ମୋ ମାଆ ର ପ୍ରେମିକ ଦରକାର |DHOKA NEWS | A1 ODIA |

Поділитися
Вставка
  • Опубліковано 9 гру 2022
  • A1 ODIA | ODISHA NEWS |SUBARNAPUR NEWS |
    ଆମେ ମାନେ କି ଭୁଲ କରିଥିଲୁ ତୁମର ...|
    #A1odia #A1odianews #Odisha #Viral #Realstory #Story #Sasurabohu #Life #Subarnapur #Love #Lovefailure #Broken #Brokenheart #Breaking #Breakingnews #Today #Todaynews #Latest #Latestnews #Sadnews #Dhoka #Family #Husband #Husbandwife #loveaffair #extramaritalaffair
    #A1Odia #Odianews #Odishanews #A1TVOdisha
    ___________________________________________________________________________________
    ✳️ A1 ODIA ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ କୁ SUBSCRIBE କରନ୍ତୁ, 🎥 ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ । ନୂଆ ନୂଆ ଭିଡ଼ିଓ ସଂପର୍କରେ ନୋଟିଫିକେସନ୍‌ ପାଇବା ପାଇଁ ବେଲ୍ 🔔ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ ✳️
    ___________________________________________________________________________________
    🔆MORE UDATE🔆
    ↪️Facebook: / a1tv-odisha-1102393747...
    ↪️Twitter: / ea1tvodisha
    ↪️UA-cam(A1 ODIA): / @a1odia
    ↪️UA-cam(A1 ODISHA) : / @a1odisha
    ▶️UA-cam Live
    📱Jio TV live
    📡On DTH: Tata sky -1186, AirTel - 349, Available on 🆓 DTH
    ___________________________________________________________________________________
    📺A1 ODIA News Channel 📺: -
    A1 ODIA ଚ୍ୟାନେଲ ଓଡିଶା ର ୪ କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
    A1 ODIA is Odisha State leading news channel, which is the most popular in rural and urban area’s for its simplicity and the variety of programmes telecast by the channel.
    ___________________________________________________________________________________
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
    🔆CONTACT US🔆
    📧E-mail : a1tvodisha@gmail.com
    ☎️Phone No. : 0674-3554921, 0674-2744921
    #A1ODIA #OdiaNewsChannel #Odisha #OdiaNews
    © A Group Of Shree Mandir Media

КОМЕНТАРІ • 328

  • @panchananmohanty5119
    @panchananmohanty5119 Рік тому +33

    ମାମ ଆପଣ ଯେମିତି କହୁଛନ୍ତି ହୁର୍ଦୟକୁ କଷ୍ଟ ହେଉଛି,ହର ହର ମହାଦେବ,

  • @arjunbag3476
    @arjunbag3476 Рік тому +38

    ମୁଁ ବୁଝି ପାରୁନି ସେ ଗାଁ ର ୱର୍ଡ ମେମ୍ବର କଣ କରୁଛି ବୁଢ଼ୀ ମା ଆଜି ପଯ୍ୟନ୍ତ ସରକାରୀ ଭତା ପାଇନିଁ । ତାକୁ 🙏🙏🙏

