ଦେଉଛନ୍ତି।

    • @Inner.divinity
      @Inner.divinity 11 днів тому

      ​​​@@premkumarmohanty2444ବିଜେପି ର ବଡ ନେତା ଙ୍କ ପିଲା ମାନେ ବିଦେଶ ରେ ପାଠ ପଢି ବଡ ଚାକିରୀ କରିବେ, ନ ହେଲେ ରାଜନୀତି , ବେପାର କରି କୋଟିପତି ହେବେ, ନ ହେଲେ କ୍ରିକେଟ ବୋର୍ଡ ର ମାଲିକ ହେଇ ବସିବେ , ଆଉ ଅନ୍ଧଭକ୍ତ ଓ ତାଙ୍କ ପିଲା ମାନେ ମୁସଲିମ ଙ୍କ ସହ ଦଙ୍ଗା କରିବେ , ପୋଲିସ ଗୁଳି ଖାଇବେ , ରାମ ମନ୍ଦିର ରେ ଘଣ୍ଟି ବଜେଇ ନାଚିବେ |🤣😁🤣

  • @Royalking75912
    @Royalking75912 18 днів тому +18

    ଆରେ ଆରେ ଚନ୍ଦ୍ରମା ଚାନେଲ ସେଠି ଅଛି.....ବିଜେପି ବିରୁଦ୍ଧରେ କହିଲେ ଚନ୍ଦ୍ରମା ଚାନେଲ ର ଜୋର ଫାଠୁଥିବ

  • @ranajitkumarmohanty9740
    @ranajitkumarmohanty9740 18 днів тому +70

    Absolutely Right Madam.
    ଆପଣଙ୍କ କଥା ଶୁଣି ଗୋଟେ କଥା ଭାବୁଛି... କଂସ ଓ ରାବଣ ବି ହିନ୍ଦୁ ଥିଲେ.. ଜୟଚନ୍ଦ୍ର ବି ହିନ୍ଦୁ ଥିଲେ...
    Forgey Certificate ର ସୌଦାଗର...

    • @khantiodia4412
      @khantiodia4412 18 днів тому +2

      😂😂😂

    • @khantiodia4412
      @khantiodia4412 18 днів тому +1

      Au tu bala

    • @bhagbatclick
      @bhagbatclick 18 днів тому

      abe MURKHA Kansa au Rabana ra tulana Tu Kaha Sahita karuchhu tume sale HINDU nuha Sabu NON hindu ,,RSS Jadi nathanhta aji Bharat re Hindura asthitwa na thanta....

    • @user-co4fl7xl4o
      @user-co4fl7xl4o 18 днів тому

      😂😂😂

    • @ramakantabarik5717
      @ramakantabarik5717 16 днів тому +2

      Yes you are 💯 correct ❤

  • @FirozKhan-io1hd
    @FirozKhan-io1hd 18 днів тому +58

    ଭଉଣୀ କଣ କହିଲ ମନ ଖୁସି ହେଇଯାଉଛି BJP hatao

  • @ramachandranayak7498
    @ramachandranayak7498 18 днів тому +15

    ଏ ଭଉଣୀ ଜଣ ଙ୍କ ଏକ ପାଖିଆ କଥା କହୁଛି ଗୁଜୁରାତ ରେ ଚଳନ୍ତି ଟ୍ରେନ କୁ ପେଟ୍ରୋଲ ପକାଇ କାର ସେବକ ମାନ ଙ୍କୁ କିଏ ଜୀବନ୍ତ ଜାଳି ଥିଲେ, କନ୍ଧ ମାଲ ରେ ପୂଜ୍ୟ. ସ୍ୱାମୀ ଲଖମଣାନନ୍ଦ ସରସ୍ବତୀ ଙ୍କୁ ଜଘନ୍ୟ ହତ୍ୟୟା କିଏ କରିଥିଲେ, ଯେନ ଉ ରେ ଭାରତ ତେରେ ଟୁକୁଡେ଼ ଟୁକଡେ ହୋଗା ଇନ୍ସ ଆଲ୍ହା ଇନସି ଆଲ୍ହା ନାରା କେଉଁ ମାନେ ଦେଉଥିଲେ ଯେଉଁଠି ଦେଶ ବିରୋଧୀ କାମ ହେବ ହିନ୍ଦୁ ଓ ହିନ୍ଦୁତ୍ଵ୍ କୁ ବଦନାମ ଓ ନଷ୍ଟ କରିବାକୁ ଚେଷ୍ଟା କରାଯିବ ସେଠି ବିଜେପି ଓ ରସସ ଚଟାଣ ଭଳିଆ ଠିଆ ହେବ

    • @bhinnalatanayak2
      @bhinnalatanayak2 17 днів тому +1

      Laxnanada kn bhogban se amar hoiki thanta ki ta bholi aji aneko lako nku mari dia jaichi kai tanko pai hindu cotano bholi thia heuni ta janako pai kete niriho nku mari dia gola hisab achi tamo pakhore se dosi ku khoji lo nai kn pai???

