kete dukha dabu dere kalia || Title Song || Manas jena Song || Swarna mahal ||

Поділитися
Вставка
  • Опубліковано 12 січ 2025

КОМЕНТАРІ • 1,2 тис.

  • @himansusadangi8238
    @himansusadangi8238 Рік тому +151

    ମାନସ ଭାଇ ତମ ପ୍ରତ୍ୟେକ ଟି ଗୀତ ହୃଦୟ କିଣୁଛି, ପ୍ରଭୁ ଜଗନ୍ନାଥ ତୁମକୁ ଏମିତି ଆଗକୁ ଆଗକୁ ନିଅନ୍ତୁ 🙏

  • @thabirasahu3951
    @thabirasahu3951 Рік тому +60

    ବହୁତ ବହୁତ ଧନ୍ୟବାଦ ମାନସ ଭାଇ ଏହା ଗୋଟେ ଗୀତ ନୁହେଁ ଭକ୍ତ ଆଉ ଭଗବାନ ର ଭାବନା କୁ ପ୍ରକାଶ କରୁଛି salute all team member ଜୟ ଜଗନ୍ନାଥ

  • @manaspani5441
    @manaspani5441 Рік тому +46

    ଆରେ ମାନସ ଭାଇ ଆଖିରୁ ଲୁହ ପଳାଇ ଆସିଲା ଭାଇ 😭😭 ଏ ଗୀତା ଟା ମୋ ଲାଇଫ ସହିତ ଜଡିତ ଭାଇ,, ,, ମୁଁ ବହୁତ୍ ଗୀତ ଶୁଣିଛି କିନ୍ତୁ ଏ ଗୀତ ଟା କଣ ପାଇଁ ମୁଁ ଜାଣିପାରୁନି ଭାଇ ଭାରି ଦୁଃଖ ଲାଗୁଛି ଭାଇ ଦୁଃଖ ଭର କୋହର ଲେଖୁଛି 🙏🙏🙏 ମାନସ ଭାଇ ବହୁତ୍ ଭଲ ପାଇବା,,, ତୁମକୁ,,,,, ଏ ଭଳି ଗୀତା ଟେ ଏତେ ସୁନ୍ଦର ଭାବେ ଗା ଇ ଲ ମାନେ ପଡ଼ିଯାଉଛି ମହମ୍ମଦ ଅଜିତ SIR,,

    • @biswanathagrawal7072
      @biswanathagrawal7072 10 місяців тому +1

      Mu jete bele ei geeta ku sune mo aakhiri aape aape luha jhari pade, ei geeta ku jeun bhali manas bhai gaichhanti,sata re bahut bhal.

  • @narayanmaharana2935
    @narayanmaharana2935 Рік тому +144

    କେତେ ଶୁଣିଲେ ଭି ମନ ବୁଝୁନି.... ମାନସ ଭାଇ.... ସତରେ କଣ ଗାଇଛନ୍ତି ବାଃ
    Love u ଭାଇ.... ❤️❤️💐💐💐ପ୍ରଭୁ ଜଗନ୍ନାଥ ଙ୍କ ଏମିତି ଆଶୀର୍ବାଦ ରହିଥାଉ

    • @LuckyRaaz-o5r
      @LuckyRaaz-o5r 10 місяців тому +1

      Mano no bujhile nohele dangi maraga bujhiba 😜😜😜😜😜😜😜😜😜🤪🤪🤪🤪🤪🤣🤣🤣🤣🤣🤣🤣🤣🤣

  • @HrudanandaBarik-dj1dj
    @HrudanandaBarik-dj1dj Рік тому +15

    ମାନସ ଭାଇ ଆପଣଙ୍କ ଗୀତ ସ୍ଵର ବହୁତ୍ ସୁନ୍ଦର୍ ଆଉ ହୃଦୟ ସ୍ପର୍ଶି. ମହାପ୍ରଭୁ ଶ୍ରଜଗନ୍ନାଥଙ୍କୁ ନିକଟରେ ଏତିକି ପ୍ରlଥନା ଆପଣ ସବୁବେଳେ ଭଲରେ ରୁହନ୍ତୁ ଆଉ ଏମିତି ସୁନ୍ଦର୍ ସୁନ୍ଦର୍ ଗୀତ ଦର୍ଶକ ମାନଙ୍କୁ ଭେଟି ଦିଅନ୍ତୁ