  • @prasantaparida8526
    @prasantaparida8526 Рік тому +33

    ଏଇ ଭିଡିଓ ଦେଖୀ ହୃଦୟ କୁ ବହୁତ୍ ବାଧୁଚି😭😭😭😭😭😭😭😭😭😭😭😭😭😭😭😭😭😭

  • @bibhuprasadsatapathy1757
    @bibhuprasadsatapathy1757 Рік тому +49

    ତୁରନ୍ତ ପ୍ରଶାସନ ବୃଦ୍ଧ ବୁଢ଼ୀ ମା ପ୍ରତି ସହାୟ ହୋଇ ରସନ ଘର ଯୋଗାଇଦେବା ଆବଶ୍ୟକ ।

  • @kandheibehera9838
    @kandheibehera9838 Рік тому +19

    ସେ ରକମ କରି ଏତେ କହୁଛି କିଏ,,, ଏତେ କହିଵା ଅପେକ୍ଷା ଟିକେ ସାହାଯ୍ୟ କଲେ ବଲ ହଵ ।।

    • @jagamohan14
      @jagamohan14 Рік тому

      ଭଲ ହବ ନା ବଲ ହବ ...... କାଳି ଟା

  • @muktikantabehera9904
    @muktikantabehera9904 Рік тому +50

    ବିନାଶ କାଳେ ବିପରୀତ ବୁଦ୍ଧି 😭

  • @pradoshkumar7833
    @pradoshkumar7833 Рік тому +19

    ଏଵେ ବହୁତ ଘଟୁଛି ଏମିତି.ଯିଏ ଜଣଙ୍କ ସହ ସାରାଜୀବନ ରହିପାରିବନି ଦୟାକରି ସେମାନେ ବାହା ହୁଅନ୍ତୁନି.ପିଲା ଛୁଆ ହେଲା ପରେ ଏମିତି କରିବା କଥା ନୁହେଁ.ପିଲା ଙ୍କର ଭବିଷ୍ୟତ କଣ ହବ.

    • @devidas4539
      @devidas4539 Рік тому

      ସତ କହିଲେ ଯିଏ ,ସାରା ଜୀବନ ରହି ପାରୁବ ନାହିଁ ବିବାହ କରିବା ଉଚିତ ନୁହେଁ

  • @ajayamahapatra9021
    @ajayamahapatra9021 Рік тому +10

    ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ପ୍ରାର୍ଥନା କରୁଛି ଏ ପରିବାର କୁ ଟିକେ ଦୟାକରନ୍ତୁ, ପ୍ରଣାମ

  • @adityapatel3088
    @adityapatel3088 Рік тому +35

    ପ୍ରଶାସନ କୁ ଅନୁରୋଧ... ଦୟାକରି ସେ ଦୁଃଖିତ ପରିବାର ଙ୍କୁ ସାହାଯ୍ୟ କରନ୍ତୁ...

    • @RahulRana-lf3ih
      @RahulRana-lf3ih 3 місяці тому

      କପାଳ ଲିଖନ କେ କରିବ ଆନ କାଳିଆ ତୁମେ ସାହାଭରଷା ପ୍ରଭୁ

  • @prabhakardas4898
    @prabhakardas4898 Рік тому +8

    ଏପରି ବାପା ମାକୁ ଅଲଟା ବାନ୍ଧି ପିଟିବା ଦରକାର୍ ଯଦି ପ୍ରେମ କରିବାପାଇଁ ଏତେ ଇଚ୍ଛା ଶନ୍ତାନ ଯନମ କରୁଥିଲ କଣ ପାଇଁ

  • @bhoiprakash4242
    @bhoiprakash4242 Рік тому +8

    ଜୀବନର ମାନେ ନୁହଁ ରେ ଜଣକୁ ଛାଡି ଆଉ ଜଣକୁ ଭଲ ପାଇବା ଯାହାକୁ ଭଲ ପାଉଚ ତାକୁ ହିଁ ଭଲ ପାଅ ଭୁଲ କରନି ହେଲା

