#travel

Поділитися
Вставка
  • Опубліковано 9 лют 2025
  • Travel Location: Sitakunda #sitakunda #similipal
    Forest : Similipal (Mayurbhanj)
    #odishatourism #mountains #waterfall #baripada #mayurbhanj
    ଓଡିଶା ର ପର୍ଯ୍ୟଟକ ଜାଗା ମଧ୍ୟରୁ ସିମିଳିପାଳ ସୀତାକୁଣ୍ଡ ଅନ୍ୟତମ ଅଟେ | ତେବେ ଆକସ୍ମିକ ଭାବେ ଆମେ ଆଦର୍ଶ ଏବଂ ମୁଁ ବାହାରି ଯାଇଥିଲୁ ଶିମିଳିପାଳର ସୀତାକୁଣ୍ଡ ଆଉ ଲୁଲୁମ| ଏତେ ଖରା ପାଗରେ କିନ୍ତୁ ସେଦିନ ବାରିପଦାରେ ଥିଲା ବର୍ଷା | ଝିପିଝିପି ବର୍ଷା ସାଙ୍ଗକୁ ଶିମିଳିପାଳ ଜଙ୍ଗଲର ସୌନ୍ଦର୍ଯ୍ୟ ଆମର ଖୁସିକୁ ଆହୁରି ବଢ଼େଇ ଦେଇଥିଲା | ବାରିପଦା ସହରରୁ ମାତ୍ର 20 km ଦୂରରେ ଅବସ୍ଥିତ ଏହି ଦୁଇ ପର୍ଯ୍ୟଟନ ସ୍ଥଳୀ | ଆପଣ ନିଜ BIKE କିମ୍ବା CAR ରେ ଏବଂ TAXI, AUTO କିମ୍ବା CAB କରି ଯାଇପାରିବେ ଏହି ସ୍ଥାନ କୁ | ତେବେ VIDEO ଟି ପୂରା ଦେଖି କୁହନ୍ତୁ ଆପଣଙ୍କୁ କେମିତି ଲଗିଲା ଆଉ ଭଲ ଲାଗିଲେ ମୋ channel କୁ ଟିକେ subscribe କରିଦିଅନ୍ତୁ |
    ରହିଲି ଭାଇମାନେ!
    ଦେଖା ହେବା ପୁଣି next video ରେ, ଗୋଟେ ଭଲ ଜାଗା ନେଇ |
    " ଜୟ ଜଗନ୍ନାଥ 🙏 ♥️ "

КОМЕНТАРІ •