  • @seshavlog
    @seshavlog Рік тому +56

    ଏଇ ଗୀତ ଯେତେଥର ସୁନିଲେବି ଆଉଥରେ ଶୁଣିବାକୁ ଇଚ୍ଛା ହଉଛି👍👌❤ ଜୟ ଜଗନ୍ନାଥ ❤👏👏👏

  • @mr.soumya8368
    @mr.soumya8368 Рік тому +37

    ଭାଇ କଣ ସତରେ ଏତେ ସୁନ୍ଦର ଜଣେ ଗାଇ ପାରନ୍ତି?? କଣ ଆଉ କହିବି ଭାଇ ସତରେ ତମ କଣ୍ଠ ରେ ସାକ୍ଷାତ ମା ସରସ୍ଵତୀ ବିରାଜମାନ କରିଛନ୍ତି।ଯେତେବେଳେ ବି ଶୁଣେ ରୁମମୂଳ ଟାଙ୍କୁରୀ ଉଠେ।❤️❤️Love u bhai❤️❤️🙏🙏

  • @pintu........
    @pintu........ Рік тому +90

    ମୋତେ ଯେତେବଳେ କୌଣସି କାରଣରୁ ଦୁଃଖ ଲାଗେ ମୁଁ ପ୍ରାୟତଃ ୟେ ଗୀତ ଶୁଣିଥାଏ,ମନଟା ପୁଣି ଭଲ ଲାଗେ। ଜୟ ଜଗନ୍ନାଥ ❤

  • @santoshsamal3506
    @santoshsamal3506 Рік тому +21

    ଏହି ବର୍ଷ ସମସ୍ତ ଟାଇଟଲ song failure Manas Bhai ଏହି ଗୀତ ପାଖରେ ,I'm proud of u, ଜୟ ଜଗନ୍ନାଥ

  • @ganeshmaharana2450
    @ganeshmaharana2450 Рік тому +18

    ମାନସ ଭାଇ ର ସ୍ୱର ହୃଦୟ କୁ ଛୁଇଁ ଯାଏ. ଜୟ ଜଗନ୍ନାଥ.

  • @Sushantpaleiofficial
    @Sushantpaleiofficial Рік тому +66

    କେତେ ଦୁଃଖ ଦବୁ ଦେରେ କାଳିଆ 😂😂😂😂ଗୀତ ଶୁଣୁଛି coment ଲେଖି ଲେଖି ଏବଂ ଆଖିରୁ ଲୁହ ଆସି ଯାଉଛି ❤❤👌👏

    • @LuckyRaaz-o5r
      @LuckyRaaz-o5r 10 місяців тому

      Tu magia hasuchu ta akhiru luha baharuchi kauchu madurchad 🤪🤪🤪🤪🤪😜😜😜😜😜😜😜🤪🤪🤪😜😜😜🤣🤣🤣🤣🤣🤣

  • @kartikakathapal2012
    @kartikakathapal2012 Рік тому +39

    ଏତେ ସୁନ୍ଦର ଗୀତ କେହି କେବେ ଯାତ୍ରା ରୁ ଆଶା କରି ନ ଥିବେ, ବହୁତ ସୁନ୍ଦର ହେଇଛି

  • @Sambh-bm1qi
    @Sambh-bm1qi Рік тому +19

    ଆଉ କେତେ ଥର ଶୁଣିବି ରେ ମାନସ୍ ଭାଇ ରେ , ହୃଦୟରେ ରହିଗଲ ତମେ

  • @bipinbehera2665
    @bipinbehera2665 Рік тому +34

    This year it would become a superhit song of the Jatra Industry.. Good Luck Manas Babu

