КОМЕНТАРІ •

  • @BijaykumarSahoo-mx5tc
    @BijaykumarSahoo-mx5tc 6 днів тому +108

    ଏ ସମସ୍ତ ପିଲାଙ୍କୁ ବହୁତ ବହୁତ ଧନ୍ୟବାଦ୍ ତୁମେମାନେ ଜମାରୁ ଛାଡ଼ନ୍ତୁ ନାହିଁ ନିଜର ଅଧିକାର ପାଇଁ ଲଢ଼ିବାକୁ ହେଲେ ମଧ୍ୟ ଲଢେ଼ଇ କରିବାକୁ ପଛେଇ ବା ନାହିଁ ଜନସାଧାରଣଙ୍କୁ ଭକୁଆ ବନାଉଥିବା କେନ୍ଦ୍ର ସରକାର ମୁଖ୍ୟ ଦାୟି, କାରଣ ମାଗଣାରେ ରୋଜଗାର ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଶିକ୍ଷା ନ୍ୟାୟ ଦେବା କଥା ଏବଂ ଘର ଖଣ୍ଡେ ମଧ୍ୟ ଏହାପରେ ବାଲ୍ୟବିବାହ ପ୍ରଚଳିତ ହେବା ଆବଶ୍ୟକ ଏବଂ ଲୋକମାନଙ୍କ ପାଇଁ ବେଶ୍ୟା ଳୟ ନିଶା ଳୟ ଯୋଗାଇ ଦେବା ଦରକାର ଏହା ପରେ ଭୁଲୁ କଲେ ଫାଶୀ

    • @crazysanjayvlogs
      @crazysanjayvlogs 6 днів тому

      ଧନ୍ୟବାଦ ସହ ନମସ୍କାର ଭାଇ

    • @BijaykumarSahoo-mx5tc
      @BijaykumarSahoo-mx5tc 6 днів тому

      @@crazysanjayvlogs ତୁମକୁ ମଧ୍ୟ ଧନ୍ୟବାଦ କିନ୍ତୁ ଏହି ସଚେତନତା କୁ ଯୋଜନା କରିବା ଆବଶ୍ୟକ ଅଛି ବର୍ତମାନ ପାଇଁ ଲୋକମାନେ ମରୁଛନ୍ତି ନେତାମାନେ ଟଙ୍କା ଗଦିରେ କାହିଁକି ଏବେ ବୁଝିପାରୁ ଥିବ ଧନ୍ୟବାଦ

    • @sunarammurmu-kf4rw
      @sunarammurmu-kf4rw 6 днів тому

      ଧନ୍ୟବାଦ ଭ।ଈ..ସତ୍ୟର ଜୟ ହଉ

  • @Vinood900
    @Vinood900 6 днів тому +81

    Reporter ମହାଶୟ ଠିକ୍ ପ୍ରଶ୍ନ ପଚାରନ୍ତୁ। ଫାଲତୁ ପ୍ରଶ୍ନ କରନ୍ତୁନି। ଛାତ୍ର ସମାଜ କାହିଁକି ପ୍ରତିବାଦ କରିବ ନାହିଁ। ପାଠ ପଢ଼ୁ ନାହାଁନ୍ତି ବୋଲି କେମିତି ପଚାରିଲେ Reporter।

