What factors led to BJD's loss after 24 years in Odisha Elections

Поділитися
Вставка
  • Опубліковано 6 чер 2024
  • #ରାଜ୍ୟରେ_ଗଡ଼_ଭୁଶୁଡ଼ିବା_ପରେ_ଦୁଇ_ଫାଳ_କି_ବିଜେଡି ?
    ରାଜ୍ୟରେ ବିଜେଡିର ଗଡ଼ ଭୁଶୁଡ଼ିବା ପରେ ଦଳ ଏବେ ଏକ ପ୍ରକାର ଦୁଇ ଭାଗରେ ପରିଣତ ହୋଇଛି ।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟେ ବିଜୟୀ ଓ ପରାଜିତ ନେତାଙ୍କୁ ଭେଟି ପରାଜୟର କାରଣ ଖୋଜାଯିବ ବୋଲି କହିବା ପରେ କିଛି ବରିଷ୍ଠ ନେତା, ପାଣ୍ଡିଆନଙ୍କ ନାଁ ନନେଇ ନବୀନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି।
    #BJD #VKPandian #NaveenPatnaik #OTV #OdishaTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 781

  • @user-zg4wx5un1h
    @user-zg4wx5un1h 16 днів тому +286

    ନବୀନ ପଟ୍ଟନାୟକ ସାର ବହୁତ୍ ଭଲ କିନ୍ତୁ ତାଙ୍କର ଯେଉଁମାନେ ଅଫିସର ଅଛନ୍ତି ସେ ମନେ ବହୁତ୍ ଖରାପ ସେ ମନେ ସାଧାରଣ ଲୋକଙ୍କୁ ବହୁତ୍ ହଇରାଣ କରୁଛନ୍ତି

    • @balabantasing613
      @balabantasing613 16 днів тому +6

      Ok

    • @suchitasusmitatoppo9857
      @suchitasusmitatoppo9857 16 днів тому +7

      Right

    • @MaheshWorld20
      @MaheshWorld20 16 днів тому +8

      ସାବାସ ଏଥର ଠିକ୍ ବୁଝିପାରୁଛ 😂😂

    • @safetyashish7738
      @safetyashish7738 16 днів тому +4

      Nabeen waste.....

    • @littoncool
      @littoncool 16 днів тому +6

      Are. Naveen babu sabu janiki se officer manaku kain rakhithile ? Pandian kan karuthile se jani nathile ? Bilei akhi buji buji khira piuchi ?

  • @bmn2568
    @bmn2568 16 днів тому +177

    ଯାହା ହେଉ କିଛି ଦିନ ପୂର୍ବେ ନବୀନ ବାବୁ ମାଇକ ଧରିବା ପାଇଁ ଅନ୍ୟର ସାହାରା ନେଉଥିଲେ ଏବେ ମାଇକ ଧରି ପାରୁଛନ୍ତି କଣ୍ଢେଇ ନାଚ ସରିଲା

  • @ajaykumarbarik6619
    @ajaykumarbarik6619 16 днів тому +13

    ଯଦି ମାସେ ଆଗରୁ ପାନଡିଆନ କୁ ବାହାର କରାଯାଇଥାଆନ୍ତା ତା ହେଲେ ଏ ସମୟ ଦେଖିବାକୁ ପଡ଼ିଁ ନ ଥାଆନ୍ତା ।

