ଶଙ୍କରାଚାର୍ଯ୍ୟଙ୍କ ବାଣୀ ସତ ହେଲା

Поділитися
Вставка
  • Опубліковано 7 лип 2024
  • ⭕ଓଡ଼ିଶା ରେ ସାଡେ ଚାରିକୋଟି ଲୋକଙ୍କୁ ଦରବାରTV ତରପରୁ ନମସ୍କାର ଆପଣମନେ ଦରବାର TV ଶ ଯୋଡ଼ି ହୋଇରୁହନ୍ତୁ ଦର୍ଶନ TV ନିହାତି ମନୋରଞ୍ଜନ କରିବା ପାଈଁ ସାବୁ ବେଳେ ସାଙ୍ଗରେ ଥିବ ଛୋଟ ବଡ଼ ଖବର ପହଞ୍ଚିବାକୁ try କରିବ share like subscribe କରିବାକୁ ଭୁଲିବିନି share କଲେ ପ୍ୟାର ବଡିବ ଆମେ
    #puri #LordJagannath #BageshwarDham #darshan #JagannathDarshan #Odisha
    #BJD
    #ମୁଁtraveller
    #dipanjali
    #rajendra
    #dipanjalirajendraalumarrgae
    #latestupdate
    #brekingnews
    #latestnews

КОМЕНТАРІ • 43

  • @shakaharipruthivi8696
    @shakaharipruthivi8696 27 днів тому +11

    ଭାଇ ଆପଣଙ୍କ କଥା ସମ୍ପୂର୍ଣ ସତ୍ୟ। ଶଙ୍କ ରା ଚାର୍ଯ୍ୟ ଙ୍କ ଅପମାନ ହେବାର କାରଣ ନେତା ଶାସକ ହେଲେ ସେ ହିନ୍ଦୁଙ୍କ ସର୍ବୋଚ୍ଚ ଧର୍ମ ଗୁରୁ ହୋଇ ମଠ ମନ୍ଦିର କୁ ନିୟନ୍ତ୍ରଣ କରେ।35 ପ୍ରକାର ଆଇନ୍ କରି କେବଳ ମଠ ମନ୍ଦିର କୁ ଗୋଲାମ କରିବା ଓ ଲୁଣ୍ଠନ କରି ହିନ୍ଦୁ ଜାତି ର ଅବତାର ହେବା ପ୍ରତି ଶାସକ ଚାହେଁ। ନବୀନ ଜଗନ୍ନାଥ ହେବା ଓ ମୋଦୀ ରାମଙ୍କୁ ଆଣିଛନ୍ତି ଏ ବି ଦେଖିଲେ? ଏବେ କୁଆଡେ ତିନି ମୂର୍ତ୍ତି ଙ୍କ ଅବତାର ଓଡ଼ିଶା ଶାସକ?
    ଯିଏ ଧର୍ମ ଓ ଠାକୁରଙ୍କୁ ମାନେ ନାହିଁ ସେ ଶାସନ ପାଇଁ ମିଛ ର ସାହାରା ନେବ। କାରଣ ହିନ୍ଦୁଙ୍କୁ ଠକିବା ସହଜ। ହିନ୍ଦୁ ସତ୍ୟ କୁ ଜାଣିବା କୁ ଚାହେଁ ନାହିଁ। ନକଲି ଶଙ୍କରା ଚାର୍ଯ୍ୟ ଯିଏ କରି ବୁଲା ଉ ଛି ସେ ଅସଲି ଙ୍କୁ କାହିଁକି ଖୋଜିବ ? ଏ ତ ସାଧାରଣ କଥା। ନେତାଙ୍କ ଚାଟୁକାର କି ଗୋଲାମ ନ ହୋଇ ସତ୍ୟ ଓ ଧର୍ମ ର କଥା କହିଲେ କିଏ କାହିଁକି ଡାକିବ? ଜଗନ୍ନାଥଙ୍କ ଧନ ରତ୍ନ, ଟଙ୍କା, ଜମି କେତେ ଅଛି? ମୂର୍ତ୍ତି ଏମାର ମଠ ରସୁନା ରୂପା ଇଟା ଗଲା କୁଆଡେ? ଯେତେବେଳେ ଠାକୁର ବୁଲି ବୁଲି ଭିକ ମାଗି ସାରିଲେଣି ଆଉ କଣ ଅଛି? କରୋନ ନା ରେ ମନ୍ଦିର ଆଗରେ ବାଡ
    ଭକ୍ତଙ୍କୁ ମାଡ଼
    ସାଧୁ ସନ୍ଥ ଙ୍କୁ ଜେଲ୍ ଦଣ୍ଡ, ପୂଜା ପର୍ବ ରେ କଟକଣା କେତେ ଦେଖିଲେ?
    ଦାରା ସିଂ କୁ ଏମାନେ ଛାଡ଼ିବେ ନାହିଁ। ଆଜୀବନ ଅର୍ଥ ମାରିବା ପର୍ଯ୍ୟନ୍ତ।
    ଲକ୍ଷ୍ମଣାନନ୍ଦ ଙ୍କ ପ୍ରତି ଆନ୍ତରିକତା ଥିଲେ ପ୍ରଥମ ଦିନରୁ ପ୍ରଥମ କାମ ହେବା କଥା। ହେବ ନାହିଁ। କଳି ର ପ୍ରଳୟ, ଯୁଦ୍ଧ ବାକି ଅଛି। ନିଶ୍ଚିତ ହେବ। ଏ ସରକାର ବି ବେଶୀ ଦିନ ରହିବ ନାହିଁ। ସମୟ କୁ ଦେଖି ଚାଲ ସତ୍ୟ ଫେରୁ ଛି। କଳ୍କୀ ଖେଳ ଚାଲିଛି।