    • @k.adityanandanayak3009
      @k.adityanandanayak3009 17 днів тому

      Tama dharma kana

    • @bimalendu4628
      @bimalendu4628 17 днів тому +2

      Ye jhia nua nua bhashan deba shikhu chhi kutu kutu heuchhi Yara bahya gyana kichhi nanhin kupa manduka history padhiba darkar kandhamal ghatana kana thila ye Jani nanhin

    • @Inner.divinity
      @Inner.divinity 11 днів тому +1

      ବିଜେପି ର ବଡ ନେତା ଙ୍କ ପିଲା ମାନେ ବିଦେଶ ରେ ପାଠ ପଢି ବଡ ଚାକିରୀ କରିବେ, ନ ହେଲେ ରାଜନୀତି , ବେପାର କରି କୋଟିପତି ହେବେ, ନ ହେଲେ କ୍ରିକେଟ ବୋର୍ଡ ର ମାଲିକ ହେଇ ବସିବେ , ଆଉ ଅନ୍ଧଭକ୍ତ ଓ ତାଙ୍କ ପିଲା ମାନେ ମୁସଲିମ ଙ୍କ ସହ ଦଙ୍ଗା କରିବେ , ପୋଲିସ ଗୁଳି ଖାଇବେ , ରାମ ମନ୍ଦିର ରେ ଘଣ୍ଟି ବଜେଇ ନାଚିବେ |🤣😁.

  • @user-bq8jc9zk4k
    @user-bq8jc9zk4k 18 днів тому +45

    Bjp. Hingsha Ru jato sethi pae Donga koronti 100%Really

    • @khantiodia4412
      @khantiodia4412 18 днів тому

      😂😂acha

    • @Inner.divinity
      @Inner.divinity 11 днів тому

      ​​@@khantiodia4412ବିଜେପି ର ବଡ ନେତା ଙ୍କ ପିଲା ମାନେ ବିଦେଶ ରେ ପାଠ ପଢି ବଡ ଚାକିରୀ କରିବେ, ନ ହେଲେ ରାଜନୀତି , ବେପାର କରି କୋଟିପତି ହେବେ, ନ ହେଲେ କ୍ରିକେଟ ବୋର୍ଡ ର ମାଲିକ ହେଇ ବସିବେ , ଆଉ ଅନ୍ଧଭକ୍ତ ଓ ତାଙ୍କ ପିଲା ମାନେ ମୁସଲିମ ଙ୍କ ସହ ଦଙ୍ଗା କରିବେ , ପୋଲିସ ଗୁଳି ଖାଇବେ , ରାମ ମନ୍ଦିର ରେ ଘଣ୍ଟି ବଜେଇ ନାଚିବେ |🤣?🤣

  • @davidpahad3
    @davidpahad3 18 днів тому +78

    ଭଉଣୀ ତମେ ଠିକ୍ କହିଛ।
    ମୁଁ ଆପଣଙ୍କ ମତରେ ସହମତ

  • @user-bn6sz8bp2e
    @user-bn6sz8bp2e 18 днів тому +6

    କାଶ୍ମୀର ସମସ୍ୟାକୁ ବିଜେପି ଶାନ୍ତି କଲା , କଂଗ୍ରେସ ଆମେରିକା କୁ ଗୁହାରି କହୁଥିଲା। ଆଉ ଜିବନ ରେ କିଏ ବି କରନନ୍ତାନି। ଆଜିଯାଏଁ କଂଗ୍ରେସ କଣ କରୁଥିଲେ।
    କଂଗ୍ରେସ ସ ଶାନ୍ତି ପ୍ରିୟ ଦେଖାଇ ଦେଶଟାକୁ ନାଶ କରିଥିଲା।

  • @Bhappysagar8228
    @Bhappysagar8228 18 днів тому +14

    U are absolutely right di👍👍

  • @ramachandranayak7498
    @ramachandranayak7498 18 днів тому +8

    ଯଦି ବିଜେପି ଏତେ ଖରାପ ଦେଶରେ ଓ ଦେଶ ରେ ଥିବା ଅନେକ ରାଜ୍ୟରେ ବିଜେପି ବାରମ୍ବବାର ସରକାର କରୁଛି

    • @salubhai7654
      @salubhai7654 18 днів тому +3

      ଯଦି ସତ ସାହାସ ଅଛି ,EVM ଦ୍ଵାରା ଇଲେକ୍ସନ ନକରି ବାଲଟ ପେପରରେ ଦ୍ଵାରା ଭୋଟିଂ ଇଲେକ୍ସନ କରାଯାଉ। ଦେଖିବା କେମିତି BJP ଆସିବ।

    • @sibaprasadbehera3824
      @sibaprasadbehera3824 15 днів тому

      Evm re emiti heithile bjp 400 par heijaithanta

    • @hardikbehera1262
      @hardikbehera1262 13 днів тому

      ​@@salubhai7654maa Ghia tu kete bodo chamcha evm hack hei thile 240 asi no thanta 😂

  • @adyasharay4382
    @adyasharay4382 16 днів тому +4

    ମାଡାମ, ଏତେକଥା କହୁଛନ୍ତି, କାଶ୍ମୀର ରେ ଯେଉଁ ହିନ୍ଦୁ ପଣ୍ଡିତ ମାନଙ୍କୁ ମାରିଦିଆ ଗଲା. ହିନ୍ଦୁ ମହିଳା ଙ୍କ ଉପରେ ଅତ୍ୟାଚାର ଓ ରେପ କରାଗଲା ସେ ବିଷୟରେ ଟିକେ ଆଲୋଚନା କରନ୍ତୁ. କଂଗ୍ରେସ ଯେଉଁ ବକ୍ତ ବୋର୍ଡ. ମୁସଲିମ ଲ ବୋର୍ଡ ବିଷୟରେ କିଛି କୁହନ୍ତୁ.

