ପ୍ରକୃତରେ ମୁଁ SSB Lecturer କେମିତି ପାଇଲି? Strategy, Skill, Study Hour, Books Needed for Lecturer JOB?

Поділитися
Вставка
  • Опубліковано 4 лют 2025
  • This is an Odia Motivational Video on "How to get a Lecturer Post in Odisha"? Here Gayatri Behera, Our Student (A Follower) barely Presented a Complete Package of "Knowledge, Talent, Skill, Qualification, Mind-Set, Study Hour" required for Qualifying a Lecturer Post.
    IG - insta.openinap...
    FB - fb.oia.bio/raj...
    YT - yt.oia.bio/raj...
    262/366 Days Challenge for Youngsters' Transformation in Odisha 🙏 ☝
    Interviewee:
    Gayatri Behera, Lecturer in Odia (SSB) 2022 Batch
    Resident- Rourkela
    Native- Bhadrak
    Posted in - Bhadrak
    Interviewer:
    Raja Dhiren Kumar
    Asst Professor (OES-01) @dhiru_sir
    Odia Youth Motivator @rajadhirenkumar
    Social Reformer @prerana_odisha
    Freelancer @instanteditz_
    #ssblecturerexamdate2024 #ssblecturerrecruitment2024 #ssblecturerapplyonline2024 #ssblecturer #ssblecturersalaryodisha #ssblecturercutoff2023 #ssblecturereligibilitycriteria2024 #ssblecturerpreviousyearquestionpaperpoliticalscience #ssblecturerpreviousyearquestionpaperpoliticalscience #ssblecturerformfillup2024 #ssblecturerrecruitment2023 #ssblecturersyllabus2024 #ssblecturernewupdate #ssblecturertransfer #ssblecturerexamdate2023

КОМЕНТАРІ • 351

  • @Nayakdunia
    @Nayakdunia 4 місяці тому +23

    ଆମ ଗାୟତ୍ରୀ ଗୁରୁମା ଙ୍କ ଦେଖି ବହୁତ୍ ଖୁସି ଲାଗିଲା ଆମ ଭଳି ପିଲାଙ୍କ ପାଇଁ ଏମିତି success ଆଡକୁ ନେବା ପାଇଁ ଆପଣଙ୍କ ସାହାଯ୍ୟ ଦରକାର୍ ଗୁରୁମା

  • @Subhasmita12349
    @Subhasmita12349 4 місяці тому +49

    ମୁଁ ବି ଜଣେ ଓଡ଼ିଆ ବିଭାଗର ଛାତ୍ରୀ ଆପଣଙ୍କ କଥା ହୃଦୟକୁ ଛୁଇଁଲା sir madam ଭବିଷ୍ୟତରେ ମତେ ଜଣେ ଓଡ଼ିଆ ଅଧ୍ୟାପିକା ହେବାରେ ଆପଣଙ୍କ କଥା ମତେ ପ୍ରେରଣା ଯୋଗାଇବ ନିଶ୍ଚୟ 🙏❤

    • @GayatriBehera-m5j
      @GayatriBehera-m5j 4 місяці тому

      ନିଶ୍ଚୟ

    • @Sunil__3245
      @Sunil__3245 4 місяці тому +2

      ​@@GayatriBehera-m5j mam jadi gota pila ra +3 ra odia honours ki odia elective nahi say Kan Odia ra pg karipariba

    • @GayatriBehera-m5j
      @GayatriBehera-m5j 4 місяці тому

      @@Sunil__3245 Han Kari pariba

    • @itz_shreya_21
      @itz_shreya_21 4 місяці тому

      ​@@Sunil__3245 Hnn

    • @soubhagya517
      @soubhagya517 4 місяці тому

      Hn karipariba

  • @jrfbini9476
    @jrfbini9476 4 місяці тому +12

    ପଢିଲି ନାନା ଦେଶ ଭାଷା
    କାହିଁ ତ ନ ପୁରିଲା ଆଶା
    ହେଉ ପଛେ ସେ ନିକୃଷ୍ଟ
    ମୋ ମାତୃ ଭାଷା ମତେ ଶ୍ରେଷ୍ଠ ❤🙏
    ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ
    କଳା ଠାକୁର ମୋ ଦିଅଁ
    ଓଡ଼ିଆ ବୋଲି ମୁଁ ଗର୍ଭରେ କହେ
    ମୁଁ ଓଡ଼ିଆ ଝିଅ ...... ମୁଁ ଜଣେ ଓଡ଼ିଆ ବିଭାଗର ଛାତ୍ରୀ ହିସାବରେ ଓଡ଼ିଆ ପଢ଼ି ବେଶ୍ ଗର୍ବିତ ମନେ କରୁଛି ନିଜକୁ
    ଜୟ ଜଗନ୍ନାଥ ❤🙏