  • @minaketan5562
    @minaketan5562 17 днів тому +2

    ଅନ୍ଧ ଭକ୍ତ ବାୟା ଭକ୍ତ

  • @chandankumarmatia4761
    @chandankumarmatia4761 25 днів тому +3

    Right 👍

  • @Susantabhanja-gp9hu
    @Susantabhanja-gp9hu 9 днів тому

    100%ସତ

  • @pratapchandrasamal2396
    @pratapchandrasamal2396 28 днів тому +5

    ଯିଏ ନିଜ କ୍ରୋଧ ସମ୍ବରଣ କରି ପାରୁ ନାହାଁନ୍ତି ସେ କି ଗୁରୁ, କି ଆଚାର୍ଯ୍ୟ। ଏ ମହାଶୟ ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରିଛନ୍ତି, ପୂର୍ବ ସରକାର ମାନଙ୍କୁ ଅଭିଶାପ ଦେଇଛନ୍ତି। ୟେ କି ପ୍ରକାର ଗୁରୁ ?? ସେ ଆଚାର୍ଯ୍ୟ କମ୍, ........ ବେଶୀ।

    • @user-ou7oh4wd9z
      @user-ou7oh4wd9z 27 днів тому +1

      ଦୁର୍ବାସା ରୁଷି ମଧ୍ୟ ବହୁତ ରାଗି ଥିଲେ, ଚାଣକ୍ୟ ବି ବହୁତ ରାଗି ଥିଲେ, ବିଶ୍ଵାମିତ୍ର ବି ରାଗି ଥିଲେ l ସେମାନେ କିପରି ଭଲ ଗୁରୁ ହେଇପାରିଥିଲେ l ରାଗିବା କିଛି ଖରାପ ନୁହଁ l କିନ୍ତୁ ଯୋଉ ଜାଗାରେ ରାଗିବା କଥା ରାଗ କଲେ ଠିକ l ଅଯଥାରେ ନୁହଁ l କିନ୍ତୁ ଶଙ୍କରାଚାର୍ଯ୍ୟ ରାଗିବା ଟା ଉଚିତ

