Baijayant panda ଓ otv ଉପରେ ବର୍ଷିଲେ rajyasabha mp sulata deo

Поділитися
Вставка
  • Опубліковано 15 вер 2024
  • Baijayant panda ଓ otv ଉପରେ ବର୍ଷିଲେ rajyasabha mp sulata deo #odianews #odishanews #mohanmajhi #narendramodi #bharatiyajanataparty #bijujanatadalodisha #otv #odishareporter #brekingnews #rajyasabha #mp #sulatadeo

КОМЕНТАРІ • 2,4 тис.

  • @jaganmuduli2579
    @jaganmuduli2579 17 днів тому +22

    ପଣ୍ଡା ର ଅସ୍ଥିତ୍ଵ ନାହଁ ମୋଦି ତ ମନ୍ତ୍ରୀପଦ ଦେଲେନି ଡ଼୍ରାଇଭର ହୋଇ ନବୀନ ପଟ୍ଟନାୟକଙ୍କ ନିକଟତର ଥିଲେ ଓଡ଼ିଶା ଖଣି ଖୋଳ କରିଛନ୍ତି

  • @anilsahoo1204
    @anilsahoo1204 17 днів тому +12

    ଶୃପନଖା ର ରୂପ ଯେମିତ ସୁନ୍ଦରୀ ରୁ ଅସୁରୁଣୀ ହେଇଯାଇଥିଲା ଠିକ ସେମିତି ସରକାର ବଦଳି ଗଲା ପରେ, ସତ ରୂପ ସାମ୍ନା କୁ ଆସିଲା, ବାପ ଲୋ ରାଗ 😂😂😂

  • @physicalworld9865
    @physicalworld9865 17 днів тому +14

    Otv ନିରପେକ୍ଷ news କରୁ ନାହିଁ ଏବେ ବିଜେପି ର ଏକ advertising agency

    • @kabulinayak7212
      @kabulinayak7212 16 днів тому

      @@physicalworld9865 Just like ନନ୍ଦିଘୋଷ ଚାନେଲ । BJD advertising Agency

  • @stallionbbr
    @stallionbbr 9 днів тому +6

    ଏଇଟା ପାଗଳ ହେଇଗଲାଣି, ନିଜ ଔକାତ ଠାରୁ ବହୁତ କଥା କହୁଛି

  • @biswajitbiswal5819
    @biswajitbiswal5819 17 днів тому +5

    କଣ ପାଇଁ madam ଏତେ କହୁଛନ୍ତି ସିଧା ପ୍ରେସମିଟ କରି case କରି ଦଉ ନ

  • @ONLYSTUDY856
    @ONLYSTUDY856 17 днів тому +15

    ପ୍ରକୃତ ରେ OTV ଆଉ ମିଡ଼ିଆ chanel ହେଇ ନାହିଁ. ଅହେତୁକ ରାଜନୈତିକ ହେଇଯାଇଛି. OTV କତୃପକ୍ଷ ଏ ବିଷୟରେ ଦୃଷ୍ଟି ଦେବା ଆବଶ୍ୟକ. OTV ର ଭଲ respond ଅଛି ଓଡ଼ିଶାରେ କିନ୍ତୁ ସେ ନିଦ୍ଧିଷ୍ଟ ଏକ ଦଳ ପାଇଁ କାମ କରୁଛି, ଏଥିରେ କାହାର ସନ୍ଦେହ ନାହିଁ. ଏମିତି ହେଲେ ଏତେ ବର୍ଷ ର reputation କୁ ଭବିଷ୍ୟତ ରେ ବଳି ଦେବାକୁ ପଡିପାରେ. ମିଡ଼ିଆ ର ସଂଜ୍ଞା କୁ ଭୁଲିଯାଇ ଲୋକଙ୍କ ଭରଷା କୁ ଠକିବା ଉଚିତ ନୁହେଁ. ସ୍ପଷ୍ଟ କଥା ଦେଖାନ୍ତୁ, କାହାକୁ personal target ନ କରାଯାଉ. ଏଥିରେ ହାସ୍ୟାସ୍ପଦ OTV ହିଁ ହେବ.