  • @Odiaramahaka.
    @Odiaramahaka. 4 місяці тому +7

    ବାସ୍ତବରେ ଓଡ଼ିଆ ବିଭାଗ ରେ ଆପଣ ଙ୍କ ସଫଳତା ର ଯାତ୍ରା ଶୁଣି ଖୁବ ଆନନ୍ଦ ସହିତ ପ୍ରେରଣା ମଧ୍ୟ ମିଳିଲା .🙏🏻 ଏହି ସବୁ ସମ୍ଭବ ସାର ଙ୍କ ପାଇଁ ହୃଦୟ ରୁ ଅଶେଷ ଧନ୍ୟବାଦ 🎉🙏🏻

  • @biswakalyanibarik8058
    @biswakalyanibarik8058 4 місяці тому +34

    Kou mane chahucha education ra gote vedio asu like kara

  • @madhusmitamadhu1432
    @madhusmitamadhu1432 3 місяці тому +4

    Thank u mam❤ଓଡ଼ିଆ ପ୍ରତି ଲୋକଙ୍କ ମନରେ ଯେଉଁ ଧାରଣା ଅଛି ,,ଓଡ଼ିଆ ସମସ୍ତଙ୍କ ଦୃଷ୍ଟି ରେ ନିମ୍ନ।।ଆପଣଙ୍କ ମୁଖରୁ ଓଡ଼ିଆ ବିଭାଗ ପ୍ରତି ଏତେ ସମ୍ମାନ ଦେଖି ବହୁତ ଖୁସି ଲାଗିଲା।❤🎉🙏

  • @gourisankarbhujabal6885
    @gourisankarbhujabal6885 4 місяці тому +21

    Political science ra gote vdo anantu syllabus book and all study plan

  • @dandapanibhuyan2622
    @dandapanibhuyan2622 3 місяці тому +1

    Well experience and inspiration discussion video, Congratulations Gayatri ma'am🎉

  • @siddharth3973
    @siddharth3973 4 місяці тому +33

    POLITICAL SCIENCE RA GOTE LECTURE VIDEO ANANTU.....

  • @namitarana8690
    @namitarana8690 4 місяці тому +19

    Please Education lecture re gote vedio aanantu sir🙏🙏🙏

  • @PritirekhaPadhi-fb3wv
    @PritirekhaPadhi-fb3wv 4 місяці тому +4

    ବହୁତ୍ ବଢିଆ ସାକ୍ଷାତ କାର...., ସଂସ୍କୃତ ଅଧ୍ୟାପିକା, କିମ୍ବା ଅଧ୍ୟାପକ ଙ୍କୁ ଆନନ୍ତୁ.... ଦୟାକରି sir 🙏🙏🙏🙏🙏

    • @RajaDhirenKumar
      @RajaDhirenKumar  4 місяці тому

      ନିଶ୍ଚିତ ଆମେ ଆଗାମୀ ଦିନରେ ଆଣିବୁ

  • @SarojiniDas-wx5bn
    @SarojiniDas-wx5bn 4 місяці тому +55

    Sir History re pg karithiba pila nka pain gote vdo karantu pls😊

    • @RajaDhirenKumar
      @RajaDhirenKumar  4 місяці тому +6

      ଅଧିକ Likes ଅଛି ମାନେ। ନିଶ୍ଚିତ ଆସିବ

    • @GayatriDutta-he6gq
      @GayatriDutta-he6gq 4 місяці тому

      Yes sir 🙏

    • @padhiari
      @padhiari 4 місяці тому

      Mu history pg student

    • @Panamani789
      @Panamani789 4 місяці тому

      Sir mu bi history student please history rabi video banatu... SSB lecture clear Kari ba pai chahuchi ,,but kemiti kau kau book flow karibi jani paru nahin 🙏🙏🙏

    • @newscircleodisha8540
      @newscircleodisha8540 4 місяці тому +1

      Sir history re lecture pain video please

  • @sbtutorial123
    @sbtutorial123 4 місяці тому +5

    ବହୁତ ସୁନ୍ଦର ଉପଦେଶ ମାଡାମ 🙏🎉. ବହୁତ ଗର୍ବ ବି ଲାଗୁଚି ମଧ୍ୟ କି ଆପଣ ଙ୍କୁ ଆଜି ଆମେ ଆମ youtube ରେ ଦେଖିପାରୁଥିବାରୁ.

