ଜଗନ୍ନାଥଙ୍କୁ ବୁକୁଚାରେ ବାନ୍ଧି ନେଲେ || ତମେ କିଏ କି ହୋ..ଗଭର୍ଣ୍ଣରଙ୍କ ନାତି ||

Поділитися
Вставка
  • Опубліковано 18 вер 2024
  • ଜଗନ୍ନାଥଙ୍କୁ ବୁକୁଚାରେ ବାନ୍ଧି ନେଲେ || ତମେ କିଏ କି ହୋ..ଗଭର୍ଣ୍ଣରଙ୍କ ନାତି || #latestnews #bapuojha #socialworker #viralvideo #jatraactor #zollywood #singhabahinijatraparty #kanha #jagannath #lordjagannath #latestupdates #politicalupdates #politicalnews #news #politicalleaders #trendingnews #trending #odishalatestnews #odishalatestupdates #odishanewstoday #todaynews #todayupdates #todaytrending #trendingupdates #updatesstory #reonews #odishanews #Odianews #livenews #odishanews #Odiasamachar
    REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
    REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
    ✅ Visit us Our Website: reonews.in/
    Connect with us at our social media handles:
    ➡ UA-cam:
    / @reonews
    ➡ Facebook: / reo-n. .
    ➡ Instagram: / reonews24

КОМЕНТАРІ • 56

  • @manashnayak2794
    @manashnayak2794 День тому +12

    ମାଗିହା କୁ 💯ଥର କାନ ଧରି ଵଶ ଉଠୁ ହଉ

  • @bhimacharansamal2136
    @bhimacharansamal2136 День тому +7

    ଆତ୍ମ ଗର୍ବ ର ଫଳ ଫଳିବ.ସାବଧାନ ହୁଅ

  • @kishorkumar3809
    @kishorkumar3809 День тому +8

    ତୁରନ୍ତ ସେ ଲୋକଙ୍କୁ ଗିରଫ କରାଯାଉ

  • @gyanaranjannayak806
    @gyanaranjannayak806 7 годин тому +3

    ଜୟ ଜଗନ୍ନାଥ 🙏🙏 ମୋ ପ୍ରଭୁଙ୍କୁ ଅପମାନ କରୁଥିବା ବ୍ୟକ୍ତି କୁ ଶୀଘ୍ର ଦଣ୍ଡ ଦିଆଯାଉ

  • @chittaranjannayak8527
    @chittaranjannayak8527 8 годин тому +2

    Jay jagannath 🙏

  • @BiswajitDash-q7i
    @BiswajitDash-q7i 11 годин тому +3

    ତୁରନ୍ତ ଏହାର ସମାଧାନ କରାଯlଉ ବେକ୍ତିଗତ ଭାବେ ଭାରି କଷ୍ଟ ଲାଗୁଚି

  • @akhayakumar2230
    @akhayakumar2230 15 годин тому +2

    ଯାତ୍ରା ଦେଖିଥିବା ଲୋକ ମାନେ ତାଳି ମାରିଥିଲେ ସେତେ ବେଳେ କୁଆଡେ ଯାଇଥିଲ ଆମର ପ୍ରଭୁ ଜଗନ୍ନାଥ କୁ ଏପରି କଲା ବେଳକୁ ସରମ ଲାଗିବ କଥା ଯିଏ ନାହି ସିଏ ଏମିତି ପ୍ରଭୁ ଜଗନ୍ନାଥ କୁ ନେଇ କରୁଛନ୍ତି ଜୟ ଜଗନ୍ନାଥ 😔

  • @DilipNayak-y1f
    @DilipNayak-y1f 7 годин тому +2

    Odisha flim stop ହେଲା
    Jatra stop ହବା ଦରକାର
    Jatra ମାଲିକ ମାଗିଆ କୁ‌ ଫାସି
    ହଵା‌ ଦରକାର

  • @bishnupriyamandal5805
    @bishnupriyamandal5805 4 години тому

    Jai Jagannath bada thakura

  • @miramohanty1939
    @miramohanty1939 6 годин тому

    ଉକ୍ତ ନାଟ୍ୟକାର ଏମିତି ଚଳଚିତ୍ର ଲେଖିଲେ ଚଳଚିତ୍ର ଶିଳ୍ପ ବୁଡି ଗଲା ସେଇଠୁ ଜଣେ ବରିଷ୍ଠ ନାଟ୍ୟକାର ଙ୍କ ଅସୁସ୍ଥତା ରେ ନାଟକ ପାଉନଥିବା ତାଙ୍କ ନିର୍ଦେଶକ ଙ୍କୁ ଧରି ଯାତ୍ରରେ ପ୍ରବେଶ କରି ଯାତ୍ରା ଜଗତକୁ ନଷ୍ଟ କରିବାରେ ଲାଗିଛନ୍ତି ବ୍ରହ୍ମା ବିଳିବିଲି ହେଲେ ବେଦ

