Song ta kichhi kharap nai gote haseiba pain ta heichi Saba Raja niti sala tunguru bhola ku kouthi neiki baseile tara ta kichhi kariparilani au paleiasila andolana pain
Madam apananku maja laguthai pare ..Jhia nku ama sanskruti kemiti dekhe au ye gita re kn kuha jaichi seita tk bichar karantu ..maja ra bi gote Sima rahiba darkar ..ei gita ku puni chua pila boliki nachibe apana nku bahut bhala lagiba .
Tu maghya kie sie kana to ma bhauni upare gita karithila sie ta fast last re kahuchi ete comedy gita dehaku nabani..tu kana maghya bandaru bujhilu lekhi pakeilu..
Upload the song, then will provide our comments....After watching this short incident...Just few questions to all complainants ....Reporters just ask this question to their husbands...One answer will come from their heart .... great awareness which we missed...
My sincere request to all to forgive him once because he is singing this song for amusement without any bad intention and persons who forgive are the noble persons and my sincere request to all writers and singers to write and sing songs i.e. folk song with our odia culture and tradition and spread glorious oriya culture throughout the world. Ama Orissa mahan au ame Odia mahan
Kahiba loka bahut aare jhia mane para rastare cgrt re ganjei purei puchhanti hot pant pindhi bopa gadi re basi WhatsApp chalauchhanti aaga nija ku ta pare ghara ku pare Jilla ku thk Kariba a sabu cmdy not srs bkr re aare jtebele BJB college re jhia t mala pihu kuade gala mamita case bnd hei gala kuade thila sabu
ଆଜି କେତେ ସଂଖ୍ୟା ରେ ନାରୀ ଏକତ୍ର ହୋଇଛନ୍ତି ଯେମିତି ଯଦି ଏମିତି ଏକତ୍ର ହୋଇ ସବୁ ଜାଗାରେ ଆସନ୍ତେ ତାହେଲେ ନାରୀ ଆ ଜି ସବୁଠି ସବୁଜାଗରେ ରେଫ ମୋର୍ଡର ହୁଅନ୍ତାନି
Right kahila bhai
Right Says
ଠିକ କହିଛନ୍ତି ଭାଇ
Bhai jhio manako saha jaha bi hauchi saita jhio mane kari no thanti.amiti kichi kharap lakanko pai hauchi.
Right bhai
ମମିତା ମେହେର ଘଟଣା ହେଲା ବେଳେ କାଇଁ ଆନ୍ଦୋଳନ ପାଇଁ କେହି ଆସିନଥିଲ, ଶଳା ରାଜନୀତି କରୁଛନ୍ତି
Sata kahile a Mana nku badhhuchhi.
Bhai thik kahuchu cha
Bekar katha pni police agaa au sabu pni gandi pathiba
Bhai ea para international nari jadi gote nari marigala taa pai bahari bani ame na para 500 tanka neichanti rali pai au 5000 badhele gha chadi dabe
Song ta kichhi kharap nai gote haseiba pain ta heichi Saba Raja niti sala tunguru bhola ku kouthi neiki baseile tara ta kichhi kariparilani au paleiasila andolana pain
ଆଗରୁ ଯଉମାନେ ଗାଇଛନ୍ତି ସାହିତ୍ୟ ଦିଦି, ଅଙ୍ଗନବାଡି ଦିଦି, ନବମ ଶ୍ରେଣୀ ଝିଅଟା, ଇତ୍ୟାଦି.. ସେମାନଙ୍କୁ ମାଫ 🤣🤣🤣🤣
See para didi amane bharatiya odia nari
right✔ bro
E gitare bahut adhika slangs use heichi
Badhia kahile apana
ଆରେ ୱା ୱା .... ତାହେଲେ ତମ ହିସାବରେ କିଛି ଆଉ ନ ବଦଳୁ .....
ଆଜି ବି ତାହେଲେ ତମ ଭଳି ଲୋକ ରାସ୍ତା ଉପରେ ଝାଡ଼ା ଫେରିଥିବ.....
ଆଗରୁ ଝିଅ ମାନେ ଡରୁଥିଲେ but ଏବେ ଝିଅ ମନେ କିଛି ଖରାପ ହେଲେ ତାକୁ ବିରୋଧ କରୁଛନ୍ତି ଏଟା ଭାବି ଖୁସି ହେବା କଥା.....
ଯଦି song କୁ ଏତେ support କରୁଛ then ନିଜ ଘରର ଝିଅ ଙ୍କୁ ବି ସେମିତି ଦେଖ As ତମେ ସବୁ କୋଉ District ରୁ ହି ଥିବ ନା....
ସରକାର ମାଗଣାରେ ରାସନ୍ ଦେବା ବଦଳରେ ମାଗଣାରେ କଣ୍ଡୋମ୍ ଦିଅନ୍ତୁ। ଯାହା ଫଳରେ ଏପରି ଛୁଆ ଜନ୍ମ ନ ହେବେ।
ଭଲକଥା ଏଗୀତ ବନ୍ଦ୍ ଦରକାର କିନ୍ତୁ ଝିଅ ମାନେ
ଯେଉଁ ସଟ୍ ଜାମା ପିନ୍ଧି ଯାହା ହେଉଛନ୍ତି ତାକୁ
କିଏ କରିବ ବନ୍ଦ୍।
Right
Right
Pua mane bi shorts band kara pare jhia nku kahibe
Pua b shorts pindhanti. Kou jhia ku ta kebe problem heini . Tma mana nku jhia nka besa bhusa ade ete najar kahinki. Nija najar thik kara.
@@A_lil_dove oho akhi achi ta dekhibe kama thik kale sabu thik ..jaha karucha aga katha chinta kari kara nahele emti chaluthiba hela
ଯେତେବେଳେ ଗୀତ ହଉଥିଲା ଗୋରୀ ତ ବି ବି ବିଦ୍ୟା ରାଣ ଖାଇ କହୁଛି ସେତେବେଳେ ଏମାନେ କୁଆଡେ ଯାଇଥିଲେ
ଆହେ ଦୟାମୟ ବିଶ୍ଵ ବିହାରୀ, ସାହିତ୍ୟ ଦିଦି, ଭାଉଜ ପ୍ରେମ ମିଠା , Rasikia hindi master , ଏହି ଗୀତ ବେଳେ କୁଆଡେ ପଳେଇ ଥିଲ ଯେ ଏବେ ଏହି ଗୀତ ରେ ତାଗିଦ୍ କରୁଛ l ebika ଦୁନିଆରେ ସବୁ double meaning ରହି ଥାଏ , but ଯାହାକୁ ପାରୁଛ ତାକୁ ହଇରାଣ କରୁଛ । ସେ Popu pom pom ଭାଉଜ ଆଉ ଦିଅରଙ୍କ ଭିତରେ ପ୍ରେମ samparka କୁ nei ଯେତେ comedy କଲେ ବି chaluchi , ହେଲେ ଏ ଭାଇ ଟିକେ ଗୀତ କରି ଦେଲେ ଯେ ପୁରା astha kila marucha .
Ryt
Sahitya didi kn nari nathile....na 9 th class pila jhia nathila athi ate pala kn pai chalichi Gita ku neiki.......
