Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Jay sree guruswami
ଜୟ ଗୁରୁ ସ୍ୱାମୀ
Bahut sundar alochana thila agnya pronam
Guru Swami ji bhai.
Jay sree charama natha❤🙏🪔🙏🪔🙏❤
ପୁର୍ଣ୍ଣ ସ୍ଯ ପୂର୍ଣ ମାଦାଯ୍ଯ ପୂର୍ଣ ମେବା ବସିସ୍ଯତେ ।। ଜୟ ଶ୍ରୀ ହରିଃ ।। ନମୋ ନାରାୟଣ। ।🙏🙏🌷🌷
ଶ୍ଲୋକକୁ ଅଧା ଲେଖିଲ ଯେ, ଭୁଲ୍ କରିଲେଖିଲ ..ଏମିତି ବି ବ୍ୟାକରଣ ଅନୁଯାୟୀ ଭୁଲ୍ଅଛି. ସଂଶୋଧନକରିଲେଖ .
Bed.sabutharu.vhal
Bed ନୁହେଁVeda (ବେଦ)
Bhai charama 1ru 50 full bakhya kale bhala huanta
ଗୁରୁ ସ୍ଵାମୀ ଭାଇ । ବହୁତ୍ ସୁନ୍ଦର ଭାଇ , ଠାକୁରଙ୍କ ବିଷୟ ରେ ଆଉ କିଛି ଜାଣି ବାକୁ ଇଚ୍ଛା ହେଉଛି ।
Guru swami bhaiAati sundar Jay shree shree charama natha namaha
Guruswami Pronam,
Guru swmi
😮omm shree shree shree keshab narayan guru swami agyan
Jay Guru Swami
Guruswami bhai 🙏🙏🙏 t
Sound clear Kara Bhai
Guru Swami🙏🌹🙏
Guruswumi bhai thakuranka Sarala bhakti Prachar karantu
Jayguru🎉jayguruswamipranam🎉❤❤❤❤❤🎉🎉🎉🎉🎉🎉 2:14 2:15
Guruswami 🙏🏻🙏🏻🙏🏻🙏🏻
Guruswami charama natha ki jay jaria kulia ki jay
🙏🙏🌷🌷ପ୍ରଳୟ ପୟୋଧି ଜଲେ ଧୃତ ବାନସି ବେଦଂ,...... କେଶବ ଧୃତ........ ଦଶ ଅବତାର.... ଜୟ ଜଗଦୀଶ ହରେଃ ।। ଜୟ ଶ୍ରୀ ଜଗନ୍ନାଥ । ଜୟ ଶ୍ରୀ ଶ୍ରୀ ଶ୍ରୀ କେଶବ ନାରାୟଣ , ଜୟ ଜୟ ମହାପ୍ରଭୁ, ଜୟ ଜୟ ଜୟ ହେ ମହାବାହୁ , ହେ ପରମେଶ୍ୱର, ଶ୍ରୀ ରଂଗା ଚରଣ ଜୁଗଲରେ ଅନନ୍ତ କୋଟି ଆଭୁମ ସାଷ୍ଟାଂଗ ପ୍ରଣିପାତ ।। 🌷🌷🌷🌷🌷🌷🌷🙏🙏🙏🙏🙏🙏
Bahut sundar alochana.Dhanyabad bhai
Jay gurus wami bisar mahanti prabhu nka bramha anithile
Guru Swami ❤
Bhai sir nka mobile number milipariba ki
ଗୁରୁସ୍ୱାମୀ ମହାଶୟଙ୍କ ସହ କଥା ହୋଇ ଦେବି
Thank you bhi no please
@@dhanajaymallik9237 8328870957 re call କରନ୍ତୁ।
Thank you bhai
ଗୁରୁ ସ୍ବାମୀ ଭାଇ, check mic
Jay gurudev GURUSWAMI
Guruji keshba
Thanks
Guruswami
ଆପଣ ବିତୁଣ୍ଡା ଯୁକ୍ତି ବାଢ଼ି ନିଜର ଓଜନ ହରାଉଛ ।ଭୟ କରୁଛ କଥା ହେବାକୁ ।ସମାଲୋଚନା କରି ଧିରେ ରହି ପାରିବନି ।ଆମେ ଜାଣି ଥିବାରୁ ଆପଣଙ୍କୁ ଆହ୍ବାନ କରୁଛୁ । ବୀର ପୁରୁଷ କା ପୁରୁଷ ନୁହଁ ।
ତୁମ ସହ କାହିଁକି ଆମେ କଥା ହେବୁନି ।କୋଉ କ୍ଷେତ୍ରରେ ବକ୍ତା ମହାଶୟ ଓଜନ ହରାଉଛନ୍ତି।ଆପଣଙ୍କର ଗୁଣ ପିଣ୍ଡର ଯୋଗ୍ୟତା ନ ଥିବାରୁ ଆପଣ ବୁଝିପାରୁ ନ ଥିବାରୁ କଣ ଈଶ୍ୱରଙ୍କର ଦୋଷ ନା ନା ଆପଣଙ୍କର ସଂସ୍କାରର ଦୋଷ।ସମଲୋଚନା ଆମେ କାହିଁକି କରିବୁ ଆମେ ଶାସ୍ତ୍ରୀୟ ଆଲୋଚନା କରିଛୁ ।ଜ୍ଞାନୀ ସିନା ଜାଣେ ଜ୍ଞାନର ମହତ।ଆହ୍ୱାନ କଣ ଯୁଦ୍ଧ କରିବାକୁ ଡାକୁଛ।ଆମେ ଡାକୁଛୁ ।ଫୋନ no ଦେଉଛୁ ଫୋନ କରି ଆସ ଜ୍ଞାନର ତତ୍ତ୍ୱର ଆଲୋଚନା କରିବେ 8328870958
ଠିକ୍ ଗୁରୁସ୍ୱାମୀ ଭାଇ
🙏