  • @jitendradigal5933
    @jitendradigal5933 Рік тому +4

    ଏଇ ଦୁନିଆରେ କେହି ନିଜର ନୁହେଁ ।ମା ଜିଏ ଜନ୍ମ ଦେଇଥାଏ ସିଏ ଛାଡ଼ିକି ଯାଏ କାହାକୁ ଅବା ଭରସା ।ହେ ଭଗବାନ କି ଲୀଳା କରୁଛ ପ୍ରଭୁ । ଏ ଛୁଆ ମନେ କଣ ଭୁଲ କରିଥିଲେ ଯେ ଏତେ ଶାସ୍ତି ପାଉଛନ୍ତି । ଯିଏ ଏତେ ସୁନ୍ଦର ପୃଥିବୀରେ ନିଜର ପରିବାର ଚଳାଇ ପାରିଲା ନାହିଁ ସେ କଣ ମଣିଷ ।ସେ ରାକ୍ଷସ ପଶୁ ଟୁ ବି ହୀନ । ହେ ଜଗନ୍ନାଥ ଏ ପିଲାମାନଙ୍କୁ ଭଲରେ ରଖନ୍ତୁ ପ୍ରଭୁ ।😭😭😭😭😭😭

  • @somanathkhara8368
    @somanathkhara8368 Рік тому +7

    ଏମିତି ତ ଆମ ଓଡିଶା ରାଜ୍ୟରେ ବହୁତ ଘଟଣା ଦେଖିବାକୁ ମିଳୁଛି।

  • @Hkp912
    @Hkp912 Рік тому +4

    ଏ news ଦେଖି ନିଜକୁ ଧିକ୍ ଲାଗୁଛି। ଓଡ଼ିଶା ଭଳି କେଡ଼େ ସୁନ୍ଦର ରାଜ୍ୟ ରେ ଏଭଳି ଘଟୁଛି ଚ୍ଛି ଛି।

    • @sameermeher7054
      @sameermeher7054 Рік тому +1

      Mo Bala Odisha Sundar haa Thu🤭🤣🤭🤣🤣🤣🤣

  • @smrutisudhanayak9330
    @smrutisudhanayak9330 Рік тому +6

    🙏ଜୟ ଜଗନ୍ନାଥ🙏 ତୋମାୟା ତୋତେ ଅଗୋଚର।କାହୁଁ ଜାଣିବେ ନରଛାର।।
    ହେପତିତ ଉଦ୍ଧାର ଦୁକ୍ଷିଜନ ବାନ୍ଧବ।
    ଅସହାୟଙ୍କ ଦୁଃଖଦୁର କର ପଦ୍ମଲାଭ।।

  • @prakashbehera6516
    @prakashbehera6516 Рік тому +12

    ଛି ଛି ରେ ମା କେମିତି ମା କେଜାଣି

    • @Eagleeye774
      @Eagleeye774 Рік тому

      ଯେମିତି ବୋପା.. ଛୁଆ ଜନ୍ମ କରିବାରେ ବୀର..

  • @ashishsahu8047
    @ashishsahu8047 Рік тому +12

    Bahut dukha ra katha

    • @uddhabsethi5291
      @uddhabsethi5291 Рік тому

      Midia Bhai Manku Anurudh A Katha Nabin Babu Ku Jannatu

  • @mangalmahali1422
    @mangalmahali1422 Рік тому +5

    A chua manku sahajya kara please

  • @sangramsingmurmu9460
    @sangramsingmurmu9460 Рік тому +25

    ଧନ୍ୟ . . . ଆମ..ଓଡିଶା. . ପ୍ରଶାସନ ଧିକ ବିଜେଡି ..ସରକାର. . .

    • @gyanaranjanrout9778
      @gyanaranjanrout9778 Рік тому +1

      B j d kn kala

    • @ajayakumarsahoo6182
      @ajayakumarsahoo6182 Рік тому +2

      Haere pua bjd kana kala kire

    • @nnbb339
      @nnbb339 Рік тому

      @@gyanaranjanrout9778 ଗୋଟେ ଘର ଦେଈ ନାହିଁ....

    • @nnbb339
      @nnbb339 Рік тому

      @@ajayakumarsahoo6182 ତାଙ୍କ ଘର ଦେଖ ଜାଣି ପାରିବ

    • @nnbb339
      @nnbb339 Рік тому

      @@ajayakumarsahoo6182 ବିଜେଡ଼ି ବିକାଶ କରିଛି ଦେଖ .....