    • @manasimohanty942
      @manasimohanty942 17 днів тому

      @@ONLYSTUDY856 correct

    • @srikantaojha9953
      @srikantaojha9953 17 днів тому

      @@ONLYSTUDY856 ଠିକ କଥା ଭାଇ
      ଓଟିଭି ଆଉ ଓଟିଭି ହୋଇ ରହି ନାହିଁ

    • @nitusalini5658
      @nitusalini5658 17 днів тому

      Otv bjp pela chata kukura

  • @rajud3603
    @rajud3603 17 днів тому +7

    ଜୟ ନବୀନ sir💚💚💚💚

  • @babitakar8041
    @babitakar8041 17 днів тому +18

    ବହୁତ୍ ଭଲ କହିଛନ୍ତି ଯିଏ ଏମିତି କରିବ ତା ପାଇଁ ଏତିକି ନୁହେଁ କୋର୍ଟ ରେ ଏକ ମାନହାନି ମକଦ୍ଦମା କରନ୍ତୁ ଠିକ୍ ବାଟ କୁ ଆସିଯିବେ

    • @durgeshpatra4498
      @durgeshpatra4498 17 днів тому

      @@babitakar8041 ମୋର ତ ଇଛା ହେଉଛି ବାଟ ରେ ଧରିକି କୁଟିବାକୁ ବୈଜୟନ୍ତ ପଣ୍ଡାଙ୍କ ବିଷୟରେ ସମସ୍ତେ ଜାଣିଛନିଁ ସେ ଟଙ୍କା ପାଇଁ କିଛି ବି କରି ପାରିବେତାଙ୍କର ଏଇ ମିତି ଗୋଣ ପାଇଁ ନବୀନ ପଟ୍ଟନାୟକ ବିଦା କରିଥଲେ

    • @biswamohanswain9069
      @biswamohanswain9069 17 днів тому +1

      ଏବେ ବିଜେଡି ନହିଁ
      କେବଳ ବିଜେପି

    • @manasimohanty942
      @manasimohanty942 17 днів тому

      @@babitakar8041 jia satore achi ta pani voagban achonti

  • @bhakta1979
    @bhakta1979 11 днів тому +5

    ଓଡ଼ିଶା ରେ ବିଜେଡି ହାରିଲା ପରେ ୟାର ମୁଣ୍ଡ ଖରାପ ହୋଇ ଯାଇଛି.

  • @pratapkumarswain2921
    @pratapkumarswain2921 17 днів тому +4

    ପଣ୍ଡା ଯେପରି କିଛି ଲୋକଙ୍କ ଅବସ୍ଥା ଖରାପ କରିଛି ତାର ମଧ୍ୟ ଅବସ୍ଥା ଖରାପ ହେବା ଜରୁରୀ l ନଚେତ ଗର୍ବ ଓଡ଼ିଆ ଅହଂକାର ବଢିଯାଉଛି l ଧନ୍ୟବାଦ ସୁଲତା madam

  • @sarasimishra4732
    @sarasimishra4732 17 днів тому +5

    ଏଇଟା ପାଗଳ ହେଇ ଗଲାଣି, ଛୋଟ ଲୋକଟା ବ୍ୟେବହାର ରୁ ଜଣା ପଡୁଛି

  • @biswajitboitai818
    @biswajitboitai818 17 днів тому +6

    Right mam

  • @satyanarayannayak4297
    @satyanarayannayak4297 17 днів тому +12

    ତୂ ଗୋଟେ mp ନା ଗାଁ ମାଇକିନା

  • @suryakantamahalik3462
    @suryakantamahalik3462 17 днів тому +8

    ଗଣ ଦୁଷ୍କର୍ମ କଥା ଟିକେ ରାଜ୍ୟ ସଭାରେ ଉଠାନ୍ତୁ....

  • @santoshsahoo1005
    @santoshsahoo1005 17 днів тому +5

    Bp ବଢ଼ି ଯାଇଛି ଲୋ ମା. ସିଏ ତ ମୂର୍ଖ ତୁ କୋଉ ଶିକ୍ଷିତ ଆମେ ତ ଦେଖୁଛୁ ଏତେ ରାଗୁଛନ୍ତି କାହିଁକି ତୁ ପାଗଳ ହୋଇଯାଇଛୁ. ଖୋଲେନି ଥାଉ ସମସ୍ତେ ଦେଖିଦେବେ

  • @user-ig5gv9po9r
    @user-ig5gv9po9r 17 днів тому +12

    ପାଗଲି ହେଇଗଲାଣି ଆକୁ ରାଞ୍ଚି ପଠା ଯାଉ

  • @babunamallick5594
    @babunamallick5594 17 днів тому +10

    ଓଟଭି ନା ଢୋ ଟିଭି ଏବେ ବିଜେପିର ପୋଷାକୁକୁର ହେଇଯାଇଛି

  • @SunilKumar-zs9uk
    @SunilKumar-zs9uk 17 днів тому +7

    ଠିକ୍ ଠିକ୍ ....