  • @user-ee4ry5rg4b
    @user-ee4ry5rg4b 16 днів тому +84

    ମୋର ଆଉ କେଉଁ news channel ଉପରେ ଭରସା ନାଇଁ,,, ସବୁ ବିକ୍ରି ହେଇଗଲେ 😢

  • @rameshchandrabarik4834
    @rameshchandrabarik4834 16 днів тому +25

    ଲେଲିନ ମହାନ୍ତି ପାଣ୍ଡିଆନ ସାଥିରେ ଦିଲ୍ଲୀ ଗଲାନି?ତାର ଟେକିକି ଧରିବାକୁ।

  • @lnpattnaik
    @lnpattnaik 16 днів тому +11

    We don't care ର ଅର୍ଥ କଣ ଟିକେ ଲେଲିନ ମହାନ୍ତିଙ୍କୁ ପଚାରନ୍ତୁ । ଜନ ସାଧାରଣ ୟାଙ୍କ ଆଖିରେ ଏତେ ହୀନ !! ଓଡ଼ିଶାବାସୀ ଏମାନଙ୍କର ଏହି ପ୍ରକୃତି ଯୋଗୁ ପାନେ ଚଖେଇଛନ୍ତି । ବିଜେଡିର ଏହି ଟେମ୍ପରିଆ ପ୍ରବକ୍ତା ମାନଙ୍କ କୋଟେରୀ କୁ ଆଗ ଭାଙ୍ଗି, ଏଗୁଡାଙ୍କୁ ଦଳରୁ ନବୀନ ବାବୁ ଶୀଘ୍ର ବାହାର କରନ୍ତୁ । ଏଗୁଡା ସବୁ ପାଣ୍ଡିଆ ଚମଚା ଥିଲେ । ଏଗୁଡାଙ୍କ ପାଇଁ ଏଭଳି ଅବସ୍ଥା ଆଜି ବିଜେଡିର । ଏଗୁଡା ସବୁବେଳେ ବ୍ୟକ୍ତିଗତ ସ୍ତରକୁ ଖସି ଆକ୍ଷେପ କରନ୍ତି । ଗଣତନ୍ତ୍ରରେ ଯିଏ ଜନତାଙ୍କୁ ସମ୍ମାନ ଦେଇ କଥା କହି ଶିଖିନି, ସିଏ କୋଉ ବାଳ ପ୍ରବକ୍ତା ଟିକେ ବିଚାର କଲେ । କହୁଛି କଣ ନା we don't care.. ଏଇଟା କେଡେ ଅଭଦ୍ର ଟା.. ଏଗୁଡା ଏବେବି ସୁଦ୍ଧା ପାଣ୍ଡିଆ କୁ "କାର୍ତ୍ତିକ ସାର" ବୋଲି ସମ୍ବୋଧନ କରିବାକୁ ସଂକୋଚ କରୁ ନାହାଁନ୍ତି ।

  • @krishnamahakud2954
    @krishnamahakud2954 16 днів тому +30

    ଜନତା କ'ଣ ଅନ୍ଧ,, ତମମାନଙ୍କ ନିର୍ବାଚନ ମଣ୍ଡଳୀ ରେ ଆଗଧାଡିର ନେତା ତା ହେଲେ କ'ଣ କରୁଥିଲା, ସମୟ ଅଛି ସୁଧିରି ଯାଅ ଜନତା ଙ୍କ ଆଗରେ ଭୁଲ୍ ମାଗ, ଯେ ଆମେ ପାଣ୍ଡୁ ପାଇଁ ହାରିଲୂ ଆଗାମୀ ଦିନ ରେ ଆଉ ଏପରି ଭୂଲ କରିବୁ ନାହିଁ, ଜନତା ନିଶ୍ଚୟ ନବୀନ ପଟ୍ଟନାୟକଙ୍କ ସାଥିରେ ଅଛନ୍ତି, ଖାସ୍ ତମମାନଙ୍କ ଭୃଲ ପାଇଁ ସରଳ ନିଷ୍ପଟ ନିରିହ ସ୍ଵଛ ଭାବମୂର୍ତ୍ତି ବ୍ୟକ୍ତି ବିଶ୍ଵ ରେକର୍ଡ ରୁ ବଞ୍ଚିତ ହେଲେ

    • @sureshchandramallick3216
      @sureshchandramallick3216 16 днів тому +1

      ଏହା ହେଉଛି ଅପ୍ରିୟ ସତ୍ୟ। ଧନ୍ୟବାଦ ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ।

    • @abhayasahoo4212
      @abhayasahoo4212 16 днів тому

      Pandu sangare au achanti babi

    • @sureshbehera7892
      @sureshbehera7892 16 днів тому

      ଠିକ କହିଲ ଭାଇ

  • @RAKESH20249
    @RAKESH20249 16 днів тому +42

    The great person Navven Patnaik ❤️ Love' you sir

  • @sripatitalasaruda4437
    @sripatitalasaruda4437 16 днів тому +29

    ଚିଟଫଣ୍ଡ ବିଷୟରେ ତ ବିଜେଡି ନେତା ମୁହଁ ଖୋଲୁ ନାହାନ୍ତି. ନବୀନ ଯାଇକି ଉଦଘାଟନ କରୁଛନ୍ତି, ଚିଟଫଣ୍ଡ ସଂସ୍ଥାକୁ ପୁରସ୍କାର ଦେଉଛନ୍ତି, ଯାହାଫଳରେ ଲୋକଙ୍କର ବିଶ୍ୱାସ ହେବାରୁ ଟଙ୍କା ଡିପୋଜିଟ କଲେ, ଏହା କଣ ସରକାର ର ଭୁଲ ନୁହେଁ.

  • @raghunarhkarjee947
    @raghunarhkarjee947 16 днів тому +93

    ସବୁ ଭୁଲ କୁଜିନେତା ଙ୍କ, ଦଳ ରୁ ଟଙ୍କା ଆଣି ଲୋକଙ୍କୁ ନ ଦେଇ ନିଜେ ନିଜେ ଖାଇଦେଲେ, ଲୋକେ ପରିବର୍ତନ ଚାହୁଁଥିଲେ ଏଣୁ ସରକାର ବଦଳାଇ ଦେଲେ !

