ମସଜିଦରେ ରାମ ନାମ ଚାଲିଗଲା ଜୀବନ | Jagannath Mahima | Dr. Ashutosh Prasad Mishra | Odisha 365
Вставка
- Опубліковано 20 вер 2024
- || ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଏକ ସତ୍ୟ ଘଟଣା ||
ରାମ ନାମରୁ ରାମ ନାମ ସତ୍ୟ ହେ
-----------------
"ବାବୁ ନାକଶିରୀ ଦାନ ଯୋଗ୍ୟ ଯୋଷାକୁ
ବିହର କାନନ କର ଆଲିଙ୍ଗନକୁ"
(1)ପ୍ରଥମ ଅର୍ଥ ଯାହା ଲକ୍ଷ୍ମଣ ବୁଝିଲେ :
ବାବୁ =ସାନ ଭାଇକୁ ସମ୍ବୋଧନ
ନାକ ଶିରୀ ଦାନ ଯୋଗ୍ୟ =ନାକର ସୌନ୍ଦର୍ଯ୍ୟ ଛେଦନ ଯୋଗ୍ୟ
ଯୋଷାକୁ =ରମଣୀକୁ (ରମଣୀର )
ବିହର କାନ = କାନ ହରଣ କର ଅର୍ଥ କାନ କାଟି ଦିଅ
ନକର ଆଲିଙ୍ଗନକୁ =ଆଲିଙ୍ଗନ କର ନାହିଁ l
(2)ଦ୍ୱିତୀୟ ଅର୍ଥ ଯାହା ସୂର୍ପଣଖା ବୁଝିଲା :
ବାବୁ =ସାନ ଭାଇ କୁ ସମ୍ବୋଧନ
ନାକ =ସ୍ୱର୍ଗ,
ଶିରୀ = ସୁଖ
ଦାନ =ପ୍ରଦାନ କର
ଯୋଗ୍ୟ ଯୋଷାକୁ = ଏପରି ଉପଯୁକ୍ତ ସ୍ତ୍ରୀ ଵା ସୁନ୍ଦରୀ ନାରୀ କୁ
ବିହର କାନନ =ବନରେ ବିହାର କର
କର ଆଲିଙ୍ଗନକୁ = ଆଲିଙ୍ଗନ କର ଵା ପ୍ରେମରେ କୁଣ୍ଢାଅ l
-------------
Dr. Ashutosh Prasad Mishra
Jagannath Mahima
Odisha 365
-------------
230524 JM Dr Ashutosh Prasad Mishra Masjidre Ramanama Chaligala Jibana
If You Like Our Content
Join this channel to Support our work:
/ @odisha365
#odisha365 #jagannathmahima #drashutoshprasadmishra #jagannath #jagannathstory #ramanama
ଓଡ଼ିଶା ର ଦିଅଁ ଙ୍କ ଲୀଳା ଯେମିତି ଅଭେଦ୍ୟ ସେହିପରି ଭାବେ ଉତ୍କଳ ସାହିତ୍ୟ ସେମିତି ଗହନ ଓ ଅଭେଦ୍ୟ
ଜୟ ଜଗନ୍ନାଥ ସ୍ଵାମୀ ସାର୍ 🙏🙏 ମୁଁ ସର୍ବଦା ପ୍ରତ୍ୟେକ ଦିନ ଗୁରୁବାର ଦିନ ଚାତକ ଭଳି ଚାହିଁ ରହିଥାଏ।ଆପଣଙ୍କ କଣ୍ଠେ ପ୍ରଭୁ ଜଗନ୍ନାଥଙ୍କ ବାସ। ମୁଁ ଆପଣକଂ କଣ୍ଠରୁ ପ୍ରବଚନ ଶୁଣିବା ପାଇଁ ସର୍ବଦା ବ୍ୟାକୁଳ ହୋଇ ରହିଥାଏ। ଆପଣକୁ କାଳିଆ ସାଆନ୍ତ ଘଣ୍ଟ ଘୋଡାଇ ରଖିଥାନ୍ତୁ।🙇
🙏🏻ୟେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ସ୍ତଥୈବ ଭଜାମ୍ଯହଂ🙏🏻 ଭଗବାନ ଗୀତା ରେ କହିଛନ୍ତି ମୋତେ ଯିଏ ଯେମିତି ଭାବେ ଭଜେ ମୁଁ ତାକୁ ସେମିତି ଭଜେ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🏻
