ଅମୂଲ୍ୟ ରକ୍ତ | AMULYA RAKTA | DIPTI REKA | OFFICIAL FULL VIDEO | PRASAD LIMA MUSIC | SALIM LIMA

Поділитися
Вставка
  • Опубліковано 17 жов 2024
  • ସମ୍ପୂର୍ଣ୍ଣ ଗୀତର ଲେଖା:-
    ଜଗତ ସାରା ଖୋଜି ଦେଖିଲି
    ତୁମେ ହିଁ ସତ୍ୟ ବୋଲି ଜାଣିଲି
    ଅନ୍ଧାରୁ ଫେରି ଜୀବନ ପାଇଲି
    ଭଙ୍ଗା ଚୁନା ମନ ମୋ ଅର୍ପି ଦେଲି
    ଅମୂଲ୍ୟ ରକ୍ତରେ ସୂଚୀ ହେଲି
    କଳୁଷ ଏ ପ୍ରାଣ ତୁମରି ସନ୍ଧାନେ
    ବୁଲୁଥିଲା ବ୍ୟାକୁଳ ମନରେ
    ଦେଖାଦେଲ ମୋର ପାପ ଭରା ହୃଦେ
    କ୍ଷମା ଦେଈ ଏ ପାପୀ ଜଗତରେ
    କେମିତି ଭୁଲିବି ତୁମ ନାମ
    ଭଙ୍ଗା ଚୁନା ମନ ମୋ ଅର୍ପି ଦେଲି
    ଅମୂଲ୍ୟ ରକ୍ତରେ ସୂଚୀ ହେଲି (୧)
    ଆଶ୍ରା ହୀନ ହୋଇ ବୁଲୁଥିଲି ଯେବେ
    ବକ୍ଷରେ ତୁମ ଆଶ୍ରୟ ଦେଲ
    କେମିତି ମୁଁ ଯିବି ପାପ ପଥେ ଆଉ
    ପାଇ ତୁମ ସେ ଆଶ୍ଚର୍ଯ୍ୟ ପ୍ରେମ
    ତୁମେ ହିଁ ଅଟ ମୋ ପରିତ୍ରାଣ
    ଭଙ୍ଗା ଚୁନା ମନ ମୋ ଅର୍ପି ଦେଲି
    ଅମୂଲ୍ୟ ରକ୍ତରେ ସୂଚୀ ହେଲି (୨)
    FOR BETTER SOUND CLARITY
    " USE HEADPHONES "
    OFFICIAL FULL VIDEO ......
    ଅମୂଲ୍ୟ ରକ୍ତ............
    AMULYA RAKTA ............
    AUDIO CREDITS :-
    Music Banner : PRASAD LIMA MUSIC
    Singer : DEEPTI REKHA
    Lyrics : SALIM LIMA
    Music : PRASAD LIMA
    TRACK MAKING AT : MELODY STUDIO BARGARH
    Music LIVE Arrenged by : SAILESH ଆଜ୍ଞା
    Keyboard : HARI ଆଜ୍ଞା
    Tabla/ Dholak : SANJAY ଆଜ୍ଞା
    Flute : AJAY ଆଜ୍ଞା
    Vocal Recording at : Studio SOMESH , (Bhubaneswar)
    Recordist : BUNNY MOHANTY
    Mastering : SOMESH SATAPATHY
    VIDEO CREDITS :-
    In Frame : DEEPTI REKHA
    D.O.P / Camera : GOURAV KUMAR
    Editing: : GOURAV KUMAR
    Project Manager : SISIR LIMA
    Thumbnail designed by : PARSURAM SAGARIA
    ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ପବିତ୍ର ନାମ ନେଇ ନମସ୍କାର ଜ୍ଞାପନ କରୁ ... 🙏
    ଯେପରି ଇଶ୍ବର କେବଳ ଚାହାଁନ୍ତି ଯେ ମନୁଷ୍ୟ ସର୍ବଦା ସଫଳ ହେଉ , କିନ୍ତୁ ଶୟତାନ କେବଳ ଚାହେଁ ଯେ ମନୁଷ୍ୟ ସର୍ବଦା ବିଫଳ ହେଉ ........
    ମନୁଷ୍ୟର କଲ୍ୟାଣ ନିମନ୍ତେ ଇଶ୍ବରଙ୍କର ଏକ ମହାନ ଯୋଜନା ଅଛି, କିନ୍ତୁ ମନୁଷ୍ୟର ବିଫଳତା ନିମନ୍ତେ ମଧ୍ୟ ଶୟତାନର ପାପ ମୟ ଯୋଜନା ମାନ ଅଛି ..... ଆଉ ଅନେକ କ୍ଷେତ୍ରରେ ଶୟତାନ୍ କୁ ପ୍ରଶ୍ରୟ ଦେଇ ମନୁଷ୍ୟ ପାପ ଉପରେ ମହାପାପ କରି ଚାଲିଛି ।
    ଏଣୁ ଏହି ସମୟ ସନ୍ନିକଟ ପରିସ୍ଥିତି ରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ଅମୂଲ୍ୟ ରକ୍ତରେ ସୂଚୀ ହୋଈ ଆପଣା ଆପଣା ପାପ ସ୍ଵୀକାର କରି ପାପରୁ ବିମୁଖ ହେଉ ଏବଂ ଭଙ୍ଗା ଚୁନା ମନ ଆମ୍ଭମାନଙ୍କ ଯୀଶୁଖ୍ରୀଷ୍ଟ ଚରଣ ତଳେ ଅର୍ପି ଦେଇ ସର୍ବଦା ସଫଳ ହୋଇ ପ୍ରଭୁଙ୍କ ଗୌରବ ମହିମା ର କାରଣ ହେଉ ..... ଆମେନ୍
    🙏 🙏
    #ଅମୂଲ୍ୟରକ୍ତ
    #AMULYARAKTA
    #PrasdLimaMusic
    #PrasdLimaMusicNewChristianSong
    #DeeptiRekhaSong
    #ShashankSekharSong
    #RiturajDeeptirekhaSong
    #NewMantuchuriaChristianSong
    #MantuchuriaSambalpurisongs
    #NewHumanSagarSongs
    #NewHumanSagarChristianSong
    #NewAmitPaniChristianSong
    #NewChristmasSongs #NewYearSongs2021
    #BestHindiChristianSongs
    #KumarBapiSongs
    #LatestOdiaChristianSongs #LatestHindiChristianSongs
    #HindiSongs #Gospelsongs #IndianDevotionalSongs
    #JesusSongs #ChristianSongs #WorshipSongs #HolySpiritSongs
    #AmitPaniNewSongs
    #NewOdiachristianDevotionalSongs
    #NewOdiachristianDevotionalalbum
    #NewOdiachristianvideoalbum

