ହାରିଲା ଦଳ, ଖୋଲିଲା ହୋଟେଲ 80 ଟଙ୍କାରେ ଯାହାକୁ ଯେତେ | BJD's Sankha Bhaban |Bhubaneswar | Odisha Reporter

Поділитися
Вставка
  • Опубліковано 26 січ 2025

КОМЕНТАРІ • 1,1 тис.

  • @debasissahu2637
    @debasissahu2637 14 днів тому +207

    ବହୁତ ଭଲ କାମ କଲା ବିଜେଡି। କମ୍ ପଇସାରେ ସୁସ୍ୱାଦୁ ଖାଇବା ଦେଉଛି। ଲୋକମାନେ ଖୁସିରେ ଖାଉଛନ୍ତି। ଓଡ଼ିଶାର ବିଭିନ୍ନ ଜାଗାରେ କଲେ ବହୁତ୍ ଭଲ ହେବ। ଜୟ ଜଗନ୍ନାଥ।

    • @AmlanKumar-s2k
      @AmlanKumar-s2k 14 днів тому +14

      Chhi chhi BJD,last re hotel chalauchha.eita political party ki hotel.

    • @Manojsahoo02
      @Manojsahoo02 14 днів тому +3

      ​@@AmlanKumar-s2k jaha hau loka nku ac re basei bhala sadha mil dauchu aama sastre achi loka nku santi re Jia khane khaiba dei parila sei prakruta manisa gote hotel Bala bi sukha arjana karuchi Anya ku khaiba deiki
      Aau Tama bhali jaga bepari ta nuhma Jia kandhei bhali Anya katha re nachibu

    • @Manojsahoo02
      @Manojsahoo02 14 днів тому +3

      Thik Bhai sara odisha re kholile aauhuri bhala hunata sara odisha basi sadhara loka ac tale basiki bhala se Santi sunkhala re khaipariba

    • @SeturajPradhani
      @SeturajPradhani 14 днів тому +8

      ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 ,

    • @amitlenka8750
      @amitlenka8750 14 днів тому +3

      Bjd😂😂😂

  • @BishwanathSethiBishwa
    @BishwanathSethiBishwa 14 днів тому +48

    ଏଇଟା ବହୁତ ସୁନ୍ଦର ବ୍ୟବସ୍ଥା ଟେ ଅସୁବିଧା କୋଉଠି, ଲୋକେ କମ ମୂଲ୍ୟରେ ଖାଇବାକୁ ପାଉଛନ୍ତି ।

    • @buntyskb
      @buntyskb 13 днів тому

      party office bhitare hotel kholiba thik ki? kali ku party office re loke spa kimba disco bar v kholidebe

    • @bighneswarpadhy4726
      @bighneswarpadhy4726 13 днів тому

      ବିଜେପି ୱାଲା ଇଲିଗଲ୍ ଗଞ୍ଜେଇ ବିକିବେ।। ତେଣୁ ତାଙ୍କୁ ହୋଟେଲ ଟା ଭଲ ଲାଗୁନି ।।

  • @alekhakandi1517
    @alekhakandi1517 14 днів тому +216

    ବହୁତ୍ ଭଲ। ଆଉ କେଉଁ ରାଜନୀତିକ ଦଳର କେଉଁଠି ନିଶା କାରବାର କରୁଛନ୍ତି ସେଇଟା ଜନତାଙ୍କୁ ଦେଖାନ୍ତୁ ।

    • @anandbal2213
      @anandbal2213 14 днів тому +9

      ସେଇ ତ କରି ଦେଇ ଯାଇଛି । ପ୍ରତି 50 ମିଟର ରେ ଉପଲବ୍ଧ ।😅

    • @bijaykumarmarandi4047
      @bijaykumarmarandi4047 14 днів тому

      Bond kariba pain To Promise karithila..kain Gandi re dum Nahi ki band kariba pain😅​@@anandbal2213

    • @bishnucharantripathy8938
      @bishnucharantripathy8938 14 днів тому +2

      People of India know that a huge quantity of drugs is seized in Adani ports.

    • @yashpalpatnaik269
      @yashpalpatnaik269 14 днів тому

      Correct 💯

    • @infinity4002
      @infinity4002 14 днів тому +3

      Bhai tame kahuna bale bale 😂😂😂😂

  • @rajud3603
    @rajud3603 14 днів тому +25

    ବୋହୁତ ବଢ଼ିୟା ପ୍ରୟାସ good Job BJD.. Thank u Naveen Sir💚💚💚💚

  • @g.nityanandabiswal7025
    @g.nityanandabiswal7025 14 днів тому +109

    ସତରେ ଏଇ ରିପୋର୍ଟ ବିଜେଡି ପିଛାରେ ଲାଗିଛି ଓଟିଭି

    • @abhijitexpressdp9939
      @abhijitexpressdp9939 14 днів тому +5

      Au to bapa pachhare lagi thanta kahunu

    • @DineshSethi-km4oy
      @DineshSethi-km4oy 14 днів тому +2

      Pura pachare padi jaechanti a News bale

    • @SoraojKumar
      @SoraojKumar 14 днів тому

      Gendalia jete bele samastanka gaandire lagithila😂

    • @SeturajPradhani
      @SeturajPradhani 14 днів тому +1

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି।

    • @BasantaBehera-gl3li
      @BasantaBehera-gl3li 14 днів тому +2

      ଏଇଟା ବେଧେଇ ମିଡ଼ିଆ ବାଲା ତେଣୁ ଏମିତି ହଉଚି

  • @ବମ୍amohanbehera6011
    @ବମ୍amohanbehera6011 14 днів тому +45

    OTV + ORଓଡ଼ିଶା ରିପୋର୍ଟର= ବିଜେପି BJP ଭାରତୀୟ ଜନତା ପାର୍ଟି BHARATIYA JANTA PARTY 🎉

    • @infinity4002
      @infinity4002 14 днів тому +2

      Nandighosa bisaya re kichhi kahibe 😂😂😂😂

    • @ବମ୍amohanbehera6011
      @ବମ୍amohanbehera6011 14 днів тому +2

      @@infinity4002 Rockford maal mari gote international kalinga stadium track upare gadi chaleiba bisayare kichi kahibe ki