    • @djrisingstar4314
      @djrisingstar4314 16 днів тому +5

      Achha dala tahele tanka bantu thila 😮😅😅😅😅

    • @krishnachandra4198
      @krishnachandra4198 16 днів тому +2

      ଭାଇ ଠିକ କହିଛନ୍ତି ତାମାନେ ୨୫ ବର୍ଷ ଶାସନ ରେ ବିଜେଡି କିଛି କାମ କରିନି ଟଙ୍କା ବଳରେ ଜିତି ଆସୁଥିଲେ ଭଲ କାମ କଣ କରୁଥିଲେ.... ତା ମାନେ ହାରିଯାଇଛନ୍ତି ଭଲ ହେଇଚି....

    • @raghunarhkarjee947
      @raghunarhkarjee947 16 днів тому

      @@djrisingstar4314 ନିଶ୍ଚିତ କୁଜିନେତା ମାନେ ଲୋକ ଙ୍କ ନା ନେଇ ସର୍ବ ଗିଳା ହୁଅନ୍ତି

    • @chikukhusicreations9488
      @chikukhusicreations9488 16 днів тому +1

      😂😂😂🎉

    • @DiptiSasmitanewvlogsreallystor
      @DiptiSasmitanewvlogsreallystor 16 днів тому

      Right 👍🏻 ​@@krishnachandra4198

  • @rupadharthapa4215
    @rupadharthapa4215 16 днів тому +11

    ମୁଖ୍ୟମନ୍ତ୍ରୀ ଯଦି ଲିଡ୍ କରୁଥିଲେ ତା ହେଲେ MLA ମାନଙ୍କ ସହ ଦେଖା କରୁ ନ ଥିଲେ କାହିଁକି।

  • @subratmohanty3593
    @subratmohanty3593 16 днів тому

    #1 Reporting By Bhabani Sir..well done

  • @Tamila-pandu1474
    @Tamila-pandu1474 16 днів тому +86

    ବବି ଦାସ ମିଛ କହୁଚି 😂

  • @BalaramNath-fe8ws
    @BalaramNath-fe8ws 16 днів тому +6

    2024ପରେ ଆଉ କୋଉ ରାଜନିତି ଦଳ ,କହିପାରିବନ ଆମ ଦଳ ମୁଣ୍ଡି ମନମାଳିନି କମ କରିବା ପୂର୍ବରୁ ସହେ ଥର ଭାବିବ ଜନତା କିଛିବି କରିପାରିବେ

  • @pramodkumarlenka1102
    @pramodkumarlenka1102 16 днів тому +7

    ବିଜୁ ଜନତା ଦଳ ଏବେସୁଦ୍ଧା ପରାଜୟର କାରଣ ପାଉନାହିଁ, ମୁଖ୍ୟମନ୍ତ୍ରୀ ଙ୍କର ଓଡ଼ିଶାର ବରିଷ୍ଠ ନେତାଙ୍କ ଉପରେ ଭରସା ନକରିବାର ଫଳ ନିର୍ବାଚନ ରେ ଦେଖାଦେଇଛି. କିନ୍ତୁ ଏବେସୁଦ୍ଧା ନେତାମାନେ ଜାଣିପାରୁନାହାନ୍ତି.

  • @KedarJena-ki9el
    @KedarJena-ki9el 16 днів тому +20

    ପୁରୁଣା ନେତାଙ୍କୁ ବିଦା କର,ପାରିବାରିକ ଶାସନ ଭୁଲି ଯିବା ଉଚିତ୍ ନୁଆଲୋକଙ୍କୁ chance ଦିଅ

  • @mamitanaik1145
    @mamitanaik1145 16 днів тому +7

    Navin sir is great person

  • @tapanbehera378
    @tapanbehera378 16 днів тому +4

    ପ୍ରଥମ ଦଳ କ୍ରୀତଦାସ ଆଉ second ଦଳ ସଚେତନ ବିଜୁ ଜନତା dala

  • @Bhagabatpujari1
    @Bhagabatpujari1 16 днів тому +2

    ନବୀନବାବୁ ଆଉ30ବର୍ଷ୍ରଶାସନକରନ୍ତୁ କିନ୍ତୁଆମଚିଟଫଣ୍ଡଟଙ୍କା ଆଉଫ୍ଯମିଲିବେନିଫିଟ୍ ଦେଇଦିଅନ୍ତୁ

  • @ananyasahoo671
    @ananyasahoo671 16 днів тому +2

    Naveen Patnaik was like a father figure for Odias. Things are not same now after his resignation .