ସ୍ୱାର୍ଥୀ ସ୍ୱାର୍ଥମ୍ ନ ପଶ୍ୟତି .. ***** ସ୍ୱାର୍ଥଥିଲେ ବିବେକ ଅନ୍ଧ. ସ୍ବାର୍ଥଥିଲେ ବିବେକ ମୂକ .ସ୍ବାର୍ଥଥିଲେ ବିବେକ ବଧିର .ଆଉ ଅଧିକା କିଛି ଲେଖୁନି ,ବୁଝିପାରିଲେ ତମର ମଙ୍ଗଳ. ****ଯାଦୃଶୀ ଭାବନା ଯସ୍ୟ.. ସିଦ୍ଧିଭର୍ବତି ତାଦୃଶି ... ***କହିଲେ କହିବୁ କହୁଚି ...!! ସତ୍ୟ କହିଦେଲେ ତ ... ତତେ କଙ୍କଡାବିଛା ଦଂଶୁଚିତୁ ବିଚଳିତ ହେଉଛୁ ...୧୦୮ ଉପରେ ପାରଦ ବଢ଼ୁଚି.ଖାଲିବିନ୍ଧା ଛିଟିକା ଯନ୍ତ୍ରଣାହଉଚି ... ଏମିତି ଅବାନ୍ତର ଅଲଣା, ଅଶାସ୍ତ୍ର ଅତଥ୍ୟ, ମାନ୍ୟତାହୀନ ଗପଶୁଣିଶାସ୍ତ୍ରବିତ୍, ବିଦ୍ୱାନି, ପଣ୍ଡିତ ମାର୍ଗଦର୍ଷୀକିପ୍ରକାର ଜବାବ ରଖିବେ ...!!ତୁ ନିଜେ କୁହ ...ଆମେ ଜାଣିଛୁ , ତମର ଅର୍ଥହୀନ କାହାଣୀ ଗପର ମାନେ କିଛି ବି ନାହିଁ . ...!!!ଜଗନ୍ନାଥଙ୍କୁ ଟିକିଏ ଜାଣିବାପାଇଁଆଦିଶଙ୍କରାଚାର୍ଯ୍ୟ ସର୍ବସ୍ବଭୁଲିଦିନରାତିଏକ କରିଦେଇଥିଲେ .ତୁଳସୀଦାସ ,ଗଣପତିଭଟ୍ଟ,କବୀରନାନକ, ସାଲବେଗ ,ବନ୍ଧୁମହାନ୍ତି,ପଠାଣିସାମନ୍ତ , ଦାସିଆବାଉରୀଇତ୍ୟାଦିଙ୍କର ଅନେକ କିମ୍ବଦନ୍ତୀ ଅଛି .ଖାଲି ସେତିକି ନୁହେଁ ....!!ଜଗନ୍ନାଥଙ୍କ କାଞ୍ଚି ଅଭିଯାନରେ .. "ମାଣିକ ଗୌଡୁଣି" ଜ୍ୱଳନ୍ତ ପ୍ରମାଣ .ପଞ୍ଚସଖା ମାନେ ହିଁ ଜଗନ୍ନାଥଙ୍କ ,ଠାରେ ସାଷ୍ଟଙ୍ଗ ନତମସ୍ତକ ..ଶ୍ରୀଚୈତନ୍ୟ ଦେବଙ୍କୁ ସାକ୍ଷାତ୍, ନାମରାଧା କହନ୍ତି .ସେଦିବ୍ୟାତ୍ମା ଦାରୁବ୍ରହ୍ମଙ୍କଠାରେ ତଲ୍ଲିନ୍ନ.ଆହୁରି ଶୁଣରେ ଅପାଣ୍ଡବେ....?? ଏ ଦାରୁଙ୍କଠାରେ ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ ଦୃଶ୍ୟମାନ ନହେଲେ "ଦାରୁ"ମହାଦାରୁର ମାନ୍ୟତା ହୁଅନ୍ତି ନାହିଁ .ଏ ଜାଗତିକର ମହାଦୃଶ୍ୟକୁ ଅଧୁନା ବିଶ୍ଵବାସୀ ସ୍ଵଚକ୍ଷୁରେ ଦେଖୁଛନ୍ତି . *****ଏବେ ସାମାଜିକମିଡିଆରେ ଦୃଶ୍ୟମାନ କେତକ ଅଧାପାଠୁଆ , ଅଜ୍ଞାନ,ମ୍ଲେଛ ଏ ସାମାଜିକ ମିଡିଆରେ ,ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେନଜାଣି କିଛି ଅଲଣାଗପ ଗପୁଚ .ତମକୁ ବ୍ରହ୍ମଘାତକ ଦୋଷ ଲାଗିବ .ତମକୁ ଗୁରୁଚଣ୍ଡାଳ ଦୋଷ ଲାଗିବ . ଶ୍ରୀଜଗନ୍ନାଥ କୁଆଡେ " ଜଡ "....!!ତମଗାଁ କେଶବକୁଆଡେ" ଚେତନା" ..!!ତମକଳଙ୍କିତ ଭାବନାକୁ ନିଆଁଲଗେଇ ଦିଅ .ନହେଲେ ତମବିକୃତ ଆତ୍ମାରମୁକ୍ତି ନାହିଁ . ଭୂତ ପ୍ରେତପିଶାଚ ହେଇଘୁରିବୁଲିବ . ହଁ କେଶବ ଏକ ଶୁଦ୍ଧଆତ୍ମାର ବ୍ୟକ୍ତିତ୍ଵ ,ତାଙ୍କୁ ଜଗନ୍ନାଥ କହିବା ମହାପାପ ତାଙ୍କୁ ବ୍ରହ୍ମାଣ୍ଡର ଗୁରୁଭାବିବା ନିରଥର୍କ .ସେ ବେଦ, ଶାସ୍ତ୍ର ଜାଣନ୍ତି ନାହିଁ ବୋଲିସେମଞ୍ଚରେ ନିଜେସ୍ୱୀକାର କରିଛନ୍ତି .ତାଙ୍କୁ କାହିଁକି ନିନ୍ଦିତକରୁଚ କିରେ .??ସେମହାଶୟ ଗୃହର ଏକକୋଣରେ ...ଶ୍ରୀଦାରୁବ୍ରହ୍ମଙ୍କୁ ଉପାସନା କରିଛନ୍ତି .ତାଙ୍କ ଭାବନା ଓ ସନ୍ଦେଶକୁ .. ଏବେ ବି ତମେ ବୁଝିପାରୁନରେ....!!ଜଗନ୍ନାଥ କିଏ ....??କେଶବ ଠିକ୍ ବୁଝିଛନ୍ତି .ସେଥିପାଇଁ ଜଗନ୍ନାଥଙ୍କୁ ପ୍ରଥମେଆଭୂମପ୍ରଣାମ କରିବାକୁ କହିଛନ୍ତି .ମହାପ୍ରସାଦର ପ୍ରସ୍ତୁତିବିଧି ଜାଣିବା ନିମନ୍ତେ କିଛିବ୍ରାହ୍ମଣଙ୍କୁପୁରୀ ପଠେଇ ଥିଲେ ...ଅର୍ଣ୍ଣବ୍ରହ୍ମ କ'ଣ....??ଦାରୁବ୍ରହ୍ମ କିଏ ...??କୈବଲ୍ୟଦାତା କିଏ ..??ମୁକ୍ତି ମୋକ୍ଷ, ସଦଗତିଦାତାଶ୍ରୀଦାରୁବ୍ରହ୍ମ ହିଁ ବୋଲି କେଶବ ସ୍ୱୀକାର କରିଛନ୍ତି .ତାଙ୍କ ସ୍ଵଭାବନା ସ୍ଵଲିଖିତସନ୍ଦେଶବାର୍ତ୍ତାକୁ ବାରମ୍ବାର ପଢ଼ରେ...ଥରେ ନୁହେଁ ବୁଝିଲାପର୍ଯ୍ୟନ୍ତ ପଢ଼ .