  • @padmanavpadhan9639
    @padmanavpadhan9639 Рік тому +10

    ମୂଖ୍ୟ ମନ୍ତ୍ରୀ ତ ଆମ ଭାଷା ବୂଝି ପାରୁ ନାଇ ସେ କଣ କରିବ

  • @babulapatiarbabulapatiar8338
    @babulapatiarbabulapatiar8338 Рік тому +2

    ଧନ୍ଯ ତମ ବିଜେଡି ସରକାର

  • @padmanavpadhan9639
    @padmanavpadhan9639 Рік тому +7

    ଆମେ ମାନେ ସେମିତି ମୂଖ୍ୟ ମନ୍ତ୍ରୀ କଣ କରିବ

  • @JITENDRASINGH-mn6ds
    @JITENDRASINGH-mn6ds Рік тому +4

    Very sad 😂.Apori parakiyapriti maa Ku kouthibi sukha no pau ,only for dukha pau ,Jay jagarnnath🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @crazyparrotclips7179
    @crazyparrotclips7179 Рік тому +6

    ଏ ମାଇକିନା ମାନେ ଯେମିତି ଏ ପୁଅ ମାନେ ସେମିତି

  • @talkto123
    @talkto123 Рік тому +2

    Content writer is mind blowing

  • @bipennagkumar3961
    @bipennagkumar3961 Рік тому +2

    God bless you bhai mane time tike lagba val hei jiba sabu

  • @Eagleeye774
    @Eagleeye774 Рік тому +3

    4ଟା ଛୁଆ ଜନ୍ମ କରିଥିବା ଅପରାଧରେ ପ୍ରଥମେ ବାପାକୁ ଦଣ୍ଡ ଦିଆଯାଉ.. ସ୍ତ୍ରୀଟା ମାଈକିନା ନା ମେସିନ୍..

  • @rajendramahalik6375
    @rajendramahalik6375 Рік тому +2

    Very sad

  • @basantkumardash6882
    @basantkumardash6882 Рік тому +1

    Kali jugar katha God bless you sarakara dhakantu

  • @singhofficial5362
    @singhofficial5362 Рік тому +2

    Ma'am aapana jeun sailire reporting karu6nti j mo akhiru luha aasi gala....10/10 mark deideli...

  • @Foodrecipes054
    @Foodrecipes054 Рік тому +3

    Maa mane aji Kali pagala hoigalani au manisa pania nahi pasu palati galeni dayakari sarkar epila nka pai kichhi karantu saha huantu dayakarantu Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @kishorbhue1122
    @kishorbhue1122 Рік тому +2

    They should be give govt Help immediately

  • @terroristrepublicofpakista902
    @terroristrepublicofpakista902 Рік тому +6

    Sala ଝିଅମାନେ ଏବେ ଏମିତି କାଣ୍ଡ କରୁଛନ୍ତି ଯେ ଏବେ ଆଉ ବାହା ହେବା ପାଇଁ ବି ଡର ଲାଗୁଛି 😂😂

  • @unique-pandit-odisha
    @unique-pandit-odisha Рік тому +1

    Omg satare apananka swara vahut sundar dhanyabad. Upastapana vala

  • @jadavbehera3182
    @jadavbehera3182 Рік тому +12

    Rules of Supreme court,Lac office Education and Sanskar, Proverti, Available of Alcohol,Lac of humanity is the main reason for this insident.