  • @rinadalai4055
    @rinadalai4055 2 місяці тому

    ବହୁତ ଭଲ ଉପଦେଶ ସମସ୍ତଙ୍କ ପାଇଁ.. 🙏🙏

  • @Snehalatananda_9
    @Snehalatananda_9 5 днів тому +1

    ମୁଁ ମଧ୍ୟ ଭଦ୍ରକ ଜିଲ୍ଲାରୁ। ଭଦ୍ରକ ସ୍ଵଂଶାସିତ ମହାବିଦ୍ୟାଳୟ ରେ 11th 12th Graduation (philosophy) ପଢ଼ିଛି ଏବଂ ଏବେ ମୁଁ ବିଶ୍ଵ ଭାରତୀ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଶାନ୍ତିନିକେତନ ରେ ଦର୍ଶନ ଶାସ୍ତ୍ର ବିଭାଗ ରେ Post graduation ପଢୁଛି।

    • @RajaDhirenKumar
      @RajaDhirenKumar  5 днів тому

      Achha. ଭଦ୍ରକ ସ୍ଵଂଶାସିତ ମହାବିଦ୍ୟାଳୟ ରେ ପଢ଼ିବା ସମୟ କେମିତି ଥିଲା? 😊

    • @Snehalatananda_9
      @Snehalatananda_9 5 днів тому

      @RajaDhirenKumar ହାତରେ ପାଞ୍ଚ ଆଙ୍ଗୁଠି ପରି ପାଞ୍ଚ ବର୍ଷ ସମାନ ତ ନ ଥିଲା ହେଲେ ଜୀବନରେ ଯେତେ ଆଗକୁ ଗଲେ ମଧ୍ୟ ପ୍ରାଥମିକତା ପ୍ରେମ ସବୁବେଳେ ଚିର ସବୁଜ ରହିବ।କଲେଜ ବିଷୟରେ କହିବାକୁ ଗଲେ ପାଠ ପଢା ତ ନିଶ୍ଚିତ ଭଲ ହେଲେ କିଛି ଜଣ ମାତ୍ର ଖରାପ ବାହାରିବେ ଯେଉଁମାନେ ପାଠ ରେ ଠକାମୀ କରନ୍ତି, ଲାଇବ୍ରେରୀ ର ସୁବିଧା ଟିକେ ବଢିବା ଦରକାର , କେତେଗୁଡ଼ିଏ ଛୋଟ ବଡ ନିୟମ ମଧ୍ୟ ଗୁରୁତତ୍ୱପୂର୍ଣ୍ଣତାର ସହ ଧ୍ୟାନ ଦେବା ଜରୁରୀ ବାକି ପାଠ ପଢ଼ିବା ପାଇଁ ଭଲ ଅନୁଷ୍ଠାନ ସେଥିରେ ଦ୍ଵନ୍ଦ ନାହିଁ।
      ମୁଁ ଯେତେ ଆଗକୁ ଗଲେ ମଧ୍ୟ ଗୋଟେ ଦୁଃଖ ସାରା ଜୀବନ ପାଇଁ ଲାଗି ରହିବ ହିନ୍ଦୀ ସାହିତ୍ୟରେ ପଢ଼ିବାର ଆଶା .. ଆଶା ରେ ରହିଗଲା🥹 ଦର୍ଶନ ଶାସ୍ତ୍ର ପଢୁଛି ସତ ହେଲେ ହିନ୍ଦୀ କୁ ବହୁତ୍ ଭଲ ପାଏ, ହେଲେ "ପ୍ରକୃତ ପ୍ରେମ ପ୍ରାପ୍ୟ ର ପୂଣ୍ୟ ଅର୍ଜ୍ଜନ କେତେ ଜଣ କରିଛନ୍ତି?"🥲
      ଦର୍ଶନ ଶାସ୍ତ୍ର ସହ ବାହାଘର ହେଇଯାଇଛି ହେଲେ ତର୍କ ଶାସ୍ତ୍ର ମଝିରେ ରହି ଦୁଃଖ ଦେଉଛି! ଜଣା ନାହିଁ ଭବିଷ୍ୟତ ଦୁହିଁଙ୍କର କଣ ହେବ!! 😀😀
      ପ୍ରଚେଷ୍ଟା ଜାରୀ ରହିଛି ହେଲେ ବହୁତ୍ କଷ୍ଟ ହେଉଛି ଦର୍ଶନ ଶାସ୍ତ୍ର ବୁଝିବାକୁ ସାର୍!!🥲🥲

