Baishi Pahache Kheliba Mina | ବାଇଶି ପାହାଚେ ଖେଳିବ ମୀନ | Odia Full Movie HD | New Film
Вставка
- Опубліковано 5 лют 2025
- Sandipan Odia presents you one of best Classical Odia language movie only on Sandipan Odia UA-cam Channel.
Starring : Mihir Das, Bijay Mohanty, Priyanka Mahapatra, Bina Moharana, Poonam Mishra, Dushmant Panda, Biju Badajena, Debu Bramha, Priya Choudhury, Raicharan Das, Lalit, Akhila Patnaik, Premanjan Parida and others
Cinematography : S. Ranjan
Music : Shantiraj Khosla
Story, Screenplay & Direction: Sanjay Nayak
Banner : Rajalaxmi Priyadarshani (Subham Satadbi Films)
Production House : Sandipan Odia
ସନ୍ଦୀପନ ଓଡ଼ିଆ କୁ "Subscribe" କରନ୍ତୁ ଓ ପାଖରେ ଥିବା "Bell Icon" 🔔 କୁ ପ୍ରେସ୍ କରନ୍ତୁ।
Don't forget to SUBSCRIBE "Sandipan Odia" UA-cam Chanel and press the bell icon to stay connected!🔔
© Sandipan Odia 2024
For More Such Content :
Subscribe:@ / @sandipanodia
Follow Us On :
Facebook:@ / sandipanodia
Contact Us:
info.sandipanodia@gmail.com
#odiafullmovie #fullfilm #odiafilm
ଛୋଟ ବେଳର ସିନେମାଟି ଦେଖି ବହୁତ୍ ଭଲ ଲାଗିଲା ❤ ଛୋଟ ବେଳେ ଟିଭି ରେ ପରିବାର ସହ ଦେଖୁଥିଲି ଏବେ କିନ୍ତୁ ମୋବାଇଲ ରେ ପୁଣି ଏକୁଟିଆ 😢 ୪ ଅଗଷ୍ଟ ୨୦୨୪🎉
Kn pai Dara laguchi 😊
Mu ebe dekhichi aso dekhiba misiki 😊❤
😂qq
😢😢😢😢😢
Q@@user-bu5k
2024 ରେ କିଏ କିଏ ଦେଖୁଛ ଏହି ପୁରୁଣା film 😊💗💞👍
Mu dekhu chi❤
Mu agaru 2-4 thara dekhichi ahuri mana hela dekhibaku ebe bi dekhuchi
@@smartRaja..-xh9ed tq you bro 😇
@@SaratkumarBehera-km7qr mu 5 thara dekhichi 😊
Mu dekhu chi
ଛୋଟ ବେଳୁ ଏଇ ଫିଲ୍ମ ମୁ ଆମ ଘରେ ସମସ୍ତେ ଦେଖିଛୁ ତରଙ୍ଗ ଟିଭି ରେ ବହୁତ ସୁନ୍ଦର ଚଳଚିତ୍ର ଲାସ୍ତ କୁ ଦୁଃଖ ବି ଲାଗୁଚି ଆଜି ବହୁତ ଦିନ ପରେ ୟୁଟୁବ ରେ ଦେଖିଲି ବାଇଶି ପାହାଚେ ଖେଳିବମୀନ ଜୟ ଜଗନ୍ନାଥ ❤️❤️🙏
😢
😢😢
79781 no@@GD_Creative-m3i
ସମୟ ଆସୁଛି ସବୁ ଘଟିବ ,, ପର୍ବତ ଶିଖରେ ପୁଟିବ କଇଁ ଅଚ୍ୟୁତ ବଚନ ଟଳିବ ନାହିଁ ,,ଜୟ ଶ୍ରୀ ଅଚ୍ୟୁତ ପ୍ରଭୁ ❤🙏🏻🙏🏻
🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Aita sata haba au besi bela nah lo baula nikate hoiba dekha..
