Bahut sunder hoichi Gita bi aau sabu dance bi jodi no 1. Tamanna didi ki punya karithilae gala janma re a vhali Swami sasu aau sasura ghara paichanti, God bless you, Jay shree jagannatha Swami ❤❤
Sidharth is so smooth n effortless in his singing. I don't have much words to describe how I am feeling after listening to him. His singing is like a fresh air.
Gitare kichi bhi bhalo voice darkar semane khali gita pai gauchanti kaunashi motiv rakhi gaile agaku badhi kebe paribani ethire problem kan semane gita ku bhalo Kariba pai enjoye au fil kari gauchanti
Beautiful voice ame janithilu namita ma'am bhala au odisha ra best singer🎤 boli but ai song suniba pare jana padila tanka pua bi gote best singer.. Maa jadi ate sundar voice paisanti pua kemiti bhala gaiparibeni... Maa pua nka voice super se uper best best and best👍💯❤❤❤❤❤
ଆରେ ଵା ସିଦ୍ଧାର୍ଥ ଅଗ୍ରୱାଲ ବି ଗୋଟେ ସିଙ୍ଗର ମାଆ ପୁଅଙ୍କ କେମେଷ୍ଟ୍ରି ପୁରା ସୁନ୍ଦର ଜମୁଛି କିଏ କିଏ ମୋ ଭଳି ପ୍ରଥମେ ଜାଣିଲ ସିଦ୍ଧାର୍ଥ ବି ଗୋଟେ singer ବୋଲି କି ଲାଇକ କର 👍🥰😍❤️❤️🤗
Suting re mu thili
Ame bi jani nathilu fast time song
ମୁଁ ଜାଣିଲି ଆଜି
Ollywood industry ❎Family industry ✅
Mu
ସୁଯୋଗ୍ୟ ମାଆଙ୍କ ସୁଯୋଗ୍ୟ ପୁଅ 💝💝
ସତରେ ବହୁତ ଭଲ ଲାଗିଲା 💝💐
ଆରେ ବାଃ..... ବଢିଆ ବଢିଆ... ସିଦ୍ଧାର୍ଥ ଭାଇ ଚୁପ ସୈତାନ ଅଛନ୍ତି..
Hnnn
Like mother like son.
କିଏ କିଏ ଫାଷ୍ଟ time ଜାଣିଲ ନମିତା mam ଙ୍କ ପୁଅ ବି ଏତେ ସୁନ୍ଦର ଗୀତ ଗାଇ ପାରନ୍ତି ❤🎉🎉❤
କେଉଁ ମାନେ ମୋ ପରି ଆଜି ଜାଣିଲେ ସିଦ୍ଧାନ୍ତ ଭାଇ ସୁନ୍ଦର ଗୀତ ଗାଆନ୍ତି 🎉👍
Very nice 👍👍👍❤❤❤
Mu bi aji janili
Me got to know
କେଉଁ ମାନେ ମୋ ପରି ଆଜି ଜାଣିଲେ ଆକୁ ସିଦ୍ଧାର୍ଥ କୁ ସିଦ୍ଧାନ୍ତ ଲେଖିଛି 😂 ଲେଖିବାର ଆସୁନି ବୋଲି 😂
@prasantakumar6793 are bhai aka katha tame amiti kahucha jemiti gote maha Bharat heichi😆
Areeee wahhh bhai seriously Best singing ମନ କୁ ଛୁଇଁ ଗଲା 🎉🎉🎉
ଅତି ସୁନ୍ଦର ମା ପୁଅ ଙ୍କ ର ଏ ଗୀତ, କେହି ବି ଜାଣି ନ ଥିବେ ସିଦ୍ଧାର୍ଥ ପୁଣି ଏତେ ସୁନ୍ଦର ଗୀତ ଗାଆନ୍ତି... ନୂଆ ପଦକ୍ଷେପ... ଭେରୀ ନାଇସ....