Jay jay shree manima Sante nkara jay heu hai maha bahu tuma charane koti koti dandbat pranam hai kripa mayi maaa mora tume hi saha 🙏🌹🙏🌹🙏🌹🙏🌹🙏🌹🙏
Dil Garden Garden Ho Gaya ❤ Jai Shree Jagannath
ଆହା ଅତି ସୁନ୍ଦର । ଉତ୍କଳିୟ କବି ଏବଂ ତାଙ୍କର ଶବ୍ଦ ଚାତୁରି ।
Iswar allaha tere nam jay jagganath 🙏🙏🙏🙌🙌🙌🙌🌺
Jay Jagannath 🙏🙏🙏
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
Jaya Rajiba Lochana Prabhu pranapriya Jaya Sitarama Jaya
ହେ ମଣିମା ମହାବାହୁ ତୁମ ଶ୍ରୀ ପୟର ରେ କୋଟି କୋଟି ଅନନ୍ତ କୋଟି ଦଣ୍ଡବତ ପ୍ରାଣାମ ❤️🙏❤️
ଆହା ! ଧନ୍ୟ ଖାଁ ଶାହବ , ଧନ୍ୟ ସେ ମୁସଲମାନ ଭକ୍ତ .... ସତରେ ଭକ୍ତର ଧର୍ମ ନଥାଏ , ସେ ପ୍ରଭୁଙ୍କୁ ଡାକିବାକୁ ମନ୍ଦିର କିମ୍ବା ମସଜିଦ ର ଭେଦ କରେ ନାହିଁ ... ଏବଂ ମଣିମା ଭକ୍ତର ଡାକ ଶୁଣିବାକୁ ସ୍ଥାନ କାଳ ପତ୍ର ଲୋଡ଼ନ୍ତି ନାହିଁ !!! ଶବ୍ଦହୀନ ! ଅଦ୍ଭୂତ ... ଆହା ! ଆଜିର ତଥା କଥିତ ଧର୍ମାନ୍ଧ ଭକ୍ତ ମାନେ ହୃଦୟଙ୍ଗମ କରିପାରନ୍ତେ କି !
ଜୟ ଜଗନ୍ନାଥ
Om Jay shree Jagannath Swami Nayana Patha gami bhaba Tume ❤️🙏❤️❤️❤️ 🙏🙏🙏🙏
Satya nam satya ram 🙏🙏🙏
Koti Pranam to Jagannath Mahabahu
Jai shree Jagannath 🙏🕉️❤️🪔
Jay jagannath 🙏🙏🙏🌹🌹
ଶତ ଶତ ପ୍ରଣାମ ମହାଶୟ
Ama Mahaprabhu hin emiti. Se lilamaya .Se bada jadugara. Se icchamaya. Se krupamaya. Jay shree Jagannath 🙏🏻🙏🏻🙏🏻🙏🏻
ମହାପ୍ରଭୁ ହେ!ତୁମ କୋମଳ ଶ୍ରୀଚରଣ କମଳରେ ରେ ଅନନ୍ତ କୋଟି ପ୍ରଣାମ ମଣିମା ❤️🙏❤️
🐚JAY SHREE JAGANNATH⭕ ⭕🔔🐚☀🌴🥥🌿🥥🌿🌼🌼🌼🌿🌺🌺🌺🌿🌹🌹🌹🌿💐🐘🦚🤗
Jay Shree Jagannath🙏🙏🙏🙏🙏 🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴
ଜୟ ମଣିମା🙏🙏🙏🙏🙏🙏🙏
ଏହା ଚାଳିଶ ବର୍ଷ ତଳର ଘଟଣା। କିନ୍ତୁ ଯେତେଦୂର ମୋର ମନେ ପଡୁଛି ଗତବର୍ଷ ରାମନବମୀ କିମ୍ବା ହନୁମାନ ଜୟନ୍ତୀ ( ଠିକ୍ ଭାବେ ମନେ ପଡୁନି ) ସେଠି ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।
Jai shree jagannath 🕉️🙏🙏🙏🙏🙏🙏🙏
ଜୟ ଶ୍ରୀ ରାମ
Mo prabhu jagannath 🙏🙏🙏
👏💐 ।। ଜୟ ଜଗନ୍ନାଥ ମହାପ୍ରଭୁ !! 👏💐
ଜୟ ଜୟ ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥ ❤
Jai jagannath... Laxmi maa...🪔🙏.......