  • @crpkmishra7484
    @crpkmishra7484 Рік тому +2

    ପରକୀୟା ପ୍ରୀତି ଅପରାଧ ନୁହେଁ, ଏଇଟା କି ବାଳ ନ୍ୟାୟ...? ଏଇ ଗୋଟିଏ ଭୂଲ୍ ଡିଶିସନ୍ ପାଇଁ ଅନେକ ପରିବାର ବଳୀ ପଡୁଛି।

  • @gyanabehera8015
    @gyanabehera8015 Рік тому +1

    santunu babu apanonku bahut bahut dhanya bad🙏🙏🙏

  • @DreamGirlSima
    @DreamGirlSima Рік тому +3

    Jay Jagannath

  • @GAUTAMBDK
    @GAUTAMBDK Рік тому +4

    Media ଭାଇ ମାନଙ୍କୁ ମୋର ବିନୀତ ଅନୁରୋଧ କି ଭାଇ ଏହି ଭଳି video upload କରନ୍ତୁ ନାହିଁ ଦୟା କରି ଆମ ପାଖରେ ଧାର୍ଯ୍ୟ ନାହିଁ ଯଦି ପାରୁଛନ୍ତି ତାଙ୍କୁ ସାହାଯ୍ୟ କରନ୍ତୁ ନହେଲେ ତାଙ୍କ account number ସହିତ ଭିଡିଓ upload କରନ୍ତୁ 🙏🙏🙏 😭😭😭

  • @prashant1327
    @prashant1327 Рік тому +25

    Very sad news, God bless you all

  • @armyfamily14532
    @armyfamily14532 Рік тому +1

    I love bacha 😭😭😭 bhagaban tamaku mangala karantu ..

  • @milankumarsahoo1995
    @milankumarsahoo1995 Рік тому +68

    ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ଏଥି ପ୍ରତି ଧ୍ୟାନ ଦିଅନ୍ତୁ

    • @mamatapradhan2824
      @mamatapradhan2824 Рік тому +11

      ମୁଖ୍ୟମନ୍ତ୍ରୀ କଣ ଘର ଘର ବୁଲି ଦେଖିବେ 🙄

    • @milankumarsahoo1995
      @milankumarsahoo1995 Рік тому +4

      @@mamatapradhan2824 ମୁଖ୍ୟ ମନ୍ତ୍ରୀ କଣ ପାଇଁ ବୁଲିବେ ତାଙ୍କ ସବୁ କୁଜି ନେତାମାନ ଏବଂ ପ୍ରଶାସନ କୁ ଆଡେ ଗଲେ...

    • @terroristrepublicofpakista902
      @terroristrepublicofpakista902 Рік тому +3

      @@milankumarsahoo1995 bhai kuji ନେତା ମାନେ ତାଙ୍କ ନିଜ କଥା ପାଇଁ ଅଛନ୍ତି ସମସ୍ତଙ୍କ ପାଇଁ ନୁହେଁ🙄

    • @baradakantadash3447
      @baradakantadash3447 Рік тому +2

      Bhai tara ta kundei hela, c.m. kn kariba

    • @rameshlohar9787
      @rameshlohar9787 Рік тому +1

      He bhogoban

  • @JANAMAAYO
    @JANAMAAYO Рік тому +2

    କଥା ରେ ନୁହ କାମୋ ବିଶ୍ବାସ କରୁଥିବା ଆମ ମୁଖ୍ୟ ମନ୍ତ୍ରୀ ଦେଖନ୍ତୁ ,25 year's development

  • @sureshchandrasahoo3809
    @sureshchandrasahoo3809 Рік тому +1

    Kali juga re bhai 😭😭😭bichera chote pila dukha paile😭

  • @-m.x.m-61
    @-m.x.m-61 Рік тому +4

    Unbelievable. Vesya maikina.

  • @manojkumarjena3659
    @manojkumarjena3659 Рік тому +2

    God bless you 😭😭😭

  • @sulekhanaik8961
    @sulekhanaik8961 Рік тому +3

    Mote gote deidiare😭

  • @sushilatiria596
    @sushilatiria596 Рік тому +4

    Amo CM ku esabu dekha jauni badhe ete year odisha re sasano kala parebi ki dukharo katha

    • @JitendraKumar-js7ky
      @JitendraKumar-js7ky Рік тому

      Athire cm kn karibe bandhu....
      Nije sabu bhul kari cm ku dosa deba kn thik..