Right
Ri8
Sata katha
ଓଡ଼ିଶା ର ସମସ୍ତ ଝିଅ ମାନଙ୍କୁ ଅନୁରୋଧ ଯଦି ସୁଣିକି ଦୁଃଖ ଲାଗୁଛି ଭଲ କଥା ହେଲେ ଓଡିଶା ରୁ ଭଲ ପାଇ ପାର୍କ ବୁଲିବା ପୁଅ ମାନଙ୍କ ଠାରୁ ଧୋକା ଖାଇ ତାଙ୍କ ଦୁଆରେ ବସିବା କେତେ ଥର ମୋର ଇଜ୍ଜତ ନେଇଛି ପ୍ରକାଶ କରିବା ଠାରୁ ଦୂରରେ ରହନ୍ତୁ ବାପା ମା ଙ୍କ ଇଚ୍ଛାରେ ବାହା ହୁଅନ୍ତୁ ତା ହେଲେ ଆମ ମାଟି ପବିତ୍ର ହେବ ଜୟ ଜଗନ୍ନାଥ 🙏
ବହୁତ୍ ଭଲ କଥା ଏ ପଦକ୍ଷେପ। କିନ୍ତୁ ଆହୁରି ବି ବହୁତ୍ ଗୀତ ଅଶ୍ଳୀଳ ଶ୍ରେଣୀ ରେ ଆସେ ସେମାନଙ୍କୁ ବି ବିରୋଧ କାଇଁ ହଉନି । କେବଳ ଜିଲ୍ଲା ସମ୍ମାନ ଚିନ୍ତା କଲେ ଝିଅଙ୍କ ସମ୍ମାନ ପାଇଁ ଚିନ୍ତା ନୁହ ଏହା
Haan amiti kete gita achi semanka naa re b amiti case kariba katha
ଯାହା କହିଛି ସତ କଥା , ସେ ଜିଲ୍ଲା ର ଝିଅ ମାନେ ସେମିତି ବୋଲି ସେମାନେ ଦେହ କୁ ଟାଣୁ ଛନ୍ତି
ଠିକ କଥା
ତମୋ ଜିଲ୍ଲା କୋଉଟା କିରେ ?
କଣ ଟା ଭାସିଗଲା । ତୁ ମେ କଣ ଟା ତାଡି ପକେଇବ ।ମନା ରେପ୍ କରି ପୋଡି ପୋତି ଦେଉଛନ୍ତି। ସେଇମାନଙ୍କୁ ତ ବାଳ ଵଙ୍କା କରିପାରୁନି । ଠିକ୍ କହିଛି।
Tara maa bhouni nahanti badhe
Jadi tu gote jhia heithitu, ta pare b ayia kahi thantu
Jou mane purusha petaru janma heithibe semane emitia coment sabu lekhibe
କିଏ କାହାକୁ ତାଡନ୍ତି ନାହିଁ ମ। ସମୟ ଆସି ଲେ ନିଜ କର୍ମ ପାଇଁ ନିଜେ ତାଡି ହୁଅନ୍ତି।ଏଥିରୁ କିଏ ବାଦ ପଡ଼ନ୍ତି ନାହିଁ।
Tamaku lajo Lagiba katha
ଭାଇ ରେ ଆମେ ତୋ ନାଁ ଜାଣି ନ ଥିଲୁ, ଏବେ ଚିହ୍ନିଗଲୁ। ସ୍ଟାର୍ ବନିଗଲୁ ରେ ଭାଇ। ମୁଁ ତୋ ସପୋଟ୍ ରେ । ହଉ ୟା ପରେ ଭଲ ଗିତଟେ ବାହାର କରିଦେ ସେ ମାନଂକ ମନ ବୁଝିଯାଉ।
ଭଉଣୀ ସଵୁ କେସରେ ନାରୀ ସମ୍ମାନ ପାଇଁ ଆଗକୁ ଆସୁନ
👍😋😋
nai seita kribeni a bajya kamare lagibe
Au kn kahila mo . Sabu case re asile asubidha habani. Neta mantri nkara kn haba
Hm hm ai samanya gita paien asa .are mg aa thu bi kete kharap gita achi se gita upare case karuna mg dala
Right
O tv କେତେ ବଡ଼ ଚ୍ୟନେଲେ ଏ ଛୋଟ ଖବର ଭଲ ଲାଗୁନି ଚ୍ୟାନେଲେ ରେ 🙏🙏
Bada khabar
ଅଭିଯୋଗକାରୀ ତୁ କାଲି ଜନ୍ମ ହୋଇଛୁ କି
କେତେ ଅଭଦ୍ର ଗୀତ UA-cam ରେ ଅଛି ଦେଖି ପକା
ୟେ ଗୀତ ରେ କିଛି ଅଭଦ୍ର ନାହିଁ keep it up sakar om👍
Ra8 bro
" ଅଛେ ଦିନ " ର ଗୀତ ଗାଇଥିବା ଶଙ୍କର ଓମ୍ ଶରଣ କୁ ଟାର୍ଗେଟ କରି ଏହି ଗୀତକୁ ବିରୋଧ କରାଯାଉଛି। ଗୀତ ଶେଷରେ ସେ ଦେହକୁ ନ ନେବା ପାଇଁ ସ୍ପଷ୍ଟ କରି କହିଛନ୍ତି।
Apana kouthere gadha kharap laguni kouthi pain a song se kou bhala ta ki gote pua upare song baharu abhadra nonsense
ତୁ ପରମ ଚୂତିଆ ଆଇଲୁ ଓକିଲାତି କରିବାକୁ ତା ପାଇଁ।
ବିଶେଷ ଦ୍ରଷ୍ଟବ୍ୟ: ଉପରୋକ୍ତ କମେଣ୍ଟ କେବଳ ତାର୍କିକ ଯୁକ୍ତି ପାଇଁ ଉଦ୍ଦିଷ୍ଟ। ଦୟା କରି ଦେହକୁ ନେବେ ନାହିଁ ।
ଚଳଚ୍ଚିତ୍ର, ଯାତ୍ରା,ସିନେମା ରେ ରେଫ ସିନ ଦେଖିବା ସମୟରେ ପୁଅ ବୋହୁ,ବାପା ମାଆ ଏକାଠି ବସିକି ଦେଖୁ ଛନ୍ତି ସେତେବେଳେ ତ ବିରୋଧ କରୁନାହାନ୍ତି ।ଏମିତି ତ ଅନେକ ଚଳଚିତ୍ର,ଯାତ୍ରା ,ସିନେମା ଜଗତରେ ବି କମେଡି ହେଉଛି , ଅଭିନୟରେ ସିଧା କହୁଛନ୍ତି କଣା ଦେଖା ପୁରେବି, ଏମିତି ଅନେକ କିଛି । କୁନ୍ଦୁରୁ ତୁନ ଲାଗୁଛେ ମନ କଲା ବାଇଗନ। ତୋ ମାଇକିଣା,ମୋ ମାଇକିଣା , ତୁଙ୍ଗୁରୁ ବର୍ଷା ଗୀତ ରଚନା ହେଲା, ସେତେବେଳେ କୁଆଡ଼େ ଯାଇ ଥିଲେ ଆପଣ ମାନେ।
@@Chinmay563 ଭାଇ ଆପଣ " ଆଣ୍ଟି ତମ ଝୁଲା କୁ ଦେଖି" ଗୀତ ଶୁଣି ଛନ୍ତି ନା ନାଇଁ ।ସେତେବେଳେ ଆଣ୍ଟି ମାନେ ନ ଥିଲେ କି ।
Correct