  • @abhirambiswal4538
    @abhirambiswal4538 16 днів тому +7

    ଯୋଉ ଦଳର ତୁମେ ସାଂସଦ, ସେ ଦଳ ଗଢିବା ପାଇଁ ତା ବାପା ବଂଶୀ ପଣ୍ଡା ପଇସା ଦେଇଥିଲା, ପଣ୍ଡା ର କୋଉଠିକି ତୁମେ ସରି, ତୁମ ଦଳ ର ମୁଖ୍ୟ ଙ୍କ ବାପା, ତାଙ୍କ ବାପା କଣ ସମ୍ପର୍କ ଓଡିଶା ଜାଣେ, ତୁମ ସରକାର ଯେତେବେଳେ ଓ ଟିଭି କୁ ହଇରାଣ କରୁଥିଲା,

  • @monalisajena4924
    @monalisajena4924 17 днів тому +5

    Right ma'am...pura right kathha kahichanti....kaha personal matter ku akhepa kariba jamaru thik nuhey mr n Mrs panda sir

  • @iswarpradhan3070
    @iswarpradhan3070 17 днів тому +11

    ସତ୍ୟ, ଧର୍ମ, ନିଆୟ ରେ ଥିଲେ କିଏ କାହାକୁ ଡରେ ନାହିଁ...
    ଧନ୍ୟବାଦ ମାଡାମ୍ ଆପଣ ଯାହା କହିଲେ ସଠିକ କହିଛନ୍ତି...👍👍

  • @sudarsanmallick6250
    @sudarsanmallick6250 17 днів тому +6

    Right

  • @laxmidharabehera3192
    @laxmidharabehera3192 17 днів тому +6

    Very good 👍 mam
    Jai BJD 🐚🐚🙏

  • @kailashojha1565
    @kailashojha1565 17 днів тому +4

    ଭୋଉଣି ହେଉଛି ଓଡ଼ିଶାର ସୁପର ✌️👍👍

  • @sadanandasahoo3707
    @sadanandasahoo3707 17 днів тому +16

    ସୁଲତା ଦେଓ ସାହାସ ଦେଖାଇ ଦେଲେ। ଜଣେ ନେତା ଶାସକ ଦଳରେ ନଥାଇ, ଏତିକି ସତ ହାହାସ କରିପାରିବ ଯିଏ ସଚ୍ଚୋଟ ହୋଇଥିଵ , ଲୋକଙ୍କ ବିଶ୍ବାସ ଯିତିଥିବ।

    • @manasimohanty942
      @manasimohanty942 17 днів тому

      @@sadanandasahoo3707 bahut struggle kariki ashichanti, chato ru bado hai ki👌

  • @ମୋକଥାମୋକବିତା
    @ମୋକଥାମୋକବିତା 17 днів тому +5

    ଗାଁ ଅଶିକ୍ଷିତ ସ୍ତ୍ରୀଲୋକ ଙ୍କ ଭଳି କଜିଆ ଆଉ ଝଗଡା ସୁନ୍ଦର ଅତି ସୁନ୍ଦର ନିଜ ପଦ ଆଉ ଅହଂକାର ପାଇଁ ଏତେ ବଡ଼ିମା ଓଃ କି ସୁନ୍ଦର ସଂଳାପ ନିଜର bio data ଆଉ ଅନ୍ୟର biodata ଏତେ ଜାତକ ର ଜୋତିଶ

  • @durgeshpatra4498
    @durgeshpatra4498 17 днів тому +9

    ଅପା ଛାଡ ସେ ଗୋଟିଏ ମାନସିକ ରୋଗୀ

  • @beherasailendra5323
    @beherasailendra5323 12 днів тому +3

    ବିଜେଡି ଯେତେବେଳେ ପଣ୍ଡା ବାବୁଙ୍କୁ ଇନ୍ଦ୍ର ଚନ୍ଦ୍ର ଦେଖାଉଥିଲା ସେତେବେଳେ ଏହି ନେତ୍ରୀ ମାନେ କଣ କରୁଥିଲେ, ଏବେ ଏମାନଙ୍କୁ ଖରାପ ଲାଗୁଞ୍ଚି

  • @sakhigopalpradhan669
    @sakhigopalpradhan669 17 днів тому +2

    Right madam very Frank politics is polluted Madam thank u very much for the courage

  • @Binodkumarpanigrahi2187
    @Binodkumarpanigrahi2187 17 днів тому +9

    ଆହୁରି ଶାଣିତ କରନ୍ତୁ, ସେ ନିର୍ଲଜ୍ଜ otv କୁ ବନ୍ଦ କରାଯିବା ଦରକାର

  • @sumantadas8156
    @sumantadas8156 17 днів тому +6

    ଭୁକିଲା କୁକୁର କାମୁଡ଼େ ନାହିଁ କି ଗରଜିଲା ମେଘ ବରଷେ ନାହିଁ କଣ କରିବା କଥା କରନ୍ତୁ କରି ସାରିବା ପରେ କହିବେ