  • @goutamjena2917
    @goutamjena2917 Рік тому +19

    ଓଡ଼ିଶାର ଏବେ ବି ମହମ୍ମଦ ଅଜିଜ ବଞ୍ଚିଛନ୍ତି 👍👍👍🙏🏽🙏🏽🙏🏽

  • @amarendraparida5599
    @amarendraparida5599 Рік тому +79

    ଏଇ ଗୀତ ଯେତେ ଥର ଶୁଣିଲେ ବି ମନ କୁ ବୁଝେଇ ହେଉନି ଆହୁରି ଶୁଣିବାକୁ ଇଚ୍ଛା ହେଉଛି 🙏🙏 ଜୟ ଜଗନ୍ନାଥ 🙏🙏

  • @SangitDewana
    @SangitDewana Рік тому +6

    😢..ସମର୍ପଣ...... କାଳିଆ ପାଖରେ........ଖୁବ ସୁନ୍ଦର ଗାଇଛ ଭାଇ

  • @bishnupadadas698
    @bishnupadadas698 5 днів тому +1

    Thanks Bhai Gita bhala haichi

  • @JagamohanJena-l3p
    @JagamohanJena-l3p Рік тому +5

    ଅତି ସୁନ୍ଦର ସଂଗୀତ... ଆମେ ଜଣେ ଜଣେ କଳାକାର ସମୟ ସୁଅ ରେ ସେଥିରୁ ବାହାରି କଳା ଜଗତରେ କଳା ପରିବେଷଣ କରିବା ସହଜ ନୁହେଁ.... ମୋର ଇଛା ଜଣେ କଳାକାର ହେବା ପାଇଁ କିନ୍ତୁ ହେଇପାରିଲିନି....

  • @_RAJA526
    @_RAJA526 9 місяців тому +2

    Nice song bhai kiagaechi motorophoru see bhainku 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 Jonee debe bhai

  • @chakradharmuduli9924
    @chakradharmuduli9924 11 місяців тому +3

    ସତରେ ଆପଣଙ୍କ ଗୀତ ଶୁଣିଲା ପରେ ମନ କାଇଁ
    ଆଉ ଥରେ ଶୁଣିବାକୁ ଇଛା ହୁଏ।
    ଓଡ଼ିଶା ର ତୁମେ ଗର୍ବ ଓ ଗୌରବ ❤❤❤

  • @kanha_lenka
    @kanha_lenka 10 місяців тому +1

    ଏ ଗୀତଟି ସମସ୍ତଙ୍କ ହୃଦୟକୁ ଛୁଇଁ ପାରୁଛି । ବହୁତ୍ ସୁନ୍ଦର୍ ଗୀତ❤❤❤ ଏ ଗୀତଟି ଶୁଣିଲାପରେ ଇଚ୍ଛା ହୋଉଛି , କେତେ ଦୁଃଖ ଦେବୁ ଦେରେ କାଳିଆ ନାଟକଟି କୁ ଦେଖିବା ପାଇଁ । ପ୍ରକୃତରେ ଅତି ସୁନ୍ଦର ଗୀତ । ବହୁତ୍ ଭକ୍ତିମୟ , ହୃଦୟସ୍ପର୍ଶୀ। ଏତେ ସୁନ୍ଦର ଗୀତ ରଚନା, ଗାନ, ଓଡ଼ିଆ ଯାତ୍ରା ଜଗତରେ ଆଣିଥିବାରୁ ଧନ୍ୟବାଦ୍ ❤❤❤❤❤❤

  • @ajitsamantaray1349
    @ajitsamantaray1349 Рік тому +5

    ପୀରତି ହାଟରେ ପ୍ରୀତି ମାଗଣା ପରେ ଏଇ ଗୀତ କେତେ ଦୁଃଖ ଦେବୁ ଦେ ରେ କାଳିଆ.. ସତରେ ହୃଦୟ କୁ ଛୁଇଁଗଲା ଭାଇ 🥰🥰

  • @MRKUMAR9999
    @MRKUMAR9999 Рік тому +21

    1st time listening and what a voice 🙏you are inspiration of all odisha ❤❤

  • @ranjanjena4331
    @ranjanjena4331 Рік тому +19

    Super hit song by Manas....lord Jagannath bless u always.....