  • @fakirmohansahoo2079
    @fakirmohansahoo2079 16 днів тому

    ନବୀନ ବାବୁଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏

  • @samirakumarpradhan4270
    @samirakumarpradhan4270 16 днів тому +1

    Au amo Navin sir jadi hari chanti .. vk pandiyan jougu harichanti..
    Navin sir you are right person CM

  • @chandanparida1561
    @chandanparida1561 16 днів тому +3

    ବାଳ ଲାଗି ପାତି ତ ହରେଇଦେଲ ଆଉ କଣ ବାକି ଅଛି 😢😢

  • @khetrabasidas7799
    @khetrabasidas7799 16 днів тому +2

    ଏହା ଆଗରୁ କରିଥିଲେ ଭଲ ହୋଥାଆନ୍ତା।

  • @pramodakumarnayak-zv5cm
    @pramodakumarnayak-zv5cm 16 днів тому +3

    ହାରି ଯାଇଥିବା ପ୍ରାର୍ଥୀ ମାନଙ୍କୁ ନବୀନ ପଟ୍ଟନାୟକ ଡାକିଥିଲେ ନା ପାଣ୍ଡିଆନ ଅନୁପସ୍ଥିତିର ସୁଯୋଗ ନେଇ ଏମାନେ ବବି ଦାସ ଙ୍କ ନେତୃତ୍ବରେ ଭେଟି ମନର ଅକୁହା କଥା ବଖାଣି ଦୁଃଖ ଲାଘବ କରିବାପାଇଁ ଏକାଠି ହୋଇଥିଲେ। ଆମେ ଦୃଢ ନିଶ୍ଚିତ ନବୀନ ପଟ୍ଟନାୟକ ଆଦୋୖ ଡାକିନଥିବେ। ଜନସାଧାରଣ ଠିକ୍ ଜାଣିଛନ୍ତି ଏହାର ବାସ୍ତବତା। ଲୋକମାନଙ୍କ ଆଗରେ ସଫେଇ ଦେବା ପ୍ରୟାସ।

  • @prakashkumarsahoo6245
    @prakashkumarsahoo6245 16 днів тому +30

    ଓଟିଭି ଗୋଦି ମିଡିଆ

  • @nagenkumarbehera881
    @nagenkumarbehera881 16 днів тому +2

    ବହୁତ ଡେରି ହୋଇ ଗଲା

  • @laxmansahoo192
    @laxmansahoo192 16 днів тому +1

    Jay jagnath Cm ku tikea rest deai thibaru.dhanyabad

  • @atoz5429
    @atoz5429 16 днів тому +1

    ଦିନେ ନବୀନ sir ପ୍ୟାରୀ , ଦାମ ରାଉତ, ବିଜୟ ମହପାତ୍ରଙ୍କୁ ଦୁରେଇଦେଇଥିଲେ

  • @ledtvripair7685
    @ledtvripair7685 16 днів тому

    ହାରିବ

  • @Infoprenueur-ug2wz
    @Infoprenueur-ug2wz 16 днів тому +43

    ଓଟଭି 2029 ରେ student ମାନେ ବିଜେଡି ପାଇଁ mp mla ହେବେ ଅରୁଣ ବାବୁ ଙ୍କ ଦ୍ୱାରା

    • @omnamonarayan9176
      @omnamonarayan9176 16 днів тому +5

      ବିଜେଡି କେବେ ଆସିବ ନାହିଁ ବିଜେଡି ଓଡ଼ିଆ ଅସ୍ମିତା ବିରୋଧୀ

    • @Liza99947
      @Liza99947 16 днів тому +3

      BJD ❌ BJP ✅

    • @omnamonarayan9176
      @omnamonarayan9176 16 днів тому +1

      BJD Murdabad BJD Anti Odia language Odia culture and And BJD had insulted Rathyatra

    • @Hehxxngflw
      @Hehxxngflw 16 днів тому

      No1 CM Naveen sir 💚💚👑

    • @omnamonarayan9176
      @omnamonarayan9176 16 днів тому

      @@Hehxxngflw BJP 🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡⚔️⚔️⚔️⚔️⚔️⚔️⚔️⚔️😈😈😈👊👊👊👊👊👊👊👊👊👊👊👊

  • @bikramdas3804
    @bikramdas3804 16 днів тому +2

    Pandian mahijia sabuthu bada chora 😡😡😡 Sethipain aji odisha sarkar ra Ahibhali paristiti 😡😡

  • @shaitansingh9698
    @shaitansingh9698 16 днів тому

    Bhala hela, rajya basi nka abhisapa padichi❤

  • @pradhankrushna7455
    @pradhankrushna7455 16 днів тому +1

    ନବୀନ ଜାଣି ଶୁଣି ଓଡ଼ିଆ କୁହନ୍ତି ନାହିଁ ଏବଂ PG Cell chalanti ନାହିଁ କାରଣ ଲୋକଙ୍କ ପାଖରେ ଉତ୍ତର ଦାୟି ହେବାକୁ ପଡିବ ବ୍ୟକ୍ତି ମୁକ ହେଲେ ଭଲ ଲୋକ ହୁଅନ୍ତି ନାହିଁ