@@Chinmay563 ମୁଁ ତ ସହଯୋଗ କରୁଛି ନିଶ୍ଚିତ ଭାବରେ । ମୁଁ ଯେତେବେଳେ 2005 ମସିହାରେ ଗୋଟିଏ ଅଭଦ୍ର ଭାଷାରେ ଗୀତଟିଏ ଶୁଣିଲି ସେତେବେଳେ ହିଁ ବିରୋଧ କରି ଥିଲି ।କିନ୍ତୁ ସେତେବେଳେ ଏତେ ମୋବାଇଲ୍ ନଥିଲା,କି ଅନ୍ ଲାଇନ୍ ର ସୁବିଧା ବି ନ ଥିଲା। ମୁଁ ବି କହିଥିଲି ଏମିତି ଗୀତ ସବୁ କିଏ ଆଉ କଣ ପାଇଁ ଲେଖି ଛନ୍ତି ବୋଲି ହେଲେ କେହି ମୋ କଥା ଶୁଣି ନ ଥିଲେ। ସେ ଗୀତଟି ଥିଲା "ଖଟ ନ ମିଳିଲେ ନାହିଁ ...ଠିଆରେ ଠିଆରେ ଦେବିରେ ଗେହୀ ଖଟ ନ ମିଳିଲେ ନାହିଁ । ଯିଏ ଗୀତ ଲେଖୁଛନ୍ତି ସେ ମାନେ ବୁଝିବା ଦରକାର ।କମେଡି ରେ ତ ବହୁତ୍ କିଛି ଅଭଦ୍ର ଭାଷା ପ୍ରୟୋଗ ହୁଏ ତାକୁ ଆମେ ଦେହକୁ ନ ନେଇ ଦେଖି ଶୁଣି ଭୁଲି ଯିବା ଦରକାର ।ଶଙ୍କର ଓମ୍ ତ କମେଡି କରି ଥିଲେ ଶେଷରେ କହିଛନ୍ତି ବି ଦେହ କୁ ନେବେ ନାହିଁ ବୋଲି ।କାହିଁକି ଦେହକୁ ନେବା ଦେଖି ଦେଇ ଭୁଲି ଗଲେ ଠିକ୍ ହେବ । ତା ଛଡ଼ା ଫିଲ୍ମରେ ତ ଦୁଷ୍କର୍ମ ସିନ୍ ଚାଲି ଥିବ ପୁଅ, ବୋହୁ ବାପା ମାଆ ଭାଇ ଭଉଣୀ ଏକାଠି ବସି ଦେଖୁ ଛନ୍ତି ତାକୁ ତ କେବେ ବିରୋଧ କରୁ ନାହାନ୍ତି । ପ୍ରଥମେ ଆମେ ପୁଅ,ଝିଅଙ୍କୁ ସଜେଇବା ଦରକାର ଅଛି ।କାରଣ ଆଜି କାଲିକା ପୁଅ ଝିଅ ଚିରା, ଫଟା ଡ୍ରେସ ପିନ୍ଧି ଦେହକୁ ଦେଖେଇ ବାଟରେ ଚାଲୁ ଛନ୍ତି ତେଣୁ ତାକୁ ନେଇ ଗୀତ ବି ବନା ହେଉଛି । ଠିକ୍ ସେ ବିଚାର କରି ଦେଖନ୍ତୁ ପ୍ରଥମେ ପୁଅ ଝିଅଙ୍କର ଭୁଲ୍ ରହୁଛି ।
@@Chinmay563 Bhai apan thik kahuchhanti je hele ame aie abe kara katha kahuchhu କି ଏବେ କେତେ ଦୁଷ୍କର୍ମ ହେଉଛି ତାହା ପାଇଁ କଣ ନାରୀ ଶକ୍ତି ଶୋଇ ପଡିଛନ୍ତି? ଏ ଭାଇ ତ ନିଜେ ମିଡିଆରେ ଭୁଲ୍ ହେଇ ଯାଇଛି ବୋଲି କହିଛନ୍ତି ଆଉ ଆପଣ ମାନଙ୍କ କଥାରେ ସିଏ ତାହାକୁ delete ମଧ୍ୟ କରିଦେଇଛନ୍ତି ତାପରେ ଏତେ issue କଣ ପାଇଁ? ଆପଣ ମାନେ ନିଜ ସମ୍ମାନ ପାଇଁ ଏମିତି କରୁଛନ୍ତି ନା ତାଙ୍କ ପରିବାର ସହ ତାଙ୍କୁ ମାରିବାକୁ ଚାହୁଁଛନ୍ତି? ତାଙ୍କୁ ଗିରଫ କରିବା ପୁଣି ତାଙ୍କ UA-cam channel କୁ ବନ୍ଦ କରିବା ଏ ସବୁ କଥା ତାଙ୍କ ପରିବାରର ଜୀବିକା ନିର୍ବାହ ଉପରେ ଆଙ୍ଗୁଠି ଉଠୁନି?
ଯେତେବେଳେ ଛୋଟ ଝିଅ ମାନଂକୁ ଦୁଷ୍କର୍ମ ହଉଥିଲା ଏଇ ନାରୀ ସଙ୍ଘ କୁଆଡେ ଯାଇଥିଲେ, ନାରୀ ମାନେ ଏଇ ଗୀତ ଟା only କମେଡି କରାଯାଇଛି କିଛି ବି ଖରାପ କଥା ଲେଖା ଯାଇନି
Yes
ଏମାନେ ସବୁ ବଜାତିଆ ମାଇକିନା
That's absolutely right
Bekuf lady ki comedy TMA ghar maa jhie ku nei Gita kale vhala hba..nari manku respect dhie nije nari hoei puni faltu katha
ଜଦି ଦାବି ପୁରଣ ଚାହୁଁଛ ତାହେଲେ ରେଫ୍ ମଡର ଓଡିଶା ରେ ବହୁତ ହଉଛି ସେଥି ପ୍ରତି ଧ୍ଯାନ ଦେଲେ ଭଲ ହୁଅନ୍ତା
ହଁ ପରା ଗୀତକ
କୋଉଠୁ ସବୁ ଆସୁଛ କିରେ ମହାଜ୍ଞିନି...... ଯୋଉ problem ଯେତେବେଲେ ହେବ ସେତେବେଳେ ତା ଉପରେ ଆୱାଜ୍ ଉଠିବ....
ଆଉ ମୋତେ ଏଟା ଭାବିକି ଖରାପ ଲାଗୁଛି କି ଓଡ଼ିଶା ରେ ତମ ଭଳି ଲୋକ ଅଛନ୍ତି ଯୋଉ ମନେ କି ଏ Song କୁ Support କରୁଛନ୍ତି..... ଛି ଛି......
ବ୍ୟଙ୍ଗ ଗୀତ କୁ ବ୍ୟଙ୍ଗ ଭାବରେ ଗ୍ରହଣ କଲେ ଠିକ ହେବ. ନାରୀ ସମ୍ମାନ ଏମିତି ଗୀତରେ କଣ ତଳେ ପଡ଼ିଯାଏ?
ଯଦି ଏତେ ଭୁଲ ବାଛୁଛ... ଆଗରୁ କୁଆଡେ ଥିଲ.. ଏ ଡ୍ରାମା ବନ୍ଦ କର... ମମିତା ବେଳେ ତ କିଏ ଜଣେ ଆଗକୁ ଆସିଲନି 😭😭😭😭😭😭
Mamita ku neta marithile
Netrimane asibe kuadu
Emanku laja nahi
କବି କହିଲେ ଝିଅ ପିଲା ମାନଙ୍କୁ କିନ୍ତୁ ଏ ମାଇକିନା ମାନେ କୁଆଡେ ଆସିଛନ୍ତି ଆଙ୍କ ର ଘରେ କିଛି କାମ ଧନ୍ଦା ନାହିଁ...... ସ୍ୱାମୀ ପଳେଇ ଲେ କାମକୁ ଆମରତ ଛୁଆପିଲା ନାହିଁ ଘରେ ବସିକି କଣ କରିବୁ 😜😜😜😜😜😜😜
Kie agaku gale kichhi lok sahi parantini sei pari
To maa dumper dala pori tate kichi lagila Abe?
@@sanamsarika2975 bhai ame jajapuria tike dekhiki
😃🤣🤣🤣
OH 👍👍👍👍👍moj kor di
ବ୍ୟଙ୍ଗତ୍ମାକ ଗୀତ ଟିଏ ଏଥିରେ କୋୖଣସି ଅସିଳତା ଓ କଦର୍ଥ କରାଯାଇନାହିଁ। ସବୁ ଜିଲ୍ଲା ପାଇଁ କିଛି funny word use ହେଉଛି। This is completely funny song.