Siddarth voice re Auto tune use...no talent ..but Namita mam is very nice
ସତରେ, ବହୁତ ବଢ଼ିଆ
Bahut Sundar gita
🎉🎉🎉👍👍👍
Auto tune boli gote jinisa achi janichanti na nahi , tume bhi lataangesh ka pari gita gai pariba
ବହୁତ ସୁନ୍ଦର ଗୀତ ଟି ନା ମା ପୁଅ ଙ୍କର କାହାକୁ ଭଲ ଲାଗିଲା 👍👍❤❤❤❤
ଆଜି 2024 ଡ଼ିସେମ୍ବର 25 ବଡଦିନ ରେ ଆଉ ବର୍ଷା ପାଗ ରେ ନମିତା ମାଆ 🙏ଆଉ ସିଧ୍ୟାର୍ଥ ଭାଇ ଙ୍କ କଣ୍ଠ ରୁ ଏ ସୁନ୍ଦର ଗୀତ ଟି ଶୁଣି ବହୁତ ଖୁସି ଲାଗିଲା, ମୁଁ ଆଜି ଜାଣିବାକୁ ପାଇଲି ସିଧ୍ୟାର୍ଥ ଭାଇ ମଧ୍ୟ ଜଣେ ଭଲ ଗାୟକ ବୋଲି
Bahut sundar lagila songs ta ❤️
Thanks 🤝
ମୋ ବି ସୁଣିଳି
ଅତି ଅତି ସୁନ୍ଦର ମାମ 🙏🏻ଆରେ ବାଃ ଆମ ସିଦ୍ଧାର୍ଥ ବାବା ଏତେ ସୁନ୍ଦର ଏବେ ଗାଇଲେଣି ❤️❤️keep it up baba❤️❤️lv u mam n sidharth baba❤️❤️
କିଛି କହିବାର ନାହିଁ, କେବଳ wow wow wow❤❤❤❤❤
Wow ❤❤❤wow
Super bro
Woow,Mother n Son singing duo, just amazing ❤❤
What a surprise । ମା ପୁଅ ଙ୍କ କମ୍ବିଂନେସନ ବହୁତ୍ ଭଲ ।ଆଗକୁ ମାଡି ଚାଲ ସିଦ୍ଧାର୍ଥ ଭାଇ । ଜୟ ଜଗନ୍ନାଥ
Ok ,Bhai Tame Bi Madi Jauna Kia Mana Karuchi Ki Kaha Ku🤟🔱🔱🔱
❤❤❤❤
Maa jemiti gote ଚାଉଳରେ ତିଆରି ଠିକ୍ ପୁଅବି ସେମିତି ଗୋଟେ ଚାଉଳରେ ଗଢା ❤କି ସୁନ୍ଦର୍ ଗୀତ ବହୁତ୍ bhala lagila ❤
ବାକି ସବୁ କଣ 2 ଚାଉଳ କି 😂
@@laxmandas9153 hmm
Bhai rrreee😂😂@@laxmandas9153
ସଙ୍ଗୀତ ପରିବାର😊 ଅତି ସୁନ୍ଦର
କାହାକୁ ସିଦ୍ଧାନ୍ତ ଭାଇ ଙ୍କ ସଙ୍ଗ ଭଲ ଲାଗିଲା 🎉❤
ସତରେ ମା ପୁଅ ଙ୍କ ଗୀତ ମନ କୁ ଛୁଇଁ ନେଲା🎉❤❤ ମୋର ବିଶ୍ୱାସ ହଉନି ସିଦ୍ଧାନ୍ତ ଭାଇ ବି ଏତେ ସୁନ୍ଦର ଗୀତ ଗାଇ ପାରନ୍ତି 🎉❤❤
ବହୁତ ସୁନ୍ଦର ସ୍ୱର ସିଦ୍ଧାର୍ଥ ଭାଇଙ୍କର😊😊
Satare sidharth bhai badhia gaicha, khusi laguchi ki namita maamnka pua tanka naa rakhile. God bless you maam & bhai💐🍫
ମାଆ ସହିତ ପୁଅ ବି କଳାକାର 😊 ବହୁତ ବଢିଆ 😊
Talented mother and mother Duo.1 like for Malay Mishra also for this beautiful composition.
