ଆଫ୍ରିକା ରେ ଟମାଟୋର ମୂଲ୍ୟ କେତେ?? || First impression about Kenya Odia vlog

Поділитися
Вставка
  • Опубліковано 31 січ 2025

КОМЕНТАРІ • 1,1 тис.

  • @rkbcreation3244
    @rkbcreation3244 Рік тому +118

    ଭାଇ ଙ୍କ ପାଇଁ ଗଟେ like❤️ ହେଉ ଦେଖି ବା ଭାଇ ଙ୍କୁ ଆପଣ ମାନେ କେତେ ଭଲ ପାଇବା ଦେ ଉ ଛନ୍ତି 0:19

  • @GuluSakti-qh2pt
    @GuluSakti-qh2pt Рік тому +764

    ଭାଇ ମୁଁ ଗରିବ ପିଲା ମୁଁ ତ ଜାଇ ପାରିବି ନାହିଁ କିନ୍ତୁ ତମ ଭିଡିଓ ମାଧ୍ୟମରେ ଦେଖି ପାରୁଚି ସେଇଟା ମୋ ପାଇଁ ଖୁସି ମୁଁ ଏତିକି ଜଗନ୍ନାଥ ଙ୍କ ପାଖରେ ପର୍ଥନା କରିବି ଭଲରେ ରୁହ ଭଲ ଭଲ ଭିଡିଓ ଆମମାନଙ୍କୁ ଦେଖାଅ ଜୟ ଜଗନ୍ନାଥ ମହା ପ୍ରଭୁ

  • @BagatiStudio45
    @BagatiStudio45 Рік тому +60

    ଓଡ଼ିଆ ପିଲା ଭାରି ବଢିଆ ରେଜଲ୍ଟ ତମେ ଅନ୍ତରଜାତୀୟ ସ୍ତର ରେ ଦେଖେଇ ଦେଲ ✊🇮🇳

  • @Hariharpatra109
    @Hariharpatra109 Рік тому +68

    ପ୍ରକୃତରେ ତୁମେ ଓଡ଼ିଶା ମୟୂରଭଞ୍ଜର ଗର୍ବ ଆଉ ଗୌରବ।ଭାଗ୍ୟରେ ଥିଲେ ଦେଶ ବିଦେଶ ଗସ୍ତ କରନ୍ତି।❤ love 💕 you

  • @sasmitapadhisasmita3208
    @sasmitapadhisasmita3208 Рік тому +111

    ମୋ ଭାଇ ଆମକୁ ଦେଖାଇବା ପାଇଁ କେତେ କଷ୍ଟ କରୁଛନ୍ତି ଗାଁ ଗାଁ ବୁଲି ବୁଲି ଛନ୍ତି ମୋ ଭାଇ ଧନ୍ୟବାଦ ଭାଇ

  • @Aarti-uj3tl
    @Aarti-uj3tl Рік тому +1

    ଭାଇ, ଆପଣଙ୍କ ଘର କଉ ଜିଲ୍ଲା ରେ 🥰,ବହୁତ୍ ବଢିଆ ଲାଗୁଛି ଆପଣଙ୍କ vdo ଦେଖିବା ପାଇଁ 🙌👌

  • @DJDibya34
    @DJDibya34 Рік тому +125

    ଅପେକ୍ଷା କରିକି ରହିଛି ❤❤
    ଜୟ ମୟୁରଭଞ୍ଜ❤

    • @BSVlogs-c1c
      @BSVlogs-c1c Рік тому +2

      Bhai tamoku daro lageni eka eka bulu6

  • @BLS_SHORT_FILM
    @BLS_SHORT_FILM Рік тому +11

    ଲୋବ ଭାଇ ତୁମ video ଦେଖି ବହୁତ ଭଲ ଲାଗୁଛି ପ୍ରଭୂ ଜଗନ୍ନାଥ୍ ଙ୍କୁ ଡାକୁଚି ତୁମେ ଏମିତି ସବୁ ବେଳେ ଖୁସି ରେ ରୁହ ଜୟ ଶ୍ରୀ ରାମ ଭାଇ love you ❤

  • @prahalladlenka4789
    @prahalladlenka4789 Рік тому +9

    ଭାଇ ବହୁତ ଭଲ କାମ କରୁ ଛନ୍ତି ଆମେ ଓଡ଼ିଶା ରେ ରହିକି ଆମେ କେନିଆଁ ବୁଲି ପାରୁଛୁ ଧନ୍ୟବାଦ ଭାଇ ଜୟ ଜଗରନାଥ

