ଆସନ୍ତୁ ଜାଣିବେ ମୋ ବିଷୟରେ ସବୁକିଛି - ପିଲାଦିନ,ପରିବାର, ପାଠପଢା, ଚାକିରୀ |Introduction vlog|America ru khati

Поділитися
Вставка
  • Опубліковано 24 жов 2024

КОМЕНТАРІ • 2 тис.

  • @baazi8935
    @baazi8935 3 роки тому +195

    ବହୁତ ଲୋକର ଜାଗା ବଦଳିଲେ କଥା ବାର୍ତ୍ତା ବଦଳି ଯାଏ କିନ୍ତୁ ମୋ ଜାଣିବାରେ ଭଉଣୀ ତୁମେ ହିଁ ଏକ ମାତ୍ର ଯିଏକି ସୁନ୍ଦର ଓ ଶୁଦ୍ଧ ଓଡ଼ିଆ ରେ କଥା କହୁଛ ତୁମ ଭିଡ଼ିଓ ଦେଖି ମୋତେ ବହୁତ ଖୁସି ଲାଗିଲା ଭଗବାନ ତୁମର ମଙ୍ଗଳ କରନ୍ତୁ

  • @jayashreepattanaik7579
    @jayashreepattanaik7579 3 роки тому +7

    ବହୁତ ଭଲ ଲାଗିଲା ଭଉଣୀ ତୁମ କଥା ଶୁଣି ।ସତରେ ଜୀବନରେ ବାପାଙ୍କ ସ୍ଥାନ ଅପୂରଣୀୟ ଅଟେ ।ମୋ ବାପା ମଧ୍ୟ ଜଣେ ଶିକ୍ଷକ ଥିଲେ ।ଆଜି ମୁଁ ମଧ୍ୟ ଜଣେ ଶିକ୍ଷକ ।ହେଲେ ବାପାଙ୍କ ଅନୁପସ୍ଥିତି ଆଜିବି ମୋତେ ଏକୁଟିଆ କରିଦିଏ ।

  • @akbarik6025
    @akbarik6025 3 роки тому +11

    ଦିଦି ତୁମ କଥା କହିବା ଶୈଳୀ ବହୁତ ସୁନ୍ଦର ଆମେରିକା ରେ ରହି ମଧ୍ୟ ଓଡ଼ିଆ କଥା ଓଡ଼ିଆ ପରମ୍ପରା କୁ ଭୁଲି ନାହଁ ପରିବାର ବାପା ମା ଭାଇ ଭଉଣୀ କୁ ଏତେ ଭଲ ପାଇବା ପାଇବା ବହୁତ lucky ତୁମେ...

  • @sdnews-ze6rb
    @sdnews-ze6rb 3 роки тому +1

    Didi tama video mote bhala lagila

  • @surendramaharana1967
    @surendramaharana1967 3 роки тому +1

    ବହୁତ ଭଲ ଲାଗିଲା,

  • @srs444
    @srs444 3 роки тому +10

    ସବୁଠାରୁ ଭଲ ଲାଗିଲା ତୁମ ବାପା ଙ୍କ କଥା,କାରଣ ଯେଉଁ ଝିଅ ବାପା କୁ ବେଶୀ ଭଲ ପାଏ ଓ ଯେଉଁ ପୁଅ ମାଙ୍କୁ ବେଶୀ ଭଲ ପାଏ ସେମାନେ ଦୁନିଆ ର ସବୁଠାରୁ ଭଲ ପୁଅ ଝିଅ ।

  • @sudhansusekhardash355
    @sudhansusekhardash355 3 роки тому +5

    ଅନେକ ଖାଣ୍ଟି ଓଡ଼ିଆ ଶବ୍ଦ ମୋତେ ବହୁତ ଭଲ ଲାଗିଲା । ଜଣେ ସ୍ମାର୍ଟ ଓ ସାହାସୀ ଓଡ଼ିଆ ଝିଅକୁ ଧନ୍ୟବାଦ ଦଉଛି । ଭଗବାନ ମଙ୍ଗଳ କରନ୍ତୁ ।

  • @RajaRam-rz2ho
    @RajaRam-rz2ho 3 роки тому +10

    ଗୋଆ ରେ ରହି କି ଆପଣ କର ଭିଡ଼ିଓ ଦେଖୁଛି ମୋତେ ବହୁତ ଖୁସି ଲାଗୁଛି ଆପଣ ଆମେରିକାର ଚାଲି ଚଳନି ଆମ ପାଖରେ ପହଞ୍ଚାଉ ଛନ୍ତି ଆପଣ ହସ ବହୁତ ସୁନ୍ଦର ଏମିତିକା ହସ ଜୟ ଜଗନ୍ନାଥ 🙏