ନମିତା mam ଙ୍କ ଠାରୁ ସିଦ୍ଧାର୍ଥ ଭାଇ ଙ୍କ voice ଭଲ ଲାଗିଲା 🎉
Mo bahli Kie kie chahuncha sidharth bhai nka kantharu au gote song sunibaku.... 😍
ମାଆ ପୁଅ ବହୁତ ସୁନ୍ଦର ଗୀତ ଗାଉଛନ୍ତି 😘😘😘👌🏼👌🏼👌🏼❤❤❤
Wow satare bohut sundar lagila Namita mam always legend singer but Sidharth bhai ete sundar Gita gaanti aji sabu janile wonderful👌👍 ❤❤
Maa ,Pua misi Gita gaiba dekhi mate bahut khusi lagila❤❤ satare Prabhu Jagannath apananku sabubele khusire rakhithantu..,🥰.,Jay Jagannath 🙏🙏🙏🥰
Bahut sunder hoichi Gita bi aau sabu dance bi jodi no 1. Tamanna didi ki punya karithilae gala janma re a vhali Swami sasu aau sasura ghara paichanti, God bless you, Jay shree jagannatha Swami ❤❤
ବହୁତ ସୁନ୍ଦର 👌🏻 Congratulations 🎉🎉🎈🎈
Superb song maa and pua God bless you both❤😊
ପୁଅ‐ ମୁଁ ଜହ୍ନତୁ ମୋର ଯୋଛନା ତୁ ଫୁଲ ମୁଁ ତୋର ବାସନା
ଝିଅ- ଜାଣିଚି ଏ ସାରା ଜମାନା
ତୁମେ ମୋଧନ ମୁଁତୁମ ସୁନା.....୨
ପୁଅ‐ ଭଲପାଇବାରେ କେବେ ତୋତେ କରିବିନି ଉଣା.....
ଝିଅ‐ ତୁମେ ମୋ ସିଦ୍ଧାର୍ଥ ମୁଁ ତୁମ ତମନ୍ନା
ପୁଅ‐ ମୁଁ ତୁମ ସିଦ୍ଧାର୍ଥ ତମେ ମୋ ତମନ୍ନା.....
❤❤❤nice
❤❤❤❤❤ ବହୁତ୍ ସୁନ୍ଦର ମା ଓ ପୁଅ ଭଲ ଲାଗିଲା
Dil khush ho gaya ❤❤❤
ଭାଇ ପ୍ରଥମ ଥର ପାଇଁ ଆପଣଙ୍କ ଏତେ ସୁନ୍ଦର ଗିତ ଶୁଣିଲି ଆପଣଙ୍କ fan ହୋଇ ଗଲି ❤❤❤❤
ଅତି ସୁନ୍ଦର ଗୀତ ମନକୁ ଛୁଇଁ ଗଲା 😊😊
Practice makes a man perfect keep it up...... Ma ta prathama Guru na
ମୁଁ ଦେଖିଲି ପ୍ରଥମ ଥର ଏତେ ସୁନ୍ଦର ମା, ଭଳି ତାଙ୍କ ପୁଅ ମଧ୍ୟ ସୁନ୍ଦର ଭାବରେ ଗୀତ ଗାଇପରାନ୍ତି ।
It's a Malay Mishra Musical ❤
ହଁ ଭାଇ ମଳୟ ମିଶ୍ର ଶାର୍ ଙ୍କ ସଙ୍ଗୀତ
Sidharth is so smooth n effortless in his singing. I don't have much words to describe how I am feeling after listening to him. His singing is like a fresh air.
