Rupali Pande and Sachin Nanda / Jabardast Dance Kirtan Video / Bisipali Kirtan

Поділитися
Вставка
  • Опубліковано 29 гру 2024

КОМЕНТАРІ • 542

  • @Sradhanjallipanda
    @Sradhanjallipanda 11 місяців тому +427

    ଆମର୍ ସଂସ୍କୃତି, ପରମ୍ପରା କେ ଏନ୍ତା ବିକୃତି କାଁ ଯେ କରୁଛ, ଯଦି କୀର୍ତ୍ତନ କରି ନାଇଁ ଜାନି, ଅର୍କେଷ୍ଟ୍ରା କର,ଇ କୀର୍ତ୍ତନ ମଣ୍ଡଳୀ ଭିତରେ ଇ ସବୁ କାଣା ଚାଲିଛେ,ଲାଜ୍ ଲାଗବାର୍ କଥା

  • @sanjaykumarrout3783
    @sanjaykumarrout3783 8 місяців тому +18

    ଆମ ସଂସ୍କୃତି କଳା କୁ ଅପବ୍ୟବହାର କରାଯାଉଛି। ହେ ଭଗବାନ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।

  • @sagarpradhan9948
    @sagarpradhan9948 11 місяців тому +122

    ଏଇ ମାନଙ୍କୁ ସବୁ ଗରମ ଶାବଳ ଦରକାର ହେଉଛି... ଶଳେ ହାରାମି ବେଲଜ୍ୟା

  • @sangrammahananda9337
    @sangrammahananda9337 10 місяців тому +6

    ବହୁତ ସୁନ୍ଦର ଅର୍କେଷ୍ଟ୍ରା ପ୍ରୋଗ୍ରାମ 😊😊 ହେଇଛେ

  • @srabani.123
    @srabani.123 11 місяців тому +147

    ଭାଇ ମାନେ ଇଏ ହେଉଛି କୋଶଲ ରାଜ୍ୟ ର କୀର୍ତ୍ତନ। ଏମାନେ ହେଲେ ପ୍ରେମ ପାଗଳ। ଧନ୍ୟ ରେ କୀର୍ତ୍ତନ ନିୟା ମଣ୍ଡଳୀ ଧନ୍ୟ ତୁମ ଜୀବନକୁ

    • @Tulsidevofficial
      @Tulsidevofficial 11 місяців тому +12

      E bhai emanka pain pura koshal rajya ku badnam karani

    • @srabani.123
      @srabani.123 11 місяців тому +8

      @@Tulsidevofficial ହେ ମହାଶୟ, ଜିଏ ଚୋରି କରେ ଦୋଷୀ ଜିଏ ଚୋରକୁ ପ୍ରସୟ ଦିଏ ସେ ହେଲା ମହାଦୋସି। ଆପଣ ଚିନ୍ତା କରନ୍ତୁ ।

    • @Tulsidevofficial
      @Tulsidevofficial 11 місяців тому +9

      @@srabani.123 ame tanku prashaya Daunu ame b tanku doshi manuchhu mo kahibara karana eha je e dusta loka mananka pain pura koshal rajya ku doshadiani dekha world re bahutu kharap loka achhanti ame pura world ku to dosha dabani na bhauni/ tame kana lekhichha dekha (eha heuchhi koshal rajya ra kirtan) dhanyabad sister mo manara katha ku bujhithibaru

    • @srabani.123
      @srabani.123 11 місяців тому

      @@Tulsidevofficial ଧନ୍ୟବାଦ ଭାଇ

    • @ganeshgoud2078
      @ganeshgoud2078 11 місяців тому

      ​@@srabani.123 ହଁ 😂😂😂

  • @priyaranjannayak4376
    @priyaranjannayak4376 8 місяців тому +7

    ତମେ ଗୋଟେ କାମକର ଜିନ୍ସ paint କାହିଁକି ପିନ୍ଧୁଛ hotpaint ପିନ୍ଧିକି ନାଚ viral ହେଇଯିବ ରାଣୀପଣ୍ଡା ଭଳି ଧନ୍ୟ ତୁ ଝିଅ ଧନ୍ୟ ତୋ ବାପା ମା 😢