  • @alokshreedurga7923
    @alokshreedurga7923 11 місяців тому +2

    Heart touching song... Bhala lagila... Jagannath nka ashribad rahu...

  • @chinmayakumarrout4088
    @chinmayakumarrout4088 Рік тому +320

    ଆରେ ଭାଇ ଏ ଗୀତ ଶୁଣିଲା ପରେ ଓଲିଉଡ଼ ଆଉ ବଲିଉଡ଼ ଗୀତବି ଶୁଣିବାକୁ ଇଚ୍ଛା ହଉନି.... ଶବ୍ଦରେ ମଧ୍ୟ ବର୍ଣ୍ଣନା କରିପାରୁନି କେତେ ସୁନ୍ଦର ଗାଇଛନ୍ତି ଆପଣ 🙏🙏

  • @pravatswain6572
    @pravatswain6572 Рік тому +2

    ଭାଇ ସତ ଏତେ ମିଠା ସ୍ବର କେବେ କାହା ଠାରୁ ସୁଣିନି ଭାଇ ହୃଦୟକୁ ଛୁଇଁଲା ଭାଇ
    ❤❤

  • @RatikantaGhosh23
    @RatikantaGhosh23 Рік тому +4

    ଭାଇ ଗୀତ ଟା ଯେତେ ଶୁଣିଲେ ଲେ ଭି ମନ ଭରୁନାହି great 👍 voice

  • @brundabanlenka7315
    @brundabanlenka7315 Рік тому +1

    ଆପଣଙ୍କ ନାଁ ଜାଣିନି . କିନ୍ତୁ ଯାତ୍ରା ଜଗତର ଗାୟିକାତର ବାଦଶାହ ଆପଣ.
    God bless you.
    ଯଦି ଆପଣଙ୍କ ବେସ୍ତ ବହୁଳ ଜୀବନୀରୁ ଟିକିଏ ସମୟ କାଢ଼ି ଥରେ ଫୋନ କଲେ ନିଜକୁ ଧନ୍ୟ ମାନିବି. ଶୁଭ ରାତ୍ରୀ. ଜୟ ସାଇରାମ.
    🙏🙏🙏🙏.

  • @pinkypapu3536
    @pinkypapu3536 Рік тому +3

    ୱଆ ସ୍ଵୟଂ ମା ସରସ୍ବତୀ ବସିଛନ୍ତି ତୁମ ଙ୍କଠରେ ମାନସ ଭାଇ ବହୁତ ସୁନ୍ଦର ହେଇଛି ଏ ଭଜନ

  • @srikantadakua1981
    @srikantadakua1981 Рік тому +2

    Ahi song ta jete thoro sunebi nua laguchi .. bohut sundar heichi . Au manas bhai nk voice superb..jay Jagannath 🙏🙏🙏💯

  • @Alina_jena
    @Alina_jena Рік тому +7

    ଜୟ ଜଗନ୍ନାଥ 🙏🏻🙏🏻🙏🏻🥀🥀❤️ବହୁତ ଭଲ ଲାଗୁଛି ଏ ଗୀତ ,ଯେତେ ଶୁଣିଲେ ଭି ମନ ଭରୁନି , ଆପଣଙ୍କର କଣ୍ଠ ବହୁତ ଭଲ ଲାଗୁଛି , ଧନ୍ୟବାଦ୍ ଆପଣଙ୍କୁ 🙏🏻

  • @bhagabanpanda8977
    @bhagabanpanda8977 Рік тому +1

    ସତରେ ଭାଇ କଣ ଗାଇଲ ମ
    ମହାପ୍ରଭୁ ଜଗନ୍ନାଥଙ୍କ ଏହି ସୁନ୍ଦର ଗୀତ ଟି ଶୁଣିଲା ପରେ ଆଖିରୁ ଲୁହ ଆସିଗଲା 🙏

