Balangir news: ୫ ଛୁଆ କାଁକରି କୁକୁର ଛୁଆକେ ବଲି ଦେଇକରି ପିଲେ ରକତ୍

Поділитися
Вставка
  • Опубліковано 5 лют 2025
  • ୫ଟା ଛୋଟ୍ ଛୁଆ ଖେଲ ଖେଲ ଭିତରେ କିଏ ଦେହେରୀ ହେଇଛେ କିଏ ପୂଜାରୀ ହେଇଛେ କିଏ ବରୁଆ ହେଇଛେ । ମିଶିକରି କରୁଛନ୍ ଗୁଟେ ଯାତରା । ସେତକିବେଲକେ ଗୁଟେ ଛୋଟଟେ ଗୁଲଗୁଲିଆ କୁକୁର ଛୁଆକେ ସେମାନେ ଧରି ଆନିଛନ୍ । ସେତାକେ ଟେକିକରି ନେଇଛନ୍ ତାକଁର୍ ଖେଲ ଭିତରେ ଥାପନା କରିଥିବାର ଦେବୀ ଖୁମ୍ବାକେ । ସେନେ କୁକୁର ଛୁଆର ବେକ କାଟିକରି ବଳି ଦେଇଛନ୍ ।
    For more such updates, please Like, Comment, and Share our videos and Subscribe to our UA-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    UA-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    Whatsapp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #ସମାଜ​ #ସଂସ୍କୃତି​ #ସମାଚାର #Odisha #Paharaa #balangir #News

КОМЕНТАРІ • 192

  • @makhunukhadia3733
    @makhunukhadia3733 2 роки тому +75

    ଏଥିଲାଗି ଆମେ ମଣିଷ ସମାଜ ହିଁ ଦାୟୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଅନ୍ଧ ବିଶ୍ବାସ ଦ୍ବାରା ବୋଲି ଦିଆ ଯାଉଛି ତେବେ ସେଇଟା ଦେଖିକରି ଛୋଟ ଛୁଆ ମାନେ ଶିଖୁଛନ୍

  • @mukundakachhap7329
    @mukundakachhap7329 2 роки тому +60

    ବାପା ମାଁ ଏଥିପାଇଁ ଦାୟୀ
    ପିଲାମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଅନୁରୋଧ
    ନ ହେଲେ ଆଗକୁ ନିଶ୍ଚୟ ମଣିଷ କୁ ବଳିଦେବେ

    • @pnmusic9042
      @pnmusic9042 2 роки тому +2

      Tue bhil kakuchhu tar bua ki tar ma dae nuhe balangir ra saskruti parampara dai ( sulia jatra Bali puja )

    • @VikashOD17
      @VikashOD17 2 роки тому +1

      Jen ta hayuche seta hi karuchan...agyani chhua mane

    • @lifeofcomly8136
      @lifeofcomly8136 2 роки тому +1

      Bapa maa keve dai nuhe ajira samaj sabuthu besi dayi

  • @centralcbiforce3817
    @centralcbiforce3817 2 роки тому +19

    ଧର୍ମ ଓ ଅନ୍ଧ ବିଶ୍ବାସ ପାଇଁ ଏହି ସବୁ ହୋଇଛି...

  • @artistdipika7312
    @artistdipika7312 2 роки тому +18

    ଭୁଲ୍ ଆମ ସମାଜର,,ଯେଉଁ ମାନେ ବଳୀପ୍ରଥାକୁ ବିଶ୍ବାସ କରନ୍ତି,,ସେମାନଙ୍କଠୁ ଏ ସବୁର ଜନ୍ମ,,ଦୟା କରି ବଳୀ ପ୍ରଥାକୁ ବୁରୋଧ କରାଯାଉ,,

  • @Jay_ShriJagannath
    @Jay_ShriJagannath 2 роки тому +18

    "The prevention of cruelty to animal act" କୁଆଡେ ଯାଇଛି ଯେତେବେଳେ ଛେଳି ଆଉ କୁକୁଡ଼ା ଭଳି ନିରୀହ ପ୍ରାଣୀଙ୍କ ବେକ କାଟିକି ମଣିଷ ଖାଇଯାଉଛି ।

    • @debikapradhan3364
      @debikapradhan3364 2 роки тому

      Exactly 😏

    • @AshishLetsgo
      @AshishLetsgo Рік тому

      Bhai seta khaiba pain kara jauchhi au eta jatra Kariba lagi paristhiti pura alaga