    • @ankurmohanty
      @ankurmohanty 14 днів тому +1

      Bharatiya Jatra Party 🥳

    • @duryodhanparida8260
      @duryodhanparida8260 14 днів тому +1

      Otv ଆଗରୁ bjd ର ଥିଲା, ତାହେଲେ ଭୁଲ କିଏ, ପାଦ ଚଟା ଜନତା

    • @ବମ୍amohanbehera6011
      @ବମ୍amohanbehera6011 14 днів тому +1

      @duryodhanparida8260 otv nuhan beja panda juade otv siade

  • @ppsahufreelitun116
    @ppsahufreelitun116 14 днів тому +99

    ବହୁତ ଭଲ ପେଟ ଶାନ୍ତି ପରମ ପୂଣ୍ୟ

    • @homundavlogs7194
      @homundavlogs7194 14 днів тому

      Paisa dabaku paduchi free nuhe 😂

    • @SeturajPradhani
      @SeturajPradhani 14 днів тому

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି।

    • @manojkumar-du9fb
      @manojkumar-du9fb 14 днів тому

      Mohan babu ku kuha free daba​@@SeturajPradhani

    • @mohitkumarmohanta5798
      @mohitkumarmohanta5798 14 днів тому +1

      Hele b bjd haribo

    • @debasmitaparida2072
      @debasmitaparida2072 14 днів тому

      ​@@SeturajPradhaniTame 5 tanka re ahara kendra re khaiba loka 8 tanka deiparibani

  • @dillippanda4105
    @dillippanda4105 14 днів тому +88

    କିଛି ଅସୁବିଧା ନାହିଁ ବହୁତ୍ ଭଲ

    • @SeturajPradhani
      @SeturajPradhani 14 днів тому

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି। ଅସୁବିଧା ହେଲା ଏଇଟା

  • @umeshkumarbehera7214
    @umeshkumarbehera7214 14 днів тому +31

    ଏହା ତ ଭଲ କାର୍ଯ୍ୟ ଅସୁବିଧା କେଉଁଠି ରହିଲା ।।। କମ୍ ପଇସାରେ ଜଣେ ପେଟ ଭରା ସ୍ଵାଦିଷ୍ଟ ଖାଦ୍ୟ ଖାଇ ପାରୁଛି ଆଉ ତା ସହିତ ବିଜେଡି ର ପ୍ରଚାର ପ୍ରସାର ବି ଚାଲିଛି ।।good job

  • @durbashasahani4154
    @durbashasahani4154 14 днів тому +84

    ଏଇ ତ ଆମ ନବୀନ ବାବୁଙ୍କର ଗରିବ ଚିନ୍ତା 👍👍👍ଜୟ ନବୀନ 🙏🙏🙏

    • @gunanidhisamantaray9542
      @gunanidhisamantaray9542 14 днів тому +7

      80 tanka re gariba chinta, very funny

    • @chandan1695
      @chandan1695 14 днів тому

      ​@@gunanidhisamantaray9542tame 50tankare alu daucha alu ret kamao 30tanka heijiba

    • @basubhai6346
      @basubhai6346 14 днів тому +4

      Mor band ra chinta karuchhi

    • @manashranjanbehera-mc3tg
      @manashranjanbehera-mc3tg 14 днів тому +4

      Randisala kholithile ahuri bhala huaanta😅

    • @SeturajPradhani
      @SeturajPradhani 14 днів тому +2

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି।

  • @arucharanpradhan5502
    @arucharanpradhan5502 14 днів тому +52

    ଅତି ସୁନ୍ଦର ବ୍ୟବସ୍ଥା।

  • @TusharRanjanMohanty
    @TusharRanjanMohanty 14 днів тому +51

    ତୁମେ ଗୋବରା ଦଳ ସବୁ ଜିନିଷ ର ଦରବୃଦ୍ଧି କରିକି ଲୋକ ଙ୍କ ପେଟ ରେ ଗୋଇଠା ମାରିଛ କିନ୍ତୁ ଶସ୍ତା ରେ ଖାଦ୍ୟ ଯୋଗେଇ ଦେବା ର ଏ ନିଆରା ପ୍ରୟାସ କୁ ଧନ୍ୟବାଦ

    • @gunanidhisamantaray9542
      @gunanidhisamantaray9542 14 днів тому +3

      80 tanka sasta achha, tike gariba loka ku pachara 80 tanka ra value kete

    • @rajud3603
      @rajud3603 14 днів тому

      ​@@basudebamaharana8323 ସେଇଟା ତମ ଗାଁ ନୁହଁ ଯେ 50 ଟଙ୍କା ରେ veg mil ମିଳିବ।। ସେଇଟା ରାଜଧାନୀ