  • @dhaneswarkandi4179
    @dhaneswarkandi4179 Рік тому +5

    ହୃଦୟକୁ ଛୁଇଁ ଦେଲା ଗୀତ ଭାଇ

  • @psamal7415
    @psamal7415 Рік тому +1

    Manas nka voice ei song ti jibana paichi..super,excellent..we are proud of you manas..frm balasore ❤❤❤

  • @thakurmohanguya3032
    @thakurmohanguya3032 Рік тому +4

    ବହୁତ ସୁନ୍ଦର ହେଇଛି❤❤❤ଯେତେ ଶୁଣିଲେ ବି ମନ ମାନୁ ନାହିଁ

  • @pabitrabehera3948
    @pabitrabehera3948 Рік тому +1

    ଭାଈ ଗୀତ ଟି ହୃଦୟ କୁ କିଛି ସମୟ ବିଶ୍ରାମ ଦେଲାଭଳି ଲାଗିଲା।❤
    ବହୁତ ସୁନ୍ଦର

  • @swadhinmohanta3158
    @swadhinmohanta3158 Рік тому +31

    OMG What A Voice Sir 🙏❤
    Love you sir🙏🙏

  • @satyabratajenasatya4465
    @satyabratajenasatya4465 Рік тому +1

    bhai pura mast

  • @jayadevadhikari2556
    @jayadevadhikari2556 Рік тому +4

    ଭାଇ ଆପଣ ଅଟେ ଭଲ ରେ ଗାଇଛନ୍ତି ଯେ ଯେତେ ଥର ଶୁଣିଲେ ବି ମନକୁ ବୁଝେଇ ହଉନି ଆହୁରି ଶୁଣି ବା ପାଣି ଇଚ୍ଛା ହଉଚି🙏🙏

  • @Er.Manaskumar
    @Er.Manaskumar Рік тому

    Bahut dina pare a bhali hrudaya ku tharae dela bhali bhajan sunili .... thanks manas babu...❤❤
    🙏🙏Jai Jagannath 🙏🙏

  • @creativedeveshvlogs
    @creativedeveshvlogs Рік тому +5

    କେତେ ଦୁଃଖ ଦବୁ ଦେ ରେ କାଳିଆ।।।। ଜୟ ଜଗନ୍ନାଥ ❤❤❤

  • @TunaJena-puja
    @TunaJena-puja 11 місяців тому +1

    Good job bro ❤❤❤❤

  • @manojskumarjena77
    @manojskumarjena77 Рік тому +3

    Best song of year 2023 ,and khandagiri jatra , nice congratulations, thanks for beutiful song preparing all musician ,writter , and My friend ,sangata 👉Manas jena

  • @jagabandhu686
    @jagabandhu686 10 місяців тому +2

    ଆହାଃ,,,,,,,ପୁରା ମନ କିଣି ନେଲ ଭାଇ 👍👍 କିନ୍ତୁ ସବୁ ଗୀତ ଗୁଡ଼ିକ ହାଇ ପିଚ୍ ଗାଉଚ କ'ଣ ପାଇଁ ଭାଇ

  • @victorvijay4859
    @victorvijay4859 Рік тому +4

    Ahi Gita sabu tharu Sundar Gita,,, bahut hit haba ahi Gita .. love you Manas Bhai...