  • @madhusambalpurivlogs2605
    @madhusambalpurivlogs2605 2 роки тому +19

    ଭୁଲ ଛୁଆ ମାନକର ନୁହେଁ ଭୁଲ ଆମର ପରମ୍ପରା ଆମର ବଡ଼ଲୋକ ମାନକର ବଡ଼ ଯେନ୍ତା କଳେ ଛୁଆ ବି କଳେ କଣା ଦୂରେ ରଖବେ ଛୁଆ କେ ଯାତ୍ରା ରୁ ନିଜେ ତ କେତେ ମୂର୍ଖାମୀ କରୁଛ ମୁହୁ ନେଇ ଫୁଟଳା ଜୀବନ କେ ବଳି ଦେଉଛ ରକତ ପିଉଛ ଦେଖ ଆଗକେ କେନ୍ତା ହେଉଛେ ଯେ ଦିନଟିଏ ଏନ୍ତା ଆସବା ଯେ ନିଜର ଛୁଆ କେ ବି ଇ ଅନ୍ଧ ବିଶ୍ୱାସ ରେ ବଳି ଦେଇ କରି ରକ୍ତ ପିଇବା ଭଗବାନ କେବେ ବି ବଳି ନେଇ ମାଂଘନ କି ରକ୍ତ ନାଇ ପିଅନ ସେଟା ଗୁଟେ ରାକ୍ଷସ ଭୁତ ପ୍ରେତ ଆଏ ସେଟା ଭଗବାନ ନୁହେଁ ବୁଝଲ

  • @ps_official6197
    @ps_official6197 2 роки тому +44

    ସବୁ ଜୀବ ରୁ ମଣିଷ ବୃଧିମାନ ହେଲେ କଣ କରିବ ପଶୁ ରୁ ବି ହିନ ହେଇ ଗଲେନ

  • @rishikesh4340
    @rishikesh4340 2 роки тому +14

    ବଡ଼ ମାନଙ୍କ ର ଅନ୍ଧ ବିଶ୍ବାସ ଆଉ କୁ ସଂସ୍କାର ର ପ୍ରଭାବ ଛୋଟ ଛୁଆ ମାନଙ୍କ ଉପରେ ପଡୁଛି ।

  • @kalkiavatar940
    @kalkiavatar940 2 роки тому +2

    ଇଟା ପଶ୍ଚିମ୍ ଓଡିଶାର୍ ଗୌରବ୍ ଆଏ...ଜୟ କୁଶଲ୍

  • @KunalBarik-uv7jh
    @KunalBarik-uv7jh 7 місяців тому +3

    ସବୁ ଦେବା-ଦେବୀ ନେ ବଳି ପ୍ରଥା କେ ବନ୍ଦ କରବାର କଥା , ଇନୁ ହିଁ ଛୁଆ ମାନେ ଶିଖୁଛନ l ଇଥିରେ ଆମର ସମାଜ ହିଁ ଦାୟୀ

  • @reshmarani8197
    @reshmarani8197 2 роки тому +6

    ପାଗଲ୍ ହେଇଗଲେ ନ ସଲେ ପାଗଲ୍ ଖାଡୁ । କୁକୁର ମାନ୍ କର୍ ପାଲ୍ କେ ଜ୍ଞାନ୍ ଅଛେ ମୁନୁଷ୍ କେ ନାଇଁ ଆଁପ୍ ରୁ ବଲିକରି ହେଲେ ଇ ମୁନୁଷ୍ ଜାଏତ୍ କୁକୁର୍ ରକତ୍ ପି କରି ପଶୁ ଠାନୁ ଭିଲ୍ ଆର୍ ହିନ୍ ଆଏ ବଲି ସାବିତ୍ କରି ଦୁନିଆ କେ ଇ ସମାଜ୍ କେ ଦେଖେଇ ଦେଲା।
    ଜୟ ମାଁ ସମଲେଶ୍ଵରୀ 🙏

  • @madhusambalpurivlogs2605
    @madhusambalpurivlogs2605 2 роки тому +12

    ଭଗବାନ ର ନା କାଏଁ କରି ନେଉଛ ମୂର୍ଖ ଲୋକ ମାନେ ବଳି ଦେଉଛ ତ ନିଜେ ଖାଏମୁ ତ କହତ ନା ବାଗବାନ କେ ନିନ୍ଦା ଦେଉଛ ଭଗବାନ କେବେବି ନିରୀହ ଜୀବ କେ ଖାଏମୀ ବୋଲି ତମକୁ ନାଇ ମାଗନ