    • @SeturajPradhani
      @SeturajPradhani 14 днів тому

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି। ଅସୁବିଧା ହେଲା ଏଇଟା

    • @bapujeedas5140
      @bapujeedas5140 14 днів тому

      Bahare sadha 60 tanka Sethi kn 80

    • @harprasadsenapati3945
      @harprasadsenapati3945 14 днів тому

      Kan kahila, Rs 80 tanka sasta

  • @g.nityanandabiswal7025
    @g.nityanandabiswal7025 14 днів тому +64

    ଓଟିଭି ଆଉ କିଛି କାମ ନାହିଁ

    • @Jaysriram12355
      @Jaysriram12355 14 днів тому +1

      ଝାବଡ଼ ଚ୍ୟାନେଲ ହେଇଗଲାଣି

    • @BasantaBehera-gl3li
      @BasantaBehera-gl3li 14 днів тому

      Otv ବା ଦଲାଲ୍ ସାମ୍ବାଦିକ

  • @jyotimanaspalai4486
    @jyotimanaspalai4486 14 днів тому +73

    ଧର୍ମେନ୍ଦ୍ର ପ୍ରଧାନ କହିଲେ ଓଟିଭି ଆମର
    ତମେ ସାମ୍ବାଦିକ କରିବା ଛାଡିଦିଅନ୍ତୁ
    ସ୍ଵାତି ଜେନା ଶଳା ମୂର୍ଖ ସାମ୍ବାଦିକ

    • @ManaskuArukh
      @ManaskuArukh 14 днів тому +1

      ସମୟ ହାତରେ ସବୁ ବନ୍ଧା... ଦିନ ଆସିବ ପଇସା ପାଇଁ ନୁହେଁ.. ସ୍ୱାଭିମାନ ପାଇଁ ସାମ୍ବାଦିକତା କରିବେ....

    • @SeturajPradhani
      @SeturajPradhani 14 днів тому

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି।

    • @AnandaDalei-r7c
      @AnandaDalei-r7c 14 днів тому

      ସେଠି ପ୍ରଥମରୁ 40 ଟଙ୍କା ରେ ମିଳିଛି 80 କିଏ କହିଲା

    • @SR_SanjayCreation
      @SR_SanjayCreation 14 днів тому

      Swati jena Otv, bjp ra dalal giri karuchi

    • @debasmitaparida2072
      @debasmitaparida2072 14 днів тому +1

      ​@@SeturajPradhaniTame sei sundari car khana bhauja ku dekhi nalei ki 150 dei khaiba .

  • @Bhagabatpujari1
    @Bhagabatpujari1 14 днів тому +43

    ଆପଣ ଚାହୁଛନ୍ତି କି ଦଳ ନଷ୍ଟ ହୋଇଯାଉ ଅସମ୍ଭବ ଦଳ ଟିକେ ଦୂର୍ବଳ ହୋଇଯାଇପାରେ କିନ୍ତୁ ନଷ୍ଟ ହେବନାହିଁ ।

  • @khusikhusi5581
    @khusikhusi5581 14 днів тому +80

    ବହୁତ ସୁନ୍ଦର ଏ news ଵାଲା କୁ କିଛି କାମ ନାହିଁ

    • @SeturajPradhani
      @SeturajPradhani 14 днів тому +1

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି।

    • @SR_SanjayCreation
      @SR_SanjayCreation 14 днів тому

      ​@@SeturajPradhanitama ghare dauna aame jibu 😂😂

    • @AmitkumarDungdung
      @AmitkumarDungdung 14 днів тому

      Allu rate kom hele hoijibo

    • @debasmitaparida2072
      @debasmitaparida2072 14 днів тому

      ​@@SeturajPradhaniAhara kendra re 5 tanka re miluchi jao khaiba

  • @ManashKumar-j7c
    @ManashKumar-j7c 14 днів тому +15

    ଆରେ ଭାଇ ବହୁତ ସୁନ୍ଦର କାର୍ଯ୍ୟକ୍ରମ ❤❤❤❤ଜୟ ନବୀନ ସାର୍ ❤❤❤❤

  • @sagarpradhan6312
    @sagarpradhan6312 14 днів тому +25

    Brilliant idea nabin sir.

  • @sudhansusahoo1646
    @sudhansusahoo1646 14 днів тому +30

    ଭଲ କାର୍ଯ୍ୟକ୍ରମ କରିଛନ୍ତି ବିଜୁ ଜନତା ଦଳ, ଏ ବାଳ ମୁଁହି ବିଜେପି ରଟେ ବଢ଼େଇଲା ଲୋକଙ୍କୁ ଶସ୍ତା ରେ ଖାଇବାକୁ ଦେଉଛନ୍ତି ଅସୁବିଧା କଉଠି ରହିଲା, ତତେ ବୋଧେ ଖାଇବାକୁ ଡାକିଲେନି ସେଥିପାଇଁ ଏମିତି ରାଉରାଉ ହଉଛୁ. 😂😂😂😂😂😂😂

    • @SeturajPradhani
      @SeturajPradhani 14 днів тому

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି। ଅସୁବିଧା ହେଲା ଏଇଟା

    • @sudhansusahoo1646
      @sudhansusahoo1646 14 днів тому +1

      @SeturajPradhani ବିଜେପି ସରକାର ଦରଦାମ ବୃଦ୍ଧି କରିବାରେ ଲାଗିପଡିଛନ୍ତି ଭଲସେ ଖାଇ ଖାଇପାରୁନାହାନ୍ତି, ଲୋକ ଏମିତି କାମ ଦରରେ ଖାଇବାକୁ ମିଳୁଥିବାରୁ ଧନ୍ୟବାଦ ଦେଉଛନ୍ତି ପୂର୍ଵ ସରକାର କୁ, ଆଜିର ସରକାରଙ୍କୁ ପଚାର ଦରଦାମ କେବେ ହ୍ରାସ ହେବ. ତମେ 80ଟଙ୍କା ଟିପ୍ସ ଦେଇଦେବ କିନ୍ତୁ 80ଟଙ୍କା ରେ ଖାଇବା ଟା ଅଧିକ ହେଇଗଲା 😂

    • @BholeswarSahoo-cg5yf
      @BholeswarSahoo-cg5yf 14 днів тому +2

      Otv faltu news....