    • @Kahnucharansahu_
      @Kahnucharansahu_ 6 днів тому +1

      Reporting kariba Jana thile ta

    • @rnrankita5671
      @rnrankita5671 6 днів тому

      Right 👍

    • @DEEPANKAR_SINGH99
      @DEEPANKAR_SINGH99 6 днів тому

      @@Kahnucharansahu_ ନାଇଁ ରେ ଭାଇ ଇଏ ବିଜେପି ର ଅଇଁଠା ଖିଆ ନ୍ୟୁଜ୍ ଚ୍ୟାନେଲ୍ ।

  • @Vinood900
    @Vinood900 6 днів тому +54

    ଓଡ଼ିଶା ରେ
    ପାଠ ପଢିଲେ ଚାକିରୀ ହେବ ❌
    20 ଲକ୍ଷ୍ୟ ଦେଲେ ଚାକିରୀ ମିଳିବ ✅

  • @Vinood900
    @Vinood900 6 днів тому +48

    Cancel ❌ ❌ ❌ ❌ ❌ ❌ RI exam। 1-ପ୍ରଥମ କଥା ରାଜ୍ୟ ବହୁତ୍ Reputed institution, Reputed College ଥିଲା ବେଳେ କାହିଁକି City ରୁ ଦୂରରେ ଥିବା ଛୋଟ ଛୋଟ ଦୋକାନ ଘର ଭଳି ସଂସ୍ଥା କୁ Center ଭାବେ ଚୟନ କରା ଗଲା।
    2- Exam Centre ଗୋଡ଼ିକ ରେ କିଛି ବ୍ୟବସ୍ଥା ଠିକ ନାହିଁ, ଜଣେ Concentrate ହେଇ ପରୀକ୍ଷା ଦେବ ନା Sever ଚାଲିଗଲା , Desktop problem, mouse problem issue ଜଣେଇବ
    3- ଗୋଟିଏ Shift ରେ କା ଭାଁ ଜଣ ଙ୍କ ର Server issue ବାହାରେ ସବୁ ପିଲା ଙ୍କ server issue ବାହାରେ ନାହିଁ। ଯଦି ସବୁ ପିଲାଙ୍କ Server problem ଥିଲା ତାହେଲେ ସେ Shift ସମ୍ପୂର୍ଣ୍ଣ Cancel ❌ ହେବା କଥା। ତାହା ନ କରି exam ସରିବା time ପରେ kemiti Exam Conduct କରାଗଲା।
    4- Exam ପରିଚାଳନା କରୁଥିବା ସଂସ୍ଥା ସର୍ବ ଭାରତୀୟ ସ୍ତର ରେ ଗୋଟେ Black listed Organization
    5- ପରୀକ୍ଷା ଅନିୟମିତତା ବିଷୟ ରେ ଛାତ୍ର ସମାଜ ଙ୍କ ଅଭିଯୋଗ ସତ୍ୱେ କାହିଁକି ସରକାର ଗୁରୁତ୍ଵ ଦେଲେ ନାହିଁ କି ପଦକ୍ଷେପ ନେଲେ ନାହିଁ।
    ତେଣୁ 1000000% seat ସବୁ ବିକ୍ରୀ ହେଇଛି।

    • @bibhutibhusanpradhan4270
      @bibhutibhusanpradhan4270 6 днів тому

      Seita reputed reported nuha😂

    • @Vinood900
      @Vinood900 6 днів тому

      @@bibhutibhusanpradhan4270 ଯଦି ବୁଝି ପାରିଲୁ ସେଇଟା ଯଥେଷ୍ଟ

    • @manoranjanpati7894
      @manoranjanpati7894 6 днів тому

      100% ଏତେ Engineering Clg achhi kan pain TCS exam conduct karunahi.

    • @ihf4883
      @ihf4883 6 днів тому

      Right bhai

    • @kaberimalik7144
      @kaberimalik7144 6 днів тому

      Right

  • @desiapilla607
    @desiapilla607 6 днів тому +19

    ଆଉ ଥରେ offline exam ନ ହେଲା,OSSSC , ଅଫିସ୍, ରେ ବମ୍ ରଖିବି,

    • @villagesboybiki9191
      @villagesboybiki9191 6 днів тому

      Bhai mu kali jouthiki exam dabaku jaithili sethi Khali mada kacha private jinisa ki area kejani bekar jagare pakauchi

    • @geetaharijan8034
      @geetaharijan8034 6 днів тому

      😂

  • @----gopi----8692
    @----gopi----8692 6 днів тому +15

    କାହିଁକି 5 ଟଙ୍କିଆ ଆହାର ଖାଉଚ ଈଏ କି ପ୍ରଶ୍ନ
    ଛାତ୍ରମାନଙ୍କୁ ମଜା ଲାଗୁନି ଯାଇ protest କରିବାକୁ
    ତମେ ଜାଣିପେଲା ଭଳିଆ ପ୍ରଶ୍ନ କରନି