Right
Thik katha bhai.amane chhota kathaku bada karuchhanti. Jouthi kahiba darkar kahunahanti.aie niriha mananka upare dau sajuchhanti
Se word badalare,chaturi,siani,fulei,lajei,sundari,apsari,jadugari aadi word byabahara kari pari heba
ଶଙ୍କର ଭାଇ ଜିନ୍ଦାବାଦ ଆମର ଭାଇ ତମର ଭାଇ ଶଙ୍କର ଭାଇ ଜିନ୍ଦାବାଦ
ଗିତ କୁ ଗିତ ହିସାବ ରେ ନିଅ ପୁଅ ଝିଅ ରାଜନୀତି କରନ୍ତ ନାହି
ରାତି ପାହିଲେ ବଳାତ୍କାର ହେଇ ମରୁଛନ୍ତି ବାଳ ସେ ଖବର ନାହିଁ ସେ ଦୋଷୀ ଆରାମରେ ବୁଲୁଛି କିନ୍ତୁ ଏମିତି ମୂଲ୍ୟହୀନ ଖବର ଦେଖାଅ ଆଗରୁ କେତେ ଗୀତ ହେଇଛି
Ra8 bro
ନାରି ର ସନ୍ମାନ ଚାହୁଚ ଜଦି ନାରି ମାନଙ୍କୁ ସଟ ଭିଡିଓ ବନେଇବା ପାଇଁ ମନା କରନ୍ତୁ ଧାରଣା ଦିଅ ଆଉ ଅନସନ ବି କର
Right brother
Right
Yes
Right katha kahicha sir
Right
ମୁ ବି ଗୋଟେ ଝିଅ ହେଲେ ସେମିତି କିଛି କୁହାଯାଇନି ୟେ song ରେ ମୋତେ ବହୁତ ଖୁସି ଲାଗିଲା ମୁ ହସିଦେଲି. ଏଠି କଣ ଏମିତି ସବୁ ଠିକ ଚାଲିଛି ଯେ funy song ta ତୁମ ଦେହରେ ଲାଗିଗଲା? ଅଧିକା ଦେଖେଇ ହୋଇ ଆଗକୁ ଆସିବା ଟା ଠିକ ନୁହଁ ଏଠି ସବୁ ଗୋଳମାଳ. ତୁମେ ଯେତେକ ଆସିଛ ତୁମ ଭିତରୁ କିଏ ଜଣେ ବି ଠିକ ଅଛ? କି?????? କହିପାରିବ ବେକାର time waist
Madam apananku maja laguthai pare ..Jhia nku ama sanskruti kemiti dekhe au ye gita re kn kuha jaichi seita tk bichar karantu ..maja ra bi gote Sima rahiba darkar ..ei gita ku puni chua pila boliki nachibe apana nku bahut bhala lagiba .
Besya mananku tuma akhiku dekha jauni?
Tumoro budhi thik nuha
I like your comment/complement
Right kahichh
Mo କହିବା କଥା ହଉଛି ଆମ ଜିଲ୍ଲା ନାରେ କାହା ର ବି ଅଧିକାର ନାହିଁ କମେଡି କରିବା 🤬😡
ଓଡ଼ିଶାର ମହାଦୁର୍ନୀତି ହଉଛି। ନାରି ମାନଙ୍କୁ ଧର୍ଷଣ କରିକି ମାରିଦିଆ ଯାଉଛି,ସେତେବେଳେ ନାରି ମାନଙ୍କୁ ସମ୍ମାନ ଦିଆଯାଉଛି ଆପଣ ସେତେବେଳେ କେତେ ଥର ସ୍ୱୋର ଉତ୍ତଳନ କରିଛନ୍ତି,ସେତେ ବେଳେ ନାରୀ ମାନଙ୍କୁ ବହୁତ୍ ସମ୍ମାନ ମିଳୁଛି।ଗୀତ ଗାଇଦେଲା ପୋଲିସ stataion ରେ ଏ ଫେୟାର ଲଂଚ କରାଯାଉଛି ବାଃ ବାଃ ରେ ସମାଜ
😍😍😍😍👍👍👍👍👍🙏🙏🙏😹
ଆଗରୁ ଏତେ ଖରାପ ଗିତ ଗାଇଛନ୍ତି କିଛି ଗାୟକ ସେମାନଙ୍କୁ କିଛି ହୋଇ ନାହିଁ । ଏ ନାରୀ ସମାଜ ଆଗରୁ କୋଉଠି ଥିଲେ
Papu ta sethipain mada khaichi Kiye kahila kichi heini boli
ନାରୀ ସବୁ ଆଗରୁ କାଇଂ କିଛି କହୁ ନ ଥିଲେ, ଯାତ୍ରା, ଦେଖ, comedy ଦେଖ, albums ଦେଖ case କର
Agru amiti dist kahiki kahi gita barunathila . nariku neiki gita ବାହାରୁଥିଲା ଆଗରୁ ଏମିତି baharinathila
Setebele semananku maja laguthila
ନାରୀ କେବଳ ଗୋଟେ ଅବିବାହିତା ଝିଅ ନୁହେଁ,
ତୁମକୁ ଯିଏ ଜନ୍ମ ଦେଇଚି ସିଏ ବି,
ତୁମ ହାତରେ ଯିଏ ରାଖୀ ବାନ୍ଧେ ସିଏ ବି,
ଜଣେ ନାରୀ 10ମାସ 10ଦିନ କଷ୍ଟ ପାଇକି ଆମକୁ ଜନ୍ମ ଦେଇଥିଲା,
ଯିଏ ଆମକୁ ଖୁଆଇ ନିଜେ ଭୋକରେ ରହୁଥିଲା,
ସେ କଣ ଆମ ପାଖରୁ ଏଇ କଥା ଆଶା କରୁଥିଲା,
ଯେଉଁ ନାରୀ ସ୍ତ୍ରୀ ହୋଇ ନିଜର ସବୁକିଛି ତ୍ୟାଗ କରିଦିଏ ଏଇ ପୁରୁଷ ଜାତି ପାଇଁ,
ତା ପ୍ରତି ଆମର କଣ ଏଇଟା ବେଈଜତି ନୁହେଁ
ଜଣେ ଜଣେ ନାରୀ,
ସେ ବି ଅତୀତର ଅବିବାହିତା ନାରୀ,
So, please respect to female.
ଭଲ ବ୍ୟବହାର ଦ୍ୱାରା ଗୋଟେ ନାରୀର ମନ ନ ଜିତିଲେ ନାହିଁ,
କିନ୍ତୁ,
କାହାକୁ ଅସମ୍ମାନ କରିବାକୁ ଯାଇ ନିଜେ ଛୋଟ ହେଇ ଯାଅ ନାହିଁ.
ଯଦି କିଛି ଭୁଲ କହି ଦେଇଥାଏ,
Please excuse me🙏🙏
ଏ ଲୋକଟା ଭଲ ଭାଷଣ ମାରୁଛି ନିଜେ ପାଟିରେ ଗୁଟକା ପାନ ଭର୍ତି କରିଛି।
ଇ ଏ ଆସିଲା ସବୁ ମୋଡ଼ିପକେଇବ।
ଏ ସ୍ତ୍ରୀଲୋକ ସବୁ ମେକ୍ ଅପ୍ ହେଇ ଆସିଛନ୍ତି।
କେତେ ସମ୍ମାନ ବଞ୍ଚାଉଛ ନାରୀ ମାନଙ୍କର ଜୁଳୁ ଜୁଳୁ ଦିଶୁଛି।
Satare
Aman nku au tike adhika mekup dia jau
ଭଗବାନ ଏତେ ସୁନ୍ଦର କଣ୍ଠ ଦେଇଛନ୍ତି ଆଉ ବ୍ୟଙ୍ଗ କରିବାକୁ ବୁଦ୍ଧି ଦେଇଛନ୍ତି। ହେଲେ ଯଦି ଏହି ବରଦାନ କୁ ଭାଇ ଜଣ ସମାଜର ହିତ ପାଇଁ ବ୍ୟବହାର କରନ୍ତି ତାହେଲେ ତାଙ୍କୁ କୋଟି କୋଟି ଲୋକ ଆଶୀର୍ବାଦ ଦେବେ ହେଲେ ଭଗଵାନଙ୍କ ଦ୍ଵାରା ପ୍ରାପ୍ତ କଳା କୁ ଅପବ୍ୟବହାର କଲେ ସମାଜରେ ତାଙ୍କୁ ସ୍ଥାନ ନଦେବା ଆବଶ୍ୟକ। ଏହିଭଳି ଲୋକ ଗୋଟେ ସୁସ୍ଥ ସମାଜର ଗଠନ ପାଇଁ ବାଧା ଅଟନ୍ତି। କଠୋର ଦଣ୍ଡ ଦିଆଯାଉ। ଯଦି ଆଜି ଏହି କୁତ୍ସିତ ଲୋକଟିକୁ ରୋକା ନ ଯାଏ ତେବେ ଆଗାମୀ ଦିନରେ ଏହିଭଳି ଅନେକ ଆଗକୁ ଆସି ସମାଜ କୁ ନଷ୍ଟ କରିଦେବେ।
ଏଗିତ ଯଦି କୌଣସି ଝିଅ ଗାଇଥାନ୍ତା ତାହେଲେ କ'ଣ କରିଥାନ୍ତି କହିଲ ସବୁ କଲି ଗଲି ଗଲି ରେ ମଲି...