КОМЕНТАРІ • 273

  • @deepakevangelistministry6185
    @deepakevangelistministry6185 Рік тому +12

    Praise the lord for this beautiful heart touching song may the lord be glorified thank you sir for uploading this type of spiritual song to make us for His kingdom May God bless you abundantly and family truly outstanding lerics may God continue His grace you and entire team in those behind of this song

    • @PRASADLIMAMUSIC
      @PRASADLIMAMUSIC  Рік тому

      ଦୀପକ୍ ଭାଈ ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @dibyabagha64
    @dibyabagha64 Рік тому +12

    Praise the lord sir 🙏❤ sir, ଆପଣଙ୍କ ପ୍ରତ୍ୟେକ ଗୀତର ପ୍ରତିଟି ଅକ୍ଷରରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ଏବଂ ଶକ୍ତି ଅଛି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ 🙏ଆମ୍ଭମାନଙ୍କ ନିମନ୍ତେ ଆପଣ ଆହୁରି ଏମିତି ନୂଆ ନୂଆ ହୃଦୟ ସ୍ୱର୍ଶୀ ଗୀତ ଲେଖିବାକୁ ଏବଂ ପହଞ୍ଚାଇବା ପାଇଁ ପ୍ରଭୁ ଆପଣଙ୍କୁ ଉତ୍ତମ ରୂପେ ବ୍ୟବହାର କରନ୍ତୁ ଆମେନ ❤❤🙏🙏❤️❤️❤️

    • @PRASADLIMAMUSIC
      @PRASADLIMAMUSIC  Рік тому

      ଏତେ ପ୍ରେମ ଏବଂ ଭଲପାଇବା ପାଇଁ ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ ଆଜ୍ଞା .... 👏👏
      It's a Tremendous GIFT 🎁🧧 of Love and it means a lot to US
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣ ସମସ୍ତଙ୍କ ମଙ୍ଗଳ କରନ୍ତୁ ..... 👍

  • @premilasabar4502
    @premilasabar4502 Рік тому +1

    Bhauta danyabad die sir. Karana Geeta saita lyrics bhaara Kariba duaara ❤❤❤❤

  • @abhirampatmajhi3528
    @abhirampatmajhi3528 Рік тому +3

    Praise the lord Dr very nice song sir

  • @padmankulesika1856
    @padmankulesika1856 Рік тому +2

    Praise the loard nice song minigfullsong didi god bless you

    • @PRASADLIMAMUSIC
      @PRASADLIMAMUSIC  Рік тому

      All glory and honour to the Lord .... Thank You So So much

  • @sandeeprao4756
    @sandeeprao4756 Рік тому +2

    ଅତି ସୁନ୍ଦର ଓ ମନହରା ଭକ୍ତି ସଙ୍ଗୀତ Thank you jesus and brothers 🙏😊

    • @PRASADLIMAMUSIC
      @PRASADLIMAMUSIC  Рік тому +1

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @BipinbihariPalka
    @BipinbihariPalka Рік тому +2

    The song is very nice and heart touching. Praise the lord.