  • @manojkumamuduli8823
    @manojkumamuduli8823 Годину тому

    କଣ ହେଇଗଲା ସେଇଠୁ । ଜଗନ୍ନାଥଙ୍କୁ ବୁକୁଚା କରି ନେଇଗଲା ବୋଲି ଜୋଉ ମାନେ ପ୍ରତିବାଦ କରୁଛ ସେଇମାନେ ଗୋଟେ ଗୋଟେ ମାଗଣା ଖିଆ , ତଣ୍ଟି ଚିପା ଟାଉଟର । ଜଗନ୍ନାଥ ସମସ୍ତଙ୍କର । ଜିଏ ଯେମିତି କଲା ଜଗନ୍ନାଥ ତାକଥା ବୁଝିବେ ତମେ ମାନେ କିଏସ୍ କହିବାକୁ ତମେ ମାନେ କଣ ବାଣ୍ଡ ମୁଣ୍ଡି । ଓହଃ ତମମାନକୁ ଜଗନ୍ନାଥ ତଣ୍ଟି ଚିପା ଧନ ଆଣିକି ଦଉଛନ୍ତିତ ସେଥିପାଇଁ ତମମାନକୁ ବାଧୁଚି । ହକ୍ ଖଟିକି ଖାଉଥିଲେ ଠିକ୍ ବୁଝିପାରନ୍ତ ଜଗନ୍ନାଥ କିଏ ପୋଲାଧନ ମାଇପ ମେଲାରେ ପୁରେଇ ଦଉଚ ସେଥିପାଇଁ ଜଗନ୍ନାଥ ଜଗନ୍ନାଥ ହେଉଛି

  • @chaturbhujabag5095
    @chaturbhujabag5095 День тому +1

    Bjd. ଜଗନ୍ନାଥ ଙ୍କୁ ଭିକ ମଗାଇ ହାରିଲା

    • @MANOJKUMAR-l6q4e
      @MANOJKUMAR-l6q4e 7 годин тому

      ମାଲିକେ କେବେ ପୁରୀ ଆଡେ ଥରେ ଆସ ଦେଖିବ

  • @Reenabehera0
    @Reenabehera0 2 години тому +1

    He mahabahu kn heijauchhi 🔔🙏🏻🙏🪔🪔🪔🌹🐚🐚🚩😭😭😭😭😭😭😭😭😭😭

  • @DilipNayak-q2t
    @DilipNayak-q2t 5 годин тому

    Tanka...... 😊😊😊😊😊😊😊😊😊

  • @arunamohanty2986
    @arunamohanty2986 8 годин тому +1

    Aapna thik k ahichhanti sir se writer directer samaste dosi se jatra Malika madhya

  • @SurendraMurmu-ut5yd
    @SurendraMurmu-ut5yd 3 години тому

    Amman

  • @jameswarpradhan8181
    @jameswarpradhan8181 13 годин тому

    Immediately arrest him

  • @mamatapradhan7519
    @mamatapradhan7519 7 годин тому

    Ati utapta dhram sahile hela

  • @BishwanathSethiBishwa
    @BishwanathSethiBishwa 18 годин тому

    He should be arrested.

  • @SridharJena-yw3rm
    @SridharJena-yw3rm 7 годин тому

    Kanha ra bahut garba helani

  • @pranakrushnamaharana4869
    @pranakrushnamaharana4869 14 годин тому +1

    Kanha babu nkara kichi vul nainh. Kainhki ajathare dosa daucha. Nataka lekhiba lokara sabujaka vul. Mo banda nataka lekhu chanti.