🙏🇲🇽💝 Jay Sadgurudev 💝🇲🇽🙏
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏
Mo mahaprabhu ❤❤❤
Jay Jagannath Swami 🙏🙏🙏🙏🙏🙏🙏🙏🌹
Jay Jagannath Swami Nayana Pathgami Bhawa Tume.🙏🏻🙏🏻🙏🏻
Pranam Bhaina 🙏🏻
Ashutosh Vai Jay Jagannath 🙏🙏
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
Prabhu nka lila 🙏
Jai Jagannath ❤️ ❤️ 🙏🙏🪷
🙏🇲🇽💝 Jay Jagannath 💝🇲🇽🙏
ଆପଣଙ୍କୁ ଶ୍ରବଣ କରି ମନରେ ଅପାର ଶାନ୍ତି ଅନୁଭବ କରୁଛି। ସତରେ ଜଗନ୍ନାଥ ମହାପ୍ରଭୁଙ୍କ ଅପାର କରୁଣା ଆପଣ ଲାଭ କରିଛନ୍ତି । ଜୟ ଜୟ ଜଗନ୍ନାଥ 🙏🙏🙏
jai Jagannath swami nayan path gami bhaba tume 🙏 🙏 🙏 🕉️ 🕉️ 🕉️
Jay jagannath swami 🙏🏻🙏🏻🙏🏻🙏🏻🙏🏻
Jai jagannath mahaprabhu 🙏🙏🙏
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଭଗବାନ ଆପଣଙ୍କୁ କଲ୍ୟାଣ କରନ୍ତୁ ନମସ୍କାର।
JAY JAGANNATH🙏❤🙏❤
Am mahaprabhu🎉❤
Jay sri mahaprabhu kara Jay hou
Jay Jay shree Jagannath mahaprabhu
ଜୟ ଶ୍ରୀ ରାମ ନମଃ
ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ 🕉️🙏🕉️🙏🕉️🙏🕉️🙏🕉️🙏🕉️🏵️🌷🌺🚩🌼🌿💮🥀⭕‼️⭕
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
ଓମ ନମଃ ଭଗବତେ ବାସୁଦେବାୟ ନମଃ
Ram ram
MAHAPRABHU HEY 👋 🎉🎉🎉🎉🎉🎉🎉..........
Au kichhi kahibar nahin jai jagannath 🥹🥹🥹🥹🥹🙏🏼🙏🏼🙏🏼⭕‼️⭕🪔
Jay shree Jagannath
ଜୟ ଜଗନ୍ନାଥ ଭାଇ
ଭାରତୀୟ ଉପ-ମହାଦେଶ ( Indian Subcontinent ) ରେ ଯେତେ ମୁସଲମାନ, ଖ୍ରୀଷ୍ଟିଆନ, ତଥା ଅନ୍ୟାନ୍ୟ ଅଣ ହିନ୍ଦୁ ଧର୍ମାବଲମ୍ବୀ ଅଛନ୍ତି , ସମସ୍ତଙ୍କର ପୂର୍ବପୁରୁଷ ହିନ୍ଦୁ ଥିଲେ।
At shree Jagannath baba sir thanks bhalare thantu
Jai Jagannath
Jai sri Ram, Jai jagannath
ବଡ ଦୟାଳୁ ଠାକୁର ସେ।
Jay Jay jagannath 🙏♥️
Jay sri jagannth sir 🌹🙏🙏🙏🙏🙏🙏🙏🙏🙏🙏🙏.....