ତାଙ୍କଲେଖାକୁ ତମଭଳି ଅଧାପଢାଗୁଡାକ ଜାଣିବାକୁ ଚେଷ୍ଟା କରୁନାହ .ଏହା ହିଁ ତମ ବିଡମ୍ବନା ...!!ଏହା ହିଁ ତମ ଦୁର୍ଭାଗ୍ୟ ...!!ତାଙ୍କସନ୍ଦେଶ ତାଙ୍କବାର୍ତାକୁ ମନଦିଅ . ଜାଣିବ ,ବୁଝିବ , ନିର୍ଯାସ ପାଇବ .ବାରିପଦା ସମ୍ମିଳନୀରେ କେଶବ ନିଜକୁ ସୃଷ୍ଟିର ପିତା ବୋଲିସ୍ବୀକାର କରି ନାହାଁନ୍ତି . ..!!ଏ ଚନ୍ଦ୍ରଶେଖରବାବୁ କେଶବଙ୍କୁ ବାରମ୍ବାର ପ୍ରଶ୍ନକରିଛନ୍ତି ..??ନିଜକୁ ପିତା ବୋଲି ଆପଣ,ସ୍ବୀକାର କରୁନାହାନ୍ତି କି ....??ଆମେକେମିତି ମାନିବୁ ଆପଣବୀଜପ୍ରଦ ପିତା ବୋଲି ...??କେଶବ ହାବୁଡେଇ ପଡ଼ିଥିଲେସେ ଭିଡିଓ ତମେଦେଖି ପାର ..?? କେଶବ ,ମୁଗ ,ବିରି ଧାନରଉଦାହଣଦେଇ ଉତ୍ତର ରଖିଛନ୍ତି .କଲ୍ୟାଣଦେଲିରେ ଯାହାଲେଖା ଅଛିତାହା ସତ୍ୟ ବୋଲି କହିଛନ୍ତି .ଅର୍ଥାତ୍ ତାଙ୍କ ସନ୍ଦେଶ ହିଁ ସତ୍ୟ .ସେଠି ଆମ୍ଭେ ସ୍ୱୟଂଉପସ୍ଥିତ ଥିଲୁ .ଥଣ୍ଡା ଡିସେମ୍ବର ମାସ ..ପ୍ରବଳ ଥଣ୍ଡାରେ ...ସମାଜକଲ୍ୟାଣ ସମ୍ପର୍କିତକିଛି ପ୍ରଶ୍ନରେକେଶବ ବିଷାଦପୁର୍ଣ୍ଣରେ ପାଣି ପିଇଛନ୍ତି .ଏହା ମିଥ୍ୟା ନା, ସତ୍ୟତମେ ଅନୁସନ୍ଧାନ କରିପାର ...??କିଛିପଣ୍ଡିତଙ୍କ ଚାପା ଗୁଞ୍ଜରଣ ଥିଲା .. ବହୁ ଆଡ଼ମ୍ବରେ ଲଘୁକ୍ରିୟା ...!! ****କୈବଲ୍ୟଦାତା ଶ୍ରୀଜଗନ୍ନାଥ . ମୋକ୍ଷର ଠାକୁର ସେହି ...!! ଶ୍ରୀଦାରୁବ୍ରହ୍ମଙ୍କ ନିର୍ମାଲ୍ୟ କଣିକା ଜୀବ ସଦଗତି ପାଇ ..!!ରାମନାମ ସତ୍ୟ କୃଷ୍ଣନାମ ସତ୍ୟ. ସତ୍ୟ ଗୀତା ଭାଗବତ ...!!ଅନନ୍ତକାଳରୁ ପ୍ରଚଳିତଅଛି ଏହା ହିନ୍ଦୁଙ୍କ ବିଶ୍ୱାସ ...!!ସେ ଚକାଆଖିର କି ମୋହନଶକ୍ତି ତମେ କିପରି ଜାଣିବ ...!!ରଦିଆ କଳଙ୍କ ଲୌହ ତମେସବୁ ଚୁମ୍ବକ କାହୁଁ ଟାଣିବ ...!! ଚରମନାଥହିଁ ଶ୍ରୀଜଗନାଥ . ବିଶ୍ଵବାସୀଙ୍କ ସ୍ୱୀକାର ..!!ବେଦଙ୍କୁ ଚରମଶାସ୍ତ୍ରର ମାନ୍ୟତା ଦେଇଛନ୍ତି ଯେ ଶଙ୍କର ...!!
ତୁମେ ଏମିତି ଗପ ଲେଖୁ ଥାଅ ।ଲେଖିଲେ ଆଉ ଶୁଣିଲେ ଜ୍ଞାନ ବଢିବ।
ଏ ଦର୍ଶନଜ୍ଞାନ ତତେ ଗପଲାଗୁଚି...!! ଧନ୍ୟରେ ତୋବୁଦ୍ଧି.. ! ତୁ କିପ୍ରକାର ଅଦ୍ଭୁତ ଜୀବରେ ..!! ଆଜିଠୁ "ପାଦ ଓ ପଦ" ଖୁବ୍ ସାବଧାନସହ ରଖିବୁ ... ନହେଲେଟିକିଏ ବି ସ୍ଲିପ ହେଇଗଲେ ,ନା ହାମୁଡ଼ିହେଇପଡ଼ିବୁ ..??ନା ଥିବସଙ୍ଗୀତ ନା ଥିବମୂର୍ଚ୍ଛନା...
ତୁମେ ଭାଇ ବୁଝିବାକୁ ଚେଷ୍ଟା ନ କରି ସମାଲୋଚନା କରୁଛ ।ତୁମେ ଅନ୍ଧ ବୋଲି ଭଗ ବାନ ବ୍ୟାସ ଦେବ ଅନ୍ଧ ନୁହଁନ୍ତି । ସଂସାରକୁ ଆସିଥିବା ଜ୍ଞାନୀ ଗୁରୁଦେବ ମାନେଅନ୍ଧ ନୁହଁନ୍ତି । ତୁମ ଦ୍ଵାରା ଅଧିକ ପ୍ରଚାର ପ୍ରସାର ହେବ ଚରମ ନାଥଙ୍କ ।ଆଗକୁ ବଢିବ ।ଏମିତି ବିରୋଧ ସାମ୍ନାରେ କରି ଉତ୍ତର ପାଇ ନତ ମସ୍ତକ ହୋଇ ଆଜି ଶରଣ ରେଅଛନ୍ତି ।ଅନୁଭବ ଜ୍ଞାନରେ ଜାଣି ପାରିବ ।ପଢା ଜ୍ଞାନ ଶୁଣା ଜ୍ଞାନ ତଥା ବୈଷୟିକ ଜ୍ଞାନରେ ଜାଣୀ ହେବନି ।ପୃଥିବୀର ବା ସୃଷ୍ଟିର ସମସ୍ତ ଭାଷାରେ ଲେଖା ଯାଇଛି ।ଆସି ପଢି ଦେଖନ୍ତୁ ।କେତେ ଭାଷାରେ ଆପଣଙ୍କ ଜ୍ଞାନ ଅଛି । ଆଉ ଅଧିକ କହୁନି ଭାଇ ଗୁରୁସ୍ୱାମି । 24:27