  • @Vinood900
    @Vinood900 6 днів тому +14

    ଉଚ୍ଚଶିକ୍ଷା ମନ୍ତ୍ରୀ ଥବା ବିଧାୟକ ନିଜେ କହିଥିଲେ ବିଧାନସଭା ରେ ଅଣଓଡ଼ିଆ ମାଫିଆ ଖାଇଲେ ସବୁ ଓଡିଆ ଙ୍କ ଭାଗ ରେ ଗୋବର୍। ଆଜି ଠିକ୍ ସେୟା ହେଇଛି ଅଣଓଡ଼ିଆ BLACK LISTED SIFY ବିକିଦେଲା ଚାକିରୀ ପରୀକ୍ଷାର୍ଥୀ ଙ୍କ ଭାଗରେ ପଡିଲା ଗୋବର। ଉଚ୍ଚଶିକ୍ଷା ମନ୍ତ୍ରୀ RI exam Cancel ❌ କରନ୍ତୁ। ଉଚ୍ଚଶିକ୍ଷା ମନ୍ତ୍ରୀ ଦାୟିତ୍ବହୀନତା କରିଛନ୍ତି। କାହିଁକି OSSSC କୁ ବିରୋଧ କରିଲେ ନାହିଁ ଉଚ୍ଚଶିକ୍ଷା ମନ୍ତ୍ରୀ।

  • @sagarsahu5937
    @sagarsahu5937 6 днів тому +13

    OSSSC ର chairman କୁ ହଟାଯାଉ

    • @bhanumati5534
      @bhanumati5534 6 днів тому

      Thik kohilo bhai

    • @suryaranjandas2283
      @suryaranjandas2283 6 днів тому

      Chairman ku hatiba saha exam ku Banking exam parika transparency karajau ,jemiti election ku rati Dina ek kariki samaste lagipadiki karuchhanti semiti exam procedure ,date of apply ,exam ,dv,merit list ,joining letter asabu proper timing re heba saha 100% transparency rahiba abasyaka

  • @dillipsahoo7921
    @dillipsahoo7921 6 днів тому +6

    ପିଲା ମାନେ ସରକାର କୁ ଛାଡ଼ ନାହିଁ। ମୋହନ ମାଝୀ ସରକାର ଦୁର୍ନୀତି କୁ ପ୍ରଶୟ ଦେଇଛନ୍ତି

  • @rajkumardas4947
    @rajkumardas4947 6 днів тому +6

    ମୋହନ ସରକାର ଜବାବ ଦିଅ 😭😭😭
    RI Exame cancel koro

  • @madhusmitabehera7425
    @madhusmitabehera7425 5 днів тому +1

    God Bless ଭାଇ ମାନେ 💗🙏🏻

  • @a.s.d6643
    @a.s.d6643 3 дні тому

    ବିଭୁତି ଭାଇ ଆପଣଙ୍କୁ ଧନ୍ୟବାଦ ଆପଣଙ୍କ ପାଇଁ ଏ ଲଢେଇ ହଉଛି
    ତମେ real Hero

  • @kaushikiparida7614
    @kaushikiparida7614 6 днів тому +1

    Main katha taa bhai chadidele... Gharu 20 25 km dura re centre paduchi... + Phone allowed nuha.... Se case re 2 hours delay.... Pila bhoka re opaas re faint haba situation heijauchi... Computer lab sabu AC chambered sethi Ac chaluni... 100 pila gote room re ekathare basiki exam dauchanti no ventilation no sufficient drinking water supply no food supply...
    Taapare asile jhia pila kichi jaumane guardian nka saha asuchanti au kichi bus motor re sethi 2hrs delay heijauchi...
    Amo pakhre phone b rahuni....
    J ghara loka pachariki bujhi nebe j kahi ete deri hela boli....
    Ghara loka dari jauchanti
    + Jaumananka guardian jaumane employed... Office hours ru tym kadhiki chua nku drop au recieve karibaku asuchanti... Semane b suffer hauchanti...

  • @alokmishra5367
    @alokmishra5367 6 днів тому +6

    Exam fees 500 neantu .but bhala agency ku exam conduct karibaku ..deantu.