  • @darksidegaming5491
    @darksidegaming5491 Рік тому +27

    ଭାଈ ବୋହୁତ ଖୁସି ଲାଗୁଛି ତମ ଭିଡିଓ ଦେଖି, ଏମିତି ଫିଲ୍ ହେଉଛି ଯେମିତି ନିଜେ travel କରୁଛି। Love you ଭାଈ।

  • @prakashsahoo7848
    @prakashsahoo7848 Рік тому +14

    ଏତେ ସୁନ୍ଦର ସୁନ୍ଦର ତଥ୍ୟ ପ୍ରଦାନ କରିଥିବାରୁ ଅଶେଷ ଧନ୍ୟବାଦ ଭାଇ 🙏🏿🙏🏿
    ବହୁତ ଭଲ ଲାଗିଲା ତୁମ ଉପସ୍ଥାପନା. ଜୟ ଜଗନ୍ନାଥ 🙏🏿

  • @manojsahu2039
    @manojsahu2039 Рік тому +29

    ଯେ ଦେଶ ଯାଇ ସେ ଫଳ ଖାଇ, କାରଣ ସମାସା ରେ ଶୁଖୁଆ , ହୋଉ ଏ ବି ଗୋଟେ ପ୍ରକାରର ସ୍ଵାଦ , ଭିଡିଓ ଗୁଡ଼ିକ ଭଲ ଲାଗୁଛି। ଆଗକୁ ମାଡ଼ି ଚାଲ , Jai jagannath .I am from Baripada.

  • @Rajesh-x3j
    @Rajesh-x3j Рік тому +11

    ଭାଈ ଆପଣଙ୍କ video mote ବହୁତ ଭଲଲାଗେ ଆଉ ବହୁତ interesting ଭାଇଙ୍କ ପାଇଁ like ହେଇଯାଉ Jay jaganath 🙏

  • @jaguagasti8769
    @jaguagasti8769 Рік тому +6

    ଭାଇ ଆପଣଙ୍କୁ ବହୁତୁ ବହୁତୁ ଧନ୍ୟବାଦ ଆପଣ ସବୁ କଣ୍ଟ୍ରି ବୁଲି ଏମିତି ଭିଡ଼ିଓ ସମସ୍ତଙ୍କୁ ଦେକହିବାକୁ ମିଳୁ ସମସ୍ତେତ ବାହାର କଣ୍ଟ୍ରି ଯାଇ ପାରିବେନା ଏଭଳି ବୁଲି ପାରିବେ ଆପଣଙ୍କୁ ବହୁତୁ ବହୁତୁ ଧନ୍ୟବାଦ ଏସବୁ ଦେଖାଉଥିବାରୁ ଜୟ ଜଗନ୍ନାଥ

  • @abhisekbehera3571
    @abhisekbehera3571 Рік тому +6

    ବହୁତ ଖୁସି ଲାଗୁଛି ଆପଣ ଙ୍କ ଭିଡିଓ ଦେଖିକି

  • @Dhemssaherobabula
    @Dhemssaherobabula Рік тому +8

    ଲବ ଭାଇ ପାଇଁ ଗୋଟେ like ହେଉ , ଜୟ ଜଗନ୍ନାଥ

  • @BibekaMirdha
    @BibekaMirdha Рік тому +11

    ଭାଇ ତମ ଭିଡିଓ ବହୁତ୍ ଭଲ ଲାଗୁଚି ଆଗକୁ ଆହୁରି ଉନ୍ନତି କରିବ ଜୟ ଓଡ଼ିଶା

  • @GaneshBhatra-dg6hv
    @GaneshBhatra-dg6hv Рік тому +6

    ଧନ୍ୟବାଦ୍ ଭାଇ ଆପଣ ଏତେ କଷ୍ଟ କରି ଭିଡିଓ ପଠାଉଛନ୍ତି ମୁଁ ବହୁତ ଖୁସି ଆପଣ ବି ଖୁସିରେ ରୁଆ

  • @akashmishra9615
    @akashmishra9615 Рік тому +10

    ମୋତେ ଲାଗୁଛି ଭାଈ କୁ ମୋର ଭାରୀ ଶାଗ ପ୍ରିୟ ଯୋଉଠୀ କୁ ଗଲା ଖାଲି ଶାଗ ଖୋଜିଲା😅😅😅 good job broo kiptop 👍🏻 👍🏻👍🏻