  • @user-bn6sz8bp2e
    @user-bn6sz8bp2e 18 днів тому +6

    କଂଗ୍ରେସ ଥିବାଯାଏ, ପଠାଣ ରାଜତ୍ଵ ଚାଲିଥିଲା।ଲୋକେ ହଇରାଣ ହେଉଥିଲେ। ବିଜେପି ଯାହା କରିଛନ୍ତି ଆଜିଯାଏଁ କିଏ କରିନି କି କରିବାକୁ ସାହା ନାହିଁ

    • @Inner.divinity
      @Inner.divinity 11 днів тому

      ବିଜେପି ର ବଡ ନେତା ଙ୍କ ପିଲା ମାନେ ବିଦେଶ ରେ ପାଠ ପଢି ବଡ ଚାକିରୀ କରିବେ, ନ ହେଲେ ରାଜନୀତି , ବେପାର କରି କୋଟିପତି ହେବେ, ନ ହେଲେ କ୍ରିକେଟ ବୋର୍ଡ ର ମାଲିକ ହେଇ ବସିବେ , ଆଉ ଅନ୍ଧଭକ୍ତ ଓ ତାଙ୍କ ପିଲା ମାନେ ମୁସଲିମ ଙ୍କ ସହ ଦଙ୍ଗା କରିବେ , ପୋଲିସ ଗୁଳି ଖାଇବେ , ରାମ ମନ୍ଦିର ରେ ଘଣ୍ଟି ବଜେଇ ନାଚିବେ |🤣😁 .

  • @RabiJakaka-rd2cr
    @RabiJakaka-rd2cr 18 днів тому +45

    ଦଙ୍ଗା ଯେଉଁଟି ଆରଏସଏସଏସଏସ ସେଇଟି ଏହା ନିରାଟ ସତ୍ୟ।

  • @user-zr8xo7li3z
    @user-zr8xo7li3z 15 днів тому +3

    Congress ଯେଉଁଠି ଥିବ 2g ଘୋଟାଲା କୋଇଲା ଘୋଟାଲା ଆତଂକବାଦୀ ଆକ୍ରମଣ

  • @Manishbhai234
    @Manishbhai234 18 днів тому +7

    କନ୍ଧମାଳ ଜିଲ୍ଲାରେ ଯାହା ବି ହେଲା ବହୁତ୍ ଭଲ ହେଲା। ମା ରେ ବହୁତ୍ ଭଲ କହୁଛୁ। ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ସହ ଯାହା ହେଲା ତାହା କେମିତି କହିଲୁ ନି। ତମ ମାନଙ୍କ ଭଳି କେତେ ଜଣ ଲାଗି ହିନ୍ଦୁ ଧର୍ମ ସଂକଟ ରେ।

    • @bharatdigal88
      @bharatdigal88 18 днів тому +1

      Laxmana nandaku kie marichhi tame janichha ki ❤❤❤

    • @user-sp4fp3kh7n
      @user-sp4fp3kh7n 17 днів тому +2

      ହିନ୍ଦୁ ଧର୍ମ ସଂକଟ ରେ କାହିଁକି ଅଛି ଏ ପର୍ଯ୍ୟନ୍ତ ଯାଣିନ ପ୍ରଥମେ ସ୍ନେହ ପ୍ରେମ ସିଖ ଜାତି ଭାରଣ ଭେଦଭାବ ଉଚ୍ଚ ନିଶ୍ଚ ପ୍ରଥମେ ହୃଦୟ ରୁ ବାହାର କରିଦୀଅ ହରିଜନଙ୍କୁ ଘୃଣା କନ୍ଧ ସମ୍ପ୍ରଦାୟର ଆଦିବାସୀ ମାନଙ୍କୁ ଘୃଣା ଏହା ତୁମର ଧର୍ମ ମୁର୍ଖ ପଣ୍ଡିତ ମାନେ
      ସେଥିପାଇଁ ହିନ୍ଦୁ ଧର୍ମ ସଂକଟ ରେ

    • @bimalendu4628
      @bimalendu4628 17 днів тому +1

      Thik kahichhanti agnya.bhagawan yaku budhi diantu

    • @sanatandigal2446
      @sanatandigal2446 9 днів тому

      Ea hindu nuha ki muslim nuha ki Christian nuha ea houchi nastika...murkha

  • @PitambarSagar
    @PitambarSagar 18 днів тому +55

    ଭଲ କଥା ଗୁଡିକ କହୁଛ ଝିଅ
    ଭଗବାନ ତୁମକୁ ଆଶୀର୍ବାଦ ଦିଅନ୍ତୁ
    ଆଗକୁ ମାଡି ଚାଲ

    • @user-yr1hq5ei7d
      @user-yr1hq5ei7d 18 днів тому

      To. Ghea. Biaku. Motakarantu. Pathantoka. Aghodaghae. Desh. Drohi. Gheaku. Ghai. Ki. Chua. Karantu.

  • @ODISHABHAI-eq8jq
    @ODISHABHAI-eq8jq 18 днів тому +18

    ହିଂସା କହିଲେ ବିଜେପି ଓ rss କୁ ବୁଝା ଏ, ସେମାନେ ଙ୍କ କଥା ରେ ମିଠା ନ ଥାଏ

  • @ranjitnayak4745
    @ranjitnayak4745 18 днів тому +7

    ଭଉଣୀ ଦଙ୍ଗା ହେଇଛି କାହିଁକି, ଦଙ୍ଗା କେବେ ବି ଖାଲିରେ ହୁଏନାହିଁ,

  • @dhirendrakumarguru980
    @dhirendrakumarguru980 18 днів тому +32

    Apanka katha 100% sata . Unfortunately our Odisha elected it.