  • @namefame66
    @namefame66 6 днів тому +2

    Paralakhemundi centre re 200 computer ଥାଇ centre କେବେଠୁ ହେଲାଣି ?? ସେଇଟା ପୁଣି ସିନେମା ହଲ ଉପରେ,
    ରାତା ରାତି ସବୁ prepare କରିଛନ୍ତି ,
    ସବୁ osssc ର ଖେଳ
    ନିଜେ organise କରି ଗୋଟେ ଗୋଟେ cyber cafe kholi
    CBT exam କରୁଛନ୍ତି,
    ଜନତା ଙ୍କୁ ଭୁଆଁ ବୁଲାଉଛନ୍ତି

  • @padmalochansamal2212
    @padmalochansamal2212 6 днів тому +6

    କେତେ ଗରିବ ଘରର ପିଲା କେତେ କଷ୍ଟ କରି ପଢୁଛନ୍ତି ଏତେ ଦୁର୍ନୀତି ର ସମାଧାନ ନକଲେ ସରକାର ଏଥିପାଇଁ ଦାୟୀ ହେବ ଏଇ ଆନ୍ଦୋଳନ ଆହୁରି ବଢିବ

  • @DEEPANKAR_SINGH99
    @DEEPANKAR_SINGH99 6 днів тому +1

    ଵେଜେଡି ସରକାର ସମୟ ରେ ଦୁର୍ନିତୀ ହେଉଥିଲା ଵିଜେପି ସରକାର ବି ଦୁର୍ନିତୀ କରୁଛି ଏହା ସ୍ପଷ୍ଟ ଭାରେ ଛାତ୍ର ମାନେ କହୁଛନ୍ତି କିନ୍ତୁ ଵିଜେପି ର ଦୁର୍ନିତୀ କୁ ଓ ଟିଭି ଘଣ୍ଟ ଘୋଡଉଛି ।

  • @haripriyacaptures7066
    @haripriyacaptures7066 6 днів тому +11

    Mo bus Driver ku jemiti tagid karuchha BJP minister....thare osssc, ossc, opsc, and other government requirements body ku thare jae ki kebe dekhichha..... odisha youths nka saha kemiti kheluchhanti.....RI EXAM RE JAHA HOUCHHI TOMA KU KAN KICHHI DISHU NAHI.....CHHI CHHI BJP GOVERNMENT...TOMAKU SPECIALLY MUN EBONG MORA PARIVAR VOTE DEI BAHUT BADA BHUL KARI DELE.....😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢

    • @rajeshbehera6920
      @rajeshbehera6920 6 днів тому

      Bhai apana mane research krantu . Jdi BJD GOVT. tender deithibe tahele cuurent BJP govt. kichi kriprbni . BJD online exam krki definitely corruption krichi . Still apana current govt.ku pressure krantu re exam kariba pain .

  • @tarasbabu430
    @tarasbabu430 6 днів тому +2

    ବିଭୁତି ଭାଇ ଜିନ୍ଦାବାଦ.... Osssc down down...chairman ତୁରନ୍ତ ପଦବୀ ଛାଡ଼ନ୍ତୁ

  • @dillipsahoo7921
    @dillipsahoo7921 6 днів тому +3

    କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Neet ପରୀକ୍ଷା ରେ ଦୁର୍ନୀତି କରିଛନ୍ତି। ତେଣୁ ମୋହନ ମାଝୀ ସରକାର ଏହି ପଦକ୍ଷେପ ନେଇଛନ୍ତି।

    • @rajeshbehera6920
      @rajeshbehera6920 6 днів тому

      Ei exam kie conduct krichi ? Govt. Ki ? Neet exam responsibility Dharmendra pradhan nku deiheba . But current exam pain BJD govt. already corrupt arrangement krithiba

  • @prasad9975
    @prasad9975 6 днів тому +4

    Group B officer exam held in cyber cafe. Shame on Osssc and odisha goovt . Still osssc chill like nothing happened.

  • @Right-v8w
    @Right-v8w 6 днів тому +5

    OPSC, OSSC and OSSSC all these work within the ambit of Department of General Adminstration and Public Grievance. And this particular department falls directly under the Chief Minister of Odisha. So students need to complain there.