  • @sanjayapradhan6697
    @sanjayapradhan6697 Рік тому +1

    Praise the Lord ଗୀତଟି ଗୁରୁତ୍ୱପୂର୍ଣ ହୃଦୟ ସ୍ବର୍ଶ ହେଇଛି

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @mitukumar6671
    @mitukumar6671 Рік тому +2

    sarba prathame sada prabhunka namare namskar....bahut sundar dina Prabhu deba sange sange biswashi mananku tanka sehi asirbad au Prema deichhanti ahi sundar Geeta madhyamare

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @andrewofficial2623
    @andrewofficial2623 Рік тому +3

    Praise the Lord 🙏🏻🙏🏻🙏🏻

  • @jkmishalofficial4223
    @jkmishalofficial4223 Рік тому +2

    ଈଶ୍ବରଙ୍କ ମହିମା ହେଉ
    ଏହି ସୁନ୍ଦର ଗୀତ ଦ୍ୱାରା

    • @PRASADLIMAMUSIC
      @PRASADLIMAMUSIC  Рік тому

      ହୃଦୟଭରା କୃତଜ୍ଞତା ଏବଂ ଧନ୍ୟବାଦ୍ ଭାଇ jeet ❤️❤️

  • @hallelujahmusiccreation9153
    @hallelujahmusiccreation9153 Рік тому +1

    ବହୁତ ସୁନ୍ଦର ଲେଖା ଓ ସ୍ୱର
    Praise the lord 🎉❤

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ .....👏👏
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .... 👍

  • @SBMusic123
    @SBMusic123 Рік тому +2

    maind blowing song really heart touching christian song God bless you all team 🙏

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @sudhirnayak7877
    @sudhirnayak7877 Рік тому +1

    ପ୍ରଭୁଙ୍କର ମହାନ ପବିତ୍ର ନାମର ଗୌରବ ହେଉ ଗୀତଟି ବହୁତ ସୁନ୍ଦର ମନଛୁଆଁ ହୋଇଛି ପ୍ରଭୁ ଆପଣଙ୍କ ମ୍ୟୁଜିକ ଟିମକୁ ବହୁତ ମାତ୍ରାରେ ଆଶୀର୍ବାଦ କରନ୍ତୁ ଧନ୍ୟବାଦ

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @timatmajhicreation
    @timatmajhicreation Рік тому +2

    Praise the lord
    ଗୀତଟି ଅତି ସୁନ୍ଦର୍ ହେଇଛି
    ପ୍ରଭୁ ତୁମେ ସମସ୍ତଙ୍କୁ Bless କରନ୍ତୁ❤❤
    Beautiful Song .. Prasad lima sir 🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁ ସମସ୍ତଙ୍କ ମଙ୍ଗଳ କରନ୍ତୁ ..... 👍

  • @ChandraMajhi-ib3yu
    @ChandraMajhi-ib3yu Рік тому +1

    ସାର୍ ଗୀତ ରଚନା ବହୁତ ସୁନ୍ଦର ହେଇଛି ପ୍ରଭୁଙ୍କ ଗୈାରବ ହେଉ

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ .....👏👏
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .... 👍

  • @ratikantasingh4325
    @ratikantasingh4325 Рік тому +2

    ଏମିତି ନୂଆ ନୂଆ ଗୀତ ତିଆରି କରିବାରେ ପ୍ରଭୁ ଯାହାଯ୍ୟ କରନ୍ତୁ.... ବହୁତ ସୁନ୍ଦର ଲେଖା..ଓ ସୁନ୍ଦର ଭାବରେ ଗୀତ ଗାଇଛନ୍ତି ପ୍ରଭୁ ତାଙ୍କୁ ଓ ଆପଣ ସମସ୍ତଙ୍କୁ ଆଶ୍ରିବାଦ କରନ୍ତୁ.