  • @elizabehera6454
    @elizabehera6454 27 днів тому +4

    U r 💯 right

  • @AmarA-de4lz
    @AmarA-de4lz 27 днів тому +3

    Bhai apana Kia kahuchanti mu jani nahi Aha Satya Katha 👏💯🙏

  • @soubhagyachandradeo2034
    @soubhagyachandradeo2034 27 днів тому +1

    Har Har Mahadav

  • @subaldas3254
    @subaldas3254 19 днів тому +1

    ଜୟ ଜଗନ୍ନାଥ।
    ଶଙ୍କର ସାକ୍ଷାତ ଶଙ୍କର।

  • @RamKumR-qk9ve
    @RamKumR-qk9ve 27 днів тому +2

    100% ସତ କଥା କହିଲ ଆଞା ।

  • @brajabandhudash5930
    @brajabandhudash5930 26 днів тому +1

    ଅପ୍ରୀୟ ସତ୍ୟ

  • @kamallochannayak9660
    @kamallochannayak9660 27 днів тому +1

    Right Speaking Bhai,Sankacharya Thik Kahithile

  • @NarayanPatra-vp6km
    @NarayanPatra-vp6km 27 днів тому +1

    Right🙏🙏🙏

  • @rabindrabehera4561
    @rabindrabehera4561 24 дні тому +1

    ନିରାଟ ସତକଥା

  • @user-xv1jf7xv9d
    @user-xv1jf7xv9d 25 днів тому +1

    God bless all.Please forgive us.

  • @ranjandas-sq4gy
    @ranjandas-sq4gy 19 днів тому

    Guruji shankaracharya nku koti koti pranam, Jay Sanatan Dharma ki Jay ho, Mahapurush achyuta Nanda Das nka Malika Re achhi Sabu Satya,

  • @felixnayak6317
    @felixnayak6317 27 днів тому +3

    ମୋଦି ସଂକର ଚାର୍ଯ୍ୟ ମାନକୁଂ ଅସମ୍ମାନ କରୁ ରାମ ମନ୍ଦିର ପିରତିଷ୍ଠା କଲା କୀହିଁ ତାକୁ କିଛି ହେସାନି?

    • @user-ou7oh4wd9z
      @user-ou7oh4wd9z 27 днів тому +1

      ହବ ହବ ଅପେକ୍ଷା କର l ତା ଛଡା ଆପଣ ତ ଜାଣନ୍ତି ଏ ଇଲେକ୍ସନ ମୋଦି ର କଣ୍ଡିସନ କଣ ହେଇଥିଲା l ଟିକେ ଟିକେ ରେ ବଂଚିଗଲା

  • @user-ye8kp4dk8v
    @user-ye8kp4dk8v 17 днів тому

    Sat kahile bjd birodha karuthila

  • @ramachandranathsharma3755
    @ramachandranathsharma3755 12 днів тому

    Sankarcharya kshyama ra adhikai garba ahankar ra nuhen

  • @abhayasamal1500
    @abhayasamal1500 27 днів тому

    ଜିଏ ଏପରି କହି ସରକାର ଭାଙ୍ଗିପାରୁଛି ଗୋହତ୍ୟା କହି ବନ୍ଦ କରୁନାହାନ୍ତି

  • @technicalom1243
    @technicalom1243 23 дні тому

    Sankarachajya kebala hindu
    Dharm ra guru smasta jagata ra samasta lokara thakura atanti jia prakut guru
    Se sisya tharu kichhi asha
    Karanti nanhi Jay jagannath 🙏

  • @bishnucharantripathy8938
    @bishnucharantripathy8938 27 днів тому

    Sankaracharya .got due respect only from Modiji. So he could not stop the inauguration ceremony of Ram Mandira .He only punished Nabin Babu. This is ridiculous.

  • @subashchandraswain7995
    @subashchandraswain7995 18 днів тому

    BHANGA ROOZA KALE DEVLOPED ,CORIDOR NAA RE LOOT KARI HEBA , SETHIPAAIN CORIDOR NAA DIAA JAAUCHHI.

