Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Jay Shree Krishna..My heartiest pranam to all..and thanks to entire team of Sarala Nirmala Production for this beautiful song
Krishna Krishna Hare Krishna 🙏
Waaaaa, ati sundar
Happy Janmastami 🙏
Very nice singing by Devanshi and Darshana.jay Shree Krishna.🙏🙏🙏🙏
Hare Krishna
ଦେବାଂଶୀ ମା' ଏବଂ ଦର୍ଶନା ମା' ଅତି ସୁନ୍ଦର ଭାବରେ 'ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ...' ଗୀତଟିକୁ ଗାଇଛନ୍ତି। ପୂଜ୍ୟ ମାନସ ସାରଙ୍କ ଚମତ୍କାର ନିର୍ଦ୍ଦେଶନାରେ ସ୍ଵନାମଧନ୍ୟ ଗୀତିକାର ବନ୍ଧୁ ସାସ୍ମଲ ମାନସଙ୍କ ଭାବପୂର୍ଣ୍ଣ ଗୀତଟି ଜୀବନ୍ୟାସ ପାଇଛି। ରେକର୍ଡିଷ୍ଟ କାଲୁ ଦା' , ପ୍ରଯୋଜକ କୃଷ୍ଣଚନ୍ଦ୍ର ବେହେରା ଏବଂ ମୁଖ୍ୟ ପରିଚାଳକ ବିକାଶ ସାରଙ୍କ ସମେତ ସମସ୍ତ ମହାନୁଭବ କର୍ମକର୍ତ୍ତାଙ୍କୁ ଜନ୍ମାଷ୍ଟମୀ ଉପଲକ୍ଷେ ଆନ୍ତରିକ ଶୁଭକାମନା ଏବଂ ଅଭିନନ୍ଦନ ଜଣାଉଛି।
Happy shree janmastami
Jay Shree Krishna🙏
Both have sang, brilliantly
Nicely sang by both singer
ଯେଉଁ କୁନି କାହ୍ନାର କୁଆଁ କୁହାଟରେ ନିଶାର୍ଦ୍ଧରେ ଖୋଲିଯାଇଥିଲା କ୍ରୂର କଂସ କାରାଗାରର କଂସା କବାଟ ସେହି ଅମିତ ବିକ୍ରମ ଅଚ୍ୟୁତ ପୁରୁଷଙ୍କ ଧରାବତରଣର ଅମିୟ ଗାଥା ମୋର ଅତି ଆଦରର କଣ୍ଠଶିଳ୍ପୀ ଶ୍ରୀମୟୀ ଦର୍ଶନା କର ଓ ଦେବୀକଳ୍ପା ଦେବାଂଶୀ ଙ୍କ ସୁମଧୁର କଣ୍ଠରୁ ଣୁଣି ତୃପ୍ତ ହେଲି। ଦୁଇ ମାନନୀୟ ମାନସ ସାର୍, ବିକାଶ ସାର୍, କୃଷ୍ଣଚନ୍ଦ୍ର ସାର୍, ସମ୍ମାନନୀୟ କାଳୁ ଦା' ଓ ଅନ୍ୟମାନଙ୍କୁ ହୃଦୟଭରା ଶୁଭେଚ୍ଛା ଓ ପ୍ରଣାମ।
Jay Shree Krishna 🙏
Jay shri krishna 🙏🏼
Jay Sri Krishna 🙏
Jay Shree Krishna..
My heartiest pranam to all..and thanks to entire team of Sarala Nirmala Production for this beautiful song
Krishna Krishna Hare Krishna 🙏
Waaaaa, ati sundar
Happy Janmastami 🙏
Very nice singing by Devanshi and Darshana.jay Shree Krishna.🙏🙏🙏🙏
Hare Krishna
ଦେବାଂଶୀ ମା' ଏବଂ ଦର୍ଶନା ମା' ଅତି ସୁନ୍ଦର ଭାବରେ 'ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ...' ଗୀତଟିକୁ ଗାଇଛନ୍ତି। ପୂଜ୍ୟ ମାନସ ସାରଙ୍କ ଚମତ୍କାର ନିର୍ଦ୍ଦେଶନାରେ ସ୍ଵନାମଧନ୍ୟ ଗୀତିକାର ବନ୍ଧୁ ସାସ୍ମଲ ମାନସଙ୍କ ଭାବପୂର୍ଣ୍ଣ ଗୀତଟି ଜୀବନ୍ୟାସ ପାଇଛି।
ରେକର୍ଡିଷ୍ଟ କାଲୁ ଦା' , ପ୍ରଯୋଜକ କୃଷ୍ଣଚନ୍ଦ୍ର ବେହେରା ଏବଂ ମୁଖ୍ୟ ପରିଚାଳକ ବିକାଶ ସାରଙ୍କ ସମେତ ସମସ୍ତ ମହାନୁଭବ କର୍ମକର୍ତ୍ତାଙ୍କୁ ଜନ୍ମାଷ୍ଟମୀ ଉପଲକ୍ଷେ ଆନ୍ତରିକ ଶୁଭକାମନା ଏବଂ ଅଭିନନ୍ଦନ ଜଣାଉଛି।