  • @pradeepkumarmishra1850
    @pradeepkumarmishra1850 2 роки тому +1

    ବହୁତ୍ ବଢିଆ ଲାଗିଲା ।
    ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ।

  • @monitatripathy2716
    @monitatripathy2716 3 роки тому

    ଆପଣଙ୍କ ଉପସ୍ଥାପନା ଶୈଳୀ ମନଛୁଆଁ। ଏମିତି interesting videos ଆହୁରି share କରନ୍ତୁ।

  • @gobindachandradash8005
    @gobindachandradash8005 3 роки тому +79

    ଆପଣଙ୍କ ଶୁଦ୍ଧ ଓଡ଼ିଆରେ କଥା କହିବାର ଶୈଳୀ ମୋ ମନକୁ ବହୁତ୍ ଚୁଇଲା, ମୁଁ ଗୋବିନ୍ଦ ଓଡ଼ିଶାରୁ ଆପଣଙ୍କୁ ମୋର ନମସ୍କାର,ଆପଣଙ୍କୁ ଜଗନ୍ନାଥ ଭଲରେ ରଖିଥାନ୍ତୁ,ଆଉ ଆମ ପାଇଁ ଏମିତି video ବନାଉଥନ୍ତୁ
    ଜୟ ଜଗନ୍ନାଥ....

    • @AmericaruKhati
      @AmericaruKhati  3 роки тому +4

      Bahut dhanyabaad

    • @promadamishra1397
      @promadamishra1397 3 роки тому

      ଓଡ଼ିଆ ଲୋକ ଓଡ଼ିଆ କହିବା କଣ ଆଶ୍ଚର୍ଯ୍ୟ କଥା ଏଥିରେ ବାହାଦୂରୀ କଣ ଅଛି

    • @sibaprasadpadhi4366
      @sibaprasadpadhi4366 3 роки тому +1

      ଶୁଦ୍ଧ ଓଡ଼ିଆରେ କଣ ଏତେ ଇଂରାଜୀ ରହିବ ।କୁହନ୍ତୁ ଆପଣ ପ୍ରାୟ ଓଡ଼ିଆ କହୁଛନ୍ତି ।

    • @Suvendukumar1971
      @Suvendukumar1971 3 роки тому +1

      ଶ୍ରଦ୍ଧେୟ ଦିଦି, ଆପଣଙ୍କର ଜୀବନ ଶୈଳୀ ଶୁଣି ବହୁତ ଭଲ ଲାଗିଲା। ଆହୁରି ଭଲ ଲାଗିଲା ଆପଣ ଜଣେ ଖୋଲା ହୃଦୟର ମଣିଷ।

    • @ajambarsahu1046
      @ajambarsahu1046 3 роки тому

      @@AmericaruKhati ❤️❤️👍❤️❤️❤️❤️

  • @sangramjena7249
    @sangramjena7249 3 роки тому +8

    ସତରେ ଆପଣଙ୍କ ପିଲାଦିନ, ବିଦ୍ୟାଳୟ, ମହାବିଦ୍ୟାଳୟର ସ୍ମୃତି ବହୁତ ମନଛୁଆଁ ଥିଲା.

  • @simanchalsahu6429
    @simanchalsahu6429 3 роки тому +9

    ଆପଣ ବହୁତ୍ ଭଲ ଆଉ ଆପଣଙ୍କ କଥାବି ବହୁତ୍ ସୁନ୍ଦର ଆଉ ଜଗନ୍ନାଥ କରନୄ ଆପଣଙ୍କର ଜବ୍ ହୋଇଯାଉ ଆଉ ଆପଣ ଏମିତିଆ ଭିଡିଓ ଅପଲୋଡ କରନୄ ଆଉ ମୁଁ ଭୁବନେଶ୍ବର ରେ ରହେ। ଜୟ ଜଗନ୍ନାଥ 🙏🙏🙏🙏

  • @bhabani5566
    @bhabani5566 11 днів тому

    ଆପଣଙ୍କ ଶାଶୁ ଘର ପୁରୀ ଜାଣି ଖୁସି ଲାଗିଲା। ଆପଣ ବ୍ରାହ୍ମଣ ଘର ନିଶ୍ଚିତ

  • @lilydas8349
    @lilydas8349 2 роки тому +1

    ଆପଣ ଏତେ ଭଦ୍ର ଏବଂ ନମ୍ର ମାଡାମ। ଆପଣ ହସି ହସି ସବୁ କଥା ,ସରଳ ଭାବରେ କହୁଛନ୍ତି ବହୁତ ଭଲ ଲାଗୁଛି।Love you❤️❤️🙏

  • @kailashbissai2257
    @kailashbissai2257 3 роки тому +4

    ଜୁହାର ଆପା....ମୁଇଁ କୋରାପୁଟିଆ ପିଲା ଆୟ....ନବରଙ୍ଗପୁର ନୁ କହିଲି ନି👏👏👏👏ବହୁତ ଖୁସି ଲାଗିଲା ଆପଣଙ୍କ ପିଲାଦିନ କଥା ଶୁଣି ସତରେ କୋରାପୁଟର ପାଣି ପବନ କେତେ ନିହାରା.... ଆପଣ ଶେଷଥର କୋରାପୁଟ କେବେ ଆସିଥିଲେ ....ଏମିତି ଜାଣିବା ପାଇଁ ପ୍ରଶ୍ନ କଲି କିଛି ଭାବିବେନି । କୋରାପୁଟକୁ ନେଇ ଗୋଟେ ଭିଡିଓ କରନ୍ତୁ ସମୟ ହେଲେ ବହୁତ ଖୁସି ଲାଗିବ । ଆଜି ଗର୍ବ ଅନୁଭବ ହେଉଛି ଆମ କୋରାପୁଟ ବି କିଛି କମ ନୁହେଁ । ସତ କହିଲି ନା ଦିଦି ....