  • @chandramanipradhan7203
    @chandramanipradhan7203 4 місяці тому +1

    ଯୁବପିଢ଼ି ମାନଙ୍କ ପାଇଁ ବହୁତ ସୁନ୍ଦର ଚିନ୍ତାଧାରା ଟିଏ ସାର୍ 🙏🙏🙏

  • @ananyarout3995
    @ananyarout3995 3 місяці тому

    ଦିଦି ବହୁତ ଭଲ ଉପଦେଶ ଦେଇଛନ୍ତି। ଧନ୍ୟବାଦ 💐🙏

  • @rashmiranjanrout-d4v
    @rashmiranjanrout-d4v 4 місяці тому +3

    Dream is not that which you see while sleeping,It is something that doesn't let you sleep.

  • @puja6879
    @puja6879 4 місяці тому +20

    Political science ra bi gote video karantu

  • @URNNATIPRADHAN
    @URNNATIPRADHAN 4 місяці тому +2

    Ati sundara katha kahile mam🎉 jaha sabu pilanka pari mo pain gote vala advaice

  • @prangyanayak4330
    @prangyanayak4330 3 місяці тому +1

    Congratulations 🎉🎉🎉🎉

  • @suchismitagiri682
    @suchismitagiri682 4 місяці тому +20

    Make a discussion with English lecturers.... A humble request 😌

    • @nibeditapal8359
      @nibeditapal8359 4 місяці тому +2

      Yes sir plz 🙏

    • @RajaDhirenKumar
      @RajaDhirenKumar  4 місяці тому +6

      English Lecturer Nischita aasibo. Let me contact a Friend. 😊 But aau Comments darkar. Jauthire adhika comments aasibo. Sethire aage aasibo

    • @englishhonors1290
      @englishhonors1290 4 місяці тому

      Yes sir

    • @tapasghadei9290
      @tapasghadei9290 4 місяці тому

      ​@@RajaDhirenKumarA big hand from me... ✋

    • @puspitabarik578
      @puspitabarik578 4 місяці тому +1

      Please on a English discussion

  • @lokanathdas5246
    @lokanathdas5246 4 місяці тому +2

    ନମସ୍କାର ଅଧ୍ୟାପିକା ଠ କି କହୁଛନ୍ତି।୧୦୦%🎉❤

  • @lokeswarbagarty4679
    @lokeswarbagarty4679 4 місяці тому +5

    Congratulations Gayatri ma'am 😮😮

  • @utkalsmaraki6226
    @utkalsmaraki6226 4 місяці тому +1

    ସତରେ ଯେଉଁମାନେ ଓଡ଼ିଆ ଛାତ୍ର ଛାତ୍ରୀ ସେମାନେ ହିଁ ଏ କଥାକୁ ହୃଦୟଙ୍ଗମ କରିପାରିବେ ଭଲଭାବରେ । ଆମେ ଓଡ଼ିଆ ନେଇଥିଲୁ କେତେ ଲୋକ ଏମିତି କୁହନ୍ତି ଓଡ଼ିଆ ନେଇକି କଣ କରିବ ଓଡ଼ିଆ ଗୋଟେ ବିଷୟ କି ? କିନ୍ତୁ ଯେଉଁମାନେ ଏମିତି କହୁଥିଲେ ସେମାନେ ଏବେ ସଠିକ୍ ଉତ୍ତର ପାଇଗଲେ । କାରଣ ଆମକୁ ଦେଖେଇ ଦେବାର ଥିଲା ଓଡ଼ିଆ କୁ ନେଇ ଭବିଷ୍ୟତ ଗଢିବାର। ଆଉ SSB odia lecturer ହେଇକି ଦେଖେଇଲି ତାଙ୍କୁ । ସମସ୍ତେ ଭଲରେ ପଢ଼ ଆଗକୁ ବଢ଼ିବ । ଆପଣଙ୍କୁ ମଧ୍ୟ ଅଜସ୍ର ଶୁଭେଚ୍ଛା 🎉🎉🎉

  • @NarsinghPujari-kk9ux
    @NarsinghPujari-kk9ux 2 місяці тому +1

    Thankyou so mach sar ବ ଲ୍ ଖାତା କ ଇ ଲ ସାର ଏବଂ madam

  • @cartooonweb
    @cartooonweb 4 місяці тому +31

    Sir , ଗୋଟେଏ zoologist lecture soho podcast ହେଉ sir। Request

  • @PinakiMisra-vh7iu
    @PinakiMisra-vh7iu 4 місяці тому +3

    ଚିନ୍ତାଧାରା ପାଇଁ ବହୁତ ବହୁତ ଧନ୍ୟବାଦ

  • @phulmotisahoo7833
    @phulmotisahoo7833 4 місяці тому +1

    Di Dinku dekhi bhari khusi lagila auu..tanka katha suni motivate b lagu chhi..se ama college GACR re mo senior thhile... congratulations Di..