  • @madhusudandash8048
    @madhusudandash8048 Рік тому +2

    ୨ଟା ଭିଡିଓ ପକେଇ ଥିବାରୁ ଧନ୍ଯବାଦ,, ବହୁତ ଭଲ ଲାଗିଲା,,,,,, ଜୟ ଜଗନ୍ନାଥ,,,

  • @ajaykumarmajhi1358
    @ajaykumarmajhi1358 Рік тому +18

    ODISHA Ro gourabo ❤❤❤
    ODISHA Maa Matima paiii ❤❤❤ Birobar Voirobo Laba Hansdah...
    JAY Jagannath ❤❤❤

  • @dipakkumarbal8318
    @dipakkumarbal8318 Рік тому +1

    ଅନ୍ୟ ଦେଶ ବିଷୟରେ ଆପଣଙ୍କ ଠାରୁ ଅନେକ କିଛି ଜାଣି ହେଉଛି l ହୃଦୟରୁ ଆନ୍ତରିକ ଧନ୍ୟବାଦ ଜଣାଉଛି ଆପଣଙ୍କୁ l ଢେର ସାରା ଶୁଭେଚ୍ଛା ଶୁଭକାମନା l ଜୟ ଜଗନ୍ନାଥ 🙌

  • @orijhonny6736
    @orijhonny6736 Рік тому +6

    ଭାଇ ଟିକେ ସୋମାଲିଆ country ପୋଟେ ଟିକେ ଭୁଲିକି ଆସି ଭାଇ😊ଭାଈ ସବୁବେଳେ ତୋମୋ ସୁପ୍ପୂର୍ଟ ରେ ଅଛୁ❤ ଭାରତ ମାତା କି ଜୟ 🙏

    • @orijhonny6736
      @orijhonny6736 Рік тому

      ଭାଇ ଟିକେ ରେପ୍ଲ୍ୟୟ ଦେବେ ସମୟ ହେଲେ

  • @nandalalsingh5398
    @nandalalsingh5398 Рік тому +1

    ଖୁବ୍ ସୁନ୍ଦର ବହୁତ ଭଲ ‌ଜୟ ଜଗନ୍ନାଥ ‌🙏🙏🙏

  • @anjusexpress9073
    @anjusexpress9073 Рік тому +23

    ଭାଇ ଆମର ସ୍ବପ୍ନ କୁ ଆପଣ ପୁରା କରୁଛନ୍ତି । କାହିଁକି ନା ଆମାର ବି ବାହାର ଦେଶ ବୁଲିବାର ଗୋଟେ ସ୍ବପ୍ନ ଥିଲା ଯାହା କେବେ ବି ପୁରଣ ହେବ ନାହିଁ। କାରଣ ଆମ ପାଖରେ ବି ଏତେ ପଇସା ନାହିଁ କି ଆମେ ବୁଲିପାରିବୁ । ଆମେ ଓଡ଼ିଆ ହୋଇ ବହୁତ୍ ଗର୍ବ ଅନୁଭବ କରୁଛୁ । ଜୟ ଜଗନ୍ନାଥ 🙏

  • @kudumalihomeproduction4788
    @kudumalihomeproduction4788 Рік тому +62

    ଜୟ ମୟୂରଭଞ୍ଜ ଭାଇ । ଖେଳ କଲ କିନ୍ତୁ ଶହେ ରୁ ଶହେ । ତୁମେ ପୁରା ଭାରତର ଗୋଟେ ସୁପରଷ୍ଟାର। ହିନ୍ଦୀ ରେ କୁହ ବିଲିଅନ ପାରେଇ ଯିବ ତୁମର ସବସ୍କ୍ରାରବର

  • @sanjayaguntha9633
    @sanjayaguntha9633 Рік тому +4

    ଭାଇ ତୁମର video ବାଉତ ବଳ ଲାଗୁଛି 🎉 ଜୟ ଓଡ଼ିଆ

  • @RMalik110
    @RMalik110 Рік тому +1

    ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐💐👍🙏🙏

  • @anupamadash3041
    @anupamadash3041 Рік тому +1

    Bhai video dekhi bahut khusi laguchi

  • @manoranjansingh5209
    @manoranjansingh5209 Рік тому +15

    ଶେଷରେ ଯେଉଁ ମଣିପୁର odisha କଥା ରୋଜଗାର କଥା 👌👌👌👌👌👌👌 ଭାଇ ok ଆଉ ମଝିରେ ମଝିରେ କମେଡି କରୁଛ ସେଇଟା 👍👍👍👍👍ଫାଣ୍ଟାଷ୍ଟିକ. ଏମିତି ଆଗକୁ ମାଡିଚାଲ kilipoul ପାଖରେ ଜଲଦି ପହଂଚିଯାଅ 😜😜😜😜.