  • @srs444
    @srs444 3 роки тому +4

    ଧନ୍ୟବାଦ ମା,ଯଶସ୍ୱୀ ହୁଅ ,ଏହିପରି ଆମେରିକା ସମ୍ବନ୍ଧରେ ଆହୁରି ଆମକୁ ଜଣା

  • @lochansahu2200
    @lochansahu2200 3 роки тому +22

    ମୁଁ ବଲାଙ୍ଗୀର ରୁ ଲୋଚନ ସାହୁ । ଆପଣଙ୍କ ଭିଡିଓ ବହୁତ୍ ସୁନ୍ଦର ଲାଗୁଛି । ସତ କହିବାକୁ ଗଲେ ଅନ୍ୟ ଦେଶ ବିଷୟରେ ଜାଣି ବେଶୀ ଖୁସି ଲାଗୁଛି । ଆପଣ ଭଲରେ ଥାଆନ୍ତୁ ଏବଂ ଆମ ପାଇଁ ନୂଆ ନୁଆ ଭିଡିଓ ତିଆରି କରୁଥାନ୍ତୁ । ଧନ୍ୟବାଦ୍ । ନମସ୍କାର 🙏 ।

    • @gayatripattanaik2262
      @gayatripattanaik2262 3 роки тому

      Didi pranam.apananka smile au talking style bahut bhala.apan foreign re rahibi ate sundar odia kahuchhanti. Jaganath always keep you and your family healthy and happy.

  • @ashutoshpradhan845
    @ashutoshpradhan845 2 роки тому

    ଭଲ ଲାଗିଲା ସ୍ୱାଗତିକା,,
    ଆପଣଙ୍କ ଵିଷୟ ସବୁ କିଛି ‌ଜାଣି ଖୁସି ହେଲି,,,
    ଆପଣଙ୍କୁ ପିଲାଟି ଦିନରୁ ହିଁ ଖୁଵ୍ ଭଲ ସଂସ୍କାର ମିଳିଛି,
    ତେଣୁ ଆପଣ କୌଣସି ପରିସ୍ଥିତି କୁ ଖୁବ୍ ସହଜ ରେ ସାମନା କରି ପାରୁଛନ୍ତି,

  • @purnachandramishra5849
    @purnachandramishra5849 2 роки тому +2

    ବହୁତ ଭଲ ଲାଗିଲା
    ତମେ ବହୁତ୍ ସୁନ୍ଦର କଥା କୁହ
    ଶୁଣିବାକୁ ଭଲ ଲାଗେ

  • @TheJayamala
    @TheJayamala 3 роки тому +4

    Lucy Nani...tumaku thare Lucy Nani dakile daka ta pura heart ru bahare....U r so close my heart...bhari bhala lagila...In the hostel I always loved to talk to u and look up to you. Listening to your experience from your own mouth like u trapped me in your storytelling capabilities.... Badhia laguchi sunibaku.

    • @AmericaruKhati
      @AmericaruKhati  3 роки тому +1

      Tate bhala lagila Jani khusi heli...you are one of my favorite ppl, do you know that❤

    • @ritagouda9867
      @ritagouda9867 3 роки тому +1

      Apana Di Jana paraspara ku jananti ki?

  • @prasantbisoi1781
    @prasantbisoi1781 3 роки тому +11

    Childhood.... simply unforgettable. Thanks for your emotional attachment towards the past.

  • @sachalamohanty7667
    @sachalamohanty7667 3 роки тому +4

    ଦିଦି କଥା ଜମା ପୁରା କରନ୍ତୁନି,ଟିକେ ଟିକେ ବାକି ରଖିଲେ ସିନା ଆମେ ପୁଣି ଆପଣଙ୍କୁ ଭେଟିବୁ। ଆଉ ସ୍ୱାଗତିକା ଦିଦିଙ୍କ ଓଡ଼ିଆ କଥା ଆମର ବହୁତ୍ ପସନ୍ଦ।

  • @subhashreecreations
    @subhashreecreations 3 роки тому +2

    ଦିଦି ତୁମ ଭିତରେ ସୃଜନଶୀଳତା ବି ଭରି ରହିଛି ଯାହାକି ତୁମ ଭାଷାର ଶୁଦ୍ଧତା କହୁଛି। ବେଶ୍ ମର୍ମସ୍ପର୍ଶୀ ତୁମର ଜୀବନଶୈଳୀ। ଜୟ ଜଗନ୍ନାଥ 🙏