  • @TunaDas-tt7xj
    @TunaDas-tt7xj Годину тому

    ଗାଣ୍ଡିଆ BJD ଦଳ ପାଣ୍ଡିୟାନ କଥାରେ ପଡ଼ି ଗାଁ ଗାଁ ବୁଲାଉ ଥିଲେ । ଆଜି bjd ନେତା ଏମିତି କୁକୁର ବୁଲୁ ଛନ୍ତି ଆଉ ଏମିତି ଜୋର ଭୋକୁ ଛନ୍ତି ତାଙ୍କୁ ରାତିରେ ନିଦ ହେଉନ ଥିବ। କାହିଁକି ଏମାନଙ୍କର ଭାବ ବୀହଳ ଚରମସୀମା ଟପି ସାରିଛି ନିକଟ ଭବିଷ୍ୟତରେ ଏମାନଙ୍କର କ୍ଷୀଣ ସ୍ରୋତ ଜଳଧାର ପରି କ୍ଷୀପ୍ର ଗତିରେ ଅବସାନ ଘଟିବ। ସୁଣରେ bjd ଟଙ୍କା ପାଗଳ ଚଟା କୁକୁର ମାନେ। 🙏ପ୍ରଭୁ ଜଗନ୍ନାଥଙ୍କ ସ୍ତ୍ରୀ ମହାଲକ୍ଷ୍ମୀ ମାତା ଅନ୍ତକୋଟି ଭଣ୍ଡାରର ମାଲିକ ସେ,

  • @kanhusahoo4289
    @kanhusahoo4289 15 годин тому

    Jagarnnatha nku Apaman sahya karajibani Se badadandare gadi khyama prathana karu

  • @pravatkumarmishra9760
    @pravatkumarmishra9760 9 годин тому

    B j d ଯେତେବେଳେ ଟ୍ରାଲିରେ ନାଳ nardamare ଭିକ ମଗାଉଥିଲ ସେତେବେଳେ କାହିଁକି ଚୁପ୍ ଥିଲ ସମାନ କେସ

    • @MANOJKUMAR-l6q4e
      @MANOJKUMAR-l6q4e 7 годин тому

      ଆଉ ସମ୍ବିତ ପାତ୍ର କାହିଁକି କହିଲା ଜଗନ୍ନାଥ ହେଉଛନ୍ତି ମୋଦୀଙ୍କ ଭକ୍ତ 😂😂
      ଭାଇ ଯଂଜ୍ଞ,ଅଷ୍ଟପ୍ରହରୀ, ଆଉ ଯେକୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯେଉଁ ଟଙ୍କା ଆଦାୟ ହୁଏ, ତାହା କଣ??
      ଏମିତି ବି ରାମଙ୍କ ରଥ ବି ବୁଲିଛି ଯେ

  • @kalandi3987
    @kalandi3987 17 годин тому

    Paisa dia jaichi kahna nku malik mannku

  • @brahmendramallik6712
    @brahmendramallik6712 9 годин тому

    dharmender pradhan jaau kahila sai katha ta kaai kichhi ta kahilani

  • @arunamohanty2986
    @arunamohanty2986 8 годин тому

    Binash kale biparita budhi😠

  • @arunamohanty2986
    @arunamohanty2986 8 годин тому

    Papu pari puri jai bhula magantu emane nachet

  • @debasisacharya8954
    @debasisacharya8954 День тому

    Turanta action niajau..

  • @arunamohanty2986
    @arunamohanty2986 8 годин тому

    Papu pari puri jai bhul magantu emane nachet

  • @lokanathdash2243
    @lokanathdash2243 2 години тому

    Kanha ta Banda kalakar.

  • @manasranjandas8080
    @manasranjandas8080 16 годин тому

    ma gia ku arast karantu

  • @manasranjandalei2450
    @manasranjandalei2450 Годину тому

    Sy.salar.igo.vari.
    Nijku.vabuchi.god.odisa.kalar.kalnk.😮😮

  • @bishnupriyamandal5805
    @bishnupriyamandal5805 4 години тому

    Governor pua mada marila

  • @ajitjena4881
    @ajitjena4881 7 годин тому

    Tama ra Bhai gandi ku mulia achancha kila darar

  • @manasbiswlmana93
    @manasbiswlmana93 7 годин тому

    Se sala ra bhari garba

  • @swadhinkumarjally172
    @swadhinkumarjally172 7 годин тому

    Atigarbe hata lanka

  • @nilanchalgouda2999
    @nilanchalgouda2999 4 години тому

    Magia କୁ pita

  • @gorachand9789
    @gorachand9789 День тому

    Kanha mga ku vulu magu .

  • @munapradhan6957
    @munapradhan6957 6 годин тому

    Ghodaghei pelaku nada kriki mara maghia ku .

  • @BapiMalik-sf5ig
    @BapiMalik-sf5ig 7 годин тому

    0:36 🔫🔫🔫🙏😂🙏😂