Pancha sakha mane kahi jaichhanti. Nikate hoiba dekha 🙏🙏🙏
@@rojalinpadhi8831Tame kn achyutananda das nka Sana bhauni sabu janicha😮😅
ଅପେକ୍ଷାର ଅନ୍ତ କେବେ ହେବ? ଦୟାକରି ଉତ୍ତର ଦେବେ? ପାପୀ ଦୁରାଚାରୀଙ୍କ ସାଙ୍ଗରେ ରହିବା ବଡ଼ କଷ୍ଟକର ହୋଇପଡିଲାଣି l ହେ ପ୍ରଭୁ! ରକ୍ଷା କର!
Really right mo bhai😢😢😢
ଏଇ ଫ୍ଲିମ କୁ କୋଉ ମାନେ ଖୋଜୁଥିଲେ lake କର
Like ❎ lake✅
P
Like ✅ Lake❎
😂😂@@gouri1480
❤🎉
ଯେଉଁ ମାନେ ଅଗଷ୍ଟ ମାସ ରେ ଏଇ ଚଳଚିତ୍ର ଟିକୁ ଦେଖୁ ଚୋନ୍ତି like କର 😊😊
ଜୟ ଜଗନ୍ନାଥ ❤❤❤
Hii
Love you 💗💕😔😭😔😭😔
୨୦୧୧ ମସିହାରେ କେଉଁମାନେ ସବୁ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲ like kara😅
Villain Ra Locket re Sarathi Baba 😂😂😂😂😂😂
Mu 9 class re padhu thile
ମୁଁ 10th ରେ 😂
Mu +3 2nd year paduthili
Mu 9th re padhuthili
Kahara favourite like kara 😊😊
ବାଇଶି ପାହାଚେ ଖେଳିବ ମୀନ ,, 2011 ରେ ଦେଖିଥିଲି ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର
Kia kia bijaya sir Au mihire sir ku Miss karuchhanti like kara
କିଏ କିଏ ଏ ଫିଲ୍ମ ଆଜି ଦେଖୁଛ 🥰🥰👌👌
Mu
Mu
Mu
❤
Mu
ମୁଁ ବୋହୁତ ବୋହୁତ ଧନ୍ୟବାଦ୍ ଦେବି ଯିଏ ଏହି ଫିଲ୍ମ ଟିକୁ ଅପଲୋଡ଼ କରିଛନ୍ତି
Hm bhai
Hii
ପୁରୀ ଶ୍ରୀମନ୍ଦିର ରେ ଯେତେ ଅନ୍ୟାୟ କରୁଛନ ଏମିତି ଭାଷିବେ ଗୋଟେ ଦିନ
ପ୍ରଭୂ ଜଗନ୍ନାଥଙ୍କ ଲୀଳା ଅପାର ପାର 🙏🙏🙏
ହଁ ଭାଇ
2011ରେ ଦେଖିବା ବାକୁ ଯାଇଥିଲି ❤
ଛଟ ବେଳେ ଏ film ଦେଖିକି ବହୁତ୍ ଡରି ଯାଇଥିଲି 😢
ମୁଁ ବି 😂
Mu bi
Ha bhai😂
ଠିକ୍ କହିଲ ମୁ ଭି ଭାଇ ଡରିଯାଇଥିଲି😅
Satare😢😢
ଜୟ ଜଗନ୍ନାଥ 🙏🙏🙏🙏
ଶ୍ରୀ ଜଗନ୍ନାଥ ମହାପ୍ରଭୁ ସବୁ ପାରି କରି ଦେଲେ ଜୟ ଜଗନ୍ନାଥ 🙏🙏
End Is Near Hail Lord Jagannath ⛳❤️
Proud of odisha for Two legendary actor bijay Mohanty and Mihir das..💪👌🔥
ProudofodishafoTwolegendaryactorbijayMohantyandMihirdas...💪👌😢😢😭😭😭😭😱😱😱😱
(୨୦୨୪ - ଅଗଷ୍ଟ ୫ ତାରିଖ) ଆଜି ରାତି ଟା ପୁରା ଜମି ଗଲା ❤
Aitaa mu chota belee cinema hall ree jaikii dekhithilii family saha❤.I love this move🥰🥰🥰
କଳିଯୁଗ ମାଳିକା ସତ ହେବ