@@subalasethy9390 ମୁଁ ଜାଣିଛି ....!! ଯାହାନିରାଟ ସତ୍ୟ.?? କହିଦେଇଛି ତ ...ଭିତରେ ଭିତରେକୁହୁଳି. ଖାଲି ଜଳୁଚି ପୋଡୁଚି , ତୀବ୍ରବିନ୍ଧା ଛିଟିକାହଉଚି . ବ୍ୟାସଙ୍କଦର୍ଶନକୁ ତମଭଳିଆ ଅଶିକ୍ଷିତ ,ଅଧାପଢା ଗଣ୍ଡ ମୁଢ଼, ବ୍ୟାଖ୍ୟାକରି ଯଦି ଅର୍ଥ ବୁଝିଯିବ...!!ତେବେ ଆମେକ'ଣଶୁଖୁଆ ଵିକିବୁ କି .?? ବ୍ୟାସଦେବବର୍ଣ୍ଣିତ କେଶବ ...ତମଗାଁ କେଶବଜେନା ନୁହଁରେବାବୁ ?ତମଭଳି ଅନ୍ଧବିଶ୍ବାସୀ ଗୁଡ଼ାକକିଛିନଜାଣି ଏବେବି ଅନ୍ଧାରେଅଛ .ବ୍ୟାସଙ୍କ କେଶବ କିଏ ଜାଣିଚ ..??ଯିଏ "ବିଶ୍ଵରୂପଦର୍ଶନ" ଧାରି....ଯାହାଙ୍କ ଇଚ୍ଛାରେ ପ୍ରକୃତିରୂପ ବଦଳାଏ . ଯିଏକୁବୁଜା, କାଳିୟନାଗ ପୂତୁନାକୁଉଧାରକରି ଧର୍ମସଂସ୍ଥାପନ କରିଥିଲେ.ଯାହାଙ୍କ ମୁଖନିଶୃତବାଣୀ ଗୀତାଅଟେ.ସେହି ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ... ****ତମଲେଖାରୁ ସ୍ପଷ୍ଟଜାଣି ହେଉଛି ..ତମ ଜ୍ଞାନଘର ଯନ୍ତ୍ରଟା କେତେ ମୂଲ୍ୟବାନ ....?? ଏହି୨୦୨୪ ବର୍ଷରେତମେ ସାହିତ୍ୟରତ୍ନ ପୁରସ୍କାପ୍ରାପ୍ତହବ . ଅଧିକନ୍ତୁ ନ ଦର୍ଶାଅ ....!!ଓଡିଆରେ ଦୁଇଧାଡ଼ି ଲେଖିଆସୁନି .ତମେ ଆସିଛ ମୋସହ ତର୍କକରିବାକୁ.ଟଙ୍କିକିଆ ପାଉଚବିଷ ବଜାରରେ ଅଛିଯା,ନେଇଆ ତୋପାଇଁ ଉତ୍ତମହବ . ***ଭାବନା କର ଉର୍ଦ୍ଧସ୍ତର .ମନରୁ ହଟାଇ ବିକାର .ମନଟା ତୁମ ଅସଜଡ଼ା .ବୁଦ୍ଧିକୁ ମାରୁଚି ଚାପୁଡ଼ା .ବିବେକ ବିଚାର ବିହୀନ .ମନଟି ହୁଏ ଛନ ଛନ .ବୁଦ୍ଧିରେ ମନ ଗଲେମିଶି .ଚିତଟି ହୋଇବ ପ୍ରକାଶି .ମନକୁ କର ସଂଶୋଧନ .ପ୍ରାପତ ହବ କିଛିଜ୍ଞାନ . ****କିଛି ବୁଝିହଉଚି ତ୍ ...??
@@subalasethy9390 ସତ୍ୟଟା କ'ଣ କହିଦେଇଛି ତ ...?? ତମଭଳି ଅକାଳକୁଷ୍କଣ୍ଡା ଅଶିକ୍ଷିତ, ଅପାଠୁଆ , ମ୍ଲେଛଙ୍କ ମଗଜରେ ନିଆଁ ଲାଗିଯାଇଛି .... ଯାହାସତ୍ୟ ... ଯାହାବାସ୍ତବ ... ଯାହାସର୍ବବିଦିତ ..ଯାହା ସର୍ବମାନ୍ୟ ...ଯାହାସର୍ବଗ୍ରାହ୍ୟ ...ତାହାକୁ କେହି ଅସ୍ବୀକାର କରିବେ ନି .ଅବ୍ୟକ୍ତଚେତନା , ଅବ୍ୟକ୍ତପୁରୁଷ ,ଶୁଦ୍ଧପବିତ୍ରଆତ୍ମା, ଯୁଗଅବତାରମାନେସ୍ବତଃପ୍ରମାଣ ....ତାଙ୍କ ପ୍ରମାଣକୁ କିଏ ପ୍ରଶ୍ନ କରନ୍ତି ନାହିଁ ....??ସେ ସ୍ଵୟଂ ନିଜେ ପ୍ରମାଣିତ .ଆମ ଭାରତୀୟ ସଂସ୍କୃତିରେ ,ରାମ ଏବଂ କୃଷ୍ଣଙ୍କ ପରିଚୟ କିଏ ମାଗେ କି ...?? ଅହଲ୍ୟା , କୁବୁଜା ,ରାବଣ ,କଂସରଉଧାର ହିଁ ଜ୍ଵଳନ୍ତ ପ୍ରମାଣ ....କୃଷ୍ଣକାଣି ଆଙ୍ଗୁଠିରେ ଗୋବର୍ଦ୍ଧନକୁ୭ ଦିନ ଧରିଥିଲେ ...କାଳୀୟନାଗ ମଥାରେ ନୃତ୍ୟ କରିଛନ୍ତି ତମକେଶବର ପ୍ରମାଣ ଦେଖାଅ..??ଅଧିକା ଫାଯିଲାମି କରନାହିଁ ...ଲୋକେ ଅନ୍ଧ କି ବୋକା ନୁହନ୍ତି ...??ତମ କେଶବଜେନାର ଏମିତି କ'ଣପ୍ରମାଣ ଅଛି ପବ୍ଲିକରେ ଜଣାଅ .ନା ,ଏମିତି ଢୋଲବଜାଇ, ଗୀତଗାଇବା ପ୍ରମାଣ ବୋଲି ଭାବିଦେଇଛ..?? ଆମେ ଠିକ୍ ଜାଣିଛୁ ...କିଏ ସୁଦ୍ଧାସୁନା ଆଉ କିଏ ପିତଳ ..?? **** ଅଧିକନ୍ତୁ ନ ଦର୍ଶାୟ ...!!!ବ୍ୟାସଦେବ ଅନ୍ଧ ନୁହନ୍ତି କି ,ପଣ୍ଡିତମାନେ ଅନ୍ଧ ନୁହନ୍ତି ...??ତମଭଳି ଅଜ୍ଞାନ , ମୂଢ , ଅପାଠୁଆ,ଗାଁଉଲି ଗୁଡାକ ଆମକୁ ଅନ୍ଧ ବୋଲି କହି ତାଳିମାରି ବିଲୁଆରଡ଼ି କରିବ ..!!ଆମେ କ'ଣ ଚୁପ୍ ଚାପ ଶୁଣିବୁ କି ...?? ****ତମଭଳି ଚରିତ୍ରପାଇଁ କେଶବ ଠିକ୍ .ଆମପାଇଁ ସେ କିଛି ବି ନୁହେଁ ..ଓଡ଼ିଆଭାଷାରେ ଦି ଧାଡ଼ିଲେଖିପାରୁନୁ .ତର୍କ କରିବାକୁ ଦୌଡୁଚୁ...ଏହା ଖୋଲା ସାମାଜିକ ଗଣମାଧ୍ୟମ .ଖୁବ୍ ସତର୍କସହ "ପାଦ ଓ ପଦ " ରଖ.ତା ନହେଲେ ହାମୁଡିହେଇ ପଡ଼ିବୁ .
Jay sree guruswami
ଜୟ ଗୁରୁ ସ୍ୱାମୀ
Bahut sundar alochana thila agnya pronam
Guru Swami ji bhai.