    • @HappyIcyComet-vm3ef
      @HappyIcyComet-vm3ef 14 днів тому +1

      ​@@SeturajPradhaniok BJP 8 tanka re dau😊😊

  • @jayjaggantha8361
    @jayjaggantha8361 10 днів тому +1

    ଏଥିରୁ ଜାଣନ୍ତୁ ବିଜେଡ଼ି କେତେ ପଇସା ରଖିଥିଲା ଆଉ ବିଜେପି 5 year ପରେ keta paesha lutiba ଲୋକଙ୍କ ଠୁ

  • @srikant5862
    @srikant5862 14 днів тому +30

    ଅସୁବିଧା ରହିଲା କେଉଁଠି?

    • @SeturajPradhani
      @SeturajPradhani 14 днів тому

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି। ଅସୁବିଧା ହେଲା ଏଇଟା

    • @debasmitaparida2072
      @debasmitaparida2072 14 днів тому

      ​​​​@@SeturajPradhaniGariba nka pain sei pakhare Capital hospital re ahara kendra khola jaichi 5tanka re peta pura bhata dalma achar khai paribe.Gariba loka seithi au tike agaku market building re100 tanka re apariskar fast food khaijauchanti .Car khana bhauja au tike agaku apariskar bhabe road side re adhika tanka re bikuthila..80 tanka ta jahi tahi chalia hotel neleni .sankha bhawan re ta AC chalichi bhala service deuchi bhala khadya deuchi .Jie 80 tanka deipariba se jauchanti tumara kana jauchi.

    • @Mnj1993
      @Mnj1993 14 днів тому

      Tu 2024 re January kanhi jai kahunathilu setebele sadharan janta nku mana heithila

  • @subham8897
    @subham8897 14 днів тому +30

    ଫାଲତୁ କଥା ଶଳା କଡା ନିନ୍ଦା ନା ବାଳ ଲୋକ ଭଲ ରେଟ ରେ ଖାଉଛନ୍ତି କଣ ଟା ଭାସିଗଲା

    • @SeturajPradhani
      @SeturajPradhani 14 днів тому

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି। ଅସୁବିଧା ହେଲା ଏଇଟା

  • @ChandanOjhaCreative
    @ChandanOjhaCreative 14 днів тому +20

    ଗଦି ମିଡ଼ିଆ ଏଟା ଆରମ୍ଭରୁ ଏବେ ନୁହଁ...

  • @sanjeebraaznaik1314
    @sanjeebraaznaik1314 14 днів тому +16

    Naveen Patnaik sir odisha ra paisa nija swartha pain rakhinahanti sethi pain ta aji restaurant kholichhanti...seita ta ama Naveen Patnaik sir nka mahanata... Naveen Patnaik sir ❤❤❤❤❤

    • @SeturajPradhani
      @SeturajPradhani 14 днів тому

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି। ଅସୁବିଧା ହେଲା ଏଇଟା

    • @sunitapradhan3852
      @sunitapradhan3852 13 днів тому

      ​@@SeturajPradhaniତମେ ନହେଲେ ୫୦ ଟଙ୍କା ରେ ୬ ଟା ପରେ ଖାଦ୍ୟ ଦେଇଦେଉଥିବ, କି ପାଇ ଯାଉଥିବ କୋଉଠି? ଯେତେ ଭଲ କାମ କଲେ ବି ନିନ୍ଦୁକକୁ ବାଧେ, ବିଜେପି ପରି ତ କଥା କହି କହି ପେଟ ପୁରଉନାହାନ୍ତି, କଥା କିଛି ନ କହିଲେ ବି ମହଗାଂ ର କଷ୍ଟ ବୁଝି କିଛି ଗୋଟେ ଭଲ କାମ କରିଛନ୍ତି,

  • @mukeshkumarsahoo1647
    @mukeshkumarsahoo1647 14 днів тому +6

    ବହୁତ୍ ଭଲ ବ୍ୟବସ୍ଥା, କିଛି ଅସୁବିଧା ନୁହେଁ ତ

  • @deviprasadmohanty1948
    @deviprasadmohanty1948 14 днів тому +3

    ସବୁତ ମାଗଣା ଖାଇବ, ଆଉ କେତେ ମାଗଣା... ...ଏଇଟା କି ପ୍ରକାର ନ୍ୟୁଜ... ସବୁ ଅଫିସରେ ବି କାଣ୍ଟିନ ରହୁଛି... ବିଜେଡିରେ ବି ଅଛି ଅସୁବିଧା କଣ... ଲୋକେ କେଉଁଠି ଅସୁବିଧାରେ ଅଛନ୍ତି ସେ ନ୍ୟୁଜ ବଜାନ୍ତୁ, ସରକାର ଦେଖିଲେ ଗରିବ ଲୋକଟା ଉପକୃତ ହେଇପାରିବ....

  • @rameshjena8993
    @rameshjena8993 14 днів тому +10

    ଅନ୍ନ ଦାନ, ମହା ପୂଣ୍ୟ । ଆପଣ ମାନେ ଖୁସି ତ???? ଧନ୍ଯବାଦ । ନମସ୍ତେ, ଭଲରେ ଥାନ୍ତୁ ସମସ୍ତେ ।

    • @Skybluewindcool
      @Skybluewindcool 14 днів тому

      Dana kemiti hela anya resturant re jemiti nauchanti athi bi paisa nauchanti

    • @sankarnathmaharana7859
      @sankarnathmaharana7859 14 днів тому

      ମାଗଣାରେ ଦେଉଛନ୍ତି କି ପୁଣ୍ୟ କଣ ହେବ

  • @srstatus7420
    @srstatus7420 8 днів тому +1

    Tomo kana jauchi bhai news bala

  • @jaganmuduli2579
    @jaganmuduli2579 14 днів тому +3

    ତୁମ କୁ ଆଉ କିଛି ଖବର ମିଳୁନି, କାହିଁକି ଗଣମାଧ୍ୟମ ଗାରିମା ହରାଉଛି, ନବୀନ ବାବୁ କ଼ ଗରିବ ଚିନ୍ତା, ବିଜେପି ସରକାର ଆହାର ଯୋଜନା ରେ ସାଇଡ୍ ଆଇଟମ୍ କେବେ ଅଡ୍ କରିବେ ମନ୍ତ୍ରୀ ମହୋଦୟ କୁ ପଚାର,