  • @hemantabiswal2493
    @hemantabiswal2493 7 місяців тому +3

    ନିଜ ଗ୍ରାମରେ ଏହି ପରମ୍ପରା ଚାଲି ଆସିଛି ସେଟା ଦେଖିକରି ଶିଖୁଛନ ମା ବାପାର ଦାୟ ଅନ ।

  • @SushilMahakud-qo3vs
    @SushilMahakud-qo3vs 3 місяці тому +2

    ପଶୁ ବଳି ଭଳି ଅନ୍ଧ ବିୱାସ ହିଁ ଦାୟୀ

  • @Sbbaboo6679
    @Sbbaboo6679 2 роки тому +1

    Bahut sundar upastapana.. Bahut dukhat e ghatana

  • @DevsSambalpuriablogs_5
    @DevsSambalpuriablogs_5 2 роки тому +3

    ସ୍ଥାନୀୟ ସଂସ୍କୃତି ଏବଂ ହେଇଥିବା ବଳି ପ୍ରଥା ପ୍ରଭାବ ପକଉଛ୍ହେ | ଯେନ୍ତା କି ସୁଲିଆ ଯାତ୍ରା ।

  • @mrpurushottamcreation1029
    @mrpurushottamcreation1029 2 роки тому +2

    Bahut dukhar katha ai

  • @gabrielkumar9359
    @gabrielkumar9359 2 роки тому +5

    ଏପରି କାମ କରିବା ଲୋକ ଦାୟୀ

  • @sudarshankumar4907
    @sudarshankumar4907 2 роки тому +2

    ଇ ମାନଙ୍କର ସାହସ ଆଉ ଆଉ ବୁଦ୍ଧି କେ ଯଦି ଆମେ ଅନୁମାନ କରମା ବେଳେ... ଇ ମାନେ ବଡ଼ ହେଲେ ସିଓର ଗୁଟେ ଗୁଟେ ବଡ଼ ବଡ଼ ଗୁଣ୍ଡା କିମ୍ବା ଡକାୟତ ହେବେ

  • @pinkysamal4947
    @pinkysamal4947 Рік тому +1

    ବଡ ମାନଙ୍କ ଟୁ ଦେଖି ଏମାନେ ଏଭଳିଆ କାମ କରିଛନ୍ତି ନ ହେଲେ ଏମାନେ ଏତେ ହିନ କାମ କରିଲେ ଏମାନଙ୍କୁ ଶାସ୍ତି ମିଳିବା ଦରକାର ନହେଲେ ଵାପା ମାଁ ସୁଦୁରିବେନି

  • @riteshsahu3286
    @riteshsahu3286 2 роки тому +4

    ଭବିଷ୍ୟତରେ ଏମାନେ କଣ ନ କରିବେ

  • @sk038vlogs
    @sk038vlogs Рік тому

    Thank you madam

  • @ChintamaniKumbhar-p1p
    @ChintamaniKumbhar-p1p 3 місяці тому

    ହୁସିଆର ଛୁଆ ମାନେ ଅଟନ୍ତି, କୁକୁର ମାନଙ୍କର ତ ମା ବୁଆ ନି ନ, ଆହା ସାହା ନିନ, ଛେଲ, କୁକୁରା, ମେଣ୍ଢା କିଛି ତ ନେଲେ ଯିଏ ହେଲେ କହିବା, ହେଲେ କୁକୁର କେ ହେତେ ଧୀଆନ ନି ଦିଅନ୍ତ, ହେତିର ଲାଗି ଏଡକି କବାର କଲେ ଛୁଆ ମାନେ 🙏🙏🙏

  • @a.ballinonechannel3037
    @a.ballinonechannel3037 2 роки тому

    Thanks for this information

  • @standwithanimals
    @standwithanimals 3 місяці тому +1

    Chuaaa mane jen ta dekhbe seta sikhbe au kne..