ମାଗିହା ନିଜକୁ ବେଶି ସ୍ମାଟ ବହୁଥିଲା ଖା ମାଗିହା 😂😂😂
ସାରେ ଆପଣ ଯୋଉଁ ବଡ ବଡ ଭାଷଣ ମାରୁଛନ୍ତି କ୍ୟାମେରା ଆଗରେ ଫେମସ୍ ହବ pani ମମିତା ମର୍ଡର କେସ ରେ କୋଉଠି ସୋଇ ପଡିଥିଲା ସ୍ତ୍ରୀ କନି ତଳେ ଭାଇ ବହୁତ ଭାଷଣ ମାରୁଛ ଟିକେ ତମ ଚାରି ପଟେ ଘଟଣାକୁ ଦେଖ ତା ପରେ ଭାଷଣ ଦବ . କଣ କହିଦେଲା ସେ ଶଳା ମାରିକି ପତି ଦେଉଛନ୍ତି ତାଙ୍କ ବଳ ବଙ୍କା କରି ପାରୁନ ଶଳା ନିରୀହ ଉପରେ ଦଉ ସଦୁଛ ଶଳା ତା ପାଖରେ ଟଙ୍କା ନାହିଁ ନା ଓଡ଼ିଆ ରେ ଗୋଟେ ଡେଗ ଅଛି ଜାଣିଛ
ଗରିବ ମାଈପ ସବୁରି ଶାଳୀ ନୁହେଁ
Se belaka dam nahi, jouthi kichhi darkar nahi sei jaga re aasi bhasana debe.
Ra8 kahichha bhai
ଏମିତିକା Singer ସବୁଙ୍କୁ ବୁଲେଇ ବୁଲେଇ କୁତୀ ବାଡିଆ କରିବା କଥା...
ଖୁସି ଲାଗୁଛି କି ଆମ ଓଡ଼ିଶା ର ଝିଅ ମାନେ ସାହସ କରି ଆକୁ ବିରୋଧ କରିଛନ୍ତି।.......😇
ତା ଭଉଣୀ କି ମା କି ତା ମାଇକିନା କେମିତି ସେ ବିଷୟ ରେ ଗୋଟିଏ ଭାଇରାଲ କରିଥିଲେ ଭଲ ହୋଇ ଥାଆନ୍ତା ।।। ନାରୀ ଅସମ୍ମାନ ବରଦାସ୍ତ କରାଯିବ ନାହିଁ ।।।।
ଆଛା ନବମ ଝିଅ ଟା ଛାତିକୁ ମୋର ହଟ୍ କରୁଛି ଏ ଗିତ ହେଲାଵେଳେ ସେତେବେଳେ ଆପଣ କୁଆଡେ଼ ଯାଈଥିଲେ ସେତେବେଳେ ଆପଣ ଜିଲ୍ଲା ରେ କଣ ନବମ ଶ୍ରେଣୀ ଝିଅ ନଥିଲେ
Ans:-
@@AUniqueTv ri8 bhai aeta saaaaa Pchdddd taaa..
ନିଶ୍ଚିତ ଭାବରେ ଏ କୋରାପୁଟ ର ଝିଅମାନେ ଗଞ୍ଜେଇ ଖାଉଥିବେ ତାଙ୍କୁ ବାଧିଛି ଯେ । କାହିଁକି ନା କୋରାପୁଟ ରେ ଅଧିକ ଗଞ୍ଜେଇ ଚାଷ ହେଉଛି ।☺️☺️☺️☺️
ଗାୟକ ନିଜ ମା ଆଉ ଭଉଣୀ ଙ୍କ ଉପରେ ଗୋଟେ ଗୀତ କରି ଆଗ viral କର,, ଟା ପରେ ସମସ୍ତଙ୍କ ଉପରେ ଗୋଟିଏ କଲେ ଟିକେ ଭଲ ହେବ
Tu maghya kie sie kana to ma bhauni upare gita karithila sie ta fast last re kahuchi ete comedy gita dehaku nabani..tu kana maghya bandaru bujhilu lekhi pakeilu..
ଆଜି ନାରୀ ସମାଜ ପକ୍ଷରୁ ପ୍ରତିବାଦ କରିବା ଏ ଗୀତ ପାଇଁ ଠିକ୍, କିନ୍ତୁ ବର୍ତମାନ ଝିଅ ମାନଂକ ପୋଷାକ ପିନ୍ଧିବା ଶୈଳୀ ପାଇଁ କାହିଁକି କାହାର ପାଟି ଫିଟୁନାହି ଏହା କଣସମସ୍ତ ଙ୍କୁ ଭଲ ଲାଗୁଛି ବୋଧେ।ଜୟ ଜଗନ୍ନାଥ।
ଭାଇ ଓ ଭଉଣୀ ମାନେ ଦୁନିଆ ରେ ପ୍ରତେକ ଜିନିଷ ର ଉଦାହରଣ ଗୋଟେ ନାରୀ ମାଧ୍ୟ୍ୟମ ରେ ଦିଆ ହେଇ ଆସିଛି.... So ଏ ଭାଇ ବି ଏମିତି ମଜା ରେ ଗୋଟେ ଗୀତ ଗାଇ ଦେଲେ... ନାରୀ ମାନଙ୍କୁ ନେଇ... ତ ଆଜି ହଠାତ ଏମିତି ଚିହିଁକି ଉଠିଲା ନାରୀ ସମାଜ...
Nice song
ଭାଇ ତମେ ଯାହା କହିଲ ପୁରା ଠିକି କଥା... ହେଲେ ସେ କଥା ଟା ପେଟ ଭିତରେ ରଖିବା କଥା.. କଣ କଲ ତମେ 🤔🤔🤔
ତମ କଥା ଟିକେ ଭାବ । ବେଶ୍ୟା ତମ ଝିଅ ମାନେ
ଏହା ହେଉଛି ବ୍ଯଙ୍ଗ ଗୀତ ଏହାକୁ ଶୁଣିବେ ପୁଣି ଭୁଲି ଯିବେ, ଏହାକୁ ନେଇ ରାଜନୀତି କରିବା ଆବଶ୍ୟକତା ନାହିଁ, ଯଦି ନବରଙ୍ଗପୁର ଜିଲ୍ଲା ଲୋକଙ୍କ ମାନଙ୍କୁ ଖରାପ ଲାଗୁଚି, କେଉଁ କାରଣରୁ କୋରାପୁଟ ଅବିଭକ୍ତ ଜିଲ୍ଲା ନବରଙ୍ଗପୁର ମହିଳା ମାନେ ଗଞ୍ଜେଇ ଟାଣୁଥିଲେ, ତାର ଜବାବ ରଖନ୍ତୁ, ନଚେତ ଏହାକୁ ନେଇ ରାଜନୀତି କଲେ କୈଣସି ଲାଭ ଫଳପ୍ରଦ ହେବ ନାହିଁ,
Ra8 bro
କଳାକାର ଦୁନିଆଁର ପରିବେଶ କୁ ନେଇ କି ଗୀତ ଗାଉଛନ୍ତି ଲୋକ ଦେହକୁ କାହିଁକି ନେଉଛନ୍ତି
କିଛି ହେବନି ଯଦି M F Hussain ଙ୍କ କିଛି ହେଇନି, ଆଙ୍କ କଣ ହେବ କିଛି ନାହିଁ, ଓଲଟା ଫ୍ରୀ ବିଜ୍ଞାପନ ହେଇଗଲା
O ଏମିତି badhuchi,,,ଆଉ କୋଉ case ରେ କାଇଙ୍କି ସୋଇକି ରହିଛ,,,ସତୀ bopalo ସତୀ
ଆଗରୁ ତ କେବଳସବୁ ଜିଲ୍ଲାର ଝିଅଙ୍କୁ ନେଇ ଗୀତ ଗାଇଲା ବଲି fir ଦେଇଦେଲେ. ଏବେତ ସେ ସମସ୍ତଙ୍କୁ ଶାଳି କହି ଗୀତ ଗାଇଛି କାଇଁ ଏଵେତ କାହାରି ଫାଟୁନି
ଶସ୍ତା କମେଡି, ସମସ୍ତ ମାତୃଶକ୍ତି କୁ ବ୍ୟଙ୍ଗ କରିବା ହିନବୁଧିର ପରିଚୟ। ଆରେ ଯିଏ ଭୁଲ୍ କରୁଛି ତାକୁ ବ୍ୟଙ୍ଗ କର।
Mind blowing song.