  • @dwarikanathdas6906
    @dwarikanathdas6906 14 днів тому +2

    Bjd ଲୋକ ଙ୍କୁ ଖାଇବାକୁ ଦେଉଛି bjd ଯଦି ପଇସା ମାରି ଖାଇଁଥନ୍ତା ସେ ଆଜି ଆରମରେ ଥାନ୍ତା ସେ କିଛି ରଖିନି ସବୁ ବାଣ୍ଟି ଦେଇଛି 👍

  • @EsaMajhi
    @EsaMajhi 14 днів тому +5

    Navin sir ସବୁବେଳେ ଲୋକ ମାନଙ୍କ ପାଇଁ ଚିନ୍ତା କରନ୍ତି।

  • @damayantikhandapatra6891
    @damayantikhandapatra6891 13 днів тому +1

    ଓଟିଭି ଚ୍ୟାନେଲକୁ ଆଉ ଓଡ଼ିଶା ରିପୋର୍ଟ ଙ୍କ ଦେହକୁ ଯାଉନି ବିଜେଡି ଭଲ କାମ କଲେ ଛିଃ ଛିଃ ଛିଃ 😂 ବିଜେପି

  • @sudhansusekhardash9010
    @sudhansusekhardash9010 14 днів тому +3

    ଭଲ କାର୍ଯ୍ୟକ୍ରମ, ଆଗେ ବଢ, ଲୋକେ ଖୁସି, ଚତୁର୍ଥ ସ୍ତମ୍ବ ବିକ୍ରୀ ହୋଇଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।

  • @JayJagannath0307
    @JayJagannath0307 14 днів тому +2

    ବହୁତ ସୁନ୍ଦର କାର୍ଯ୍ୟ

  • @OMSAI-sn5be
    @OMSAI-sn5be 14 днів тому +10

    Dear OTV,election is over.
    Pl focus on development work ,
    Corruption and sports.

  • @mathswithprabhatkumar7995
    @mathswithprabhatkumar7995 14 днів тому +14

    Good ...job....

  • @ThanksBhai-r7n
    @ThanksBhai-r7n 14 днів тому +4

    ସେ ଯାହାବି ହୋଉ ତୁମକୁ ଧନ୍ୟବାଦ ଯେ ଏତେ ଭଲ news ଲୋକେ ଜାଣି ନଥିଲେ ତୁମେ ଲୋକ ଲୋଚନ କୁ ଆଣିଲ ହୋଉ ଆମେ ଯିବୁ ଆଉ ଖାଇକି ଆସିବୁ ଆଉ ଗୋଟେ କାମ କର ତୁମେ ନିଜେ ଯାଇକି ଖାଓ ଜାଣିବ କେମିତି ହୋଉଛି

  • @pradeepkumarbehera9854
    @pradeepkumarbehera9854 14 днів тому +3

    Bahut bhala hoichi janata seba karajauchi

  • @debasishmeher7942
    @debasishmeher7942 14 днів тому +21

    ୫ ଟଂକିଆ ମିଲ ହେବା ଦରକାର

    • @saitagolory-jl9zc
      @saitagolory-jl9zc 14 днів тому

      hn 5 tankia mill dei paribe na ae sarakar dani sarakar laj lagibani 100 ru adhika raiba darka mill rate na kn

    • @deepakiam7253
      @deepakiam7253 12 днів тому

      Bus stand gale paibu 5 tanka re

  • @pabitrarout2513
    @pabitrarout2513 14 днів тому

    ବହୁତ୍ ବଢିଆ ନବୀନ ବାବୁ ସବୁ ବେଳେ ଲୋକଙ୍କ ପାଇଁ ଅଛନ୍ତି

  • @bikrambarik1422
    @bikrambarik1422 14 днів тому +17

    ଆଗକୁ ଦେଖ କଣ ହବ

  • @SuchismitaRout-d9d
    @SuchismitaRout-d9d 14 днів тому

    Bahut bhala kama . Most appreciated

  • @antaryamibehera
    @antaryamibehera 14 днів тому +17

    ଏଟା ବିଜେପି ପାଦଚଟା ଚେନେଲ

  • @mrsatyabratanayak1433
    @mrsatyabratanayak1433 14 днів тому +2

    ଖୁବ୍ ଭଲ ଖବର.ଏବେ ଖାଇବା ସଂଙ୍ଖଭବନ ନବୀନ ହୋଟେଲ୍‌, ଆଗାମି ନିର୍ବାଚନ ପାଇଁ ସଂଗ୍ରହ କରିବ ଅର୍ଥ, ଭାଗ୍ୟର ଏକ ଖେଳ,

  • @PratapBaral-z1d
    @PratapBaral-z1d 14 днів тому +4

    ଅତି ସୁନ୍ଦର୍ ଜୟ ବିଜେଡି

  • @debasishmishra9206
    @debasishmishra9206 13 днів тому

    ବହୁତ ବଢିଆ। ବିଜେଡି ଠାରୁ ବିଜେପି ଶିଖିବା ଦରକାର।

  • @bbsenapati2245
    @bbsenapati2245 14 днів тому +9

    Bahut bhala katha.