  • @kalkiavatar940
    @kalkiavatar940 2 роки тому

    ବଲି ଯାତ୍ରା କର ବୋ....ତମର୍ ଛୁଆ ମେନେ ନାଇଁ ଶିଖ୍ ବେ ତ କାଣା ପୁର୍ବ ଉଡିଶାର୍ ଛୁଆ ଶିଖ୍ ବେ କାଏଁ... ବଲି ଯାତ୍ର କରଚନ୍ ...ତମେ ଯାତ୍ରା କରଚଯେ କିଛି ନାଇଁ ,,,ଛୁଆ ମାନେ କଲେ ଯେ କାଣା ହେଲା...ସେମାନେ ଶିଖୁଚନ୍.....ଶିଖିବାକେ ଦିଅ. .ବନେକରି....କାଲ୍କେ ମୁନୁଷ୍ ଛୁଆ ବି ବଲିଦେବେ... ତମ୍କୁ ବନେ ଲାଗ୍ବା ବୋ ବଲି ଯାତ୍ରା ବାଲେ...

  • @odiashayari2611
    @odiashayari2611 2 роки тому

    ମୁଇ ଗୁଟେ କଥା ବୁଝି ନାଇ ପାରବାର ବଳି ତ ଦେଲେ କୁକୁରର ରକ୍ତ କିଏ ପିଇସି ଵୋ 🤔🤔

  • @MahindraSuna-m2i
    @MahindraSuna-m2i 3 місяці тому

    😮 ଏଥିରେ ମିଡିଆ ଖରାପ

  • @PutelSiba-pr3mf
    @PutelSiba-pr3mf Рік тому

    Balangir dist ra ken gaa re bo kahu6 j bhal se kaha

  • @kalkiavatar940
    @kalkiavatar940 2 роки тому +1

    Bali jatra band kara ....Jadi chhuamane eta karichan bhal karichan...Jenta sikhichan seta karichan...

  • @ArabindaNag-i2j
    @ArabindaNag-i2j 3 місяці тому

    Thik kahuchan sir

  • @ashokbarik5777
    @ashokbarik5777 2 роки тому +1

    Heart fail heiejba sir

  • @gayadharchhatria8305
    @gayadharchhatria8305 2 роки тому

    Pahara nb tike milba kai

  • @malayakumar9046
    @malayakumar9046 2 роки тому

    Jay Jagannath Swami 🙏🙏

  • @sonashrdhha8493
    @sonashrdhha8493 6 місяців тому

    😢ye bhagwan kebe sudhuriba a samj aago nija gahore bujantu😢😢😢

  • @nishabibhar6303
    @nishabibhar6303 6 місяців тому

    Balangir ta bahut Kichu ghatuche😢😢

  • @abhishekjuadi9043
    @abhishekjuadi9043 2 роки тому +3

    ବଞ୍ଚିଲା କୁକୁର୍ କେ ନ ଆଇଲା vdo na ଆଗରୁ ଜାଣି ଥିଲ କେ

  • @dushmantasarap404
    @dushmantasarap404 Рік тому

    😢😢😢😢😢

  • @ramachandra2341
    @ramachandra2341 2 роки тому +1

    ଏହି ଭାଷା କୁଅଞ୍ଚଳର କିଛି ବୁଝି ହେଉନି "ସ୍ୱଷ୍ଠ ଓଡ଼ିଆ ରେ news କରନ୍ତୁ l🙉

  • @tapashwinisahoo8733
    @tapashwinisahoo8733 2 роки тому

    Yes

  • @ps_official6197
    @ps_official6197 2 роки тому +3

    Luck down heu chhe au pila chua padha re dhayan nai takar ma bua b pila k dhayan nai debar

  • @goodluckchenal9131
    @goodluckchenal9131 2 роки тому

    Dharmendara sir right kahuchhan

  • @ps_official6197
    @ps_official6197 2 роки тому +2

    E andh bisawas ru hi kebhe devloped nai kar bar amar area..

  • @Ranjit....8026
    @Ranjit....8026 2 роки тому

    Tame pahara bale alga channel ra ta dekhi kari pachhe jaik news post karu6a

  • @desiheart2935
    @desiheart2935 2 роки тому +3

    Bali pratha bandh heu ..... Bada lok bali.desan.... Au... chhua ku kana kahema.....