  • @gourangaseth8025
    @gourangaseth8025 11 місяців тому +148

    ନାଚ ନାଚ ଆର ଉଧୂଳିଆ ପଳାବ ସମାକେ ସିଖାଉଛ ଈଟା ଆର କିର୍ତ୍ତନ ନାକେ ବରବାଦ କରାଉଛ ଲାଜନେଳାଗବାର

  • @pramodadabar4151
    @pramodadabar4151 11 місяців тому +49

    ଇଟା କୀର୍ତ୍ତନ କେ ହୋ ଅପେରା ଲଭ ଗୀତ ଲାଜ ଲଗୁରେ

  • @malayabiswal3174
    @malayabiswal3174 11 місяців тому +55

    ଧନ୍ୟ ରେ କିର୍ତନ ଧନ୍ୟ ରେ ଆୟୋଜକ

  • @NrusinghaCharanRatha
    @NrusinghaCharanRatha 8 місяців тому +5

    କୀର୍ତ୍ତନ ପାଇଁ ଏସବୁ କାର୍ଯ୍ଯକଳାପ ଅନାବଶ୍ୟକ ,ଅନାଦୃତ ଏବଂ ଅଶୋଭନୀୟ ମଧ୍ଯ । ଏହା ଦ୍ବାରା କୀର୍ତ୍ତନର ମହତ୍ବ ନିଶ୍ଚିତ କ୍ଷୁର୍ଣ୍ଣ ହେବ । ଜୟ ଜଗନ୍ନାଥ, ... ... ...

  • @rajeshmohantyindia
    @rajeshmohantyindia 11 місяців тому +116

    ଏଟା କୀର୍ତ୍ତନ?.... କୀର୍ତ୍ତନ ମାନେ ଜାଣ କଣ?... ବେଲଜ୍ୟା... ହରି ନାମ କୀର୍ତ୍ତନ...

  • @niranjankishan7473
    @niranjankishan7473 9 місяців тому +14

    ଏ ମାଘିଆ ମାନେ ତମେ ଭଲରେ କହିଲେ ନାଇଁ ସୁଣ ଇଟା ନାମ୍ କରୁଛ କି ଆଲକ୍ସଟାର୍ କରୁଛ ତମର ଘରେଗେହିତି ନୋ ଭାଗ ମାଘିଏ

    • @ExcitedAnt-mv6bw
      @ExcitedAnt-mv6bw 2 місяці тому

      ଭାଇ ଠିକ୍ କହିଛ ଇ ମାନକେ ଇ ଭାଷା ହିଁ ଠିକ୍

  • @rohitmarhi111
    @rohitmarhi111 6 місяців тому +4

    ଏନ୍ତା ସାଙ୍ଗେ ସାଙ୍ଗେ ନାଚ ଆଉ ପଲାବ ଉଧୁଲିଆ..
    ମୁଁ ତୁମର , ତୁମେ ମୋର😅😅😅

  • @sambitchannel2020
    @sambitchannel2020 11 місяців тому +33

    ଆରେ ଭାଡୁଆ ନିର୍ଲଜ ଦଳ ଏଠି କଣ କୀର୍ତ୍ତନ କରୁଛ ନା ଯାତ୍ରା କରୁଛ? ତମର ଏ କୀର୍ତ୍ତନ ଦେଖି ସ୍ଵଓଁ ଭଗବାନ ବି laja କରୁଥିବେ

    • @manoj-jb5lk
      @manoj-jb5lk 10 місяців тому

      Paschim odisha re ehipari kirtan hoe

    • @sambitchannel2020
      @sambitchannel2020 10 місяців тому

      ଓଃ ଏମିତି କଥା 😃... ତାହାଲେ ପଶ୍ଚିମ ଓଡିଶା ରେ ଆଲବମ କେମିତି ହଉଚି 😂

    • @manoj-jb5lk
      @manoj-jb5lk 10 місяців тому

      @@sambitchannel2020 kirtan pari so simple 🤣🤣

  • @pk5993
    @pk5993 9 місяців тому +3

    ଏଭଳି କିଛି ଲୋକଙ୍କ ପାଇଁ ଆମ ସମାଜ କଳୁଷିତ ହେଉଛି ଏବଂ ଆମ ପରମ୍ପରା ସଂସ୍କୃତି ମଧ୍ୟ କଳୁଷିତ ହେଉଛି