    • @PRASADLIMAMUSIC
      @PRASADLIMAMUSIC  Рік тому +1

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

    • @ratikantasingh4325
      @ratikantasingh4325 Рік тому

      @@PRASADLIMAMUSIC ଆମେନ

  • @dibyakhemundu-wv4kt
    @dibyakhemundu-wv4kt 7 місяців тому +1

    ଗୀତ ବହୂତୀ ହୃୟସ୍ପର୍ଶୀ ହେଇଚି ଏମିତି ଅଧିକ ନୂଆ ନୂଆ କରିବାରେ ପ୍ରଭୁ ଆପଣମାନଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ

    • @PRASADLIMAMUSIC
      @PRASADLIMAMUSIC  7 місяців тому

      ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମ ନେଇ ହୃଦୟପୂର୍ଣ୍ଣ ନମସ୍କାର ଜ୍ଞାପନ କରୁ କରୁ ....🙏 କୃଷାର୍ପିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୁଃଖ , ଯାତନା ଏବଂ ତାଙ୍କ ଅତୁଳନୀୟ ବଳିଦାନ ଦ୍ଵାରା ଆପଣ ଏଵଂ ମୁଁ ସେହି ଅନନ୍ତ ଜୀବନ ର ଅଧିକାର ପାଇବା ପାଇଁ ଯାଉ ଅଛୁ । ଏଣୁ ପ୍ରଭୁଙ୍କୁ ଆମେ ଅଶେଷ ଧନ୍ୟବାଦ୍ ଜଣାଇବା ସହିତ ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ଵାରା ପ୍ରଭୁଙ୍କର ଗୌରବ ମହିମା ହେଉ.... ଧନ୍ୟବାଦ୍ .... (ପ୍ରସାଦ ଲିମା)

  • @Suryamusicjofficial
    @Suryamusicjofficial Рік тому +1

    ବହୁତ ସୁନ୍ଦର ଅର୍ଥ ପୁର୍ଣ୍ଣ ଗୀତ ,ସଙ୍ଗୀତ ଓ ସ୍ଵର ସଂଯୋଜନା superb ❤❤❤God bless you all❤

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @JISUMARANGMUSIC
    @JISUMARANGMUSIC Рік тому +1

    ପ୍ରଭୁ ଯୀଶୁ ଙ୍କ ଗୌରବ ହେଉ, ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ , ସତରେ ବହୁତ ଭଲ ହୋଇଛି ଗୀତ ,
    Praise the Lord🙏🙏🙏

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ ଆଜ୍ଞା ....
      👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @sadanandasabhasundar5295
    @sadanandasabhasundar5295 Рік тому +4

    ଅତି ସୁନ୍ଦର ଭକ୍ତି ପୂର୍ଣ୍ଣ ଗୀତ, ସୁନ୍ଦର ଲେଖା, ସୁନ୍ଦର ସଂଗୀତ, ଏହି ସୁନ୍ଦର ଗୀତ କୁ ଦୀପ୍ତି ମେଡମ ଆକୃଷ୍ଟ ଢଙ୍ଗରେ ଗାଇଛନ୍ତି |ଏଣୁ ଏହି ଭାବ ପୂର୍ଣ୍ଣ ଗୀତ ପାଇଁ ସର୍ବ ପ୍ରଥମେ ମୁ ପ୍ରସାଦ ସାର ଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କ ସମସ୍ତ team କୁ ଧନ୍ୟବାଦ ଦିଏ.।.....

    • @dhameshpatamajhi
      @dhameshpatamajhi Рік тому

      youtube.com/@dhameshpatamajhi?si=U45UNxjECmMlGf--

    • @PRASADLIMAMUSIC
      @PRASADLIMAMUSIC  Рік тому

      ବହୁତ ସୁନ୍ଦର ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ମୋ ପ୍ରିୟ ଭାଈ ସଦା......👏👏 ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ପରିବାରର ମଙ୍ଗଳ କରନ୍ତୁ ..... 👍

  • @bardhansanju
    @bardhansanju Рік тому +1

    ପ୍ରଥମେ କହିବାକୁ ଚାହୁଁଚି ପ୍ରଭୁ ଆପଣକୁ ଆଶୀର୍ବାଦ କରୁ preise tha lord

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @stylestudiomusic4u
    @stylestudiomusic4u Рік тому +1

    ବହୁତ ସୁନ୍ଦର PRAISE THE LORD....compose.lyrics all is super...godbless all team...

