Odisha state congress can be rebuild if Odisha 40% women congress powers of the state will take initiative s like Sofia ji women leaders workers will come from the grassroots level to district level and state level it will work in proper leadership s and relationships with the public and voters of the 53000 villages and villagers from the 6798gps 314blocks 55subdivisions 30districts 3rdc zones.
Odisha keu dal sashan kariba kimbha keu dala ra ketoti sit achhi taha chhahi odishare jo bhasta char chalichi odisha re jo crime prati dina badhichi ta bishayare kahiki kehi katha heu nahanti
କଂଗ୍ରେସ ଦଳ ହେଉଛି ଗୋଟେ ସ୍ୱାଭିମାନ ଦଳ ସେଦଳ ରେ ଥିବା ପ୍ରତେକ ବ୍ୟକ୍ତି ହେଉଛନ୍ତି ସ୍ଵାଭିମାନୀ, ତେଣୁ କଂଗ୍ରେସ ଦଳ ରେ କିଛି କନ୍ଦଳ ନାହିଁ, ଟିକେ ସମୟକୁ ଅପେକ୍ଷା, କର, 🙏
କଂଗ୍ରେସ ନେତା ଏବେ ଯୋଉମାନେ ସକ୍ରିୟ ଅଛନ୍ତି ଖାଲି ସାଧାରଣ ଲୋକଙ୍କ ହାତରେ ହାତ ମିଳେଇ କୁହନ୍ତୁ ନା ଆମେ ଭଲ ମନ୍ଦରେ ଆପଣ ମାନଙ୍କ ସାଙ୍ଗରେ ଅଛୁ ବୋଲି ତାହେଲେ ସେଇ ଲୋକ ମାନେ ଲୋକଙ୍କୁ ଯୋଡିବା ଆରମ୍ଭ କରିବେ l ଯଦି ଗୋଟେ ଗାଁରେ ଆପଣମାନେ ୧୦ ଜଣ ସାଧାରଣ ଲୋକଙ୍କ ସାଙ୍ଗରେ ଭଲ ମନ୍ଦରେ ସାଙ୍ଗରେ ଅଛୁ ବୋଲି କହିବେ ତାହେଲେ ସେମାନଙ୍କ ସାଙ୍ଗରେ କେତେ ଲୋକ ଯୋଡ଼ି ହେଇଯିବେ l
ସେ ବି ଯାହାହେଉ ଏହାପରେ କଂଗ୍ରେସ 2029 ରେ ଶାସନ କରିବ l
Jay congrass sir 🚩♥️♥️♥️🇭🇺👑🙌🔥🙌🙌🔥🔥❤️😍😍😍😍😍❤️❤️🙏🚩
ବଦେ ଘରରୁ ବାହରୁ ନାହାଁନ୍ତି ଏଥର ହାତ
Congress 2029 re
congress ରଏବେ ସମୟ ସରିଯାଇଛି,ସେ ଏବେ ବୟୋବୃଦ୍ଧ ।ଏହାକୁ ସମାଧି ଦେଇ ଆଉ ଏକ ନୂତନ ଦଳ ସର୍ବଭାରତୀୟ ସ୍ତରରେ ତିଆରୀ ହେବା ଆବଶ୍ୟକ ।ଏ ଚୋର ,କୁହାଳିଆ ,ସ୍ବାର୍ଥୀ ନେତାଙ୍କୁ ଲୋକ ବହୁତ ପରୀକ୍ଷା କରିଛନ୍ତି,ଏମାନେ ଭାରତ ବିରୋଧି,ମୟାବି
ହୋଈ ଓ ବିଜୟ ପଟ୍ଟନାୟକ ଯେତେବେଳ ନୂଆ କାରି ଆସିଲେ, ତାଙ୍କୁ ସ୍ୱାଗତ କରିବା କଥା? ହେଲେ ତା 'ବଦଳରେ ପ୍ରଚାର କମିଟି ରୁ କାଢି ଦେଲ? ବୋରାଂ ତାଙ୍କୁ ସ୍ୱାଗତ ନ କରି ବାହାର କରିଦେଲ? ଯେଉଁ ମାନେ ତାଙ୍କୁ ବିରୁଧ କଲେ, ସେମାନଙ୍କ ଦ୍ୱାରା ଓଡ଼ିଶାରେ କଂଗ୍ରେସ ଲୋପ ପାଉଛି!😢😢😢
State Congress is a Crab in nature.
Saptagiri ulaka coming p.c.c.president.
ପଠାଣ ଦଳ ଆଉ ଆସିବ ନାହିଁ !କାହିଁକି ନା ଏମାନେ ଶାସନ କଲେ ଅଣ୍ଡା କିଏ ଭାଙ୍ଗିବ ?
Odisha state congress can be rebuild if Odisha 40% women congress powers of the state will take initiative s like Sofia ji women leaders workers will come from the grassroots level to district level and state level it will work in proper leadership s and relationships with the public and voters of the 53000 villages and villagers from the 6798gps 314blocks 55subdivisions 30districts 3rdc zones.
Odisha keu dal sashan kariba kimbha keu dala ra ketoti sit achhi taha chhahi odishare jo bhasta char chalichi odisha re jo crime prati dina badhichi ta bishayare kahiki kehi katha heu nahanti
Tume midia munda khelaons
Budhi asini