❤❤
ମହାପୁରୁଷଙ୍କ ଲେଖା ସତ୍ୟ ଏହା ଅନ୍ୟଥା ନୁହେଁ
😂😂😂
Oo
ଯେଉଁ ମାନେ ଏହି ଫିଲ୍ମ କୁ ପଶନ୍ଦ କରିଛନ୍ତି ଲାଇକ କର
Thank you SANDIPAN TV for giving this movie 😊 my favourite childhood movie 😊
ହେ ଜଗନ୍ନାଥ ଦୟା କର ଜଗତ କୁ ଏତେ ଭୟଙ୍କର ଶେଷ କେବେ ନ ଆସୁ ପ୍ରଭୁ 😢
Recent heichi Kerala
Bhai byasta huani 🌍 ra binashs ete sighra habani
Btw Jagannath nkara UA-cam re channel nahi , Pray karibaro achi jodi mandir ku jao
ନିଶ୍ଚିନ୍ତ ଆସିବ ଭାଇ ମାଳିକା ରେ ସବୁ ଲେଖା ଅଛି ଧୀରେ ଧୀରେ ସବୁ ସତ ହେବାରେ ଲାଗିଛି
@@swainzsubrat4733 bhai Veda re nahin
ମୋତ ଏଇ film ଭହିତ୍ ଭଲ ଲାଗେ ଆଉ କାହାକୁ ଭଲ ଲାଗେ ଲାଇକ୍ କର❤❤❤❤
😂😂😂😂😂
2025 ରେ କିଏ କିଏ ଏଇ ଫ୍ଲିମ ଟିକୁ ଦେଖୁଛନ୍ତି ଲାଇକ କର 🙏
Mu 😂
ଏ ଫିଲ୍ମ୍ ମି କଣ ସତ ହେ ପ୍ରଭୁ ଏ ସୁନ୍ଦର ଦୁନିଆ କଣ ସତରେ ହଜି ଯିବ ଏ ସୁନ୍ଦର ଦୁନିଆ କୁ ନଷ୍ଟ କରନି ପ୍ଲିଜ୍ ପାପି ଙ୍କୁ ବିନାଶ କର ଆଉ ପୁନ୍ୟ ପ୍ରାଣୀ ଙ୍କୁ ଉଦ୍ଧାର କର ଯେ ଜଗନ୍ନାଥ🙏🙏🙏🙏♥️♥️♥️♥️😮😮😮 ମୁଁ ପୁରା ବହୁତ୍ ଡରି ଯାଇଛି a ଫିଲ୍ମ୍ ମୀ ଦେଖି ସମସ୍ତେ କୁହନ୍ତି ମାଳିକା କୁଆଡେ ସତ ହିଁ କୁହେ,👍👍👍👍
bhaii tame film dekhiki darijaicha au ame tama odia dekhiki 🤣😂, kharap bhabibani
Habani ebe kichi semiti😂😂😂😂😂
ମୁଁ 2024August 3 ରେ ଦେଖୁଛି 😂
Me too bro 😅
I'm also
Me too
Bhai mun bhi ebe dekhuchi
Mu bi
Maybe the last time I watched an Odia Movie in Theatre 👾
ଏ ଚଳଚିତ୍ର ଟି ମୋ ପିଲାଦିନ ମାନେ ପକେଇ ଦେଲ🥹 ଧନ୍ୟବାଦ୍ Sandipan odia 🙏🙏
2011 ରେ ଦେଖିଥିଲି ଏବେ ଫୁଣି 2024ରେ ଦେଖିଲି
Tudu padu pada😂
Thank
Kete bele dekhi la
Same
Hii
Bahut Dina ru apekhya thila... Final aji sandipan channel ae movie t ku nei asile....bahut bahut dhanyawad ❤
❤ chanal Sandipan good name
Lord Sri Krishna guru of sandipani
02:02:41 ରେ କିଏ କିଏ ପୁଷ୍କର ବେକରେ ଭଣ୍ଡ ସାରଥୀର locket ଦେଖି ପାରିଲ Like କର
Jay jagannath srusti ku rakya kara prabhu 🙏🙏🙏🙏😔😔
ସବୁ ସିନେମା ର ଗୀତ ଏବଂ ଭିଡ଼ିଓ ଉପଲୋଡ କରନ୍ତୁ ଭାଇ ପ୍ଲିଜ଼ 👌👌👌👍👍👍💯💯💯🎉🎉🎉