  • @Satyam_Vlog11
    @Satyam_Vlog11 14 днів тому +2

    Bahut ସୁନ୍ଦର . କାମ କରୁଛନ୍ତି। BJD

  • @TrueIndian66
    @TrueIndian66 14 днів тому +11

    କାଲି ର ରାଜା ଆଜି ର ସାଧାରଣ ଲୋକ...
    ସମୟ ବଡ଼ ବଳବାନ...
    ଗର୍ବ କରି ବିଜେଡି ଉଚିତ ଶିକ୍ଷା ପାଇଛି..
    କିନ୍ତୁ ବିଜେପି ଦ୍ୱାରା ଓଡିଶା ରାଜନୀତି କରିବା କଷ୍ଟ ସାଧ୍ୟ୍ୟ ପାରିବେନି ଏମାନେ

    • @anandbal2213
      @anandbal2213 14 днів тому +1

      ପାରିବା ନ ପାରିବା ସମୟ କହିବ । ବ୍ୟସ୍ତ ହେବାର କିଛିନାହିଁ , ସମୟକୁ ଅପେକ୍ଷା କର ।

    • @TrueIndian66
      @TrueIndian66 14 днів тому

      @anandbal2213 ଅପେକ୍ଷା କରି କରି ତ ଗୋଟେ ଦଳ ୨୪ ବର୍ଷ ରେ ଯାହା କରିଛି ସବୁ ଦେଖା ଯାଉଛି ପୁଣି ନୂଆ ସରକାର କୁ ଅପେକ୍ଷା କେତେ ଦିନ କରିବାକୁ ପଡିବ...
      ଓଡିଶା ଲୋକ ଖାଲି ଅପେକ୍ଷା କରିବେ ନା କିଛି ଉର୍ନ୍ନତି ଆଉ ଉପକାର ପାଇବାର ହକ ବି ପାଇବେ...
      8-9 ମାସ ର ସରକାର କଣ କରିଛି ଖାଲି ସୁଭଦ୍ରା ଟଙ୍କା ବାଣ୍ଟି ବା ଛଡା

  • @subashchandrarout1938
    @subashchandrarout1938 14 днів тому

    ଶଙ୍ଖ ଭବନ ରେ ମଦ ବାର ଅଛି, ଖାଲି ହୋଟେଲ ନୁହେଁ ମଦ ଓ ବାର, ଲଜ ଅଛି

  • @bikashchhanda4963
    @bikashchhanda4963 14 днів тому +6

    ଆମ ସୋନପୁରରେ 50 ଟଙ୍କାରେ ପେଟ ପୁରା ଖାଦ୍ୟ ମିଳୁଛି l ନିମନ୍ତ୍ରଣ ରହିଲା ଖାଇକରି ଯିବ ଆସ

  • @brpgyansagar2760
    @brpgyansagar2760 14 днів тому

    ବହୁତ ଭଲ

  • @susantaacharya1143
    @susantaacharya1143 14 днів тому +8

    ସମୟ ବଡ଼ ବଲବାନ ।

  • @playpresents3559
    @playpresents3559 14 днів тому +1

    Bahut bhala hoichi

  • @sivacharana3867
    @sivacharana3867 14 днів тому +11

    ଚାକିରୀ କରି ଦରମା ନେଇ ଯଦି ସେବା ବୋଲି କୁହା ହେଉଛି 'ଏଣୁ ଏହା ଏକ ସେବା ।

  • @surendranarayanpanda8021
    @surendranarayanpanda8021 14 днів тому +1

    ଯାହାହେଉ ପାର୍ଟିର କାର୍ଯ୍ୟାଳୟ ଏବେ ହୋଟେଲର ମଜା.ରାତ୍ରି ଯାପନର ସୁବିଧାସୁଯୋଗ କେବେ ହେବ .

  • @dailyshovideo2630
    @dailyshovideo2630 14 днів тому +3

    ଏଟା ନୂଆ କଥା ନୁହେଁ 80ଟଙ୍କା ରେ ପେଟ ବୋରା ଖାଇବା , ମାଛ, ଅଣ୍ଡା, ସଦା ସବୁ ହୋଟେଲ ରେ 80ଟଙ୍କା ହିଁ ଅଛି

  • @chandanjena4426
    @chandanjena4426 13 днів тому

    ବହୁତ ଭଲ ପ୍ରୟାସ ଅତି ଉତ୍ତମ ପଦକ୍ଷେପ

  • @dpradhan0603
    @dpradhan0603 14 днів тому +4

    ଶଙ୍ଖ ଭବନ ରେ ଏମିତି ଏକ ନୂଆ initiative BJD ଦଳକୁ ଏକ ବଡ ମଜବୁତୀ ଦେବ ଆରେ ତମେ ବିଜେପି ବାଲା ତମର ତ ଖାଇକି କିଛି କାମ ନାହିଁ ତମେ ଖାଲି ବିଜେଡି ପଛରେ ପଡ଼ିଛ ତମ party ଜଉ ମିଛ ପ୍ରତିଶ୍ରୁତି ଦେଇଥିଲା ଓଡ଼ିଶା କୁ ନମ୍ବର 1 ରାଜ୍ୟ ବନେଇଦେବ ତାହା କୁଆଡେ ଉଭାନ ହେଇଗଲା 😂

    • @SeturajPradhani
      @SeturajPradhani 14 днів тому +1

      ଲଜ୍ଜା, ୮୦ ଟଙ୍କା ବହୁତ ରେଟ୍ ହେଇଗଲାଣି, ୮ ଟଙ୍କାରେ ଦେବା କଥା 😂 , ନହେଲେ ଗରିବ ଲୋକ afford କରି ପାରିବେନି। ଅସୁବିଧା ହେଲା ଏଇଟା

  • @villagecookingindia7651
    @villagecookingindia7651 14 днів тому +18

    ଶଙ୍ଖ ଭୋବନ କୁ OYO କରାଯାଉ 😂😂😂

  • @amulyakumar6110
    @amulyakumar6110 14 днів тому +2

    ଗୋଟେ ନୂଆ କଥା କହିଲ ରେ. ଶଙ୍କ ଭବନ ହେବାଠୁ ସେଇଠି ଖାଦ୍ୟ ଦିଆଯାଉଛି ଏବେ ଜାଣିଲ କି ଧନ୍ୟ ତୁମେ ଓଟିଭି