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ ମଣ୍ଟୁ ଆଜ୍ଞା .... 👏👏
      Thanks a lot......❤️❤️🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @surisurendra4130
    @surisurendra4130 Рік тому +2

    Praise the lord. Very Nice song

  • @rajeshnayakmusic
    @rajeshnayakmusic Рік тому +2

    Praise the lord 🙏 geeta ti ati sundar hei achhi 🙏prabhu nkara mohima heu 🙏 jai mashi ki 🙏 hallelujah hallelujah amen amen 🙏🙏

    • @PRASADLIMAMUSIC
      @PRASADLIMAMUSIC  Рік тому +1

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @isudasmallickcreation
    @isudasmallickcreation Рік тому +1

    Praise the Lord

  • @ajaytakriofficial3206
    @ajaytakriofficial3206 Рік тому +2

    Really heart touching song lyrics super ❤❤❤❤

    • @PRASADLIMAMUSIC
      @PRASADLIMAMUSIC  Рік тому

      May God be glorified through your valuable compliments 👏👏👏

  • @pradeepkumarlima33
    @pradeepkumarlima33 Рік тому +1

    ଅତି ସୁନ୍ଦର ଅତି ମଧୁର
    ସଦା ପ୍ରଭୁ ଆଶୀର୍ବାଦ କରନ୍ତୁ

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ ମୋର ସମ୍ମାନନୀୟ ବଡ଼ ଭାଇ .... 👏👏
      ଆପଣଙ୍କ ବହୁମୂଲ୍ୟ ଆଶିର୍ବାଦ ଆମ ଉପରେ ସର୍ବଦା ବର୍ତୁ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @kumarsanulima
    @kumarsanulima Рік тому +1

    Bohot sundar lekha bohot bhala hoichi sir praise the lord

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @msgajapati3040
    @msgajapati3040 Рік тому +1

    Bahut badhia heichi sir ..God bless you .emiti aau bhala bhala lekhiba pain Prabhu apananku gyana diantu ashirbad karantu .Dipti Rekha maam god bless you 🎉🎉🎉🎉🎉

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @sunitabidika2200
    @sunitabidika2200 Рік тому +2

    🎉🎉🎉❤preise tha lord ❤

  • @manas307
    @manas307 Рік тому +2

    Very very nice Song.. Praise GOD👏🥰👏

    • @PRASADLIMAMUSIC
      @PRASADLIMAMUSIC  Рік тому

      May God be glorified through your valuable Compliments....👍

  • @stiphenbrother5989
    @stiphenbrother5989 Рік тому +1

    Very Beautiful Song 👌👌

    • @PRASADLIMAMUSIC
      @PRASADLIMAMUSIC  Рік тому

      Thanks for your valuable love for the GLORY of the Lord ❤️❤️🙏🙏
      God bless you richly 👍

  • @Joyaslimmaofficial
    @Joyaslimmaofficial Рік тому +5

    Praise the LORD 🙏❤

  • @Joyaslimmaofficial
    @Joyaslimmaofficial Рік тому +3

    Wonderful song 👌👌👌❤

    • @PRASADLIMAMUSIC
      @PRASADLIMAMUSIC  Рік тому

      Thanks for your always outstanding completements .....👏👏
      God bless you for your lovely heart

  • @kumarsanulima
    @kumarsanulima Рік тому +1

    Praise the lord
    Bohot sundar bhabare swara and lekhichanti
    God bless you and your team
    I love you sir

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ .....👏👏
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .... 👍

  • @jospinasabar1684
    @jospinasabar1684 Рік тому +2

    Praise the lord amen very nice song 🙏

    • @PRASADLIMAMUSIC
      @PRASADLIMAMUSIC  Рік тому

      Praise be the Lord and heartily thanks 🙏🙏❤️❤️

  • @EliyaTakri-u3c
    @EliyaTakri-u3c Рік тому +1

    Praise the lord sir very minigfull lyrics very good music composition evithing is very good praise God

    • @PRASADLIMAMUSIC
      @PRASADLIMAMUSIC  Рік тому

      It's a soooooo lovely 🌹🌹 Compliments...... Very very happy to hear from you 👏👏👏
      God bless you abundantly 👍

  • @biniyamkumar
    @biniyamkumar Рік тому +3

    PRAISE THE LORD VERY NICE SONG

  • @sunitamallik2926
    @sunitamallik2926 Рік тому +1

    Amen amen very nice song✝️🛐🛐🛐🛐🛐

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୁଙ୍କ ମହାନ ନାମର ଧନ୍ୟବାଦ୍ ହେଉ....❤️🙏

  • @anillima1558
    @anillima1558 Рік тому +5

    A song which has uplifted the spirit of our Christian music society...a big round of applause to the whole team a specially PRASAD LIMA who has been always dreamt of it to do such extra ordinary music...this should have more views and likes to be blessed.