Bohut sunder voice ma'am aau bhai nkara bohut bhala lagila song
Hrudaya ku chhuingala ❤❤❤❤ song
Siddhant Agrawal o Namita Agrawal mahapuran ka song thankyou Siddhant music❤❤❤❤❤
ଅତି ସୁନ୍ଦର ଭଏସ ସିଦ୍ଧାର୍ଥ ଭାଈ ଙ୍କର 👏👏👏👍👍👍
ବହୁତ୍ ଭଲ ଲାଗିଲା ❤
ବା ବା ମାନିବାକୁ ପଡ଼ିବ .....❤so nice voice ❤
ଖୁବସୁନ୍ଦର ସଙ୍ଗୀତ ❤❤❤
ସିଦ୍ଧାର୍ଥ ଭାଇ ଆଗରୁ ଭଲ ସଙ୍ଗୀତ ପ୍ରେମୀ ସେ ଭଲ ଗୀତ ଗାନ୍ତି ମଧ୍ଯ। ❤❤❤
Maa Bhagabati apana mana nku krupa karutthantu😍♥️🙏
Sitaram sir- producer
Namita mam-singer
Sarthak bhai- singer
Tamana mam- actress
Hole olywood in a family
Sidharth bhai-singer
❤❤❤❤
ବହୁତ ସୁନ୍ଦର ଗୀତ ଟିଏ 👌👌👌♥️♥️♥️♥️
ବହୁତ୍ ବଢିଆ sindhart ଭାଇ 🎉❤
Super vioce ❤❤❤❤
ନମିତା ଅଗରୱାଲ ଙ୍କ ଗୀତ ଯିଏ ଶୁଣିଛି ସିଏ ଜାଣିଛି 😊
ଅତି ସୁନ୍ଦର ! ନମିତାଙ୍କ ସେ ଓଜନିଆ ସ୍ୱର ର ବହୁତ ବଡ଼ fan ମୁଁ। ସିଦ୍ଧାର୍ଥ ମଧ୍ୟ ଉଚ୍ଚକୋଟୀର ଗୀତ ଗାଇଛନ୍ତି।
Wowww .... ବହୁତ ସୁନ୍ଦର ❤❤❤
ଯାହା ହେଉ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ଭଲ ସମୟ ❤❤
ବହୁତ୍ ବଢିଆ ଲାଗିଲା 😮❤😊
ଅରିଜିନାଲ ଗୀତ ଠାରୁ ବି ଏ ଗୀତ ବି କିଛି କମ୍ ନୁହେଁ, ଚମତ୍କାର❤
ମୁଆଜିଜାଣିଲେ❤🎉
ମା ପୁଅ ଙ୍କୁ ଆମର ବହୁତ୍ ବହୁତ୍ ଧନ୍ୟବାଦ୍ ଜୟ ଜଗନ୍ନାଥ
ଅତି ସୁନ୍ଦର
ଜୟ ଜଗନ୍ନାଥ 🙏
Bahut sundar .Kahari najar na lagu 😊 Excellent singing beta . God bless you 😊
ବହୁତ ସୁନ୍ଦର ❤👌👌
ବହୁତ ସୁନ୍ଦର ଲାଗିଲା ଆପଣ ଙ୍କ ଗୀତ ସତରେ ହୃଦୟ ରୁ ତମକୁ ଧନ୍ୟବାଦ ⭕‼️⭕👏👏👏
ବହୁତ ବଢିଆ 👍 ଓଡ଼ିଶାର ଗର୍ବ
Wow first time ଜାଣିଲି ଆପଣଙ୍କ ପୁଅ val ଗୀତ ganati ବୋଲି 👍
Aji yee gitta kahuchi.mula foundation majbhut thhilee sabu kichhi possible.aji taaha dekhibaku milichi.thank you namita madam.thank you sidharth bhai .
ଗରିବ ପେଟରେ ନାତ ମାରିଲା ଭଳି ପରିସ୍ଥିତି l
ମା, ପୁଅ,ବୋହୂ ଆଗକୁ ନାତି ପୁଣି ଅଣନାତି
Maruwadi semane😂😂 eita tanka motive
@@anandkumarsubudhi0 Bhala ta gauchhanti, asubidha kn
Gitare kichi bhi bhalo voice darkar semane khali gita pai gauchanti kaunashi motiv rakhi gaile agaku badhi kebe paribani ethire problem kan semane gita ku bhalo Kariba pai enjoye au fil kari gauchanti
କଳାକାର ରକ୍ତ କଳାକାର ହେବେ ତ👍👌
Khali sarthak sir nka song ku wait 😍🤩 se bi song sikhichanti 😍
ପିଲାଦିନର କିଛି ମୁହୂର୍ତ ମନେପଡ଼ିଗଲା...
Original Singer Abhijit Bhattacrya And Anuradhapadwal film Samay Kheluchi Chakabhaunri
Ya thu puruna sang ta best laguchi 🎉🎉 new sang bhalalaguchi but chaliba good bless you jay jagannath 🙏🙏🙏❤️❤️❤️❤️❤️
Sidharth Bhai ..ki ..Karis wow ...Tamanna mam kebe Gita gaibe ❤❤
Bahut sundar song ❤❤mana ku chhuila pari 👌
Sid bro, your voice is very sweet. Keep it up always.