  • @brundabanmandika5298
    @brundabanmandika5298 17 днів тому +6

    ହାଟ ଆଟାକ ହେବ ଧିର ସ୍ଥିର କଥା ହୁଅନ୍ତୁ ଜୀବନ ଥିଲେ ତ ଆପଣ ତାଙ୍କ ସହିତ ଗଣ୍ଡଗୋଳ।କରିବେ।

  • @sudhansupati7165
    @sudhansupati7165 17 днів тому +5

    Right 👍 mdm,

  • @s.mohapatra-i1k
    @s.mohapatra-i1k 17 днів тому +8

    ଯେଉଁ ଦିନ ଠାରୁ କେନ୍ଦ୍ରାପଡ଼ା ପଣ୍ଡା BJD ରୁ ଯାଇ BJP ରେ ମିଶିଲା ସେହି ଦିନ ଠାରୁ BJD ବିରୁଦ୍ଧରେ ପ୍ରଚାର ଆରମ୍ଭ କଲା ମୁଁ 2015 ନଭେମ୍ବର ରୁ ଲକ୍ଷ୍ୟ ରଖିଚି ଏହି ଚେନଲ ଉପରେ କେବଳ ଏକ ତରଫା ସମ୍ବାଦ ପରିବେଷଣ କରୁଛି/ ଶ୍ରୀ ମନ୍ଦିର ପ୍ରକଳ୍ପ AC ଟାନେଲ ରେ ଲୋକ ଆରାମରେ ଅପେକ୍ଷା କରି ଧାଡ଼ିରେ ଯାଇ ଦର୍ଶନ କରୁ ଥିଲେ କିନ୍ତୁ OTV ରେ ଲଗାତାର ଭୁଲ ଖବର ଯୋଗୁଁ ଲୋକ ମତ ବଦଳି ଥିଲା ଆଉ ନୂଆ BJP ସରକାର ଚାରି ଦୁଆର ଖୋଲିବା ପରେ 14/6/24 ରେ ମୁଁ ମନ୍ଦିର ଭିତରେ ତଳେ ପଡ଼ି ଯାଇ ଥାଆନ୍ତି ଆଉ ସେଦିନ ମନ୍ଦିର ବାହାରେ ଓଟିଭି ର ରିପୋର୍ଟର ଆଉ ଆଉ କର୍ମ ଚାରି ଥିଲେ ଆଉ ଲୋକଙ୍କ ଅସୁବିଧା ବିଷୟରେ ଚୁପ୍ ଥିଲେ

    • @Theproki
      @Theproki 16 днів тому

      @@s.mohapatra-i1k Kan kariba ehe sala Nadhighox tv sabubele bjd khata kauchi.loke baraku jai dadan katuchanti

    • @s.mohapatra-i1k
      @s.mohapatra-i1k 16 днів тому

      @@Theproki ଆଉ ଯିବେ ନାହି ଦାଦନ ଗୁଜରାଟୀ ଆସିବେ କମ୍ପାନୀ ଖୋଲିବାକୁ

  • @brundabanmandika5298
    @brundabanmandika5298 17 днів тому +6

    ନବୀନ ବାବୁଙ୍କ ସରଳ ଜୀବନ ହିଁ ଆପଣଙ୍କ ଦଳର ଲୋକ ମାନେ ଲୋକଙ୍କୁ ହରି ଲୁଟ୍ କରିଛନ୍ତି।

    • @deepess_deepu83
      @deepess_deepu83 17 днів тому

      Narendra khan beef supply karuchi tu jaa taku help karibu sala pakistani

  • @shaikabdullatif5621
    @shaikabdullatif5621 17 днів тому +6

    Very good madam.

  • @rajatkumarpradhan5245
    @rajatkumarpradhan5245 17 днів тому +5

    Sulata ଦେବୀ ତୁମେ ପାଗଳ ହେଇଗଲାଣି। ଏଇ ଭଳି ଫୁଟଣି ମାରି କହିଲେ madam BJD ra vote loss heba

