ତୁ ଠାକୁରଟିଏ // Tu Thakuratia // New Jagannath Bhajan // B.Subash // MRM Music Mix

Поділитися
Вставка
  • Опубліковано 9 вер 2024
  • Song * Tu thakuratia new jagannath bhajan
    Singer * Sricharan Mohanty
    Lyricist* Subash Chandra Behera
    Music * B.Subash
    Producer * Rita Rani
    Banner * MRM Music Mix
    Music Arrangement : Nihar Ranjan ( Chiku )
    Dubbing * Sun Studio, Ctc
    Mixing : Rahul
    Special thanks : Chiku Bhai
    * All copyright reserved on MRM Music
    Mix UA-cam channel.
    Jay shree Jagannath ...
    -----------------------------------------------------------------
    ଆସ ଆସ ମହାପ୍ରଭୁ ! ଆସ ଆସ ମହାବାହୁ !!
    ଏ ସାରା ଜଗତ ଆପଣଙ୍କ ଅପେକ୍ଷାରେ । ବିଳମ୍ବ କାହିଁକି କର ଚକାନୟନ । କିଏ କରୁ ବା ନ କରୁ ଅପେକ୍ଷା .... ମୁଁ କିନ୍ତୁ ଅପେକ୍ଷା କରିଛି ଜନମ ଜନମ ପାଇଁ । ମୁହଁ ଖୋଲି କହିବାର କିଛି ଆବଶ୍ୟକତା ନାହିଁ । ତୁମେ ଜାଣ ମୁଁ ଜାଣେ । ଆମ ମଧ୍ୟରେ କି ସମ୍ପର୍କ ....💐
    ବେଶୀ ତ ନାହିଁ ଫରକ ମୋ ତୁମ ଭିତରେ ... ଖାଲି ଏତିକି । ତୁମେ ଠାକୁର ଆଉ ମୁଁ ଭକତ ।
    ସେଥିପାଇଁ ତ କବି ରୂପି ଭକତ କହେ -
    ତୁ ଠାକୁର ଟିଏ .... ମୁଁ ଭକତଟିଏ ...
    ତୋ ମୋ ଭିତରେ ଫରକ ଏତିକି
    ତୁ ସ୍ଥିତ , ମୋର ବିଲୟ ଘଟେ ....
    ତୁ ଠାକୁର ଟିଏ ...... ମୁଁ ଭକତ ଟିଏ ....👌
    ସକାଳରୁ ସଂଜ ତୋ ବେଢା ଭିତରେ
    ଲାଗିଯାଏ କେତେ ଗହଳ....
    ଗରୁଡ଼ ପାଖରୁ ବାଇଶୀ ପାହାଚ
    ମଣିମା ହେ ରଖ ରଖ ....
    ଆନନ୍ଦ ବଜାରେ ତୋ ଅବଢ଼ା ଭାତ
    ହୁଏ କେତେ କିଣା ବିକା....
    ଭୋକିଲା ପେଟକୁ ଦି ଓଳି ଦି ମୁଠା
    ମୀଳେନି ବାସି ଅଇଁଠା...
    ନିତି ଜୀବନରେ ନ ଭଜିଲେ ତୋତେ
    ଏ ଜୀବନଟା ବେସୁରା ଲାଗେ ..….
    ତୁ ...ଠାକୁରଟିଏ ମୁଁ ଭକତଟିଏ ....👌👌
    ମୋ ଖଞ୍ଜା ରେ କିନ୍ତୁ ବାରି ହୁଏ ନାହିଁ
    କେବେ ରାତି କେବେ ଦିନ ......
    ଦୁଃଖ ମୋର ଯେତେ ସୁଖ ମୋର ସେତେ
    ରଖିଛୁ ରଖିବୁ (ମୋ) ମାନ ....
    ସବୁ ତୋର ବଡ ଭାଗ୍ଯ ମୋର ଛୋଟ
    ପ୍ରଭୁ ତୁ... ମୁଁ ଅକିଂଚନ ....
    ମାଗିବା ଆଗରୁ ଦେଇ ଦେଉ ମୋତେ
    ବୁଝି ପାରୁ ତୁ ଭକତ ମନ .....
    ସବୁ ଆଶା ଇଚ୍ଛା ପୁରି ପୁରି ଯାଏ
    ମୁଁ ଯେବେ ତୋତେ ଦେଖି ଦିଏ ....
    ତୁ ଠାକୁରଟିଏ ମୁଁ ଭକତଟିଏ ......👌👌
    ****************************
    * ଆଶା କରିଛୁ - ଆପଣମାନେ Music ସହିତ ଏ ଭାବପୂର୍ଣ୍ଣ ଭଜନଟିକୁ ଅବଶ୍ୟ ସହଜରେ ଗାଇ ପାରିବେ ଓ ମତାମତ ରଖିବେ ।
    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ।
    ନୟନପଥଗାମୀ , ଭବ ତୁମେ !! 💐
    ଶ୍ରୀ ଗୁଣ୍ଡିଚା ଯାତ୍ରା :- ୨୦୨୨ ( ଶୁକ୍ରବାର )
    *************-------------***************
    #tu_thakuratia_new_jagannath_bhajan
    #newodiabhajan2022
    #allodiahitsongs #mrm_music_mix
    #sricharansongs
    #sricharan_mohanty_tu_thakuratia
    #sricharan
    #sricharanmohanty
    #sricharanmohantybhajan
    #sricharan_mohanty_bhajan_hits
    #sricharan_bhajan
    #sricharan_hanuman_bhajan
    #srichsrsn_mohanty
    #sricharan_songs
    #bsubash
    #subash_chandra_behera
    #allodiabhajan
    #newodiabhajansong
    #newjagannathbhajan
    #jagannathbhajan
    #latestodiasong
    #shreejagannathbhajan
    #shreejagannathdarshan
    #sricharanmohanty
    #new_odia_bhajan
    #allodiahitsongs
    #humane_sagar_odia_bhajan
    #humane_odia_bhajan
    #mantuchhuria_song
    #mantuchhuria_odia_bhajan
    ll ANTI-PRIVACY WARNING II
    This content is copyright to mrm music mix. Any unauthorized reproduction, redistribution and re-upload is strictly prohibited. Legal action will taken against those who violate this copyright material present !!