  • @shovankar9892
    @shovankar9892 16 днів тому +1

    ଲେନିନ ବାବୁ 2018 ରେ କାର୍ତ୍ତିକେୟନ ବାବୁ ( କାର୍ତିକ ସାର ନୁହଁ ) ଥିଲେ କିନ୍ତୁ ସେ ଚାକିରୀ ରେ ଥିଲେ ଏବଂ ଖୋଲା ଖୋଲି ନିର୍ଭାଚନ ପ୍ରଚାର କରୁନଥିଲେ

  • @mtechodisha3078
    @mtechodisha3078 16 днів тому +1

    Miss uhh naveen sir ❤ jadi VK Pandian bina apana election ladhi thaante tahele sure apana jiti thaante 😢

  • @prafullachandrasethy6222
    @prafullachandrasethy6222 16 днів тому +2

    Kartik sir kaiki paleile.

  • @jitendrabehera2210
    @jitendrabehera2210 16 днів тому

    ନବୀନ ସାର ବହୁତ ଭଲ କିନ୍ତୁ ଯେ ପଯ୍ୟନ୍ତ ପାଣ୍ଡିଆନ କୁ ଦଳରୁ ବାହାର କରିନାହାନ୍ତି ସେ ପଯ୍ୟନ୍ତ ବିଜେଡି ସରକାର ଆଉ ଜିତିବ ନାହିଁ l

  • @subhamcomputer5362
    @subhamcomputer5362 16 днів тому +1

    Law behind the action. ଅଇନି ତା ବାଟରେ ଯିବ. ଆପଣଙ୍କ କାମ କିଛିବି ନାହିଁ

  • @laxmansahoo4681
    @laxmansahoo4681 16 днів тому +2

    ଏତେ ମାନ୍ୟବର କାହିଁକି 🎉

    • @SauravKumar-ck6cr
      @SauravKumar-ck6cr 16 днів тому

      Kain tu maikina Ani sarila pore bapa ku bapa dakunu ki ... Abee budha dakuchu 😂

  • @subhamcomputer5362
    @subhamcomputer5362 16 днів тому +2

    ବରିଷ୍ଠ ଘରେ ସୋଇପଡ଼ନ୍ତୁ

  • @J.C.M.1989
    @J.C.M.1989 16 днів тому +1

    ନବୀନ ନିବାସ ରେ ଭୁଲ ଅଛି

  • @BenudharMajhi-oj2dd
    @BenudharMajhi-oj2dd 16 днів тому +1

    BJD police ku aage phasi diajau 🎉sebhitre achhi shree Kant sahoo❤ Sadar keonjhar

  • @susantkumarnayak2648
    @susantkumarnayak2648 16 днів тому +13

    Gruha vedi bivisana pandian

  • @pandabvlogs04
    @pandabvlogs04 16 днів тому +1

    Mote laguthila BJD harila pare Pandian ra vul janiparibe hele ye ta total manunahanti olta kahuchhanti ‘we don’t care ‘ loka nka katha ku tume sina care karibani hele loka nka decision ku ta karibaku haba , you are nothing without the people 👍🏻

  • @nidhiramjena2398
    @nidhiramjena2398 16 днів тому +2

    Baijayant mp hoigala ta, o tv ra power ahuri vardhigala. Ebe dekhiba otv government against re kete katha kahiba.

  • @220383able
    @220383able 16 днів тому

    ଏହି ଦଳ ବିନା ସମ୍ବିଧାନ ରେ ପ୍ରସାରିତ ହୋଇଥିଲା।

  • @rushbasaha5496
    @rushbasaha5496 16 днів тому +1

    ଘର୍ ବୁଡି ଆଣ୍ଠେ ପାଏନ୍ କଣା (ଅନ୍ଧ ଲେଲିନ୍ ମହାନ୍ତି) କହୁଛେ ମେଘ୍ ଦୁଲକୁଛେ

  • @pramodkumarlenka1102
    @pramodkumarlenka1102 16 днів тому +1

    ଓଡ଼ିଶାର ବିଯୁଜନତା ଦଳର ନେତାମାନେ ଦୀର୍ଘ ଚବିଶ ବର୍ଷ ମାନ୍ୟବର ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ, କିନ୍ତୁ ଆଜି କାହିଁକି ଭରସା ପାଇଲାନାହିଁ, ଏହି କାରଣରୁ ଦଳର ପତନ ଘଟିଲା, ଏହା ସୁନିଶ୍ଚିତ ସତ୍ୟ, ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ.