ଆଜ୍ଞା ଧ୍ୟାନ ଦିଅନ୍ତୁ, ଏଠି ଆମ କବି ପରା କହିଛନ୍ତି "କମେଡି ପାଇଁ ମୁଁ କବିତା ଲେଖୁଛି, ଶୁଣିଦେଇ ହସିଦେବେ, ଦୟାକରି କେହି ଦେହକୁ ନେବେନି, ଦେଖିଦେଇ ଭୁଲିଯିବେ।"
ହଁ ଜଉ ଦିନ ତୋ ମା ଭଉଣୀ କୀ ନେଇ ଏମିତି କମେଡି ଗୀତ ହେବ ସେଦିନ ବୁଝିବୁ
@@70mmscreenmedia2 ହଁ କିରେ ⓅⓇⓄⓅⒺⓇ ତୋ ମା ଭଊଣୀ କି ସୋଦୁଛି ବୋଧହୁଏ😃
@@m.rsaumya719 ତୋ ମା ଭଉଣୀ ବି ମୋ ମା ଭଊଣି ହେବେ।
ସେ ଯାହାର ବି ମା ଭଉଣୀ ହେଉ ନା କାହିଁକି ନିଜ ମା ଭଉଣୀ ଭଳି ଇଜ୍ଜତ ଦେବା ଶିଖ। ନ ହେଲେ ଦିନେ ସମୟ ତୋର ବି ଆସିବ ଉପରେ ଭଗବାନ ସବୁ ଦେଖୁଚି। ସେ ନ୍ୟାୟ କରେ। ଭଗବାନ ନ କରନ୍ତୁ ତୋର ଏମିତି ସମୟ ଆସୁ।
ସମସ୍ତଙ୍କ ମା ଭଉଣୀଙ୍କୁ ନିଜ ମା ଭଉଣୀଙ୍କ ଭଳି ଇଜ୍ଜତ ଦେବା ଶିଖ
ଗୀତ ବଢିଆ ହେଇଛି
ଏଇଟା ହେଉଛି ନାରୀ ମାନଙ୍କ ପ୍ରକୁତ ଅସଲ ଚେହେରା ଏହି ଗୀତ delete କରିବା ଦରକାର ନାହିଁ
କ'ଣ ଖରାପ୍ ହେଇଛି। ଶେଷ ପଦକୁ କେହି ନ ଶୁଣି ଛାଟି ପିଟି କାଇଁ ହେଉଛ
✔️✔️
ଏବେ ଏମିତି କହୁଛନ୍ତି.. ଆଗରୁ କେତେ ଅଶ୍ଳୀଳ ଗୀତ ବାହାରିଛି, ଅଙ୍ଗନବାଡି ଦିଦି, ସାହିତ୍ୟ ଦିଦି... ଏସବୁ ବୋଧେ ଶୁଭୁନଥିଲା କାହାକୁ
କେବଳ କମେଡି ଭଳି ଲାଗୁଛି , କିଛି ଅସୁବିଧା ନାହିଁ ।
ସବୁ ଠିକ୍ ରହିବ ଯେବେ ଝିଅ ମାନେ ଅଧା ପିନ୍ଧିବା ଛାଡ଼ିବେ ଆଉ ଦେହରେ ଓନି ପକାଇ ବା ଶିଖି ଯିବେ ସେତେବେଳେ ଝିଅଙ୍କୁ ଆଖି ଉଠାଇ ବା ପାଇ ସାହାସ ନଥିବା ମା ମାନେ ଠିକ୍ କରିଛ ଯେ ଆଗ ମୂଳରୁ ମାଇ ଲେ ଯିବ ସରି ଦେବଙ୍କ ସାଙ୍ଗେ କିପା କରି
ଏଭଳି ଓଡ଼ିଆ ଲୋକ ର ମା ଧନ୍ଯ ହେଇ ଯାଇଥିବ ତା ପୁଅ ଆଜି ଓଡ଼ିଆ ଝିଅ ମାନଙ୍କୁ ନେଇ ଏତେ ଅଭଦ୍ର ଗୀତ ଗାଇଛି। ଓଡ଼ିଆ ଯୁବକ ମାନଙ୍କ ମାନସିକତା ଏତେ ନିମ୍ନ ସ୍ତରରେ ପହଞ୍ଚି ଗଲାଣି, ଦୁଃଖ ଲାଗୁଛି ଏ ଅଧୋଗତି ଦେଖି କି।
ମୁଁ ବୁଝି ପାରୁନି ଯେ ଆମ କୋରାପୁଟିଆ କଳାକାର ସଂଘର କର୍ମକର୍ତ୍ତା ମାନେ ଯୋଉ ଏଫ.ଆଇ.ଆର ଧାର୍ଯ୍ୟ କରିଛନ୍ତି.... ଏଥିରେ ଆମ କୋରାପୁଟ ର ଜଣେ ହେଲେ ମଧ୍ୟ ଫେମସ ଗୀତିକାର କିମ୍ବା ଆଦିବାସୀ କଳାକାର ନାହାନ୍ତି.... ଯୋଉ ଭଦ୍ର ବ୍ୟକ୍ତି ମାନେ ସଙ୍ଘ ରେ ଅଛନ୍ତି ସେମାନେ ଦୟାକରି ଦେଶିଆ କଳାକାର ମାନଙ୍କୁ ସଙ୍ଘ ରେ ସାମିଲ କରନ୍ତୁ....
କହିଲେ ଏଭଲି ରାଣ୍ଡ ମାଇକିଣା ମାନଙ୍କୁ ବାଧେ ରାତିରେ ପାନେ ଦେଲେ ପୁରା ରାତିଟା କି ସୁନ୍ଦର ଲାଗେ ଏମାନଙ୍କୁ କହିବନି ପାନେ ଦେବ ଏମାନେ ଖୁସ ନଦେଲେ ଦୁନିଆ ହୁଲୁସ୍ ତୁଲୁସ୍ କ'ଣ ଠିକ୍ କହିଲି ନାଁ।
ଏହି ଶଳା ଟି ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ଏଭଳି ପାଗଳ ପ୍ରାୟ ହୋଉଛି... ନାରୀ ମାନଙ୍କ ପ୍ରତି ଅରୁଚିକର ଗୀତ ଗାଇ ସେମାନଙ୍କ ସମ୍ମାନ ଉପରେ ଆଞ୍ଚ ଆଣିଥିବା ଏହି ତଥାକଥିତ ବ୍ୟଙ୍ଗ ଗାୟକକୁ ତୁରନ୍ତ ଗିରଫ କରି ତା ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଏମାନଙ୍କୁ ଏ ଗୀତ ଭଲ ଲାଗିଲାନାହିଁ ଏମାନଙ୍କୁ ଖାଲି କମଳା ରସ, ପାଚିଲା ବେଲ,ପିଟା ପିଟି ପାଇଁ ଜନମ ମୋର...... ଏମିତିକା ଗୀତ ଦରକାର
Right
Bhai tamoku a gita bhalo lagilaki badhe tamo ghare maa bhauni nahanti sethi pai tamoku bhalo lagila
Tamaku jadi bhala nalagila Tame sunila kn pain se gita tamar ta maa bhauni achhanti bodhhe headphone use karithhila na.....?