  • @labhaofficial1436
    @labhaofficial1436 Рік тому +4

    ଭାଇ ବହୁତ ଭଲ ଲାଗିଲା 👌 ଜୟ ମା ସମଲେଇ 🙏 ପଶ୍ଚିମ ଓଡିଶା ରେ ଜିଏ ଦେଖୁଛ like କର

  • @AnantaRout-zs8cw
    @AnantaRout-zs8cw Рік тому +42

    ଭାଇ ମୁଁ ନୟାଗଡ଼ ଜିଲ୍ଲାରୁ ଆପଣଙ୍କ fan

  • @kishoremohanty1581
    @kishoremohanty1581 Рік тому +1

    God bless you ❤❤❤❤❤

  • @BIJAYINIPANDA
    @BIJAYINIPANDA Рік тому +122

    ଭାଇ congrats for 150k subscribers. Well deserved. ମନ ଭରିକି ଟମାଟୋ ଖାଇଦିଅ. ବଢିଆ ବ୍ଲଗ୍ ଭାଇ

  • @raghunathhansdah2923
    @raghunathhansdah2923 Рік тому +1

    Very nice bhai...

  • @KeonjhariaJhiavlog
    @KeonjhariaJhiavlog Рік тому +48

    ଜୟ ଜଗନ୍ନାଥ ଭାଇ 🙏
    Congratulations Bhai for 150k subscribers 🎉🎉🎉

    • @sukultudu137
      @sukultudu137 Рік тому

      ବାରହମଣ ମୁଖରୁ ଜନ୍ମ ହେଲେ ବିଆରୁ ନୁହେଁ ଅନଧ ଭକ୍ତ ର ଶିକ୍ଷା ମୁସଲମାନ କେଉଠୁ ଜନ୍ମ ହେଲେ ବିଆରୁ❤❤

  • @manaranjandeogamdeogam3409
    @manaranjandeogamdeogam3409 Рік тому +2

    ଭାଇ ଆପଣ ଙ୍କ ଭିଡ଼ିଓ ଦୁଆରା ଆମେ ମାନେ ଦେଖି ପାରୁଛି thank you ଭାଇ

  • @saidibyanshu8903
    @saidibyanshu8903 Рік тому +4

    Love from Odisha, Jay Jagannath ❤❤❤❤

  • @DharamPujari-uj7vi
    @DharamPujari-uj7vi Рік тому +1

    Koraputia comedy video 🤣😂#shorts #funnyvideo #comedy

  • @amarjeetsahoo1694
    @amarjeetsahoo1694 Рік тому +4

    Bahut bahut dhanyawad Bhai .... Apana ete parisrama au kasta kari ama odisha ku bahare represent karuchhanti.....❤❤❤

  • @rabindraveterinary8981
    @rabindraveterinary8981 Рік тому +2

    ଭାଇ ତମେ ଓଡିଶା ର ଗର୍ବ ଆଉ ଗୌରବ india ବାହାରେ ଯାଇ blogs କରୁଛ i salute,,you ମୋର ବି ବହୁତ ଇଚ୍ଛା india ବାହାର ଯିବାକୁ please help me

  • @SKRazz-xk5yn
    @SKRazz-xk5yn Рік тому +3

    Bohut khusi laguchi bhai tama madhyam re mu bahar country dekhiparuchi dhanyavad god bless you ❤❤❤❤❤❤

  • @biswajitpaleya4265
    @biswajitpaleya4265 Рік тому +1

    ଶୁଖୁଆ 😂😂😂😂😅😅😅😅😅

  • @sorengirl170
    @sorengirl170 Рік тому +4

    Laba bhai apana bohut bholo..... I'm your big fan bro... Love from MAYURBHANJ Betnotiiii❤❤🎉😊