  • @pkpanda1371
    @pkpanda1371 17 днів тому +7

    ବୈଜୟନ୍ତ ପଣ୍ଡା ଙ୍କ କୋଣାର୍କ ଜମି ଯାହା ଅଛି ଗରୀବ, ଭୂମି ହିନ ମାନେ ଲୁଟି ନିଅ। ଖୋର୍ଦ୍ଧା ରେ ବି ଗରିବ ଲୋକଙ୍କ ଜମି ହଡ଼ପ କରି ବୈଜୟନ୍ତ Delhi ରେ ଭଦ୍ର ଲୋକ।
    ସାବାସ mam ସାଂସଦ ସୁଲତା ଦେଓ। ବୈଜୟନ୍ତ ପଣ୍ଡା, OTV, OR TV channel କୁ ଧୋଇ ଦେଲେ??? ଅଗ୍ନି ଗର୍ଭା ନାରୀ ନେତ୍ରୀ ଆପଣ।

    • @Theproki
      @Theproki 16 днів тому +1

      @@pkpanda1371 sabad bedhei sulata deo

  • @papumohanty1609
    @papumohanty1609 17 днів тому +6

    ଓଟିଭି ଜାରଜ ଟିଭି

  • @bishnudash766
    @bishnudash766 17 днів тому +5

    ମାଉସୀ ରାଗନି, BP ବଢି ଯିବ !!!

  • @aravindapattanayak2966
    @aravindapattanayak2966 17 днів тому +5

    You are right Suleta Madam.
    O TV. is now BJP' s Spokesman. Media should be impartial.

    • @kabulinayak7212
      @kabulinayak7212 16 днів тому

      @@aravindapattanayak2966 ,And Nandighosh chanel is Advertising Agency of BJD

  • @Mahakaal-u8n
    @Mahakaal-u8n 16 днів тому +5

    କୋଟି କୋଟି ଟଙ୍କା electri ବିଲ୍ ଫାଙ୍କି ଚନ୍ତି baijyanti panda

  • @bapibehera7456
    @bapibehera7456 17 днів тому +6

    ଏ ସ୍ତ୍ରୀ ଲୋକ ଟା ପାଗଳ ନା କଣ

  • @sriram1094
    @sriram1094 17 днів тому +9

    ଆରେ ସେଇ ବୈଜୟନ୍ତ ପଣ୍ଡା ଙ୍କର ବାପା ବଇଁଶୀଧର ପଣ୍ଡା ଯଦି ଆର୍ଥିକ ସାହାଯ୍ୟ ନ କରିଥାନ୍ତେ ତେବେ ତୁମ ବିଜେଡି ଜନ୍ମ ହେଇକି ଅକାଳରେ ମୃତ୍ୟୁ ବରଣ କରିଥାନ୍ତା ଆଉ ପୁଣି ତାଙ୍କ ପୁଅ ତେଲ ମାରିକି ରାଜ୍ୟ ସଭା ଯାଇଥିଲେ ବାଃ ବାଃ ବାଃ

    • @prafullasir0
      @prafullasir0 17 днів тому

      @@sriram1094 what do you mean ??? Should Panda get all the privilege because of his father was good ???? B.Panda always sees the own benefits.

  • @hrushikeshnayak6113
    @hrushikeshnayak6113 17 днів тому +9

    ଓଡିଶା ଲୋକ ସବୁ ଜାଣି ଗଲେଣି ।

  • @bibhuprasadcreation2512
    @bibhuprasadcreation2512 17 днів тому +7

    Welcome madam 🎉🎉❤❤🎉🎉❤❤🎉🎉

  • @abinashsahoo6143
    @abinashsahoo6143 12 днів тому +4

    ଇଏ ଗୋଟେ ମଣିଷ ଆଉ ଅସରପା ଗୋଟେ ଚଢ଼େଇ

  • @ConfusedCheckeredFlags-zn6gl
    @ConfusedCheckeredFlags-zn6gl 16 днів тому +4

    ଧନ୍ୟବାଦ

  • @Upendrakumarsubudhi3105
    @Upendrakumarsubudhi3105 15 днів тому +5

    ଏଇଟା କ'ଣ ଗୋଟେ ସାଂସଦର ଭାଷା। ଗୋଟିଏ କଥାକୁ ବାରମ୍ବାର ରିପିଟ୍ କରିବା, ମୁହଁକୁ ବୁଲେଇ ବଙ୍କେଇ କହିବା, ଏସବୁ ଗୋଟିଏ ଛୋଟ, ହୀନ ମହିଳାର କାର୍ଯ୍ୟ। ଜଣେ ସାଂସଦ ତ ଜମାରୁ ବି ଏଭଳି ଢଙ୍ଗରେ କହିବା ସଂପୂର୍ଣ୍ଣ ଅନୁଚିତ। ମତେତ ଆଶ୍ଚର୍ଯ୍ୟ ଲାଗୁଛି କି ଏଭଳି ଜଣେ ଉଦଣ୍ଡି ନାରୀକୁ କିଭଳି ରାଜ୍ୟସଭା ସାଂସଦ କରାଯାଇଛି?