Mu newse sunichhi gita nuha bujhilo are jaha bi heu tanku amiti gaibara nathila se jhio bhitare ta amo maa bhauni bi jauchhanti ta kasta ta lagibana
କୋଦାଳ, ପନିକି,ଗୁଆକାତି,ଶାବଳ, ବୋମା, ଛୁରୀ,କଟୁରି, କୋଦାଳ ବେଣ୍ଟ, ଏସବୁ ମାରଣାସ୍ତ୍ର, ତେଣୁ ସମସ୍ତ ଦୁଷ୍କର୍ମ କରୁଥିବା ବ୍ୟକ୍ତି ସାବଧାନ।ଜୟ ଜଗନ୍ନାଥ।
କିଳା ଟି ନେଲା🤣🤣🤣🤣
ଏହି ଗିତ ଟା ତମ ମାନଂକର ବହୁତ ଅସିଳତା ଲାଗିଗଲା
କିଛି ନାହିଁ ବହୁତ୍ ଭଲ ଗୀତ
ଆଗ ନାରୀ ନିଜେ ନିଜକୁ ସାବଧାନ କର ଅଧା ଲଙ୍ଗଳା ଡେରେସ ଲଗଉଛ ସମ୍ମାନ ଭଲ ରହୁଛି କେହି ଗିତ ମାଧ୍ୟମରେ କହିଲେ ବାଧିଯାଉଛି
କଳା ପ୍ରଦର୍ଶନ କିଛି ଖରାପ ନୁହଁ ( ଏଥିପାଁଇ ଓଡିଶା ପଛରେ ପଡିଛି ) ଓଡ଼ିଶାରେ ଆଟି ତୋ ଝୁଲାକୁ ଦେଖି ଏଇ ଗୀତ ଭଲ ଲାଗୁଥିଲା
Bhai ethi loka mananku itili bali gita bhala lagila hele bhai gote kn majak re boli deichhanti seiaku nei rali
ନାରୀ ମାନଙ୍କୁ respect ଦେବା ଉଚିତ
Upload the song, then will provide our comments....After watching this short incident...Just few questions to all complainants ....Reporters just ask this question to their husbands...One answer will come from their heart .... great awareness which we missed...
ସମ୍ବଲପୁରୀ ଭାଷାରେ କେତେ ଅଶ୍ଳୀଳ ଗୀତ ବାହାରୁଛି । ହିନ୍ଦୀ ଚଳଚ୍ଚିତ୍ରରେ ବି କେତେକ ଗୀତରେ ମହିଳା ଙ୍କ ପ୍ରତି ଅଶ୍ଳୀଳ ଶବ୍ଦ ବ୍ୟବହାର ହୋଇଛି , ତାକୁ କେହି ବିରୋଧ କରିବା ପାଇଁ ସାହସ କରୁ ନାହାଁନ୍ତି।
The writer of the song has much role than the singer
Singer te gaiba agaru gita dekhe. Se pasand kale hi gae. Kebe kou singer ku force kariki gaibaku dia jaeni. Whole team upare case kara jau.
😂He is the writer and singer of this song....
My sincere request to all to forgive him once because he is singing this song for amusement without any bad intention and persons who forgive are the noble persons and my sincere request to all writers and singers to write and sing songs i.e. folk song with our odia culture and tradition and spread glorious oriya culture throughout the world. Ama Orissa mahan au ame Odia mahan
ନବମ ଶ୍ରେଣୀ ଝିଅ ଟା ଛାତି କୁ ମୋ ହଟ କରୁଛି ଗୋଟିଏ ଭଜନ ବୋଧେ! ଆମେ ଓଡ଼ିଆ ମହାନ
Singer jie se hin writer.....se jane byanga kabi
Ebe jemiti ekathi ହଉଚ କାଇ jetebi dubble meanig song achhi ସେସବୁକୁ ବି ଅଭିଯୋଗ କର ଯାଜି ଏମିତି song ସବୁଦିନ ପାଇଁ ବନ୍ଦ କରିବାକୁ ଚାହୁଁଛନ୍ତି ଭଲ ଲାଗିଲେ 👍କର
Mind blowing song congratulations. Comedy song No action please👍
ଆଜିକାଲି ସମୟ ମସିହା ହୋଇଛି । ଗୀତ ଟି ଭଲ। ଝିଅ ବୋହୁ ମାନେ ଲଜ୍ୟା ଠାରୁ ଦୂରରେ ରହୁ ଛନ୍ତି। କେତେ ଲୋକ କେତେ କଥା ଛାଡୁଛନ୍ତି।
Body shaming is not comedy, its a verbal molestation , strict action can Stop this type of C class so called comedian
👏👏👏👏👏👏👏👏
ସବୁଜିଲ୍ଲା ର ଝିଅ ଖରାପ ଅବଶ୍ୟ ନୁହଁନ୍ତି
କିନ୍ତୁ ସେମିତି ବି ଚାଲିଛି ,ନହେଲେ ଏମିତି ଗୀତ ଆସିନ ଥାନ୍ତା😃😃😃😃
ଏମିତି ହିଁ ଏମାନେ ଓଡ଼ିଆ ଇଣ୍ଡଷ୍ଟ୍ରି ବୁଢ଼ାଉଛନ୍ତି
ଆଗରୁ କୋଉଠି ଲୋକ ମାନେ ଶୋଇଥିଲେ କି
ଏ ଶଳା ବଳୁଆ ସିଙ୍ଗର ମାନଙ୍କ ପାଇଁ ଆଜି ଓଡ଼ିଶାର ଓଡ଼ିଆ କଳା ଜଗତ ବୁଡ଼ି ଗଲାଣି
ସତରେ ଶୁଣିବାକୁ ବହୁତ ଖରାପ ଲାଗୁଛି କଣ୍ଠରେ ତ ଯୋଉ ମଧୁରତା ଅଛି ଛାଡ଼.. ଖାଲି ଭାଇରଲ ହେବା ନାଁ ରେ ଏଭଳି ସବୁ ଗୀତ ବାହାର କରୁଛନ୍ତି. 😡
ଆଛା ନବମ ଝିଅ ଟା ଛାତିକୁ ମୋର ହଟ୍ କରୁଛି ଏ ଗିତ ହେଲାଵେଳେ ସେତେବେଳେ ଆପଣ କୁଆଡେ଼ ଯାଈଥିଲେ ସେତେବେଳେ ଆପଣ ଜିଲ୍ଲା ରେ କଣ ନବମ ଶ୍ରେଣୀ ଝିଅ ନଥିଲେ
Thik kahile
ବାଲେଶ୍ୱର ଝିଅ ବାଲିଆ ବାଲିଆ କଟକିଆ ଝିଅ ମିଠା ଗୀତ ଶୁଣିବାକୁ ଆଗରୁ ଭଲ ଲାଗୁଥିଲା | ଶଙ୍କର ବାବୁଙ୍କ ଏ ଗୀତ ଶୁଣି କଣ ପାଇଁ ଖରାପ ଲାଗୁଛି? ସେତେବେଳେ କୁଆଡେ ସବୁ ଥିଲେ? ଯଦି ଧରିବାର ଅଛି ସମସ୍ତଙ୍କୁ ଧରନ୍ତୁ |
Kichi bhul nahi....... Sata kahile kila neba
Are Koraput Kotha michhho re bhai
ଏ ଗୀତ ରେ କୌଣସି ପ୍ରକାର ଅଶୀଳତା ଅଛି ବୋଲି ଜଣାଜାଉନାହିଁ କେବଳ ଆକ୍ଷେପ କରାଯାଇଛି
ସୀମା ଭିତରେ ରହିବାର ଆବଶ୍ୟକ ଅଛି
ଅଯଥା ଚର୍ଚ୍ଚା, ଏହାର କୌଣସି ଯଥାର୍ଥତା ନାହିଁ. କିଛି ମହିଳା ନିଜକୁ TV ରେ ପରିଚିତ କରାଇବାର ର ପ୍ରୟାସ
You tube should delete this song from you tube. This is not comedy. This is offend to women.