  • @LipuBaliarsingh
    @LipuBaliarsingh 18 днів тому +17

    Right 👍👍👍👍

  • @babunapradhan8100
    @babunapradhan8100 18 днів тому +28

    ବିଜେପି ଦଙ୍ଗାକାରି ଦଳ

  • @DhanapatiNayak-gv3xl
    @DhanapatiNayak-gv3xl 18 днів тому +50

    Yes medom 100%Right

  • @hansdahpurudhul9160
    @hansdahpurudhul9160 18 днів тому +5

    Danga heba kahikina.... chora...dakayat...tauter jauthi achi sethi semane bjp ku dari danga karanti...bjp is the best

  • @rkentertainment3226
    @rkentertainment3226 18 днів тому +25

    ଧନରେ ଯେମିତି ବାଳୁଙ୍ଗା ଥାଏ ବିଜେପି ଗୋଟିଏ ସେମିତି ରାଜନୈତିକ ଦଳର ବାଳୁଙ୍ଗା ଦଳ।😅😅😅😅😅😅😅

    • @user-yr1hq5ei7d
      @user-yr1hq5ei7d 18 днів тому

      To. Bau. Bia. Dala. Magheabedha. Chua. B. J. P. Birodhara. Au. Thara. Kahilu. To. Ghiva. Opadi. Dabi. Chinechu. Mota.

    • @rkentertainment3226
      @rkentertainment3226 18 днів тому

      @@user-yr1hq5ei7d କୁଣ୍ଡେଇ ହେଲା ରାଣ୍ଡିପୁଅ ।ବିଜେପି କୁ ନୁହେଁ ।ଏଇ ଗଣ୍ଡ ମୂର୍ଖକୁ।

    • @rkentertainment3226
      @rkentertainment3226 18 днів тому

      ​@@user-yr1hq5ei7dବିଜେପି କୁ ବା ଧି ଲା କି ନାହିଁ ଏ ଆଇଁ ଠା ଖିଆକୁ ବା ଧୀ ଲା ଯେ କୌଣସି ଦଳକୁ ଆମେ ସମାଲୋଚନା କରିପାରିବୁ । ଏଥିରେ ତୁମର କଣ ଭାସିଗଲା ।

    • @user-yr1hq5ei7d
      @user-yr1hq5ei7d 18 днів тому

      Tu. Mo. Katira. Thila. Maghea. Bedhachua. Tata. Bata. Phadila. BhAlia. Phadi. Deanti.

    • @ramakantabhuyan1863
      @ramakantabhuyan1863 14 днів тому

      ​@@rkentertainment3226 Right 👍

  • @abcdefgh371
    @abcdefgh371 18 днів тому +41

    Ek dum thik bjp jauthi danga seithi

  • @hatakishoresahoo1984
    @hatakishoresahoo1984 18 днів тому +45

    ଠିକ୍ କଥା

  • @bidyutlatanayak2183
    @bidyutlatanayak2183 18 днів тому +36

    Right said sanghamitra

    • @user-yr1hq5ei7d
      @user-yr1hq5ei7d 18 днів тому

      Tuta. Ghoda. Ghae. Kia. Kahilu. Agha. Jub. Dela. Tu. Jub. Karichu. Ki. Nahi. Mu. Kahi. Paribe. Nahi.

    • @user-yr1hq5ei7d
      @user-yr1hq5ei7d 18 днів тому

      Mu. Jata. Dur. Bhabuchi. Tu. Sa. Jheara. Kaha. Kichi. Nabhuji. Na. Suji. Khali. Comit. Ra. Kahidalu. Sanghimitra. Thik. Kahi. Chanti. Mu. Jeta. Dur. To. Comit. Padhi. Janile. Tu. Ghoda. Ghar. Mo. Bhasara. Tu. Gota. Desh. Drohi. Au. Bhari. Murkha. TatA. Au. Sagheaku. Godai. Godai. Gahiba. Katha.

  • @salmontudu9152
    @salmontudu9152 18 днів тому +28

    ମଡାମ୍ ଆପଣ ବହୁତ ଭଲ କହିଛନ୍ତି,ଆଉ ସମସ୍ତ ସବୁ ଧର୍ମର କଥା କହିଥିବାରୁ ବହୁତ ବହୁତ ଧନ୍ୟବାଦ୍

    • @rssiddharth3134
      @rssiddharth3134 17 днів тому

      Shunantu Rahul Gandhi parliament re kana kahile...
      Satyameva Jayate 🇮🇳🇮🇳🇮🇳
      ua-cam.com/users/livefSkXZzyabsY?si=dwA0zW2m3lQRAVq-

  • @sandhyaranisinghrima3785
    @sandhyaranisinghrima3785 18 днів тому +15

    ସତ କଥା ମାମ୍ । ଧର୍ମ ନାଁ ରେ ରାଜନୀତି।

    • @khantiodia4412
      @khantiodia4412 18 днів тому

      Oo acha😂 bala na

    • @user-yr1hq5ei7d
      @user-yr1hq5ei7d 18 днів тому

      Thik. Katha.kahila.bhai

    • @user-it4zo1pd7r
      @user-it4zo1pd7r 15 днів тому

      Eee dharma pai ta Bharat pakistan hindu muslim divide hoi thile, ta ethire rajniti sunischit ay