ଲାଲ ଟୁକୁ ଟୁକୁ ସାଧବ ବୋହୁ ଛାଡ଼
Hn bhai lal tuku tuku sadhba bohu ra hd movie upload karantu plz
Yes
Munn August 10 re A movie dekhuchi na khoji miligala auu kie dekhucha like 👍 kara 😂😂
Dine na dine aemiti haba kalijuga sesha.. 🙏🙏
❤❤Fast film ହଲ୍ ରେ ଦେଖି ଥିଲି ❤❤ ହଲ୍ ରେ କିଏ କିଏ ଦେଖି ଛ କୁହୋ
ସବୁ ସେହି କାଳିଆ ର ଇଚ୍ଛା ଜୟ ମହା ପ୍ରଭୁ 🙏🙏🙏🙏
Lal tuku tuku sadhaba bohu movie upload kr bhai please chada ❤❤
Odia no1 movie chenal
Mun September 18 re dekhuchi ai movie mo pila dino ro favourite movie old is gold ❤🌝 thanks UA-cam 🙏
First comment
Thank you srr love you tuber chadethibaru next fime lalatuku sadhab bohu filme chadantu please
😮😢😢😢 Jay jagannath 🙏🙏🙏🙏
ଏହି ଫିଲ୍ମଟି ଭଲଲାଗିଲା❤
He jaganata
Tate bhala pauchi boli move au mu tate Love karuchi upload kara please
ୱାହା କି animation Hollywood କୁ ପଛରେ ପକେଇ ଦେବେ 🤣😂
Nonsense
Jetebele gandi mareibu kau Hollywood banchei paribani
@@LaganJeet-b3h Animations of this movie is just like Ur sense 🤣😂
@@chenkabhainanastik ବେ ମୂର୍ଖ, ଏଇ ମୁଭି ୨୦୦୮ ମସିହାର, low budget movie , ଓଡ଼ିଆ ଦର୍ଶକଙ୍କ ସଂଖ୍ଯା କମ୍, ତେଣୁ... ବୁଝିଲୁ ହଲିଉଡ ପେଳ 😂
Yes aji mo dekhuchi Abe mate vala Lage aei film
Bhai tk premi no. 1 film ta chada full movie ta plzzz
Bahut bhala movie
Best movie my favourite ❤
❤❤❤❤
😢😢Aeta dekhiba matre akhiru luh bhaari ashuchhi
ମୁଁ 2024 August 8 ରେ ଦେଖୁଛି 🙏🥺😢😢
Wow❤❤
2025 ରେ କିଏ କିଏ ଦେଖୁଛ 😂😂😂
Gote sua gote sari movie plzzz upload 🙏🙏🙏
Hn❤
Mu aji bi dekhuchi ai film😊😊❤❤❤❤❤ satare bohut sunder
❤
ଜୟ ଶ୍ରୀ ଜଗନ୍ନାଥ🙏❤😊
ଏଇ ଫ୍ଲିମ ଦେଖିବାକୁ ଭଲ ଲାଗୁଛି
ଲାଲ ଟୁକ୍ ଟୁକ୍ ସାଧବ ବୋହୂ Full Movie Upload କରନ୍ତୁ plz
I was searching for this movie and i got it ❤ i watched this movie when I was small