  • @tuneshnisika2266
    @tuneshnisika2266 2 роки тому +1

    ଆପଣଙ୍କ ପରିବାହିକ ଜିବନ ସୁଖମୟ ହେଉ ମୋର ପ୍ରିୟ ବଡ଼ ଭଉଣୀଉ

  • @himanshushekharsamal9758
    @himanshushekharsamal9758 3 роки тому +6

    Mam your mentality and my mentality same to same.... I love village style life fully typical naturally environmental...
    .
    Fully open minded person u r 🙏

  • @ashiskumartripathy3335
    @ashiskumartripathy3335 3 роки тому +5

    Didi , you r just a unique personality. I watch your video regularly. I am a CoBRA commando serving in CRPF. I also visited sunabeda ,koraput 5 times during my commando training session and enjoyed a lot the natural beauty of Koraput. Wish u all the best.Jai jagannath 🙏🙏🙏

    • @Raja7.
      @Raja7. 2 роки тому

      Jai hind sir ❤️

  • @rajkabi3490
    @rajkabi3490 3 роки тому +7

    Your attitude and talking power is so sweet....My self kabiraj belonging to Odisha from Puri. Now I am staying Bangalore...,...Jay jaganath....

    • @susilkumarnanda3692
      @susilkumarnanda3692 3 роки тому +1

      Nice

    • @srikantakumarpanda2586
      @srikantakumarpanda2586 3 роки тому

      Thanks to Odia jhia Swagatika now in America. Your talk in typical Odia language with body movement while describing childhood days appears very pleasurable. May God bless you. Be happy always. I'm an old man aged 75. I have a daughter like you.

  • @bhagabanpanda5310
    @bhagabanpanda5310 2 роки тому

    ଆମେରିକାରେISKONର ପ୍ରଭାବ ବହୁତ।ଜଗନ୍ନାଥଙ୍କ ସେବା,ପୂଜା,ଓ ମହାପ୍ରସାଦ ବିଷୟରେ
    ଆମେରିକା ଭାସି ଜାଣିବା ଦରକାର।

  • @soubhagyanayak7958
    @soubhagyanayak7958 3 роки тому

    Bahut badhia lagila apananka katha

  • @indianculture6856
    @indianculture6856 3 роки тому +6

    କଟକ, ଚାନ୍ଦିନୀଚୌକ
    Impressive
    କଟକ ଆସିଲେ ମୋ ତରଫରୁ ଦହିବରା
    ଗ୍ରହଣ କରିବେ🙏

  • @biswajitpatra7298
    @biswajitpatra7298 3 роки тому +21

    ଦିଦି ଆମ ଘର ଜଗତସିଂପୁର ଜିଲ୍ଲାର ଶାରଳା ମନ୍ଦିର ପାଖାପାଖି। ଜୟ ମା ଶାରଳା 🙏🙏
    ଜୟ ଜଗନ୍ନାଥ 🙏🙏

  • @satkripahelpline8808
    @satkripahelpline8808 3 роки тому +4

    Hi, myself Jagan Chandani, Assistant professor of English, Kalahandi. Very interesting and laudable effort really. It's jolly informative on America and The Americans. Great job. Keep it up. Hats off to you.

  • @Babuli26
    @Babuli26 3 роки тому

    ବହୁତ ଖୁସି for share ସୁଖ ଦୁଃଖ

  • @chittaranjanmohanty3003
    @chittaranjanmohanty3003 2 роки тому

    ପିଲାଦିନର କାହାଣୀ ବହୁତ ଭଲ ଲାଗିଲା,ବେଶୀ ଭଲ ଲାଗୁଛି କହିବାର ଶୈଳୀ ଓ ଆତ୍ମିୟତା,ମୋତେ ଲାଗୁଛି ଦୂରଦର୍ଶନ କିମ୍ବା ବେତାର କାର୍ଯ୍ୟାଳୟରେ ଆପଣ ଚାକିରି କରିଥିଲେ ବହୁତ ଭଲ ହୋଇଥାନ୍ତା as you are very talkative.ok thank you so much!

  • @lambodarpujari9166
    @lambodarpujari9166 3 роки тому +30

    ଦିଦି ଆପଣଙ୍କର ଜୀବନ ଶୈଳୀକୁ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ବହୁତ ଭଲ ଲାଗିଲା ....Love From Koraput.

  • @akankhyamishra5088
    @akankhyamishra5088 3 роки тому +5

    There is a natural flow in your expression and you are saying proper odia,I have seen many odia ppl pronouncing odia in a very different and wrong manner, god Bless you both, stay safe and happy👍🙏

  • @rinkimaharana261
    @rinkimaharana261 3 роки тому +4

    Hello deedi 🙏..I m from odisha.and my in- laws from Jeypore (koraput)..but now I lives in Sweden ..i like your all videos.♥️♥️. Nice story ..Love you ..Thank you..