  • @ramakantamahakud8402
    @ramakantamahakud8402 5 місяців тому +2

    🙏🙏🙏🙏🙏🙏👍👍👍

  • @HemantMuduli-u6y
    @HemantMuduli-u6y 2 місяці тому

    Jay Shri Krishna 🙏🔥🔥🚩

  • @malayakbhoimalayakbhoi2635
    @malayakbhoimalayakbhoi2635 11 місяців тому +17

    ଶ୍ରୀ ଚୈତନ୍ୟ ମହାପ୍ରଭୁ ସ୍ବର୍ଗରେ ଥାଇ ନିଶ୍ଚୟ ଦେଖୁଥିବେ ଆଉ ମନେ ମନେ ଅନୁତାପ କରୁଥିବେ ଯେଉଁ ନାମ ସଂକୀର୍ତ୍ତନ ଭଜନ ଗାଇ ଗାଇ ମୋକ୍ଷ ହୋଇଥିଲେ ସେଇ ନାମ ସଂକୀର୍ତ୍ତନ ଭଜନ କୀର୍ତ୍ତନକୁ ଆଜି କେତେ କଦର୍ଯ୍ୟ କରି ବ୍ୟବସାୟ କରାଯାଉଛି।

  • @jitukaran2026
    @jitukaran2026 26 днів тому

    Super dance dada 👌👌👌

  • @Ghftdfgfh
    @Ghftdfgfh 4 місяці тому +1

    Jodi super 👍👍👍👌👌👌❤❤❤

  • @chagulubehera1051
    @chagulubehera1051 11 місяців тому +11

    Tama gaon re kehi Emiti kirtan karithile na tame mane thakuranku khali Apmaan kariba chhada Aau kichhi janina 👍💯 jeun mananku mo comment bhala laguchhi like and comment karantu❤ 🙏

  • @KumarDilip-d5f
    @KumarDilip-d5f 8 місяців тому +6

    ସେ ଟୋକା ଦେଖୁନୁ କେମିତି ନାଚୁଚି ଯେମିତି ସବୁ କିଛି ପାଇ ଯାଇଛି କୋଉ ଜାଟେରା ପାଟିରେ ନାଚୁଥିଲେ ପଳିଆଇଚି ସଲକୁ ଗୋଡେଇ ଗୋଡେଇ ପିଟିବା କଥା