    • @PRASADLIMAMUSIC
      @PRASADLIMAMUSIC  Рік тому

      A Tremendous GIFT 🧧🎁 of Compliments from a Lovely Dynamic Person who always stays in My heart.....💕💕 Love you and God bless you...👍

  • @samsondigal2931
    @samsondigal2931 Рік тому +1

    Praise the lord very beautiful meaning song god bless you all team

    • @PRASADLIMAMUSIC
      @PRASADLIMAMUSIC  Рік тому

      Thanks for your valuable love and Prayers dear loving Pastor Samson ❤️❤️🙏🙏
      God bless you and your family 👍

  • @manojkumarhial4581
    @manojkumarhial4581 Рік тому +1

    Wow... Awesome... Awesome... Awesome song...

  • @JagaJibanJena-nl9jx
    @JagaJibanJena-nl9jx Рік тому +3

    Very nice song. praise the Lord .congrats to all team members

  • @pilatrupamajhi53
    @pilatrupamajhi53 Рік тому +1

    Beautiful song lyrics music and composition..God bless you all the team ❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  Рік тому

      Hearty thanks and regards dear loving brother 💕💕💕

  • @Aaron-qh6bd
    @Aaron-qh6bd Рік тому +1

    May almighty God bless all the team members. Another Heart touching song by Lima sir and beautifully sang by one of my fav singer Dipti mam. Keep praising God by making these type of song. Try to make some cover/remix songs on old upasana songs. Praise the lord

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ .....👏👏
      ଆପଣଙ୍କ ବହୁମୂଲ୍ୟ suggession ପାଇଁ ଆମେ ନିଶ୍ଚୟ ଦୃଷ୍ଟି ଆକର୍ଷଣ କରିବୁ.....👍
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ....

  • @bichitrasundaray8375
    @bichitrasundaray8375 Рік тому +4

    Very Nice & Beautiful Song.........Praise & Glory be to GOD'S Always☺🙌🙏👍

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ .....👏👏
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .... 👍

  • @rabindrasingh7202
    @rabindrasingh7202 Рік тому +1

    Parise the lord 🙏 Aman hallelujah ❤

  • @neheraofficial2053
    @neheraofficial2053 Рік тому +1

    Praise the Lord....

  • @gilsonlimma2845
    @gilsonlimma2845 Рік тому +1

    Sir praise the lord

  • @sukalyansingh9307
    @sukalyansingh9307 Рік тому +2

    Praise the lord... Nice song 👍

  • @keepsmiling9230
    @keepsmiling9230 Рік тому +1

    Praise the Lord sweet song of God ,
    God bless you all the u❤

    • @PRASADLIMAMUSIC
      @PRASADLIMAMUSIC  Рік тому

      Thanks a lot for your valuable love and feedback ❤️❤️🙏🙏

  • @dayabanbadaraita6581
    @dayabanbadaraita6581 Рік тому +1

    ଅତି ସୁନ୍ଦର ଗୀତ ,ଏମିତି ହୃଦୟ ମନ ଛୁଆଁ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ବିଶ୍ୱାସୀ ଭକ୍ତମାନଙ୍କ ପାଇଁ ରଚନା କୋରୁଚନ୍ତି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ 🙏🌺

    • @PRASADLIMAMUSIC
      @PRASADLIMAMUSIC  Рік тому

      ମୋ ପ୍ରିୟ ଭାଈ ଦୟାବାନ୍.....❤️❤️🙏🙏
      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @pankajpani8705
    @pankajpani8705 Рік тому +1

    Praise the lord sir।
    ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତ ଓ ଅନୁତାପ, ଅର୍ଥ ପୂର୍ଣ୍ଣ ଭବରେ ଗିତଟେ ଭେଟି ହେଇଥିବାରୁ ଧନ୍ୟବାଦ ଅର୍ପଣ କରେ।
    God bless you all Tim

    • @PRASADLIMAMUSIC
      @PRASADLIMAMUSIC  Рік тому +1

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ପଙ୍କଜ୍ ଆଜ୍ଞା .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @malayakumar1234
    @malayakumar1234 Рік тому +1