  • @user-ub2of9si6g
    @user-ub2of9si6g 7 місяців тому +1

    All boys ku God bless you

  • @baidyanathjani6095
    @baidyanathjani6095 Рік тому +1

    He bhagwan 😭😭😭😭

  • @Susanta-ug3ls
    @Susanta-ug3ls Рік тому +1

    😔😥

  • @kodandabehera25
    @kodandabehera25 Рік тому +2

    😢😢😢

  • @manojnayak4287
    @manojnayak4287 Рік тому

    Bohut. Kosto. Jibono
    Cm...ji. Give. Helf

  • @prasantamaharana6593
    @prasantamaharana6593 Рік тому +1

    ସୁଧାରଗୃହ ଦୟାକରି.. ଏଇ ପିଲାମାନଙ୍କୁ ଆପଣନ୍ତୁ 🙏

  • @raghunathasethi9866
    @raghunathasethi9866 Рік тому +1

    ମା ନୁହେଁ ସେ ଗୋଟେ ରାକ୍ଷାସୁଣୀ

  • @mohansagar5912
    @mohansagar5912 Рік тому +1

    ସରକାର କୁ ମୁ ଅନୁରୋଧ କରୁଛି 🙏 ଏମାନଙ୍କୁ ଘର ଗଟେ ଆଉ Government Job ଦିଆ ଯାଉ

  • @sisirBuda-id4dp
    @sisirBuda-id4dp 7 місяців тому +1

    ମହାମହିମ ରାଷ୍ଟ୍ରପତି ଏ ପରିବାର ପ୍ରତି ଦୟା କରନ୍ତୁ.