  • @jitupradhan5088
    @jitupradhan5088 Рік тому +1

    Bhai bahut baadhia video bro I’m very happy

  • @murmudukhabandhumajhi
    @murmudukhabandhumajhi Рік тому +21

    Thank you younger brother, happy journey in kenia

  • @madhusudandash8048
    @madhusudandash8048 Рік тому

    ଭିଡିଓ ର best part ଥିଲା ଟମାଟୋ ଦର,,,

  • @PremMajhi-ci7mq
    @PremMajhi-ci7mq Рік тому +10

    ଭାଇ କେମିତି ଅଛ ବହୁତ ଦିନ ହେଲା ତମର ଭିଡ଼ିଓ ଦେଖି ଲି ଓଡ଼ିଶାର ତମେ ମୁ ବି କଳାହାଣ୍ଡି ଜିଲ୍ଲା dhramgarh

  • @ramachandrahembram2665
    @ramachandrahembram2665 Рік тому +1

    Adi adi sarhaw beta r enternethinal lem dalan kana gotadisam abowaah Vignesh hum lahaa ya r Pakistan hum senoh aa

  • @rajeshpradhan3591
    @rajeshpradhan3591 Рік тому +4

    Happy journey ❤❤❤

  • @deepakkumarpanda9273
    @deepakkumarpanda9273 Рік тому +1

    Very good information u r providing brother....God bless you. 😊

  • @ansumantripathy6206
    @ansumantripathy6206 Рік тому +25

    I don't know what he is saying but doing osm work,Love U from Delhi ❤.Jay Shree Ram 15:18

    • @BIJU265
      @BIJU265 Рік тому

      He saying Odia language bother

    • @mstatuscreation784
      @mstatuscreation784 Рік тому +2

      Mujhe laga tha sirf odisha log hin dekh rahe hai ...but ab pata chala hum akele nahi hain hamare sath aur bhi hai ...Hum milke dekhenge aur bhai ko support karenge ......🤝🤝🤝

  • @tanmayakumarswain8354
    @tanmayakumarswain8354 Рік тому +1

    Jaha hau tama pain ame ate place dekhi paruchi bahut khusi.keep it up.ctc asile kahibe dekha haba

  • @biswabhusanpradhan47
    @biswabhusanpradhan47 Рік тому +5

    Beautiful video... Lots of Indian businessman stay at Kenya....

  • @singhstar830
    @singhstar830 Рік тому +2

    ପୁରା ଝାକାସ୍ ଭିଡିଓ ବନଉଛ ଭାଇ କିନ୍ତୁ ଦିନକୁ ୨ଟା ଭିଡିଓ ଛାଡ଼ିଲେ ଭଲ ହୁଅନ୍ତା! God bless you.

  • @KKPRADEEP4
    @KKPRADEEP4 Рік тому +4

    ଭାଇ ଆମର ଭଦ୍ରକ ଜିଲ୍ଲାର ନାମ ଯେତେବେଳେ ଭିଡ଼ିଓରେ ନେଉଛନ୍ତି, ସତରେ ସେତେବେଳେ ଏତେ ଖୁସି ଏତେ ଖୁସି ବର୍ଣ୍ଣନା କରିପାରିବି ନାହିଁ। Love From your home town charampa #charampa ❤❤❤

  • @MrBalmucho
    @MrBalmucho Рік тому

    Jai jagannath ଆପଣଙ୍କୁ ମହାପ୍ରଭୁଙ୍କ ଆଶୀର୍ବାଦ ଥାଉ ଏବଂ ଆପଣଙ୍କର ଭ୍ରମଣ ସବୁବେଳେ ସଫଳତା ହେଉ

