ଅଭିଭାବକ ମହାସଂଘର ସଭାପତିଙ୍କର ଆସିଲା ବଡ଼ସାକ୍ଷାତକାର ଶିକ୍ଷା ବ୍ୟବସ୍ଥାର ସୁଧାର ଏସରକାର ଆଣିପାରିବେ ତ?LIVEଶୁଣନ୍ତୁ

Поділитися
Вставка
  • Опубліковано 21 гру 2024

КОМЕНТАРІ • 10

  • @bibhushavijaya2556
    @bibhushavijaya2556 7 годин тому +2

    ଶକ୍ଷକ-ଅଭିଭାବକ ମିଳିତଭାବେ ଏକ ଦୁର୍ବାର ଅଦମନୀୟ ଗଣଆନ୍ଦୋଳନ ଏ ସରକାର ବିରୁଦ୍ଧରେ ଗଢନ୍ତୁ । ଶିକ୍ଷକମାନଙ୍କ ବିଭିନ୍ନ ଦାବୀ ସମେତ ବିଦ୍ୟାଳୟର ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟରୁ ସେମାନେ ଯେପରି ନିବ୍ରୁତ ହେବେ । ବିଧାୟକଙ୍କ ଦରମା ସାତ ଦିନ ଭିତରେ ଲକ୍ଷାଧିକ ବଢି ଯାଉଛି, କିନ୍ତୁ ଶିକ୍ଷକମାନଙ୍କ ବେଳକୁ ବର୍ଷ ବର୍ଷ ଗଡି ଚାଲିଛି ।

  • @saisikhya7557
    @saisikhya7557 9 годин тому +1

    Thank you sir for your support us 🙏

  • @Sanjaykumar-fv3ud
    @Sanjaykumar-fv3ud 3 години тому

    Solid statements.

  • @debapatra.princy6313
    @debapatra.princy6313 3 години тому

    Bhala katha kahile bhala lagila

  • @soumyaranjanmohapatra8855
    @soumyaranjanmohapatra8855 5 годин тому

    Right....

  • @joginathpanda8836
    @joginathpanda8836 Годину тому

    ଶିକ୍ଷା ନାମରେ କୁଶିକ୍ଷା ଚାଲିଛି ଶିକ୍ଷା ର ଉନ୍ନତି ନହେବା ପର୍ଯ୍ୟନ୍ତ ଦେଶ ର ଉନ୍ନତି ଅସମ୍ଭବ

  • @sureshandharua7891
    @sureshandharua7891 8 годин тому +1

    NEP 2020 ଶିକ୍ଷାନୀତି ଲାଗୁ ହେଲେ ବି କିଛି ଲାଭ ନାହିଁ। ସରକାର କେବଳ data ସଂଗ୍ରହ କରିବେ । ପିଲା ର ପାଠ ଶୂନ ହୋଇଯିବ।ଗରୀବ ପିଲାଟି ଦାଦନ ଖଟିବ । ଶିକ୍ଷା ପ୍ରତି ସରକାର ଯେତେ ଦୃଷ୍ଟି ଦେବାକଥା ଦେଉ ନାହାନ୍ତି। ଯୋଜନା କରିଦେଲେ ଶିକ୍ଷା ର ଉନ୍ନତି ହେବନାହିଁ। ରଙ୍ଗ ବଦଳିବ ଛାତ୍ର ର ଉନ୍ନତି ଆବଶ୍ୟକ।

  • @sanjibetc4927
    @sanjibetc4927 9 годин тому +1

    Etedin jae soithila kouthi

  • @GopakrushnamohantyMohanty
    @GopakrushnamohantyMohanty 2 години тому

    Classwise teacher posting hele bhala

  • @chandanroy3151
    @chandanroy3151 7 годин тому

    App kaha the gyani baba