  • @subhamcomputer5362
    @subhamcomputer5362 16 днів тому +1

    ଓଡ଼ିଶାରେ ଏତେ darirya ବଢ଼ି jaichi ତାକୁ ରୋକିବାକୁ ପୂର୍ବ ସରକାର ଦାୟୀ

  • @surajmahrana2123
    @surajmahrana2123 16 днів тому +2

    👍

  • @sujitcreation1719
    @sujitcreation1719 16 днів тому +1

    ବାହା ଘର ବେଳେ ବାଇଗଣ ରୁଆ ।ଯେତେବେଳେ ପାଣ୍ଡିଆନ ଆସିଲେ ସେତେବେଳେ ସ୍ୱର ଉତ୍ତୋଳନ କଲନି କଣ ପାଇଁ ଏବେ ତାକୁ ଦୋଷ ଦେଇକି ଲାଭ କଣ ?ବିଜେଡ଼ି ନିଜ ଗୋଡ଼ରେ ନିଜେ କୁରାଢି ମାରିଛି । ଜୟ ଜଗନ୍ନାଥ ❤

  • @1bardiladoyar715
    @1bardiladoyar715 16 днів тому

    Sir salut❤

  • @prasantkudas3438
    @prasantkudas3438 15 днів тому

    ସବୁ ଏଥର ହାରିବ , ନିଜ ଭିତରେ ବାଡା ବାଡିହୋଇ ମରିବ,ଏହା ଓଡ଼ିଶା ପାଇଁ ମଙ୍ଗଳ ଦାୟକ,

  • @OD1915
    @OD1915 16 днів тому +2

    Pandian jaichi Amiti sha pakha ku

  • @dhamirona8662
    @dhamirona8662 16 днів тому +1

    ମାନସ କଂଗ୍ରେସ ଥାଇ ଏଗାର ଶହ ଭୋଟ ପାଇ ଆସି ତାମିଲ ର ଗହଚାଟି ବହୁତ କଳାଟଙ୍କା ରଖିଛୁ, ରେଡ୍ ହେବ ଆଉ ଜେଲ୍ ଯିବୁ ପକ୍କା

  • @SaiAlokOfficial
    @SaiAlokOfficial 16 днів тому

    ତୁମେ ହାରିବା ବି ଦରକାର,,,,ସବୁବେଳେ ଜିତିଲେ ତୁମ ମୁହଁ ବଢିଯାଉଛି

  • @babitadalai8691
    @babitadalai8691 16 днів тому +1

    Nabeen. Sir. Nku. Tanka. Charipakha. Buluthiba. Chora. Mananka. Jogu. Harigale. Nacheta. Nabeen. Sir. 24. C. Gold. Tanku. BadhyA. Karajauthila

  • @anupamabhuyan473
    @anupamabhuyan473 16 днів тому +1

    ଏ ବବି ବାବୁ ହେଉଛନ୍ତି ସବୁରି ସୂତ୍ର ଧର ଏ ଇ ମାନଙ୍କ ମଧ୍ୟରେ କେତେ ଜଣେ ଗୃହ ଶତ୍ରୁ ବିଭୀଷଣ ଅଛନ୍ତି ପାଣ୍ଡିଆନ ସହ ମିଶି ନବୀନ ବାବୁ ଙ୍କ ପଛ ପେଟ ଛୁରା ମାରିବା କାମ କରିଛନ୍ତି କୋଟି କୋଟି ଟଙ୍କା ଖାଇଛନ୍ତି ED ଜେରl କଲେ ଏ ମାନଙ୍କ ଚେହେରା ଲୋକ ଲୋଚନ କୁ ଆସି ଯିବ ଆଉ କୋଉ ମାନଙ୍କ ସହ ଯୋଗରେ ଏ ପାଣ୍ଡିଆ ଉଲୁକୁ ମାତା ହେଉଥିଲେ ଜଣା ପଡ଼ିବ l
    ଯୋଉ ମାନେ ଏ ମାନଙ୍କ ମିଶୁ ନଥିଲେ ସମସ୍ତେ ଏ
    ସବୁ ମିଶି ତାଙ୍କୁ ଦଳରୁ ତଡି ଦେଉଥିଲେ .

  • @bijaylaxminayak
    @bijaylaxminayak 16 днів тому +25

    Loka nka tax GST sabu jauchi adani account ku seta bi dekha OTV

    • @raghunathsamantaray6630
      @raghunathsamantaray6630 16 днів тому +2

      Adani share , portfolio re rakha lavare rahiba

    • @bijaylaxminayak
      @bijaylaxminayak 16 днів тому +1

      @@raghunathsamantaray6630 gujurat ra ଋଣ ଜାଣିଚ କେତେ କରିଛି ମୋଦି

    • @biswaranjanparida5679
      @biswaranjanparida5679 16 днів тому

      ​@@raghunathsamantaray6630😂😂😂

    • @raghumaninayak9593
      @raghumaninayak9593 16 днів тому +1

      Nandia TV gala kuade

    • @bijaylaxminayak
      @bijaylaxminayak 16 днів тому +2

      @@raghumaninayak9593 bjp against re kebe dekhicha kahibara

  • @anantaramachandrarao4284
    @anantaramachandrarao4284 16 днів тому +2

    sabu bjd mla bjp ku paleijao, 3:26 dala badala aji kali trend hoijaichi, kichi pharak padiba nahi