ଆପଣମାନେ ଆଗରୁ କଉ୦ିଥେଲ। ଯେତେବେଳେ ଗଟେ ନାରିର ସାଢି କିମ୍ବା ଗଟେ ଝିଅର ଚୁନୁରୀ, ଖସିପଡି ତଳେ ଘୁସୁରି, ଘୁଷୁରି ଯାଉଥିଲା ସେତେବେଳେ କିଛି କହୁନଥୀଲ 😄ଏବେ ଦେହରୁ ସଂପୂର୍ଣ ଲୁଗା ଖସି ପଡିବାରୁ ସରମ ଲାଗୁଛି😄ଏହି କାମ ଯଦି ଆପଣମାନେ କିଛିଦିନ ଆଗରୁ କରିଥାନ୍ତ ତେବେ ଏତେ ବାଟ ଏକଥା ଜାଇନଥନ୍ତା। ଧନ୍ଯବାଦ🙏🙏🙏
Super duper song bro, no tenstio, very nice song
ଯେତେବେଳେ ଆଶୋକା ଫିଲ୍ମ ରେ ଓଡ଼ିଶାର ଇତିହାସ କୁ ବିକୃତ କରାଗଲା, ମାନି ବୁନି ଦିନରାତି ଓମ୍ ଶାନ୍ତି ଗୀତରେ ଅରୁଚିକର ପୋଷାକ ପିନ୍ଧା ଗଲା ସେ ସମୟରେ କୁଆଡେ଼ ଶୋଇଥିଲେ ସମସ୍ତେ? ସେ ନବମ ଶ୍ରେଣୀ କି ହିନ୍ଦୀ ମାଷ୍ଟର ଗୀତ ପୁଣି ଆମେ ଶ୍ରଦ୍ଧା ରଖୁଥିବା ଗଣେଶ ଦୁର୍ଗା ଭସାଣି ରେ ବାଜୁଚି ଲୋକେ କି ସ୍କୁଲ ଓ ଗଣ ଶିକ୍ଷା ବିଭାଗ କେହି ପ୍ରତିବାଦ କରୁନାହାନ୍ତି ।ରାମକୃଷ୍ଣ ନନ୍ଦ ମହାଶୟଙ୍କ ଝିଅ ଆହେ ଦୟାମୟ ଖରାପ version ବିରୁଦ୍ଧରେ high court ରେ କେସ ଲଢି ଡିଗ୍ରୀ ପାଇଲେ ଓଡ଼ିଶା ସଂସ୍କୃତି ବିଭାଗ କି ଭାଷା ପ୍ରତିଷ୍ଠାନ ତ କେସ କରି ନଥିଲେ ।କଥା ହେଲା ସନାତନ ପରମ୍ପରା ସହି ପାରୁଛି ବୋଲି ଅଭିବ୍ୟକ୍ତି ର ଆଜାଦି ନାମରେ ଯାହା ପାର କରିବା କଥା ନୁହେଁ ।ଭଜନ ଭଜନ ଭଳି ରୋମାଣ୍ଟିକ ରୋମାଣ୍ଟିକ ଭଳି ହେଉ ଯେପରି ଅଲେଖ ବିଶ୍ଵାଳ କି ଶ୍ରୀକାନ୍ତ ଗୌତମ ଲେଖନ୍ତି ।ଆଉ ଗୋଟେ କଥା ଲେଖକଙ୍କ ଅପେକ୍ଷା ଗାଇବା ବାଲା ଅଭିନୟ ବାଲା ଙ୍କୁ ଅଧିକ ଗୁରୁତ୍ଵ ଦିଆଯାଇଛି ।ଅତୀତରେ ରଙ୍ଗବତୀ ଗୀତ କୁ କଣ ପାଇଁ ଏତେ ଗୁରୁତ୍ଵ ଦିଆଗଲା ଅନ୍ୟ ରୋମାଣ୍ଟିକ ଓ ଭଜନ ଅପେକ୍ଷା? ଅଶୋକ ଫିଲ୍ମ shooting ବେଳେ ପ୍ରିତିବାଦ ତ ନାହିଁ ଓଲଟି ଅଭିନେତ୍ରୀ ଓ ଜଣେ ରାଜନୀତି ମୁଖିଆ ଗୋଟେ ଛତା ତଳେ ଥିଲେ ବର୍ଷା ଦାଉରୁ ରକ୍ଷା ପାଇଁ ।ଗୋଟେ ପ୍ରସିଦ୍ଧ ବିଶ୍ଵବିଦ୍ୟାଳୟର ଲାଇବ୍ରେରୀ ପୁଣି ବିକୃତ ଗୀତ ଆରମ୍ଭ କରିଥିବା ଗାଇବା ବାଲା ଙ୍କ ନାମରେ ସତେ ଯେମିତି ଲେଖକ କବି ଙ୍କ କମି ଓଡ଼ିଶାରେ ।ଏ ଜାତି ର ଜଣେ ମନୋଜ ଦାସଙ୍କ ବଞ୍ଚିଲା ଅବସ୍ଥାରେ ଚିଟ୍ ଫଣ୍ଡ ନାମରେ ତାଙ୍କୁ ଗାଳି କରେ ଅନ୍ୟମାନେ ପ୍ରତିବାଦ ତ ନାହିଁ ତାଙ୍କ ମଲା ପରେ ପ୍ରଶଂସା କରିବାକୁ ଅପେକ୍ଷା କରନ୍ତି ।ସବା ଶେଷରେ ପ୍ରତିବାଦ ବିଲକୁଲ ଅହିଂସା ଓ ବ୍ୟଙ୍ଗ ରେ ହେଉ ।
ରହ ରେ ଭାଇ ତ ଗାଣ୍ଡି ଫାଟିବ 😀 ଡ଼ାକିକି କିଳା ନେଲୁ .. ଆଉ 😀😀
ମୁଁ ଏହି ଗୀତ ଟି ପୁରା ତ ଶୁଣିନାହି କିନ୍ତୁ ଏହି ଭିଡିଓ ରେ ଯେତିକି ଶୁଣିଲି , ଭାଇଙ୍କର ଏଭଳି ଗୀତ ଗାଇବା ଠିକ୍ ନୁହଁ, କିନ୍ତୁ ପୁର୍ବରୁ ଏ ଭଳି ବହୁତ ଗୀତ ରହିଛି ସେ ସବୁ କୁ ପ୍ରଥମେ ବିରୋଧ କର । ଯଦି ନାରୀ ସମ୍ମାନ ପାଇଁ ଆଗକୁ ଆସୁଛ ସବୁ ରେ ଆଗକୁ ଆସିବା ଦରକାର ।
Bhai gita re ta tikevi asila bhasha nahi tamara kn problem hauchi funny song
@@sg_gopalg2023 ଯଦି କିଛି ନାହି ତାହେଲେ ଏମିତି controversy ହୋଇ ନଥାନ୍ତା , ତା ପରେ ମୋ comment ରେ ସେମିତି ମୁଁ କହିନାହିଁ ଯେ ଅଶ୍ଳୀଳ ଭାଷା ଅଛି ବୋଲି । ଆଶା କରେ ବୁଝି ପାରୁଥିବ ।👍🏼
Mind blowing song with innovative themes
ବାଲେଶ୍ବର ରେ ସ୍ଵାମୀ ସାମନାର ସ୍ତ୍ରୀକୁ ଗଣଦୁଷ୍କର୍ମ ଘଟଣାରେ ଆପଦା ମାନେ କିଛି କହୁ ନାହିଁନ୍ତି
Kahiba loka bahut aare jhia mane para rastare cgrt re ganjei purei puchhanti hot pant pindhi bopa gadi re basi WhatsApp chalauchhanti aaga nija ku ta pare ghara ku pare Jilla ku thk Kariba a sabu cmdy not srs bkr re aare jtebele BJB college re jhia t mala pihu kuade gala mamita case bnd hei gala kuade thila sabu
ଏବେ ରିଲ୍ସରୁ ଓହରି ଆସିବେ,, ଲାଗୁଛି,,ଏ ଗୀତ ଶୁଣି ଏବେ ବଦଳିଲେ,,,
To pain FIR hoichi diha ku ne na bhulija .
ଆଉ ଯେମିତି ଆଉ କେହି ଖରାପ୍ କଥା kn କହୁନାନ୍ତି କି ଭିଡ଼ିଓ ଦେଖିକି ଖୁସି ଲାଗୁଛି ପଦେ
Absolutely perfect judgement action may be taken immediately