  • @pabitraparida7215
    @pabitraparida7215 Рік тому +1

    Jay jagannnath 🙏🙏🙏

  • @rasmibidika
    @rasmibidika Рік тому +1

    sobu sehi court low pai

  • @chandankanhar4894
    @chandankanhar4894 Рік тому +2

    ଏମିତି ବାପା ମା ଙ୍କୁ 🌲 ଗଛ🌲 ରେ ବାନ୍ଧି ପିଟିବା ଦରକାର

  • @user-ny7kw3ul3k
    @user-ny7kw3ul3k 7 місяців тому

    ଆଇନ୍ ବଦଳାଯାଉ ସରକାର

  • @manojhans7
    @manojhans7 Рік тому

    Jai jagannath

  • @sasmitarana106
    @sasmitarana106 Рік тому +4

    Jagannath tm manakara sha hebe🥺

    • @sameermeher7054
      @sameermeher7054 Рік тому +1

      Bala 😡 kauthi suichi Jagannath kichi Nahi 😡

  • @chandankanhar4894
    @chandankanhar4894 Рік тому +3

    ଭାଇ ମୁଁ ଭିଡ଼ିଓ ଦେଖି ବହୁତ୍ ଦୁଃଖିତ 😭😭😭😭😭😭🥳

  • @dharnaoram7679
    @dharnaoram7679 Рік тому +1

    Oh my god

  • @likunpradhan3555
    @likunpradhan3555 4 місяці тому

    Dhanya sei maa ku

  • @lakybabu7346
    @lakybabu7346 7 місяців тому

    Jay jagannath a hi pila manaka dukho dura kora

  • @RajaRaja-zo6mu
    @RajaRaja-zo6mu 4 місяці тому

    Jay jagannath 😢😢😢❤😊🙏🙏🙏🙏

  • @kklmedia3015
    @kklmedia3015 7 місяців тому

    So sad bhai, made cry this 😢😢😢

  • @bimaldigal4041
    @bimaldigal4041 Місяць тому

    Right sir

  • @dillipjena2740
    @dillipjena2740 Рік тому

    Dhanyabad apko bhai

  • @vex8416
    @vex8416 Рік тому +8

    excellent coverage

  • @rahulff950
    @rahulff950 6 місяців тому

    Maa tomoku bohut bohut dhanya bad jahabhi sisu manku dekha sakha korucho

  • @asantoskumat7810
    @asantoskumat7810 Рік тому +2

    Please help cm sir
    👌

  • @kgmk73
    @kgmk73 Рік тому

    ଆମ ଭାରତ ର ସମ୍ବିଧାନ କହୁଛି ପରକିଆ
    ପ୍ରୀତି ,,, ଭୁଲ୍ ନାହିଁ,, ଆମେ ବା କଣ କରିପାରିବା,,, ଯେଉଁ ମାନେ ଆଇନ ତିଆରି କରୁଛନ୍ତି,,,ଓ ସୁପ୍ରିକୋର୍ଟଙ୍କ
    ବିଚାର ପତି ମାନେ ରାୟ ଦେଉଛନ୍ତି,, ତାଙ୍କ ରାୟ ହିଁ ,,,ଛିରଧର୍ଯ୍ୟ,,,, ଯେତେବେଳେ ,,ଗୋଟେ ଡିଶିସନ୍ ଦେବା ପୂର୍ବ ରୁ ଟିକେ ଚିନ୍ତା କରନ୍ତି
    ତାହା ହେଲେ,,,,ଏମିତି ସମସ୍ୟା ହୁଅନ୍ତା ନାହିଁ,,,,,,ଯେତେ ଯାଇ ପାତର ଅନ୍ତର ନିୟମ ଥିବ,,,ସେହି ପର୍ଯ୍ୟନ୍ତ,,,ଏମିତି ଚାଲିବ,,,,,କାରଣ ,,,,ଝିଅ,,,ଭୁଲ୍,କଲେ,,, ମାପ୍,,,,,,,ପୁଅ କଲେ ଦଣ୍ଡ,,,,, ସରକାର କହୁଛନ୍ତି,,,ପୁଅ ଝିଅ ସମାନ,,,,କିନ୍ତୁ,,,,
    ଆଇନ୍ ଟା,,,ଦୁଇ ପ୍ରକାର ,, ସେଥି ପାଇଁ ଡରୁ ନାହାନ୍ତି ଝିଅ ପିଲା,,, ସମ୍ବିଧାନ କହିଲା,,ପାରକିଆ ପ୍ରୀତି ଦୋଷ ନାହିଁ,,,
    ଆଇନ୍ କହିଲା ବିନା ବାହାଘର ରେ ପିଲା କରି ପାରିବେ ଓ ଅବୋର୍ଶନ କରି ପାରିବେ,,,ଝିଅ,,,,
    ଆଇନ୍ କହିଲା ସ୍ବାମୀ ବିନା ଦିଭୋର୍ସ ରେ
    ବାହା ହେଇ ପାରିବ ନାହିଁ,,କିନ୍ତୁ
    ଝିଅ ପିଲା ଚାହିଁଲେ। ବିନା ଡିଭୋରସ୍ ରେ
    ସ୍ବାମୀ,,, ଚେଞ୍ଜ କରିପାରିବେ,,, ଏ ଇ ଟା ହିଁ
    ବଡ଼ ବିଡମ୍ବନା,, ଲେଡିସ୍ ଙ୍କର
    ଏ ଠୁଁ ହିଁ ଆରମ୍ଭ (କହିରଖୁଛି)
    ସବୁ ଲେଡିସ ନୁହଁ,,,,କିଛି ଲେଡ଼ିସ ଏହାର ଫାଇଦା ନେଉଛନ୍ତି,,,,,,
    ଇଏ ହେଲା କଳିଯୁଗ ଭାଇ,,,ଶେଷ ସମୟ ଆସିଗଲାଣି,,,,ରାୟ ଦେଲାବେଳେ,,ତାଙ୍କ ମୁଣ୍ଡରେ,,, କଳି ପ୍ରବେଶ କରୁଥିବ,,,,,ଟିକେ
    ମାନେ ପକାନ୍ତୁ ,, ରାଜା ପରୀକ୍ଷିତ ଙ୍କ ର କଥା,,,,