Au I love u movie ta chada
Still One of the Best Childhood Fav Movie! ❤🙌
Best Odia Film I Ever Watched ❤
2024 August 2 re kia kia ae movie dekhucha friend coment karo....
Feeling nostalgic and remembering 2012 ମହା ପ୍ରଳୟ 😮😅
Agnisikhaa full movie of barsha priyadarshini please upload karantu sir
ଗଛ ଉପରେ ଫଳ ଫଳ ଉପରେ ଗଛ ତାହା କଣ ?
(A)= ଆମ୍ବ
(B)= କଦଳୀ
(C)= ସପୁରି
(D)= ଅଙ୍ଗୁର
ଉତ୍ତରଟି ଯିଏ ଜାଣିଛ କମେଣ୍ଟ୍ କରି ଜଣାଅ
C
ଆପଣ ଠିକ୍ ଉତ୍ତର ଦେଇଛନ୍ତି Thanks @@sabardeepak4402
c
C
Ena bi ae movie dekhile deho thari uthuchhi😭
Lal tuku tuku sadhaba Bohu full movie upload karantu
2011ରେ ଦିକିତିଲି ପୁଣି ଆଜି ଦେଖୁଚି 13 ବର୍ଷ ପରେ,, ସୁନ୍ଦର୍ ଫିଲିମ୍ 🎉🎉🎉🎉
କେହି ରହିନାହିଁ ରହିବେ ନାହିଁ ଭବରଙ୍ଗ ଭୂମିତଳେ
ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବେଳେ😔😔
Thanks for uploading this movie in high quality 🙏🙏🙏🙏please delete mat karna
Sir i waited a long for this film.. thank you 😊
sir could you please upload laal tuku tuku sadhab bohu..plz sir
Bay bay Dubai full movie upload kara plz
Kia kia mobhali 2024 re b dekhu cha like kara👍👍
Miss you ବିଜୟ ମହାନ୍ତି
ମିହିର ଦାସ .... 🥺😢
❤❤❤❤❤
Mun 2024 October 9 re dekhuchi.... Satare aee movie jete dekhile bi nua lage ❤❤ puruna movie ra maja hni kichi alaga
2024 ରେ କିଏ କିଏ ଦେଖୁଛ
Odisha odia cinema old best cinema red more ........
Premi no. 1 upload plz🙏
Kie kie ae film ta dana cyclone time re dekhu chantu 😊
Two mega star Vijay mohanty and mihir das miss you ❤
ହେପ୍ରଭୁ ଏମିତିନକର😂😂😂😂😢😢
uncle ei emoji ta hasibar emoji.😭
2024 agust 5 re kia kia a movie dekhucha like kara 👉👍
Mu abe dekhuchhi 😭😭😭
Jay Jagannath swamy 🙌🌺🌺🌺🙌
Rakate lakhichi Naa movie upload kara bhai
ମାଳିକା ନିଶ୍ଚୟ ସତ ହେବ ଜୟ ଜଗନ୍ନାଥ 🥺🙏
ସବୁ ଗୀତ ଭଲ ଲାଗୁଛି ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଙ୍କୁ କୋଟି କୋଟି ପ୍ରଣାମ
Childhood masterpiece ❤️🙌🏻
ସବୁ ମିଛ ୨୦୧୧ କୁ ଟିକେ ମନେ ପକାଅ ଏବେ ୨୦୫୦ ଆସିଲାଣି 😂 😂 😂 😂
ଏଠୀ ପୁଷ୍କର ସାରଥି ମହୁ ପି କି ଆସିଛି 😅😅😅
2024 re କିଏ ଦେଖୁଛି 😊
ଯୋଦ୍ଧା movie upload kar