  • @rksofm
    @rksofm 6 днів тому +2

    କେହି କଣ ନିଜର ଜୀବିକା କୁ ମାରି ପାରିବ..
    ଏଇଟା ହଉଛି ସରକାର ର income source ଏଥିରୁ ସରକାର କୋଟି କୋଟି ଟଙ୍କା income କରୁଛି..
    ସେଥିପାଇଁ ଯେତେ ସରକାର change ହେଲେ ଭି ଏଇ ପଇସା ଦିଅ ଚାକିରି ନିଅ ପରମ୍ପରା କେବେ ବଦଳିବ ନାହିଁ..
    ଏଇଟା ସତ କଥା...
    ଆମେ ଯେତେ ଧାରଣା, ପ୍ରତିବାଦ କଲେ ମଧ୍ୟ ଏଇଟା ବନ୍ଦ ହେବା କଥା
    ଆକାଶ କଇଁଆ ଚିଲିକା ମାଛ ସଦୃଶ...😢😢

  • @prasanjitdash7821
    @prasanjitdash7821 6 днів тому

    jeun bhai mane jaichhanti protest bahut bahut 🙏Dhanyawad..exam cancel karajau...

  • @Touristknowledge360
    @Touristknowledge360 6 днів тому

    Request to all news channel please raised questions before Govt and OSSSC

  • @Tikemaja
    @Tikemaja 6 днів тому +14

    ଭାଇମାନେ ଯଦି TCS exam କରିବ.... ବହୁତ ଭଲ ହେବ....
    ଗୋଟିଏ ଡିମାଣ୍ଡ ରଖ... All exam of odisha govt. must be held by TCS consultancy..... 🙏🙏🙏

  • @sidhantabehera6875
    @sidhantabehera6875 6 днів тому +5

    ରିପୋର୍ଟର ଙ୍କ ପ୍ରଶ୍ନ ପଚାରିବା ତରିକା ଠିକ୍ ଲାଗୁନି।

    • @OnlyVideo0363
      @OnlyVideo0363 6 днів тому +2

      Bjp news channel ta 😂😂😂

  • @akashnaik7378
    @akashnaik7378 6 днів тому +6

    ଏମିତି ହେବା ଦରକାର

  • @MithunPradhan-yp4px
    @MithunPradhan-yp4px 6 днів тому +3

    Ri, ari, amin online exam ❌cancel karajau nijaj nija district re offline exam karajau

  • @debaduttanaik8175
    @debaduttanaik8175 6 днів тому +6

    Bjp and osssc double engine govt..corruption most heba.
    Double engine double speed re corruption

  • @balarsanpradhan2865
    @balarsanpradhan2865 6 днів тому +2

    It's very difficult to get government job in Odisha

  • @jayantakumarmaharana9211
    @jayantakumarmaharana9211 6 днів тому

    Bhai pro level speaker...I salute your inherited quality ❤

  • @Tanmay_258
    @Tanmay_258 6 днів тому +2

    Front re mausa bi protest kahuchanti pila nka hak pain se bi aji asichanti....good

  • @secrethammer1565
    @secrethammer1565 6 днів тому +4

    Pls cancel the exam ...it's completely unfair 😭🙏🙏🙏

    • @abhisek3340
      @abhisek3340 6 днів тому

      kai bhai..exam bhala jayini ki??

    • @kishorKumar-lx8tb
      @kishorKumar-lx8tb 6 днів тому

      Sabu bbsr aasa

    • @kishorKumar-lx8tb
      @kishorKumar-lx8tb 6 днів тому +1

      Bhai jete score kale bi kebe confident Saha kahiparibani exam bhala jaichhi boli ok percentile re kichhi bi heipare tama Saha hele janiba wait 😂😂

  • @Alex-yx1hk
    @Alex-yx1hk 6 днів тому +5

    new requirements new form fillup exam TCS karu exam fee 850 per post paie etc etc

    • @SriHariRadhaKrishna
      @SriHariRadhaKrishna 6 днів тому +3

      ତୁ ଭାଇ ଧନୀ ଘର ଦବୁ ଗରିବ ପିଲା 800 1000 କେମିତି ଦବ...
      Central ssc 100 ନଉଛି ଆମର ବି 100 ନଉ

    • @mrperfectionist6414
      @mrperfectionist6414 6 днів тому

      100 jagare max to max 300 nia TCS Karu jadi online tahale TCS otherwise offline with high security​@@SriHariRadhaKrishna