Jay sree charama natha❤🙏🪔🙏🪔🙏❤
ପୁର୍ଣ୍ଣ ସ୍ଯ ପୂର୍ଣ ମାଦାଯ୍ଯ ପୂର୍ଣ ମେବା ବସିସ୍ଯତେ ।। ଜୟ ଶ୍ରୀ ହରିଃ ।। ନମୋ ନାରାୟଣ। ।🙏🙏🌷🌷
ଶ୍ଲୋକକୁ ଅଧା ଲେଖିଲ ଯେ,
ଭୁଲ୍ କରିଲେଖିଲ ..
ଏମିତି ବି ବ୍ୟାକରଣ ଅନୁଯାୟୀ ଭୁଲ୍ଅଛି.
ସଂଶୋଧନକରିଲେଖ .
Bed.sabutharu.vhal
Bed ନୁହେଁ
Veda (ବେଦ)
Bhai charama 1ru 50 full bakhya kale bhala huanta
ଗୁରୁ ସ୍ଵାମୀ ଭାଇ । ବହୁତ୍ ସୁନ୍ଦର ଭାଇ , ଠାକୁରଙ୍କ ବିଷୟ ରେ ଆଉ କିଛି ଜାଣି ବାକୁ ଇଚ୍ଛା ହେଉଛି ।
Guru swami bhai
Aati sundar Jay shree shree charama natha namaha
Guruswami Pronam,
Guru swmi
😮omm shree shree shree keshab narayan guru swami agyan
Jay Guru Swami
Guruswami bhai 🙏🙏🙏 t
Sound clear Kara Bhai
Guru Swami🙏🌹🙏
Guruswumi bhai thakuranka Sarala bhakti Prachar karantu
Jayguru🎉jayguruswamipranam🎉❤❤❤❤❤🎉🎉🎉🎉🎉🎉 2:14 2:15
Guruswami 🙏🏻🙏🏻🙏🏻🙏🏻
Guruswami charama natha ki jay jaria kulia ki jay
🙏🙏🌷🌷ପ୍ରଳୟ ପୟୋଧି ଜଲେ ଧୃତ ବାନସି ବେଦଂ,...... କେଶବ ଧୃତ........ ଦଶ ଅବତାର.... ଜୟ ଜଗଦୀଶ ହରେଃ ।। ଜୟ ଶ୍ରୀ ଜଗନ୍ନାଥ । ଜୟ ଶ୍ରୀ ଶ୍ରୀ ଶ୍ରୀ କେଶବ ନାରାୟଣ , ଜୟ ଜୟ ମହାପ୍ରଭୁ, ଜୟ ଜୟ ଜୟ ହେ ମହାବାହୁ , ହେ ପରମେଶ୍ୱର, ଶ୍ରୀ ରଂଗା ଚରଣ ଜୁଗଲରେ ଅନନ୍ତ କୋଟି ଆଭୁମ ସାଷ୍ଟାଂଗ ପ୍ରଣିପାତ ।। 🌷🌷🌷🌷🌷🌷🌷🙏🙏🙏🙏🙏🙏
Bahut sundar alochana.Dhanyabad bhai
Jay gurus wami bisar mahanti prabhu nka bramha anithile
Guru Swami ❤
Bhai sir nka mobile number milipariba ki
ଗୁରୁସ୍ୱାମୀ ମହାଶୟଙ୍କ ସହ କଥା ହୋଇ ଦେବି
Thank you bhi no please
@@dhanajaymallik9237 8328870957 re call କରନ୍ତୁ।
Thank you bhai
ଗୁରୁ ସ୍ବାମୀ ଭାଇ, check mic
Jay gurudev GURUSWAMI
Guruji keshba
Thanks
Guruswami
ଆପଣ ବିତୁଣ୍ଡା ଯୁକ୍ତି ବାଢ଼ି ନିଜର ଓଜନ ହରାଉଛ ।ଭୟ କରୁଛ କଥା ହେବାକୁ ।
ସମାଲୋଚନା କରି ଧିରେ ରହି ପାରିବନି ।ଆମେ ଜାଣି ଥିବାରୁ ଆପଣଙ୍କୁ ଆହ୍ବାନ
କରୁଛୁ । ବୀର ପୁରୁଷ କା ପୁରୁଷ ନୁହଁ ।
ତୁମ ସହ କାହିଁକି ଆମେ କଥା ହେବୁନି ।କୋଉ କ୍ଷେତ୍ରରେ ବକ୍ତା ମହାଶୟ ଓଜନ ହରାଉଛନ୍ତି।ଆପଣଙ୍କର ଗୁଣ ପିଣ୍ଡର ଯୋଗ୍ୟତା ନ ଥିବାରୁ ଆପଣ ବୁଝିପାରୁ ନ ଥିବାରୁ କଣ ଈଶ୍ୱରଙ୍କର ଦୋଷ ନା ନା ଆପଣଙ୍କର ସଂସ୍କାରର ଦୋଷ।ସମଲୋଚନା ଆମେ କାହିଁକି କରିବୁ ଆମେ ଶାସ୍ତ୍ରୀୟ ଆଲୋଚନା କରିଛୁ ।ଜ୍ଞାନୀ ସିନା ଜାଣେ ଜ୍ଞାନର ମହତ।ଆହ୍ୱାନ କଣ ଯୁଦ୍ଧ କରିବାକୁ ଡାକୁଛ।ଆମେ ଡାକୁଛୁ ।ଫୋନ no ଦେଉଛୁ ଫୋନ କରି ଆସ ଜ୍ଞାନର ତତ୍ତ୍ୱର ଆଲୋଚନା କରିବେ 8328870958
ଠିକ୍ ଗୁରୁସ୍ୱାମୀ ଭାଇ
🙏
ସ୍ୱାର୍ଥୀ ସ୍ୱାର୍ଥମ୍ ନ ପଶ୍ୟତି ..
*****
ସ୍ୱାର୍ଥଥିଲେ ବିବେକ ଅନ୍ଧ.
ସ୍ବାର୍ଥଥିଲେ ବିବେକ ମୂକ .
ସ୍ବାର୍ଥଥିଲେ ବିବେକ ବଧିର .
ଆଉ ଅଧିକା କିଛି ଲେଖୁନି ,
ବୁଝିପାରିଲେ ତମର ମଙ୍ଗଳ.
****
ଯାଦୃଶୀ ଭାବନା ଯସ୍ୟ..
ସିଦ୍ଧିଭର୍ବତି ତାଦୃଶି ...
***
କହିଲେ କହିବୁ କହୁଚି ...!!
ସତ୍ୟ କହିଦେଲେ ତ ...
ତତେ କଙ୍କଡାବିଛା ଦଂଶୁଚି
ତୁ ବିଚଳିତ ହେଉଛୁ ...
୧୦୮ ଉପରେ ପାରଦ ବଢ଼ୁଚି.
ଖାଲିବିନ୍ଧା ଛିଟିକା ଯନ୍ତ୍ରଣାହଉଚି ...
ଏମିତି ଅବାନ୍ତର ଅଲଣା, ଅଶାସ୍ତ୍ର
ଅତଥ୍ୟ, ମାନ୍ୟତାହୀନ ଗପଶୁଣି
ଶାସ୍ତ୍ରବିତ୍, ବିଦ୍ୱାନି, ପଣ୍ଡିତ ମାର୍ଗଦର୍ଷୀ
କିପ୍ରକାର ଜବାବ ରଖିବେ ...!!
ତୁ ନିଜେ କୁହ ...