  • @futuristicindia1767
    @futuristicindia1767 2 роки тому

    It is due our society and even the Balangir so called raja family practicing such ritual in dusshera festival. Childrens are learning from such activities

  • @kabitasarap4259
    @kabitasarap4259 2 роки тому

    O my god😔😔😔

  • @birasing1189
    @birasing1189 Рік тому

    Ho

  • @PremrajDhrua
    @PremrajDhrua 6 місяців тому

    juhr parlhbi hota k❤❤❤❤ sa

  • @ps_official6197
    @ps_official6197 2 роки тому +2

    ସୁଧୁରି ଯାଅ

  • @ganeshpati22
    @ganeshpati22 2 роки тому

    ଯେନ ସ୍ଥାନ ରେ ବଳି ପ୍ରଥା ଚାଲିଛେ ବନ୍ଦ କର ଯାଉ ?

  • @anubag3995
    @anubag3995 2 роки тому

    Hai bhagbaan kana heuche eta

  • @basudevdas1453
    @basudevdas1453 Рік тому

    Kaliyug sesa 😭

  • @Ojha2-j7j
    @Ojha2-j7j Рік тому

    Education kmm

  • @rmenterprises5580
    @rmenterprises5580 2 роки тому

    🙏🌹Jay Sri Ram🌹🙏

  • @Aradhyasambalpurivlog8769
    @Aradhyasambalpurivlog8769 6 місяців тому

    Balangir au Balangir heyi nayi na crime Ra shahar heyi jauche

  • @kajalyt3016
    @kajalyt3016 Рік тому

    ତମକୁ ଲେଖି ଆସିନି

  • @lalitasunani6958
    @lalitasunani6958 2 роки тому

    Karect kahele sir

  • @Videos-iv3sg
    @Videos-iv3sg Рік тому

    Jiye dau ki ni dau adivashi wale debe❤

  • @santoshsinha176
    @santoshsinha176 2 роки тому

    Jail Hona chahie

  • @ArabindaNag-i2j
    @ArabindaNag-i2j 3 місяці тому

    Ame hi daji

  • @dibyaranjanbehera7284
    @dibyaranjanbehera7284 2 роки тому +1

    Ata hin jana paduche j chhot chhot pila bad bad lok mankar nu sabu sikhichan

  • @satyapsbhoi2812
    @satyapsbhoi2812 2 роки тому +3

    Chua ku kana heuche eta

    • @sadanandasahu7224
      @sadanandasahu7224 2 роки тому

      Tamar katha mate bahutu hasaa 🤣🤣🤣laguchhe bhal lagala ho Tamar katha j hasideli kharap nai bhaba hasilije mor bhul hela bele map karideba 🙏

    • @sadanandasahu7224
      @sadanandasahu7224 2 роки тому

      Tamar katha bahutu sudar heichhe supar

    • @chhatraytudu3159
      @chhatraytudu3159 2 роки тому

      Naga Land re kukuro, bilei, khau chhanti se mankor to kichhi hou nahin, tomor

  • @siddheswarkata4791
    @siddheswarkata4791 2 роки тому

    Family is responsible

  • @Alok_Sahu337
    @Alok_Sahu337 3 місяці тому

    Maagihe Mane

  • @gouriharpal6733
    @gouriharpal6733 2 роки тому

    Paribeshara kusanskar

  • @dinabandhubariha2414
    @dinabandhubariha2414 2 роки тому +2

    ତାକର୍ ମା ବୁଆ ଦୋଷୀ ଆନ୍

  • @DeepakKumar-wz7tj
    @DeepakKumar-wz7tj 2 роки тому

    Tanko proti full action niajau

  • @rajiblochannaik7791
    @rajiblochannaik7791 2 роки тому

    Jen jinis ta amar e samaj karuche se jinis k dekhi kari chotchua mane karuchan pujar aad re ame jen bali dauchun setar prabhab ita ,

  • @gsktmridervolg...9375
    @gsktmridervolg...9375 2 роки тому

    Bolangir jilla re nua nua ghatana sunba k miluchy

  • @chandannayak2988
    @chandannayak2988 Рік тому

    Are bhai sei pila gura ku Bali pakeidia same essay.

  • @sarojjuadi6467
    @sarojjuadi6467 2 роки тому

    Dharmindra sar god ansar

  • @sobhakumbhar3363
    @sobhakumbhar3363 2 роки тому

    Saja dia

  • @monstershiva2214
    @monstershiva2214 Рік тому

    Emane agaku kn karibe se Katha bhabuchi....

  • @akashranjanpradhan6903
    @akashranjanpradhan6903 2 роки тому

    News bale bahut late re chalicha tk advance hua....

  • @abinashmishra5993
    @abinashmishra5993 2 роки тому

    Due to lack of education and parent's moral teachings.