    • @Alex-yx1hk
      @Alex-yx1hk 6 днів тому

      @@SriHariRadhaKrishna mor kechi problem nahi bhai....But TCS exam conducted kale central government paeesa dauchi but odisha govt ete peesa deba ki ???? that's the biggest Q bro ... that's why exam fees should be implement n then corruption % will be decrease

  • @RitaPrusty-v3b
    @RitaPrusty-v3b 6 днів тому

    Please justice odisha government

  • @geetaharijan8034
    @geetaharijan8034 6 днів тому

    God with us dont worry take action osssc chairman and minister

  • @GurujiMathSolution8th-9th-10th
    @GurujiMathSolution8th-9th-10th 6 днів тому +2

    We need offline exam at a time all over odisha

  • @kaberimalik7144
    @kaberimalik7144 6 днів тому +1

    Please exam thik re କରାଯାଉ।

  • @Babji545
    @Babji545 6 днів тому

    💯 percentage absolutely right Bhai jakohili

  • @ChandraSekhar-v1t
    @ChandraSekhar-v1t 6 днів тому

    Bahut badhia Bhai mane

  • @rudranarayan509
    @rudranarayan509 6 днів тому

    ଏହା ସରକାରଙ୍କ ପ୍ରତି ଭଲ ଭାବନା ସୃଷ୍ଟି କରିବ । ଆମ ସରକାର ତୁରନ୍ତ ଏ exam ବନ୍ଦ ହେବାର ଆବଶ୍ୟକତା ରହିଛି ।

  • @bhaskarchandrabehera6094
    @bhaskarchandrabehera6094 6 днів тому

    ଭାଇ ପୁରା ଓଡିଶା ସାରା ଆନ୍ଦୋଳନ ପାଇଁ ପିଲାମାନଙ୍କୁ ଏକାଠି କରନ୍ତୁ।

  • @priyadarsinimohapatra3602
    @priyadarsinimohapatra3602 6 днів тому +1

    Right

  • @geetaharijan8034
    @geetaharijan8034 6 днів тому

    Hnn bhai ame b asibu inform koro kauthi jibar achi

  • @Asgagan-w3n
    @Asgagan-w3n 6 днів тому +1

    # CANCEL AND RE-EXAM

  • @ashishpadhan4953
    @ashishpadhan4953 6 днів тому +3

    Banglaadesh type ra darkar amananku..

  • @satyabratatarai2799
    @satyabratatarai2799 6 днів тому +1

    One and only solution offline exam ...one day exam...with tight security

  • @Create-o6q
    @Create-o6q 6 днів тому

    Thik katha

  • @crick13
    @crick13 6 днів тому +1

    Mg gov ASO post bikidela,, sabu post bikri karuchi .. a gov bi kou kama ku nuhe. Nikama

  • @beautifulnature789
    @beautifulnature789 6 днів тому

    ଏମିତି ହେଲେ ଆମ ଓଡିଶା ଆହୁରି ତଳକୁ ଖସି ଯିବ। ସେଥିପାଇଁ ଓଡ଼ିଶା ଆଜି ପଛରେ। Onley corropt.

  • @travel4u987
    @travel4u987 6 днів тому

    All are ready bro

  • @RakeshkumarSingh-vf3bo
    @RakeshkumarSingh-vf3bo 6 днів тому

    Nice

  • @Hario942
    @Hario942 6 днів тому +3

    Tcs ku dio next exam ru

  • @BiswaDhal-py7xp
    @BiswaDhal-py7xp 6 днів тому +1

    Bhaimane offline katha bhulijao tcs conduct karu

  • @rashmirekhabehera9728
    @rashmirekhabehera9728 5 днів тому

    Bhai mu b jibi.. Mu kandhamal ra kandamala katha bahariki asuni....mohan majhi sir au thare exam karidiantu