  • @ଶୁଭସ୍ମିତା
    @ଶୁଭସ୍ମିତା 4 місяці тому +1

    I am proud of you madam 🎉apana ama dpt re lecture hoithibaru ❤️🙏

  • @UPSCIAS830
    @UPSCIAS830 4 місяці тому +2

    Future Professor OF Education ❤

  • @Asha-Shan
    @Asha-Shan Місяць тому

    Sir education subject re pg kari thiba lecture nka video anantu plz.🙏

  • @g.nandinirao370
    @g.nandinirao370 4 місяці тому +1

    Didi congratulations bht khusi lagila apono nku dekhiki

  • @monalishapanigrahi355
    @monalishapanigrahi355 4 місяці тому +2

    Ama college lecturer gayatri mam lots of love mam❤

  • @utkalsmaraki6226
    @utkalsmaraki6226 4 місяці тому +1

    ଓଡ଼ିଆ ବିଷୟରେ ସମାଲୋଚନା ମୂଳକ ପୁସ୍ତକ ପଢ଼ିବା ଅପେକ୍ଷା ମୂଳ ଲେଖା ଉପରେ ବିଶେଷ ଭାବରେ ଗୁରୁତ୍ଵ ଦେବା ଆବଶ୍ୟକ ...

  • @Mahamayeemaa
    @Mahamayeemaa 3 місяці тому

    Lecture kemiti haba one video pls🙏🙏🙏🙏🙏

  • @sbtutorial123
    @sbtutorial123 4 місяці тому +1

    Sir ଆପଣ ଙ୍କ ରେ ତ commerce ସେଥିପାଇଁ ପ୍ଲିଜ଼ ଆପଣ commerce ଉପରେ ଗୋଟେ ଭିଡ଼ିଓ କରନ୍ତୁ 🙏.

  • @samajsevaChandan143
    @samajsevaChandan143 3 місяці тому

    Nice 👌🏻Very good speech 🙏🏻

  • @LaxmiPriya-u6t
    @LaxmiPriya-u6t 4 місяці тому

    Congratulations Gayatri Nani 😊😊

  • @7751alll
    @7751alll 4 місяці тому +1

    Sanskrit lecture nka ra podcast please sir
    I'm a Sanskrit honours student ❤

  • @CA.Somanathapatra763
    @CA.Somanathapatra763 4 місяці тому +7

    Excellent session with Gayatri Behera . it will encourage many students.

    • @RajaDhirenKumar
      @RajaDhirenKumar  4 місяці тому +1

      Dhanyabaad. Hope so 😊 stay connected for an excellent career

    • @CA.Somanathapatra763
      @CA.Somanathapatra763 4 місяці тому +1

      ​@@RajaDhirenKumarI m a CA can u do session for CA students.

    • @shree7598
      @shree7598 4 місяці тому

      ​@@RajaDhirenKumarApankara number please kichi katha hebar achi ...

  • @gayatripriyadarshini
    @gayatripriyadarshini 3 місяці тому

    Do a discussion video with a regular lecturer of education.... Please sir ..

  • @mamalisahoo6420
    @mamalisahoo6420 4 місяці тому +1

    ଗାୟତ୍ରୀ ଦିଦି Net/Jrf/SSB ଉପରେ important books ଉପରେ ଗୋଟେ ତାଲିକା ଆମ ମାନଙ୍କ ପାଇଁ ଭେଟିଦେଲେ ଆମେ ଉପକୃତ ହୋଇ ପାରନ୍ତୁ🙏❤👩‍🏫📚😇🦚🌈

    • @GayatriBehera-m5j
      @GayatriBehera-m5j 4 місяці тому

      Thik achhi tume fb re contact kara

    • @GayatriBehera-m5j
      @GayatriBehera-m5j 4 місяці тому

      Mora suggestion net pain paper 1bi tike padhiba darkar... Au ssb pain Tara syllabus ku cover kara

  • @Studyfog
    @Studyfog 4 місяці тому +4

    Sir geography re lecture bahut kam so ame geography lecture ra strategy bisaya re ame kichhi janiparunu plz sir geography lecture upare gote interview niantu plz sir

  • @kalyanibehera7913
    @kalyanibehera7913 4 місяці тому +1

    Sir botany re pg karuthiba pila nka pyn future re ssb preparation related vdo anantu plz 🙏🏻😊.