  • @Gayatri913
    @Gayatri913 3 роки тому

    Bahut sundar lagila 👍👍🤣🤣

  • @bapundigiblogs8075
    @bapundigiblogs8075 2 роки тому +1

    ଆମେରିକା ରେ ରହି ମଧ୍ୟ ନିଜ ଭାଷାକୁ ଭୁଲି ନାହାନ୍ତି ଏଇଟା ମୋତେ ବହୁତ ଭଲ ଲାଗିଲା

  • @nimansusabat6430
    @nimansusabat6430 3 роки тому +7

    Viewing in Koraput and i am student of your mother

  • @gopabandhu3336
    @gopabandhu3336 3 роки тому +4

    ତାମିଲ ନାଡୁ ରେ ଥାଇ କି ଦେଖୁଛୁ ଆଉ ତମର ଭିଡ଼ିଓ ଦେଖି କି ବୋହୁତ ଖୁସି ଲାଗୁଛି Thanks 👌👌👌

  • @ushasipadhy1179
    @ushasipadhy1179 3 роки тому +21

    Proud to be a Koraputia❤️

  • @Dthjjjjbnnka124fghh
    @Dthjjjjbnnka124fghh 3 роки тому

    Bahut bhala laguchi apanka vlog dekhiki

  • @dj-on8ci
    @dj-on8ci 3 роки тому

    Bahut bhala lagila tuma katha suni

  • @ankitanayak5237
    @ankitanayak5237 3 роки тому +7

    Koraput is love ❤️❤️💕

  • @saphalyakumarmallick470
    @saphalyakumarmallick470 3 роки тому +5

    Bhala lagila apanka atmakahani suniki.. 😀👌

  • @jyotirmayeebaral1041
    @jyotirmayeebaral1041 3 роки тому +6

    Your way of representation is amazing.. I just love all the videos you post..i recently subscribed this channel and I just loved it..It's just awesome.. And feels like watching someone very close to us and have known from a long time 😍 keep posting such amazing videos..🥰

  • @manjulatasingh4571
    @manjulatasingh4571 3 роки тому

    ଆପଣଙ୍କ କଥା କହିବାର ଶୈଳୀ ବହୁତ ଭଲ। ଆମେରିକାରେ ଥିଲେ ବି ଆଉ ଆପଣଙ୍କର କଥାରେ ଏଜ ଆପଣାପଣ ଥିବାର ମନେହୁଏ।ଲାଗେ ଯେମିତି ଆମ ନିଜର ଲୋକ କେହି ଜଣେ ଆମକୁ କିଛି କହୁଛି।ବହୁତ ବଢିଆ ଲାଗିଲା।ଆପଣଙ୍କ ପିଲାଦିନ, ପାଠପଢ଼ା ଆଉ ପରିବାର, ଚାକିରି ଶେଷରେ ଆମେରିକା ରହଣି ବିଷୟରେ ଜାଣି ବହୁତ ଖୁସି ଲାଗିଲା।ଆପଣଙ୍କ ସବୁ video ମୁଁ ଖୋଜି ଖୋଜି ଦେଖେ।ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଭଲରେ ରଖନ୍ତୁ। (ମୁଁ ଭୁବନେଶ୍ୱର ରୁ)👌👌👌👌💐💐💐💐

  • @sujatasahoo2641
    @sujatasahoo2641 3 роки тому

    ବହୁତ ଭଲ ଲାଗୁଚି।ଆପଣ ଙ୍କ କଥା ଶୁଣି। ମୁଁ teacher ଅଛି,ଆଉ ମୋ ବାପା ଓ ସ୍ବାମୀ ମଧ୍ୟ teacher.ଆପଣ ଙ୍କ ବାପା ବୋଉ teacherଶୁଣି ବହୁତ୍ ଖୁସି ହୋଇଥିଲି,ଜାଣିଥିଲି ଯେ teacher ଙ୍କ ପିଲା ମାନେ ହିଁ ଏମିତି କରିପାରନ୍ତି।ଯେତେବେଳେ ବାପାଙ୍କ hero କଥା କହିଲେ ଏତେ ଖୁସି ହୋଇ ଗଲି,ତାପରେ deathକଥା ବହୁତ୍ ଦୁଃଖ ଲାଗିଲା।ଜମା ଗ୍ରହଣ କରି ପାରିଲିନି।ସେଇ ସମୟ କେମିତି କଟାଇଥିଲେ ଯଦିଓ ଦୁଃଖ ତଥାପି କହିବେ କେବେ, ମୁଁ ଶୁଣି କି କାନ୍ଦିଲେ ହିଁ ମତେ ଭଲ ଲାଗିବ।ଭଲ ଜୀବନ ସାଥୀ ପାଇଛନ୍ତି। ସେଇଟା ବଡ଼ କଥା।ସଚିନ ଙ୍କୁ କେମିତି ପାଇଲେ କହିବେ। ଧନ୍ୟବାଦ।

  • @talmishra
    @talmishra 3 роки тому +9

    Can I tell how absolutely much I love the way you talk? Which year did you do your PMIR? I have done my Masters from Utkal too and had a few batchmates in PMIR as well. Everything you said brought back so many fond memories from back home 💓

    • @AmericaruKhati
      @AmericaruKhati  3 роки тому +1

      Thank you so much for appreciating. 2007 batch 😁

  • @baisakhudeep920
    @baisakhudeep920 3 роки тому +6

    I felt so happy with all of your story, video of scene etc.