ଜଗତର ନାଥ ଜଗର୍ନାଥ ଙ୍କ ଆଶୀର୍ବାଦ🙌🙌🙌🙌❤❤❤❤❤❤
ସିଦ୍ଧାର୍ଥ ବି ବହୁତ ଭଲ ଗାଇଛି 😂 2:28
Wow ସିଦ୍ଧାର୍ଥ ଭାଇ ବଢିଆ singer
Beautiful voice ame janithilu namita ma'am bhala au odisha ra best singer🎤 boli but ai song suniba pare jana padila tanka pua bi gote best singer.. Maa jadi ate sundar voice paisanti pua kemiti bhala gaiparibeni... Maa pua nka voice super se uper best best and best👍💯❤❤❤❤❤
ଅତି ସୁନ୍ଦର... ସିଦ୍ଧାର୍ଥ କୁ ଆଉ ଟିକେ time ଲାଗିବ.
ସବୁ ଠିକି ଥିଲା ଆଉ ଟିକିଏ ଭଲ ହେଇ ପାରିଥାନ୍ତା 😂😂
ବହୁତ ଭଲ ଲାଗିଲା ଆପଣଙ୍କ ଗୀତ ତୋ ❤😢😂😮😢
ମା ପୁଅଙ୍କ ଗୀତ ଶୁଣି ମନ ରୋମାଣ୍ଟିକ ହେଇଯାଉଛି ଏମିତି ଗୀତ ଗାଉଥାଅ 👌👌👌👌👌👌👌👌👌👌👌
Wowwww.....really awesome 💯....❤❤❤❤❤❤😊
First time ଶୁଣିଲି namita mam nka pua ra voice bhala lagila❤❤
ମୋର ବି ଯଦି ଗାଡ଼ି ଥାନ୍ତା ମୁଁ ନିଶ୍ଚୟ ଚଳେଇ ଶିଖିଥାନ୍ତି ସେହିଭଳି ନିଜ ଚାନେଲ ଅଛି ଖରାପ ହେଲେବି ଚଳିବ ଏଇଟା ଖରାପ ଲାଗିଲେ ବି ସତ.
ବହୁତ ସୁନ୍ଦର ଗୀତ 👌❤
ହେ କୃଷ୍ଣ 😂😂😂 ପ୍ରଥମ ଥର ଜାଣିଲି ସିଦ୍ଧାର୍ଥ ଭାଇ ବି 😂😂😂
Wahhh charchand lagigala ... speechless ❤❤
ଇଲୋ ବଉ ଲୋ 😱ଏ ପୁଅ ବି ଏତେ ବଡ କଣ୍ଠଶିଳ୍ପୀ🙄ଯାହା କୁହ ମା ଙ୍କୁ ଶହେ ସଲାମ 🙏ଜୟ ମା 🙏
Classic...... madam..... God gifted tone.... God bless you.....
ଏ ଗିତ ଆହୁରି ସୁମଧୁର ହୋଇଛି
ପ୍ରଥମ ଥର ମୁଁ ଜାଣିଲି ♥️♥️♥️♥️
ବହୁତ ଭଲ ଗୀତ ଗାଇଲେ ସିଦ୍ଧାର୍ଥ ଭାଇ ଆଉ ନିଜର ଚାନେଲ ରେ ଆଉ ନିଜର ମାଙ୍କ ସହିତ ❤️❤️❤️ ତମକୁ କାହା ନଜର ନୋ ଲାଗୁ
ବହୁତ୍ ସୁନ୍ଦର ଭଏସେ ସୁନ୍ଦର୍ ଗୀତ 🎶🎵🎙️👌👌👌
ବହୁତ ବହୁତ ବହୁତ ସୁନ୍ଦର ହେଇଛି
Nice 😍😍😍😍❤❤❤❤
Namita Mam Badadina re Siddhartha bhainku nei bada surprise dele 👌 I love you ❤
ଅତି ଚମତ୍କାର ସ୍ବର...❤
❤❤❤❤❤❤❤❤❤❤❤❤
ବହୁତ ସୁନ୍ଦର । love it ❤❤
This Song Credit Goes to Music Director Malay Mishra 👌👌👌