ଆମେ ଜାଣିଛୁ , ତମର
ଅର୍ଥହୀନ କାହାଣୀ ଗପର
ମାନେ କିଛି ବି ନାହିଁ . ...!!!
ଜଗନ୍ନାଥଙ୍କୁ ଟିକିଏ ଜାଣିବାପାଇଁ
ଆଦିଶଙ୍କରାଚାର୍ଯ୍ୟ ସର୍ବସ୍ବଭୁଲି
ଦିନରାତିଏକ କରିଦେଇଥିଲେ .
ତୁଳସୀଦାସ ,ଗଣପତିଭଟ୍ଟ,କବୀର
ନାନକ, ସାଲବେଗ ,ବନ୍ଧୁମହାନ୍ତି,
ପଠାଣିସାମନ୍ତ , ଦାସିଆବାଉରୀ
ଇତ୍ୟାଦିଙ୍କର ଅନେକ କିମ୍ବଦନ୍ତୀ ଅଛି .
ଖାଲି ସେତିକି ନୁହେଁ ....!!
ଜଗନ୍ନାଥଙ୍କ କାଞ୍ଚି ଅଭିଯାନରେ ..
"ମାଣିକ ଗୌଡୁଣି" ଜ୍ୱଳନ୍ତ ପ୍ରମାଣ .
ପଞ୍ଚସଖା ମାନେ ହିଁ ଜଗନ୍ନାଥଙ୍କ ,
ଠାରେ ସାଷ୍ଟଙ୍ଗ ନତମସ୍ତକ ..
ଶ୍ରୀଚୈତନ୍ୟ ଦେବଙ୍କୁ ସାକ୍ଷାତ୍,
ନାମରାଧା କହନ୍ତି .
ସେଦିବ୍ୟାତ୍ମା ଦାରୁବ୍ରହ୍ମଙ୍କଠାରେ ତଲ୍ଲିନ୍ନ.
ଆହୁରି ଶୁଣରେ ଅପାଣ୍ଡବେ....??
ଏ ଦାରୁଙ୍କଠାରେ ଶଙ୍ଖ ଚକ୍ର ଗଦା ପଦ୍ମ
ଚିହ୍ନ ଦୃଶ୍ୟମାନ ନହେଲେ "ଦାରୁ"
ମହାଦାରୁର ମାନ୍ୟତା ହୁଅନ୍ତି ନାହିଁ .
ଏ ଜାଗତିକର ମହାଦୃଶ୍ୟକୁ ଅଧୁନା
ବିଶ୍ଵବାସୀ ସ୍ଵଚକ୍ଷୁରେ ଦେଖୁଛନ୍ତି .
*****
ଏବେ ସାମାଜିକମିଡିଆରେ ଦୃଶ୍ୟମାନ
କେତକ ଅଧାପାଠୁଆ , ଅଜ୍ଞାନ,ମ୍ଲେଛ
ଏ ସାମାଜିକ ମିଡିଆରେ ,
ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ
ନଜାଣି କିଛି ଅଲଣାଗପ ଗପୁଚ .
ତମକୁ ବ୍ରହ୍ମଘାତକ ଦୋଷ ଲାଗିବ .
ତମକୁ ଗୁରୁଚଣ୍ଡାଳ ଦୋଷ ଲାଗିବ .
ଶ୍ରୀଜଗନ୍ନାଥ କୁଆଡେ " ଜଡ "....!!
ତମଗାଁ କେଶବକୁଆଡେ" ଚେତନା" ..!!
ତମକଳଙ୍କିତ ଭାବନାକୁ ନିଆଁଲଗେଇ ଦିଅ .
ନହେଲେ ତମବିକୃତ ଆତ୍ମାରମୁକ୍ତି ନାହିଁ .
ଭୂତ ପ୍ରେତପିଶାଚ ହେଇଘୁରିବୁଲିବ .
ହଁ କେଶବ ଏକ ଶୁଦ୍ଧଆତ୍ମାର ବ୍ୟକ୍ତିତ୍ଵ ,
ତାଙ୍କୁ ଜଗନ୍ନାଥ କହିବା ମହାପାପ
ତାଙ୍କୁ ବ୍ରହ୍ମାଣ୍ଡର ଗୁରୁଭାବିବା ନିରଥର୍କ .
ସେ ବେଦ, ଶାସ୍ତ୍ର ଜାଣନ୍ତି ନାହିଁ ବୋଲି
ସେମଞ୍ଚରେ ନିଜେସ୍ୱୀକାର କରିଛନ୍ତି .
ତାଙ୍କୁ କାହିଁକି ନିନ୍ଦିତକରୁଚ କିରେ .??
ସେମହାଶୟ ଗୃହର ଏକକୋଣରେ ...
ଶ୍ରୀଦାରୁବ୍ରହ୍ମଙ୍କୁ ଉପାସନା କରିଛନ୍ତି .
ତାଙ୍କ ଭାବନା ଓ ସନ୍ଦେଶକୁ ..
ଏବେ ବି ତମେ ବୁଝିପାରୁନରେ....!!
ଜଗନ୍ନାଥ କିଏ ....??
କେଶବ ଠିକ୍ ବୁଝିଛନ୍ତି .
ସେଥିପାଇଁ ଜଗନ୍ନାଥଙ୍କୁ ପ୍ରଥମେ
ଆଭୂମପ୍ରଣାମ କରିବାକୁ କହିଛନ୍ତି .
ମହାପ୍ରସାଦର ପ୍ରସ୍ତୁତିବିଧି
ଜାଣିବା ନିମନ୍ତେ କିଛିବ୍ରାହ୍ମଣଙ୍କୁ
ପୁରୀ ପଠେଇ ଥିଲେ ...
ଅର୍ଣ୍ଣବ୍ରହ୍ମ କ'ଣ....??
ଦାରୁବ୍ରହ୍ମ କିଏ ...??
କୈବଲ୍ୟଦାତା କିଏ ..??
ମୁକ୍ତି ମୋକ୍ଷ, ସଦଗତିଦାତା
ଶ୍ରୀଦାରୁବ୍ରହ୍ମ ହିଁ ବୋଲି
କେଶବ ସ୍ୱୀକାର କରିଛନ୍ତି .
ତାଙ୍କ ସ୍ଵଭାବନା ସ୍ଵଲିଖିତ
ସନ୍ଦେଶବାର୍ତ୍ତାକୁ ବାରମ୍ବାର ପଢ଼ରେ...
ଥରେ ନୁହେଁ ବୁଝିଲାପର୍ଯ୍ୟନ୍ତ ପଢ଼ .
ତାଙ୍କଲେଖାକୁ ତମଭଳି ଅଧାପଢା
ଗୁଡାକ ଜାଣିବାକୁ ଚେଷ୍ଟା କରୁନାହ .
ଏହା ହିଁ ତମ ବିଡମ୍ବନା ...!!
ଏହା ହିଁ ତମ ଦୁର୍ଭାଗ୍ୟ ...!!
ତାଙ୍କସନ୍ଦେଶ ତାଙ୍କବାର୍ତାକୁ ମନଦିଅ .
ଜାଣିବ ,ବୁଝିବ , ନିର୍ଯାସ ପାଇବ .
ବାରିପଦା ସମ୍ମିଳନୀରେ କେଶବ
ନିଜକୁ ସୃଷ୍ଟିର ପିତା ବୋଲି
ସ୍ବୀକାର କରି ନାହାଁନ୍ତି . ..!!