  • @Mupabana
    @Mupabana 18 днів тому +26

    ସତ୍ୟ କଥା ବଉଣୀ

  • @Sknoo59480
    @Sknoo59480 18 днів тому +26

    ଠୀକ କହିଛନ୍ତି ସତିୟ କଂଗ୍ରେସ ଜିନ୍ଦାବାଦ

  • @20s_Engineer
    @20s_Engineer 18 днів тому +20

    100% correct

  • @Hacker-em7bo
    @Hacker-em7bo 18 днів тому +24

    BJP HELA BHARAT JALAO PARTY

  • @nababkhan7590
    @nababkhan7590 18 днів тому +6

    Right 👍 sister ❤😂

  • @jyotirmayasamal3207
    @jyotirmayasamal3207 18 днів тому +3

    ତମର ଧର୍ମ କଣ ତ ଜାଣିପାରୁନି ମୋତେ ବିଧର୍ମୀ ପରିଲାଗୁଛ ଦଙ୍ଗା କଥା କହୁଛ ତମ ଦଳ ଈତିହାସ ପଢ କାଶ୍ମୀର ପଣ୍ଡିତ ଙ୍କୁ , ପଞ୍ଜାବ ରେ ଶିଖ ଙ୍କୁ, ଗୋହତ୍ୟା ବନ୍ଦ ଆନ୍ଦୋଳନ କାରି ସାଧୁ ଙ୍କୁ, ରେଳରେ କର ସେବକ ଙ୍କୁ,ମାରିଛି କିଏ ,ରାମଲିଳା ମ‌ଇଦାନରେ ରାମଦେ ଙ୍କୁ ମାରିବାକୁ ଯୋଜନା କରୁଥିଲା କିଏ ଆଉ ସତି ଦେଖାନା ଲୋକ ମତରୁ ଜାଣିପାରୁନ ତମର ଇଜତ ୧୦୦ ପୁରୁନି ଫୁଟାଣି ମାରନା ଲୋକେ ଠିକ ବିଚାର କରୁଛନ୍ତି

    • @bimalendu4628
      @bimalendu4628 17 днів тому +1

      Yaku kichhi nahele Indian history padhaidiantu agnya budhira bikasha heba kutu kutu hei bhashan debani

  • @achyutbag4614
    @achyutbag4614 18 днів тому +15

    Yes right kahile madam

  • @user-bn6sz8bp2e
    @user-bn6sz8bp2e 18 днів тому +2

    କଂଗ୍ରେସ ଥିଲାବେଳେ ଭାରତର ନ୍ୟାୟ ବିଦେଶରେ ହେଉଥିଲା। ସବୁଜାଣିବି ଆମେରିକା ପ୍ରମାଣ ମାଗୁଥିଲେ। ଚିନ୍ ଧମକପୂର୍ଣ୍ଣ କହୁଥିଲା,

  • @karnabisoyi376
    @karnabisoyi376 18 днів тому +15

    ଏକ ଦମ୍ ଠିକ୍ କହିଛନ୍ତି ଭଉଣୀ you are you are 👍👍👍👍👍👍👍

  • @bhabanishankarpati466
    @bhabanishankarpati466 16 днів тому +3

    What a joke you are saying madam all that about Bjp party..its so shameful for all of us..After a long distance Bjp government came to Odisha so opposite party people intensenly saying all that things..

  • @bharatsethy3406
    @bharatsethy3406 18 днів тому +6

    Right sister

  • @user-wh4kq1qk8o
    @user-wh4kq1qk8o 18 днів тому +18

    ସଂଘମିତ୍ରା Madam କି Miss କି Mom ଯା ହୁଅ ଇନ୍ଦିରା ଗାନ୍ଧୀ ମଲା ବେଳେ ଶିଖି ଦଙ୍ଗା ତୋ ବାପା କୁ ପ୍ରଚାର, କଂଗ୍ରେସ ବାଲା ଶିଖି ୧୮୦୦କୁ ମାରିଲେ ଆଉ ନୃଶଂସ ଭାବେ ଜୀଅନ୍ତା ଚମଡା ଉତାରି ଦେଲେ, ବେଧପିଲା ତାର ଉତ୍ତର ଦେବୁ କି?

    • @bhinnalatanayak2
      @bhinnalatanayak2 17 днів тому +2

      Tame se time ku jauno rahibo past ku chadi present re kichi change koriba sikho

    • @bimalendu4628
      @bimalendu4628 17 днів тому

      Right question

    • @creativescience1533
      @creativescience1533 12 днів тому

      Bhauni ekdum thik kahich BJP gundaraj

    • @Inner.divinity
      @Inner.divinity 11 днів тому +1

      ବିଜେପି ର ବଡ ନେତା ଙ୍କ ପିଲା ମାନେ ବିଦେଶ ରେ ପାଠ ପଢି ବଡ ଚାକିରୀ କରିବେ, ନ ହେଲେ ରାଜନୀତି , ବେପାର କରି କୋଟିପତି ହେବେ, ନ ହେଲେ କ୍ରିକେଟ ବୋର୍ଡ ର ମାଲିକ ହେଇ ବସିବେ , ଆଉ ଅନ୍ଧଭକ୍ତ ଓ ତାଙ୍କ ପିଲା ମାନେ ମୁସଲିମ ଙ୍କ ସହ ଦଙ୍ଗା କରିବେ , ପୋଲିସ ଗୁଳି ଖାଇବେ , ରାମ ମନ୍ଦିର ରେ ଘଣ୍ଟି ବଜେଇ ନାଚିବେ |🤣😁..

  • @niranjandas1953
    @niranjandas1953 13 днів тому +1

    ମୋଦୀ କୁ ତ ଦେଖିଥିଲୁ ଏବେ ମନ ମୋହନ ଯାଦୁ ମଲମ ଯାହା ସବୁ ଆସୁ ଆସୁ କଲାଣି ତାହା କେହି ଭି ଏତେ ଶୀଘ୍ର କରି ନ ଥିଲେ, ଖାଲି ଭଙ୍ଗା ଭାଙ୍ଗି ଆଉ ରଙ୍ଗ ଲଗେଇବା, ଏ ମୋଦୀ ଠୁ ଭି ବଳିଗଲାରେ ବାବା, ମୁଣ୍ଡରେ କେତେ ଦୂର୍ବୁଧି ଅଛି ତାହା ମାପିବା କଷ୍ଟକର,5yr କଣ ଯେ କରି ବସିବ........... ଭଲ ନାଁ କମାଉଛି....... ଦେଉଳ ତୋଳିଲେ ନାଁ ବାଟରେ ହଗିଲେ ନାଁ........ ପୁରା ଓଡ଼ିଶାର no 1 ନାଁ କରିବ, BJP ତ କାହାକୁ ଦାନା ପାଣି ଦେଇ ପାରିବନି ଖାଲି ଗରିବ କୁ tax ପରେ tax ଦେଇ ଦେଇ ମରିବ