  • @alokranjanjena732
    @alokranjanjena732 16 днів тому

    Thik katha

  • @rajeshmallick7570
    @rajeshmallick7570 16 днів тому +1

    Right

  • @pratapdipu9197
    @pratapdipu9197 16 днів тому +1

    ଆଉ ବାଳ ଥିବ ଯେ ‌‌-------ଖାଇବ

  • @laxmidharbarik5867
    @laxmidharbarik5867 14 днів тому

    ଏ ନେତା କାହାର ନୁହଁ ବର୍ଷା ଯୁଆଡେ ଛତା ସିଆଡେ ଶଳା ସାଧାରଣ ଲୋକ ହଇରାଣ ହଉଛନ୍ତି

  • @manjudash-ff5be
    @manjudash-ff5be 16 днів тому +1

    We love and respect and have faith on our CM we hate pandian not Naveen We want him as CM forever

  • @bharatbehera2156
    @bharatbehera2156 16 днів тому +9

    Hari ki bi chetu nahi bjd.

  • @awarld828
    @awarld828 16 днів тому +1

    Why did not do it before sir?

  • @mamatapalei3896
    @mamatapalei3896 16 днів тому +1

    BJD bhangiba congress nua tiari haba odisha re Congress and BJP rahibe Odisha re ok

  • @somendusatapathy6538
    @somendusatapathy6538 16 днів тому

    ହେଇଯାଉ

  • @anitamahapatra6644
    @anitamahapatra6644 16 днів тому

    Nabin sir is great man 😊

  • @bkpaccount9121
    @bkpaccount9121 16 днів тому +1

    Emiti meeting agaru korbar thila nijo party lok veti paru nathile election agaru preparation meeting koribarbthila

  • @SomeoneYt-xf3wn
    @SomeoneYt-xf3wn 16 днів тому

    🙏🙏🙏

  • @sumantbiswal7646
    @sumantbiswal7646 16 днів тому

    Pl continues sir...Navin Sir

  • @alivamallik2209
    @alivamallik2209 16 днів тому +1

    Kichi nua panchayata starare kichi b kama helani ghmata heigala

  • @jagabandhusahoo89
    @jagabandhusahoo89 16 днів тому +1

    କ୍ରିତଦାସରୁ ଚାଟୁକାରକୁ ପ୍ମମ୍ନୋସନ ହେଇଗଲା

  • @FAKIRJENA-du2zs
    @FAKIRJENA-du2zs 16 днів тому +1

    ମାନ୍ୟବର ସାରଥି କହ।

  • @gobindachandraswain3060
    @gobindachandraswain3060 16 днів тому +1

    ତୁମ ମାନଙ୍କ ଭଳି କ୍ରୀତଦାସ ଯୋଗୁଁ ଅବସ୍ଥା ଏ ପର୍ଯ୍ୟନ୍ତ ଯାଇଛି।

  • @basudevnayak7208
    @basudevnayak7208 16 днів тому +2

    ଲେନିନ ମହାନ୍ତି ପାଣ୍ଡୁ କୁ ପୂଜା କରେ ।ଅଚେତ୍ ତାହାର ହାତ ଖର୍ଚ୍ଚ ମିଳିବ ନାହିଁ ।

  • @DillipDas-zd8hi
    @DillipDas-zd8hi 16 днів тому +1

    Raja bhai Deabi bhaina sachibhai teikea dalaku deakhauntu

  • @baikunthamajhi3416
    @baikunthamajhi3416 16 днів тому +1

    ଏହି ବିଜେଡି ସରକାର ଆଉ ଭରଷା ପାଇବ ନାହିଁ ବିଜେଡି ତିନି ପାଞ୍ଜି ରୁ ଗଲା ଅଫିସର ରାଜ ଶେଷ

  • @susantakumarsethisethi15
    @susantakumarsethisethi15 16 днів тому +1

    Sabu sarigalapare ebe chinta kale kan heba

  • @omnamonarayan9176
    @omnamonarayan9176 16 днів тому +2

    BJD ପାଇଁ ଓଡ଼ିଶାକୁ ବର୍ବାଦ କରି ଦେଇ ଥିଲା କିନୁ ଆଜି ସତ୍ୟର ବିଜୟ ହୋଇଛି

  • @bapikandi7336
    @bapikandi7336 16 днів тому +3

    Aau bala achhi sunupampudi khaiba aneithao

  • @deepakmohanty7881
    @deepakmohanty7881 16 днів тому +1

    Ebe kn mane padile mla au mp achhanti boli agaru panduku nei buluthile kahaku pakhaku chhadunathile karan kn