  • @Bijayodiavlogs
    @Bijayodiavlogs 4 місяці тому +3

    Sir pranam gayatri dii kan kan books follow karichhanti mu janibaku ichha kare

  • @sdbeheraofficial
    @sdbeheraofficial Місяць тому +1

    Madam is also a asst Professor so why you mention her as a lecturer .

  • @DiptimayeeGouda-mw6vy
    @DiptimayeeGouda-mw6vy 4 місяці тому +2

    Sir education lecture haba pain kn karibakh heba sir please video banantu

  • @kabitaraniparida7781
    @kabitaraniparida7781 4 місяці тому +2

    Make a video on ssb lecturer in the subject of sociology

  • @subhashreepradhan1249
    @subhashreepradhan1249 4 місяці тому +1

    Sir botany ra gote ssb lecture paithiba pila nkara video te anatu 🙏

  • @lalatendumallick76
    @lalatendumallick76 4 місяці тому +1

    Good ideas shared with aspirants of ssb Lecturers

  • @SandeepMahana
    @SandeepMahana Місяць тому

    Sir Home science re lectureship pai kichi video anantu
    Karana homescince subject ku .sabu ignore karantii

  • @reemapadhan5660
    @reemapadhan5660 4 місяці тому +2

    Sir, political science ra SSB lecture ra video banaantu

  • @monikaranii2318
    @monikaranii2318 4 місяці тому +3

    Pranam sir 🙏 Mam 🙏
    Book list tk kahithile bhala hoithanta😊

  • @gayatrisahoo1207
    @gayatrisahoo1207 3 місяці тому

    Sir net paper 1 pain strategy pain gote video banatu sir🙏

  • @PRAKASHMOHANTY-x1x
    @PRAKASHMOHANTY-x1x 4 місяці тому

    ସେ ବି ଗାୟତ୍ରୀ ତୁ ବି ଗାୟତ୍ରୀ
    ଧ୍ୟାନରେ ଶୁଣ ଏବଂ ଅନୁକରଣ କଲେ ଭଲ।

  • @SubhashreeBehera-mk6yq
    @SubhashreeBehera-mk6yq Місяць тому

    Sir history pg karithiba pila nka upare video karantu

  • @babumb260
    @babumb260 3 місяці тому

    Very nice and inspiring 👍👍.

  • @nandubhai799
    @nandubhai799 4 місяці тому +4

    ସାର୍ ଯୋଦି ମୁଁ banking ପାଇଁ eligible ତାହେଲେ ଏବେଠୁ କେମିତି preparation କରିବୁ please ସାର୍ banking ଉପରେ ଗୋଟେ video Aanantu

  • @jagastar2634
    @jagastar2634 4 місяці тому

    Sir Mathematics lecture pai gote Video anantu...plz..❤

  • @reetadas8985
    @reetadas8985 4 місяці тому +1

    Plz make a discussion with english lecture...

  • @GangadharMahapatra-lt8qr
    @GangadharMahapatra-lt8qr 4 місяці тому

    ଓଡିଆ ତ କେବଳ ଓଡିଶା ପିଲାଙ୍କ ଭିତରେ competition ହୁଏ l ଅନ୍ୟ ବିଷୟରେ କରିବା ବହୁତ କଷ୍ଟ ହୁଏ

  • @Biswojitsamal-g85
    @Biswojitsamal-g85 4 місяці тому +13

    Sir political science lecture sahita gote discussion video banantu

    • @sonasahu5216
      @sonasahu5216 4 місяці тому

      Sir please political science pai gote video karantu

  • @Rudrani234
    @Rudrani234 17 днів тому

    Sir au psychology lecture nka ra jane interview niantu

  • @kailashpanigrahi6705
    @kailashpanigrahi6705 3 місяці тому

    Congratulations

  • @prajnyapravamohapatra7132
    @prajnyapravamohapatra7132 4 місяці тому +1

    Sata katha kahile madam ...odia kebe bi sahaja nunhe mu bi odia pg passout student bahut kasta thila 😢😢