  • @sasmitapanda3688
    @sasmitapanda3688 3 роки тому +4

    Childhood memories 💜💜 r very memorable.... specially...yr presentation....mo pain night time story...😍😍

  • @banamalibhumia5932
    @banamalibhumia5932 3 роки тому

    ମୁଁ ଏତିପାଇଁ ଗର୍ବ କରୁଛି ଯେ ଆପଣଙ୍କ ଭିଡିଓ
    ଦେଖି ଆପଣଙ୍କ ଜନ୍ମ କୋରାପୁଟରେ ହେଇଛି ଆଉ ମୁଁ ବି ତା ବର୍ତ୍ତମାନ ବାଙ୍ଗାଲୋର ଅଛି
    ବହୁତ୍ ବଢିଆ ଲାଗିଲା ଆପଣଙ୍କ ଭିଡିଓ ଦେଖି । ଜୟ ଜଗନ୍ନାଥ।

  • @krishnabaghofficalally9850
    @krishnabaghofficalally9850 3 роки тому

    Bhuth bhal lagela madam story

  • @amritapriyadarshini511
    @amritapriyadarshini511 3 роки тому +6

    U r superb ...as always...😍😍😍😍...bht bhala lagila..because sabu bele connected feel hue

  • @jayantakumarmaharana5916
    @jayantakumarmaharana5916 3 роки тому +4

    Didi mata eia Video Valolagila 😂👌👍🏻👍🏻

  • @AsitKar
    @AsitKar 3 роки тому +7

    You seem to have a great PR skill. And really appreciate that you have made this channel keeping odia language, culture and essense intact! Keep it up. Thank you for this channel in fact.

  • @satrughansethi4456
    @satrughansethi4456 3 роки тому

    Bahut badhiya laguchi

  • @sibusangamcreation7999
    @sibusangamcreation7999 3 роки тому

    Bahut sundar heichi

  • @soumyasamantaray6248
    @soumyasamantaray6248 3 роки тому +4

    Nice to hear Odia vlogging in Bay Area. Great initiative

  • @pratap5311
    @pratap5311 3 роки тому +4

    Thank you for sharing inspiring real life instances and being so much informative. Dependents' Visa related information made a doubt of mine clear...
    Yours is unique among so many channels. Your presentation is too attractive... Wish you every success and happiness in life.

  • @manaswitachoudhury8241
    @manaswitachoudhury8241 3 роки тому +4

    love from bangalore....

  • @santoshigouda6479
    @santoshigouda6479 2 роки тому

    Apankra Sabu video bhala laguchi

  • @rajranibarikrajranibarik3621
    @rajranibarikrajranibarik3621 3 роки тому

    Bahut bhala lagila tuma katha suniki

  • @sibaprasaddas9706
    @sibaprasaddas9706 3 роки тому +5

    ଆପଣଙ୍କ ହସ ବହୁତ ସୁନ୍ଦର ଭଗବାନ ଭଲରେ ରଖନ୍ତୁ

  • @niranjanabhuyan891
    @niranjanabhuyan891 3 роки тому +8

    ଜୟ ଜଗନ୍ନାଥ ମହାପ୍ରଭୁ ଆପଣ ଙ୍କୁ କୃପା ଦୃଷ୍ଟି ସର୍ବଦା ରଖିଥାନ୍ତୁ! ଆର ବ୍ଲଗ୍ ଟି ରେ ମନ୍ତବ୍ୟ ଦେଇ ନାହିଁ କାରଣ ମୁଁ animal lover ଯିବ ମାନକୁ ମାରି ଖାଏ ନାହିଁ ଭିଡିଓ ଟି ପୁରା ଦେଖି ପାରିଲିନି କଣ୍ ବା କହିବି ଆପଣ ଙ୍କୁ ଖରାପ ଲାଗି ପାରେ କିଛି କହିଲେ ସେଥି ପାଇଁ।ମୋର ନୟାଗଡ଼ ଓଡ଼ିଶା ସିଷ୍ଟର ।

    • @Iwantpeace-bc1vi
      @Iwantpeace-bc1vi 3 роки тому

      Me too didn't watch that video

    • @AmericaruKhati
      @AmericaruKhati  3 роки тому +3

      I am sorry, apanku kharap lagithibaru. Nijara matamat sabubele deuthibe. dhanyabaad 🙏