  • @bhaskarchandrabehera6094
    @bhaskarchandrabehera6094 6 днів тому

    SIFY Company ban ହୋଇଛି ତେଣୁ ସେ କୌଣସି ଭଲ କଲେଜରେ ପରୀକ୍ଷା କରିପାରୁନି। ମୋର କହିବାର କଥାହେଲା ମୋର ଗାଁ ସ୍କୁଲଟି କଟକ ଠାରୁ ୯୦କି.ମି. ଦୂରରେ ରହିଛି ଆଉ ଏହି ସ୍କୁଲରେ ୨୫ computer ଅଛି, ଏଠି exam center କଲେ ଭଲ ହୁଅନ୍ତା । ଆମକୁ ଆଉ ଦୂର ବାଟ ଯିବାକୁ ପଡ଼ିବନି।

  • @studiobreakup1563
    @studiobreakup1563 6 днів тому

    Exam cancel କରାଯାଉ

  • @captainmarvel3517
    @captainmarvel3517 6 днів тому

    5 lakh aspirants..only 500 protesters

  • @HIMANSU937
    @HIMANSU937 6 днів тому +1

    Exam purbaru soithila ?????? . 12 barsa jou kahila taku ri exam topic ru que Kara ... reporter ta galua ....... Corruption heuchhi sata ....hele agaru kn soithila ??

  • @saritpritamdwibedy5361
    @saritpritamdwibedy5361 6 днів тому +1

    Reporter nka katharu laguchi se kaan pain asichanti.. ki qstn... Se qstn govt nku pacharibara sahas nahi sethipain aethi pacharucha.. dhanya tuma reporting aau dhanya tuma channel

  • @artstemplemartialartsacade5999
    @artstemplemartialartsacade5999 6 днів тому

    👍👍👍👍

  • @satyajitsahu5816
    @satyajitsahu5816 6 днів тому +1

    Osssc sabu too courpt department odisha ro ,

  • @pradeepkumardas8409
    @pradeepkumardas8409 6 днів тому +1

    Reporter mg bhalia question pacharu6i

  • @shibamnayakshibamnayak4447
    @shibamnayakshibamnayak4447 2 дні тому

    Ossscରସମସ୍ତ ଷ୍ଟାଫ୍ କୁ ଜେଳରେ ଭର ।

  • @mahendrameher4119
    @mahendrameher4119 6 днів тому

    କହିବ କାହାକୁ,ଶୁଣିବ କିଏ ?ପରିବର୍ତ୍ତନ କେବଳ 5-6 ଜଣ ଚାହିଁଲେ ହୁଏନି,5 ଲକ୍ଷ୍ୟ ପିଲା ରୁ କେବଳ 500 ପିଲା ହିଁ OSSSC ପାଖ କୁ ଯାଇଥିଲୁ.ଯଦି ସ୍ବର ନ ଉଠେଇବ ତ ଏମିତି ସବୁ ସହିବା ପାଇଁ Ready

  • @rashmirekhabehera9728
    @rashmirekhabehera9728 5 днів тому

    Aji mora exam thila mu problem face karuchi mora computer thik se chalunathila

  • @RkJagan-m9x
    @RkJagan-m9x 6 днів тому +1

    Job ku kina bika houchi really fact 👍🏼

  • @Prakash_9861
    @Prakash_9861 4 дні тому

    Ye ba... Repoter
    Ta ma........
    Pacharuchi କାହିଁକି ଆହାର ଖାଉଛ ...

  • @secrethammer1565
    @secrethammer1565 6 днів тому

    Pls do a fair exam ..pls cancel the exam ..

  • @happymallik4657
    @happymallik4657 6 днів тому +1

    ahi exam cancel karajau and Offline exam karajau

  • @rashmirekhabehera9728
    @rashmirekhabehera9728 5 днів тому

    Au thare exam hau plz 🙏🙏🙏 🙏🙏🙏🙏🙏🙏

  • @bapunbehera3786
    @bapunbehera3786 6 днів тому

    Exam cancel kara re exam kara jau aspirants future nka khelani poor au middle clss jau mane belong karuchanti semane nku kete kasta laguchi seita kebebala semane hi janichanti 🥺🙏

  • @parthapatnaik
    @parthapatnaik 6 днів тому

    Future corrupt employees of Odisha...

  • @allnewupdated5536
    @allnewupdated5536 6 днів тому +2

    Huge respect to biswa bhai

  • @pinkisardar8628
    @pinkisardar8628 6 днів тому

    Mohon sarkar durniti sarkar

  • @harapriyatripathy5335
    @harapriyatripathy5335 6 днів тому

    Normalization na re pala chaleichhanti. Tenu gotie dina re exam conduct karajau.