  • @prasantapattanaik862
    @prasantapattanaik862 27 днів тому

    ବିଜେପି ର ବେପରୁଆ ମନୋଭାବ କର୍ମ ପାଇଁ ସବୁ ଦେବାଦେବୀ କ୍ଷୁବ୍ଧ। ଅଯୋଧ୍ୟା ରାମ୍ ମନ୍ଦିର ‌ନୂଆ ହେଇ ଛାତ ଫାଟି ପାଣି ଗଳିଲା। ନରେନ୍ଦ୍ର ରେ ଅଘଟଣ ହେଲା।ବଡ଼ ଠାକୁର ଢଳି ପଡିଲେ। ଦିନକୁ ଦିନ ଏ ସବୁ ଭଲ ଲାଗୁ ନାହିଁ।

    • @SanjulataRout-ll2rp
      @SanjulataRout-ll2rp 27 днів тому

      Ja heu Ram mandir ta hela, dhanyawad deba katha bjp ku,Pani gala katha michha,nije dekhi asa, corruption ru lokanka dhyana hateiba pain ehi adhunika jayachandra Mane dayi

  • @user-ye8kp4dk8v
    @user-ye8kp4dk8v 17 днів тому

    Puri mandira achi je au koude jaunahanti mahaprabhu jadi nathibe

  • @user-ko1xk1qg5i
    @user-ko1xk1qg5i 27 днів тому

    Rama mandira udghatana re sankaracharya mananku modi ana dekha karithile

  • @RamKumR-qk9ve
    @RamKumR-qk9ve 27 днів тому

    ଆଗକୁ କଣ ହେଉଛି ଦେଖ. ।

  • @ODISHABHAI-eq8jq
    @ODISHABHAI-eq8jq 27 днів тому +1

    ସଙ୍କରା ଚାଜ୍ୟ,🙏🏻 ହେଉଛନ୍ତି ଅଣ ଓଡ଼ିଆ, ତାଙ୍କୁ ଓଡିଶା ର ବେଶି କେହି ଜାଣନ୍ତି ନାହିଁ, ସେ ସଂସାର ତ୍ୟାଗୀ ନୁହନ୍ତି,

    • @debendrakumaracharya4581
      @debendrakumaracharya4581 26 днів тому

      ଶଙ୍କରାଚାର୍ଯ୍ୟନକର କଣ ସ୍ତ୍ରୀ ପିଲାଛୁଆ ଅଛନ୍ତି?

    • @PradeepBaral-kh3gu
      @PradeepBaral-kh3gu 11 днів тому

      H hy hu​@@debendrakumaracharya4581

  • @user-fi1pb2zk8o
    @user-fi1pb2zk8o 27 днів тому

    संबित पात्र kahile जगन्नाथ modinka ra भक्त tankara kana भसिंगला.malika balA kahuchhanti मोदीHeuchhanti. ओड़िसारु jane balabhadra. Heithile bhala heithanta.odia asmitare anch असीनाथनता.

    • @user-ou7oh4wd9z
      @user-ou7oh4wd9z 27 днів тому

      ହିନ୍ଦୀ ନା ଓଡ଼ିଆ କଣ କହୁଛ?? ତେଣୁ ହିନ୍ଦୀ +ଓଡ଼ିଆ =ହିଡ଼ିଆ 😂

  • @dharme985
    @dharme985 25 днів тому +1

    Tu Bala Ram Mandi katha kaha be

  • @narayanpradhan2325
    @narayanpradhan2325 27 днів тому

    He may not be a saint nor a brahman because of his krodha

    • @user-ou7oh4wd9z
      @user-ou7oh4wd9z 27 днів тому

      Durbasa muni, biswamitra muni, chanakya pandit was saint or not?? They were very angry person..
      Anger is not bad.. But unnecessary anger is bad. But in this case anger of jagadguru sankaracharya is necessary

  • @Kalinga007.
    @Kalinga007. 23 дні тому

    Tumar purba purusa langala heuthild tume kahiki shirt pant pindhucha

  • @SantoshJena-if5iw
    @SantoshJena-if5iw 27 днів тому

    Baprua panda nua panda kama