  • @Baby33824
    @Baby33824 17 днів тому +9

    ଓଟିଭି ଆଉ argus Ta କୁ ମାଲିକ ମାନଙ୍କୁ ମୋକଦ୍ଦମା କରନ୍ତୁ ।madam

    • @biswajitswain3202
      @biswajitswain3202 17 днів тому +1

      Aau nandighosa

    • @kabulinayak7212
      @kabulinayak7212 16 днів тому

      @@Baby33824 , ତା ସହିତ ନନ୍ଦିଘୋଷ ଟିଭି ର ମାଲିକ ନାଁ ରେ ବି କେଶ୍ କରାଯାଉ ।

  • @sonuvlogs4969
    @sonuvlogs4969 17 днів тому +5

    Sulata deo କୁ କଥା କହିବାର ଜଣା ନାହିଁ..

  • @rasmirekhadas-oh6kg
    @rasmirekhadas-oh6kg 17 днів тому +5

    Great Mam 🙏👍👍👍👍👍👍👍👍👍

  • @piyushrajkumar15
    @piyushrajkumar15 17 днів тому +3

    ଦୟାରେ ନେତା ନ ହେଲେ ଘରେ ରୋଷେଇ କରିବା ବ୍ୟତୀତ ଆଉ କିଛି କାମ ମିଳିନଥାନ୍ତା.

  • @biswajitswain3202
    @biswajitswain3202 17 днів тому +6

    ଲଜ୍ୟା ବୋଲି ଗୋଟେ word ଅଛି ଆପଣ ଜାଣିଛନ୍ତି madam

  • @chandramnisahoo1348
    @chandramnisahoo1348 17 днів тому +6

    Bahut sundar, baijayanta gote nimak haram .

  • @rabindrapradhan7646
    @rabindrapradhan7646 16 днів тому +5

    ତଣ୍ଟି ଛିଡିଜିବ ଧିରେ, ଧିରେ କହ ଆପଣ ଜେଲ ଯିବାପାଇଁ ରେଡି ତ ?।

  • @sukadebjena4694
    @sukadebjena4694 17 днів тому +4

    ନିଶା ମହାରଣା ର ଧନ୍ଦା ବନ୍ଦ ହୋଇଗଲା ପରେ ପାଗଳ

  • @prakashnayak2548
    @prakashnayak2548 17 днів тому +6

    BJD great Nabin sir 👍🇮🇳👍 right

  • @Nirmaldalai-l1d
    @Nirmaldalai-l1d 17 днів тому +6

    ଛାଡ଼ ନାହିଁ ସେ ଶଳାକୁ

  • @narayanaich5972
    @narayanaich5972 11 днів тому +4

    କଳିବୁଢ଼ୀ ସୁଲତା। ତୁ କାହାର ଗୋଟେ .... ଳ ଉପାଡି ପାରିବୁନି। ଅଲଜ୍ୟା

  • @rudrasphysics775
    @rudrasphysics775 17 днів тому +9

    ଡହରା ପଣ୍ଡା କୋଉଠି ଲୁଚିଛୁ ବାହାରେ, ଗୋଧି ମେଡ଼ିଆ କୁ କହ ଟିକେ ନହେଲେ କାଳି ମାଡ ଖାଇବୁ ଅଳ୍ପ ଦିନ ରେ 😡

  • @sudhanyakumohanty
    @sudhanyakumohanty 15 днів тому +5

    ମୁଁ ଭାବୁଛି ମାଡମ ଯାତ୍ରା କଲେ ଭଲ ହୁଅନ୍ତା

  • @abhinandansutar197
    @abhinandansutar197 17 днів тому +7

    ଭଲ କି କୁହ ସେ ବେଇମାନି ପଣ୍ଡା କୁ

  • @user-ru4ce7wi6u
    @user-ru4ce7wi6u 17 днів тому +4

    Madam ଯୋଉ ପଦବୀ ଗୁଡ଼ିକ ରେ ଥିଲେ ସେ ପଦବୀ ଗୁଡିକରେ ବହୁତ୍ ସଚ୍ଚୋଟ ଲୋକ

  • @sumantadas8156
    @sumantadas8156 17 днів тому +7

    ନାରୀ ନେତ୍ରୀ ହେଇଛ ଏମିତି ମୂର୍ଖ ଗାଉଁଲି ସ୍ତ୍ରୀ ଙ୍କ ଭଳିଆ କଜିଆ ତମଠୁ ମହିଳା କଣ ଶିଖିବେ ମୋତେ ଦେଖିକି ଲଜ୍ୟା ଲାଗିଲାଣି