  • @indianlozertimh3316
    @indianlozertimh3316 16 днів тому +1

    କାହିଁକି ମୁଁହ ଖୋଲିଲେନି ସବୁ corapted ଥିଲେ ତେଣୁ pandian agare। Kehi ମୁହଁ ଖୋଳିଲେନି

  • @rajeshshekhardas4936
    @rajeshshekhardas4936 16 днів тому +1

    ସବୁ ଚୋର ଯାଇ ଛନ୍ତି ଭଲ ହେଇଛି, ଆଗରୁ କୋଉ ନେତା ଙ୍କର ଦେଖା ନଥିଲା ଏବେ ପଣ୍ଡିଆଁ ନାହିଁ ବୋଲି ଖୋଲି କି କଥା ହେଉଛନ୍ତି ତଥାପି ପଣ୍ଡିଆଁ ଡର ରହୁଛି। ଏବେ ଆମ ମୁଖ୍ୟମନ୍ତ୍ରୀ ନିଜେ ମାଇକି ଧରି କଥା ହେଉଛନ୍ତି କାଇଁ ଆଗରୁ ଧରିକି କଥା ହେଉନଥିଲେ। ଭଲ ହେଇଛି aou ଜୀବନରେ ଚୋର ମାନେ aou ଜିତି ପାରିବେନି କାରଣ ଜନତା ହେଲେ ଜନାର୍ଦ୍ଦନ ଆମକୁ ବୋଧେ ମୂର୍ଖ ଭାବୁଛନ୍ତି।

  • @pashiskumarpatra4843
    @pashiskumarpatra4843 16 днів тому

    Bhala heichi
    Agaru kanhi eaa plan helani
    Navin babu

  • @pradeepdasadhikari5
    @pradeepdasadhikari5 16 днів тому

    Amo odia ❤ Naveen odia ❤

  • @binodbiharipanda915
    @binodbiharipanda915 16 днів тому +1

    Odisha is 8th poorest state after 25 years of Naveen rule.

  • @DillipDas-zd8hi
    @DillipDas-zd8hi 16 днів тому +1

    Leanbabu bali maphia congrasu achinti

  • @MAHABIRVLOG440
    @MAHABIRVLOG440 16 днів тому +1

    The great cm nabin sir

  • @er.bibhutibhusanpatra8445
    @er.bibhutibhusanpatra8445 16 днів тому +1

    ଲେଲିନ ବାବୁ ଆପଣ କଣ କହିଲେ"we don't care" ଅର୍ଥ ବିଜେଡି ବୋଧେ ଆପଣ ତିଆରି କରିଥିଲେ?୨୪ ବର୍ଷ ରାଜ୍ୟରେ ଯେଉଁ ଶାସନ ଚାଲିଥିଲା ସେଥିରେ ଓଡ଼ିଶାର ଜନ ସାଧାରଣ ଙ୍କର
    କିଛି ଯୋଗଦାନ ନ ଥିଲା।ଓଡ଼ିଶା ବାସୀ ଶାସନ କରିବାକୁ ଯେମିତି ପଠେଇ ଥିଲେ ଅସୁବିଧାରେ କାରଣ ଦର୍ଶାଅ ନୋଟିସ ମଧ୍ୟ ପଠାଇବେ। ତୁମେ
    ଭାବିଛ ଭୁଲ୍ କରି ସଂଶୋଧନ କରିବା ଓ ଉତ୍ତରଦାୟୀ ହେବା ପରିବର୍ତ୍ତେ କହୁଛ କଣ ନା
    We don't care ।

  • @rajrate4142
    @rajrate4142 16 днів тому +1

    Odia Asmita is the biggest issue., even after completing 24 yr as a Chief Minister beloved Nabin Ji unable to speak a few words in Odia... Even He is not interested to learn Odia within this golden era of his reign......

  • @manojjena154
    @manojjena154 16 днів тому

    Good 👍👍👍👍👍

  • @satyabratasahoo7028
    @satyabratasahoo7028 16 днів тому

    JAY JAGANATH JAY SANKHA JAY ODISHA JAY BJD JAY CM NAVEEN PATNAIK SIR 🙏🙏🙏

  • @ashishjena9111
    @ashishjena9111 16 днів тому

    Tama mana kapurusa veru nuha Jay jagannatha Jay Modi Ji

  • @manasranjandash8094
    @manasranjandash8094 16 днів тому +1

    Ed it radi wait....

  • @NiranjanRautaray-mg5vo
    @NiranjanRautaray-mg5vo 16 днів тому +1

    Bjd already end after only for BJP and Congress at Odisha politics

  • @parameswarmahanta-rv5or
    @parameswarmahanta-rv5or 16 днів тому +1

    ଲେନିନ୍ ମହାନ୍ତି ଜଣେ ସୁପର ଟାଉଟର ଦଲାଲ ମିଥ୍ୟା ବା ଦୀ ଲୁଣ୍ଠନ କରି