  • @purushottamkumarverma4214
    @purushottamkumarverma4214 8 місяців тому +3

    जय श्री राम जी ❤❤

  • @manasranjanbehera1107
    @manasranjanbehera1107 10 місяців тому +10

    Bhai kirtan Janina jadi tahele odia parampara ku nasta karana

  • @ishwardalai3708
    @ishwardalai3708 11 місяців тому +11

    Kirtana na adhunika dance

    • @rajendrabanka6623
      @rajendrabanka6623 11 місяців тому +1

      ଡଣ୍ଡ ଚଲେଇଛନ ଇ ମାନେ

  • @twinkalsingh2862
    @twinkalsingh2862 8 місяців тому

    Radhe radhe 🙏 ♥️

  • @ChampesawrNayak
    @ChampesawrNayak 2 місяці тому +1

    ❤❤❤❤❤❤❤❤❤❤❤❤❤❤❤❤

  • @Hpradhanofficial
    @Hpradhanofficial 8 місяців тому

    Very nice 😊

  • @ramakantamahakud8402
    @ramakantamahakud8402 4 місяці тому

    Jay sare Radha Radhe🙏🙏👍

  • @SibaPutel-dz7dk
    @SibaPutel-dz7dk 7 місяців тому

    Beautiful dance❤❤😊😊

  • @PanchaBag-y8u
    @PanchaBag-y8u 6 місяців тому

    ଜୟ ଶ୍ରୀ କୃଷ୍ଣ 🙏🙏🙏🙏🙏

  • @ramakantamahakud8402
    @ramakantamahakud8402 4 місяці тому

    Jay sare Radhe Radhe 🙏🙏👍

  • @rasmiranjannayak5653
    @rasmiranjannayak5653 2 місяці тому

    Sachin bhai bahot bhala dance karuchanti

  • @SAGARBARIHA-d9f
    @SAGARBARIHA-d9f 8 місяців тому +2

    Good orchestra party 😅😅

  • @kshitishchandralenka3920
    @kshitishchandralenka3920 11 місяців тому +14

    ବିନାଶ କାଳେ ବିପରୀତ ବୁଦ୍ଧି

  • @TapaswiniNayak-b8d
    @TapaswiniNayak-b8d 8 місяців тому

    Jai shri jagannath swami❤❤❤❤❤

  • @rupeshnng6095
    @rupeshnng6095 9 місяців тому

    Radhe radhe ❤

  • @sambhuetecheducation
    @sambhuetecheducation 10 місяців тому

    Plz plz ama parampara bhangani
    Sankirtan jemiti heba kotha semiti karantu😂

  • @mrtyphoon222
    @mrtyphoon222 11 місяців тому +21

    ଇ ନନି ତ ଜେନ୍ ବତରେ ଅଣ୍ଟା ହଲାଉ ଛେ ଜେ ଇତାର ଅଣ୍ଟା ଦେଖିକରି ଲୁକ ଫିଦା ହେଇଜିବେ 😄😄😄

  • @PrafullsSahu
    @PrafullsSahu 9 місяців тому +8

    ମଗିହା ମାନେ କୀର୍ତ୍ତନ ଏନ୍ତା କର୍ସନ୍ କେ

    • @Abhijit7681
      @Abhijit7681 8 місяців тому

      😂😂😂😂😂

  • @AnnoyedHotChocolate-oc2gl
    @AnnoyedHotChocolate-oc2gl 10 місяців тому +1

    ତମକେ ବଲିଉଡ ଥି ହେବାର୍ କଥା ଭଗବାନ ର ନାଥି ଏନ୍ତା ଡିକ୍ସକୋ ଘୁଡାଗିହି ମାନେ🔥🔥🔥🔥🔥🔥🔥🔥🔥🔥

  • @payalgupta1744
    @payalgupta1744 8 місяців тому

    Patli kamariya bhaeee❤

  • @RamkumarBarik-v4u
    @RamkumarBarik-v4u 10 місяців тому

    Nice judi bhai❤❤❤❤❤

  • @MadanMaluwa
    @MadanMaluwa 15 днів тому

    mera,faibret,song,❤❤

  • @Dk74_vlogs
    @Dk74_vlogs 6 місяців тому

    🎉🎉🎉🎉

  • @sneharaniparichha9471
    @sneharaniparichha9471 11 місяців тому +2

    He bhagwan 😂😂😂😂😂😂

  • @MadhusmitaDipa
    @MadhusmitaDipa 10 місяців тому +5

    ତମୋ ମୁଁହରେ ଲଜ୍ଜା ବଶତଃ ନହିଁ

  • @maadurgaproduction7973
    @maadurgaproduction7973 11 місяців тому +27

    E bhi palaba kichi din pare.tamku lajya nai lagbar chi.

  • @LokeshKhadanga-v7i
    @LokeshKhadanga-v7i 9 місяців тому

    😂😂😂😂😂😂😂😅😅😅🎉🎉🎉 good love song

  • @NirajanMajhi-p2h
    @NirajanMajhi-p2h 11 місяців тому +1

    Bhai bhajan chalichhe ki Hart bit chali chhe ?

  • @Déßípílã-f2u
    @Déßípílã-f2u 10 місяців тому

    Very good video 🎉🎉

  • @kanhamaher6406
    @kanhamaher6406 7 місяців тому

    O so beautiful ❤️❤️😍

  • @roshnisahu4181
    @roshnisahu4181 10 місяців тому +4

    kon se स्टेट का प्रोग्राम है इसे kahte hai sanskriti

  • @BaivabDhara
    @BaivabDhara 2 місяці тому

    Kirtan ❌ orchestra ✅

  • @nrutamsabar9893
    @nrutamsabar9893 7 місяців тому +1

    Mui bi enta dance au Hare rama hare krushna karba lagi chahe

  • @JayantaPradhan-ms7hr
    @JayantaPradhan-ms7hr 10 місяців тому +7

    ସେ ରେଣ୍ଡୀ k ବଳୁଥିଲି se ସୁନୀତା ସାହୁ

  • @RatnakarPodhiari-jn2ts
    @RatnakarPodhiari-jn2ts 11 місяців тому

    Super Bhai ❤❤❤❤❤❤❤❤❤❤

  • @Purnach.Mahapatra-sc5wg
    @Purnach.Mahapatra-sc5wg 6 місяців тому

    Dhanya tumar guru.....