КОМЕНТАРІ • 12

  • @purnachandrajena4755
    @purnachandrajena4755 2 роки тому +1

    ଅତି ସୁନ୍ଦର ଲେଖା ...👌

  • @rdcreationodia8997
    @rdcreationodia8997 2 роки тому +1

    ତୟ ଶ୍ରୀ ଜଗନ୍ନାଥ ।

  • @pradoshmohanty8201
    @pradoshmohanty8201 2 роки тому +1

    Jay Jagannath

  • @benudharjena6241
    @benudharjena6241 Рік тому +1

    Very nice

  • @chinmayakumarsahoo7620
    @chinmayakumarsahoo7620 2 роки тому +1

    JAY Jagannath. Bhabara Bhajan 🙏

    • @MRMMUSICMIX
      @MRMMUSICMIX  2 роки тому +1

      ଶ୍ରୀ ଜଗନ୍ନାଥ ଆପଣଙ୍କ ଅନାଗତ ମୂହୁର୍ତ୍ତ ସବୁକୁ ଶୁଭ କରନ୍ତୁ , ଏହି କାମନା ।

  • @saibabaproductionodia
    @saibabaproductionodia 2 роки тому +1

    ଜୟ ଜଗନ୍ନାଥ 🙏🙏🙏👌🏻

    • @MRMMUSICMIX
      @MRMMUSICMIX  2 роки тому

      ଶ୍ରୀ ଜଗନ୍ନାଥ ଆପଣଙ୍କ ଚଲାପଥ ସୁଗମ କରନ୍ତୁ ।
      Saibaba production odia ର ଶୁଭ କାମନା ବି କରୁଛୁ ।

  • @dipteecreationodia
    @dipteecreationodia 2 роки тому

    I like this vajan . What do you think about ..... Comment please .

  • @dipakbehera9419
    @dipakbehera9419 2 роки тому +1

    Jay jagannath

    • @MRMMUSICMIX
      @MRMMUSICMIX  2 роки тому +1

      ଆପଣଙ୍କ ଆଗାମୀ ପଥ ଶୁଭ ହେଉ , ଏହି କାମନା କରୁଛୁ ।