    Praise God

  • @uvikhial5973
    @uvikhial5973 Рік тому +1

    Praise the lord all

  • @MantuKumar-music
    @MantuKumar-music Рік тому +1

    Praise tha lord nice song

  • @epriyambhuyan5899
    @epriyambhuyan5899 Рік тому +1

    Very nice songs God bless you ♥️🌹👍✝️⛪✝️

  • @johankumardas3052
    @johankumardas3052 Рік тому +3

    praise the lord ❤️ Amen 🙏

    • @PRASADLIMAMUSIC
      @PRASADLIMAMUSIC  Рік тому

      God loves you and May God bless you ❤️❤️🙏🙏

  • @bro.bibunukhillo
    @bro.bibunukhillo Рік тому +1

    Praise the lord wow super song heart touching ❤❤❤❤❤❤❤❤❤❤❤❤

  • @jeebanjena5322
    @jeebanjena5322 Рік тому +1

    Praise the lord sir,🙏 so beautiful song music lyrics and singing all is super

    • @dhameshpatamajhi
      @dhameshpatamajhi Рік тому

      youtube.com/@dhameshpatamajhi?si=U45UNxjECmMlGf--

    • @PRASADLIMAMUSIC
      @PRASADLIMAMUSIC  Рік тому

      Love 💕💕 you ଆଜ୍ଞା and Thank You So So much 👏👏👏👏

  • @robertgomango3430
    @robertgomango3430 Рік тому +2

    Praise the Lord🙏🙏🙏👍👍

  • @dharmesdg
    @dharmesdg Рік тому +1

    ଅତି ସୁନ୍ଦର ଗୀତ ସାର୍

    • @PRASADLIMAMUSIC
      @PRASADLIMAMUSIC  Рік тому

      ହୃଦୟଭରା ଧନ୍ୟବାଦ୍ ଆଜ୍ଞା.....🙏🙏

  • @philipsraitayoutubechanel4194
    @philipsraitayoutubechanel4194 Рік тому +1

    Very nice songs sir praise the lord

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ .....👏👏
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .... 👍

  • @pradhanshanta1316
    @pradhanshanta1316 Рік тому +1

    Praise the lord 🙏🙏⛪⛪❤❤

  • @humanepatro9629
    @humanepatro9629 Рік тому +1

    Prairie the Lord 🙏 beautiful song

  • @jordanjulious5424
    @jordanjulious5424 Рік тому +1

    Beautiful song all glory to God. congratulations to all of you

    • @dhameshpatamajhi
      @dhameshpatamajhi Рік тому

      youtube.com/@dhameshpatamajhi?si=U45UNxjECmMlGf--

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @eladanayak9673
    @eladanayak9673 Рік тому +1

    Praise the lord 🙌🙌❤❤❤

  • @luludigal5788
    @luludigal5788 Рік тому +1

    Where ever you go and search..... He is the only one our God Jesus Christ can help you....
    Praise the lord....
    Thank you a lot Dipti didi...
    And Lima sir thanks for mind-blowing song....
    Thank you once again for this wonderful song...

    • @PRASADLIMAMUSIC
      @PRASADLIMAMUSIC  Рік тому

      Feeling happy and Proud for your soooooo lovely Compliments.....
      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @sunilbagh835
    @sunilbagh835 Рік тому +2

    Praise God 🙏🙏🙏

  • @NirmalMajhi-j2x
    @NirmalMajhi-j2x Рік тому +1

    Sir praise of god very nice song

    • @PRASADLIMAMUSIC
      @PRASADLIMAMUSIC  Рік тому +1

      ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ .....👏👏
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .... 👍

  • @bhaktabandhunag4934
    @bhaktabandhunag4934 Рік тому +2

    Praise the Lord sir 🙏

    • @PRASADLIMAMUSIC
      @PRASADLIMAMUSIC  Рік тому

      Praise the Lord dear brother ❤️🙏 thanks for your valuable time 👍

  • @sabhabinodbihari16
    @sabhabinodbihari16 Рік тому +1

    Praise the Lord wonderful song ❤❤🙏🙏

    • @PRASADLIMAMUSIC
      @PRASADLIMAMUSIC  Рік тому

      Thank You for your valuable feedback ଆଜ୍ଞା......❤️❤️🙏🙏
      God bless you

  • @pareshbag7114
    @pareshbag7114 Рік тому +1

    Beautiful devotional song 💕💕💕

  • @sunamchandrapradhan1481
    @sunamchandrapradhan1481 Рік тому +1

    Blessing Jesus 🙏🙏 brother

    • @PRASADLIMAMUSIC
      @PRASADLIMAMUSIC  Рік тому

      Amen and Thank You So much ❤️🙏
      God bless you too 👍

  • @PhirojMajhi-b5e
    @PhirojMajhi-b5e Рік тому +1

    Preise the Lord maam sir so wonderful song❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ .....👏👏
      Heartily thanks to you ❤️🙏
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .... 👍

    • @PhirojMajhi-b5e
      @PhirojMajhi-b5e Рік тому

      As you are pastor so I love pastor's sir

  • @manasirath-sh8py
    @manasirath-sh8py Рік тому

    Bahut sundar❤❤❤🎉

  • @tutuofficial...5486
    @tutuofficial...5486 Рік тому +1

    God bless you👍

  • @abnarrajaofficial
    @abnarrajaofficial Рік тому +2

    praise the lord❤🎧✝️

  • @schonmusikhoren386
    @schonmusikhoren386 Рік тому +2

    Everything is good,even though programing is a little bit 😢..But lyrics wonderful, composition ❤❤❤