  • @bichitraroul2621
    @bichitraroul2621 Рік тому

    Vai..Sakalu sakalu Home theatre Eai Gita thare sunile mind fresh heijauchi Love you Bro ❤❤

  • @parsuramrout4244
    @parsuramrout4244 Рік тому +4

    Heart touching song bhai, jatra stage ahuri bhala lagiva your voice is super 👌

    • @dillipkumarswain3579
      @dillipkumarswain3579 Рік тому

      Manas bhai eigitata mo hrudayaku chhuichhi tenu duraru salute, eigitata mubi gaibaku chesta karibi dhanyavvad

  • @jagannathdash8985
    @jagannathdash8985 11 місяців тому +2

    Jay jagannath ❤❤❤

  • @JYOTISHIKHAMISHRA
    @JYOTISHIKHAMISHRA Рік тому +3

    Great Singer Manas Bhai. Love u Bhai

  • @dksamalsamal9582
    @dksamalsamal9582 Рік тому +1

    Bahut sundar heichi character ku pura suit karuchi❤

  • @jayaprakashpatel8994
    @jayaprakashpatel8994 Рік тому +6

    ଜୟ ଜଗନ୍ନାଥ
    ଜୟ ମା ସମଲେଶ୍ବରୀ
    ବହୁତ ସୁନ୍ଦର ଗୀତ

  • @surenbehera1154
    @surenbehera1154 Рік тому

    Jay jagannath..bhai bahut bhala laguchi jagannath pai emiti sabubele gauthaa

  • @saroj4u2
    @saroj4u2 Рік тому +49

    Beautiful voice & beautiful song ❤ Jay Jagannath 🙏🏽

  • @Binodku-uv
    @Binodku-uv 11 місяців тому

    ସତରେ ମାନସ ଭାଇ ଗୀତ ଟି ବହୁତ ସୁନ୍ଦର ହୋଇଚି ଯେତେ ଶୁଣିଲେ ବି ଝରିଆସୁଛି ଲୁହ। ବାରମ୍ବାର ଶୁଣିବାକୁ ଇଛା ହେଉଛି । ସୁନ୍ଦର ରଚନା ହୃୟସ୍ପର୍ଶୀ ସଂଯୋଜନା । ହୃଦୟରୁ ସଲୁଟ ମାନସ ଭାଇ❤❤❤❤❤❤

  • @GhanashyamPatra-jz3xw
    @GhanashyamPatra-jz3xw Рік тому +8

    Very nice Bhajan

  • @ashismohapatra9159
    @ashismohapatra9159 Рік тому +15

    ଭାଇ ଆପଣ ଓଡିଶା ମାଟିର ମହମ୍ମଦ ଅଜିଜି,unique voice, good throw, good pitch, excellent timber

  • @ganeshkumarsethy6638
    @ganeshkumarsethy6638 Рік тому

    Very nice song manas bhai ama chhendipada ku asithila

  • @RRThela
    @RRThela Рік тому +4

    Manash Dada Great Singer Of Jatra Jagat🙏🏻❤️

  • @OrchestraNightking
    @OrchestraNightking 11 місяців тому +1

    🙏Jay jagannath 🙏

  • @krushnachandramuni9074
    @krushnachandramuni9074 Рік тому +15

    ଏମିତି ସବୁବେଳେ ଭଲ ଗୀତ ଗାଉଥାନ୍ତୁ ଭାଇ ଆଉ ବହୁତ ଆଗକୁ ଯାଆନ୍ତୁ ଜଗନ୍ନାଥ ତୁମ ଉପରେ ଏମିତି ଆଶ୍ରିବାଦ କରିଥାନ୍ତୁ ଯେତେ ଶୁଣିଲେ ବି ମନ ଭରୁନି ପୁଣି ଶୁଣିବାକୁ ଇଛା ହୋଉଛି

  • @niharranjanbiswal19
    @niharranjanbiswal19 Місяць тому +1

    ସୁନ୍ଦର ଗୀତ ବହୁତ ସୁନ୍ଦର

  • @ch.shikhar2077
    @ch.shikhar2077 Рік тому +3

    🙏Jay Jagannath ‼️⭕‼️
    Beautiful Song....🎵🎶

  • @rakeshjena9713
    @rakeshjena9713 Рік тому +1

    Super se bi upar... Jay jagannath. Bhagwaan sabu time amiti khushi re rakhantu bhanja babu ❤❤.... Always happy

  • @rsmusic2336
    @rsmusic2336 Рік тому +3

    Very nice bhajan....... Hearttaching song

  • @santanukumar6186
    @santanukumar6186 Рік тому

    Lekha sundar ku singing ati sundar best of luck bhai jay jagannath.
    Aji ama gan jatra padia re heba a jatra aji ticket neichhi dekhibi title song suniba ku au dekhiba ku wait night ku. Jaleswar club re padichhi a jatra asantu bhai mane dekhantu super nataka.