  • @abhimanunial2025
    @abhimanunial2025 18 днів тому +7

    ❤ you sir

  • @bhupatinayak2748
    @bhupatinayak2748 18 днів тому +4

    Sanghmitra = Poonam ପଣ୍ଡିତ, very good

  • @mmanilal8166
    @mmanilal8166 13 днів тому +1

    7 november 1966 ରେ କିଏ ହିଂସା କରିଥିଲା। ସାଧୁ ସନ୍ଥ ମାନଙ୍କୁ କିଏ ମରିଥିଲା ।

  • @kuidinakandhamal7070
    @kuidinakandhamal7070 17 днів тому +3

    କନ୍ଧମାଳରେ ସ୍ୱାମୀ ଜିଙ୍କୁ କିଏ ହତ୍ୟା କରିଛି ସେହି ବିଷୟରେ ଟିକେ କୁହନ୍ତୁ

    • @bbaby962
      @bbaby962 14 днів тому

      Bro ask to the government for the details

  • @AJITSIN-li4xv
    @AJITSIN-li4xv 18 днів тому +7

    କଂଗ୍ରେସ ଥିଲା ବେଳେ ପୁରା ରାମ ରାଜ୍ୟ ଥିଲା. BJP ଆସିବାରୁ ଅଧିକ ହେଲା . ଭାରତ କଂଗ୍ରେସ 66 ବର୍ଷ ଶାସନ ସମୟରେ ଅଧିକ ଦଙ୍ଗା ଦେଖା ଯାଇଛି.1-commonwealth scma 80.000 crorese.2-aadarsh scma.3-satyam scam.4-chopper scma 5-2Gscma 101scma-କଂଗ୍ରେସ କରିଛି ଏହି ଝିଅ ବାଳ ଜାଣିଛି ସେ ସବୁ ଦେଖା ଯାଉନି ଏବେ ଦେଖା ଯାଉଛି

  • @pratapkumarnayak9677
    @pratapkumarnayak9677 18 днів тому +6

    କେଉଁ ଦଳକୁ ଗଲେ ଭଲ ହେବ କୁହନ୍ତୁ l

    • @khantiodia4412
      @khantiodia4412 18 днів тому +1

      😂 biriyanibadi😂

    • @ManojBhoi-qt1nq
      @ManojBhoi-qt1nq 18 днів тому

      @@khantiodia4412 ନାଇଁମ ଖାଲି ତ ଗେରୁଆ ଗେ.. ଗେ ଗେରୁଆ 😂😂😂
      ହା, ହା.. 😂

    • @user-yr1hq5ei7d
      @user-yr1hq5ei7d 18 днів тому

      Congresh. Dalakupala. Rahugandira. Banda. Chuchumibu.

    • @HariharaGomango-ck6cq
      @HariharaGomango-ck6cq 18 днів тому +1

      BJD , Congress

    • @user-yr1hq5ei7d
      @user-yr1hq5ei7d 18 днів тому

      Mana. Bhuji. Pari. Lini.

  • @BalaramNath-fe8ws
    @BalaramNath-fe8ws 18 днів тому +2

    ତମର କାମ କଂଗ୍ରେସ ଛଡ଼ା ସବୁ ପାଟିନାରେ କହିବ ତମେ କଂଗ୍ରେସ ଲୋକ ତମର 29ରେ କଂଗ୍ରେସ ରୁ ଟିକେଟ ପକା

  • @Nitish86858
    @Nitish86858 16 днів тому +2

    You are telling correct sister

  • @sanatansahoo8683
    @sanatansahoo8683 18 днів тому +16

    Right answer

  • @user-sx8er1cg8k
    @user-sx8er1cg8k 18 днів тому +12

    Odisha re Congress aasiba darkar next election

  • @kumarajit955
    @kumarajit955 17 днів тому +2

    Eie heuchhi Congressi but emergency katha manepaduni

  • @saunatudu2000
    @saunatudu2000 16 днів тому +2

    ଅନ୍ଧ ଭକ୍ତ ମାନଙ୍କୁ ଏ କଥା ବି ଠିକ୍ ହିଁ ଲାଗିବ

  • @user-xo3fd9et6r
    @user-xo3fd9et6r 18 днів тому +3

    Right 👍

  • @akhilkumarray3930
    @akhilkumarray3930 17 днів тому +2

    Brave and true lady of Odisha 👉

  • @SudarsanDas-i4l
    @SudarsanDas-i4l 18 днів тому +2

    Little learning is dangerous for the society

  • @RAMESHMARANDI-GDGFT
    @RAMESHMARANDI-GDGFT 18 днів тому +8

    ଚାଲି ନ ଜାଣି ବାଟ ର ଦୋଷ। ବେକାର ଟାରେ କାହିଁକି ଫଡ ଫଡ ହେଉଛନ୍ତି। ପଶ୍ଚିମ ବଙ୍ଗ ମମତା ବାନାର୍ଜୀ ଙ୍କୁ କଣ କହିବେ ଯେଉଁଠି ହିନ୍ଦୁ ମାନଙ୍କ ଅସ୍ଥିତ୍ଵ ଦ୍ରୁତ ଗତିରେ ବିନାଶ ହେଉଛି।ରାହୁଲ ଗାନ୍ଧୀ ଙ୍କୁ କଣ କହିବେ ହିନ୍ଦୁ ମାନେ ହିଂସ୍ରୁକ। ୱେଇଶି ଜୟ ପାଲେଷ୍ଟାଇନ ବିଷୟ କଣ କହିବେ।

  • @susmitasahoo9798
    @susmitasahoo9798 18 днів тому +11

    Yes exactly

  • @prabhakarswar1226
    @prabhakarswar1226 16 днів тому +1

    In 1947 there was no BJP. Then who was responsible for the "danga" happened at that time and formation of Pakistan? Please clarify.