  • @NiranjanParida-p9n
    @NiranjanParida-p9n 14 днів тому +6

    ଲୋକ ମାନଙ୍କ ସୁବିଧାରେ ରାତିରେ ନିଦ ହଉନି

  • @Nayak-i3m
    @Nayak-i3m 14 днів тому

    Great work 👍

  • @KrushnaswarupBedamatta-x7q
    @KrushnaswarupBedamatta-x7q 14 днів тому +5

    ଏଇଟା କଣ ଗୋଟେ News 😂😂😂😂

  • @ODISHABHAI-eq8jq
    @ODISHABHAI-eq8jq 14 днів тому

    ବହୁତ୍ ଭଲ କାମ 🙏🏻🙏🏻🙏🏻🙏🏻🙏🏻 ଏଥି ପାଇଁ, ମୁଁ ବହୁତ ଖୁସି 🥰🥰🥰

  • @ajitakar4373
    @ajitakar4373 14 днів тому +6

    Bahut vala heichhi ❤❤❤❤❤

  • @p.mohitnayak1945
    @p.mohitnayak1945 14 днів тому

    କାଳିଆ କୁ ଦିନେ ଜିଏ ଭିକ ମଗେଈ ଥିଲା ଆଉ ଆଜି ହୋଟେଲ କଲା ରହ ରହ ଆଗ କୁ ଆହୁରି ଅଛି

  • @Skstarvlog3735
    @Skstarvlog3735 14 днів тому +6

    😂 ବିଜେଡ଼ି ଆଗକୁ ଚଡି ବିକିବ 😂।୬ ମାସ ରେ ଏଭଳି ଝିଅ ଧନ୍ଦା ବି ହଉଥିବା ଆଗରୁ ବିଜେଡି ର avays ଅଛି

    • @NarandraGiri-or4dq
      @NarandraGiri-or4dq 14 днів тому

      ତୁ କିଣିବୁ ମାଗିହା, ତ ମା ଓ ଭଉଣୀ କୂ ପିନ୍ଧେଇବୁ ।

  • @lachhamansahoo9572
    @lachhamansahoo9572 14 днів тому

    ବହୁତ ସୁନ୍ଦର ପ୍ରୟାସ, ଧନ୍ୟବାଦ ନବୀନ ବାବୁ

  • @pashupati55
    @pashupati55 14 днів тому +25

    ଆଗକୁ ରାସ୍ତା କଡ଼ରେ BJD Stall ପଡ଼ିବ😂😂

    • @himansupradhan2777
      @himansupradhan2777 14 днів тому +1

      😄😀😃

    • @durbashasahani4154
      @durbashasahani4154 14 днів тому +1

      ଆମେ ସ୍ୱାଗତ କରୁଛୁ 👍👍👍

    • @KHERWAL_BAZAAR
      @KHERWAL_BAZAAR 14 днів тому +1

      ରାସ୍ତା କଡ଼ରେ ଆହାର କେନ୍ଦ୍ର ଷ୍ଟଲ୍ ଅଛି

    • @pashupati55
      @pashupati55 14 днів тому +1

      @@durbashasahani4154 ବାସ୍ ସେତିକି ତ ଦରକାର ଆଉ🤣

    • @pashupati55
      @pashupati55 14 днів тому

      @KHERWAL_BAZAAR ଗୋଟେ momo stall ଖୋଲ ଶଙ୍ଖ ଭବନ Momo stall 🤣

  • @alokkumarbhoi9058
    @alokkumarbhoi9058 14 днів тому +1

    🎉🎉🎉🎉🎉 ଜ‌ଏବିଜେଡି ଜ‌ଏନଵିନବାବୁ ଜ‌ଏଵଵିଭାଈ ଜ‌ଏଭିକେବାଵୁ 🎉🎉🎉🎉🎉❤❤❤❤❤

  • @Iswarnayak-r3c
    @Iswarnayak-r3c 14 днів тому +8

    Bhala heichi,sankha bhaban ku market karidia,bahut bhala heba

  • @bijaysahoo2341
    @bijaysahoo2341 14 днів тому +2

    Bahut bhala hela👍

  • @Simplefellow143
    @Simplefellow143 14 днів тому +3

    ଏଇଟା କେଉଁ ନୂଆଁ କଥା, ଏମାନଙ୍କର କାମ ବ୍ୟାପାର କରିବା 😂😂

  • @amlan-45
    @amlan-45 14 днів тому +4

    Bhalaaa kathaaaa❤

  • @mrityn10
    @mrityn10 14 днів тому +1

    Great decision by naveen babu....subsidised meal

  • @Itesh12
    @Itesh12 14 днів тому +9

    Otv କେବଳ BJD BJD ହେଉଛି 😂😂😂 ଛି

  • @pratimajena67
    @pratimajena67 14 днів тому +2

    ଆଉ ବିଜେଡି ଦଳ ତ ରହିବନି ଆଉ କଣ କରିବ ହୋଟେଲ କରିଦିଅ

  • @firamingindiabikram
    @firamingindiabikram 14 днів тому +4

    ହଉ ସଂସ୍ଥା ଚାଲୁ

  • @SimanchalmallikSimanchalmallik
    @SimanchalmallikSimanchalmallik 14 днів тому

    ଶଙ୍ଖ ଭବନ ଏବେ ରାସ୍ତାର ହୋଟେଲ ଭଳିଆ ବେବହାର କରାଯାଇଛି 😅😅😅

  • @janmejayasethi4095
    @janmejayasethi4095 14 днів тому +4

    OYO kebe kholiba

  • @jayantamishra9653
    @jayantamishra9653 14 днів тому

    Excellent work.

