ଚାଲି ଚାଲି ବିଧାୟକଙ୍କ ଝାଳ ବାହାରିଗଲା || MLA Fakir Mohan Nayak || Telkoi || Keonjhar || Odisha Reporter

Поділитися
Вставка
  • Опубліковано 10 лют 2025
  • ଶୂନଶାନ ରାସ୍ତାରେ ପାଦରେ ଚାଲି ଚାଲି ଉପାନ୍ତ ଅଞ୍ଚଳରେ ପହଞ୍ଚିଲେ ବିଧାୟକ। ଗାଡ଼ି ମୋଟର ଯିବା ପାଇଁ କୌଣସି ସୁବିଧା ନାହିଁ। ପ୍ରକୃତରେ ଲୋକେ କେତେ ହନ୍ତସନ୍ତ ହେଉଛନ୍ତି, ବିଧାୟକ ନିଜେ ଅନୁଭବ କଲେ। ଇଏ ହେଉଛନ୍ତି ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାଏକ । ପୂର୍ବ ସରକାରରେ ଲୋକେ କିଭଳି ଶୋଷଣ ଶିକାର ହୋଇଥିଲେ, ତାହାର ବାସ୍ତବ ଚିତ୍ର ଦେଖିଲେ। ଚାଲି ଚାଲି ବିଧାୟକଙ୍କ ଝାଳ ବାହାରିଗଲା || MLA Fakir Mohan Nayak || Telkoi || Keonjhar || Odisha Reporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #telkoimla #badroads #Keonjhar #fakirmohannaik

КОМЕНТАРІ • 10

  • @AnilKapoorSahoo
    @AnilKapoorSahoo 5 днів тому +5

    Thank you sir, it's Modi ji 🙏🙏🙏🙏🙏🙏

  • @Skstarvlog3735
    @Skstarvlog3735 5 днів тому +4

    24 ବର୍ଷ ହେଲା ଲୁଟୁ ଥିଲେ ଖାଲି ଅଣ ଓଡ଼ିଆ ନବୀନ

  • @HarikrishnaGouda
    @HarikrishnaGouda 5 днів тому +2

    ଆରେ ଭାଈ ମର ଆଖି କଣ ଦେଖୁଚି
    ନନ୍ଦିଘୋଷ ଟିଭି ଏଥି କେମିତି ଆସୁଚି

  • @bijaysharma5767
    @bijaysharma5767 5 днів тому +2

    ଆପଣମାନେ ମାନେ ଖୁସିତ . ଲଜ୍ଜ୍ୟା ଲାଗୁ

  • @ArtaJal
    @ArtaJal 5 днів тому +1

    ଇଂରାଜୀ ସରକାର ଓଡ଼ିଶା ରୁ ଯାଈନୀ

  • @ChitaranjanMohanty-mc6nm
    @ChitaranjanMohanty-mc6nm 4 дні тому

    ଗାଁ ଲୋକ ସଂଖ୍ଯା କେତେ କହିଲେ ଭଲ ହୁଅନ୍ତା କେତେ ଲୋକ ପ୍ରଭାବିତ ହଉଛନ୍ତି ଜଣା ପଡିବ

  • @bhimasenmunda
    @bhimasenmunda 5 днів тому +2

    Bansapaal BDO ,tahasildar, Kan କରୁଛନ୍ତି।

  • @DebasisBehera-y7v
    @DebasisBehera-y7v 5 днів тому +1

    Keunjhararu mines scam kari dakayat ebe parliament,bidhan savare basichhanti.. bhubaneswar re bada bada building,jami kini tanka pua jhianka pain saha saha barsa pain enjoy kariba pain rakhichhanti..kintu dukhara bisaya mines area re thiba lokanka pain sudha Pani nahin, 2025 helani Munda upare vala ghara nahin,rojgar nahin,pila handi rasi dhari school jauchhanti...kintu neta nka pain free train, free canteen, pension,free quarter wah wah re odia...Odia loka 1percent ku chhadidele thare mla,mp hoigale se nijaku vagaban mundi Vali vabanti gariba lokanku dekhile tanka naka dien..

  • @pradeepmajhi8674
    @pradeepmajhi8674 5 днів тому

    ଓଡ଼ିଶାରେ ବହୁତ୍ ଗୁଡେ଼ ଗା ରେ ଅସୁବିଧା

  • @LaxmidharPanigrahi-x3h
    @LaxmidharPanigrahi-x3h 5 днів тому +1

    Sati kar sarprach ku de gle