ଏ ଚନ୍ଦ୍ରଶେଖରବାବୁ କେଶବଙ୍କୁ
ବାରମ୍ବାର ପ୍ରଶ୍ନକରିଛନ୍ତି ..??
ନିଜକୁ ପିତା ବୋଲି ଆପଣ,
ସ୍ବୀକାର କରୁନାହାନ୍ତି କି ....??
ଆମେକେମିତି ମାନିବୁ ଆପଣ
ବୀଜପ୍ରଦ ପିତା ବୋଲି ...??
କେଶବ ହାବୁଡେଇ ପଡ଼ିଥିଲେ
ସେ ଭିଡିଓ ତମେଦେଖି ପାର ..??
କେଶବ ,ମୁଗ ,ବିରି ଧାନର
ଉଦାହଣଦେଇ ଉତ୍ତର ରଖିଛନ୍ତି .
କଲ୍ୟାଣଦେଲିରେ ଯାହାଲେଖା ଅଛି
ତାହା ସତ୍ୟ ବୋଲି କହିଛନ୍ତି .
ଅର୍ଥାତ୍ ତାଙ୍କ ସନ୍ଦେଶ ହିଁ ସତ୍ୟ .
ସେଠି ଆମ୍ଭେ ସ୍ୱୟଂଉପସ୍ଥିତ ଥିଲୁ .
ଥଣ୍ଡା ଡିସେମ୍ବର ମାସ ..
ପ୍ରବଳ ଥଣ୍ଡାରେ ...
ସମାଜକଲ୍ୟାଣ ସମ୍ପର୍କିତକିଛି ପ୍ରଶ୍ନରେ
କେଶବ ବିଷାଦପୁର୍ଣ୍ଣରେ ପାଣି ପିଇଛନ୍ତି .
ଏହା ମିଥ୍ୟା ନା, ସତ୍ୟ
ତମେ ଅନୁସନ୍ଧାନ କରିପାର ...??
କିଛିପଣ୍ଡିତଙ୍କ ଚାପା ଗୁଞ୍ଜରଣ ଥିଲା ..
ବହୁ ଆଡ଼ମ୍ବରେ ଲଘୁକ୍ରିୟା ...!!
****
କୈବଲ୍ୟଦାତା ଶ୍ରୀଜଗନ୍ନାଥ .
ମୋକ୍ଷର ଠାକୁର ସେହି ...!!
ଶ୍ରୀଦାରୁବ୍ରହ୍ମଙ୍କ ନିର୍ମାଲ୍ୟ କଣିକା
ଜୀବ ସଦଗତି ପାଇ ..!!
ରାମନାମ ସତ୍ୟ କୃଷ୍ଣନାମ ସତ୍ୟ.
ସତ୍ୟ ଗୀତା ଭାଗବତ ...!!
ଅନନ୍ତକାଳରୁ ପ୍ରଚଳିତଅଛି
ଏହା ହିନ୍ଦୁଙ୍କ ବିଶ୍ୱାସ ...!!
ସେ ଚକାଆଖିର କି ମୋହନଶକ୍ତି
ତମେ କିପରି ଜାଣିବ ...!!
ରଦିଆ କଳଙ୍କ ଲୌହ ତମେସବୁ
ଚୁମ୍ବକ କାହୁଁ ଟାଣିବ ...!!
ଚରମନାଥହିଁ ଶ୍ରୀଜଗନାଥ .
ବିଶ୍ଵବାସୀଙ୍କ ସ୍ୱୀକାର ..!!
ବେଦଙ୍କୁ ଚରମଶାସ୍ତ୍ରର ମାନ୍ୟତା
ଦେଇଛନ୍ତି ଯେ ଶଙ୍କର ...!!
ତୁମେ ଏମିତି ଗପ ଲେଖୁ ଥାଅ ।ଲେଖିଲେ ଆଉ ଶୁଣିଲେ ଜ୍ଞାନ ବଢିବ।
ଏ ଦର୍ଶନଜ୍ଞାନ ତତେ ଗପଲାଗୁଚି...!!
ଧନ୍ୟରେ ତୋବୁଦ୍ଧି.. !
ତୁ କିପ୍ରକାର ଅଦ୍ଭୁତ ଜୀବରେ ..!!
ଆଜିଠୁ "ପାଦ ଓ ପଦ"
ଖୁବ୍ ସାବଧାନସହ ରଖିବୁ ...
ନହେଲେ
ଟିକିଏ ବି ସ୍ଲିପ ହେଇଗଲେ ,ନା
ହାମୁଡ଼ିହେଇପଡ଼ିବୁ ..??
ନା ଥିବସଙ୍ଗୀତ ନା ଥିବମୂର୍ଚ୍ଛନା...
ତୁମେ ଭାଇ ବୁଝିବାକୁ ଚେଷ୍ଟା ନ କରି ସମାଲୋଚନା କରୁଛ ।ତୁମେ ଅନ୍ଧ ବୋଲି
ଭଗ ବାନ ବ୍ୟାସ ଦେବ ଅନ୍ଧ ନୁହଁନ୍ତି । ସଂସାରକୁ ଆସିଥିବା ଜ୍ଞାନୀ ଗୁରୁଦେବ ମାନେ
ଅନ୍ଧ ନୁହଁନ୍ତି । ତୁମ ଦ୍ଵାରା ଅଧିକ ପ୍ରଚାର ପ୍ରସାର ହେବ ଚରମ ନାଥଙ୍କ ।ଆଗକୁ ବଢିବ ।ଏମିତି ବିରୋଧ ସାମ୍ନାରେ କରି ଉତ୍ତର ପାଇ ନତ ମସ୍ତକ ହୋଇ ଆଜି ଶରଣ ରେ
ଅଛନ୍ତି ।ଅନୁଭବ ଜ୍ଞାନରେ ଜାଣି ପାରିବ ।ପଢା ଜ୍ଞାନ ଶୁଣା ଜ୍ଞାନ ତଥା ବୈଷୟିକ ଜ୍ଞାନରେ ଜାଣୀ ହେବନି ।ପୃଥିବୀର ବା ସୃଷ୍ଟିର ସମସ୍ତ ଭାଷାରେ ଲେଖା ଯାଇଛି ।ଆସି ପଢି ଦେଖନ୍ତୁ ।କେତେ ଭାଷାରେ ଆପଣଙ୍କ ଜ୍ଞାନ ଅଛି । ଆଉ ଅଧିକ କହୁନି ଭାଇ ଗୁରୁସ୍ୱାମି । 24:27
@@subalasethy9390
ମୁଁ ଜାଣିଛି ....!!
ଯାହାନିରାଟ ସତ୍ୟ.??
କହିଦେଇଛି ତ ...
ଭିତରେ ଭିତରେକୁହୁଳି.
ଖାଲି ଜଳୁଚି ପୋଡୁଚି ,
ତୀବ୍ରବିନ୍ଧା ଛିଟିକାହଉଚି .
ବ୍ୟାସଙ୍କଦର୍ଶନକୁ ତମଭଳିଆ
ଅଶିକ୍ଷିତ ,ଅଧାପଢା ଗଣ୍ଡ ମୁଢ଼,
ବ୍ୟାଖ୍ୟାକରି ଯଦି ଅର୍ଥ ବୁଝିଯିବ...!!
ତେବେ ଆମେକ'ଣଶୁଖୁଆ ଵିକିବୁ କି .??