  • @thebachelorlife3303
    @thebachelorlife3303 14 днів тому +3

    ଆଗରୁ ନେତାଜୀ ବସ ଷ୍ଟାଣ୍ଡ କଟକ ରେ ଗାଡି ରଖିଲେ ୧୦ ଟଙ୍କା ପଡୁଥିଲା ଏବେ ୮୦ ଟଙ୍କା ନେଉଛନ୍ତି ପୁଣି ବିଲ୍ ଦଉ ନାହାନ୍ତି।ବହୁତ୍ corruption ହେଉଛି।ୟେଥିରେ Government receipt ନାହିଁ

  • @thirdeye9492
    @thirdeye9492 14 днів тому +1

    ଏଣିକି କରିବେ ବାଳ ବେପାର
    ଉଧାର ସେରକ ନୁହଁ ଦି' ସେର
    😪😪

  • @sanjayananda6071
    @sanjayananda6071 14 днів тому +5

    Balle Balle କୁ ଶଙ୍ଖ ଭବନକୁ shift କରାଯାଉ। ଗୋଟିଏ ଜାଗାରେ ସବୁ ସୁବିଧା ରଖାଯାଉ। କଣ ଆପଣମାନେ ଖୁସି ତ?

  • @prakashsahoo336
    @prakashsahoo336 14 днів тому

    ବହୁତ୍ ସୁନ୍ଦର୍ ପ୍ରୟାସ ପାଇଁ ବିଜେଡି ku ଧନ୍ୟବାଦ l ମାତ୍ର ଏ ମିଡିଆ ବାଲା ର ପୋଡ଼ା ଉଠୁଛି ଦେଖି ମନ ta ଟିକେ ଦୁଖଃ ଲାଗିଲା l

  • @HimansuSahu-n5n
    @HimansuSahu-n5n 14 днів тому +3

    ଏତେ ତଳକୁ ଗଲାଣି

  • @shivdurgaenterprise
    @shivdurgaenterprise 14 днів тому

    Good work

  • @goutamchatial8247
    @goutamchatial8247 14 днів тому

    Bahut bhala katha

  • @rakeshpradhan6972
    @rakeshpradhan6972 12 днів тому

    Nice Initiative 😊

  • @laxmidharapanda6086
    @laxmidharapanda6086 14 днів тому

    ହୋଟେଲର ନାଁ "ସନ୍ୟାସୀ ଭୋଜନାଳୟ "କିମ୍ବା "ଗୁରୁ ଚେଲା ହୋଟେଲ "ରଖାଯାଉ !

  • @bidyabhusanmohanty387
    @bidyabhusanmohanty387 13 днів тому

    ଏହା ବହୁ ଆଗରୁ ଚାଲିଛି , ମିଡ଼ିଆ କୁ ଏଵେ ଜଣା ପଡୁଛି ଲୋକମାନେ ଖୁବ୍ ଖୁସି

  • @JAGANKUMARNAYAK-f8p
    @JAGANKUMARNAYAK-f8p 14 днів тому

    ଆରେ ବିଜେପି ଭଳି ଆମ ଦଳ ଦଲାଲ ଆଉ bhastachari ନୁହେଁ ଆମେ ସଠିକ୍ ଓ ସରଳ ଉପାୟରେ ଲୋକଙ୍କ ସେବା କରିବୁ ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି

  • @djaryanindia4498
    @djaryanindia4498 14 днів тому +1

    ବହୁତ୍ ଭଲ ପଦକ୍ଷେପ.. ବିଜୁ ଜନତା ଦଳ ସାଧାରଣ ଜନତା ପାଇଁ ଚିନ୍ତା କରି ହୋଟେଲ କରିଛି.. ଏଠି କିଛି ଭୁଲ ନାହିଁ.. ଯେତେ ରାଜଧାନୀ ରେ ଯେତେ ଫେକୁ ରାଜନେତା ଓ ଅଛନ୍ତି ଯାଇ କି ଖାଓ ଥରେ..

  • @TarakantaPanigrahi-z6y
    @TarakantaPanigrahi-z6y 13 днів тому

    ମହତ କଥା ଅତି ସୁନ୍ଦର

  • @arunmohanty4703
    @arunmohanty4703 14 днів тому

    ଓଡିଶା ରିପୋର୍ଟଟର ଏ ମାଇକିନା ବିଜେଡି ହଗିଲା କୋଉଠି ଶୌଚ ହେଲେ କି ନାହିଁ ସବୁ ଦେଖୁଛି

  • @susantasahoo9544
    @susantasahoo9544 14 днів тому

    ସଂଖଭବନରେ ଯେଉଁ ଭୋଜନ ମାତ୍ର ଅଶି ଟଙ୍କାରେ ମିଳୁଛି ସେ ଖାଦ୍ୟରେ କୌଣସି ତନ୍ତ୍ର ବ୍ୟବହାର କରି ଭୋଜନ କରୁଥିବା ବ୍ୟକ୍ତିଙ୍କୁ ସଂଖଦଳ ପ୍ରତି ଆକୃଷ୍ଟ କରିବାପାଇଁ ନୁଁହେତ!

  • @baburamjena983
    @baburamjena983 14 днів тому

    Bahut badhya kama kale Naveen . Ete sabu subidha sadharana lokanku deithibaru . Kintu ethire dhani gariba dekhiba bhul heijiba sir Naveen ji

  • @skumar7960
    @skumar7960 12 днів тому

    ରାଜସ୍ବ ପଇସା ହଡ଼ପ କରି ଏବେ ହୋଟେଲ ଖୋଲିଛି ବିଜେଡି ଛି ଛି ଛି

  • @SanatanDash-pk1tn
    @SanatanDash-pk1tn 14 днів тому

    Good attempt