ଜୟ ଶ୍ରୀ ରାମ ଲକ୍ଷ୍ମଣ ଜାନକୀ ଜୟ ବୋଲ ମହାବୀର ହନୁମାନ କି ଜୟ ଜୟ ଜଗନ୍ନାଥ ❤❤❤❤
Pranam 🙏
Jay Jagannath 🙏🙏🙏🪔🪔🪔🌿🌿🌿🌹🌹🌹
Radhe radhe 🙏🙏♥️🙏🙏
ଧନ୍ୟ ସେ ମୁସଲମାନ ଭକ୍ତ। ଆମ ମହାପ୍ରଭୁଙ୍କ ର ଲୀଳା ଅନନ୍ଯ। ଜୟ ଜଗନ୍ନାଥ 🙏
Jay shree jagannath 🙏🙏🙏🙏🙏
Jay Jagannath ❤
Jay jagannatha Swami Nayan patha gami bhaba tume charane saran
Lord of the Beginning Sri Maha Ganapati, Lord of the Multiverse Sri Mahaprabhu Jagannath, Protector of the Multiverse Sri Hanuman, Kshetrapaal of the Multiverse Sri Kaalbhairav and Mother of the Cosmos Maa Lalita Maha Tripurasundari ko mera koti koti sastang dandvat pranam
Jai Jai Sri Maha Ganapati
Jai Jai Maa Lalita Maha Tripurasundari
Jai Jai Maa Adi Parashakti
Jai Jai Jagat Maa Mahamaya
Jai Jai Jagat Pita Sadashiv
Jai Jai Kaalbhairav
Jai Jai Mahakaal
Jai Jai Mahakaali
Jai Jai Mahavishnu
Jai Jai Mahalakshmi
Jai Jai Brahmadev
Jai Jai Maa Mahasaraswati
Jai Mahaprabhu Nirakar Param Brahma
Jai Jai Mahaprabhu Jagannath
Maryada Purushottam Ram Teri Sada Jai Ho Bhagwan
Ram Lakshman Janki Jai Bole Mahakaal ki
Jai Jai Sri Ram
Jai Jai Sri Janki
Jai Jai Sri Krishna
Jai Jai Sri Radhe
Jai Jai Sri Kalki
Jai Jai Sri Vaishno
Jai Jai Sri Balabhadra
Jai Jai Bharat
Jai Jai Hind
Bharat Maa ki Jai
JAY JAGANNATH SWAMI NAYAN PATH GAMI BHABA TUME 🪔🪷🤭
Jay jaganath
Jay jaganth.
ଜୟ ଜୟ ଶ୍ରୀ ରାମ 🙏🏻🙏🏻🌹
🙏🙏🙏🙏🙏🙏
Jay Jagannath bhai
🙏🙏🌹ପ୍ରଣାମ. ଜୟଜଗନ୍ନାଥ
Sir jay jagarnnath
ମୁସ୍ତାକ୍ ଅହମ୍ମଦଙ୍କ ସହ ଏକ ସାକ୍ଷାତକାର ଭିଡିଓ upload କରନ୍ତୁ।
Bhagaban Rama nka nama ra se madhurya achhi...au se mlechha hele b thakura tanku Krupa Kari sadgati dele.....bahut sunder upakhyana tie kahile ..Jay jagannath..🙏🙏🙏🙏
🙏🌹🙏
Mo mahaprabhu charane saran Jay Sri jagannath swami 🎉
🚩🙏 ମହାପ୍ରଭୁ 🙏🚩
Ramachandra Raghunath Ramachandra Jagannath 🙏
Jaya Jaganatha.
ଖୁବ ସୁନ୍ଦର ଭାବେ ମୁସ୍ତକ ଅହମଦ ଖାନ ଙ୍କ କଥା କୁ ଶୁଣାଇଲେ 🙏 ଜୟ ଜଗନ୍ନାଥ 🙏
ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ କୋଟି କୋଟି ପ୍ରଣାମ
ମୋ କାଳିଆ ସାଆନ୍ତେ
ଏଇ କଥା ଶୁଣି ମନ ଆନନ୍ଦରେ ଭରିଗଲା । ଓଡ଼ିଶାରେ ଏଇଭଳି ଭାଇଚାରା ପ୍ରକୃତରେ ନିଆରା । ଜୟ ଜଗନ୍ନାଥ 🙏
Radhe Radhe
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ 🌹🙏🌹🙏🌹🙏🌹
Sir apana bahut late re vdo anuchanti...😢😢😢😢. Apanaka vdo dekhile luha asijae. Apana every week re vdo send karantu please
ପ୍ରତିଦିନ ସନ୍ଧ୍ୟାରେ ଭିଡ଼ିଓ ଆସୁଛି, ଆପଣ ତାକୁ ଦେଖୁନାହାନ୍ତି କି
Rajalakshmi
Se sabu musalman guda Hindu ru converted heithile bapa gosa bapa Amala ru ta antara vitare Rama nama Prema rahi. aasichhi . . .
Jai jagannath... Laxmi maa...🪔🙏.......
ଜୟ ଜଗନ୍ନାଥ 🪔🪔🪔🪔🙏🙏🙏🙏🙏
Jay Jagannath 🚩🙏🏻🙏🏻🙏🏻
Jai jagannath