  • @niranjanpanda8574
    @niranjanpanda8574 Рік тому +7

    Heart touching song with very good voice. May God bless you all artists.

  • @Onlyentertainment3897
    @Onlyentertainment3897 Рік тому +1

    Ati sundar

  • @KULU-ub2tt
    @KULU-ub2tt Рік тому +4

    Super ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂

  • @chandrakantparida6191
    @chandrakantparida6191 Рік тому

    Satare bhai ei gita suniba pare au kou gita sunibaku ichha heuni karana ei gita ama jiban saha jadita 🎉🎉🎉❤❤❤ love ❤ you bro 🤜 really heart touching 😂😂😂

  • @pitambarchand3277
    @pitambarchand3277 Рік тому +4

    Jay jagannath🙏🙏

  • @manabhanjanpatel5642
    @manabhanjanpatel5642 Рік тому +1

    Bahut khatra laguchhe pura ruan tenkerei jauchhe

  • @bibekanandabehera1523
    @bibekanandabehera1523 Рік тому +3

    Jai shree jagannath 🙏

  • @AKASHLENKA420
    @AKASHLENKA420 10 місяців тому +1

    ମନକୁ ସତରେ ଭଲ ଲାଗୁଚି

  • @ritikrosansahoo1064
    @ritikrosansahoo1064 Рік тому +12

    Jay Shree Jagannath Swami ⚫❗⚫🙏🙏🙏🙌❤️

  • @deepakkumarsethi7081
    @deepakkumarsethi7081 11 місяців тому +1

    Really.heart touching..song

  • @saraswatisahoo3337
    @saraswatisahoo3337 Рік тому +4

    Nice singing jay ❤jaganath
    😢

  • @_issboyx07
    @_issboyx07 Місяць тому +1

    Wow kya bad ❤❤❤❤❤❤

  • @mantudigitalbbsr1924
    @mantudigitalbbsr1924 Рік тому +644

    Please 🙏🙏🙏 Bhai ଏଇ ଗୀତଟା ଷ୍ଟୁଡ଼ିଓ ରେ ଗାନ୍ତୁ ବହୁତୁ ଭଲ ହବ ସୁପର୍ ହିଟ୍ ହବ ଏଇ ଗୀତଟା ଥରେ ତ ପଇସା ଖର୍ଚ୍ଚ ହବ କିଛି ତ ନହେଲେ ଜଗନ୍ନାଥଙ୍କ ପାଇଁ ହଉ ଟିକିଏ ଭାଇ 🙏🙏🙏

  • @TheEducationHub-dz9gn
    @TheEducationHub-dz9gn 11 місяців тому +1

    Thanks brother. ( bada guruji) p. Patra.

  • @bikashroul217
    @bikashroul217 Рік тому +2

    ମାନସ ଭାଇଙ୍କୁ 🙏 ବହୁତ ସୁଂଦର ଲାଗିଲା ଭାଇ 👌 ଜଗନ୍ନାଥ ତୁମଙ୍କୁ ଏମିତି ଆଗକୁ ଆଗୁକୁ ନିଅନ୍ତୁ ...ଜୟ ଜଗନ୍ନାଥ 🙏 🙏

  • @Satyavisitings
    @Satyavisitings 11 місяців тому +3

    ମୋ ମନ ବହୁତ ଦୁଃଖ ଥିଲା କିନ୍ତୁ ଏଇ ଗୀତ ଶୁଣିଲା ପରେ ମୋ ମନ ବହୁତ ଖୁସି ହେଇଗଲା, ସତରେ କାଳିଆ ତୋ ଭଂଜନ ହୋଉ କି ଗୀତ ହୋଉ ମୋ ବହୁତ ଭଲ ଲାଗେ 4.5 କୋଟି ଓଡିଶା ବାସି ତୋ ପାଇଁ ଗର୍ବିତ ରେ କାଳିଆ