  • @anojnag8115
    @anojnag8115 2 роки тому

    Kennu sikhle I sabu

  • @bharatmirig9100
    @bharatmirig9100 3 місяці тому

    Manush ra dimak ta besi thisi hele ke karbo pasu thanu bi hin aan😢

  • @pareswarkumar9724
    @pareswarkumar9724 3 місяці тому

    Bali pratha band hebar katha

  • @sudarshanpadhy8392
    @sudarshanpadhy8392 2 роки тому

    Chill patient.(kaphua)

  • @sumatibag5387
    @sumatibag5387 2 роки тому

    Jaha dekhuchhant taha karuchhant

  • @bidyadharmirdha1323
    @bidyadharmirdha1323 Рік тому

    Beshi dosh rahela social media

  • @kashisahu5977
    @kashisahu5977 2 роки тому

    Bali Partha pahela bad karun sabu thik heba

  • @sudarshanpadhy8392
    @sudarshanpadhy8392 2 роки тому +1

    Cheli -kukuda rakta piuchanti,saemanae kukura rakta pielae ,kichi vool nahi.

  • @Ss-go5hf
    @Ss-go5hf Рік тому

    Pila mane jani. Bhul hei gola chadi dio

  • @SpiritofwellnessSYoga
    @SpiritofwellnessSYoga 2 роки тому

    Kukur Chhua bad hela Ki Mamita Meher bad hela? Ni dekhala ta

  • @Mashoom_dill_
    @Mashoom_dill_ 2 роки тому

    Chhua manku pai kari ki jatra dekhei neba vid vitre dhukiki, ble chhua kn sikhba jenta dekhiche heta ta se kariche..

  • @arjunyt6184
    @arjunyt6184 2 роки тому

    Bhul amar society ra 100 %

  • @cricketexpress8531
    @cricketexpress8531 2 роки тому

    🤦‍♂️🤦‍♂️🤦‍♂️🤦‍♂️

  • @sambalpurikhatamitha3747
    @sambalpurikhatamitha3747 2 роки тому +1

    Bada loka jemiti sikheibe chota chua semiti sikhibe

  • @bishalkak6760
    @bishalkak6760 2 роки тому

    Sabu family parents Dae

  • @mranjankanta4461
    @mranjankanta4461 2 роки тому

    A lot of moral things or activities are included in the curriculum of elementary education .Only we need to avoid/stop such types of costumes which violating our humanity .

  • @sunitakumbhar7527
    @sunitakumbhar7527 6 місяців тому

    Pasubali ta samaj karuchhe hele chhua manke ninda karuchhan.

  • @kosalpila7400
    @kosalpila7400 2 роки тому

    Balipratha k first band Kara. Tar pare bhasan marba. Jatra re balipratha ni thile kn j chhuaaku parents jatra dekhei nete. Balipratha karba tume au bhul hela dekhbar lukar😡

  • @allhindisongsahs580
    @allhindisongsahs580 2 роки тому +1

    ଆମର ଆଡେ ହଜାର ହଜାର କୁକୁର ମାରି ଦେଉଛନ୍ତି କିଛି ହଉନି ଏ ମନେ କଣ କରିଦେଲେଜେ ଏ ମାନଙ୍କୁ ଟିଭି ରେ ଦେଖାଉଛନ୍ତି

  • @dibyaranjanbehera7284
    @dibyaranjanbehera7284 2 роки тому +1

    Bali pratha aagku badha nai jao

  • @Lucifer-lucifer109
    @Lucifer-lucifer109 2 роки тому

    Bali pratha total band habar katha🙏🙏🙏

  • @rourkelatoka5244
    @rourkelatoka5244 2 роки тому

    Chhua au semankara bapa maa nku uchit danda dia jiba nihati darkar.sarkar karuchanti kn.ete Sabu cows ,dogs,anya niriha prani mananku emiti maridiaheuchi.

  • @smilyanjli5571
    @smilyanjli5571 2 роки тому

    pasu ku marila bede Daya tike asilani 🥺🥺🥺

    • @munubag1233
      @munubag1233 2 роки тому

      Tankar maa bapa nka bhul ae

  • @PutelSiba-pr3mf
    @PutelSiba-pr3mf Рік тому

    Lok jani6n j pahara gute sambalpuri chenal aaye lekin lok comment karu6n English re bele chenal ra izjad kana rahela aau sambalpuri bhasa k badnam karu6n lok