  • @ajaypadhan1890
    @ajaypadhan1890 5 місяців тому

    Eta kna ay ga 😶🤔

  • @jitenpradhan532
    @jitenpradhan532 8 місяців тому +2

    Nama kirtan Bhajan semiti heba darkar bhagaban jemiti khusi hebe

  • @ayush2335
    @ayush2335 8 місяців тому +4

    ଏମାନଙ୍କୁ ଖାଲି ବିଛୁଆତି ମାଡ଼ ଦରକାର

    • @-RB82
      @-RB82 7 місяців тому

      ନାଇଁ ଭାଇ ଇ ସବୁ ର ପ୍ରଚାର ପ୍ରସାର ବନ୍ଦ କରି ଦେଲେ ଆପେ ସୁଧୁରି ଯିବେ | ଆଉ କେବଳ ପ୍ରେମ ଭକ୍ତି ଵାଲା କୀର୍ତ୍ତନ କେଁ ଲୋକ ଲୋଚନ କେଁ ଆନଲେ ଇମାନେ ବି ସୁଧୁରି ଯିବେ | ଏନ୍ତା ଟା କୀର୍ତ୍ତନ ବଳି ପ୍ରଚାର ବି ନି କରବାର କଥା ଇଟା ନୂଆ type ର ଆର୍କିଷ୍ଟା ବଳି ଛାଡ଼ିବା କଥା |

  • @SatyapriyaRout-x5o
    @SatyapriyaRout-x5o Місяць тому

    ❤❤❤❤❤❤❤❤❤❤

  • @sunilkumarsahoo5797
    @sunilkumarsahoo5797 8 місяців тому

    kete tanka naucha Tamara kirtan mandali kuha Mora Darkar achhi.

  • @Sudhanshushekhardairyfarm
    @Sudhanshushekhardairyfarm 8 місяців тому

    Mood re achhe

  • @arabkumar-ex8vv
    @arabkumar-ex8vv 11 місяців тому

    ❤❤❤❤

  • @beautysambalpurivlogs3972
    @beautysambalpurivlogs3972 11 місяців тому +2

    Dance competition chalichhi bhai dayakari kritan banda karun

  • @praveenpatel837
    @praveenpatel837 3 місяці тому

    कीर्तन जैसे पवित्रता को
    आइटम सॉन्ग बना दिये है ये लोग😢

  • @ramachandra8999
    @ramachandra8999 8 місяців тому

    Good dence goodkirtan TKS lordzrmji

  • @mukeshvishal6219
    @mukeshvishal6219 Рік тому +1

    👌👌👌

  • @dkrajatourah3935
    @dkrajatourah3935 10 місяців тому

    😊😊😊😊

  • @RatnakarPodhiari-jn2ts
    @RatnakarPodhiari-jn2ts 11 місяців тому

    👌👌👌👌👌👌

  • @maheshmohapatra3521
    @maheshmohapatra3521 8 місяців тому

    Bhai ea kana melody haichi

  • @AratiPradhan-yq8gp
    @AratiPradhan-yq8gp 8 місяців тому

    Gajab Ka dance hai

  • @reshamdas4304
    @reshamdas4304 Рік тому

    Sup..❤

  • @Madhusmita997
    @Madhusmita997 11 місяців тому

    👌👌👌👌

  • @Lalita333
    @Lalita333 11 місяців тому

    🙏🙏🙏👌

  • @BabluSahu-n8t
    @BabluSahu-n8t 8 місяців тому

    Kirtan k ita melody banei daucha..sir

  • @AvinashguptaGupta-jc8nj
    @AvinashguptaGupta-jc8nj 3 місяці тому

    Veri good

  • @rasmitasahoo6762
    @rasmitasahoo6762 11 місяців тому

    😀😀😀😀😀

  • @aswinks8532
    @aswinks8532 7 місяців тому

    କୀର୍ତ୍ତନ କମ ଅଶ୍ଳୀଳ ନାଚି ବେଶୀ ଲାଗୁଛେ..
    ଜବାନୀ ସମିଆ ଥି ଧାଁଗ୍ରା ପିଲା ସଂଗେ ନାଇଁ ରହେବାର କଥା ଯେହେତୁ ତୁଇଁ ଭଗବାନର ବଡ଼ ଭକତ ଟେ ଅଉ
    ବିହା ହେଇଛୁ ବେଳେ ତ କିଛି ଆପତ୍ତି ନାଇଁ 9...
    ସଂସ୍କାର କେ ଆଉ ସଂସ୍କୃତି କେ ବଢ ନା କି ଲୋକ କର ମନୋରଞ୍ଜନ କରି ଖାଲି ପଏସା ଛାପ...