    • @PRASADLIMAMUSIC
      @PRASADLIMAMUSIC  Рік тому

      You are right.......👍
      I agree with you and Thank You So So much.....👏👏 God bless you

  • @SanjayKumargonda
    @SanjayKumargonda 11 місяців тому

    Sir praise the Lord🙏🙏

  • @PhirojMajhi-b5e
    @PhirojMajhi-b5e Рік тому +1

    Preise the Lord sir

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ .....👏👏
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .... 👍

  • @mansukroxy1689
    @mansukroxy1689 Рік тому +1

    Finally I got this song Thanks

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @JosephSabar-z4v
    @JosephSabar-z4v Рік тому +1

    So nice song 🙏✝️🎵🎵

  • @Replydhurve
    @Replydhurve Рік тому +1

    Beautiful composition

    • @PRASADLIMAMUSIC
      @PRASADLIMAMUSIC  Рік тому

      Thank You in the mighty name of JESUS CHRIST 👏👏👏

  • @taramraita3107
    @taramraita3107 Рік тому +2

    Praise the Lord Sir 🙏❤❤❤

    • @PRASADLIMAMUSIC
      @PRASADLIMAMUSIC  Рік тому

      Praise the Lord and Thank You So much ❤️❤️🙏🙏

  • @MantuPradhan-lk4yh
    @MantuPradhan-lk4yh Рік тому

    Praise tha Lord 😢

  • @jyotibadara02021
    @jyotibadara02021 Рік тому

    Praise the lord sir

  • @Sailashh2288
    @Sailashh2288 Рік тому

    Super se upar song thanks Limaji & Deptiji

    • @PRASADLIMAMUSIC
      @PRASADLIMAMUSIC  Рік тому

      What a super Duper outstanding compliments 👏👏👏
      God bless you richly 👍

  • @RanjanNachika909
    @RanjanNachika909 Рік тому +1

    Praise the lord 🙏🙏🙏
    Very nice composition sir 🙏🙏🙏🙏❤️🙏🙏🙏🙏🙏🙏🙏🙏
    May the blessings of lord Jesus Christ 🙏🙏🙏🙏🙏❤️🙏🙏🙏
    May the god jesus christ also blessed you always sir 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  Рік тому

      Thank you very much it's a Tremendous GIFT of compliments 👏👏👏
      May God bless you richly 👍

  • @samba512
    @samba512 Рік тому +1

    Prise the lord God bless you all my Jesus family members ❤❤❤❤

  • @samuelhindichannel7426
    @samuelhindichannel7426 Рік тому +1

    Praise the lord ✝️🙏✝️🙏✝️🙏Amen ✝️🙏✝️🙏

    • @PRASADLIMAMUSIC
      @PRASADLIMAMUSIC  Рік тому

      Amen and amen ❤️🙏
      God bless you abundantly 👍

  • @danielblessingministry
    @danielblessingministry Рік тому +1

    Glory to almighty God

  • @roshannayak7621
    @roshannayak7621 Рік тому +2

    Very beautiful song thank Good bless you

    • @PRASADLIMAMUSIC
      @PRASADLIMAMUSIC  Рік тому

      Love 💕💕 Your Special compliment.......👏👏
      God bless you

  • @pradeepmajhi8
    @pradeepmajhi8 Рік тому +1

    Nice excellent God bless you sir

    • @PRASADLIMAMUSIC
      @PRASADLIMAMUSIC  Рік тому

      Thank you very much for your valuable love and Prayers support ❤️❤️🙏🙏

  • @raghabapradhan7088
    @raghabapradhan7088 Рік тому +1

    Nice song aamen Haleluya

    • @PRASADLIMAMUSIC
      @PRASADLIMAMUSIC  Рік тому

      ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ .....👏👏
      ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ .... 👍

  • @SimianSuna
    @SimianSuna 11 місяців тому

    Nice song prasad lima sir amen

  • @HerodRaika
    @HerodRaika Рік тому +1

    Very nice song God bless you

  • @krishnasabar8754
    @krishnasabar8754 Рік тому +1

    Super song

  • @ERoyalBarik-mz7lb
    @ERoyalBarik-mz7lb Рік тому +1

    God Bless you nice song

    • @PRASADLIMAMUSIC
      @PRASADLIMAMUSIC  Рік тому

      Thanks for your valuable feedback God bless you ......👏👏