    • @niranjanabhuyan891
      @niranjanabhuyan891 3 роки тому

      @@AmericaruKhati ℕ𝕠 𝕤𝕠𝕣𝕣𝕪 𝕊𝕚𝕤𝕥𝕖𝕣 ଆପଣ ଙ୍କୁ ମୁଁ ଖରାପ ଭାବୁ ନାହିଁ ମୁଁ ସେ ଗୁଡ଼ା ଦେଖି ପାରେନି ଆପଣ ଜଗନ୍ନାଥଙ୍କ ନାମ ନେଉ ଛନ୍ତି ଆପଣ ଏସବୁ କରିବା କଥା ନୁହେଁ ! ଆଉ ଆପଣ ଙ୍କୁ ଭଉଣୀ ମନିଛି ତ ଭାଇ ଭଉଣୀ କୁ କଣ୍ ଭୁଲି ଯିବ କି ସେମିତି କିଛି ଭବନ୍ତୁନି। ଜୟ ଜଗନ୍ନାଥ 🙏

  • @blackbeautysabhya4879
    @blackbeautysabhya4879 3 роки тому

    Chhoto bela ra pic sabu 👌👌

  • @mangaldankhosla8230
    @mangaldankhosla8230 3 роки тому

    ଆପଣଙ୍କ ଭିଡ଼ିଓ ବହୁତ ଭଲ ଲାଗିଲା |ଓଡ଼ିଆ ଭଲ କହୁଛନ୍ତି |ଧନ୍ୟବାଦ

  • @kailashchandrasahu1590
    @kailashchandrasahu1590 3 роки тому

    Very happy, nice blog

  • @concrete754
    @concrete754 2 роки тому

    ବହୁତ ବହୁତ୍ ଭଲ ଲାଗିଲା ତୁମ କଥା ବାର୍ତ୍ତା 👍
    God bless u

  • @sarojranuodiavlogs
    @sarojranuodiavlogs 3 роки тому

    Bahut sundar lagila apankara video

  • @subhrapradhan2987
    @subhrapradhan2987 2 роки тому

    BAhut badhia laguchi

  • @wizardgaming6566
    @wizardgaming6566 3 роки тому +1

    Didi tama video super lage mate....sabu episode

  • @saratpattanayak1656
    @saratpattanayak1656 3 роки тому

    I'm continu watching your videos

  • @antaryamipujahari2302
    @antaryamipujahari2302 2 роки тому +1

    Wonderful....I am watching you from HAL Township, Sunabeda

    • @kamaldhal137
      @kamaldhal137 2 роки тому +1

      I am from Naupada Near Baripada,I am very very delighted for your American Shooting youtube Vedio, Thank you.

  • @abinashdas3833
    @abinashdas3833 2 роки тому

    Puri ru dekhuchi vdo ta bahut vl lagila blog ta

  • @gobindachandramohanty525
    @gobindachandramohanty525 2 роки тому

    Very beautiful very wonderful wow nice very charming 😊😍😘ମୁ ଓଡିଶାରୁ ରହି ଦେଖୁଛୁ ଆଉ ମୁ ଗୋଟିଏ ଛୁଟ ପିଲା ଆପଣଙ୍କର ସବୁ video ଦେଖୁଛି

  • @binodinibej9369
    @binodinibej9369 3 роки тому

    Medam Maja agaya bahut badhia

  • @sarmisthajena5100
    @sarmisthajena5100 3 роки тому +1

    Apa tama life style sunile bahut bhala laguchi au sata katha hela mo ghara odisha , but mnu new delhi re job karuchi but apananka family members nka katha sunilu very interesting ate bhala paeba daethibaru thank you didi

  • @Mrudit-educatinon
    @Mrudit-educatinon 3 роки тому

    Bahut khushi lagila

  • @Manojcom1979
    @Manojcom1979 3 роки тому

    ଆପଣଙ୍କ କଥା ବହୁତ ଭଲ ଲାଗୁଛି ଦିଦି. କାହଁକି କେଜାଣି ବହୁତ ଆପଣାର ଲାଗୁଛନ୍ତି ଆପଣ 🙏

  • @prafullakumarrout5283
    @prafullakumarrout5283 3 роки тому

    ଉମରକୋଟ,ନବରଂଗପୁର ଜିଲ୍ଲାରୁ...ପୂର୍ବରୁ କୋରାପୁଟ ଜିଲ୍ଲାରେ ଥିଲା...ଆପଣଂକର ଜନ୍ମ ଓ ବିଦ୍ୟାଳୟ ଶିଖ୍ୟା କୋରାପୁଟରେ ଜାଣି ଖୁସି ଲାଗିଲା...ବହୁତ ମନଛୁଆଁ ହୋଇପାରୁଛି video ଗୁଡିକ..Very good presentation...you are open minded and open heart..Keep it up and march ahead...

