LADHEI PALA - ଲଢେଇ ପାଲା | ମୃଗବତୀ ସ୍ଵୟମ୍ବର | Part-2 | Bhabani Sankar Dash,Manoranjan Kar | S. Bhakti

Поділитися
Вставка
  • Опубліковано 12 лис 2024

КОМЕНТАРІ • 6

  • @sibarampradhan8947
    @sibarampradhan8947 9 місяців тому +4

    ଅତି ସୁନ୍ଦର ଭାବରେ ଗାୟକ ଭବାନୀ ଶଙ୍କର ଦାସ ଛାନ୍ଦ ଓ ଶ୍ଲୋକ ମାଧ୍ୟମରେ ବୁଝେଇ ଦେଇଛନ୍ତି ଯେ ସ୍ତ୍ରୀ ର ଅଭିଳାଷ ପୂର୍ଣ୍ଣ କରିବା ସ୍ବାମୀ ମାନଙ୍କର କର୍ତ୍ତବ୍ୟ। ଏହା ଯୁଗେ ଯୁଗେ ସତ୍ୟ। ଯେପରି ଶ୍ରୀ ରାମଚନ୍ଦ୍ର ମାତା ସୀତା ଙ୍କ ପାଇଁ ସ୍ବର୍ଣ୍ଣ ମୃଗ ପଛରେ ଧାଇଁ ଥିଲେ।
    ପ୍ରଭୁ ଶ୍ରୀକୃଷ୍ଣ, ଦେବ ଲୋକରୁ ପାରିଜାତ ବୃକ୍ଷକୁ ଆଣି ପନ୍ତ୍ରୀ ଙ୍କର ଅଭିଳାଷ ପୂର୍ଣ୍ଣ କରି ଥିଲେ।
    ମହାବଳୀ ଭୀମ, ଦୂର୍ଯେ୍ୟାଧନ ର କଟା ହସ୍ତ ର ରୁଧିର ଦ୍ଵାରା ପାଞ୍ଚାଳୀ ଙ୍କ ସପଥ କୁ ପୁର୍ଣ କରିଥିଲେ।
    ଏ କାଳୀ କାଳରେ ସ୍ତ୍ରୀ ପାଇଁ ସ୍ବାମୀ ତାର କର୍ତ୍ତବ୍ୟ ରେ ବନ୍ଧା। କିଏ ସଂସାର ତ୍ୟାଗୀ ତ କିଏ ପ୍ରବାସୀ,କିଏ ଦିନ ଦୁଃଖୀ ତ କିଏ ପ୍ରଭାବଶାଳୀ।
    ଆଉ କିଏ ନିୟମ ର ଅନ୍ଧକାର କୋଠରୀ ମଧ୍ୟରେ ଆଜୀବନ କାରା ବନ୍ଦୀ।
    ଅତ୍ୟନ୍ତ ହୃଦୟସ୍ପର୍ଶୀ ପରିବେଷଣ....
    Thank you for Siddharth bhakti channel.

  • @bhagabanadhibar9841
    @bhagabanadhibar9841 9 місяців тому +1

    ସୁନ୍ଦର ଅତି ସୁନ୍ଦର ହୋଇଛି

  • @jagatrajdas9551
    @jagatrajdas9551 9 місяців тому

    🙏Jay jagannath🙏

  • @karunakargiri5072
    @karunakargiri5072 9 місяців тому +2

    Uvay. Gayak ka. Ro paribaysan
    Vala .uchakatiro.kintu kora sir
    Tar tar haie ki gaouchanti.

  • @SaratchandraGiri-do4ck
    @SaratchandraGiri-do4ck 9 місяців тому

    Good. Well