  • @mrakash7954
    @mrakash7954 11 місяців тому +1

    Jete sunle b man nei bharbar heart touching voice 😍 love from Kalahandi 👍💕🤗

  • @manojkumarjeena1483
    @manojkumarjeena1483 Рік тому +5

    High pitched song🎵 very beautiful🎵

  • @sapandasrocks
    @sapandasrocks Рік тому

    Ki Gita. ❤ Gayaka lekhaka aau pura team nku aneka abhinandana 🎉

  • @priyabratapanda4258
    @priyabratapanda4258 Рік тому +3

    Bhai ଗୀତ ଟା studio ରେ ଗାଆନ୍ତୁ super hit ଗୀତ ହବ

  • @SashikalaSahoo-r6z
    @SashikalaSahoo-r6z Рік тому +1

    Jay jagannath🙏🙏satare sir a gita sunila aakhi re luha aasi jauchi super song special voice jay jagannath swami🙏🙏🙏

  • @ajitrout8104
    @ajitrout8104 Рік тому +3

    Great singing

  • @bijayanayak1713
    @bijayanayak1713 Рік тому +2

    ବହୁତ ସୁନ୍ଦର ଗିତ ମହାପ୍ରଭୁଙ୍କ ର ,ଜୟ ଜୟ ଜଗନ୍ନାଥ, ଧନ୍ୟବାଦ୍ ବାବୁ

  • @papukumarpurnachandra7181
    @papukumarpurnachandra7181 Рік тому +3

    Bhai satare ehi gita ti studio re gantu,bhala viewers jiba❤❤

  • @kuldeeppatelnbrother7306
    @kuldeeppatelnbrother7306 Рік тому +1

    Bahut badhiya heichhi Gita ta manash babu pura hrudaya bidaraka song mind-blowing 🙏🙏🙏🙏jay Jagannath

  • @jitendrapradhanjitu6505
    @jitendrapradhanjitu6505 Рік тому +4

    My favourite jatra party my favourite actor king 👑 star ⭐ subash Behera

  • @upendrasahoo6718
    @upendrasahoo6718 Рік тому

    Ghosh boom aasi jaochhi bhai a song suni. Bahut sundar song and singer also so sweet voice.

  • @laxmipriyarout6424
    @laxmipriyarout6424 10 місяців тому

    Jete sunile bi mana bharuni wow mind blowing Manas bhai ❤🙏🙏🙋🙋🙋🙋🙋🙋

  • @satyaranjanmaity1787
    @satyaranjanmaity1787 Рік тому +1

    I am not from odisha but I love odia song so much and when I saw one shot video after that I listen this song 10 time and continue i am listening everyday when I feel stressed or depressed

  • @taranisensamal6115
    @taranisensamal6115 Рік тому

    ଏତେ ଭାବ ଅଛି ଏ ଗୀତ ରେ ଆଖିରେ ଲୁହ ଆସିଯାଉଛି
    ବହୁତ ବହୁତ ସାଧୁବାଦ ଭାଇ
    ଆପଣଙ୍କ ଗ୍ରୁପ କୁ ବହୁତ ବହୁତ ସାଧୁବାଦ

  • @binodkumarsahoo5921
    @binodkumarsahoo5921 Рік тому +1

    ଗୀତରେ ଜୀବନ ଭରି ଦେଇଛ ଭାଇ । ଓଃ କି ସ୍ୱର ❤❤❤❤❤

  • @soumyaranjannayak4019
    @soumyaranjannayak4019 11 місяців тому +1

    Believe me friends he is a revolution in odisha jatra industry,Go ahed brother wishing you a bright future 🎉❤
    JAY JAGANNATH ❤️

  • @rajeshbiswal1529
    @rajeshbiswal1529 Рік тому +1

    Bhai 🎉🎉🎉🎉🎉