  • @jpcomedyjitu5190
    @jpcomedyjitu5190 Рік тому +4

    ଭାଇ ମୁଁ ବହୁତ୍ ଖୁସି ହୁଏ ତୁମ ଭିଡିଓ ଦେଖିକି love from କେନ୍ଦୁଝର

  • @birbirsamundaproduction7673
    @birbirsamundaproduction7673 Рік тому +1

    ଭାଇ ତୁମ ଭିଡିଓ ବହୁତ୍ ଭଲ ଲାଗୁଛି, ❤❤ବାରିପଦା ରୁ

  • @subhrajyoti7809
    @subhrajyoti7809 Рік тому +3

    ସୁନ୍ଦର ପ୍ରୟାସ 👌🙏

  • @anandasahu472
    @anandasahu472 Рік тому +2

    Maa samalei tamaku khusi re rakhantu bhai

  • @premrajkumura6381
    @premrajkumura6381 Рік тому +5

    ଭାଇ ମୁଁ ବଲାଙ୍ଗିର ଜିଲ୍ଲା ର ଅଟେ ଆପଣ ଆପଣଙ୍କର fan

  • @janeshkanhar9281
    @janeshkanhar9281 Рік тому

    Laba bhai tamaku bahut bahut dhanyawad Bhai 🙏🙏🙏

  • @itssangramvlogs952
    @itssangramvlogs952 Рік тому +8

    Laba Bhai Pain Gote Like ❤ Hau 😊

  • @jibankumarnaik7278
    @jibankumarnaik7278 Рік тому +1

    ବହୁତ୍ ସୁନ୍ଦର video ଭାଈ । ଯାହା କୁହ ଲବ ଭାଈ ତୁମ video ଦେଖିକି ମୁଁ ପୁରା ମୁଗ୍ଧ । ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତୁମେ ଭଲ ରେ ରୁହ। ଜୟ ଜଗନ୍ନାଥ ଭାଈ 🙏🙏 ଭାଈ ମୁଁ ମୟୂରଭଞ୍ଜ, ବାରିପଦା ରୁ। I love odisha ❤❤

  • @RaghunathMurmu-fo1sm
    @RaghunathMurmu-fo1sm Рік тому +22

    Full support 💪💪💪💪 Lobo bhai.....joy jogonath joy odisha ❤❤❤❤❤❤❤❤❤❤❤❤❤❤❤❤

  • @samirsingh3658
    @samirsingh3658 Рік тому

    Mu aponko video agaru dekhi asichi but santalire kichhi bujhi parinothili but ebe odia re video bahut khushi laguchi .... I suport u laba bhai

  • @vandanagrawal2057
    @vandanagrawal2057 Рік тому +8

    God bless you Brother 🎉

  • @coolbeatsam
    @coolbeatsam Рік тому +2

    Congratulations Bhai 150k Complete Meet Kebe Haba Odisha Re❤ Au Amiti Video karichalo Ame dekhi Chalu😊

  • @priyankanayak772
    @priyankanayak772 Рік тому +4

    "Tama bhai ra bahut buddhi '😅😅😅
    U r so hardworking yaar❤❤
    Loads of love and good wishes for ur journey...nije th kbe ame jaiparibuni but tama through Kenya ame ghare basiki dekhiparuchu...thank you so much
    Nice nice video ❤

  • @diptiranjanpati7962
    @diptiranjanpati7962 Рік тому +1

    Super super super ok

  • @SinuDasOdiaVlogs
    @SinuDasOdiaVlogs Рік тому +5

    ଜୟ ଜଗନ୍ନାଥ ଭାଇ ❤❤❤

  • @puspanjalinaik164
    @puspanjalinaik164 Рік тому

    ଖୁବ୍ ସୁନ୍ଦର୍ l 😍 🥰 Jay Jagannath 🙏

  • @subhashreesubhalaxmibehera3966

    O God please save him....always
    Please bro don't worry....
    Our all good wishes with you.....
    Jagannath bi tuma Saha achanti....

  • @ratikantajena1986
    @ratikantajena1986 Рік тому

    Thank u ଭାଇ ଏମିତି video ବନେଇ ଦେଖାନ୍ତୁ 🙏

  • @swarnalatasharma4715
    @swarnalatasharma4715 Рік тому +5

    Hi laba beta congratulations for 150k,subscriber
    God bless you ❤❤❤

  • @SurajYtrocks
    @SurajYtrocks Рік тому

    Thanks❤ bhai ତମ ପାଇଁ ଆମ ଓଡ଼ିଶା Africa ଦେଶର କିଛି ବିଷୟ ଦେଖି ଜାଣି ପାରୁଛି ।

  • @MohinibalaSethy-iz3fl
    @MohinibalaSethy-iz3fl Рік тому +14

    Congratulations bro❤❤for 150k subscribers❤❤❤

  • @truptimayeesahu6991
    @truptimayeesahu6991 Рік тому +1

    Laba bhai tame vlog banao amaku pura world dekhao....god bless uuu.jai jagannath ...