  • @hemsagarbehra7918
    @hemsagarbehra7918 3 роки тому

    Very good information thank you👍👍👍👍👍👍👍

  • @malatigagarai4011
    @malatigagarai4011 6 місяців тому

    ମୁଁ ଓଡ଼ିଶା କଟକ ରୁ regular ଦେଖେ
    You are so clean hearted and affectionate

  • @sudhirkumarmohapatra7636
    @sudhirkumarmohapatra7636 3 роки тому

    Very nice 👌👌👍👍
    Really Super

  • @saradaswain3136
    @saradaswain3136 3 роки тому +1

    କୋଟି। କୋଟି ଧନ୍ୟବାଦ୍ ଆପଣଙ୍କ ବିଷୟରେ ଜଣାଇବା ଲାଗି । ବହୁତ ଖୁସି ଲାଗିଲା ଆପଣଙ୍କ ଓଡ଼ିଆ ଭଲପାଇବା । ଏମିତି ସସର୍ଦ୍ଦା ରହିଥାଆନ୍ତ୍ତୁ ଏବଂ ଆମମାନଙ୍କ ପାଇଁ ମଜାଦାର ଭିଡିଓ ବନାଉଥାଆନ୍ତୁ । ଏହି ମୋର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ଭଲରେ ରୁହନ୍ତୁ , ଖୁସିରେ ରୁହନ୍ତୁ । ବନ୍ଦେ ଉତ୍କଜନନୀ ।

  • @narayanpandab7799
    @narayanpandab7799 3 роки тому

    ସ୍ୱାଗତିକା ଆସନ୍ତା ଜନ୍ମରେ
    ଏହି ଭଳି ଭଊଣି ଗୋଟେ ମିଲିବକି
    ଯଦି ଇଶ୍ଵର ଇଚ୍ଛା ପ୍ରୁନ କରନ୍ତି
    ଧନ୍ୟବାଦ୍
    ଭଗବାନ ମଙ୍ଗଳ କରନ୍ତୁ

  • @upendrapradhan9884
    @upendrapradhan9884 3 роки тому

    Mam bahut vala video kari Chanti
    🙏🙏🙏🙏

  • @dharmendrabhuedharmendrabh7620
    @dharmendrabhuedharmendrabh7620 2 роки тому

    Bhal lagila . sonepur

  • @pankaj9954
    @pankaj9954 3 роки тому

    Koraput kotha kahi bahut Bhala lagila

  • @madhuchhandapanda910
    @madhuchhandapanda910 2 роки тому

    Video ti bahut bhala lagila

  • @pratimajena9513
    @pratimajena9513 2 місяці тому

    Nice presentation,from bhadrak

  • @pranaykumar394
    @pranaykumar394 5 місяців тому

    ଜୟ ଜଗନ୍ନାଥ. ବାହାରେ ରହିଲେ ଲୋକେ ବେଶୀ ଇଂଲିଶ କମ୍ ଓଡ଼ିଆ ସେ ବି ଖଣ୍ଡି କହନ୍ତି. କିନ୍ତୁ ତୁମ ର ଶୈଳୀ ବହୁତ ଉଚ୍ଚ କୋଟୀର. ଧନ୍ୟବାଦ...ମାଡି ଚାଲ

  • @manaromamishra5841
    @manaromamishra5841 3 роки тому +1

    ଭୁବନେଶ୍ବର ରୁ କହୁଛି । ବହୁତ ସୁନ୍ଦର ଜୀବନ ଶୈଳୀ । ଜଗନ୍ନାଥ ତମ ପରିବାର ର ମଙ୍ଗଳ କରନ୍ତୁ

  • @kshetrabasibehera309
    @kshetrabasibehera309 3 роки тому

    Nice to watch the channel

  • @prabhatisahoo9658
    @prabhatisahoo9658 2 роки тому

    Bbsr Odisha ru mu watch kare tuma vdo just kichi dina hela..bhala laguchi tumara sabu vdos..tumara age kana..Koraput Jeypore mora bi favourite place ,piladina katichi.. schooling 4 yrs 1975 ru 80 jae.. thank u ete dura ru sethikara sabu khabar directly details re tume amaku deicha.. Tume jhia dui jana bht cute..😍

  • @suvhra1090
    @suvhra1090 3 роки тому

    Cuttack city experiences is very unique

  • @dipumallik7536
    @dipumallik7536 2 роки тому

    Tama katha satare bahut badhia laguchi .

  • @himanshubiswal8193
    @himanshubiswal8193 3 роки тому

    Himanshu Biswal- ମୁ ରେଗୁଂନ ରୁ ବସିକି ଏଇ ଭିଡିଓ ଟା ଦେଖିଲି. ବହୁତ ବଢିଆ ଲାଗିଲା । ଆପଣକ କଥା କହିବାର ଶୈଳି ଭାରି ସୁନ୍‌ଦର . Please make such interesting videos. Wishing you all the best. ଜୟ ଜଗନ୍ାଥ🙏🙏🙏