  • @NorottamPatel-gy5iy
    @NorottamPatel-gy5iy 9 місяців тому

    Nice couple sat heija

  • @somanathputel2473
    @somanathputel2473 10 місяців тому

    🙏🙏🙏🙏🙏

  • @rajeswarbhue8946
    @rajeswarbhue8946 6 місяців тому

    Side Pila mane ta nini bhalia nachu6n😂😂😂

  • @ajitkumarsahu3655
    @ajitkumarsahu3655 8 місяців тому

    ଲାଏଜ ସରମ ପୁଡେଇ ଖାଏଲ ସଲେ..ଏନ୍ତା ଶଲା କେତେ ଟାର ଲାଗି ସମସ୍ତେ ଆଜି ବଦନାମ.. ଧନ୍ୟ ତମର..... ପିଲା ଗୁଟେ ହେଇଥିଲେ ଦାଦନ ଖଟି ଥିଲେ କମସେକମ ମୁଡ଼ ଟେକି କରି ବଞ୍ଚି ପାରିଥିତ....

  • @sudampadhan1541
    @sudampadhan1541 9 місяців тому

    Kiya nach he yer😮

  • @manojm948
    @manojm948 10 місяців тому +1

    ❤👍🇳🇵

  • @dolaprasadmalakar129
    @dolaprasadmalakar129 6 місяців тому

    Kirtan ❌ Arkestra✅

  • @sujaysemili5949
    @sujaysemili5949 10 місяців тому

    1 no Dari ta

  • @NarayanNayak-z6y
    @NarayanNayak-z6y 9 місяців тому

    ଭାଇ ଇଏ କୀର୍ତନ ମେଲୋଡି ପରିକା ଲାଗୁଚି
    😂😂😂😂😂

  • @BiswamitraBiswal-q2o
    @BiswamitraBiswal-q2o 11 місяців тому

    ❤❤❤🎉🎉🎉👍👍🙏🙏

  • @rohitabehera8888
    @rohitabehera8888 11 місяців тому +3

    E b kam dine kar sange gute setting 🥰🥰

  • @Dularam_Marndi_vlog
    @Dularam_Marndi_vlog 7 місяців тому

    ନରେନ୍ଦ୍ର ମୋଦୀ ଠିକ୍ କଥା କହୁଛନ୍ତି। ହିନ୍ଦୁ ଧର୍ମ ସଙ୍କଟରେ ଅଛି କିନ୍ତୁ ମୁସଲମାନ ପାଇଁ ନୁହେଁ ବରଂ ହିନ୍ଦୁ ମାନଙ୍କ ପାଇଁ 😂

  • @s.m.musica.dulduli1686
    @s.m.musica.dulduli1686 8 місяців тому

    Eta kana aye ho kirtan ki natak party ra rekardsnce

  • @madanmohan8259
    @madanmohan8259 8 місяців тому

    💃😂

  • @bholamalakar8528
    @bholamalakar8528 8 місяців тому

    बहुत सुन्दर

  • @JayantaPradhan-ms7hr
    @JayantaPradhan-ms7hr 8 місяців тому

    ନାମ ସଙ୍କୀର୍ତ୍ତନ ରେ ଏ କି ଅଭାଦ୍ରମି ତୁମେ ମାନେ କଳଙ୍କ

  • @rockjitstar5551
    @rockjitstar5551 11 місяців тому

    ଆମ ପରମ୍ପରା ଏବଂ ସଂସ୍କୃତି କୁ କଳଙ୍କିତ କରୁଛ ଟିକେ ଖରାପ ଲାଗୁନି ତମମାନଙ୍କୁ ।

  • @SanjuBag-h7c
    @SanjuBag-h7c 11 місяців тому

    Didi and brother mate Misha bakn tumar sange😊

  • @sbpp-s2y
    @sbpp-s2y 2 місяці тому

    ଇ ହାରାମି ମାନେ ପଇସା କମାନି କରୁଛନ୍ ବୋ

  • @raajrajesh8859
    @raajrajesh8859 11 місяців тому

    Ye kou song harinamo to amiti hueni