  • @manojkumarnayak9635
    @manojkumarnayak9635 Рік тому +9

    Congratulations for 150k bro

  • @saratrout2305
    @saratrout2305 Рік тому

    Thanks bhai Jay jagannath nice video

  • @DjRAJENDRAMIX
    @DjRAJENDRAMIX Рік тому +3

    Love from Ghatagaon (Keonjhar)Odisha ❤️❤️❤️

  • @gajendraprasadsahu703
    @gajendraprasadsahu703 11 місяців тому

    Are loba tama video ra jawab nahin .. great video.. thank you ❤️❤️❤️❤️🇮🇳🇮🇳

  • @DurgaraniDas-u9n
    @DurgaraniDas-u9n Рік тому +18

    Proud of you brother
    When will you be visiting Tanzania?
    And which places will you visit there? Mikumi National Park is very nice. You can see the beauty of wildlife there. All the best from Odisha

  • @Soubhagyabhokta-fs8ze
    @Soubhagyabhokta-fs8ze Рік тому

    ଭାଇ ତମକୁ ଦେଖିଲେ ବହୁତ ଖୁସି ଲାଗୁଛି love you bhai

  • @katturider8428
    @katturider8428 Рік тому +3

    Odisha asile Celebraty banijiba ethara💯

  • @golapmanahira
    @golapmanahira Рік тому +1

    ସମୋସା ଭିତରେ ସୁଖୁଆ
    Good job bro 👌👍

  • @kpdshiba
    @kpdshiba Рік тому +8

    ଆଜି ସକାଳୁ ଉଠିଲି ଆଫ୍ରିକା ଭିଡିଓ ଦେଖିବି ବୋଲି ବୁଟ ମୋ ଫୋନ ନେଟ୍ work nothila so sad 😭😭

  • @sarojmajhi578
    @sarojmajhi578 Рік тому

    ଲବ ଭାଈ ତୁମର ଭିଡିଓ ଦେଖିବାକୁ ମସ୍ତ୍ ଲାଗୁଛି 📽️🎥🎥🤳👌

  • @sureshchandradas88
    @sureshchandradas88 Рік тому +71

    We should support Lava, the only popular international youtuber from Odisha 👍

  • @subashnayak7896
    @subashnayak7896 Рік тому +1

    Waiting for ur next vedio bro❤

  • @mission666
    @mission666 Рік тому +5

    ହେଲୋ ଭାଇ ଓଡ଼ିଶା କୁ ଟୋମାଟ ନେଇକି ଆସିବେ please ❤❤❤

  • @trilochananayak2590
    @trilochananayak2590 Рік тому +1

    🙏ଜୟ ଜଗନ୍ନାଥ 🙏
    ଲାବା ଭାଇ ବହୁତ ବହୁତ ଧନ୍ୟବାଦ ଆଜି ଦୁଇଟି vlog upload କରିଛ ମୁଁ ଆଜି ବହୁତ ଖୁସି ❤️ତମ ଯାତ୍ରା ସଫଳ ହଉ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୁଁ ପାର୍ଥନା କରୁଛି 🙏🙏🙏🙏🙏🙏🙏

  • @dutianayak-vu8ty
    @dutianayak-vu8ty Рік тому +4

    ଭାଇ, ଆଗକୁ କାନାଡ଼ା ଦେଶର ଭିଡିଓ ଆସିବ କି ନାହିଁ ଜୟ ଜଗନ୍ନାଥ 🙏🙏🙏

  • @pappuvlogs2289
    @pappuvlogs2289 Рік тому

    ଭିଡ଼ିଓ ଦେଖିକି ବହୁତ ଭଲ ଲାଗୁଚି, ବହୁତ ଆଗକୁ ଯାଅ.... ଜୟ jagann🙏❤️

  • @phaguhembramofficial
    @phaguhembramofficial Рік тому +3

    Laba ଭାଇ ପାଇଁ ❤️ like ହେଉ ।

  • @pabitramohandandia274
    @pabitramohandandia274 Рік тому

    Bahut Interesting laguchi bhai 💐

  • @goutamaghadai9066
    @goutamaghadai9066 Рік тому +3

    Proud of odisha

  • @indrapaik7629
    @indrapaik7629 Рік тому

    ଲବ ଭାଇ ମୁ ନବରଙ୍ଗପୁର ରୁ ଦେଖୁଚି ତମ ଭିଡିଓ ଦେଖିକି ବଳ ଲାଗିଲା ❤ you bhai

  • @MamaNayak-bi7zy
    @MamaNayak-bi7zy Рік тому +4

    Congratulations vai for 150k subscribers 🎉❤