  • @parsuramsahoo5377
    @parsuramsahoo5377 Рік тому +1

    Jayajaganth

  • @user-xu1ev4fi7l
    @user-xu1ev4fi7l 8 місяців тому

    A vidio dekhi bahuta dukha laguchi😢😢😢😢😢😢

  • @MisterRoman8237
    @MisterRoman8237 Рік тому +2

    😔😔

  • @puspamajhi9922
    @puspamajhi9922 Рік тому

    Very sad news

  • @sushantmalik2262
    @sushantmalik2262 Рік тому

    Nice vois

  • @sitakantatandi9028
    @sitakantatandi9028 Рік тому +2

    ଏ ମିତି ନାରୀକୁ କେବଳ ବଡ଼ ବଡ଼ ବାଣ୍ଡ୍ ଦରକାର ନବୀନ ବାବୁ ଚାଉଳ ବଦଲେ ବାଣ୍ଡ୍ ଯୁଗେଡିଆ ଯାଉ ସରକାର

  • @subhadrabehera6489
    @subhadrabehera6489 Рік тому +2

    God bless you

  • @anilghorai632
    @anilghorai632 Рік тому +1

    🙏🙏🙏🙏🙏☂️☂️☂️☂️

  • @debajena9637
    @debajena9637 Рік тому

    Very sad news god bless you all

  • @bikrampradhan6308
    @bikrampradhan6308 Рік тому

    ଏ ପରା ଜଗନ୍ନାଥ ଦେଶ

  • @samakudadah1747
    @samakudadah1747 Рік тому +1

    Hey bhagaban tume hin rakha ehi pila mananka

  • @dharnaoram7679
    @dharnaoram7679 Рік тому

    Good decisions

  • @SamirKullu-pl6jk
    @SamirKullu-pl6jk 2 місяці тому

    100% Sarkar dayeee

  • @ghenupangi3479
    @ghenupangi3479 7 місяців тому

    omay good 🙏🙏👌👌👌♥️💕🌹

  • @SeemaSingh-wz9ng
    @SeemaSingh-wz9ng 6 місяців тому +1

    😔😔😔😔😔 bhala re ruhunti

  • @mithuntarai9706
    @mithuntarai9706 Рік тому

    Har har Mahadev 🙏🙏🙏🥲🥲🙏🙏🙏

  • @lifestylevlogs6661
    @lifestylevlogs6661 Рік тому +1

    Aou Mu emitika video dekhiki banchibara echa nahi he prabhu pura odisha taku destroye karidiya 🙏🙏🙏🙏

  • @surendrakumarbiswal1806
    @surendrakumarbiswal1806 Рік тому

    Very sad God bless all

  • @prafullabarik7085
    @prafullabarik7085 Рік тому +3

    ଘଟଣା ପଛରେ କଣ ମନସ୍ତାତ୍ତ୍ୱିକ କାରଣ ଥାଇପାରେ ?

  • @nareshd.j8396
    @nareshd.j8396 Рік тому

    So sed

  • @chandansamal8981
    @chandansamal8981 Рік тому

    Jay Jagannath 😭😭

  • @chandanprusty1432
    @chandanprusty1432 Рік тому

    He bhagawan 😭

  • @baidyarajjaganathodisa6244
    @baidyarajjaganathodisa6244 Рік тому +1

    ସେ ମା ନୁଁହେ ସେ ଘୂଢା‐‐ହୀ ଫାସି ଦବା ଦରକାର

  • @Pankaj-tf6jv
    @Pankaj-tf6jv Рік тому

    Bahut dukha katha

  • @rinkimallick5236
    @rinkimallick5236 Рік тому

    🙏🙏