    • @umakantabaut6806
      @umakantabaut6806 17 днів тому

      Tate kain laja laguchi

    • @sumantadas8156
      @sumantadas8156 17 днів тому

      ତୋତେ ତା କଥା ଶୁଣି ଚନ୍ଦନ ବୋଳିଲା ଭଳିଆ ଲାଗୁଥିବ

    • @gitarani2831
      @gitarani2831 17 днів тому

      ବଡ, ମୁଖॆ, ଓଡିଶାର, ମୁଖ୍ଯମନ୍ତ୍ରୀ, ଜିଏ, ଜଗନ୍ନାଥ, ନିଜକୁ, କହୁଛି, ଧମେନ୍ଦ୍ର, ଚପଲ, ପାଦରେ, ରଖିି, ପତକା, ଉତ୍ତର, କରୁଛି,ଭାରତ, ମାତାକୁ, ଡାରତ ମାତା, ଲେଖୁଛି,ମାଝି, ଭାଷଣ, ଦେଇ ପାରୁନି, ସେଇ ଲୋକ, ଶାସନଗାଦିରେ, ବସିଛି, ତମକୁଲାଜଲାଗୁନୀ, ସୁ ଲତାକୁ, ଦେଖି, ଲାଜଲାଗୁଛି

    • @umakantabaut6806
      @umakantabaut6806 17 днів тому

      @@sumantadas8156 are bhai kn pain se kahuchi tk suna janipariba

  • @AjitKumar-ug8iz
    @AjitKumar-ug8iz 15 днів тому +4

    Right madam

  • @ChittaranjanSwain-mw6kf
    @ChittaranjanSwain-mw6kf 15 днів тому +4

    Right sister

  • @sriram1094
    @sriram1094 17 днів тому +9

    କିଏ କାହାର ତେଲ ମାରୁଛି ସବୁ ଜଣା ପଡି ଯାଉଛି ମାଉସୀ 😂😂😂

  • @swadhikarbetaj3768
    @swadhikarbetaj3768 17 днів тому +8

    ଏଇଟା ଗାଁ ଗହଳିର କଳେହୀ ମାଇକିନା। ଏ ଆଗକୁ ନାମ ନେବ।ନିଶା ମହାରଣା ର ଦ୍ବିତୀୟ ଅବତାର। ସରପଞ୍ଚ ଥିଲୁ ଆଗକୁ ରାଷ୍ଟ୍ରପତି ହେବୁ।

  • @basantakumarbhoi1403
    @basantakumarbhoi1403 17 днів тому +3

    ସାଂସଦଙ୍କ ଏମିତି କଳି‌ କରିବାର ଦୁନିଆ କେବେ ଦେଖି ନ ଥିବ 😮😮😮

  • @ManjariManjari-p6f
    @ManjariManjari-p6f 17 днів тому +5

    Mental Hospital ku refer kara.sulata deo ra Parichay goda chata.

  • @rajibparida999
    @rajibparida999 16 днів тому +3

    Mam salute you

  • @MamataMaharana-li5zp
    @MamataMaharana-li5zp 14 днів тому +4

    Best didi

  • @deepaksamal0107
    @deepaksamal0107 17 днів тому +4

    Well statement Mam. Emti Video kari bahut bhala reply deichanti.

  • @padmanavparida8552
    @padmanavparida8552 15 днів тому +3

    Right voice thank s madam

  • @chaitanyakumar7452
    @chaitanyakumar7452 17 днів тому +6

    ଏମିତି ମାଇକିନା ସମାଜ ପାଇଁ କଳଙ୍କ ।

  • @user-tm1kk4sd3q
    @user-tm1kk4sd3q 17 днів тому +8

    ନିଜର ଗାରିମା ନିଜେ ହରାଉଛ ।‌

  • @abinashswain1154
    @abinashswain1154 17 днів тому +6

    ଔଷଧ ବିକଳରେ ତାଟିଆ କାମୁଡିବା

  • @imshree99
    @imshree99 13 днів тому +4

    କିଛି ଅନ୍ଧ ଭକ୍ତଙ୍କ ଦେହରେ ଜମା ଏହା ଯାଉନି ସେଥିପାଇଁ ସେମାନେ ଖାଲି ଖରାପ ଭାଷାରେ ଗାଳି ଦେଇ ନିଜକୁ ଖୁସି କରୁଛନ୍ତି। ଯାହା କହିଲ ସୁଲତା ଦେଓ ଭଲ ଭାବରେ ଧୋଇଲେ 😂😂