  • @satadalbala1143
    @satadalbala1143 4 місяці тому +25

    Sir, I request,political science lecture sahita gotia alochona ra video karantu

    • @Biswojitsamal-g85
      @Biswojitsamal-g85 4 місяці тому +2

      I am agree 💯

    • @sonasahu5216
      @sonasahu5216 4 місяці тому +2

      Sir please political science pai gote video karantu

    • @RajaDhirenKumar
      @RajaDhirenKumar  4 місяці тому +1

      ଯେହେତୁ ଅଧିକା Request ଆସୁଛି Pol Sc ରେ ମୁଁ ନିଶ୍ଚିତ ଚେଷ୍ଟା କରିବି। ଏଇଟା କରିବା ପାଇଁ

    • @SonaliniMohanty
      @SonaliniMohanty 4 місяці тому

      ​@@RajaDhirenKumarSir sociology lecture sahita gote video karantu

  • @ltdarar
    @ltdarar 4 місяці тому +2

    English English Lecturer upare discussion karantu plz

  • @subhasmitapanigrahi7776
    @subhasmitapanigrahi7776 4 місяці тому

    Sir please podcast with a botany lecture 🙏🙏

  • @anjalibehera5420
    @anjalibehera5420 3 місяці тому

    Mam NET ପାଇଁ କେଉଁ Book ପଢିବାକୁ ପଡ଼ିବ ।

  • @AnitaSahoo-b5l
    @AnitaSahoo-b5l 4 місяці тому +1

    Thank you so much sir 🙏🙏for your beautiful information

  • @rajeshpradhan1972
    @rajeshpradhan1972 3 місяці тому

    SSB, PGT, History ra emiti video chadantu

  • @mamalisahoo6420
    @mamalisahoo6420 4 місяці тому

    ଖୁବ୍ ସୁନ୍ଦର👌👍🙏😌👩‍🏫🥰

  • @banitagiri4684
    @banitagiri4684 4 місяці тому +2

    odia re Net pai kau author re book sabu Abasyaka...plz sir...vedio Anantu....

  • @chandramanimurmu7149
    @chandramanimurmu7149 4 місяці тому

    sir bed mandatory kichhi lecturer pain...
    tebe ssb odia lecture pain kon without bed eha
    bisay re clear koriba hebe....🙏🏻🙏🏻🙏🏻

  • @Bamadevsabar2002
    @Bamadevsabar2002 4 місяці тому +1

    Thanks for your inspiration

  • @rinadalai4055
    @rinadalai4055 2 місяці тому

    ମୁ ବି ଜଣେ ଓଡ଼ିଆ ବିଭାଗ ରେ ଅଧ୍ୟାପିକା ଅଛି..

    • @prasad3155
      @prasad3155 Місяць тому

      SSB ପାଇଁ best books କୁହନ୍ତୁ

  • @madhusmitapatra97
    @madhusmitapatra97 4 місяці тому +9

    Sata katha sir odia ta sahaj nuhe mu gote odia student

    • @RajaDhirenKumar
      @RajaDhirenKumar  4 місяці тому +1

      ହଁ ନିଶ୍ଚିତ। ଲୋକେ ସେୟା ଭାବନ୍ତି

  • @suchimishra3630
    @suchimishra3630 4 місяці тому

    Sir plz mu apanaku request karuchi mo question ra tk answer diantu mu graduation botany hons re complete karichi au pg Ignou university re competition karichi mu ssb lecture post pain pakeeparib na documents verification re rejection heijib 🙏🙏🙏🙏🙏🙏🙏kindly reply karantu

  • @pravatbiswal6409
    @pravatbiswal6409 4 місяці тому +1

    Sir odia lecture interview au gotia kara

  • @kris21107
    @kris21107 4 місяці тому

    Sir next recruitment kebe asiba opsc assistant professor and ssb lecture ra plzz reply 🙏🙏🙏

  • @kumar-kl4ul
    @kumar-kl4ul 4 місяці тому

    Political science ra jane ssb select student ra interview nia plz...

  • @Mama00929
    @Mama00929 4 місяці тому

    Sir botany ssb lecture ra gote vdo banantu please 🥺🙏

  • @KalicharanSd
    @KalicharanSd 4 місяці тому

    ସାର୍, ଦୟାକରି ଜଣେ ରାଜନୀତି ବିଜ୍ଞାନୀ ଅଧ୍ୟାପକ ଙ୍କ ର ସକ୍ଷାତକାର କରନ୍ତୁ ।

  • @subhasmitasahoo6835
    @subhasmitasahoo6835 3 місяці тому

    Commerce paee kemiti prepare hebaku padib kahiparibee

  • @sabyasachisahu2144
    @sabyasachisahu2144 4 місяці тому

    ସାର ଓଡିଆ ବହୁତ କଷ୍ଟ ମୁଁ କିନ୍ତୁ ଯେତେ ଥର ନେଟ ଦେଇଛି ହେଇଛି। ଦୁଇଥର କେବଳ ନେଟ୍ ପାଇଅଛି ଓ ତୣତୀୟଥରରେ Net/jrf ପାଇଅଛି। Ssbପାଇନି।

