ଭରତପୁର ବିବାଦରେ ନୂଆ ମୋଡ଼ |Army Officer And His Friend Met CM Mohan Majhi | Odia News

Поділитися
Вставка
  • Опубліковано 11 лис 2024

КОМЕНТАРІ • 22

  • @kishorebiswal4298
    @kishorebiswal4298 Місяць тому +2

    60 ଦିନ ରେ ନ୍ୟାୟ ପବନ ରେ ଉଡିଯିବ।

  • @kunaldancefitness01
    @kunaldancefitness01 Місяць тому +3

    କାହିଁକି 60 ଦିନ ଲାଗିବ । କଣ ସତ ଘଟଣା ହେଇଛି ସାରା ଓଡ଼ିଶା ଜାଣିଛନ୍ତି

  • @kunaldancefitness01
    @kunaldancefitness01 Місяць тому +2

    Public ଦାବି କରୁଛନ୍ତି army ku କାହିଁକି ହାଜତ ରେ ଭରି କଲା ପୋଲିସ। ପୋଲିସ ଉପରେ action ନିଆଯିବ ଦରକାର । ଏମିତି କଥା ଚାପି ଦେଲେ ସେ ପୋଲିସ ମାନେ ଏମିତି କାମ କରିବା ପାଇଁ ସାହସ ବଢିଯିବ। news wala କଥା କୁ ବାହାର କରନ୍ତୁ

  • @saratmohanty4255
    @saratmohanty4255 Місяць тому

    Police culprits ମାନଙ୍କୁ army କୁ hand over କରି ଦିଅନ୍ତୁ... army officer କେବଳ ଏମାନଙ୍କ enquiry କରି ପାରିବେ..... police madam night ପିନ୍ଧି ଥାନାରେ କଣ କରୁ ଥିଲା....

  • @blackevents2743
    @blackevents2743 Місяць тому +4

    ଏ ସବୁ ମଦ🍷ର କମାଲ

  • @kishorebiswal4298
    @kishorebiswal4298 Місяць тому

    ଯେତେ ଦିନ ଗଡେଇ ଗଡେଇ ନେବେ ଏହା ପବନ ରେ ଉଡିଯିବ। କିଏ ଜାଣିନି ବିଚାର ବିଭାଗ କଣ କରନ୍ତି। ପୋଲିସ reformation ଦରକାର। ଏମାନେ ଯାହା କହୁଛନ୍ତି ନ୍ୟାୟ, ତାକୁ ନେଇ କଣହବ। ପୋଲିସ ଅତ୍ୟାଚାର କିପରି ବନ୍ଦ ହେବ, ସରକାର କଣ କରୁଛି ଦେଖାଯାଉ।

  • @chhabindrapradhan7555
    @chhabindrapradhan7555 Місяць тому

    ମଉସା ଯଦି ପୋଲିସ ଭଲ କରୁଛନ୍ତି ଗୋଟେ ପୀଡ଼ିତା କି ଏଫଆଇଆର ଦେଉଥିବା ଲୋକ କେତେ ଦିନ ପରେ ତଦନ୍ତ କରୁଛନ୍ତି l
    ସବୁ ଥାନାରେ ଖବର ନିଅନ୍ତୁ ମଉସା l

  • @kishorebiswal4298
    @kishorebiswal4298 Місяць тому

    ଲୋକଙ୍କୁ ଭକୁଆ ବନେଇବା ଏମାନଙ୍କ କାମ। ସେଥିପାଇଁ ପୋଲିସ ଅତ୍ୟାଚାରୀ ହେଇ ଚାଲିଛନ୍ତି। କାହିଁକି ଏ ଫାଲତୁ କାମ କରୁଛି ସରକାର।

  • @kishorchsrichandan307
    @kishorchsrichandan307 Місяць тому

    ଯୁଡିଶିଆରି ତଦନ୍ତ ଠାରୁ ଉପରେ ଜଣେ ଅଛି। ସତ୍ ର ଜୟ ହେଉ।

  • @pravasinisatapathy6341
    @pravasinisatapathy6341 Місяць тому

    ଆଜି ମଲେ କାଲିକି ଦି ଦିନି ତା ହେଲେ ସାଠିଏ ଦିନ କଣ ପାଂଇଁ

  • @swag_boy_15_82
    @swag_boy_15_82 Місяць тому

    Major nama kana

  • @tribalkoraputboy5273
    @tribalkoraputboy5273 Місяць тому +2

    Drama ladies queen

  • @kunaldancefitness01
    @kunaldancefitness01 Місяць тому

    Army ku kahinki hajat re bhari kala । police Injustice heichi police bahut Injustice karichi action niajau

  • @narendrahembram4495
    @narendrahembram4495 Місяць тому +2

    Army huantu kimba police semane
    Jantanka sebaka . Kintu amane
    Seba badal re atyadhik nisha sebana kari lokanka sangare
    Jhagada karibe .lakanku marpit
    Karibe . Tahele a ki prakar ra seba ?

    • @swatirefrigerationodia.4421
      @swatirefrigerationodia.4421 Місяць тому +1

      Jou loka saha jhagada karichhanti se loka kn pain case kalani. ?? Nisha seban Kariba re asubidha kouthi, kn pain sarakar dokan kholichhanti, army janaka tanka duty bahare tanka kama karuchhanti kintu police duty re thai kan pain bhul kala

  • @RajendraRajendra-di4uk
    @RajendraRajendra-di4uk Місяць тому

    Sarkar,durbal

  • @jitendra3034
    @jitendra3034 Місяць тому

    60dina pare loka bhli jai thibe mohan majhi neta ra kan mana rahiba💯💯💯🇮🇳

  • @BipinkuNayak-p2q
    @BipinkuNayak-p2q Місяць тому

    Army ko Kitna naya milta hai vah to dekhne ke baki hai