  • @Anythingdosomething-qh5qz
    @Anythingdosomething-qh5qz 6 днів тому +1

    students power 📚📚

  • @akashpradhan8975
    @akashpradhan8975 6 днів тому

    👍

  • @kalyan5180
    @kalyan5180 6 днів тому

    Seriously ri, ari nd amin exam thik se conduct hauni.

  • @manamohansahoo4693
    @manamohansahoo4693 6 днів тому

    Jete jaha kale govt. Kala, sabu januchi online exam kariki chaleichi offline hau samastankr 1 exam best

  • @subashchandrakar3170
    @subashchandrakar3170 3 дні тому

    Chatranka dabi purana karajau

  • @abc-xr4bi
    @abc-xr4bi 6 днів тому

    Protest korajau sobu panchayat re gotia date re

  • @HemantaPradhan-vq7nr
    @HemantaPradhan-vq7nr 6 днів тому

    I am not able to go give ri exam in Berampur because of so much far

  • @rashmirekhabehera9728
    @rashmirekhabehera9728 5 днів тому

    Bhai mu b bhukta bhogi...

  • @ashmitamohanty3703
    @ashmitamohanty3703 6 днів тому

    If there are only 2000 posts how will 5.5 lakh students get a job..!!!!!

    • @JituBhai-t1i
      @JituBhai-t1i 6 днів тому

      Yes only 2000 students can get job but not by bribery... govt should conducts fair examination, then select right candidate... And don't compromise with money 😂

  • @Odiatokajaga-x
    @Odiatokajaga-x 6 днів тому

    Chalu

  • @Dipen7077
    @Dipen7077 6 днів тому +1

    Rali kale kichhi lava nahi high court kara Sabu prove to achhi bhai face institute malik questions aasu ni

    • @suryaranjandas2283
      @suryaranjandas2283 6 днів тому

      Bhai high court re ASO pai case kara jaithila hele result zero

  • @mahendramahanta9432
    @mahendramahanta9432 6 днів тому +1

    Madichal ❤❤❤

  • @anjanajena1726
    @anjanajena1726 6 днів тому +1

    Exam thik bhabare hau

  • @prasantakumarmohapatra6165
    @prasantakumarmohapatra6165 6 днів тому

    Exam should be cancelled

  • @sri9321
    @sri9321 6 днів тому +1

    BJP HAU KI BJD HELE KN HABA ଦଲାଲ୍ ହଟିଲେ ହିଁ ଦୁର୍ନୀତି ହଟିବ

  • @satyabratatarai8537
    @satyabratatarai8537 6 днів тому

    Jaha ku dekhibu dekh sabu political party eka

  • @Sainik322
    @Sainik322 6 днів тому

    ଚାଲ ଭାଈ ଆମେ ଏକ ହେବା ଓଡ଼ିଶା କୁ ବାଂଲାଦେଶ ବନେଇ ଦେବା 😡

  • @bandeodisha5702
    @bandeodisha5702 6 днів тому +1

    Ri exam cancel heu

  • @jayantakumarparhi7935
    @jayantakumarparhi7935 6 днів тому +2

    Mora chakiri SI hoithila se gandi mara biranchi ossc mote gandi maridela mu ur boli au kie paisa dei kini nela, ebe mora age nahin au mu anutap nian re jaluchi😢 paisa deithile mora hoithanta paisa ta nahin

  • @sonubiswal8675
    @sonubiswal8675 6 днів тому

    Jaha ku dekhibu dekh sabu political party ek

  • @beautifulnature789
    @beautifulnature789 6 днів тому

    ସରକାର ଏଥର ସମ୍ଭାଳି ବ 😡

  • @beautyofnature7614
    @beautyofnature7614 6 днів тому +1

    White shirt Bhai ta sabu exam pain re dekhuchi last 2/3yr heba 😂😂😂kouthire b bajuni sabu Katha re rajaneeti 😂😂😂

  • @pabitrakumarlenka3474
    @pabitrakumarlenka3474 6 днів тому

    Abinash bhai jindabad😅