  • @nalinipati2283
    @nalinipati2283 16 днів тому +5

    ଅଭିଯୋଗ ଠିକ ହୋଇ ପାରେ କିନ୍ତୁ ସୁଲତା ଜଣେ ଅତ୍ୟନ୍ତ ଅସଭ୍ୟ ମହିଳା ତାଙ୍କର ଦୁର୍ବଳତାର ପରିଚୟ ଦେଉଚନ୍ତି।

  • @Pradip-f2c
    @Pradip-f2c 17 днів тому +7

    Sulochana tu jibanare word member heiparibu

  • @p.k.mansing3447
    @p.k.mansing3447 17 днів тому +8

    ସୁଲତା ଦିଦି Bjd ହାରିଲା ପରେ ପାଗଳ ହୋଇ ଯାଇଛନ୍ତି

  • @amulyakumarbarik1981
    @amulyakumarbarik1981 17 днів тому +10

    ଧନ୍ୟବାଦ ସୁଲତା ଦେଓ ମ୍ୟାଡମ୍

  • @stalinjoshef5006
    @stalinjoshef5006 16 днів тому +3

    Thank you mam

  • @samirnayak3768
    @samirnayak3768 16 днів тому +4

    ଗୀଁରେ ବହୁତ ଝଗଡ଼ା କରେ ବୋଧେ,

  • @manasimohanty942
    @manasimohanty942 17 днів тому +5

    Sulota appa u are right parson 👍👍👍👍👍👍👍👍👍👍👍👍👍👍👍👍👍👍🙏👍👍👍👍👍👍👍👍👍👍👍🏻👍🏻👍🏻👍🏻👍🏻👍🏻🙏🙏🙏🙏🙏🙏

  • @prakashkumar1695
    @prakashkumar1695 17 днів тому +4

    Weldon mdm, semti face to face jabab diantu godi media nkar chora dakayat mananku 👍

  • @babulpradhan7084
    @babulpradhan7084 17 днів тому +4

    ମାଡାମ ଆପଣ ନିଜକୁ କ'ଣ ବୋଲି ଭାବୁଛନ୍ତି ପ୍ରଥମେ କୁ ହନ୍ତୁ । ସାଂସଦ ବୈଜୟନ୍ତ ପଣ୍ଡା କଣ କେନ୍ଦ୍ରାପଡ଼ା ବାସି ଭଲସେ ଜାଣିଛନ୍ତି।

  • @RanjitNayak-zh1nj
    @RanjitNayak-zh1nj 9 днів тому +4

    ବଇଜତ ପଣ୍ଡା ହୁସିଆର ତଡାଖିଆ ଶଳା ମାଡୁଆ, ମାଡୁଆ ଶଳା ମୂର୍ଖ ଭାଡୁଆ ଶାଲା ।

  • @mamatasahoo6941
    @mamatasahoo6941 17 днів тому +4

    କଳିହୁଡି ପରି ଜଣେ ସାଂସଦ ଙ୍କ ବ୍ୟବହାର 🤓

  • @chikuvlogs9151
    @chikuvlogs9151 17 днів тому +5

    ଚୋରଣି କୋହୁଚି ମୁଁ ସାଧାରଣ

  • @justiceforu
    @justiceforu 16 днів тому +4

    Thik ma'am

  • @satyendrasahoo8010
    @satyendrasahoo8010 17 днів тому +5

    Wright mdm

  • @pappuexpress172
    @pappuexpress172 15 днів тому +3

    ତୁ ବାଳ ଉପାଢିବୁ . ବେସି ଛୋଢି ହଉଛୁ . ଆଉ ନାହିଁ ରେ ,ତମ ସରକାର ଛୋଢି ଯାଇଛି 😂😂😂

  • @raghunathjena3361
    @raghunathjena3361 17 днів тому +4

    Thak you Madam

  • @user-im7xs6hr9w
    @user-im7xs6hr9w 17 днів тому +5

    Otv gote media nuhen.

  • @priyamishra6738
    @priyamishra6738 17 днів тому +4

    Thank umammm

  • @suryakantamahalik3462
    @suryakantamahalik3462 17 днів тому +4

    ଓଟିଭି ଗୋଟେ ଚୋର...
    ବିଜୁଳି ବିଲ ଖାଉଛି...

  • @SaiBaba_Creations
    @SaiBaba_Creations 12 днів тому +3

    ଏ ମହିଳା ଙ୍କ ପଛପଟେ ବୁମ ପୁରେଇଦେଲେକୀ

  • @SannyasiDas-zn4lt
    @SannyasiDas-zn4lt 16 днів тому +3

    ପାଗଳ ହୋଇଯିବ ଆଉ କିଛି ଦିନ ପରେ