  • @samiyarahel3805
    @samiyarahel3805 4 місяці тому

    Sir history students ssb ki taiyari kaise kare usper ek vedio banao

  • @ldn5634
    @ldn5634 4 місяці тому

    Sir Namaskar, computer lecturer pain eligibility scenario explain karantu❤

  • @PritirekhaPadhi-fb3wv
    @PritirekhaPadhi-fb3wv 4 місяці тому

    Sir Sanskrit SSB lecture video gote anantu 🙏🙏🙏🙏

    • @RajaDhirenKumar
      @RajaDhirenKumar  4 місяці тому

      As soon as possible ନିଶ୍ଚିତ ଭାବରେ

  • @Biswajitmohapatra17
    @Biswajitmohapatra17 4 місяці тому +7

    OAS preparation kemiti karibu ame..as a plan 'B' Side by side ame jemiti lectureship line re bi jae paribu..semiti strategy related gote video hela mote bahut help heba..❤

    • @nandubhai799
      @nandubhai799 4 місяці тому

      It's really sir kindly request you please 🙏 sir make a one video ❤ from kalahandi

    • @RajaDhirenKumar
      @RajaDhirenKumar  4 місяці тому +1

      ଆଛା ମନେ ରହିଲା। ମୁଁ ନିଶ୍ଚିତ discussion ମାଧ୍ୟମରେ ଜଣାଇବି

    • @Biswajitmohapatra17
      @Biswajitmohapatra17 4 місяці тому

      @@RajaDhirenKumar ଧନ୍ୟବାଦ୍ ସାର୍ 😇🙏🏻

  • @Studyfog
    @Studyfog 4 місяці тому +1

    Sir please geography lecture ra kuadu gote khojiki interview anantu

  • @Evilboybadal
    @Evilboybadal 4 місяці тому

    Sir OSOU students heethiba au jia ki SSB qualify karithiba emiti kichhi motivational Video anantu sir 🙏🙏🙏

  • @jyotsnaranitripathy4427
    @jyotsnaranitripathy4427 4 місяці тому +1

    Odia ku samste sahaj bhabnti ...hele sahaj nuhe sir ..mu b odia re pg karichhi...hele mu ssb cliar kariparuni....mu b odia teacher hebaku chane...hele mor hauni...tq bhauni

  • @ParsuramGond-z7y
    @ParsuramGond-z7y 3 місяці тому

    Make a discussion with mathematics lectures.....A humble request

  • @nandubhai799
    @nandubhai799 4 місяці тому +3

    Sir ମୋର +୨arts ଥିଲା ଆଉ ଏବେ +୩ Economics honours ଚାଲିଛି
    Sir ମୁଁ eligible ତ banking ପାଇଁ
    Please ସାର୍ reply ଦିଅନ୍ତୁ

  • @rasmitatripathy8803
    @rasmitatripathy8803 4 місяці тому

    Thank you so much for this class🙏

    • @RajaDhirenKumar
      @RajaDhirenKumar  4 місяці тому +1

      You are very welcome 😁🤗 ଆଗକୁ ଯୋଡ଼ି ରୁହନ୍ତୁ

  • @SarojiniDas-wx5bn
    @SarojiniDas-wx5bn 4 місяці тому +3

    ସାର୍ ନମସ୍କାର ଆପଣ ଆମ କୁ ଆଗ କୁ ଯିବା କୁ ଏତେ ପ୍ରେରଣା ବହୁତ୍ ଖୁସି ଲାଗୁଛି

    • @RajaDhirenKumar
      @RajaDhirenKumar  4 місяці тому +1

      ଧନ୍ୟବାଦ୍। ଛାତ୍ର ସମାଜ ର ଉନ୍ନତି ମୋର ଜୀବନ ର ବ୍ରତ । ଜୟ ଜଗନ୍ନାଥ 🙏😊

  • @suchilagna90
    @suchilagna90 4 місяці тому

    Sir sanskrit sub upare kichhi discussion share karantu.... Please

  • @pujasundaray9796
    @pujasundaray9796 4 місяці тому +1

    ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍

  • @susmitapanda388
    @susmitapanda388 4 місяці тому +1

    Very impressive