  • @user-cd1cd8wy4h
    @user-cd1cd8wy4h 18 днів тому +4

    ୧୯୪୭ ,
    ଭାରତ ପାକିସ୍ତାନ ବିଭାଜିତ ହେଲାପରେ,
    ସେକୁଲାର ପାକିସ୍ତାନ ରେ ନାହଁ ଅସୁବିଧା କେଉଁଠି,?
    27% ହିନ୍ଦୁ ଧର୍ମ ରହିଲେ,ସେକୁଲାର ରହିଲାନି?
    CHACHA, FHIROJ MAINO WANDRA BORN IN GUJARAT PORBANDAR MAHATMA GANDHI FAMILY?
    RIGHTS OF CONSTITUTION LAW?

  • @hrmrdeepakkumar8616
    @hrmrdeepakkumar8616 18 днів тому +9

    Sister ji right 👍👍👍👍

  • @sayedfaruquealictc1255
    @sayedfaruquealictc1255 17 днів тому +1

    😢 ଦେଖନ୍ତୁ ବିଜେପି ହିଂସା ଉପରେ ଭରସା କରେ, ଯେଉଁଠି ଦଙ୍ଗା ସେଇଠି ବିଜେପି ଏହା ନିରାଟ ସତ୍ୟ। ବିଜେପି ହିନ୍ଦୁ ଧର୍ମ ର ଠିକାଦାର ନୁହେଁ, ଏହା ରାହୁଲ ଗାନ୍ଧୀ ଠିକ୍ କହିଛନ୍ତି। ମରୀଚିକା ପଛରେ ଧାବନ କରିବା ଯାହା ୟାଙ୍କ ସମର୍ଥନ ଦେବା ସେହିଆ।

  • @rishabhbhoi3402
    @rishabhbhoi3402 18 днів тому +2

    ତୁ ଖାଲି ରଡୁ ଥା କିଛି କରି ପାରିବୁ ନାହିଁ

  • @lalmohonbhuyan2449
    @lalmohonbhuyan2449 18 днів тому +8

    ଆପଣ ଠିକ୍ କହୁଛନ୍ତି

  • @rajendramalick548
    @rajendramalick548 18 днів тому +15

    ଏକଦମ୍ ଠିକ୍ କଥା କହିଲେ ଭଉଣୀ 👍

  • @bhabanishankarpati466
    @bhabanishankarpati466 16 днів тому +2

    May be you are cleverly try to change all that speeches of Rahul Gandhi saying before days on parliament Bhawan against Hindutwa like Hindu means Hinsha..Hinsha
    Asatya Asatya..& also criticised God & goddess so much ..after all as you are a hindu how can you support to Rahul Gandhi.. Realised deeply all that..Joy Shree Ram 🙏🙏🙏

  • @AminadevParicha-nv1vn
    @AminadevParicha-nv1vn 18 днів тому +2

    Right

  • @kusanaik2364
    @kusanaik2364 17 днів тому +5

    Shikh ku hatya କରିଥିବା Congress danga କିଛି କରିନି
    ହିନ୍ଦୁଙ୍କୁ ହତ୍ୟା କରିଛି

  • @jyotiindrakumardas841
    @jyotiindrakumardas841 18 днів тому +8

    Sister You Are Right👍

  • @Myfamlystar
    @Myfamlystar 18 днів тому +8

    Right bat

  • @kumaranil2399
    @kumaranil2399 18 днів тому +6

    ଦିଦି ଆପଣ ପୁରା 💯ଶତକଡା ଠିକ୍ କଥା କହୁଛନ୍ତି .ଆଗକୁ ଯାହା ହେବ ଜଳଜଲ ଦିଶୁଛି,ପ୍ରଭୁ ଜଗନ୍ନାଥଙ୍କ ରକ୍ଷା କରନ୍ତୁ😢

    • @sanatani-gd4rv
      @sanatani-gd4rv 18 днів тому

      Bala disuthiba re tara😂

    • @kumaranil2399
      @kumaranil2399 18 днів тому

      @@sanatani-gd4rv ଅନ୍ଧ ଭକ୍ତ ମନ ଦୁଃଖ ,ଭାରି ବାଧୁଛି 🤪

    • @antaryamimandal3988
      @antaryamimandal3988 15 днів тому

      ​@@kumaranil2399All India Andhabhakt & Odisha Andhabhakt different ki?