ବ୍ୟାସଦେବବର୍ଣ୍ଣିତ କେଶବ ...
ତମଗାଁ କେଶବଜେନା ନୁହଁରେବାବୁ ?
ତମଭଳି ଅନ୍ଧବିଶ୍ବାସୀ ଗୁଡ଼ାକକିଛି
ନଜାଣି ଏବେବି ଅନ୍ଧାରେଅଛ .
ବ୍ୟାସଙ୍କ କେଶବ କିଏ ଜାଣିଚ ..??
ଯିଏ "ବିଶ୍ଵରୂପଦର୍ଶନ" ଧାରି....
ଯାହାଙ୍କ ଇଚ୍ଛାରେ ପ୍ରକୃତିରୂପ ବଦଳାଏ .
ଯିଏକୁବୁଜା, କାଳିୟନାଗ ପୂତୁନାକୁ
ଉଧାରକରି ଧର୍ମସଂସ୍ଥାପନ କରିଥିଲେ.
ଯାହାଙ୍କ ମୁଖନିଶୃତବାଣୀ ଗୀତାଅଟେ.
ସେହି ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ...
****
ତମଲେଖାରୁ ସ୍ପଷ୍ଟଜାଣି ହେଉଛି ..
ତମ ଜ୍ଞାନଘର ଯନ୍ତ୍ରଟା କେତେ ମୂଲ୍ୟବାନ ....??
ଏହି୨୦୨୪ ବର୍ଷରେ
ତମେ ସାହିତ୍ୟରତ୍ନ ପୁରସ୍କାପ୍ରାପ୍ତହବ .
ଅଧିକନ୍ତୁ ନ ଦର୍ଶାଅ ....!!
ଓଡିଆରେ ଦୁଇଧାଡ଼ି ଲେଖିଆସୁନି .
ତମେ ଆସିଛ ମୋସହ ତର୍କକରିବାକୁ.
ଟଙ୍କିକିଆ ପାଉଚବିଷ ବଜାରରେ ଅଛି
ଯା,ନେଇଆ ତୋପାଇଁ ଉତ୍ତମହବ .
***
ଭାବନା କର ଉର୍ଦ୍ଧସ୍ତର .
ମନରୁ ହଟାଇ ବିକାର .
ମନଟା ତୁମ ଅସଜଡ଼ା .
ବୁଦ୍ଧିକୁ ମାରୁଚି ଚାପୁଡ଼ା .
ବିବେକ ବିଚାର ବିହୀନ .
ମନଟି ହୁଏ ଛନ ଛନ .
ବୁଦ୍ଧିରେ ମନ ଗଲେମିଶି .
ଚିତଟି ହୋଇବ ପ୍ରକାଶି .
ମନକୁ କର ସଂଶୋଧନ .
ପ୍ରାପତ ହବ କିଛିଜ୍ଞାନ .
****
କିଛି ବୁଝିହଉଚି ତ୍ ...??
@@subalasethy9390
ସତ୍ୟଟା କ'ଣ କହିଦେଇଛି ତ ...??
ତମଭଳି ଅକାଳକୁଷ୍କଣ୍ଡା ଅଶିକ୍ଷିତ,
ଅପାଠୁଆ , ମ୍ଲେଛଙ୍କ ମଗଜରେ
ନିଆଁ ଲାଗିଯାଇଛି ....
ଯାହାସତ୍ୟ ...
ଯାହାବାସ୍ତବ ...
ଯାହାସର୍ବବିଦିତ ..
ଯାହା ସର୍ବମାନ୍ୟ ...
ଯାହାସର୍ବଗ୍ରାହ୍ୟ ...
ତାହାକୁ କେହି ଅସ୍ବୀକାର କରିବେ ନି .
ଅବ୍ୟକ୍ତଚେତନା , ଅବ୍ୟକ୍ତପୁରୁଷ ,
ଶୁଦ୍ଧପବିତ୍ରଆତ୍ମା, ଯୁଗଅବତାରମାନେ
ସ୍ବତଃପ୍ରମାଣ ....
ତାଙ୍କ ପ୍ରମାଣକୁ କିଏ ପ୍ରଶ୍ନ କରନ୍ତି ନାହିଁ ....??
ସେ ସ୍ଵୟଂ ନିଜେ ପ୍ରମାଣିତ .
ଆମ ଭାରତୀୟ ସଂସ୍କୃତିରେ ,
ରାମ ଏବଂ କୃଷ୍ଣଙ୍କ ପରିଚୟ କିଏ ମାଗେ କି ...??
ଅହଲ୍ୟା , କୁବୁଜା ,ରାବଣ ,କଂସର
ଉଧାର ହିଁ ଜ୍ଵଳନ୍ତ ପ୍ରମାଣ ....
କୃଷ୍ଣକାଣି ଆଙ୍ଗୁଠିରେ ଗୋବର୍ଦ୍ଧନକୁ
୭ ଦିନ ଧରିଥିଲେ ...
କାଳୀୟନାଗ ମଥାରେ ନୃତ୍ୟ କରିଛନ୍ତି
ତମକେଶବର ପ୍ରମାଣ ଦେଖାଅ..??
ଅଧିକା ଫାଯିଲାମି କରନାହିଁ ...
ଲୋକେ ଅନ୍ଧ କି ବୋକା ନୁହନ୍ତି ...??
ତମ କେଶବଜେନାର ଏମିତି କ'ଣ
ପ୍ରମାଣ ଅଛି ପବ୍ଲିକରେ ଜଣାଅ .
ନା ,ଏମିତି ଢୋଲବଜାଇ, ଗୀତଗାଇବା
ପ୍ରମାଣ ବୋଲି ଭାବିଦେଇଛ..??
ଆମେ ଠିକ୍ ଜାଣିଛୁ ...
କିଏ ସୁଦ୍ଧାସୁନା ଆଉ କିଏ ପିତଳ ..??
****
ଅଧିକନ୍ତୁ ନ ଦର୍ଶାୟ ...!!!
ବ୍ୟାସଦେବ ଅନ୍ଧ ନୁହନ୍ତି କି ,
ପଣ୍ଡିତମାନେ ଅନ୍ଧ ନୁହନ୍ତି ...??
ତମଭଳି ଅଜ୍ଞାନ , ମୂଢ , ଅପାଠୁଆ,
ଗାଁଉଲି ଗୁଡାକ ଆମକୁ ଅନ୍ଧ ବୋଲି
କହି ତାଳିମାରି ବିଲୁଆରଡ଼ି କରିବ ..!!
ଆମେ କ'ଣ ଚୁପ୍ ଚାପ ଶୁଣିବୁ କି ...??
****
ତମଭଳି ଚରିତ୍ରପାଇଁ କେଶବ ଠିକ୍ .
ଆମପାଇଁ ସେ କିଛି ବି ନୁହେଁ ..
ଓଡ଼ିଆଭାଷାରେ ଦି ଧାଡ଼ିଲେଖିପାରୁନୁ .
ତର୍କ କରିବାକୁ ଦୌଡୁଚୁ...
ଏହା ଖୋଲା ସାମାଜିକ ଗଣମାଧ୍ୟମ .
ଖୁବ୍ ସତର୍କସହ "ପାଦ ଓ ପଦ " ରଖ.
ତା ନହେଲେ ହାମୁଡିହେଇ ପଡ଼ିବୁ .
Guruswami
Guruswami
Guruswami