  • @sanjayabehera5625
    @sanjayabehera5625 18 днів тому +1

    Sister which party is better in odisha / India. Congress always doing hindu and Muslim due to Congress always doing Muslim vote bank politics like West Bengal. Congress not a tulasi😊😊😊

  • @ramachandrasahoo1470
    @ramachandrasahoo1470 18 днів тому +8

    Right Katha kahuchanti

  • @suratratha7376
    @suratratha7376 18 днів тому +7

    Yes absolutely right I'm agree with you

  • @saptaktmogrourkela5634
    @saptaktmogrourkela5634 17 днів тому +1

    Excellent Mam..... 🙏

  • @sudhakar3529
    @sudhakar3529 18 днів тому +1

    Right 👍 sister sahi baat bola aap ne

  • @bibhutijena3383
    @bibhutijena3383 18 днів тому +4

    ଦଙ୍ଗା ର ଇତିହାସ ଦେଖିଲେ ଜଣା ଯାଏ ଭାରତ ରେ ଯେଉଁ ଠାରେ ବି ଦଙ୍ଗା ହେଇଛି ସେ ସବୁ ମୁସଲମାନ ବହୁଳ କ୍ଷେତ୍ର । ପ୍ରଥମେ ଦଙ୍ଗା ଟି ଆରମ୍ଭ କରିଦେବେ କିନ୍ତୁ ଯେତେବେଳେ ବହୁ ସଂଖ୍ୟକ retaliation କରିବେ ସେତେବେଳେ victim କାର୍ଡ ଖେଳିବେ ।

    • @khantiodia4412
      @khantiodia4412 18 днів тому

      😂😂😂kn Kariba Bhai ei bedhei randi katha re lonka nka bohi jauchi😂

  • @bhabanishankarpati466
    @bhabanishankarpati466 16 днів тому +1

    Congress intensenly doing all that things what are saying now to creat some disturbances between Two Not Bjp ...joy Hind

  • @user-bn6sz8bp2e
    @user-bn6sz8bp2e 18 днів тому +1

    ଯିଏ ସରକାର ଆସିଲା କହିବା ଲୋକ, ତାକୁ କହିବେ। କଂଗ୍ରେସ ଥିଲାବେଳେ କହୁଥିଲେ କଂଗ୍ରେସ ହଟାଅ ,

  • @AmiyaSc
    @AmiyaSc 18 днів тому +3

    Perfect answer। ଅନ୍ଧ ଭକ୍ତ କେବେ ବୁଝି ବେ ଜଣା ନାହିଁ। ଅନ୍ୟ ଦେଶ କୁ ଆତଙ୍କ ଦେଶ କହିବା ପୂର୍ବ ରୁ। ଜାଣି ରଖିବା ଜରୁରୀ ଯେ ନିଜ ଦେଶ ରେ କଣ ସବୁ ହିଂସା aparkutika ହେଉଛି।

  • @BasantaNayak-ki5wd
    @BasantaNayak-ki5wd 18 днів тому +7

    ଅନେକାଂଶରେ ଠିକ୍

  • @sitarambadamundi-kp6cu
    @sitarambadamundi-kp6cu 6 днів тому

    ଜାମ୍ମୁ କାଶ୍ମୀରରେ ମୁସଲମାନମାନେ କି ଭଳି ଦଙ୍ଗା କରିଥିଲେ ଏବଂ ସେହି ଦଙ୍ଗାରେ କଂଗ୍ରେସ ଦାୟୀ ଥିଲା

  • @user-yy3fk9jm8c
    @user-yy3fk9jm8c 18 днів тому +5

    Great Analysation

  • @hembramkola1346
    @hembramkola1346 18 днів тому +6

    Right kota bhauni

  • @learnwithpravin3613
    @learnwithpravin3613 15 днів тому

    ସତ କଥା କହିଛନ୍ତି ଭଉଣୀ, ଜଣେ ଦଙ୍ଗାକାରୀକୁ ମୁଖ୍ୟମନ୍ତ୍ରୀ ବନେଇଛନ୍ତି

  • @bimalmajhi7775
    @bimalmajhi7775 14 днів тому

    ବିଜେପି ଯଉଠି ସୁରକ୍ଷିତ ସେଇଠି ଲୋ ମା ନହେଲେ ଦିନ ଆସିବ ମୁସଲମାନ ତତେ ତୋ ସ୍ୱାମୀ ଠୁ ବାଡ଼େଇକି ତତେ ନେଇ ଯିବେ ହୁସିଆର

  • @AshoksahooAshok-se5yw
    @AshoksahooAshok-se5yw 18 днів тому +7

    କେତେଟକାଖାଈଚୁ

  • @PremChhura-cs1kt
    @PremChhura-cs1kt 18 днів тому +4

    Bhrastachar janta party

    • @khantiodia4412
      @khantiodia4412 18 днів тому

      😂😂bala kukura tu papu Gandhi ra

  • @deathistrue7070
    @deathistrue7070 9 днів тому +1

    Niraat satya kothha❤❤❤

  • @sibaprasadbehera3824
    @sibaprasadbehera3824 15 днів тому

    ଇତିହାସ ସାକ୍ଷୀ ଅଛି ଭାରତ ବାର ବାର ପରାଧୀନ ହେବାର କାରଣ ହିନ୍ଦୁ ଏକତ୍ର ନହେବା ଆଉ ହିନ୍ଦୁ ଭିତରେ ଜାତିଆଣ ଛୁଆଁ ଅଛୁଆଁ ମନୋଭାବ ଆଉ ସବୁଠୁ ବଡ଼ କଥା ହେଲା ହିନ୍ଦୁ ଭିତରେ କିଛି ଜୟଚନ୍ଦ୍ର ଅଛନ୍ତି। RSS କୁ ପାକିସ୍ତାନ ବି ବିରୋଧ କରୁଛି ଆଉ ଆମ ଦେଶର କିଛି ଚlମଚା ବି ତାହlସହ, କାରଣ ଭାରତକୁ ଇସଲାମିକ ଦେଶ ଭାବରେ ଦେଖିବାକୁ ଇଚ୍ଛା ରଖିଥିବା ଲୋକ ଙ୍କ ପାଇଁ RSS ବାଧକ ତେଣୁ